ହ୍ରଦର ନାମ | କ୍ଷେତ୍ରଫଳ(ବର୍ଗ କି.ମି.) | ଦେଶ/ମହାଦେଶ |
କାସ୍ପିଆନ ସାଗର | ୩,୭୧,୦୦୦ | ଋଷିଆ,ଇରାନ୍ |
ସୁପରିଅର | ୮୨,୧୦୦ | ଆମେରିକା ଓ କାନାଡା |
ଭିକ୍ଟୋରିଆ | ୬୯,୫୦୦ | କେନିଆ ଓ ଉଗାଣ୍ଡା |
ହରନ | ୫୯,୬୦୦ | ଆମେରିକା ଓ କାନାଡା |
ମିଚିଗାନ | ୫୭,୮୦୦ | ଉତ୍ତର ଆମେରିକା |
ଟାଙ୍ଗାନାୟିକା | ୩୨,୯୦୦ | ଆଫ୍ରିକା |
ବୈକାଲ | ୩୧,୫୦୦ | ଋଷିଆ |
ଗ୍ରେଟ୍ ବେୟର | ୩୧,୩୦୦ | ଉତ୍ତର ଆମେରିକା |
ଆରଲ | ୩୦,୭୦୦ | ଏସିଆ |