Free History Question Class 9 MCQ Part 4 in ଓଡ଼ିଆ

Facebook
Telegram
WhatsApp
LinkedIn

Free History Question Class 9 MCQ Part 4 in Odia

free history question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

free History Question class 9 MCQ

ଇତିହାସ 

ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25

#1. କେଉଁ ଗୋଷ୍ଠୀରେ ସର୍ବାଧିକ ପ୍ରାଣୀ ଅନ୍ତର୍ଭୁକ୍ତ?ଏନିଲିଡା

 ମୋଲୁସ୍କା ଏନିଲିଡା ଆରଥ୍ରୋପଡା ନିମାଟୋଡା

 ଆରଥ୍ରୋପଡା

#2. ମନୁଷ୍ଯର ବୈଜ୍ଞାନିକ ନାମର ଜିନ୍ ସ୍ ଟି କ’ଣ?

 ହୋମୋ ମ୍ୟାନ୍ ସାପିଏନ୍ ଇରେକ୍ଟସ୍‌

ହୋମୋ

#3. ମଟର ଗଛର ବୈଜ୍ଞାନିକ ନାମର ସ୍ପିସିସ୍‌ଟି କ’ଣ?

 ପାଇସମ୍ ଓରାଇଜା ଭାଇଭାକ୍ଟ ସାଟିଭମ୍

 ସାଟିଭମ୍

#4. କେଉଁଟି ପ୍ଲାଣ୍ଟିର ଅନ୍ତର୍ଭୁକ୍ତ ?

 ଆଞ୍ଜିଓସ୍ପର୍ମ ଏକାଇନୋଡର୍ମା ହୁକାୱର୍ମ ପୋରିଫେରା

 ଆଞ୍ଜିଓସ୍ପର୍ମ

#5. ୧୯୧୭ ମସିହାରେ ପ୍ରଥମେ ବିଶ୍ଵଯୁଦ୍ଧରୁ କେଉଁ ଦେଶ ପ୍ରଥମେ ଓହରି ଯାଇଥିଲା ?

 ଫ୍ରାନ୍ସ ସ୍ପେନ୍ ସର୍ବିଆ ରୁଷ୍

 ରୁଷ୍

#6. ନିମ୍ନକ୍ତ କେଉଁ ଘଟଣାଟି ପ୍ରଥମେ ଘଟିଥିଲା?

 ନିମ୍ନକ୍ତ କେଉଁ ଘଟଣାଟି ପ୍ରଥମେ ଘଟିଥିଲା? ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମ ସମର୍ପଣ ବଲ୍ କାନ୍ ଯୁଦ୍ଧ ଅଷ୍ଟ୍ରିଆ- ହଙ୍ଗେରୀର ଯୁବରାଜଙ୍କ ହତ୍ୟା

ବଲ୍ କାନ୍ ଯୁଦ୍ଧ

#7. ମରକ୍ କୋକୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା?

 ଫ୍ରାନ୍ସ ଓ ଜର୍ମାନୀ ଫ୍ରାନ୍ସ ଓ ଇଂଲାଣ୍ଡ ଇଂଲାଣ୍ଡ ଓ ଜର୍ମାନୀ ଜର୍ମାନୀ ଓ ରୁଷ୍

ଫ୍ରାନ୍ସ ଓ ଜର୍ମାନୀ

#8. ନିମ୍ନୋକ୍ତ କେଉଁ ଦେଶ ସାମରିକ ମେଣ୍ଟଭୁକ୍ତ ହୋଇଥିଲେ ମଧ୍ୟ ଯୁଦ୍ଧର ପ୍ରାରମ୍ଭରେ ନିରପେକ୍ଷ ରହିଥିଲା?

 ଯୁକ୍ତରାଷ୍ଟ୍ର ଆମେରିକା ଆଲ୍ ବାନିଆ ଇଟାଲୀ ସର୍ବିଆ

 ଇଟାଲୀ

#9. ଅଷ୍ଟ୍ରିଆ-ହଙ୍ଗେରୀ କେବେ ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା କଲା ?

 ୧୯୧୪ ଜୁଲାଇ ୨୫ ତାରିଖ ୧୯୧୪ ଜୁଲାଇ ୨୭ ତାରିଖ ୧୯୧୪ ଜୁଲାଇ ୨୮ ତାରିଖ ୧୯୧୪ ଜୁଲାଇ ୨୨ ତାରିଖ

୧୯୧୪ ଜୁଲାଇ ୨୮ ତାରିଖ

#10. ପ୍ରଥମ ବିଶ୍ଵଯୁଦ୍ଧ ପରେ ନିମ୍ନୋକ୍ତ କେଉଁ ଦେଶରୁ ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିଲା?

 ବ୍ରିଟେନ୍ ପୋଲାଣ୍ଡ ଇଟାଲୀ ସ୍ପେନ୍


 ପୋଲାଣ୍ଡ

#11. ଭର୍ସାଇ ଚୁକ୍ତି ନିମ୍ନୋକ୍ତ କେଉଁ ରାଷ୍ଟ୍ର ପ୍ରତି ଅପମାନଜନକ ଥିଲା?

 ଇଂଲାଣ୍ଡ ଜର୍ମାନୀ ସାଉଦି ଆରବ ଇଟାଲୀ

 ଜର୍ମାନୀ

#12. ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାୟ କେତେ ସଂଖ୍ୟକ ଲୋକ ଅଙ୍ଗପ୍ରତ୍ୟଙ୍ଗ ହରାଇଥିଲେ?

 ୬୦ ଲକ୍ଷ ୭୦ ଲକ୍ଷ ୧ କୋଟି ୨ କୋଟି


 ୭୦ ଲକ୍ଷ

#13. ଯୁକ୍ତରାଷ୍ଟ୍ର ଆମେରିକା କେବେ ମିତ୍ର ଶକ୍ତି ସପକ୍ଷରେ ଯୋଗଦେଲା?

 ୧୯୧୪ ୧୯୧୨ ୧୯୧୫ ୧୯୧୭

 ୧୯୧୭

#14. ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀ କେବେ ଆତ୍ମ ସମର୍ପଣ କଲା?

 ୧୯୧୪ ଜୁନ୍ ୨୮ ତାରିଖ ୧୯୧୨ ମେ ୮ ତାରିଖ ୧୯୧୮ ନଭେମ୍ବର ୧୧ ତାରିଖ ୧୯୧୯ ଜୁନ୍ ୨୮ ତାରିଖ

 ୧୯୧୮ ନଭେମ୍ବର ୧୧ ତାରିଖ

#15. ଭର୍ସାଇ ସନ୍ଧି କେବେ ସ୍ଵାକ୍ଷରିତ ହୋଇଥିଲା?

 ୧୯୧୯ ୧୯୧୪ ୧୯୨୦ ୧୯୧୪


 ୧୯୧୯

#16. କେବେ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା?

 ୧୯୧୮ ୧୯୧୯ ୧୯୨୦ ୧୯୨୧

 ୧୯୧୯

#17. ଚୀନ୍ ପ୍ରଥମ ବିଶ୍ଵଯୁଦ୍ଧରେ କେବେ ଯୋଗଦେଲା?

 ୧୯୧୪ ୧୯୧୮ ୧୯୧୬ ୧୯୧୭

୧୯୧୪

#18. ନିମ୍ନୋକ୍ତ ମଧ୍ୟରୁ କେଉଁ ମସିହାରେ ରୁଷ୍ ପ୍ରଥମ ବିଶ୍ଵଯୁଦ୍ଧରୁ ଓହରି ଆସିଥିଲା?

 ୧୯୧୫ ୧୯୧୬ ୧୯୧୭ ୧୯୧୮

 ୧୯୧୭

#19. କେଉଁ ଅଞ୍ଚଳ ଏସିଆ, ଆଫ୍ରିକା ଓ ଇଉରୋପ ତିନି ମହାଦେଶର ମିଳନସ୍ଥଳ?

 ଦୂରପ୍ରାଚ୍ୟ ମଧ୍ୟପ୍ରାଚ୍ୟ ନିକଟପ୍ରାଚ୍ୟ ବଲ୍ କାନ୍ ଅଞ୍ଚଳ

 ମଧ୍ୟପ୍ରାଚ୍ୟ

#20. ନିମ୍ନୋକ୍ତ କେଉଁ ମସିହାରେ ଫ୍ରାଙ୍କଫର୍ଟ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା

 ୧୮୭୧ ୧୮୭୯ ୧୮୭୫ ୧୮୯୦

 ୧୮୭୧

#21. ନିମ୍ନୋକ୍ତ କେଉଁ ସମ୍ମିଳନୀରେ ବାରଣ କରାଯିବା ସତ୍ତ୍ୱେ ଫ୍ରାନ୍ସ ସରକାର ମରକ୍କୋର ଆଭ୍ୟନ୍ତରୀଣ ଅଶାନ୍ତିକୁ ଦମନ କରିବା ବାହାନାରେ ସେଠାକୁ ସୈନ୍ୟ ପ୍ରେରଣ କରିଥିଲେ?

 ପ୍ୟାରିସ୍‌ ଆଲ୍‌ଜେସିରାସ୍ ହେଗ୍ ବୁଲଗେରିଆ

 ଆଲ୍‌ଜେସିରାସ୍

#22. ପ୍ୟାରିସ୍‌ ଶାନ୍ତି ସମ୍ମିଳନୀ କାହା ସଭାପତିତ୍ଵରେ ଆହୂତ ହୋଇଥିଲା?

 ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍ ସନ୍ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲଏଡ୍ ଜର୍ଜ ଫ୍ରାନ୍ସର ପ୍ରଧାନମନ୍ତ୍ରୀ କ୍ଲିମେନ୍ନୁ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି

 ଫ୍ରାନ୍ସର ପ୍ରଧାନମନ୍ତ୍ରୀ କ୍ଲିମେନ୍ନୁ

#23. କିଏ ରୁଷିଆରେ କୃଷିଭୃତ୍ଯ ପ୍ରଥା ଉଚ୍ଛେଦ କରିଥିଲେ?

 ପ୍ରଥମ ଆଲେକଜାଣ୍ଡାର ଦ୍ବିତୀୟ ଆଲେକଜାଣ୍ଡାର ତୃତୀୟ ଆଲେକଜାଣ୍ଡାର ପ୍ରଥମ ନିକୋଲାସ୍

ଦ୍ବିତୀୟ ଆଲେକଜାଣ୍ଡାର

#24. ରୁଷିଆର ସର୍ବହରାମାନଙ୍କୁ କ’ଣ କୁହାଯାଉଥିଲା?

 ମେନ୍ ସେଭିକ୍ ବୋଲ୍ ସେଭିକ୍ ସର୍ଫ ପ୍ରୋଲେତାରିଏତ୍

ପ୍ରୋଲେତାରିଏତ୍

#25. ରୁଷ୍ ବିପ୍ଳବ ସମୟରେ ଲେନିନ୍ କେଉଁ ଦଳର ନେତୃତ୍ବ ନେଇଥିଲେ?

 ସାମାଜିକ ଗଣତାନ୍ତ୍ରିକ ଦଳ ସାମାଜିକ ବିପ୍ଳବୀ ଦଳ ମେନ୍ ସେଭିକ୍ ସ ବୋଲ୍ ସେଭିକ୍ ସ୍

 ବୋଲ୍ ସେଭିକ୍ ସ୍

#26. କେଉଁ ଦିବସଟି ରୁଷ୍ ଇତିହାସରେ ” ରକ୍ତାକ୍ତ ରବିବାର ” ଭାବେ ନାମିତ ?

 ୧୯୦୫ ଜାନୁଆରୀ ୨୨ ୧୯୦୬ ମେ ୬ ୧୯୧୭ ମାର୍ଚ୍ଚ ୮ ୧୯୧୭ ନଭେମ୍ବର ୭

୧୯୦୫ ଜାନୁଆରୀ ୨୨

#27. ଦ୍ବିତୀୟ ନିକୋଲାସ୍ ଙ୍କ ପ୍ରଥମ ଡୁମା କେବେ ଉଦ୍ ଘାଟିତ ହୋଇଥିଲା?

 ୧୯୦୫ ଅଗଷ୍ଟ ୧୯୦୫ ଅକ୍ଟୋବର ୧୯୦୬ ମେ ୧୯୦୭ ମାର୍ଚ୍ଚ

୧୯୦୬ ମେ

#28. ଜାର୍ ଦ୍ବିତୀୟ ନିକୋଲାସ୍ କେଉଁ ଦିନ ରାଜଗାଦି ତ୍ୟାଗ କଲେ?୧୯୧୭ ମାର୍ଚ୍ଚ ୮

 ୧୯୧୭ ମାର୍ଚ୍ଚ ୮ ୧୯୧୭ ମାର୍ଚ୍ଚ ୧୦ ୧୯୧୭ ମାର୍ଚ୍ଚ ୧୦ ୧୯୧୭ ମାର୍ଚ୍ଚ ୧୫

୧୯୧୭ ମାର୍ଚ୍ଚ ୧୫

#29. ୧୯୧୭ ଫେବୃଆରୀ ବିପ୍ଳବ ପରେ ପ୍ରତିଷ୍ଠିତ କାମଚଳା ସରକାରର ମୁଖ୍ୟ କିଏ ଥିଲେ?

 ମାରତୋଭ୍ ଲେନିନ୍ ଲୋଭୋଲ୍ ଟ୍ରଟସ୍କି

 ଲୋଭୋଲ୍

#30. ରୁଷ୍ ବିପ୍ଳବ ପରେ କେଉଁ ଅନୁଷ୍ଠାନ ରୁଷ ଦେଶର ସଂସଦ ଭାବେ କାର୍ଯ୍ୟ କଲା ?

 ସୋଭିଏତ୍ ରୁଷୀୟ କମ୍ୟୁନିଷ୍ଟ ଦଳ ସର୍ବ- ରୁଷୀୟ ସୋଭିଏତ ‌କଂଗ୍ରେସ ଡୁମା

ସର୍ବ- ରୁଷୀୟ

free History Question class 9 MCQ

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

free History Question class 9 MCQ

Not sure how to start preparing history question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

Free History Question Class 9 MCQ

QUIZ START

Leave a Comment