Embark on a fascinating journey of discovering the world’s famous landmarks, icons, and wonders, all beautifully presented in the Odia Language. Immerse yourself in the rich cultural heritage and learn about renowned global treasures through this captivating exploration
କାହିଁକି ପ୍ରସିଦ୍ଧ
ନ୍ୟୁୟର୍କ- ପୃଥିବୀର ଦ୍ଵିତୀୟ ବୃହତ୍ତମ ନଗରୀ
ମେକ୍ସିକୋ- ରୂପା ଉତ୍ପାଦନରେ ପୃଥିବୀରେ ପ୍ରଥମ
ଚିକାଗୋ- ମାଂସ ବ୍ୟବସାୟ କେନ୍ଦ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଦ୍ଵିତୀୟ ବୃହତ୍ତମ ନଗରୀ ଓ ପୃଥିବୀର ରେଳ ଜଙ୍କସନ
କାନାଡା- ଖବର କାଗଜ ଓ ଛପା କାଗଜ
ବୋଷ୍ଟନ- ପ୍ରଧାନ ସହର, ବନ୍ଦର ଓ ବାଣିଜ୍ୟ କେନ୍ଦ୍ର
ଚିଲି- ପୃଥିବୀର ବୃହତ୍ତମ କଫି ରପ୍ତାନୀ କେନ୍ଦ୍ର
ବାଙ୍ଗାଲୋର- କାର୍ପାସ୍, ପଶମ , ରେଳଡବା, ଉଡାଜାହାଜ, ଟେଲିଫୋନ ଶିଳ୍ପ
କାଣ୍ଡୀ- ଶ୍ରୀଲଙ୍କାର ଶୈଳ ନିବାସ
କରାଚି- ପାକିସ୍ତାନର ବୃହତ୍ତମ ନଗରୀ, ବନ୍ଦର, ବିମାନଘାଟି
ବିଶାଖାପାଟଣା- ବନ୍ଦର, ଜାହାଜ ଶିଳ୍ପ
ସିଙ୍ଗାପୁର- ସ୍ୱାଧୀନ ବନ୍ଦର
ଅମୃତସର- ଶିଖମାନଙ୍କର ତୀର୍ଥସ୍ଥାନ , କାର୍ପାସ ଓ ପଶମ ଶିଳ୍ପ
ଜାମସେଦପୁର- ଲୌହ, ଇସ୍ପାତ, ସାର, ମଟରଗାଡ଼ି ଓ ଇଞ୍ଜିନକଳ
କାନପୁର- କର୍ପାସ୍, ଝୋଟ, ପଶମ, ଚମଡ଼ା, ଚିନି ଓ ଉଡାଜାହାଜ ଶିଳ୍ପ
ଗୋପାଳପୁର- କ୍ଷୁଦ୍ରବନ୍ଦର, ସ୍ୱାସ୍ଥ୍ୟକର ସ୍ଥାନ
ନେପାନଗର- ଟିଣ ଖଣି
ଦାର୍ଜିଲିଂ- ଶୈଳନିବାସ
କପିଳବସ୍ତୁ- ନେପାଳର ତୋରାଇ ଅଞ୍ଚଳରେ ଅବସ୍ଥିତ ବୁଦ୍ଧଦେବଙ୍କ ଜନ୍ମସ୍ଥାନ
ବଳିଭିଆ- ଟିଣ ଖଣି
ଚିଲ୍ଲ, ପେରୁ- ତମ୍ବା ଖଣି
ଜୋହାନ୍ସବର୍ଗ- ଦକ୍ଷିଣ ଆଫ୍ରିକାର ମରୁଭୂମି
ବମ୍ବେ- ପ୍ରଧାନ ଯାତ୍ରୀ ବନ୍ଦର, ତୈଳ ବିଶୋଧନ, କର୍ପାସ, କାଚ ମଟରଗାଡ଼ି ବନସ୍ପତି
ଯଶିପୁର, କୋଟପାଡ଼- ଚିନାମାଟି
ଜାମାଇକା- କଦଳୀଚାଷ
ଡିଟ୍ରିଏଟ- ମଟରଗାଡି କାରଖାନା
ସାଂଘାଇ- ପୃଥିବୀର ବୃହତ୍ତମ ନଗର ଓ ଚୀନର ବୃହତ୍ତମ ବନ୍ଦର
ମାର୍ଟାଡି- ଜଆଇଅାର ପ୍ରଧାନ ବନ୍ଦର
ଦିଗବୋଇ- ଖଣିଜ ବନ୍ଦର
ପ୍ରିଟୋରିଆ- ପୃଥିବୀର ବିଖ୍ୟାତ ହୀରାଖଣି
ତାଳଚେର- କୋଇଲାଖଣି, ସାରକାରଖାନା , ତାପଜ ବିଦ୍ୟୁତ କେନ୍ଦ୍ର
ସିଡନୀ- ଅଷ୍ଟ୍ରେଲିଆର ବୃହତ୍ତମ ନଗରୀ
ସୁଏଜ - ସୁଏଜ କେନାଲର ଦକ୍ଷିଣପ୍ରାନ୍ତର ବନ୍ଦର
ଆବଢ଼ା- ପୃଥିବୀର ବୃହତ୍ତମ ଆଲୁମିନିୟମ କାରଖାନା
ଆଗ୍ରା- ତାଜମହଲ, ପଶମ ଓ କାଠଶିଳ୍ପ
ଗୁଣ୍ଡୁର- ଘିଅ ଓ କାଚ ଶିଳ୍ପ
କୋଣାର୍କ- ସୂର୍ଯ୍ୟମନ୍ଦିର
ଚୌଦ୍ୱାର- ଲୁଗା କାରଖାନା
କ୍ୟୁବା- ଆଖୁଚାଷ
ଦୈତାରୀ- ଲୁହାପଥର ଖଣି
ସୁକିନ୍ଦା- ନିକେଲ୍ କାରଖାନା
ବଡ଼ବିଲ- କଳିଙ୍ଗ ଲୁହା କାରଖାନା
ଧାନମଣ୍ଡଳ- ଝୋଟକଳ
କନିକା, ଟିକରପଡ଼ା - କୁମ୍ଭୀର ପାଳନ କେନ୍ଦ୍ର
ମୟୂରଭଞ୍ଜ- ଟସର ଓ ରେଶମ ଲୁଗା
ରାଇରଙ୍ଗପୁର- ଶାଳମଞ୍ଜୀ ତେଲ କାରଖାନା
ରାୟଗଡ଼ା- ଚିନି, କାଗଜ ଓ ଫେରୋ ମାଙ୍ଗାନିଜ କାରଖାନା
ବେଲପାହାଡ଼- ଅଗ୍ନି ନିରୋଧକ ମୃତ୍ତିକା
କଟକ- ତାରକସି କାମ
ସିମିଳିପାହାଡ଼ - ଜାତୀୟ ଉଦ୍ୟାନ
ଚିଲ୍ଲୀ- ତମ୍ବା ତରଲା କାରଖାନା
ଚିଟାଗଞ୍ଜ- ବଙ୍ଗଳା ଦେଶର ପ୍ରଧାନ ବନ୍ଦର
କେପଟାଉନ - ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ବନ୍ଦର
ଆସ୍ୱାନ- ନୀଳନଦୀର ନଦୀବନ୍ଧ ଯୋଜନା
ବୋକାରୋ- କୋଇଲାଖଣି , ଲୌହ ଇସ୍ପାତ ଶିଳ୍ପ
କୋଲାର- ସୁନାଖଣି
କୋଏମ୍ବାଟର - ଚିନି ଓ କାର୍ପାସ ଶିଳ୍ପ
ଡାରେଏମସାଲେସ - ତାଞ୍ଜାନିଆର ରାଜଧାନୀ ଓ ପ୍ରଧାନ ବନ୍ଦର
ବାନ୍ଦୁ- ଇଣ୍ଡୋନେସିଆର ପ୍ରଧାନ ବନ୍ଦର
ଆଟାକାମା - ନାଇଟେଟ୍ ସାର
ମେଲବର୍ଣ୍ଣ- ଦ୍ଵିତୀୟ ପ୍ରଧାନ ସହର
କିମ୍ଵରଲି ପ୍ରିଟୋରିଆ - ହୀରାଖଣି
ଭିକ୍ଟୋରିଆ- ଅଷ୍ଟ୍ରେଲିଆର ଶିଳ୍ପାଞ୍ଚଳ
ପେନସିଲ ଭେନିଆ- କୋଇଲା ଖଣି
ପାନା- ହୀରା
ପୋର୍ଟ ସୟେଦ- ସୁଏଜ କେନାଲର ଉତ୍ତର ପ୍ରାନ୍ତର ବନ୍ଦର
ପିମ୍ପିରି- ପେନସିଲିନ କାରଖାନା
ଜିରାବୋଇ- ଖଣିଜ ତୈଳ
କୋଲିୟସ୍କ- ଗ୍ରେଟ୍ ଡିଭାଇଡିଂ ରେଞ୍ଜର ସର୍ବୋଚ୍ଚ ଶୃଙ୍ଗ
ରାୟଗଡ଼ା- କାଗଜ କାରଖାନା
ନୀଳଗିରି- ପଥର ବାସନ
ସମ୍ବଲପୁର ଓ ତିଗିରିଆ- ତନ୍ତଲୁଗା
ଭୁବନେଶ୍ୱର- ରାଜଧାନୀ ଓ ଲିଙ୍ଗରାଜ ମନ୍ଦିର
ମଞ୍ଚେଶ୍ୱର- ରେଳଡ଼ବା କାରଖାନା
ହୀରାକୁଦ- ଆଲୁମିନିୟମ କାରଖାନା
ଭୋଗରାଇ- ସପମଶିଣା
ବୀରମିତ୍ରପୁର- ଚୂନ ପଥର
କାରାକସା- ଭେନ୍ ଏଲାର ପ୍ରଧାନ ଶିଳ୍ପକେନ୍ଦ୍ର
ପିପିଲି- ଚାନ୍ଦୁଆ
ସୁନାବେଢ଼ା- ମିଗ୍ ବିମାନ କାରଖାନା
ରେମୁଣା, ଭଟିମୁଣ୍ଡା, ଭୁବନ, କଣ୍ଟିଲୋ - କଂସା ପିତ୍ତଳ ବାସନ
ଉଇନପେଗ୍ - ଗହମ ସଂଗ୍ରହ କେନ୍ଦ୍ର ( କାନାଡା)
ଆସ୍କା, ବରଗଡ଼, ରାୟଗଡ଼ା- ଚିନି କାରଖାନା
ରାଉରକେଲା- ଇସ୍ପାତ କାରଖାନା
ସାଣ୍ଟିଆଗୋ,ଭଲପାଇରାସୋ - ଚିଲିର ଶିଳ୍ପକେନ୍ଦ୍ର
Download Famous Things in Odia Language MS Word File – Click Here
Read Our Related Blog Post
100 + Important Indian History Gk Questions In Odia
Top 50 GK Questions and Answers for Class 5 In Odia