Class 8 Science Chapter 9: Reproduction in Animals (ପ୍ରାଣୀଙ୍କ ପ୍ରଜନନ)

Facebook
Telegram
WhatsApp
LinkedIn

Explore Class 8 Science Chapter 9 on Reproduction in Animals (ପ୍ରାଣୀଙ୍କ ପ୍ରଜନନ). Understand the process of reproduction, types, and importance in animals. Learn with detailed explanations and examples.

1. ପ୍ରତ୍ୟେକ ଜୀବ ନିଜ ଭଳି ଜୀବ ସୃଷ୍ଟି କରିଥାଏ ତାହାକୁ କଣ କୁହାଯାଏ ?
A. କୋରକୋଦଗାମ
B. ଜନନ
C. କୋରକ
D. ଡିମ୍ବାଣୁ
Ans :B. ଜନନ
2. ଉଦ୍ଭିଦ ଭଳି ପ୍ରାଣୀମାନେ —- ପ୍ରକାର ଜନନ କରନ୍ତି ?
A. ଗୋଟିଏ
B. ଦୁଇ
C. ଚାରି
D. ପାଞ୍ଚ
Ans :B. ଦୁଇ
3. ଦୁଇ ପ୍ରକାର ଜନନ ହେଉଛି ଅଲିଙ୍ଗୀ ଜନନ ଓ —– ଜନନ ?
A. ଏକ କୋଷି
B. ବହୁ କୋଷି
C. ଅଲିଙ୍ଗୀ ଜନନ
D. ଲିଙ୍ଗୀୟ ଜନନ
Ans :D. ଲିଙ୍ଗୀୟ ଜନନ
4. ଏମିବା —– କୋଷି ପ୍ରାଣୀ ଅଟେ?
A. ଏକ କୋଷି
B. ବହୁ କୋଷି
C. ଅଲିଙ୍ଗୀ ଜନନ
D. ଲିଙ୍ଗୀୟ ଜନନ
Ans :A. ଏକ କୋଷି
5. ଏମିବା ଠାରେ —– ଜନନ ଦେଖାଯାଏ ?

A.ଲିଙ୍ଗୀୟ ଜନନ
B. ଅଲିଙ୍ଗୀ ଜନନ
C. ହାଇଡ୍ରା
D. ଦ୍ବିବିଭାଜନ
Ans :B. ଅଲିଙ୍ଗୀ ଜନନ
6. ଏମିବାରେ ଥିବା ନ୍ୟଷ୍ଟିଟି —– ଭାଗରେ ବିଭକ୍ତ ହୋଇ ଦୁଇଟି ନ୍ୟଷ୍ଟି ଗଠନ କରେ ?
A. ଗୋଟିଏ
B. ଦୁଇ
C. ଚାରି
D. ପାଞ୍ଚ
Ans :B. ଦୁଇ
7. ଏମିବାର ଶରୀର —– ଭାଗରେ ବିଭକ୍ତ?
A. ଗୋଟିଏ
B. ଦୁଇଟି
C. ଚାରିଟି
D. ପାଞ୍ଚଟି
Ans :B. ଦୁଇଟି
8. ଗୋଟିଏ ମାତୃ ଏମିବାରୁ —- ଟି ଅପତ୍ୟ ସୃଷ୍ଟି ହୁଏ ?
A. ଗୋଟିଏ
B. ଦୁଇଟି
C. ଚାରିଟି
D. ପାଞ୍ଚଟି
Ans :B. ଦୁଇଟି
9. ଗୋଟିଏ ମାତୃ ଏମିବାରୁ ଦୁଇଟି ଅପତ୍ୟ ସୃଷ୍ଟି ହେବ ପ୍ରଣାଳୀକୁ କଣ କୁହାଯାଏ ?
A.ଲିଙ୍ଗୀୟ ଜନନ
B. ଅଲିଙ୍ଗୀ ଜନନ
C. ହାଇଡ୍ରା
D. ଦ୍ବିବିଭାଜନ
Ans :D. ଦ୍ବିବିଭାଜନ
10. ଦ୍ୱବିଭାଜନ ଏକ ପ୍ରକାର ର —– ଜନନ ?
A.ଲିଙ୍ଗୀୟ ଜନନ
B. ଅଲିଙ୍ଗୀ ଜନନ
C. ହାଇଡ୍ରା
D. ଦ୍ବିବିଭାଜନ
Ans :B. ଅଲିଙ୍ଗୀ ଜନନ
11. ପ୍ରତ୍ୟକ —- ରେ ଗୋଟିଏ ଵା ଦୁଇଟି ପ୍ରବଦ୍ଧ ଦେଖାଯାଏ
A.ଲିଙ୍ଗୀୟ ଜନନ
B. ଅଲିଙ୍ଗୀ ଜନନ
C. ହାଇଡ୍ରା
D. ଦ୍ବିବିଭାଜନ
Ans :C. ହାଇଡ୍ରା
12. ପ୍ରତ୍ୟକ ହାଇଡ୍ରାରେ ଗୋଟିଏ ଵା ଦୁଇଟି ପ୍ରବଦ୍ଧ ଦେଖାଯାଏ ତାହାକୁ କଣ କୁହାଯାଏ ?
13. କୋରକ ରୁ —- ସୃଷ୍ଟି ହୁଏ ?
A.ଲିଙ୍ଗୀୟ ଜନନ
B. ଅଲିଙ୍ଗୀ ଜନନ
C.ଅପତ୍ୟ ହାଇଡ୍ରା
D. ଦ୍ବିବିଭାଜନ
Ans : C.ଅପତ୍ୟ ହାଇଡ୍ରା
14. —– ର ବିକାଶ ଘଟେ ଏବଂ ଏହା ମାତୃ ଶରୀରରୁ ବିଛିନ୍ନ ହୋଇ ସ୍ୱାଧୀନ ଭାବରେ ଜୀବନ ଯାପନ କରେ ?
A.ଲିଙ୍ଗୀୟ ଜନନ
B. ଅଲିଙ୍ଗୀ ଜନନ
C. କୋରକ
D. ଦ୍ବିବିଭାଜନ
Ans :C. କୋରକ
15. କୋରକ ସୃଷ୍ଟି ଦ୍ୱାରା ହେଉଥିବା ହାଇଡ୍ରା ର ଜନନକୁ କଣ କୁହାଯାଏ ?
A.ଲିଙ୍ଗୀୟ ଜନନ
B. ଅଲିଙ୍ଗୀ ଜନନ
C. କୋରକୋଦଗମ
D. ଦ୍ବିବିଭାଜନ
Ans :C. କୋରକୋଦଗମ
16. କୋରକୋଦଗମ —– ଜନନ ର ଉଦାହରଣ ?
A.ଲିଙ୍ଗୀୟ ଜନନ
B. ଅଲିଙ୍ଗୀ ଜନନ
C. କୋରକ
D. ଦ୍ବିବିଭାଜନ
Ans :B. ଅଲିଙ୍ଗୀ ଜନନ
17. କେତେକ ପ୍ରାଣୀ ଅଣ୍ଡା ଦେଉଥିବା ବେଳେ ଅନ୍ୟ କେତେକ —– ଜନ୍ମ କରନ୍ତି ?
A. ଅଣ୍ଡଜ
B. ଜରାୟୁଜ
C. ଶାବକ
D. କୌଣସିଟି ନୁହେଁ
Ans :C. ଶାବକ
18. ଯେଉଁମାନେ ଅଣ୍ଡାରୁ ଜନ୍ମ ହୋଇଥାନ୍ତି ସେମାନଙ୍କୁ କଣ ପ୍ରାଣୀ କୁହାଯାଏ ?
A. ଅଣ୍ଡଜ
B. ଜରାୟୁଜ
C. ଶାବକ
D. କୌଣସିଟି ନୁହେଁ
Ans :A. ଅଣ୍ଡଜ
19. ଯେଉଁମାନେ ଶାବକ ଜନ୍ମ କରିଥାନ୍ତି ସେମାନଙ୍କୁ —– ପ୍ରାଣୀ କୁହାଯାଏ ?
A. ଅଣ୍ଡଜ
B. ଜରାୟୁଜ
C. ଶାବକ
D. କୌଣସିଟି ନୁହେଁ
Ans :B. ଜରାୟୁଜ
20. ମାଈ ବେଙ୍ଗର ଡିମ୍ବ ଉପରେ ପୁରୁଷ ବେଙ୍ଗର ଶୂକ୍ରାଣୁ ପଢିଲେ ତାହାର —– ହୁଏ ?
A. ସମାୟନ
B. ସାମୟିତ
C. ଯୁଗ୍ମଜ
D. ଉପରୋକ୍ତ ସମସ୍ତ
Ans :A. ସମାୟନ
21. ପଂଯୁଗ୍ମକ ସହିତ —– ଯୁଗ୍ମକ ର ମିଳନ ଘଟେ ?
A. ଡିମ୍ବାଣୁ
B. ଶୁକ୍ରାଣୁ
C. ସ୍ତ୍ରୀ ଯୁଗ୍ମଜ
D. କୌଣସିଟି ନୁହେଁ
Ans :C. ସ୍ତ୍ରୀ ଯୁଗ୍ମଜ
22. ପଂଯୁଗ୍ମକ ସହିତ ସ୍ତ୍ରୀ ଯୁଗ୍ମକ ର ମିଳନ ଘଟିଲେ —– ସୃଷ୍ଟି ହୁଏ ?
A. ଡିମ୍ବାଣୁ
B. ଶୁକ୍ରାଣୁ
C. ଯୁଗ୍ମଜ
D. କୌଣସିଟି ନୁହେଁ
Ans :C. ଯୁଗ୍ମଜ
23. ପଂଯୁଗ୍ମକ ସହିତ ସ୍ତ୍ରୀ ଯୁଗ୍ମକ ର ମିଳନ ଘଟିଲେ ଯୁଗ୍ମଜ ସୃଷ୍ଟି ହୁଏ ଏହି ଯୁଗ୍ମଜ ଶରୀର ବାହାରେ ହେଉଥିବାରୁ ତାହାକୁ କଣ ସମୟନ କୁହାଯାଏ ?
A. ବାହ୍ୟ
B. ଅନ୍ତ
C. Both a& b
D . କୌଣସିଟି ନୁହେଁ
Ans :A. ବାହ୍ୟ
24. ମାଛ, ଷ୍ଟାରଫିସ ଭଳି ଜଳଜୀବମାନଙ୍କରେ —- ସମାୟନ ଦେଖାଯାଏ ?
A. ବାହ୍ୟ
B. ଅନ୍ତ
C. Both a& b
D . କୌଣସିଟି ନୁହେଁ
Ans :A. ବାହ୍ୟ
25. ଡିମ୍ବାଣୁ ଓ ଶୁକ୍ରାଣୁ ର ମିଳନ ମାତୃ ଶରୀର ମଧ୍ୟରେ ଘଟିଲେ ତାହାକୁ —- କୁହାଯାଏ ?
A. ବାହ୍ୟ
B. ଅନ୍ତ
C. Both a& b
D . କୌଣସିଟି ନୁହେଁ
Ans :B. ଅନ୍ତ
26. ମଣିଷ ସମେତ ପ୍ରାୟ ସବୁ ସ୍ତନ୍ୟପାୟୀ ପ୍ରାଣୀ, କୁକୁଡ଼ା, ଠାରେ —– ସମାୟନ ଦେଖାଯାଏ ?
A. ବାହ୍ୟ
B. ଅନ୍ତ
C. Both a& b
D . କୌଣସିଟି ନୁହେଁ
Ans :B. ଅନ୍ତ
27. ସମାୟନ ପରବର୍ତ୍ତୀ ଡିମ୍ବାଣୁକୁ —– ଡିମ୍ବାଣୁ ଵା ଯୁଗ୍ମଜ କୁହାଯାଏ ?
A. ଫିଟସ
B. ଡିମ୍ବାଣୁ
C. ଶୂକ୍ରାଣୁ
D. ସାମୟିତ
Ans :D. ସାମୟିତ
28. ସମାୟିତ ଡିମ୍ବାଣୁ ର ବିଭାଜନ ଘଟି –ବଢେ ?
A. ଅଣ୍ଡା
B. କୋଷ
C. ଆକାର
D. ଆୟତନ
Ans :B. କୋଷ
29. ଭ୍ରୂଣ ବିକାଶର ଏହି ଅବସ୍ଥାକୁ କଣ କୁହାଯାଏ ?
A. ଫିଟସ
B. ଡିମ୍ବାଣୁ
C. ଶୂକ୍ରାଣୁ
D. ଯୁଗ୍ମଜ
Ans :A. ଫିଟସ
30. କୁକୁଡ଼ାର ମଧ୍ୟ —– ସମାୟନ ଦେଖାଯାଏ ?
A. ବାହ୍ୟ
B. ଅନ୍ତ
C. Both a& b
D . କୌଣସିଟି ନୁହେଁ
Ans :B. ଅନ୍ତ
31. ଅଣ୍ଡା ଦେଲା ବେଳକୁ ଭ୍ରୂଣରେ ପ୍ରାୟ —– କୋଷ ସୃଷ୍ଟି ହୋଇ ସାରିଥାଏ ?
A.40000
B.60000
C. 4500
D.12000
Ans :B. 60000
32. ଡିମ୍ବ ଫୁଟି —— ପଦାକୁ ବାହାରେ ?
A. ବେଙ୍ଗଫୁଲା
B. କଇଁଛ
C. କୁକୁଡ଼ା
D. ପ୍ରଜାପତି
Ans :A. ବେଙ୍ଗଫୁଲା
33.—- ର ବିକାଶର ବିଭିନ୍ନ ଅବସ୍ଥା ହେଉଛି ଡିମ୍ବ,ବେଙ୍ଗଫୁଲା, ବୟପ୍ରାପ୍ତ ଅବସ୍ଥା ?
A. ବେଙ୍ଗ
B. କଇଁଛ
C. କୁକୁଡ଼ା
D. ପ୍ରଜାପତି
Ans :A. ବେଙ୍ଗ
34. ବେଙ୍ଗଫୁଲା —- ଠାରୁ ଦେଖିବାକୁ ଭିନ୍ନ ଅଟେ ?
A. ବେଙ୍ଗ
B. କଇଁଛ
C. କୁକୁଡ଼ା
D. ପ୍ରଜାପତି
Ans :A. ବେଙ୍ଗ
35. ବେଙ୍ଗଫୁଲାରେ ବହୁ ପରିବର୍ତ୍ତନ ଘଟି ଏହା ବୟପ୍ରାପ୍ତ ଅବସ୍ଥାକୁ ଆସିଥାଏ ଏହି ପରିବର୍ତ୍ତନକୁ କଣ କୁହାଯାଏ ?
A . ପ୍ରତିରୋପକାରଣ
B. IVF
C. ରୂପାନ୍ତରଣ
D. ଇନ ଭିଟ୍ରୋ
Ans :C. ରୂପାନ୍ତରଣ
36. ଡାକ୍ତରମାନେ ଡିମ୍ବାଣୁ ଓ ଶୂକ୍ରାଣୁ ସଂଗ୍ରହ କରି ଶରୀର ବାହାରେ —- ର ସମାୟନ କରାଇ ପାରିଛନ୍ତି ?
A. ଡିମ୍ବାଣୁ
B. ଶୂକ୍ରାଣୁ
C. ଯୁଗ୍ମଜ
D. କୌଣସିଟି ନୁହେଁ
Ans :A. ଡିମ୍ବାଣୁ
37. ଡିମ୍ବାଣୁ ଓ ଶୁକ୍ରାଣୁ ର ସମାୟନ କୁ —-ଫର୍ଟିଳାଇଜେସନ କୁହାଯାଏ ?
A . ପ୍ରତିରୋପକାରଣ
B. IVF
C. କ୍ଲୋନିକ
D. ଇନ ଭିଟ୍ରୋ
Ans :D. ଇନ ଭିଟ୍ରୋ
38. ଇନ ଭିଟ୍ରୋ ଫର୍ଟିଳାଇଜେସନ ର ସଂକ୍ଷେପିକ ନାମ କଣ ?
A . ପ୍ରତିରୋପକାରଣ
B. IVF
C. କ୍ଲୋନିକ
D. ବୈଜ୍ଞାନିକ
Ans :B. IVF
39. ଯୁଗ୍ମଜ ସୃଷ୍ଟି ପରେ ପ୍ରାୟ ଏକ ସପ୍ତାହ ବୃଦ୍ଧି କରାଇ ପୁନର୍ବାର ମାତୃ ଜରାୟୁରେ ଏହାକୁ ଅବସ୍ଥାପିତ କରାଯାଇଥାଏ, ଜରାୟୁ ମଧ୍ୟରେ ପୂର୍ଣ୍ଣ ବୃଦ୍ଧି ଓ ବିକାଶ ପରେ ଶିଶୁଟି ଜନ୍ମହୁଏ । ଏହି ପ୍ରଣାଳୀରେ ଜନ୍ମଲାଭ କରୁଥିବା ଶିଶୁକୁ —– କହନ୍ତି ?
A. ଡଲି
B. ବୋନି
C. ଟେଷ୍ଟ୍ୟୁବ ବେବି
D. କୌଣସିଟି ନୁହେଁ
Ans :C. ଟେଷ୍ଟ୍ୟୁବ ବେବି
40. ପ୍ରାଣୀ ବିଜ୍ଞାନୀ ଓ ଡାକ୍ତର ପ୍ୟାଟ୍ରିକ ଷ୍ଟେପଟୋ ଙ୍କ ଦ୍ୱାରା —- ପ୍ରଚଳିତ ହୋଇଥିଲା ?
A . ପ୍ରତିରୋପକାରଣ
B. IVF
C. କ୍ଲୋନିକ
D. ବୈଜ୍ଞାନିକ
Ans :B. IVF
41. IVF ଜରିଆରେ —-ତାରିଖରେ ବିଶ୍ବର ପ୍ରଥମ ଟେଷ୍ଟ୍ୟୁବ ବେବି ଜନ୍ମ ହୋଇଥିଲା ?
A. 26. 05.2003
B. 25.07.1978
C. 12. 02.1996
D. 25. 08. 2010
Ans :B. 25.07.1978
42. ପ୍ରଥମ ଟେଷ୍ଟ୍ୟୁବ ବେବି ନାମ କଣ
A. ଡଲି
B. ବୋନି
C. ଲୁଇସେ ବ୍ରାଉନ
D. କୌଣସିଟି ନୁହେଁ
Ans :C. ଲୁଇସେ ବ୍ରାଉନ
43. 1978 ମସିହା ବେଳକୁ ପ୍ରାୟ କେତେ ଲକ୍ଷ ଟେଷ୍ଟ୍ୟୁବ ବେବି ଜନ୍ମ ହୋଇସାରିଛନ୍ତି ?
A. 23
B.56
C.40
D. 50
Ans :C. 40
44. ରବଟ ଏଡାୱାର୍ଡ କୁ —- ମସିହାରେ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ?
A. 2003
B. 1998
C. 1996
D. 2010
Ans :D. 2010
45. କୋଷ, ଅଙ୍ଗ କିମ୍ବା ଜୀବଶରୀର ଅବିକଳ ନକଲ ସୃଷ୍ଟିକୁ — କୁହାଯାଏ ?
A . ପ୍ରତିରୋପକାରଣ
B. IVF
C. କ୍ଲୋନିକ
D. ବୈଜ୍ଞାନିକ
Ans :A . ପ୍ରତିରୋପକାରଣ
46. ଇଆନ ଓ୍ଵିଲମୁଟ ଓ ସହଯୋଗୀମାନେ ସ୍କଟଲ୍ୟାଣ୍ଡ ର ଏଡିନ ବରାସ୍ଥିତ —– ଅନୁଷ୍ଠାନ ରେ ସର୍ବ ପ୍ରଥମେ ଏକ ସ୍ତନ୍ୟପାୟୀ ପ୍ରାଣୀର କ୍ଲିଙ୍ଗ କରିବାରେ ସଫଳ ହୋଇପାରିଲେ ?
A. ରୋଜାଲିନ
B. IVF
C. କ୍ଲୋନିକ
D. ବୈଜ୍ଞାନିକ
Ans :A. ରୋଜାଲିନ
47. ପ୍ରଥମ ସ୍ତନ୍ୟପାୟୀ ପ୍ରାଣୀ ର ନାମ କଣ ?
A. ଡଲି
B. ବୋନି
C. ବେବି
D. କୌଣସିଟି ନୁହେଁ
Ans :A. ଡଲି
48. ଡଲି ନାମକ ଏକ ମେଣ୍ଢା ପ୍ରଥମ ସ୍ତନ୍ୟପାୟୀ କ୍ଲିଙ୍ଗ ରୂପେ 5 ଜୁଲାଇ —– ରେ ଜନ୍ମ ହେଲା?
A. 2003
B. 1998
C. 1996
D. 2009
Ans :C. 1996
49. —— ଦିନର ଜରାୟୁ ଜୀବନ ପରେ ଡଲି ଜନ୍ମ ହେଲା ?
A.123
B.120
C.150
D.5
Ans :C. 150
50. ସ୍ୱାଭାବିକ ପ୍ରଜନନ ଜରିଆରେ —— ମସିହାରେ ଡଲି ଜନ୍ମ ଦେଲା ଏକ ପୁତ୍ର ସନ୍ତାନ ବୋନୀକୁ?
A. 2003
B. 1998
C. 1996
D. 2009
Ans :B. 1998

Leave a Comment