Discover the importance of conserving plants and animals in Class 8 Science Chapter 7: Conservation of Plants and Animals (ଉଦ୍ଭିଦ ଓ ପ୍ରାଣୀମାନଙ୍କର ସଂରକ୍ଷଣ). Learn about biodiversity, endangered species, deforestation, and conservation strategies in this comprehensive guide
Class -8
Science
Chapter -7
Subject : ଉଦ୍ଭିଦ ଓ ପ୍ରାଣୀମାନଙ୍କର ସଂରକ୍ଷଣ
( conservation of plants and animals?
1. ଆମ ରାଜ୍ୟରେ ସର୍ବମୋଟ —- ଟି ଅଭୟରଣ୍ୟ ରହିଛି ?
A.44
B.54
C.17
D.15
Ans :C. 17
2. ଓଡ଼ିଶାର ସଂରକ୍ଷିତ ଜଙ୍ଗଲର ଆୟତନ —- ବର୍ଗ କିଲୋମିଟରରୁ ସାମାନ୍ୟ ଅଧିକ ?
A.26000
B.45000
C.34000
D. 2389
Ans :A. 26000
3. —- ରେ ଗୋଟିଏ ମାତ୍ର ଜାତୀୟ ଉଦ୍ୟାନ ରହିଛି?
A. ଓଡିଶା
B. ଭାରତ
C. ଜାପାନ
D. କେରଳ
Ans :A. ଓଡିଶା
4. ଓଡିଶାର ଗୋଟିଏ ମାତ୍ର ଜାତୀୟ ଉଦ୍ୟାନ ରହିଛି —– ଅଭୟରଣ୍ୟ?
A. ଶିମିଳିପାଳ ଅଭୟରଣ୍ୟ
B. ଭିତରକନିକା ଅଭୟରଣ୍ୟ
C. ଟିକରପଡା ଭୟରଣ୍ୟ
D. କୌଣସିଟି ନୁହେଁ
Ans :B. ଭିତରକନିକା ଅଭୟରଣ୍ୟ
5. ଭିତରକନିକା ଅଭୟରଣ୍ୟର ଅବସ୍ଥିତି ପ୍ରାୟ —– ବର୍ଗ କି. ମି. ପରିମିତ ଅଞ୍ଚଳ ?
A.156
B. 145
C. 567
D. 123
Ans :B. 145
6. ଉଦ୍ଭିଦ ଓ ପ୍ରାଣୀ ପ୍ରତି ଏକ ମୁଖ୍ୟ ବିପଦ ହେଉଛି —-?
A. ମୃତ୍ତିକାକ୍ଷୟ
B. ଜଙ୍ଗଲକ୍ଷୟ
C. ଜଳଧାରଣା
D. ବିଶ୍ୱତାପନ
Ans :B. ଜଙ୍ଗଲକ୍ଷୟ
7. —- ର ଅର୍ଥ ବୃକ୍ଷ୍ୟଲତା ସବୁ ନଷ୍ଟକରି ସେହି ଜାଗାକୁ ଅନ୍ୟ କୌଣସି କାମରେ ବ୍ୟବହାର କରିବା?
A. ମୃତ୍ତିକାକ୍ଷୟ
B. ଜଙ୍ଗଲକ୍ଷୟ
C. ଜଳଧାରଣା
D. ବିଶ୍ୱତାପନ
Ans :B. ଜଙ୍ଗଲକ୍ଷୟ
8.ଜଙ୍ଗଲରେ ନିଆଁ ଲାଗିବା ଏବଂ ଘୋର ମରୁଡି ମଧ୍ୟ ଜଙ୍ଗଲକ୍ଷୟର କେତେକ —- କାରଣ ହୋଇଥାଏ ?
A. କୃତ୍ରିମ
B. ପ୍ରାକୃତିକ
C. ମନୁଷ୍ୟକୃତ
D କୌଣସିଟି ନୁହେଁ
Ans :B. ପ୍ରାକୃତିକ
9. —– ଯୋଗୁଁ ପ୍ରକୃତିର ଭାରସାମ୍ୟ ନଷ୍ଟ ହେଉଛି ?
A. ମୃତ୍ତିକାକ୍ଷୟ
B. ଜଙ୍ଗଲକ୍ଷୟ
C. ଜଳଧାରଣା
D. ବିଶ୍ୱତାପନ
Ans :B. ଜଙ୍ଗଲକ୍ଷୟ
10. ଆଲୋକଶ୍ଲେଷଣ ପାଇଁ ଉଦ୍ଭିଦ —— ଦରକାର କରିଥାଏ ?
A. ଅଙ୍ଗାରକାମ୍ଳ
B. ଅମ୍ଳଜାନ
C. ଉଦଜାନ
D. ହିଲିୟମ
Ans :A. ଅଙ୍ଗାରକାମ୍ଳ
11. ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇଲେ ପୃଥିଵୀରୁ ବିକିରିତ ତାପଶୋଷଣ କରିବା ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧିପାଏ ତାହା —– ର ମୁଖ୍ୟ କାରଣ?
A. ମୃତ୍ତିକାକ୍ଷୟ
B. ଜଙ୍ଗଲକ୍ଷୟ
C. ଜଳଧାରଣା
D. ବିଶ୍ୱତାପନ
Ans :D. ବିଶ୍ୱତାପନ
12.—– ଯୋଗୁଁ ଜଳଚକ୍ର ବାଧାପ୍ରାପ୍ତ ହେଉଛି ଓ ବୃଷ୍ଟିପାତ କମିଯାଉଛି ?
A. ମୃତ୍ତିକାକ୍ଷୟ
B. ଜଙ୍ଗଲକ୍ଷୟ
C. ଜଳଧାରଣା
D. ବିଶ୍ୱତାପନ
Ans :D. ବିଶ୍ୱତାପନ
13. ଗଛ ସଂଖ୍ୟା କମିଗଲେ ମୃତ୍ତିକାର ଉପରସ୍ତର ବାହାର କରାଗଲେ ତାର ଉର୍ବରତା ନଷ୍ଟ ହୁଏ ଫଳରେ ଧୀରେ ଧୀରେ ଉର୍ବର ମୃତ୍ତିକା ମରୁଭୂମିରେ ପରିଣତ ହୋଇଥାଏ ତାହାକୁ କଣ କୁହାଯାଏ ?
A.ଜାତୀୟ ଉଦ୍ୟାନ
B. ମରୁଭୂମିକରଣ
C.ଜୈବବିଭିଦତା
D. ଅଭୟରଣ୍ୟ
Ans :B. ମରୁଭୂମିକରଣ
14. ଜଙ୍ଗଲ ସମ୍ପଦ ନଷ୍ଟ ହେଵା ଫଳରେ ମାଟିର —- କ୍ଷମତା କମିଯାଇଥାଏ ?
A. ଉର୍ବର
B. ଘର କରିବା
C. ଜଳଧାରଣ
D. କୌଣସିଟି ନୁହେଁ
Ans :C. ଜଳଧାରଣ
15. —– କହିଲେ ପୃଥିବୀ ପୃଷ୍ଟରେ ବାସ କରୁଥିବସ ବିଭିନ୍ନ ରକମର ଉଦ୍ଭିଦ ଓ ପ୍ରାଣୀ ସେମାନଙ୍କ ମଧ୍ୟରେ ରହିଥିବା ପାରସ୍ପରିକ ସମ୍ପର୍କ ଓ ପରିବେଶ ସହ ସେମାନଙ୍କ ସମ୍ପର୍କକୁ ବୁଝାଇଥାଏ ?
A.ଜାତୀୟ ଉଦ୍ୟାନ
B. ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
C.ଜୈବବିଭିଦତା
D. ଅଭୟରଣ୍ୟ
Ans : C.ଜୈବବିଭିଦତା
16. କେଉଁମାନଙ୍କର ସଂରକ୍ଷଣ ପାଇଁ ଅଭୟରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ପ୍ରକଳ୍ପ ରହିଅଛି?
A. ଭଗବାନ
B. ମଣିଷ
C. ପ୍ରାଣୀ ଓ ଉଦ୍ଭିଦ
D. କୌଣ୍ଡୀତି ନୁହେଁ
Ans :C. ପ୍ରାଣୀ ଓ ଉଦ୍ଭିଦ
17. —– ଜୀବଜନ୍ତୁ ସୁରକ୍ଷା ପାଇଁ ଉଦିଷ୍ଟ?
A.ଜାତୀୟ ଉଦ୍ୟାନ
B. ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
C.ଜୈବବିଭିଦତା
D. ଅଭୟରଣ୍ୟ
Ans :D. ଅଭୟରଣ୍ୟ
18. —- ଅଞ୍ଚଳରେ ଜୀବଜନ୍ତୁ ଏବଂ ବୃକ୍ଷରାଜି ପ୍ରାକୃତିକ ପରିବେଶ ତଥା ସମ୍ପଦକୁ ସ୍ୱଚ୍ଛନ୍ଦରେ ବ୍ୟବହାର କରିପାରିବେ ?
A.ଜାତୀୟ ଉଦ୍ୟାନ
B. ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
C.ଜୈବବିଭିଦତା
D. ଅଭୟରଣ୍ୟ
Ans : A.ଜାତୀୟ ଉଦ୍ୟାନ
19. —— ବନ୍ୟଜନ୍ତୁ, ଉଦ୍ଭିଦ ତଥା ପ୍ରାଣୀ ସମ୍ପଦର ରକ୍ଷଣବେକ୍ଷଣ ଏବଂ ସମ୍ପୃକ୍ତ ଆଦିବାସୀ ମାନଙ୍କ ପାରମ୍ପରିକ ଜୀବନ ଶୈଳୀଙ୍କୁ ସୁରକ୍ଷା ପାଇଁ ଉଦିଷ୍ଟ ବିଶାଳ ସଂରକ୍ଷିତ?
A.ଜାତୀୟ ଉଦ୍ୟାନ
B. ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
C.ଜୈବବିଭିଦତା
D. ଅଭୟରଣ୍ୟ
Ans : ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
20. ଜୈବବିଭିଦତାର ସଂରକ୍ଷଣ ପାଇଁ —– ସଂରକ୍ଷିତ ସ୍ଥାନ ରହିଥାଏ ?
A.ଜାତୀୟ ଉଦ୍ୟାନ
B. ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
C.ଜୈବବିଭିଦତା
D. ଅଭୟରଣ୍ୟ
Ans : B. ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
21. —— ହେଉଛି ଉଦ୍ଭିଦ, ପ୍ରାଣୀ କ ଅଣୁଜୀବଙ୍କର ପ୍ରକାରଭେଦ ?
A . ଜାତୀୟ ଉଦ୍ୟାନ
B. ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
C.ଜୈବବିଭିଦତା
D. ଅଭୟରଣ୍ୟ
Ans : C.ଜୈବବିଭିଦତା
22. ନିର୍ଦିଷ୍ଟ ଅଞ୍ଚଳରେ ରହୁଥିବା ଉଦ୍ଭିଦ ଓ ପ୍ରାଣୀକୁ ସେହି ଅଞ୍ଚଳର ଉଦ୍ଭିଦ ସମୂହ ଓ —– କୁହାଯାଏ ?
A. ଉଦ୍ଭିଦ ସମୂହ
B. ପ୍ରାଣୀକୁଳ
C. ଜୈବବିଭିଦତା
D. ସ୍ଥାନୀୟ ଜାତି
Ans :B. ପ୍ରାଣୀକୁଳ
23. ଶାଳ, ଶାଗୁଆନ, ଜାମୁ ଆମ୍ବ, ଅର୍ଜୁନ ଇତ୍ୟାଦି ଜୀବମଣ୍ଡଳ ସଂରକ୍ଷିତ ସ୍ଥାନର କେତେକ —– ର ଉଦାହରଣ ?
A. ଉଦ୍ଭିଦ ସମୂହ
B. ପ୍ରାଣୀକୁଳ
C. ଜୈବବିଭିଦତା
D. ସ୍ଥାନୀୟ ଜାତି
Ans :A. ଉଦ୍ଭିଦ ସମୂହ
24. ହରିଣ ନୀଳଗାଇ, ଚିତାବାଘ, ଜଙ୍ଗଲୀ କୁକୁର, ଗଧିଆ ଇତ୍ୟାଦି ପଚମାରି ଜୀବମଣ୍ଡଳ ସଂରକ୍ଷିତ ସ୍ଥାନର କେତେକ —- ର ଉଦାହରଣ?
A. ଉଦ୍ଭିଦ ସମୂହ
B. ପ୍ରାଣୀକୁଳ
C. ଜୈବବିଭିଦତା
D. ସ୍ଥାନୀୟ ଜାତି
Ans :B. ପ୍ରାଣୀକୁଳ
25. ——- ଅରଣ୍ୟରେ ଶିମିଳି, ଅର୍ଜୁନ, ଅଶୋକ, ଜାମୁ, ଚମ୍ପା, ମହୁଲ, ପିଆଶାଳ, ଆଦି ଦେଖିବାକୁ ମିଳେ ?
A. ପଚମାରି
B. ଭିତରକନିକା
C. ଶିମିଳିପାଳ
D. ଉପକ୍ରାନ୍ତୀୟ
Ans :C. ଶିମିଳିପାଳ
26. ଚିତାବାଘ, ହେଟା, ବରାହା, ଗୟଲ, ସମ୍ବର, ହନୁମାଙ୍କଡ, ପାତିମାଙ୍କଡ଼, ବଜ୍ରକାପ୍ତା, ଅହିରାଜ ନାଗ , ମୟୂର, ପରି ଅନେକ ପ୍ରାଣୀଙ୍କ ବାସସ୍ଥାନ ଭାବେ —— ପ୍ରସିଦ୍ଧ ?
A. ପଚମାରି
B. ଭିତରକନିକା
C. ଶିମିଳିପାଳ
D. ଉପକ୍ରାନ୍ତୀୟ
Ans :C. ଶିମିଳିପାଳ
27. ପଚମାରୀର ଏକ ଘଞ୍ଚ ଜଙ୍ଗଲ ଅଞ୍ଚଳରେ —- ବାସ କରେ ?
A. ଡାଇନୋସର
B.ଗୁଣ୍ଡୁଚି ମୂଷା
C. ହାତୀ
D. ଚିତା ବାଘ
Ans : B.ଗୁଣ୍ଡୁଚି ମୂଷା
28. —- ର ଲାଞ୍ଜ ବେଶ ଲୋମଶ ?
A. ଡାଇନୋସର
B.ଗୁଣ୍ଡୁଚି ମୂଷା
C. ହାତୀ
D. ଚିତା ବାଘ
Ans : B.ଗୁଣ୍ଡୁଚି ମୂଷା
29. —– କୁ ବୃହତ ଗୁଣ୍ଡୁଚି କୁହାଯାଏ ?
A. ଡାଇନୋସର
B.ଗୁଣ୍ଡୁଚି
C. ହାତୀ
D. ଚିତା ବାଘ
Ans : B.ଗୁଣ୍ଡୁଚି
30. —- ପଚମାରି ଜଙ୍ଗଲର ସ୍ଥାନୀୟ ଵା ସ୍ୱଞ୍ଚାଳୀୟ ଜାତି ଅଟେ ?
A. ଡାଇନୋସର
B.ଗୁଣ୍ଡୁଚି
C. ହାତୀ
D. ଚିତା ବାଘ
Ans : B.ଗୁଣ୍ଡୁଚି
31. ଉଦ୍ଭିଦ ଏବଂ ପ୍ରାଣୀମାଙ୍କର ଯେଉଁ ଜାତିଗୁଡିକ କେବଳ ଗୋଟିଏ ଜାଗାରେ ବାସ କରନ୍ତି ସେଗୁଡିକୁ ସେଠାକାର କଣ କୁହାଯାଏ ?
A. ସ୍ଥାନୀକ ଜାତି
B. ପଚମାରି ଜୈବମଣ୍ଡଳ
C. ଜାତି
D. ପ୍ରଜନନଶୀଳ ଅପତ୍ୟ
Ans :A. ସ୍ଥାନୀକ ଜାତି
32. ପଚମାରି ଜୈବମଣ୍ଡଳ ରେ ଶାଳ ଓ ବଣୁଆ ଆମ୍ବ ଗଛ —- ଉଦ୍ଭିଦ ଅଟେ?
A. ସ୍ଥାନୀକ ଜାତି
B. ପଚମାରି ଜୈବମଣ୍ଡଳ
C. ଜାତି
D. ପ୍ରଜନନଶୀଳ ଅପତ୍ୟ
Ans :A. ସ୍ଥାନୀକ ଜାତି
33. ଭାରତର ବୃହତ ଗୁଣ୍ଡୁଚି —- ଜୈବମଣ୍ଡଳରେ ଦେଖାଯାଏ ?
A. ସ୍ଥାନୀକ ଜାତି
B. ପଚମାରି ଜୈବମଣ୍ଡଳ
C. ଜାତି
D. ପ୍ରଜନନଶୀଳ ଅପତ୍ୟ
Ans :B. ପଚମାରି ଜୈବମଣ୍ଡଳ
34. ଭାରତର ବୃହତ ଗୁଣ୍ଡୁଚି, ଓ ଉଡ଼ନ୍ତା ଗୁଣ୍ଡୁଚି ଏଠାକାର —- ପ୍ରାଣୀ ଭାବେ ଦେଖାଯାନ୍ତି ?
A. ସ୍ଥାନୀକ ଜାତି
B. ପଚମାରି ଜୈବମଣ୍ଡଳ
C. ଜାତି
D. ପ୍ରଜନନଶୀଳ ଅପତ୍ୟ
Ans :A. ସ୍ଥାନୀକ ଜାତି
35. ପରସ୍ପର ମଧ୍ୟରେ ପ୍ରଜନନ କରିପାରୁଥିବା ଗୋଟିଏ ଗୋଷ୍ଠିର ସବୁ ଉଦ୍ଭିଦ କିମ୍ବା ପ୍ରାଣୀକୁ —-ବୋଲି କୁହାଯାଏ ?
A. ସ୍ଥାନୀକ ଜାତି
B. ପଚମାରି ଜୈବମଣ୍ଡଳ
C. ଜାତି
D. ପ୍ରଜନନଶୀଳ ଅପତ୍ୟ
Ans :C. ଜାତି
36.ଏକ ଜାତିର ଉଦ୍ଭିଦ କିମ୍ବା ପ୍ରାଣୀର ସେହି ଜାତିର ଉଦ୍ଭିଦ କିମ୍ବା ପ୍ରଣୀ ସହ ପ୍ରଜନନ ହେବ ଦ୍ୱାରା —- ଅପତ୍ୟ ଜାତ ହୋଇଥାନ୍ତି ?
A. ସ୍ଥାନୀକ ଜାତି
B. ପଚମାରି ଜୈବମଣ୍ଡଳ
C. ଜାତି
D. ପ୍ରଜନନଶୀଳ
Ans :D. ପ୍ରଜନନଶୀଳ
37. ଜଙ୍ଗଲ ସୁରକ୍ଷା ଭଳି ବନ୍ୟଜୀବକୁ ରକ୍ଷ୍ୟକରିଵା ଓ ଉପଯୁକ୍ତ ବାସସ୍ଥଳୀ ଯୋଗାଇଦେବା ପାଇଁ —– ରହିଥାଏ ?
A. ଅଭୟରଣ୍ୟ
B. ଜାତୀୟ ଉଦ୍ୟାନ
C. ପ୍ରକୃତିର ପରିବେଶ
D. କୌଣସିଟି ନୁହେଁ
Ans :. ଅଭୟରଣ୍ୟ
38. —– ରେ କୌଣସି ପ୍ରାଣୀକୁ ଶିକାର କରିବା, ସେମାନଙ୍କୁ ଗୁଳିକରି ଵା ଫାଶ ବସାଇ ଧରିବା ନିଷେଧ ହୋଇଥାଏ ?
A. ଅଭୟରଣ୍ୟ
B. ଜାତୀୟ ଉଦ୍ୟାନ
C. ପ୍ରକୃତିର ପରିବେଶ
D. କୌଣସିଟି ନୁହେଁ
Ans :. ଅଭୟରଣ୍ୟ
39. —– ହେଉଛି ଭିତରକନିକା ଜାତୀୟ ଉଦ୍ୟାନର ଅନ୍ୟତମ ବିଶେଷତ୍ୱ?
A. ଅଭୟରଣ୍ୟ
B. ଜାତୀୟ ଉଦ୍ୟାନ
C. ହେନ୍ତାଳ ବନ
D. କୌଣସିଟି ନୁହେଁ
And :C. ହେନ୍ତାଳ ବନ
40. ପୃଥିବୀରେ —– ଜାତିର ଲୁଣ ଉଦ୍ଭିଦ ଦେଖାଯାଉଥିଲା ?
A.5
B. 34
C. 72
D.54
Ans :. 72
41. ପୃଥିବୀରେ ଦେଖାଯାଉଥିବା 72 ଜାତିର ଲୁଣ ଉଦ୍ଭିଦ ଭିତରୁ —- ଜାତିର ଲୁଣ ଉଦ୍ଭିଦ ଦେଖାଯାଏ ?
A .5
B. 63
C. 72
D.54
Ans :. 63
42. —- ଜାତୀୟ ଉଦ୍ୟାନ ହେଉଛି ଭାରତର ପ୍ରଥମ ସଂରକ୍ଷିତ ଜଙ୍ଗଲ ?
A. ପଚମାରି
B. ସାତପୁରା
C. ଭିତରକନିକା
D. ଶିମିଳିପାଳ
Ans :B. ସାତପୁରା
43. ସାତପୁରା ଜାତୀୟ ଉଦ୍ୟାନ ରେ ସବୁଠାରୁ ଉତ୍କୃଷ୍ଟ —- ଗଛ ଦେଖାଯାଏ ?
A.ଆମ୍ବ
B. ଶାଗୁଆନ
C. ଚନ୍ଦନ
D. ଶିଶୁ
Ans :. ଶାଗୁଆନ
44. — ଜାତୀୟ ଉଦ୍ୟାନରେ କେତେକ ପ୍ରସ୍ତର ନିର୍ମିତ ବାସସ୍ଥଳୀ ଦେଖାଯାଏ ?
A.ପଚମାରି
B. ସାତପୁରା
C. ଭିତରକନିକା
D. ଶିମିଳିପାଳ
Ans :B. ସାତପୁରା
45. ପଚମାରୀ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନରେ —– ଟି ଶିଳା ଲିପି ଚିହ୍ନଟ ହୋଇଛି ?
A .55
B. 63
C. 72
D.54
Ans :A . 55
46. —- ଭାରତର ଜାତୀୟ ପଶୁ ଅଟେ ?
A. ବାଘ
B. ଛେଳି
C. ମୟୂର
D. ବିଲେଇ
Ans :A. ବାଘ
47. ଦେଶରେ ବାଘ ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାର —– ପ୍ରକଳ୍ପ ହାତକୁ ନେଇଛନ୍ତି ?
A. ବ୍ୟାଘ୍ର ପ୍ରକଳ୍ପ
B. ହରିଣ ପ୍ରକଳ୍ପ
C. ମେଣ୍ଢା ପ୍ରକଳ୍ପ
D. କୌଣସିଟି ନୁହେଁ
Ans :A. ବ୍ୟାଘ୍ର ପ୍ରକଳ୍ପ
48. ବାଘମାନଙ୍କୁ ବଞ୍ଚାଇ ରଖି ତାଙ୍କର ବଂଶ ବୃଦ୍ଧି କରିବା ହେଉଛି —– ଯୋଜନାର ମୁଖ୍ୟ ଉଦ୍ୟେଶ
A. ବ୍ୟାଘ୍ର ପ୍ରକଳ୍ପ
B. ହରିଣ ପ୍ରକଳ୍ପ
C. ମେଣ୍ଢା ପ୍ରକଳ୍ପ
D. କୌଣସିଟି ନୁହେଁ
Ans :A. ବ୍ୟାଘ୍ର ପ୍ରକଳ୍ପ
49. —— ର ବ୍ୟାଘ୍ର ସଂରକ୍ଷଣ ସ୍ଥଳ ବ୍ୟାଘ୍ର ପ୍ରକଳ୍ପର ଉଦାହରଣ ?
A.ପଚମାରି
B. ସାତପୁରା
C. ଭିତରକନିକା
D. ଶିମିଳିପାଳ
Ans :B. ସାତପୁରା
50. ଆମ ରାଜ୍ୟର —- ଠାରେ ଗୋଟିଏ ବ୍ୟାଘ୍ର ପ୍ରକଳ୍ପ ଅଛି?
A.ସୁନାବେଢା
B. ସାତପୁରା
C. ଭିତରକନିକା
D. ଶିମିଳିପାଳ
Ans :D. ଶିମିଳିପାଳ
51. ନୂଆପଡା ଜିଲ୍ଲାର —– ଠାରେ ଏକ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ଦେଇଛନ୍ତି ?
A.ସୁନାବେଢା
B. ସାତପୁରା
C. ଭିତରକନିକା
D. ଶିମିଳିପାଳ
Ans : A.ସୁନାବେଢା
52. —– ବ୍ୟାଘ୍ର ସଂରକ୍ଷଣସ୍ଥଳର ଏକ ବିଶେଷତ୍ୱ ହେଉଛି ସେଠାରେ ଆଖିଦୃଶିଆ ବାଘ ବଂଶବୃଦ୍ଧି ପାଇବାରେ ଲାଗିଛି ?
A.ପଚମାରି
B. ସାତପୁରା
C. ଭିତରକନିକା
D. ଶିମିଳିପାଳ
Ans :B. ସାତପୁରା
53. ଯେଉଁ ପ୍ରାଣୀମାନଙ୍କର ସଂଖ୍ୟା କ୍ରମଶଃ କମି ସେମାନେ ବିଲୋପ ହେବାକୁ ବସିଲେଣି ସେଗୁଡିକୁ —– ପ୍ରାଣୀ କୁହାଯାଏ ?
A. ବିପଦଗ୍ରସ୍ତ ଜାତି
B. ବିଲୁପ୍ତ ଜାତି
C. ପରିବ୍ରଜନ
D. କୌଣସିଟି ନୁହେଁ
Ans :A. ବିପଦଗ୍ରସ୍ତ ଜାତି
54. —— ଜାତୀୟ ଜୀବମାନେ ପୃଥିବୀ ପୃଷ୍ଟରେ ଦେଖାଯାଉନାହାନ୍ତି?
A. ଡାଇନୋସର
B. ଗୁଣ୍ଡୁଚି ମୂଷା
C. ହରିଣ
D. ଚିତା ବାଘ
Ans :A. ଡାଇନୋସର
55. . ଡାଇନୋସର ଜାତୀୟ ଜୀବମାନେ ପୃଥିବୀ ପୃଷ୍ଟରେ ଦେଖାଯାଉନାହାନ୍ତି ଏମାନଙ୍କୁ —- ଜାତିର କୁହାଯାଏ ?
A. ବିପଦଗ୍ରସ୍ତ ଜାତି
B. ବିଲୁପ୍ତ ଜାତି
C. ପରିବ୍ରଜନ
D. କୌଣସିଟି ନୁହେଁ
Ans :B. ବିଲୁପ୍ତ ଜାତି
56. —- କହିଲେ ଗୋଟିଏ ଅଞ୍ଚଳର ଉଦ୍ଭିଦ, ପ୍ରାଣୀ, ଏବଂ ବିଭିନ୍ନ ଅଜୈବ ଉପାଦାନଗୁଡିକୁ ବୁଝାଇଥାଏ ?
A. ବିପଦଗ୍ରସ୍ତ ଜାତି
B. ପରିସଂସ୍ଥା
C. ପରିବ୍ରଜନ
D. କୌଣସିଟି ନୁହେଁ
Ans :B. ପରିସଂସ୍ଥା
57. ସମସ୍ତ ସଙ୍କାଟାପନ୍ନ ଵା ବିପଦଗ୍ରସ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କ ଅଭିଲେଖ —– ବୁକରେ ରହିଛି ?
A. ରେଡ ଡାଟା ବୁକ
B. ଭୋଗୋଳ
C. ଗ୍ରୀନ ବୁକ
D. ବୋରଲଦ ବୁକ
Ans :A. ରେଡ ଡାଟା ବୁକ
58. ବସବାସ କରୁଥିବା ଅଞ୍ଚଳର ପାଗ ଅତିଶୟ ଥଣ୍ଡା ଵା ପ୍ରତିକୂଳ ହେଲେ ଅଣ୍ଡା ଦେଵାପାଇଁ କେତେକ ପକ୍ଷୀ ଅନ୍ୟତ୍ର ଉଡିଯାଆନ୍ତି ତାହାକୁ —– କୁହାଯାଏ ?
A. ବିପଦଗ୍ରସ୍ତ ଜାତି
B. ବିଲୁପ୍ତ ଜାତି
C. ପରିବ୍ରଜନ
D. କୌଣସିଟି ନୁହେଁ
Ans :* C. ପରିବ୍ରଜନ
59. ଅନ୍ୟ ସ୍ଥାନରେ ପହଂଚିଵା ପାଇଁ ବହୁ ଦୂର ଅତିକ୍ରମ କରୁଥିବା ପକ୍ଷୀମାନଙ୍କୁ —– ପକ୍ଷୀ କୁହାଯାଏ ?
A . ବିପଦଗ୍ରସ୍ତ ଜାତି
B. ବିଲୁପ୍ତ ଜାତି
C. ପରିବ୍ରାଜକ ପକ୍ଷୀ
D. କୌଣସିଟି ନୁହେଁ
Ans :C. ପରିବ୍ରାଜକ ପକ୍ଷୀ
60. ଆମ ରାଜ୍ୟରେ ଥିବା ଚିଲିକା ହ୍ରଦ ଏକ —– ସ୍ଥଳୀ ?
A. ବାସସ୍ଥଳ
B ପର୍ଯ୍ୟଟନ ସ୍ଥଳ
C. ତୀର୍ଥସ୍ଥଳ
D. କୌଣସିଟି ନୁହେଁ
Ans :B ପର୍ଯ୍ୟଟନ ସ୍ଥଳ
61. ଶୀତଦିନେ ସୁଦୂର ସାଇବେରିଆ ଆଦି ଅଞ୍ଚଳରୁ —– କୁ ବହୁସଂଖ୍ୟାରେ ପକ୍ଷୀମାନେ ଆସିଥାନ୍ତି ?
A. ଚିଲିକା
B. ଜାପାନ
C. ଭୁବନେଶ୍ୱର
D. ନନ୍ଦନକାନନ
Ans :A. ଚିଲିକା
62. ସାଇବେରିଆ ରୁ ଆସିଥିବା ପକ୍ଷୀ ଆଉ କଉଠି ବିଶ୍ରାମ ନିୟନ୍ତି ?
A. ଚିଲିକା
B. ଭିତରକନିକା
C. ଭୁବନେଶ୍ୱର
D. ନନ୍ଦନକାନନ
Ans :B. ଭିତରକନିକା
63. ଗୋଟିର ଟଙ୍କା କାଗଜ ତିଆରି ପାଇଁ —- ଟି ପୂରା ବଢିଥିବା ଗଛ ଦରକାର ?
A. 34
B. 17
C 12
D.10
Ans :B. 17
64. ଠାରେ ବ୍ୟବହାର ହୋଇଥିବା କାଗଜରେ ପୁନଚକ୍ରଣ ଦ୍ୱାରା —- ଥର ବ୍ୟବହାର କରି ହେବ ?
A. ପଞ୍ଚଥର
B. ଦୁଇ
C. 5-6 ଥର
D. ବାରମ୍ବାର
Ans :C. 5-6 ଥର
65. ଜଙ୍ଗଲ ଧ୍ଵଂଶ ରକ୍ଷା ପାଇବାପାଇଁ —– ଆବଶ୍ୟକ?
A. ପୁନବନିକରଣ
B. ପୁନଚକ୍ରଣ
C. ବିଘଟନ
D. ପୁନରୋଦ୍ଧାର
Ans :A. ପୁନବନିକରଣ
66. ବୃକ୍ଷରୋପଣ କରି ଧ୍ବଂସ ପାଇଥିବା ଜଙ୍ଗଲର ପୁନଃରୁଦ୍ଧାରକୁ—— କୁହାଯାଏ ?
A. ପୁନବନିକରଣ
B. ପୁନଚକ୍ରଣ
C. ବିଘଟନ
D. ପୁନରୋଦ୍ଧାର
Ans :A. ପୁନବନିକରଣ
67. ଗୋଟିଏ ନିର୍ଦିଷ୍ଟ ସ୍ଥାନରେ ଦେଖାଦେଉଥିବା ପ୍ରାଣୀ / ଉଦ୍ଭିଦ ଜାତିକୁ କୁହାଯାଏ?
A. ସ୍ଥାନିକ ଜାତି
B. ବିଲୁପ୍ତ ଜାତି
C. ବିପଦଗ୍ରସ୍ତ ଜାତି
D. କୌଣସିଟି ନୁହେଁ
Ans :A. ସ୍ଥାନିକ ଜାତି
69. ପରିବ୍ରାଜକ ପକ୍ଷୀ —– ପରିବର୍ତ୍ତନ ଯୋଗୁଁ ବହୁ ଦୂରକୁ ଉଡିଯାଆନ୍ତି ?
A. ପାଗ
B. ଖାଦ୍ୟ
C. ମାଟି
D. ଉପରୋକ୍ତ ସମସ୍ତ
Ans :A. ପାଗ