Free Bruti Exam Question Class 3 Part 16 in Odia
Free Bruti Exam Question Class 3: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
Free Bruti Exam Question Class 3
ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
ଗଂଜାମ ଜିଲ୍ଲା
ମାତୃଭାଷା ଓଡ଼ିଆ
ପ୍ରଶ୍ନ ସଂଖ୍ୟା -25
#1. ଗୋଟିକୁ ଗୋଟି _ ଫୁଟି, କୋଳେ ତା’ଲୋଟି ଉଠଇ ହସି।
- କୁସୁମ
- ବିହଙ୍ଗ
- ସାଗର
- ଶ୍ୟାମଳ
କୁସୁମ
#2. ଜନ୍ମଭୂମିର ପାଦ କିଏ ଧୋଇ ଦିଏ ?
- ବିମଳଶଶୀ
- ଶ୍ୟାମଳ ତରୁ
- ନୀଳ ଲହରୀ
- ମଧୁର ଗାନ
ନୀଳ ଲହରୀ
#3. କାହାକୁ ଧରିପାରିବା ନାହିଁ ?
- ଗଛରେ ବସିଥିବା ପକ୍ଷୀ
- ଗଛର ଚେର
- ହନୁମାଙ୍କଡ
- ପାଣିରେ ଥିବା ଜହ୍ନ
ପାଣିରେ ଥିବା ଜହ୍ନ
#4. କସ୍ତୁରବା ଦେଇଥିଲେ ଉପଦେଶ ନିଜେ କାର୍ଯ୍ୟକାରୀ କରିବା ପାଇଁ ଗାନ୍ଧିଜୀ କେତେଦିନ ଲୁଣ ଖାଇବେନି କହିଥିଲେ ?
- ଦୁଇ ବର୍ଷ
- ଏକ ବର୍ଷ
- ଏକ ମାସ
- ଏକ ସପ୍ତାହ
ଏକ ମାସ
#5. ପୂର୍ବେ ସାଧବମାନେ କେଉଁ ମାସରେ ବୋଇତରେ ଦୂର ଦେଶକୁ ଯାଉଥିଲେ ?
- ଫାଲଗୁନ
- ଆଷାଢ଼
- କାର୍ତ୍ତିକ
- ବୈଶାଖ
କାର୍ତ୍ତିକ
#6. ‘ ପାନେ ଦେବା ‘ ର ଅର୍ଥ କ’ଣ ହେବ ?
- ପାନ ଖଣ୍ଡେ ଦେବା
- ଉଚିତ ଶିକ୍ଷାଦେବା
- ଦଣ୍ଡ ଦେବା
- କଳିକଜିଆ ବନ୍ଦ କରିବା
ଉଚିତ ଶିକ୍ଷାଦେବା
#7. ପଠାଣି ସାମନ୍ତଙ୍କ ଦ୍ବାରା ନିର୍ମିତ ସୂର୍ଯ୍ୟଘଡ଼ି କେଉଁଠାରେ ରହିଛି ?
- ବିଧାନସଭା
- ରମାଦେବୀ କଲେଜ
- ବିଜେପି କଲେଜ
- ରେଭେନ୍ସା କଲେଜ
ରେଭେନ୍ସା କଲେଜ
#8. କେଉଁ ଶବ୍ଦଟି ଅଶୁଦ୍ଧ ?
- ଅନୁସରଣ
- ନିରୁପଣ
- ମନସ୍ଥ
- ଉଦ୍ଭାବନ
ନିରୁପଣ
#9. ” ପୂରୁବ ଗୌରବ ପୂରୁବ ମହିମା ପଡୁନାହିଁ କିରେ ତୋର ମନେ।” ମଧୁବାବୁ କେଉଁମାନଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ?
- ଦେଶବାସୀ
- ଉତ୍କଳ ଜନନୀ’
- ଓଡ଼ିଆ ଜାତି
- କଟକ ନଗରୀ
ଓଡ଼ିଆ ଜାତି
#10. ଟିକି ଫୁଲଟି ଜଗତ କରତାଙ୍କୁ କ’ଣ ପାଇଁ ମନରେ ବଳ ଦେବାକୁ ପ୍ରାର୍ଥନା କରୁଥିଲା ?
- ସୁବାସ ବିତରଣ
- ଛୋଟରୁ ବଡ ହେବା
- କରୁଣା ଢାଳିବା
- ଅଧିକ ସୁନ୍ଦର ହେବା
ସୁବାସ ବିତରଣ
#11. ବର୍ଦ୍ଧମାନ ସହରରେ ବିଦ୍ୟାସାଗର ଭୋକିଲା ବାଳକକୁ ସାହାଯ୍ୟ କରିବାକୁ କେତେ ଦେଇଥିଲେ ?
- ଦୁଇ ପଇସା
- ଚାରି ପଇସା
- ଚାରି ଅଣା
- ଏକ ଟଙ୍କା
ଏକ ଟଙ୍କା
#12. ଯେପରି ‘ ପୂଜା ‘ ରୁ ‘ପୂଜିତ’ ହୁଏ ସେପରି’ସୂଚନା’ ରୁ କ’ଣ ହେବ ?
- ସୂଚିତ
- ସୂଚନିୟ
- ସୁଚନୀୟ
- ସୂଚନୀୟ
ସୂଚିତ
#13. କୋଣାର୍କର ସୂର୍ଯ୍ୟମନ୍ଦିର କେଉଁ ନଦୀର ମୁହାଣରେ ନିର୍ମିତ ହୋଇଥିଲା ?
- ଦୟା
- ଭାର୍ଗବୀ
- ଚନ୍ଦ୍ରଭାଗା
- ମହାନଦୀ
ଚନ୍ଦ୍ରଭାଗା
#14. ଗୋରା ଶାସକଙ୍କ କେଉଁ କଥା ବୀରକିଶୋରଙ୍କୁ ଅଥିର କରିଥିଲା ?
- ଧନ ବୋହିନେବା
- ଦମନ ଲୀଳା
- ଅତିଶୟ ଲେଭ
- ଲୋକଙ୍କୁ ବନ୍ଦୀ
ଦମନ ଲୀଳା
#15. ଛତିଶଗଡ଼ର ଲୋକେ କେଉଁ ଭାଷାରେ କଥାବାର୍ତ୍ତା କରନ୍ତି ?
- ହିନ୍ଦୀ
- ଛତିଶିଗଡିଆ
- ମାଲାୟାଲାମ
- ତାମିଲ
ହିନ୍ଦୀ
#16. ବଣ ଅଦାଲତ ପାଠରେ ମଣିଷର କେଉଁ ବଦଗୁଣ ଆଲୋଚିତ ହୋଇନାହିଁ ?
- ନିର୍ଦ୍ଦୟ
- ଅବିବେକୀ
- ଲୋଭ
- ନରହତ୍ୟା
ନରହତ୍ୟା
#17. କେଉଁ ପଦ ଯୋଡ଼ି ଅଲଗା ?
- ତ୍ରିରଙ୍ଗା ବାନା
- ପଠାଣି ସାମନ୍ତ
- ବେତାର ଯନ୍ତ୍ର
- ବୀର ସୈନିକ
ପଠାଣି ସାମନ୍ତ
#18. ” ନା, ନା,ତା ‘ ହୋଇ ନ ପାରେ। ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦିତ ହେଲେ ମଧ୍ୟ ତାହା ହେବ ନାହିଁ।” ଏହା କାହାର ଉକ୍ତି ?
- ଛୁଆଳ ସିଂ
- ଦଳବେହେରା
- କରୁଣାକର
- ବକ୍ସି ଜଗବନ୍ଧୁ
କରୁଣାକର
#19. ପର ଅଧୀନ _ ଅଟଇ ବଡ଼ ଦୁଃଖ ।
- ବନ୍ଦୀ ଜୀବନ
- ସୁନା ପଞ୍ଜୁରୀ
- ସୁବର୍ଣ୍ଣ ଗିନା
- ରୁପା ଥାଳିଆ
ବନ୍ଦୀ ଜୀବନ
#20. କେଉଁ ଶବ୍ଦଯୋଡାଟି ଅଲଗା ?
- ଦୋଷୀ-ନିର୍ଦ୍ଦୋଷୀ
- ଲୋଭୀ- ନିର୍ଲୋଭୀ
- ଧନି- ଦରିଦ୍ର
- ଗଜ-କରୀ
ଗଜ-କରୀ
#21. ବୀରକିଶୋରଙ୍କୁ କେଉଁ କବି କହିବା ଯଥାର୍ଥ ?
- ପ୍ରକୃତି କବି
- ବିପ୍ଳବୀ କବି
- ଜାତୀୟ କବି
- ଭକ୍ତ କବି
ଜାତୀୟ କବି
#22. ସାମନ୍ତ ଚନ୍ଦ୍ରଶେଖର ଜ୍ୟୋତିର୍ବିଦ୍ ମାନଙ୍କଦ୍ଵାରା _ ହୁଅନ୍ତି ।
- ପୂଜିତ
- ନିନ୍ଦିତ
- ଅଗ୍ରାହ୍ୟ
- ପୂଜ୍ଯ
ପୂଜିତ
#23. କେଉଁ ଶବ୍ଦଟି ବନାନ୍ ଭୁଲ୍ ?
- ବିପ୍ଲବ
- ସୂର୍ଯ୍ୟୋପରାଗ
- ସମ୍ମୁଖୀନ
- ଉକ୍ତଳ
ଉକ୍ତଳ
#24. କେଉଁ ଶବ୍ଦଟି ଅନ୍ୟଗୁଡିକଠାରୁ ଅଲଗା ?
- ଅନ୍ତିମ
- ଅହିଂସା
- ଅକ୍ଷୟ
- ଅସହଯୋଗ
ଅନ୍ତିମ
#25. କେଉଁ ଯୋଡିଟି ଅଲଗା ?
- ହସ୍ତୀ-ଗଜ
- ତରୁ-ପାଦପ
- ନୀର-ଜଳଦ
- ବ୍ୟୋମ-ନଭ
ନୀର-ଜଳଦ
Pass Mark : 70%
Free Bruti Exam Question Class 3
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
Free Bruti Exam Question Class 3
Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.
#1. ଗୋଟିକୁ ଗୋଟି _ ଫୁଟି, କୋଳେ ତା'ଲୋଟି ଉଠଇ ହସି।
#2. ଜନ୍ମଭୂମିର ପାଦ କିଏ ଧୋଇ ଦିଏ ?
#3. କାହାକୁ ଧରିପାରିବା ନାହିଁ ?
#4. କସ୍ତୁରବା ଦେଇଥିଲେ ଉପଦେଶ ନିଜେ କାର୍ଯ୍ୟକାରୀ କରିବା ପାଇଁ ଗାନ୍ଧିଜୀ କେତେଦିନ ଲୁଣ ଖାଇବେନି କହିଥିଲେ ?
#5. ପୂର୍ବେ ସାଧବମାନେ କେଉଁ ମାସରେ ବୋଇତରେ ଦୂର ଦେଶକୁ ଯାଉଥିଲେ ?
#6. ' ପାନେ ଦେବା ' ର ଅର୍ଥ କ'ଣ ହେବ ?
#7. ପଠାଣି ସାମନ୍ତଙ୍କ ଦ୍ବାରା ନିର୍ମିତ ସୂର୍ଯ୍ୟଘଡ଼ି କେଉଁଠାରେ ରହିଛି ?
#8. କେଉଁ ଶବ୍ଦଟି ଅଶୁଦ୍ଧ ?
#9. " ପୂରୁବ ଗୌରବ ପୂରୁବ ମହିମା ପଡୁନାହିଁ କିରେ ତୋର ମନେ।" ମଧୁବାବୁ କେଉଁମାନଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ?
#10. ଟିକି ଫୁଲଟି ଜଗତ କରତାଙ୍କୁ କ'ଣ ପାଇଁ ମନରେ ବଳ ଦେବାକୁ ପ୍ରାର୍ଥନା କରୁଥିଲା ?
#11. ବର୍ଦ୍ଧମାନ ସହରରେ ବିଦ୍ୟାସାଗର ଭୋକିଲା ବାଳକକୁ ସାହାଯ୍ୟ କରିବାକୁ କେତେ ଦେଇଥିଲେ ?
#12. ଯେପରି ' ପୂଜା ' ରୁ 'ପୂଜିତ' ହୁଏ ସେପରି'ସୂଚନା' ରୁ କ'ଣ ହେବ ?
#13. କୋଣାର୍କର ସୂର୍ଯ୍ୟମନ୍ଦିର କେଉଁ ନଦୀର ମୁହାଣରେ ନିର୍ମିତ ହୋଇଥିଲା ?
#14. ଗୋରା ଶାସକଙ୍କ କେଉଁ କଥା ବୀରକିଶୋରଙ୍କୁ ଅଥିର କରିଥିଲା ?
#15. ଛତିଶଗଡ଼ର ଲୋକେ କେଉଁ ଭାଷାରେ କଥାବାର୍ତ୍ତା କରନ୍ତି ?
#16. ବଣ ଅଦାଲତ ପାଠରେ ମଣିଷର କେଉଁ ବଦଗୁଣ ଆଲୋଚିତ ହୋଇନାହିଁ ?
#17. କେଉଁ ପଦ ଯୋଡ଼ି ଅଲଗା ?
#18. " ନା, ନା,ତା ' ହୋଇ ନ ପାରେ। ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦିତ ହେଲେ ମଧ୍ୟ ତାହା ହେବ ନାହିଁ।" ଏହା କାହାର ଉକ୍ତି ?
#19. ପର ଅଧୀନ _ ଅଟଇ ବଡ଼ ଦୁଃଖ ।
#20. କେଉଁ ଶବ୍ଦଯୋଡାଟି ଅଲଗା ?
#21. ବୀରକିଶୋରଙ୍କୁ କେଉଁ କବି କହିବା ଯଥାର୍ଥ ?
#22. ସାମନ୍ତ ଚନ୍ଦ୍ରଶେଖର ଜ୍ୟୋତିର୍ବିଦ୍ ମାନଙ୍କଦ୍ଵାରା _ ହୁଅନ୍ତି ।
#23. କେଉଁ ଶବ୍ଦଟି ବନାନ୍ ଭୁଲ୍ ?
#24. କେଉଁ ଶବ୍ଦଟି ଅନ୍ୟଗୁଡିକଠାରୁ ଅଲଗା ?
#25. କେଉଁ ଯୋଡିଟି ଅଲଗା ?
Related Article :