BSE Odisha Coal And Petroleum Class 8 MCQ in Odia

Facebook
Telegram
WhatsApp
LinkedIn

Discover essential insights on ‘Class 8 Science Chapter 5: Coal and Petroleum’ (କୋଇଲା ଓ ପେଟ୍ରୋଲିୟମ) with our comprehensive MCQ blog post. This chapter focuses on the formation, extraction, and usage of coal and petroleum, highlighting their significance as fossil fuels. Our carefully curated multiple-choice questions help students understand key concepts and prepare effectively for exams, making learning interactive and engaging. Ideal for enhancing knowledge and acing assessments in Odia medium schools

Coal And Petroleum Class 8 MCQ – କୋଇଲା ଓ ପେଟ୍ରୋଲିୟମ

1. ସୂର୍ଯ୍ୟ, ଜଳ, ବାୟୁ, କୋଇଲା, ପେଟ୍ରୋଲିୟମ, ଇତ୍ୟାଦି —- ଗ୍ୟାସ ?
A. କୃତ୍ରିମ ଗ୍ୟାସ
B. ପ୍ରାକୃତିକ ଗ୍ୟାସ
C. ରାସାୟନିକ ଗ୍ୟାସ
D. ପାରମ୍ପରିକ ଶକ୍ତି

[expand title=”Show Answer”]Ans :B. ପ୍ରାକୃତିକ ଗ୍ୟାସ[/expand]

2. ଯେଉଁ ଶକ୍ତି ସମ୍ପଦ ପ୍ରକୃତିରୁ ମିଳିଥାଏ ତାହାକୁ କଣ କୁହାଯାଏ ?
A. କୃତ୍ରିମ ଶକ୍ତି
B. ପ୍ରାକୃତିକ ଶକ୍ତି
C. ରାସାୟନିକ ଶକ୍ତି
D. ପାରମ୍ପରିକ ଶକ୍ତି

[expand title=”Show Answer”]Ans :B. *ପ୍ରାକୃତିକ ଶକ୍ତି[/expand]

3. ବହୁକାଳରୁ ଶକ୍ତିର ଉତ୍ସରୂପେ ବ୍ୟବହାର ହୋଇ ଆସୁଥିବାରୁ ଏଗୁଡିକୁ —- କୁହାଯାଏ ?
A. କୃତ୍ରିମ ଶକ୍ତି
B. ପ୍ରାକୃତିକ ଶକ୍ତି
C. ରାସାୟନିକ ଶକ୍ତି
D. ପାରମ୍ପରିକ ଶକ୍ତି

[expand title=”Show Answer”]Ans :D. ପାରମ୍ପରିକ ଶକ୍ତି[/expand]

4. ଥରେ ବ୍ୟବହାର କଲେ ପୁନର୍ବାର ବ୍ୟବହାର ଉପଯୋଗୀ ହେଉ ନ ଥିବା ଯୋଗୁଁ ପାରମ୍ପରିକ ଶକ୍ତି ଉତ୍ସ କୁ — ଶକ୍ତି ଉତ୍ସ କୁହାଯାଏ ?
A. ନବୀକରଣ ଅଯୋଗ୍ୟ ଶକ୍ତି
B.ନବୀକରଣ ଯୋଗ୍ୟ ଶକ୍ତି
C. ପାରମ୍ପରିକ ଶକ୍ତି
D. କୌଣସିଟି ନୁହେଁ

[expand title=”Show Answer”]Ans :A. ନବୀକରଣ ଅଯୋଗ୍ୟ ଶକ୍ତି [/expand]

5. ପାରମ୍ପରିକ ଶକ୍ତି ଉତ୍ସ ଜୀବ ଅବଶେଷରୁ ସୃଷ୍ଟି ହୋଇଥିବାରୁ ତାହା — ଅଟେ?
A. ଇନ୍ଧନ
B. ଜୀବଶ୍ମ
C. ଜୀବଶ୍ମ ଇନ୍ଧନ
D. କୌଣସିଟି ନୁହେଁ

[expand title=”Show Answer”]Ans :B. ଜୀବଶ୍ମ [/expand]

6. ଜୀବାଶ୍ମ ବହୁଳ ମାତ୍ରାରେ ଇନ୍ଧନ ରୂପେ ବ୍ୟବହାର ହେଉଥିବାରୁ ତାହାକୁ — କୁହାଯାଏ ?
A. ଇନ୍ଧନ
B. ଜୀବାଶ୍ମ
C. ଜୀବଶ୍ମ ଇନ୍ଧନ
D. କୌଣସିଟି ନୁହେଁ

[expand title=”Show Answer”]Ans :C. ଜୀବଶ୍ମ ଇନ୍ଧନ [/expand]

7. କୋଇଲାଗୁଣ୍ଡକୁ ଗୋବର ସହ ମିଶାଇ — ପ୍ରସ୍ତୁତ କରି ଜାଳେଣି କରାଯାଏ ?
A. ଗୋଲ କୋଇଲା
B. ଜୀବାଶ୍ମ
C. ଜୀବଶ୍ମ ଇନ୍ଧନ
D. କୌଣସିଟି ନୁହେଁ

[expand title=”Show Answer”]Ans : A. ଗୋଲ କୋଇଲା [/expand]

8. ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ — ବହୁଳ ମାତ୍ରାରେ ବ୍ୟବହୃତ ହେଉଛି ?
A. ପେଟ୍ରୋଲ
B. ଜୀବାଶ୍ମ
C. ଡିଜେଲ
D. କୋଇଲା

[expand title=”Show Answer”]Ans :D. କୋଇଲା[/expand]

9. ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ଦ୍ୱାରା ଜଳକୁ ଉତ୍ତପ୍ତ କରି ନିର୍ଗତ ବାମ୍ଫଦ୍ୱାରା — ଘୂରାଇ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ ?
A. ଚକ୍କ୍ରି
B. ଟରବାଇନ
C. ଜେନେରେଟର
D. କୌଣସିଟି ନୁହେଁ

[expand title=”Show Answer”]Ans :B. ଟରବାଇନ [/expand]

10. ପ୍ରାକୃତିକ ବିପର୍ଯୟ ଯୋଗୁଁ ଘଞ୍ଚ ଜଙ୍ଗଲ ମାଟିତଳେ ପୋତିହୋଇ ଅତ୍ୟଧିକ ତାପ, ଓ ଚାପ ଫଳରେ ତାହା — ରେ ପରିଣତ ହୁଏ ?
A. ପେଟ୍ରୋଲ
B. ଜୀବାଶ୍ମ
C. ଡିଜେଲ
D. କୋଇଲା

[expand title=”Show Answer”]Ans :D. କୋଇଲା [/expand]

11. ପ୍ରାକୃତିକ ଉପାୟରେ ସଂଘଟିତ ଏହି ରାସାୟନିକ ପ୍ରତିକ୍ରିୟାକୁ କଣ କୁହାଯାଏ ?
A. କାର୍ବୋନେଜେସନ
B. ଅନ୍ତଧୂର୍ମ ପାତନ
C. Both a& b
D. କୌଣସିଟି ନୁହେଁ

[expand title=”Show Answer”]Ans :A. କାର୍ବୋନେଜେସନ[/expand]

12. କାର୍ବୋନାଇଜେସନ ପ୍ରତିକ୍ରୟାକୁ ଆଉ କଣ କୁହାଯାଏ ?
A. କାର୍ବୋନେଜେସନ
B. ଅନ୍ତଧୂର୍ମ ପାତନ
C. ଅଙ୍ଗାରୀଭବନ
D. କୌଣସିଟି ନୁହେଁ

[expand title=”Show Answer”]Ans :C. ଅଙ୍ଗାରୀଭବନ[/expand]

13. ଅମ୍ଳଜାନ ଅନୁପସ୍ଥିତିରେ ପ୍ରକୃତିରେ ସଂଘଟିତ ହୋଇଥିବା ଯୋଗୁଁ କାର୍ବୋନାଇଜେସନକୁ — କୁହାଯାଏ ?
A. କାର୍ବୋନେଜେସନ
B. ପ୍ରାକୃତିକ ଅନ୍ତଧୂର୍ମ ପାତନ
C. ଅଙ୍ଗାରୀଭବନ
D. କୌଣସିଟି ନୁହେଁ

[expand title=”Show Answer”]Ans :B. ପ୍ରାକୃତିକ ଅନ୍ତଧୂର୍ମ ପାତନ [/expand]

14. ଘଞ୍ଚ ଜଙ୍ଗଲ ପୋତି ହୋଇ କୋଇଲାରେ ପରିଣତ ହୋଇଥିବାରୁ କୋଇଲାକୁ କଣ କୁହନ୍ତି ?
A. ଗୋଲ କୋଇଲା
B. ଜୀବାଶ୍ମ
C. ଜୀବଶ୍ମ ଇନ୍ଧନ
D. କୌଣସିଟି ନୁହେଁ

[expand title=”Show Answer”]Ans: C. ଜୀବଶ୍ମ ଇନ୍ଧନ [/expand]

15. ପ୍ରାକୃତିକ ଉପାୟରେ ପ୍ରଚୁର ପରିମାଣରେ କୋଇଲା ଗଛିତ ଅଞ୍ଚଳକୁ — କୁହାଯାଏ ?
A. ଗୋଲ କୋଇଲା
B. କୋଇଲାଖଣି
C. ଜୀବଶ୍ମ ଇନ୍ଧନ
D. କୌଣସିଟି ନୁହେଁ

[expand title=”Show Answer”]Ans: B. କୋଇଲାଖଣି [/expand]

16. ଭୂପୃଷ୍ଠରୁ —ମିଟର ଗଭୀରତା ଯାଏ କୋଇଲା ସ୍ତର ରହିଥିବା ଜଣାଯାଇଛି?
A.1400
B.2500
C.1200
D.1500

[expand title=”Show Answer”]Ans:C.1200 [/expand]

17. ଭାରତ ସରକାର — ସଂସ୍ଥା ଆମଦେଶର କୋଇଲାଖଣି ସନ୍ଧାନ, ଖନନ, ଯୋଗାଣ ଆଦି କାର୍ଯ୍ୟ ସଂପଦନ କରୁଛି?
A. ଗୋଲ କୋଇଲା
B. କୋଇଲାଖଣି
C. ଜୀବଶ୍ମ ଇନ୍ଧନ
D. କୋଲ ଇଣ୍ଡିଆ

[expand title=”Show Answer”]Ans: A. ଗୋଲ କୋଇଲା [/expand]

18. କୋଇଲାକୁ — ଭାଗରେ ବିଭକ୍ତ ?
A. ଦୁଇ
B. ତିନି
C. ଚାରି
D. ପାଞ୍ଚ

[expand title=”Show Answer”]Ans: D. ପାଞ୍ଚ[ /expand]

19. ଏକ ଆବଦ୍ଧ ପାତ୍ରରେ କୌଣସି ରାସାୟନିକ ପଦାର୍ଥକୁ ଉତ୍ତପ୍ତ କରି ଉତ୍ପାଦଗୁଡିକୁ ଅଲଗା, ଅଲଗା ସଂଗ୍ରହ କରିବା ପଦ୍ଧତିକୁ କଣ କୁହାଯାଏ ?
A. କାର୍ବୋନେଜେସନ
B. ଅନ୍ତଧୂର୍ମ ପାତନ
C. ଅଙ୍ଗାରୀଭବନ
D. କୌଣସିଟି ନୁହେଁ

[expand title=”Show Answer”]Ans:A. କାର୍ବୋନେଜେସନ [/expand]

20. ଅନ୍ତଧୂମ ପାତନ ପ୍ରକ୍ରିୟା — ଅନୁପସ୍ଥିତିରେ ସଂଘଟିତ ହୁଏ ?
A. ଅଙ୍ଗାରକାମ୍ଳ
B. ଅମ୍ଳଜାନ
C. କୋଇଲା
D. ଗନ୍ଧକ

[expand title=”Show Answer”]Ans :B. ଅମ୍ଳଜାନ[/expand]

21. — ହେଉଛି ବିଶୁଦ୍ଧ କାର୍ବନ?
A. କୋଲଗ୍ୟାସ
B. କୋକ
C. ଅଲକାତରା
D. ଏମୋନିଆ

[expand title=”Show Answer”]Ans :B. କୋକ[/expand]

22. — ଟାଣ ଛିଦ୍ରଳ ଓ କଳା ?
A. କୋଲଗ୍ୟାସ
B. କୋକ
C. ଅଲକାତରା
D. ଏମୋନିଆ

[expand title=”Show Answer”]Ans :B. କୋକ[/expand]

23. — କୁ ଜାଳିଲେ ବହୁତ ତାପଶକ୍ତି ଉତ୍ପନ ହୁଏ ଓ ଧୂଆଁ ବାହାରେ?
A. କୋଲଗ୍ୟାସ
B. କୋକ
C. ଅଲକାତରା
D. ଏମୋନିଆ

[expand title=”Show Answer”]Ans :B. କୋକ[/expand]

24. ବିଶୁଦ୍ଧ ଲୁହାସହ ବିଭିନ୍ନ ଅନୁପାତରେ କୋକ ମିଶାଇ — ପ୍ରସ୍ତୁତ କରାଯାଏ?
A. ଇସ୍ପାତ
B. ମାଙ୍ଗାନିଜ
C. ଆୟୋଡିନ
D. କୌଣସିଟି ନୁହେଁ

[expand title=”Show Answer”]Ans :A. ଇସ୍ପାତ[/expand]

25. ତମ୍ବା, ଦସ୍ତା, ଟିଣ, ସୀସାରୁ ଧାତୁ ନିଷ୍କାସନରେ — ବ୍ୟବହାର ହୁଏ?
A. କୋଲଗ୍ୟାସ
B. କୋକ
C. ଅଲକାତରା
D. ଏମୋନିଆ

[expand title=”Show Answer”]Ans :B. କୋକ[/expand]

26. — କୋଇଲାରୁ ଖୁବ କାମ ଖର୍ଚରେ ଉନ୍ନତ ମାନର କୋକ ପ୍ରସ୍ତୁତ କରାଯାଏ ?
A.ବିଟୁମିନସ
B. ଲିଗନାଇଟ
C. ପିଟ
D.ଅନ୍ଥାସାଇଡ

[expand title=”Show Answer”]Ans : D.ଅନ୍ଥାସାଇଡ [/expand]

27.— ଗ୍ୟାସ ହାଇଡ୍ରୋଜେନ, ମିଥେନ, ଓ କାର୍ବନ ର ମିଶ୍ରଣ ?
A.ବିଟୁମିନସ
B. ଲିଗନାଇଟ
C. କୋଲଗ୍ୟାସ
D.ଅନ୍ଥାସାଇଡ

[expand title=”Show Answer”]Ans :C. କୋଲଗ୍ୟାସ [/expand]

28.– ମସିହାରେ ପ୍ରଥମ ଥର ଲଣ୍ଡନ ମହାନଗରୀର ର ରାସ୍ତା କଡରେ ଆଲୋକ ବତୀ ଜାଳିବା ପାଇଁ କୋଲଗ୍ୟାସ ବ୍ୟବହୃତ ହେଲା ?
A.1820
B.1810
C.1950
D.1700

[expand title=”Show Answer”]Ans :B. 1810 [/expand]

29.— ମସିହାରେ ନିଉୟକ ମହାନଗରୀରେ ରାସ୍ତା କଡରେ ଆଲୋକ ବତୀ ଜାଳିବା ପାଇଁ କୋଲଗ୍ୟାସ ବ୍ୟବହୃତ ହେଲା?
A.1820
B.1810
C.1950
D.1700

[expand title=”Show Answer”]Ans :A. 1820 [/expand]

30.– ମସିହାରେ ବମ୍ବେ ମହାନଗରୀରେ ରାସ୍ତା କଡରେ ଆଲୋକ ବତୀ ଜାଳିବା ପାଇଁ କୋଲଗ୍ୟାସ ବ୍ୟବହୃତ ହେଲା?
A.1820
B.1810
C.1950
D.1700

[expand title=”Show Answer”]Ans :A. 1820 [/expand]

31. ବର୍ତମାନ — ଆଲୋକର ଉତ୍ସହ ରୂପେ ବ୍ୟବହୃତ ହେଉଛି ?
A. ତାପଶକ୍ତି
B. ବିଦ୍ୟୁତ ଶକ୍ତି
C. ପେଟ୍ରୋଲିଉମ ଶକ୍ତି
D. କୌଣସିଟି ନୁହେଁ

[expand title=”Show Answer”]Ans :A. ତାପଶକ୍ତି [/expand]

32. — ଦେଖିବାକୁ କଳା, ଚିକିଟା, ଅର୍ଦ୍ଧତରଳ, ଓ ଗନ୍ଧଯୁକ୍ତ ପଦାର୍ଥ ?
A.ବିଟୁମିନସ
B. ଲିଗନାଇଟ
C. କୋଲଟାର
D.ଅନ୍ଥାସାଇଡ

[expand title=”Show Answer”]Ans :C. କୋଲଟାର [/expand]

33. କୋଲଟାର —– ଟି କାର୍ବନ ଯୌଗିକ ର ଏକ ମିଶ୍ରଣ ?
A.300
B.500
C.200
D.100

[expand title=”Show Answer”]Ans :C. 200 [/expand]

34. — ପଦ୍ଧତିରେ କୋଲଟାର ରୁ ଯୌଗିକକୁ ପୃଥକ ଭାବେ ସଂଗ୍ରହ କରାଯାଏ ?
A. ଅନ୍ତର୍ରଧୂମ ପାତନା
B. କୋଲଗ୍ୟାସ
C. ରାସାୟନିକ
D. ଅଂଶିକ ପାତନ

[expand title=”Show Answer”]Ans :D. ଅଂଶିକ ପାତନ [/expand]

35.– ପକ୍କା ରାସ୍ତା ତିଆରିରେ ଓ କଂକ୍ରିଟ ଛାତରୁ ପକ୍ୱାନୀ ଗଳୁଥିଲେ ତାହା ଅବରୋଧ କରିବା ପାଇଁ ବ୍ୟବହାର କରାଯାଏ ?
A. ଅଳକାତରା
B. ପିଚୁ
C. ବିଟୁମେନ
D. କୋଇଲା

[expand title=”Show Answer”]Ans :B. ପିଚୁ [/expand]

36. ବର୍ତମାନ ପିଚୁ ବଦଳରେ — ବ୍ୟବହାର ହେଉଛି ?
A. ଅଳକାତରା
B. ପିଚୁ
C. ବିଟୁମେନ
D. କୋଇଲା

[expand title=”Show Answer”]Ans :C. ବିଟୁମେନ [/expand]

37. ବିଟୁମେନ — ର ଉତ୍ପାଦ ଅଟେ ?
A. କୋଇଲା
B. ପେଟ୍ରୋଲିୟମ
C. ପିଚୁ
D. କୌଣସିଟି ନୁହେଁ

[expand title=”Show Answer”]Ans :B. ପେଟ୍ରୋଲିୟମ [/expand]

38. କୋଇଲାକୁ—– କୁହାଯାଏ ?
A. ସୁନାହୀରା
B. କଳାହୀରା
C. ତରଳସୁନା
D. କୌଣସିଟିନୁହେ

[expand title=”Show Answer”]Ans :B. କଳାହୀରା [/expand]

39. — ହେଉଛି ପେଟ୍ରୋଲିୟମର ଏକ ଉପାଦାନ ?
A. ସୁନାହୀରା
B. କଳାହୀରା
C. ତରଳସୁନା
D. ପେଟ୍ରୋଲ

[expand title=”Show Answer”]Ans :D. ପେଟ୍ରୋଲ [/expand]

40. ଗ୍ରୀକ ଭାଷା ଅନୁଯାୟୀ ‘PETRA ‘ ର ଅର୍ଥ କଣ ?
A.ଶିଳା
B. ତୈଳ
C. କୋଇଲା
D. କାର୍ବନ

[expand title=”Show Answer”]Ans : A.ଶିଳା [/expand]

41. ଗ୍ରୀକ ଭାଷା ଅନୁଯାୟୀ ‘OLEUM’ ର ଅର୍ଥ କଣ ?
A.ଶିଳା
B. ତୈଳ
C. କୋଇଲା
D. କାର୍ବନ

[expand title=”Show Answer”]Ans :B. ତୈଳ [/expand]

42. ପେଟ୍ରୋଲିୟମ ହେଉଛି — ତୈଳ
A.. ସୁନାହୀରା
B. କଳାହୀରା
C. ତରଳସୁନା
D. ଶିଳା ଦେହରେ ସଞ୍ଚିତ ତୈଳ

[expand title=”Show Answer”]Ans :D. ଶିଳା ଦେହରେ ସଞ୍ଚିତ ତୈଳ [/expand]

43. ପେଟ୍ରୋୟମ — ରୁ ସୃଷ୍ଟି ?
A. ନଦୀ
B. ସମୁଦ୍ର
C. ଗଡିଆ
D. ପୋଖରୀ

[expand title=”Show Answer”]Ans :B. ସମୁଦ୍ର [/expand]

44. ଭୂପୃଷ୍ଠରୁ କେତେ ଗଭୀରତାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାରମାନ ରହିଥାଏ ?
A.1600 -1700
B.2500 – 3000
C.400 -500
D. କୌଣସିଟି ନୁହେଁ

[expand title=”Show Answer”]Ans :A .1600 -1700 [/expand]

45. ଭୂତରେ ଗଛିତ ପେଟ୍ରୋଲିୟମ ଭଣ୍ଡାରଗୁଡିକୁ ଖଣିରୂପେ ବିବେଚନା କରାଯାଉଥିବାରୁ ଭଣ୍ଡାର ଗୁଡିକୁ କଣ କୁହାଯାଏ ?
A. ତୈଳକୂପ
B. ଖଣିଜ ତୈଳ
C. ତରଳସୁନା
D. କୌଣସିଟି ନୁହେଁ

[expand title=”Show Answer”]Ans : B. ଖଣିଜ ତୈଳ [/expand]

46. ତୈଳଖଣୀର ଭଣ୍ଡାରକୁ — କୁହାଯାଏ ?
A. ତୈଳକୂପ
B. ଖଣିଜ ତୈଳ
C. ତରଳସୁନା
D. କୌଣସିଟି ନୁହେଁ

[expand title=”Show Answer”]Ans :A. ତୈଳକୂପ [/expand]

47. ତୈଳ କୂପରୁ ସଂଗୃହିତ ପେଟ୍ରୋଲିୟମକୁ — କୁହାଯାଏ?

A. ତୈଳକୂପ
B. ଖଣିଜ ତୈଳ
C.ଅଶୋଧିତ ତୈଳ
D. କୌଣସିଟି ନୁହେଁ

[expand title=”Show Answer”]Ans : C.ଅଶୋଧିତ ତୈଳ [/expand]

48. ପେଟ୍ରୋଲିୟମ ଗ୍ୟାସ ଏକ —- ଗ୍ୟାସ ?
A. ଅଳକାତରା
B. ପିଚୁ
C. ବିଟୁମେନ
D. କୋଇଲା

[expand title=”Show Answer”]Ans :C. ବିଟୁମେନ [/expand]

49. ପେଟ୍ରୋଲିୟମ କୁ —- କୁହାଯାଏ?
A. ତୈଳକୂପ
B. ଖଣିଜ ତୈଳ
C. ତରଳସୁନା
D. କୌଣସିଟି ନୁହେଁ

[expand title=”Show Answer”]Ans :C. ତରଳସୁନା [/expand]

50. — କୁତରଳ ସୁନା କୁହାଯାଏ ?
A. ତୈଳକୂପ
B.ପେଟ୍ରୋଲିୟମ
C. ତରଳସୁନା
D. କୌଣସିଟି ନୁହେଁ

[expand title=”Show Answer”]Ans : B.ପେଟ୍ରୋଲିୟମ [/expand]

51. ପ୍ରାକୃତିକ ଗ୍ୟାସ ର ମୁଖ୍ୟ ଉପାଦାନ —-?
A. ମିଥେନ
B. ପିଚୁ
C. ବିଟୁମେନ
D. କୋଇଲା

[expand title=”Show Answer”]Ans :A. ମିଥେନ [/expand]

Leave a Comment