Looking to ace your Class 8 Geography Chapter 2 on Energy Resources? Check out this blog post featuring MCQs in Odia specifically designed for the BSE Odisha syllabus. Practice these questions and solidify your understanding of crucial concepts related to energy resources.
ଶକ୍ତି ସମ୍ବଳ
Class 8 Geography Chapter 2
1. ମନୁଷ୍ୟ ବ୍ୟବହାର କରୁଥିବା ଶକ୍ତି ସମ୍ବଳ —- ପ୍ରକାର ?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans:B. ଦୁଇ[/expand]
2. ମନୁଷ୍ୟ ବ୍ୟବହାର କରୁଥିବା ଶକ୍ତି ସମ୍ବଳ ଦୁଇ ପ୍ରକାର ଯଥା : ପାରମ୍ପରିକ ଶକ୍ତି
ଓ ଅନ୍ୟଟି — ?
A. ପାରମ୍ପରିକ
B. ଅଣପାରମ୍ପରିକ
C. ଗଛିତ
D. ସମ୍ବଳ ଭଣ୍ଡାର
[expand title=”Show Answer”]Ans:B. ଅଣପାରମ୍ପରିକ[/expand]
3. ଯେଉଁ ଶକ୍ତି ବହୁକାଳ ଧରି ସାଧାରଣ ଭାବରେ ବ୍ୟବହୃତ ହୋଇଆସୁଉଛି ତାହାକୁ କଣ କୁହାଯାଏ ?
A. ପାରମ୍ପରିକ
B. ଅଣପାରମ୍ପରିକ
C. ଗଛିତ
D. ସମ୍ବଳ ଭଣ୍ଡାର
[expand title=”Show Answer”]Ans :A. ପାରମ୍ପରିକ [/expand]
4. ଇନ୍ଧନ ଓ ଉତ୍ତାପ ପାଇଁ — ବହୁଳ ଭାବରେ ବ୍ୟବହୃତ ହୁଏ ?
A. କାଠ
B. ଘସି
C. ପ୍ଲାଷ୍ଟିକ
D. କୌଣସିଟି ନୁହେଁ
[expand title=”Show Answer”]Ans:A. କାଠ[/expand]
5. କୋଇଲା, ପେଟ୍ରୋଲିୟମ, ଏବଂ ପ୍ରାକୃତିକ ଗ୍ୟାସ — ରୂପେ ପରିଗଣିତ?
A.ଜୈବାଶ୍ମା
B. ଜୈବାଷ୍ମ ଜାଳେଣି
C. ଗୋବର ଘସି
D. ଉପରୋକ୍ତ ସମସ୍ତ
[expand title=”Show Answer”]Ans:B. ଜୈବାଷ୍ମ ଜାଳେଣି[/expand]
6. ଉଦ୍ଭିଦ ଓ ପ୍ରାଣୀମାନଙ୍କ ନଷ୍ଟବାଶେଷ ନିୟୁତ ନିୟୁତ ବର୍ଷ ଧରି ଭୂଗର୍ଭରେ ତାପ ଓ ଚାପ ପ୍ରଭାବରେ ରୂପାନ୍ତରିତ ହୋଇଥାଏ ତାହାକୁ କଣ କୁହାଯାଏ ?
A.ଜୈବାଶ୍ମା
B. ଜୈବାଷ୍ମ ଜାଳେଣି
C. ଗୋବର ଘସି
D. ଉପରୋକ୍ତ ସମସ୍ତ
[expand title=”Show Answer”]Ans:B. ଜୈବାଷ୍ମ ଜାଳେଣି[/expand]
7. ପୃଥିବୀ ଗର୍ଭରେ ଉଦ୍ଭିଦ ପୋତିହୋଇ ସୃଷ୍ଟି ହେଉଥିବା କୋଇଲାକୁ — ବୋଲି କୁହାଯାଏ ?
A.ଜୈବାଶ୍ମା
B. ଜୈବାଷ୍ମ ଜାଳେଣି
C.ପୋତା ସୂର୍ଜ୍ୟଲୋକ
D. ଉପରୋକ୍ତ ସମସ୍ତ
[expand title=”Show Answer”]Ans : C.ପୋତା ସୂର୍ଜ୍ୟଲୋକ[/expand]
8. କୋଇଲାକୁ ଆଉ କଣ ମଧ୍ୟ କୁହାଯାଏ ?
A. ତରଳସୁନା
B. କୃଷ୍ଣ ହୀରକ
C. ପୋତାସୂର୍ଯ୍ୟାଲୋକ
D. କୌଣସିଟି ନୁହେଁ
[expand title=”Show Answer”]Ans : କୃଷ୍ଣ ହୀରକ[/expand]
9. — ଘରୋଇ ଜାଳେଣି ଲୌହ ଇସ୍ପାତଶିଳ୍ପ,ବାଷ୍ପଚାଳିତ ଇଞ୍ଜିନ ରେ ଇନ୍ଧନ ରୂପେ ବ୍ୟବହୃତ ହୁଏ ?
A. କୋଇଲା
B. ପେଟ୍ରୋଲ
C. କାଠ
D. ଜାଳେଣି
[expand title=”Show Answer”]Ans :A. କୋଇଲା[/expand]
10. କୋଇଲାରୁ ଉର୍ପଣ ବିଦ୍ୟୁତ ଶକ୍ତିକୁ —- ଶକ୍ତି କୁହାଯାଏ ?
A. ତାପଜ ବିଦ୍ୟୁତ ଶକ୍ତି
B. ପେଟ୍ରୋଲ
C. କାଠ
D. ଜାଳେଣି
[expand title=”Show Answer”]Ans :A. ତାପଜ ବିଦ୍ୟୁତ ଶକ୍ତି[/expand]
11. ରାଣୀଗଞ୍ଜ, ଝରିଆ, ଧାନବାଦ ଏବଂ ବୋକାରୋ ଭାରତର ମୁଖ୍ୟ — ଉତ୍ପାଦନକାରୀ ଅଞ୍ଚଳ ?
A. କୋଇଲା
B. ପେଟ୍ରୋଲ
C. କାଠ
D. ଜାଳେଣି
[expand title=”Show Answer”]Ans :A. କୋଇଲା[/expand]
12. ଓଡ଼ିଶାର ଅନୁଗୁଳ, ଝାରସୁଗୁଡା ଏବଂ ସୁନ୍ଦରଗଡ଼ ରେ ପ୍ରଚୁର ପରିମାଣରେ — ମିଳେ ?
A. କୋଇଲା
B. ପେଟ୍ରୋଲ
C. କାଠ
D. ଜାଳେଣି
[expand title=”Show Answer”]Ans :A. କୋଇଲା[/expand]
13. ଗାଡି ମଟର କୁ ଚଳାଇ ପାରୁଥିବା ପେଟ୍ରୋଲ ଏବଂ ମୋଟର ସାଇକେଲ, ଓ ଅନ୍ୟାନ ଯନ୍ତ୍ରପାତି ଆଦିରେ ଘର୍ଷଣ ନିରୋଧକ ତେଲ ଯଉ ବହାଳିଆ କଳା ତରଳ ଦ୍ରବ୍ୟରୁ ପ୍ରସ୍ତୁତ ହୁଏ ତାହାକୁ — କୁହାଯାଏ ?
A. କୋଇଲା
B. ପେଟ୍ରୋଲିୟମ
C. କାଠ
D. ଜାଳେଣି
[expand title=”Show Answer”]Ans :B . ପେଟ୍ରୋଲିୟମ[/expand]
14. ଭୂଗର୍ଭର ଦୁଇଟି ଶିଳା ସ୍ତର ମଧ୍ୟରେ — ସଞ୍ଚିତ ଥାଏ ?
A. କୋଇଲା
B. ପେଟ୍ରୋଲିୟମ
C. କାଠ
D. ଜାଳେଣି
[expand title=”Show Answer”]Ans :B . ପେଟ୍ରୋଲିୟମ[/expand]
15. ପେଟ୍ରୋଲିୟମ ଶବ୍ଦଟି ଲାଟିନ ଭାଷାରେ — ଟି ଶବ୍ଦରୁ ଉତ୍ପନ?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :B. ଦୁଇ[/expand]
16. ପେଟ୍ରା + ଲିଅମ = ?
A. କୋଇଲା
B. ପେଟ୍ରୋଲିୟମ
C. କାଠ
D. ଜାଳେଣି
[expand title=”Show Answer”]Ans :B . ପେଟ୍ରୋଲିୟମ[/expand]
17. ‘ପେଟ୍ରା’ ଶବ୍ଦର ଅର୍ଥ —-?
A. କୋଇଲା
B. ଶିଳା
C. ତେଲ
D. କାର୍ବନ
[expand title=”Show Answer”] [/expand]
18. ଅଲିମ ଶବ୍ଦର ଅର୍ଥ —?
A. କୋଇଲା
B. ଶିଳା
C. ତେଲ
D. କାର୍ବନ
[expand title=”Show Answer”]Ans :C. ତେଲ[/expand]
19. ପେଟ୍ରୋଲିୟମ କୁ — ମଧ୍ୟ କୁହାଯାଏ ?
A. ତରଳସୁନା
B. କୃଷ୍ଣ ହୀରକ
C. ଶିଳାତୈଳ
D. କୌଣସିଟି ନୁହେଁ
[expand title=”Show Answer”]Ans :C. ଶିଳାତୈଳ[/expand]
20. ଯେଉଁ ତୈଳକୁ ଡ୍ରିଲିଂ ଦ୍ୱାରା ଉପରକୁ ଅଣାଯାଏ ତାହାକୁ କଣ କୁହାଯାଏ ?
A. ବିଶୁଦ୍ଧ ତୈଳ
B. ଅଶୋଧିତ ତୈଳ
C. ଶିଳାତୈଳ
D. କୌଣସିଟି ନୁହେଁ
[expand title=”Show Answer”]Ans :B. ଅଶୋଧିତ ତୈଳ[/expand]
21. ପେଟ୍ରୋଲିୟମ କୁ —– କୁହାଯାଏ
A.ବିଶୁଦ୍ଧ ତୈଳ
B. କୃଷ୍ଣ ହୀରକ
C. ଶିଳାତୈଳ
D. କୃଷ୍ଣ ସୁବର୍ଣ୍ଣ
[expand title=”Show Answer”]Ans :D. କୃଷ୍ଣ ସୁବର୍ଣ୍ଣ[/expand]
22. ଆସାମ ର — ରେ ତୈଳ ଖଣି ଅଛି?
A.ଦିଗବୋଇ
B. ବମ୍ବେହୋଇ
C. ମାନନଦୀ
D. କୌଣସିଟି ନୁହେଁ
[expand title=”Show Answer”]Ans : A.ଦିଗବୋଇ[/expand]
23. ମୁମ୍ବାଇର — ତୈଳ ଖଣି ଅଛି?
A.ଦିଗବୋଇ
B. ବମ୍ବେହୋଇ
C. ମାନନଦୀ
D. କୌଣସିଟି ନୁହେଁ
[expand title=”Show Answer”]Ans :B. ବମ୍ବେହୋଇ[/expand]
24. ପ୍ରାକୃତିକ ବାଷ୍ପ —— ସହ ମିଶି ଭୂଗର୍ଭ ର ସ୍ତରୀୟ ଶିଳା ମଧ୍ୟରେ ସଞ୍ଚିତ ଥାଏ ?
A.. କୋଇଲା
B. ପେଟ୍ରୋଲିୟମ
C. କାଠ
D. ଜାଳେଣି
[expand title=”Show Answer”]Ans :B. ପେଟ୍ରୋଲିୟମ[/expand]
25.ପେଟ୍ରୋଲ ଅପେକ୍ଷା —– କାମ ପ୍ରଦୂଷଣ କରେ?
A.. କୋଇଲା
B. ପ୍ରାକୃତିକ ଗ୍ୟାସ
C. କାଠ
D. ଜାଳେଣି
[expand title=”Show Answer”]Ans :B. ପ୍ରାକୃତିକ ଗ୍ୟାସ[/expand]
26. ନଦୀଜଳ କିମ୍ବା ବୃଷ୍ଟିଜଳବନ୍ଧ ଦ୍ୱାରା ଅଟକାଇ —- ସୃଷ୍ଟି କରାଯାଏ ?
A. ବନ୍ଧ
B. ଜଳଭଣ୍ଡାର
C. ସୌରଶକ୍ତି
D. ଆଣବିକ ଶକ୍ତି
[expand title=”Show Answer”]Ans :. ଜଳଭଣ୍ଡାର[/expand]
27. ନାରୱ ପୃଥିବୀର ପ୍ରଥମ — ଉତ୍ପାଦନ କାରୀ ଦେଶ ?
A. ଜଳବିଦ୍ୟୁତ ବିକାଶକାରୀ
B. ଜଳଭଣ୍ଡାର
C. ସୌରଶକ୍ତି
D. ଆଣବିକ ଶକ୍ତି
[expand title=”Show Answer”]Ans : ଜଳବିଦ୍ୟୁତ ବିକାଶକାରୀ[/expand]
28. ଓଡ଼ିଶାର ଥିବା ଜଳବିଦ୍ୟୁତ କେନ୍ଦ୍ର ଗୁଡିକ ମଧ୍ୟରେ — ନଦୀବନ୍ଧ ଯୋଜନା ମୁଖ୍ୟ ?
A. ମହାନଦୀ
B. ହୀରାକୁଦ
C. ବୁଢ଼ାବଳଙ୍ଗ
D. ସୁବର୍ଣ୍ଣରେଖା
[expand title=”Show Answer”]Ans :B. ହୀରାକୁଦ[/expand]
29. ସୌର ଓ ପବନଶକ୍ତି ବ୍ୟବହାର କରୁଥିବା ପୃଥିବୀର ପ୍ରଥମ ବସ ଆଶ୍ରୟ ସ୍ଥଳି — ରେ ଅବସ୍ଥିତ ?
A. ଆମେରିକା
B. ଫ୍ରାନ୍ସ
C. ସ୍କଟଲ୍ୟାଣ୍ଡ
D. ଆଫ୍ରିକା
[expand title=”Show Answer”]Ans :C. ସ୍କଟଲ୍ୟାଣ୍ଡ [/expand]
30. —- ଓ — ପୃଥିବୀର ବୃହତ ଆଣବିକ ଶକ୍ତି ଉତ୍ପାଦନକାରୀ ଅଟନ୍ତି ?
A.ଯୁକ୍ତରାଷ୍ଟ୍ର ଆମେରିକା
B. ଇଉରୋପ
C. Both a & b
D. କୋଣସିଟି ନୁହେଁ
[expand title=”Show Answer”]Ans :C. Both a &b[/expand]
31. ଭାରତର ଝାଡାଖଣ୍ଡ ଓ ଇଉରୋପ ରେ ବିପୁଳ ପରିମାଣରେ — ମିଳେ ?
A. ସରନ୍ତି
B.ଯୁରାନିୟମ
C. ପ୍ରାକୃତିକ
D. ଆଣବିକ
[expand title=”Show Answer”]Ans : B.ଯୁରାନିୟମ[/expand]
32. କେରଳରେ ମିଳୁଥିବା ମୋନଜଇଟ ବାଲୁକାରେ ବହୁତ ପରିମାଣରେ —- ମିଳେ ?
A. ଥେରିୟମ
B.ଯୁରାନିୟମ
C. ପ୍ରାକୃତିକ
D. ଆଣବିକ
[expand title=”Show Answer”]Ans :A. ଥେରିୟମ[/expand]
33. ଉତ୍ତର ପ୍ରଦେଶ ର —- ଆଣବିକ ଶକ୍ତି କେନ୍ଦ୍ର ଅଛି?
A. କଳ୍ପକମ
B. ତାରାପୁର
C. ନରୋରା
D. ନାଇଗା
[expand title=”Show Answer”]Ans :C. ନରୋରା[/expand]
34. କର୍ଣ୍ଣାଟକର —ରେ ଆଣବିକ ଶକ୍ତି କେନ୍ଦ୍ର ଅଛି?
A. କଳ୍ପକମ
B. ତାରାପୁର
C. ନରୋରା
D. ନଇଗା
[expand title=”Show Answer”]Ans :D. ନଇଗା[/expand]
35. ପୃଥିବୀର ଅଭ୍ୟନ୍ତର ତାପରୁ ଉତ୍ପନ୍ନ ହେଉଥିବା ଶକ୍ତିକୁ — ଶକ୍ତି କୁହାଯାଏ ?
A. ଥେରିୟମ
B.ଭୂତାପଜ
C. ପ୍ରାକୃତିକ
D. ଆଣବିକ
[expand title=”Show Answer”]Ans : B.ଭୂତାପଜ[/expand]
36. — ପୃଥିବୀର ସର୍ବ ବୃହତ ଭୂତାପଜ ଶକ୍ତି ଉତ୍ପାଦନକରୀ ଦେଶ ?
A.କଳ୍ପକମ
B. ତାରାପୁର
C. ନରୋରା
D.ଯୁକ୍ତରାଷ୍ଟ୍ର ଆମେରିକା
[expand title=”Show Answer”]Ans : D.ଯୁକ୍ତରାଷ୍ଟ୍ର ଆମେରିକା[/expand]
37. ସମୁଦ୍ର ଜୁଆର ର ଶକ୍ତିକୁ ଉପଯୋଗ କାରି ଯେଉଁ ଶକ୍ତି ଉତ୍ପନ୍ନ କରାଯାଏ ତାହାକୁ — ଶକ୍ତି କୁହାଯାଏ?
A. ଜୁଆରଶକ୍ତି
B.ଭୂତାପଜ
C. ପ୍ରାକୃତିକ
D. ଆଣବିକ
[expand title=”Show Answer”]Ans :A. ଜୁଆରଶକ୍ତି[/expand]
38. ପଶ୍ଚିମବଙ୍ଗ ର —- ଅଞ୍ଚଳରେ ଜୁଆର ଶକ୍ତିର ଉତ୍ପାଦନ କରାଯାଉଛି?
A.କଳ୍ପକମ
B. ତାରାପୁର
C. ସୁନ୍ଦରବନ
D.ଯୁକ୍ତରାଷ୍ଟ୍ର ଆମେରିକା
[expand title=”Show Answer”]Ans : ସୁନ୍ଦରବନ[/expand]
39. ଜୈବିକ ବର୍ଜ୍ୟ ବସ୍ତୁ ଯଥା : ଗୋବର, ମୃତ ଉଦ୍ଭିଦ, ପ୍ରାଣୀମାନଙ୍କର ଅଂଶଗୁଡ଼ିକୁ ଏକ କୁଣ୍ଡରେ ପକାଇଲେ ସେଗୁଡିକୁ ବ୍ୟାକ୍ଟ୍ରିୟ ପଚାଇ ସଢ଼ାଇ ଦିଅନ୍ତି। ସେଥିରୁ ମିଥେନ ଓ ଅଙ୍ଗାରକାମ୍ଳ ମିଶିରିତ ଗ୍ୟାସ ନିର୍ଗତ ହୁଏ ତାହାକୁ କଣ କୁହାଯାଏ ?
A.ଜୁଆରଶକ୍ତି
B.ଭୂତାପଜ
C. ବୟୋଗ୍ୟାସ
D. ଆଣବିକ
[expand title=”Show Answer”]Ans :C. ବୟୋଗ୍ୟାସ[/expand]