Class 8 Science Chapter 8: Cell Structure and Functions (କୋଷ – ଗଠନ ଓ କାର୍ଯ୍ୟ)

Facebook
Telegram
WhatsApp
LinkedIn

Explore Class 8 Science Chapter 8 on Cell Structure and Functions (କୋଷ – ଗଠନ ଓ କାର୍ଯ୍ୟ). Understand the intricate details of cell components and their vital roles in this comprehensive guide. Perfect for students aiming to excel in their studies.

1. — ନାମକ ଜଣେ ବ୍ରିଟିଶ ବୈଜ୍ଞାନିକ 1665 ମସିହାରେ କେତେଗୁଡିଏ ପତଳା କର୍କ ର ଛୋଟ ଛୋଟ ଖଣ୍ଡ ନେଇ ଏକ ସରଳ ଅନୁବିକ୍ଷଣରେ ଅନୁଧ୍ୟାନ କରିଥିଲେ ?
A. ଅରିଷ୍ଟାଟଲ
B. ରବଟ ହୁକ
C. ଏଡୱାର୍ଡ
C. ଲୁଇ ପାଶ୍ଚର
Ans :B. ରବଟ ହୁକ
2. ରବଟ ହୁକ ନାମକ ଜଣେ ବ୍ରିଟିଶ ବୈଜ୍ଞାନିକ —— ମସିହାରେ କେତେଗୁଡିଏ ପତଳା କର୍କ ର ଛୋଟ ଛୋଟ ଖଣ୍ଡ ନେଇ ଏକ ସରଳ ଅନୁବିକ୍ଷଣରେ ଅନୁଧ୍ୟାନ କରିଥିଲେ ?
A.1234
B.1999
C. 1665
D. 2004
Ans :C. 1665
3. କୋଠରି ଗୁଡିକ ଦେଖିବାକୁ କିପରି ?
A. କାକୁଡି
B. ମହୁଫେଣା
C. ଚଢେଇବସା
D. କଙ୍କଡା
Ans :B. ମହୁଫେଣା
4. କୋଠରିକୁ ରବଟ କକ —- ବୋଲି ନାମିତ କଲେ ?
A. ଟିସୁ
B. ତନ୍ତୁ
C. କୋଷ
D. ଅଣୁଜୀବ
Ans :C. କୋଷ
5. ହୁକ କକ ଦେଖିଥିବା କୋଠରୀ ଵା କୋଷଗୁଡ଼ିକ ପ୍ରକୃତରେ —- ଥିଲା ?
A. ଜୀବନ୍ତ
B. ମୃତକୋଷ
C. ବିଭାଜିତ
D. ସାମନ୍ତର
Ans :B. ମୃତକୋଷ

6. ଜୀବମାନେ ପରସ୍ପର ଠାରୁ ପୃଥକ ହୋଇଥିଲେ ମଧ୍ୟ ସେମାନଙ୍କ ଶରୀର ମୌଳିକ ଗଠନିକ ଏକକ ହେଉଛି ——?
A. ନ୍ୟଷ୍ଟି
B. ଜୀବକୋଷ
C. କୋଷଝିଲ୍ଲୀ
D. ସୁନ୍ୟଷ୍ଟି
Ans :B. ଜୀବକୋଷ
7. କୁକୁଡ଼ା ଅଣ୍ଡା —- କୋଷରେ ଗଠିତ ହୋଇଥାଏ ?
A. ଗୋଟିଏ
B. ଦୁଇଟି
C. ଚାରିଟି
D. ପାଞ୍ଚଟି
Ans :A. ଗୋଟିଏ
8. କାହାର ଅଣ୍ଡାର ଆକାର ବୃହତ ବିଶିଷ୍ଟ ହୋଇଥିବାରୁ ତାହା ଖାଲି ଆଖିରେ ଦେଖି ହୁଏ ?
A. କୁକୁଡ଼ା
B ଓଟପକ୍ଷୀ
C. ପର
D.ମୟୂର
Ans :A. କୁକୁଡ଼ା
9. ବୃହତ ଗଛ ଓ ହାତୀ ଭଳି ବିରାଟକାୟ ପ୍ରାଣୀର କୋଷ ସଂଖ୍ୟା —— ହୋଇପାରେ ?
A. 10 କୋଟିରୁ 1 ଲକ୍ଷ କୋଟି
B. 100 କୋଟିରୁ 1 ଲକ୍ଷ କୋଟି
C.500 କୋଟି
D. 90 ଲକ୍ଷ
Ans :B. 100 କୋଟିରୁ 1 ଲକ୍ଷ କୋଟି
10. ମଣିଷ ଶରୀରରେ ଭିନ୍ନ ଭିନ୍ନ ଆକୃତି ଓ ଆୟତ୍ତନର —- କୋଟିରୁ ଅଧିକ ଜୀବକୋଷ ରହିଛି ?
A. 5
B .6
C. 1
D. 7
Ans :C. 1
11. ଏକାଧିକ କୋଷରେ ଗଠିତ ହୋଇଥିବା ଜୀବକୁ —- ଜୀବ କୁହାଯାଏ ?
A. ଏକ କୋଷିଜୀବ
B. ବହୁକୋଷି ଜୀବ
C. ଏମିବା
D. ହରିତଲବକ
Ans :B. ବହୁକୋଷି ଜୀବ
12. ଜୀବର ବୃଦ୍ଧି ସଙ୍ଗେ ସଙ୍ଗେ —– କୋଷ ବିଭାଜିତ ହୁଏ ?
A. ଏକକ
B. ମୌଳିକ
C. ଯୁଗ୍ମଜ
D. ସରଳ
Ans :C. ଯୁଗ୍ମଜ
13. ଯେଉଁ ଜୀବର ଶରୀର ଗୋଟିଏ ଲେଖାଏଁ କୋଷରେ ଗଠିତ ତାକୁ କଣ ଜୀବ କୁହାଯାଏ ?
A. ଏକ କୋଷିଜୀବ
B. ବହୁକୋଷି ଜୀବ
C. ଶୈବାଳ
D. ହରିତଲବକ
Ans :A. ଏକ କୋଷିଜୀବ
14. ଏମିବା —- କୋଷି ଜୀବ ଅଟେ ?
A. ଏକ କୋଷିଜୀବ
B. ବହୁକୋଷି ଜୀବ
C. ଏମିବା
D. ହରିତଲବକ
Ans :A. ଏକ କୋଷିଜୀବ
15. — ଏକକୋଷି ଜୀବ ଖାଦ୍ୟ ଗ୍ରହଣ, ପାରିପାକ, ଶ୍ୱାସକ୍ରିୟା, ରେଚନ, ବୃଦ୍ଧି, ପ୍ରଜନନ ଆଦି କାର୍ଯ୍ୟ କରିଥାଏ ?
A. ଏକ କୋଷିଜୀବ
B. ବହୁକୋଷି ଜୀବ
C. ଏମିବା
D. ହରିତଲବକ
Ans :A. ଏକ କୋଷିଜୀବ
16. —– ଜୀବ ଏକାଧିକ ସ୍ୱତନ୍ତ୍ର ଧରଣର କୋଷରେ ତିଆରି ଭିନ୍ନ ଭିନ୍ନ ଟିସୁ ଦ୍ୱାରା ଏ ସମସ୍ତ କାର୍ଯ୍ୟ ସମ୍ପାଦିତ କରେ ?
A. ଏକ କୋଷିଜୀବ
B. ବହୁକୋଷି ଜୀବ
C. ଏମିବା
D. ହରିତଲବକ
Ans :B. ବହୁକୋଷି ଜୀବ
17. —- ଗୁଡିକର ସମଷ୍ଟିରେ ଅଙ୍ଗ ପ୍ରତ୍ୟଙ୍ଗ ତିଆରି ହୋଇଛି ?
A . ଅଣ୍ଡା
B. କୋଷ
C. ଅଣୁଜୀବ
D. ଟିସୁ
Ans :D. ଟିସୁ
18. —– ର ଅନ୍ୟ ଜୀବ ଭଳି ନିର୍ଦିଷ୍ଟ ଆକୃତି ନାହିଁ ?
A . ଶୈବାଳ
B. ହରିତଲବକ
C. ଲବକ
D. ଏମିବା
Ans :D. ଏମିବା
19. —– ଶରୀରକୁ ଭିନ୍ନ ଦୈଘ୍ୟ ବିଶିଷ୍ଟ ପ୍ରବଦ୍ଧ ବାହାରୁ ଥିବାର ଦେଖାଯାଏ ?
A . ଶୈବାଳ
B. ହରିତଲବକ
C. ଲବକ
D. ଏମିବା
Ans :D. ଏମିବା
20. ଏମିବା ଶରୀରକୁ ଭିନ୍ନ ଦୈଘ୍ୟ ବିଶିଷ୍ଟ ପ୍ରବଦ୍ଧ ବାହାରୁ ଥିବାର ଦେଖାଯାଏ ତାହାକୁ କଣ କୁହାଯାଏ ?
A. ଗୋଡ
B. ହାତ
C. ଜିଭ
D. କୂଟପାଦ
Ans :. କୂଟପାଦ
21. ଏମିବା ଖାଦ୍ୟ ଗ୍ରହଣ ଓ ଗତି କଲାବେଳେ —- ଗୁଡିକ ସୃଷ୍ଟି ହୁଏ ଓ ପରେ ଅଦୃଶ୍ୟ ହୋଇଯାଏ ?
A. ଗୋଡ
B. ମସ୍ତିକ
C. ପ୍ରବଦ୍ଧ
D. କୂଟପାଦ
Ans :C. ପ୍ରବଦ୍ଧ
22. ଏମିବାର —- ତାକୁ ଖାଦ୍ୟ ଗ୍ରହଣ ଓ ଗତି କରିବାରେ ସାହାଯ୍ୟ କରେ ?
A. ଗୋଡ
B. ହାତ
C. ଜିଭ
D. କୂଟପାଦ
Ans :. କୂଟପାଦ
23. ମନୁଷ୍ୟ ରକ୍ତରେ ଥିବା ଶ୍ୱେତ ରକ୍ତକଣିକା —- କୋଷରେ ଗଠିତଏବଂ ତାହା ତାର ଆକୃତି ପରିବର୍ତ୍ତନ କରି ପାରେ ?
A. ଶୈବାଳ
B. ହରିତଲବକ
C. ଲବକ
D. ଶ୍ୱେତ ରକ୍ତକଣିକା
Ans :D. ଶ୍ୱେତ ରକ୍ତକଣିକା
24. —— ଏକ ପୂର୍ଣ୍ଣାଙ୍ଗ ଜୀବ ଭାବରେ ସ୍ୱାଧୀନ ଜୀବନଯାପନ କରୁଥିଏ?
A. ଶୈବାଳ
B. ହରିତଲବକ
C. ଲବକ
D. ଏମିବା
Ans :D. ଏମିବା
25. —– ଗୋଟିଏ କୋଷ ଭାବରେ କାର୍ଯ୍ୟ କରେ ?
A. ଶୈବାଳ
B. ହରିତଲବକ
C. ଲବକ
D. ଏମିବା
Ans :D. ଏମିବା
26. —- ଗୁଡିକ ଗୋଲାକାର କିମ୍ବା ଚକ୍ରକାର କିମ୍ବା ସୁଦୀର୍ଘ ?
A . ଅଣ୍ଡା
B. କୋଷ
C. ଅଣୁଜୀବ
D ଟିସୁ
Ans :B. କୋଷ
27. କୋଷର ବିଭିନ୍ନ ଉପାଦାନ ଏକ —— ଦ୍ୱାରା ଆବୃତ ହୋଇଥାଏ ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D.ଝିଲ୍ଲୀ
Ans :D. ଝିଲ୍ଲୀ
28. —– ଉଦ୍ଭିଦ ଓ ପ୍ରାଣୀକୋଷକୁ ଆକୃତି ଦିଏ ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D.ଝିଲ୍ଲୀ
Ans :D. ଝିଲ୍ଲୀ
29. ଉଦ୍ଭିଦ କୋଷର ——- ହେଉଛି ଏକ ଅତିରିକ୍ତ କୋଷ ର ଆବରଣ ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D. କୋଷଝିଲ୍ଲୀ
Ans :A . କୋଷଭିର୍ତ୍ତି
30. —- ଉଦ୍ଭିଦ କୋଷକୁ ଆକୃତି ଓ ଦୃଢ଼ତା ଦିଏ ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D. କୋଷଝିଲ୍ଲୀ
Ans :A . କୋଷଭିର୍ତ୍ତି
31. —— କୋଷର ମଧ୍ୟ କୋଷଭିର୍ତ୍ତି ଅଛି ?
A. ବୀଜାଣୁ
B. ଅଣୁଜୀବ
C. କବକ
D. ଶୈବାଳ
Ans :A. ବୀଜାଣୁ
32. କ୍ଷୁଦ୍ରତମ କୋଷର ଆୟତନ —– ମାଇକ୍ରୋମିଟର?
A . 170 ×130 ମିଲିମିଟର
B. 0.1 ରୁ 0.5 ମାଇକ୍ରୋମିଟର
C.17×13 ମିଲିମିଟର
D. କୌଣସିଟି ନୁହେଁ
Ans :B. 0.1 ରୁ 0.5 ମାଇକ୍ରୋମିଟର
33. ବୀଜାଣୁ କୋଷ —- ଆକୃତିର ?
A. ବୃହତ କୋଷ
B. କ୍ଷୁଦ୍ର କୋଷ
C. Both a&
D. କୌଣସିଟି ନୁହେଁ
Ans :B. କ୍ଷୁଦ୍ର କୋଷ
34. ବୃହତ କୋଷର ଆୟତନ ହେଉଛି —–?
A. 170 ×130 ମିଲିମିଟର
B. 0.1 ରୁ 0.5 ମାଇକ୍ରୋମିଟର
C.17×13 ମିଲିମିଟର
D. କୌଣସିଟି ନୁହେଁ
Ans : A.170 ×130 ମିଲିମିଟର
35. ଓଟ ପକ୍ଷୀର ଅଣ୍ଡା —— ଅଟେ?
A. ବୃହତ କୋଷ
B. କ୍ଷୁଦ୍ର କୋଷ
C. Both a&
D. କୌଣସିଟି ନୁହେଁ
Ans :A. ବୃହତ କୋଷ
36. ଅଣ୍ଡାର ଧଳା ଅଂଶଟି ହେଉଛି —–?
A. ଆଲବୁମିନ
B. ପୀତକ
C. ଭ୍ୟାକୁଓଲ
D. କୌଣସିଟି ନୁହେଁ
Ans :A. ଆଲବୁମିନ
37. ଅଣ୍ଡାର ହଳଦିଆ ଅଂଶଟି ହେଉଛି —–?
A. ଆଲବୁମିନ
B. ପୀତକ
C. ଭ୍ୟାକୁଓଲ
D. କୌଣସିଟି ନୁହେଁ
Ans :B. ପୀତକ
38. ପ୍ରାଣୀ ଓ ଉଦ୍ଭିଦ ଶରୀରର ଆୟତନ ସହିତ —- ଆୟତନର କୌଣସି ସମ୍ୱନ୍ଧ ନାହିଁ ?
A. ଅଣ୍ଡା
B. କୋଷ
C. ଅଣୁଜୀବ
D ଟିସୁ
Ans :B. କୋଷ
39. କୋଷର ଆୟତନ ତାର —- ସହିତ ସଂପୃକ୍ତ ଅଟେ ?
A. କାର୍ଯ୍ୟ
B. ଅର୍ଥ
C. ମୂଲ୍ୟ
D. ତାପମାତ୍ରା
Ans :A. କାର୍ଯ୍ୟ
40. ହାତୀ ଓ ମୂଷାର —— କୋଷ ଦୀର୍ଘ ଓ ଶାଖାପ୍ରଶାଖା ଯୁକ୍ତ ?
A. କୋଷଜୀବକ
B. ନ୍ୟଷ୍ଟି
C. କୋଷଝିଲ୍ଲୀ
D.ସ୍ନାୟୁ କୋଷ
Ans : D.ସ୍ନାୟୁ କୋଷ
41. ଉଦ୍ଭିଦର —- ଜଳ ଓ ଖଣିଜ ଲବଣ ଅବଶୋଷଣ କରେ ?
A. ପତ୍ର
B. ଡାଳ
C. ଚେର
D. ମୂଳ
Ans :C. ଚେର
42. ଉଦ୍ଭିଦର —- ଅଂଶ ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟ କରିଥାଏ ?
A. ପତ୍ର
B. ଡାଳ
C. ଚେର
D. ମୂଳ
Ans :A. ପତ୍ର
43. ପ୍ରତ୍ୟକ ଅଙ୍ଗ କ୍ଷୁଦ୍ର ଅଂଶକୁ ନେଇ ଗଠିତ ଯାହାକୁ —- କୁହାଯାଏ ?
A. ଅଣ୍ଡା
B. କୋଷ
C. ଅଣୁଜୀବ
D ଟିସୁ
Ans :D. ଟିସୁ
44. —– କେତେଗୁଡିଏ ସମରୂପି ଓ ନିର୍ଦିଷ୍ଟ କାର୍ଯ୍ୟ କରୁଥିବା ଅସଂଖ୍ୟ କୋଷର ସମାହାର ?
A. ଅଣ୍ଡା
B. କୋଷ
C. ଅଣୁଜୀବ
D ଟିସୁ
Ans :D. ଟିସୁ
45. ଜୀବର ଅଙ୍ଗପତଙ୍ଗ —- ଟିସୁରେ ଗଠିତ ?
A. ଏକ
B. ଦୁଇଟି
C. ଦଶଟି
D. ଅସଂଖ୍ୟ
Ans :D. ଅସଂଖ୍ୟ
46. —- ଅସଂଖ୍ୟ କୋଷକୁ ନେଇ ଗଠିତ ?
A. ଅଣ୍ଡା
B. କୋଷ
C. ଅଣୁଜୀବ
D ଟିସୁ
Ans :D. ଟିସୁ
47. —— ହେଉଛି ଜୀବ ଶରୀରର ମୌଳିକ ଓ ଗାଠନିକ ଏକକ ?
A. ଅଣ୍ଡା
B. କୋଷ
C. ଅଣୁଜୀବ
D କବକ
Ans :B. କୋଷ
48. କୋଷର ମୌଳିକ ଅଂଶଗୁଡ଼ିକ ହେଉଛି ?
A. କୋଷଜୀବକ
B. ନ୍ୟଷ୍ଟି
C. କୋଷଝିଲ୍ଲୀ
D. ଉପରୋକ୍ତ ସମସ୍ତ
Ans :D. ଉପରୋକ୍ତ ସମସ୍ତ
49. —-ଦ୍ୱାରା କୋଷଜୀବକ ଓ ନ୍ୟଷ୍ଟିଝିଲି ଦ୍ୱାରା ନ୍ୟଷ୍ଟି ଆବୃତ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D. କୋଷଝିଲ୍ଲୀ
Ans :D. କୋଷଝିଲ୍ଲୀ
50. —– ଗୁଡିକ ଝିଲ୍ଲୀ ଦ୍ୱାରା ପରସ୍ପର ଠାରୁ ଏବଂ ବାହ୍ୟ ମାଧମଠାରୁ ମଧ୍ୟ ପୃଥକ ହୋଇରହିଥାନ୍ତି ?
A. ଅଣ୍ଡା
B. କୋଷ
C. ଅଣୁଜୀବ
D କବକ
Ans :B. କୋଷ
51. —- ଛିଦ୍ରଯୁକ୍ତ ଅଟେ ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D. କୋଷଝିଲ୍ଲୀ
Ans :D. କୋଷଝିଲ୍ଲୀ
52. —– କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରେ ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D. କୋଷଝିଲ୍ଲୀ
Ans :D. କୋଷଝିଲ୍ଲୀ
53. କେନ୍ଦ୍ର ରେ ଥିବା ଗୋଲାକୃତି ଗଢ଼ ଅଂଶ ହେଉଛି —–?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :B. ନ୍ୟଷ୍ଟି
54. କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥିବା ରାସାଳ ପଦାର୍ଥକୁ —— କୁହାଯାଏ ?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :A . କୋଷଜୀବକ
55. —— କୋଷକୁ ଏକ ଆକୃତି ଦେଇଥାଏ ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D. କୋଷଝିଲ୍ଲୀ
Ans :D. କୋଷଝିଲ୍ଲୀ
56. ଉଦ୍ଭିଦ କୋଷର ବାହାର ପଟେ —- କୋଷଝିଲ୍ଲୀକୁ ସୁରକ୍ଷ୍ୟା ପ୍ରଦାନ କରିଥାଏ ?
A . କୋଷଭିର୍ତ୍ତି
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :A . କୋଷଭିର୍ତ୍ତି
57. —– କୋଷ ବାୟୁମଣ୍ଡଳର ତାପମାତ୍ରା, ପବନର ବେଗ, ଓ ଆଦ୍ରତାକୁ ପ୍ରତିହତ କରିଥାଏ ?
A. ପିଆଜ
B. ଗାଲମୁନା
C. ଉଦ୍ଭିଦ କୋଷ
D. ପ୍ରାଣୀ କୋଷ
Ans :C. ଉଦ୍ଭିଦ କୋଷ
58. —- ଏକ ଜେଲି ଭଳି ପଦାର୍ଥ ଅଟେ ?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :A . କୋଷଜୀବକ
59. —— କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ରହିଅଛି ?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :A . କୋଷଜୀବକ
60. —– ରେ ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ଦେଖାଯାଆନ୍ତି ?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :A . କୋଷଜୀବକ
61. ମାଇଟ୍ରୋକଣ୍ଡ୍ରିଅନ, ଗଲଜିବଡ଼ି ଓ ରାଇବୋଜୋମ ଇତ୍ୟାଦି —– ରେ ଦେଖାଯାଏ ?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :A . କୋଷଜୀବକ
62. —– ହେଉଛି ଜୀବକୋଷର ମୁଖ୍ୟ ଅଂଶ ?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :B. ନ୍ୟଷ୍ଟି
63,. —— ଗୋଲାକାର ଓ କୋଷର କେନ୍ଦ୍ରରେ ଅବସ୍ଥିତ ଅଟେ?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :B. ନ୍ୟଷ୍ଟି
64. —–ଟି କୋଷଜୀବକ ଠାରୁ ନ୍ୟଷ୍ଟୀଝିଲ୍ଲୀ ଦ୍ୱାରା ପୃଥକ ହୋଇଥାଏ ?
A . କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :B. ନ୍ୟଷ୍ଟି
65. —– ଝିଲ୍ଲୀଟି ଛିଦ୍ରଯୁକ୍ତ ଅଟେ ?
A . କୋଷଜୀବକ
B. ନ୍ୟଷ୍ଟିଝିଲ୍ଲୀ
C.ଗୁଣସୂତ୍ର
D. ଜିନ
Ans :B. ନ୍ୟଷ୍ଟିଝିଲ୍ଲୀ
66. —- କୋଷଜୀବକ ଓ ନ୍ୟଷ୍ଟି ମଧକୁ ବିଭିନ୍ନ ପଦାର୍ଥ ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରେ ?
A. କୋଷଜୀବକ
B. ନ୍ୟଷ୍ଟିଝିଲ୍ଲୀ
C.ଗୁଣସୂତ୍ର
D. ଜିନ
Ans :B. ନ୍ୟଷ୍ଟିଝିଲ୍ଲୀ
67. ଅଧିକ ବର୍ଦ୍ଧନ ଥିବା ଅଣୁବିକ୍ଷଣ ଦ୍ୱାରା ନ୍ୟଷ୍ଟି ମଧରେ ଅନ୍ୟ ଏକ ଗୋଲାକାର ଅଙ୍ଗିକା ଦେଖାଯାଏ ତାହାକୁ —- କୁହାଯାଏ ?
A. କୋଷଜୀବକ
B. ନିନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :B. ନିନ୍ୟଷ୍ଟି
68. ନ୍ୟଷ୍ଟି ମଧ୍ୟରେ ଥିବା ସୂତାଭଳି ଅଂଶକୁ କଣ କୁହାଯାଏ ?
A. କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :C.ଗୁଣସୂତ୍ର
69. ଗୁଣସୂତ୍ର ଗୁଡିକ —- ବହନ କରେ ?
A. କୋଷଜୀବକ
B. ନ୍ୟଷ୍ଟି
C. ଆଦିପ୍ରରସ
D. ଜିନ
Ans :D. ଜିନ
70. —- ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ସଞ୍ଚରିତ ହୋଇଥାଏ ?
A. କୋଷଜୀବକ
B. ନ୍ୟଷ୍ଟି
C. ଆଦିପ୍ରରସ
D. ଜିନ
Ans :D. ଜିନ
71. କୋଷ ବିଭାଜନ ବେଳେ —– ସ୍ପଷ୍ଟ ଦେଖିହୁଏ ?
A. କୋଷଜୀବକ
B. ନ୍ୟଷ୍ଟି
C.ଗୁଣସୂତ୍ର
D. ଜିନ
Ans :C.ଗୁଣସୂତ୍ର
72. —– ଵଂଶଗତିର ଏକକ ଅଟେ ?
A. କୋଷଜୀବକ
B. ନ୍ୟଷ୍ଟି
C. ଆଦିପ୍ରରସ
D. ଜିନ
Ans :D. ଜିନ
73. ବଂଶଗତିରେ —- ର ଭୂମିକା ରହିଛି ?
A. କୋଷଜୀବକ
B. ନ୍ୟଷ୍ଟି
C. ଆଦିପ୍ରରସ
D. ପ୍ରୋଟୋପ୍ଲାଜମ
Ans :B. ନ୍ୟଷ୍ଟି
74. —- କୋଷର ବିଭିନ୍ନ କାର୍ଯ୍ୟ ନିୟନ୍ତ୍ରଣର କେନ୍ଦ୍ର ଅଟେ ,?
A. କୋଷଜୀବକ
B. ନ୍ୟଷ୍ଟି
C. ଆଦିପ୍ରରସ
D. ପ୍ରୋଟୋପ୍ଲାଜମ
Ans :B. ନ୍ୟଷ୍ଟି
75. ଏକ ଜୀବନ୍ତ କୋଷରେ ଥିବା ସମସ୍ତ ପଦାର୍ଥକୁ —– କୁହାଯାଏ ?
A. କୋଷଜୀବକ
B. ନ୍ୟଷ୍ଟି
C. ଆଦିପ୍ରରସ
D. ପ୍ରୋଟୋପ୍ଲାଜମ
Ans :D. ପ୍ରୋଟୋପ୍ଲାଜମ
76. —— କୋଷଜୀବକ ଓ ନ୍ୟଷ୍ଟିକୁ ନେଇ ଗଠିତ ?
A. କୋଷଜୀବକ
B. ନ୍ୟଷ୍ଟି
C. ଆଦିପ୍ରରସ
D. ପ୍ରୋଟୋପ୍ଲାଜମ
Ans :D. ପ୍ରୋଟୋପ୍ଲାଜମ
77. —– ହେଉଛି କୋଷର ଜୀବନ୍ତ ପଦାର୍ଥ ?
A. କୋଷଜୀବକ
B. ନ୍ୟଷ୍ଟି
C. ଆଦିପ୍ରରସ
D. ପ୍ରୋଟୋପ୍ଲାଜମ
Ans :C. ଆଦିପ୍ରରସ
78. ଯେଉଁ କୋଷରେ ନ୍ୟଷ୍ଟିର ନ୍ୟାଷ୍ଟୀଝିଲ୍ଲୀ ନଥାଏ ତାକୁ —– କୁହାଯାଏ ?
A. ପ୍ରାକ ନ୍ୟଷ୍ଟିୟ କୋଷ
B. ସୁନ୍ୟଷ୍ଟିୟ
C. ଭ୍ୟାକୁଓଲ
D. ଉପରୋକ୍ତ ସମସ୍ତ
Ans :A. ପ୍ରାକ ନ୍ୟଷ୍ଟିୟ କୋଷ
79. ବୀଜାଣୁ, ନୀଳହରୀତ ଶୈବାଳ ଆଦି —– କୋଷର ଉଦାହରଣ?
A. ପ୍ରାକ ନ୍ୟଷ୍ଟିୟ କୋଷ
B. ସୁନ୍ୟଷ୍ଟିୟ
C. ଭ୍ୟାକୁଓଲ
D. ଉପରୋକ୍ତ ସମସ୍ତ
Ans :A. ପ୍ରାକ ନ୍ୟଷ୍ଟିୟ କୋଷ
80. ଯେଉଁ କୋଷରେ ନ୍ୟଷ୍ଟିର ନ୍ୟଷ୍ଟୀଝିଲ୍ଲୀ ଥାଏ ତାକୁ —– କୁହାଯାଏ ?
A. ପ୍ରାକ ନ୍ୟଷ୍ଟିୟ କୋଷ
B. ସୂନ୍ୟଷ୍ଟିୟ
C. ଭ୍ୟାକୁଓଲ
D. ଉପରୋକ୍ତ ସମସ୍ତ
Ans :B. ସୁନ୍ୟଷ୍ଟିୟ
81. ପିଆଜ, ଗଲାମୁନରେ ଥିବା କୋଷ ଇତ୍ୟାଦି —- କୋଷର ଉଦାହରଣ?
A. ପ୍ରୋକ୍ୟାରିଓଟସ
B. ସୂନ୍ୟଷ୍ଟିୟ
C. ଭ୍ୟାକୁଓଲ
D. ଉପରୋକ୍ତ ସମସ୍ତ
Ans :B. ସୁନ୍ୟଷ୍ଟିୟ
82.ବୀଜାଣୁ ଓ ନୀଳହରୀତ ଶୈବାଳକୁ —– କୁହାଯାଏ ?
A. ପ୍ରୋକ୍ୟାରିଓଟସ
B. ଯୁକ୍ୟାରିଓଟସ
C. ଭ୍ୟାକୁଓଲ
D. ଉପରୋକ୍ତ ସମସ୍ତ
Ans :A. ପ୍ରୋକ୍ୟାରିଓଟସ
83. ଅନ୍ୟ ସମସ୍ତ ଜୀବକୁ —- କୁହାଯାଏ ?
A. ପ୍ରୋକ୍ୟାରିଓଟସ
B. ଯୁକ୍ୟାରିଓଟସ
C. ଭ୍ୟାକୁଓଲ
D. ଉପରୋକ୍ତ ସମସ୍ତ
Ans :B. ଯୁକ୍ୟାରିଓଟସ
84. —– କୋଷରେ ଥିବା ରସଧାନୀ ବୃହତ୍କାର ?
A. ପିଆଜ
B. ଗାଲମୁନା
C. ଉଦ୍ଭିଦ କୋଷ
D. ପ୍ରାଣୀ କୋଷ
Ans :A. ପିଆଜ
85. ରସଧାନୀକୁ ଆଉ କଣ କୁହାଯାଏ ?
A. ପ୍ରୋକ୍ୟାରିଓଟସ
B. ଯୁକ୍ୟାରିଓଟସ
C. ଭ୍ୟାକୁଓଲ
D. ଉପରୋକ୍ତ ସମସ୍ତ
Ans :C. ଭ୍ୟାକୁଓଲ
86. —– କୋଷରେ ଥିବା ରସଧାନୀ କ୍ଷୁଦ୍ରକାର ?
A. ପିଆଜ
B. ଗାଲମୁନା
C. ଉଦ୍ଭିଦ କୋଷ
D. ପ୍ରାଣୀ କୋଷ
Ans : ଗାଲମୁନା
87. ଉଦ୍ଭିଦ କୋଷରେ ରସଧାନୀ କିପରି ଅଟେ?
A . କ୍ଷୁଦ୍ରତର
B. ବୃହତର
C. ମାଧ୍ୟମ
D. କୌଣସିଟି ନୁହେଁ
Ans :B. ବୃହତର
88. ପ୍ରାଣୀ କୋଷରେ ରସଧାନୀ କିପରି ଅଟେ?
A. କ୍ଷୁଦ୍ରତର
B. ବୃହତର
C. ମାଧ୍ୟମ
D. କୌଣସିଟି ନୁହେଁ
Ans : . A. କ୍ଷୁଦ୍ରତର
89. ଟ୍ରଡ଼ିସକାନସିଆ ପତ୍ରରେ କୋଷଜୀବକ ଏଣେତେଣେ ହୋଇ ଦେଖାଯାନ୍ତି ସେଗୁଡିକ ବିଭିନ୍ନ ରଙ୍ଗର ତାହାକୁ —- କୁହାଯାଏ ?
A. ହରିତଲବକ
B. ଲବକ
C. ରସଧାନୀ
D. କୌଣସିଟି ନୁହେଁ
Ans :B. ଲବକ
90. ଲବକ ଗୁଡିକ ସବୁଯାକଣା ଧାରଣ କଲେ ତାହାକୁ କଣ କୁହାଯାଏ ?
A. ହରିତଲବକ
B. ଲବକ
C. ରସଧାନୀ
D. କୌଣସିଟି ନୁହେଁ
Ans : A. ହରିତଲବକ
91. —– ରେ ଥିବା ସବୁଜ କଣା ଖାଦ୍ୟ ପ୍ରସ୍ତୁତି ପାଇଁ ଅପରିହାର୍ଯ୍ୟ ?
A. ହରିତଲବକ
B. ଲବକ
C. ରସଧାନୀ
D. କୌଣସିଟି ନୁହେଁ
Ans :. ହରିତଲବକ
92. —– କୋଷର କୋଷଜୀବକ ଥାଏ?
A.. ଉଦ୍ଭିଦ କୋଷ
B. ପ୍ରାଣୀକୋଷ
C. Both A&b
D. କୌଣସିଟି ନୁହେଁ
Ans :B. ପ୍ରାଣୀକୋଷ
93. —– କୋଷର କୋଷଭିର୍ତ୍ତି ନଥାଏ?
A. ଉଦ୍ଭିଦ କୋଷ
B. ପ୍ରାଣୀକୋଷ
C. Both A&b
D. କୌଣସିଟି ନୁହେଁ
Ans :B. ପ୍ରାଣୀକୋଷ
94. —– କୋଷର ନ୍ୟଷ୍ଟି ଥାଏ?
A. ଉଦ୍ଭିଦ କୋଷ
B. ପ୍ରାଣୀକୋଷ
C. Both A&b
D. କୌଣସିଟି ନୁହେଁ
Ans :C. Both A&b
95. —– କୋଷର କୋଷଭିର୍ତ୍ତି ଥାଏ?
A. ଉଦ୍ଭିଦ କୋଷ
B. ପ୍ରାଣୀକୋଷ
C. Both A&b
D. କୌଣସିଟି ନୁହେଁ?
Ans :A. ଉଦ୍ଭିଦ କୋଷ

Leave a Comment