Free Odia GK question and answer test Part 2
Free Odia gk question and answer test: Hello my readers and welcome back to another quiz. I’m going to be going through the grammatical rules to test your knowledge of our language. In addition, I’m also going to explain that there are some common rules that we are all taught as a young child. Let’s start.
#1. ଏସିଆ ମହାଦେଶର ପଶ୍ଚିମରେ………. ମହାଦେଶ ଅବସ୍ଥିତ।
ଆଫ୍ରିକା ଅଷ୍ଟ୍ରେଲିଆ ଆଣ୍ଟାର୍କଟିକା ଇଉରୋପ
ଇଉରୋପ
#2. ଏସିଆର ତୃଣ ଭୂମିକୁ…….. କୁହାଯାଏ।
ଷ୍ଠେପୀ ପ୍ରେରୀ ପମ୍ପାସ କାମ୍ପୋସ୍
ଷ୍ଠେପୀ
#3. ତୁନ୍ଦ୍ରାଞ୍ଚଳରେ ………..ପ୍ରାଣୀ ବାସ କରେ ।
ବାଘ ବଲ୍ ଗାହରିଣ ମାଙ୍କଡ଼ ସିଂହ
ବଲ୍ ଗାହରିଣ
#4. ପାହାଡ଼ିଆ ଅଞ୍ଚଳ ରେ ……….. ଦେଖିବାକୁ ମିଳେ ।
ଓଟ କାରିବ୍ୟୁ ୟାକ୍ ବଲଗା ହରିଣ
ୟାକ୍
#5. ପିରାମିଡ୍ ଦେଶ ……….କୁ କୁହାଯାଏ।
ଇରାକ ଇରାନ ମିଶର ଲିବିୟା
ମିଶର
#6. ପୃଥିବୀର ଦ୍ବିତୀୟ ବୃହତ୍ତମ ମହାଦେଶ …………. ଅଟେ ।
ଏସିଆ ଆଫ୍ରିକା ଅଷ୍ଟ୍ରେଲିଆ ୟୁରୋପ
ଆଫ୍ରିକା
#7. ଆଫ୍ରିକାର ……….. ଭାଗରେ ବୃଷ୍ଟିପାତ ପରିମାଣ ସର୍ବାଧିକ ।
ଉତ୍ତର ଦକ୍ଷିଣ ମଧ୍ୟ ଉତ୍ତର ପୂର୍ବ
ମଧ୍ୟ
#8. ……………ଆଫ୍ରିକାର ବିକାଶଶୀଳ ଦେଶ ଅଟେ ।
ନାଇଜେରିଆ ଘାନା ତାଞ୍ଜାନିଆ ମରକୋ
ନାଇଜେରିଆ
#9. ଆଫ୍ରିକାର ………..ଅଞ୍ଚଳକୁ ପୃଥିବୀର ଚିଡ଼ିଆଖାନା କୁହାଯାଏ ।
ସାହାରା ସାଭାନ୍ନା ଆଟଲାସ ସେଲ୍ ଭା
ସାଭାନ୍ନା
#10. ଫଳଚାଷ ପାଇଁ ଉପଯୋଗୀ ………… ପ୍ରକାର ଜଳବାୟୁ ଅଟେ।
ବିଷୁବ ମଣ୍ଡଳୀୟ ମୋସୁମୀ ଭୂମଧ୍ୟ ସାଗରୀୟ ନାତିଶୀତୋଷ୍ଣ
ଭୂମଧ୍ୟ ସାଗରୀୟ
#11. ଅଷ୍ଟ୍ରେଲିଆର ନାତିଶୀତୋଷ୍ଣ ତୃଣଭୂମିକୁ………. କୁହାଯାଏ।
ପମ୍ପାସ କାମ୍ପୋସ ଡାଉନ୍ ସ ସେଲ୍ ଭା
ଡାଉନ୍ ସ
#12. ……………ଓଟ ପକ୍ଷୀ ପରି ଜୋରରେ ଦୈଡି ପାରେ।
କୋକାବୁରା ଏମୁ ଲାଏରବାର୍ଡ କୃଷ୍ଣହଂସ
ଏମୁ
#13. କଙ୍ଗାରୁ………. ମହାଦେଶ ଛଡ଼ା ଅନ୍ୟତ୍ର ଦେଖାଯାଏ ନାହିଁ।
ଉତ୍ତର ଆମେରିକା ଆଫ୍ରିକା ଅଷ୍ଟ୍ରେଲିଆ ଦକ୍ଷିଣ ଆମେରିକା
ଅଷ୍ଟ୍ରେଲିଆ
#14. ଅଷ୍ଟ୍ରେଲିଆର ବନ୍ୟକୁକୁରର ନାମ …………..।
ଡିଙ୍ଗୋ କୋଆଲା ପ୍ଲାଟିପସ୍ ଏମୁ
ଡିଙ୍ଗୋ
#15. ଅଷ୍ଟ୍ରେଲିଆର ବୃହତ୍ତମ ସହର……….।
ବ୍ରିସ୍ ବେନ୍ ସିଡ୍ ନୀ ମେଲବୋର୍ଣ୍ଣ କାନବେରା
ସିଡ୍ ନୀ
#16. …………. ଅଷ୍ଟ୍ରେଲିଆର ଜାତୀୟ ପଶୁ।
କୋଆଲା କଙ୍ଗାରୁ ପ୍ଲାଟିପସ୍ ଡିଙ୍ଗୋ
କଙ୍ଗାରୁ
#17. ………. ଅଷ୍ଟ୍ରେଲିଆର ରାଜଧାନୀ।
ମେଲବୋର୍ଣ୍ଣ ସିଡ୍ ନି କାନ୍ ବେରା ୱେଲିଂଟନ୍
କାନ୍ ବେରା
#18. ………. ଅଷ୍ଟ୍ରେଲିଆର ଏକମାତ୍ର ହିଂସ୍ର ଜନ୍ତୁ।
କଙ୍ଗାରୁ ଡିଙ୍ଗୋ କୋଆଲା ପ୍ଲାଟିପସ୍
ଡିଙ୍ଗୋ
#19. ଇଉକାଲିପଟାସ୍ ଗଛର ପତ୍ର ଖାଇ ବଞ୍ଚୁଥିବା ପ୍ରାଣୀ………।
ପ୍ଲାଟିପସ୍ କଙ୍ଗାରୁ ଡିଙ୍ଗୋ କୋଆଲା
କୋଆଲା
#20. ………….ସ୍ତନ୍ୟପାୟୀ ପ୍ରାଣୀଟି ସରୀସୃପ ପରି ଡିମ୍ବ ଦିଏ।
ଡିଙ୍ଗୋ କଙ୍ଗାରୁ କୋଆଲା ପ୍ଳାଟିପସ୍
ପ୍ଳାଟିପସ୍
#21. ………….ପ୍ରାଣୀର ଆକୃତି ଉଭୟ ପଶୁ ଓ ପକ୍ଷୀ ସଦୃଶ।
କଙ୍ଗାରୁ ପ୍ଳାଟିପସ୍ କୋକାବୁରା କୋଆଲା
ପ୍ଳାଟିପସ୍
#22. ଆଫ୍ରିକା ମହାଦେଶର ଦକ୍ଷିଣରେ……… ମରୁଭୂମି ଅବସ୍ଥିତ।
ସାହାରା ଥର୍ କାଲାହାରୀ ଗୋବି
କାଲାହାରୀ
#23. ଆଟ୍ ଲାସ ପର୍ବତ ଶ୍ରେଣୀ ଆଫ୍ରିକା ମହାଦେଶର………. ଦିଗରେ ଅବସ୍ଥିତ।
ପୂର୍ବ ପଶ୍ଚିମ ଉତ୍ତର-ପୂର୍ବ ଉତ୍ତର-ପଶ୍ଚିମ
ଉତ୍ତର-ପଶ୍ଚିମ
#24. ……………..ନଦୀ ଶଯ୍ୟାରେ ଭିକ୍ଟୋରିଆ ଜଳପ୍ରପାତ ଅବସ୍ଥିତ।
ନାଇଜର ଅରେଞ୍ଜ ଜାମ୍ବେଜୀ ନୀଳ
ଜାମ୍ବେଜୀ
#25. …………….ନଦୀ ଭିକ୍ଟୋରିଆ ହ୍ରଦରୁ ବାହାରି ଭୂମଧ୍ୟ ସାଗରରେ ପଡ଼ିଅଛି।
ଛାଇରେ ଜାମ୍ବେଜୀ ଅରେଞ୍ଜ ନୀଳ
ନୀଳ
Per Quiz : 25 Question
Class : 6 & 7
Subject : Geography & History
“school question allows to get those communications out and feel confident that I’m putting my best foot forward. question is like a little superpower, especially when I need to be at 100%.” your can check more on wiki
PART 2 QUIZ TEST
#1. ଏସିଆ ମହାଦେଶର ପଶ୍ଚିମରେ.......... ମହାଦେଶ ଅବସ୍ଥିତ।
#2. ଏସିଆର ତୃଣ ଭୂମିକୁ........ କୁହାଯାଏ।
#3. ତୁନ୍ଦ୍ରାଞ୍ଚଳରେ ...........ପ୍ରାଣୀ ବାସ କରେ ।
#4. ପାହାଡ଼ିଆ ଅଞ୍ଚଳ ରେ ........... ଦେଖିବାକୁ ମିଳେ ।
#5. ପିରାମିଡ୍ ଦେଶ ..........କୁ କୁହାଯାଏ।
#6. ପୃଥିବୀର ଦ୍ବିତୀୟ ବୃହତ୍ତମ ମହାଦେଶ ............. ଅଟେ ।
#7. ଆଫ୍ରିକାର ........... ଭାଗରେ ବୃଷ୍ଟିପାତ ପରିମାଣ ସର୍ବାଧିକ ।
#8. ...............ଆଫ୍ରିକାର ବିକାଶଶୀଳ ଦେଶ ଅଟେ ।
#9. ଆଫ୍ରିକାର ...........ଅଞ୍ଚଳକୁ ପୃଥିବୀର ଚିଡ଼ିଆଖାନା କୁହାଯାଏ ।
#10. ଫଳଚାଷ ପାଇଁ ଉପଯୋଗୀ ............ ପ୍ରକାର ଜଳବାୟୁ ଅଟେ।
#11. ଅଷ୍ଟ୍ରେଲିଆର ନାତିଶୀତୋଷ୍ଣ ତୃଣଭୂମିକୁ.......... କୁହାଯାଏ।
#12. ...............ଓଟ ପକ୍ଷୀ ପରି ଜୋରରେ ଦୈଡି ପାରେ।
#13. କଙ୍ଗାରୁ.......... ମହାଦେଶ ଛଡ଼ା ଅନ୍ୟତ୍ର ଦେଖାଯାଏ ନାହିଁ।
#14. ଅଷ୍ଟ୍ରେଲିଆର ବନ୍ୟକୁକୁରର ନାମ ..............।
#15. ଅଷ୍ଟ୍ରେଲିଆର ବୃହତ୍ତମ ସହର..........।
#16. ............. ଅଷ୍ଟ୍ରେଲିଆର ଜାତୀୟ ପଶୁ।
#17. .......... ଅଷ୍ଟ୍ରେଲିଆର ରାଜଧାନୀ।
#18. .......... ଅଷ୍ଟ୍ରେଲିଆର ଏକମାତ୍ର ହିଂସ୍ର ଜନ୍ତୁ।
#19. ଇଉକାଲିପଟାସ୍ ଗଛର ପତ୍ର ଖାଇ ବଞ୍ଚୁଥିବା ପ୍ରାଣୀ.........।
#20. .............ସ୍ତନ୍ୟପାୟୀ ପ୍ରାଣୀଟି ସରୀସୃପ ପରି ଡିମ୍ବ ଦିଏ।
#21. .............ପ୍ରାଣୀର ଆକୃତି ଉଭୟ ପଶୁ ଓ ପକ୍ଷୀ ସଦୃଶ।
#22. ଆଫ୍ରିକା ମହାଦେଶର ଦକ୍ଷିଣରେ......... ମରୁଭୂମି ଅବସ୍ଥିତ।
#23. ଆଟ୍ ଲାସ ପର୍ବତ ଶ୍ରେଣୀ ଆଫ୍ରିକା ମହାଦେଶର.......... ଦିଗରେ ଅବସ୍ଥିତ।
#24. .................ନଦୀ ଶଯ୍ୟାରେ ଭିକ୍ଟୋରିଆ ଜଳପ୍ରପାତ ଅବସ୍ଥିତ।
#25. ................ନଦୀ ଭିକ୍ଟୋରିଆ ହ୍ରଦରୁ ବାହାରି ଭୂମଧ୍ୟ ସାଗରରେ ପଡ଼ିଅଛି।