Class 8 Science Chapter 6: ଦହନ ଓ ଶିଖା

Facebook
Telegram
WhatsApp
LinkedIn

Explore Class 8 Science Chapter 6: ଦହନ ଓ ଶିଖା (Combustion and Flame). Learn about the types of combustion, characteristics of flames, and the chemical processes involved in this engaging lesson. Ideal for students and educators looking for comprehensive educational resources.

1. ଶୀତଦିନେ କଠିକୁଟା ଜାଳି ଲୋକମାନେ ନିଆଁ ପୁଅନ୍ତି ତାହାକୁ —– କୁହାଯାଏ ?
A. ଇନ୍ଧନ
B. ଦହନ
C. କାର୍ବନ
D. କୌଣସିଟି ନୁହେଁ
Ans :B. ଦହନ
2. ଯନ୍ତପତି ଚଳାଇବାପାଇଁ ଇନ୍ଧନର —— ରୁ ଶକ୍ତି ମିଳିଥାଏ ?
A. ଇନ୍ଧନ
B. ଦହନ
C. କାର୍ବନ
D. କୌଣସିଟି ନୁହେଁ
Ans :B. ଦହନ
3. ମ୍ୟାଗ୍ନେସିୟମ ବାୟୁର ଅମ୍ଳଜାନସହ ରାସାୟନିକ ପ୍ରତ୍ରୀକ୍ରିୟା କରି —— ନାମକ ଯୌଗିକ ସୃଷ୍ଟି କରେ ?
A. କାର୍ବନ
B. ସଲଫର
D. ମଗ୍ନ୍ୟାସିୟମ ଅକସାଇଡ
D. ଆୟୋଡିନ
Ans :D. ମଗ୍ନ୍ୟାସିୟମ ଅକସାଇଡ
4. — ଏକ ରାସାୟନିକ ପ୍ରକ୍ରିୟା ଯେଉଁଥିରେ ଏକ ପଦାର୍ଥ ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା ସଂଘଟିତ କରି ତାପ ଓ ସ୍ଥଳବିଶେଷରେ ଆଲୋକ ସୃଷ୍ଟି କରେ ?
A. ଇନ୍ଧନ
B. ଦହନ
C. କାର୍ବନ
D. କୌଣସିଟି ନୁହେଁ
Ans :B. ଦହନ
5. ଯେଉଁପଦାର୍ଥ ଜଳି ପରେ ତାକୁ —– କୁହାଯାଏ ?
A. ଦହନଶୀଳ ପଦାର୍ଥ
B. ଅଦାହ୍ୟ ପଦାର୍ଥ
C. ପ୍ରଜ୍ୱଳନ ତାପମାତ୍ରା
D. ଡାହାଣରେ ସହାୟକ
Ans :A. ଦହନଶୀଳ ପଦାର୍ଥ
6. ଦହନ ଶୀଳ ପଦାର୍ଥକୁ —– ପଦାର୍ଥ କୁହାଯାଏ ?
A. ଦାହ୍ୟ ପଦାର୍ଥ
B. ଅଦାହ୍ୟ ପଦାର୍ଥ
C. ପ୍ରଜ୍ୱଳନ ତାପମାତ୍ରା
D. ଡାହାଣରେ ସହାୟକ
Ans :A. ଦାହ୍ୟ ପଦାର୍ଥ
7. ଯେଉଁ ପଦାର୍ଥ ଜଳିପାରେ ନାହିଁ ତାକୁ —– କୁହାଯାଏ ?
A. ଦାହ୍ୟ ପଦାର୍ଥ
B. ଅଦାହ୍ୟ ପଦାର୍ଥ
C. ପ୍ରଜ୍ୱଳନ ତାପମାତ୍ରା
D. ଡାହାଣରେ ସହାୟକ
Ans :B. ଅଦାହ୍ୟ ପଦାର୍ଥ
8. ତାପ ପ୍ରୟୋଗ ଦ୍ୱାରା ପଦାର୍ଥ ଏକ ନିର୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲିଲେ ହିଁ ତାହା ଜଳିବା ଆରମ୍ଭ କରିଥାଏ ଏହି ତାପମାତ୍ରାକୁ ଉକ୍ତ ପଦାର୍ଥର —– ତାପମାତ୍ରା କୁହାଯାଏ ?
A. ଦାହ୍ୟ ପଦାର୍ଥ
B. ଅଦାହ୍ୟ ପଦାର୍ଥ
C. ପ୍ରଜ୍ୱଳନ ତାପମାତ୍ରା
D. ଡାହାଣରେ ସହାୟକ
Ans :C. ପ୍ରଜ୍ୱଳନ ତାପମାତ୍ରା
9. ଯେଉଁ ପଦାର୍ଥର ପ୍ରଜ୍ୱଳନ ତାପମାତ୍ରା ଅତି ନିମ୍ନ, ଖୁବ ସହଜରେ ସେଥିରେ ନିଆଁ ଧରିପାରେ ତାହାକୁ —– ପଦାର୍ଥ କୁହାଯାଏ ?
A. ଦାହ୍ୟ ପଦାର୍ଥ
B. ଅଦାହ୍ୟ ପଦାର୍ଥ
C. ପ୍ରଜ୍ୱଳନ ଶୀଳ ପଦାର୍ଥ
D. ଡାହାଣରେ ସହାୟକ
Ans :C. ପ୍ରଜ୍ୱଳନ ଶୀଳ ପଦାର୍ଥ
10. ପେଟ୍ରୋଲ, ସ୍ପିରିଟ,LPG, CNG, ଇତ୍ୟାଦି —— ପଦାର୍ଥର ଉଦାହରଣ ?
A. ଦାହ୍ୟ ପଦାର୍ଥ
B. ଅଦାହ୍ୟ ପଦାର୍ଥ
C. ପ୍ରଜ୍ୱଳନ ଶୀଳ ପଦାର୍ଥ
D. ଡାହାଣରେ ସହାୟକ
Ans :C. ପ୍ରଜ୍ୱଳନ ଶୀଳ ପଦାର୍ଥ
11. ଦହନ ପାଇଁ —– ଟି ପଦାର୍ଥ ଆବଶ୍ୟକ?
A. ଏକ
B. ଦୁଇ
C. ତିନି
D. ଚାରି
Ans :C. ତିନି
12. ନିଆଁ ଲିଭାଇବାରେ —– ଏକ ଭଲ ସହାୟକ ପଦାର୍ଥ?
A. ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଆୟୋଡିନ
D. ଜଳ
Ans :D. ଜଳ
13. ——- ଗ୍ୟାସ ନିଆଁ ଲିଭାଇବାରେ ସାହାଯ୍ୟ କରେ?
A. ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଆୟୋଡିନ
D. ଜଳ
Ans :B. ଅଙ୍ଗାରକାମ୍ଳ
14. ଆପେ ଆପେ ସମ୍ପାଦିତ ହେଉଥିବା ଦହନକୁ —– ଦହନ କୁହାଯାଏ ?
A. ସ୍ୱତ ଦହନ
B. ବିସ୍ଫୋରଣ
C. ମୃଦୁ ଦହନ
D. କୌଣସିଟି ନୁହେଁ
Ans :A. ସ୍ୱତ ଦହନ
15. କେତେ ଗ୍ୟାସ ମଧ୍ୟ୍ୟ ସେ ସ୍ଥାନରେ ଖେଳିଯାଏ ଏଭଳି ଦହନ କୁ —– କୁହାଯାଏ ?
A. ସ୍ୱତ ଦହନ
B. ବିସ୍ଫୋରଣ
C. ମୃଦୁ ଦହନ
D. କୌଣସିଟି ନୁହେଁ
Ans :B. ବିସ୍ଫୋରଣ
16. ଖାଦ୍ୟ ହଜମହେଵା ଓ ଲୁହାରେ କଳଙ୍କି ଲାଗିଵା — ର ଉଦାହରଣ ?
A. ସ୍ୱତ ଦହନ
B. ବିସ୍ଫୋରଣ
C. ମୃଦୁ ଦହନ
D. କୌଣସିଟି ନୁହେଁ
Ans :C. ମୃଦୁ ଦହନ
17. ଦହନ ଧୀର ଗତିରେ ହେଲେ ତାହାକୁ —- କୁହାଯାଏ ?
A. ସ୍ୱତ ଦହନ
B. ବିସ୍ଫୋରଣ
C. ମୃଦୁ ଦହନ
D. କୌଣସିଟି ନୁହେଁ
Ans :C. ମୃଦୁ ଦହନ
18. ଖରାଦିନେ ଜଙ୍ଗଲରେ ନିଆଁ ଲାଗିଯିବାକୁ —- ଦହନ କୁହାଯାଏ ?
A. ସ୍ୱତ ଦହନ
B. ବିସ୍ଫୋରଣ
C. ମୃଦୁ ଦହନ
D. କୌଣସିଟି ନୁହେଁ
Ans :C. ମୃଦୁ ଦହନ
19. —– ତାପର ସୁଅବଶୋଷକ?
A. ଲାର୍ବଣ
B. କୋଇଲା
C. ଜଳ
D. ପେଟ୍ରୋଲ
Ans :B. କୋଇଲା
20. ଖରାଦିନେ ସୂର୍ଯ୍ୟର ପ୍ରଚଣ୍ଡ ଉତ୍ତାପ ଯୋଗୁଁ କୋଇଲାର ତାପମାତ୍ରା ସ୍ୱତ ଆସିଥାଏ ?
A. ଦହନ
B. ଇନ୍ଧନ
C. ପ୍ରଜ୍ୱଳନ
D. କୌଣସିଟି ନୁହେଁ
Ans :C. ପ୍ରଜ୍ୱଳନ
21. —— ମଣ୍ଡଳ ସାମାନ୍ୟ ଅନ୍ଧାରୁଆ ଦିଶେ ?
A. ଅତିଦୀପ୍ତି ମଣ୍ଡଳ
B. ଦୀପ୍ତିମାନ ମଣ୍ଡଳ
C. ଦିପ୍ତୀହୀନ ମଣ୍ଡଳ
D. ଉପରୋକ୍ତ ସମସ୍ତ
Ans :C. ଦିପ୍ତୀହୀନ ମଣ୍ଡଳ
22. ଅତିଦୀପ୍ତ ମଣ୍ଡଳ ହେଉଛି ଶିଖାର —— ସ୍ତର?
A. ଅନ୍ତସ୍ତର
B. ବାହ୍ୟ ସ୍ତର
C. କୌଣସିଟି ନୁହେଁ
D. ଉପର ସ୍ତର
Ans :B. ବାହ୍ୟ ସ୍ତର

23. —– ମଣ୍ଡଳ ସର୍ବଦା ଉତ୍ତପ୍ତ ମଣ୍ଡଳ ?
A. ଅତିଦୀପ୍ତି ମଣ୍ଡଳ
B. ଦୀପ୍ତିମାନ ମଣ୍ଡଳ
C. ଦିପ୍ତୀହୀନ ମଣ୍ଡଳ
D. ଉପରୋକ୍ତ ସମସ୍ତ
Ans :A. ଅତିଦୀପ୍ତି ମଣ୍ଡଳ
24. —- ଗୋଟିଏ ଦାହ୍ୟ ପଦାର୍ଥ ?
A. ଇନ୍ଧନ
B. କାର୍ବନ
C. କପର
D. ଆୟୋଡିନ
Ans :A. ଇନ୍ଧନ
25. ପ୍ରତେକ ଦାହ୍ୟ ପଦାର୍ଥକୁ —– କୁହାଯାଇ ପାରିବ ନାହିଁ ?
A. ଇନ୍ଧନ
B. କାର୍ବନ
C. କପର
D. ଆୟୋଡିନ
Ans :A. ଇନ୍ଧନ
26. ଏକ କିଲୋଗ୍ରାମ ଇନ୍ଧନ ସଂପୂର୍ଣ୍ଣ ଦହନରୁ ଯେତିକି ପରିମାଣ ତାପମିଳେ ତାକୁ ସେ ଇନ୍ଧନର —- କୁହାଯାଏ ?
A. ଜିବାଷ୍ମ ଇନ୍ଧନ
B. କ୍ୟାଲୋରୀ ମୂଲ୍ୟ
C. ଗ୍ଲୋବାଲୱାର୍ମିଗ
D. ଉପରୋକ୍ତ ସମସ୍ତ
Ans :B. କ୍ୟାଲୋରୀ ମୂଲ୍ୟ
27. କ୍ୟାଲୋରୀ ମୂଲ୍ୟକୁ —- ଏକକରେ ମପାଯାଏ ?
A. Kj / kg
B. ମିଟର
C. ମିଲିଲିଟର
D . ପାଉଣ୍ଡ
Ans :A. Kj / kg
28. କାଠ ର କ୍ୟାଲୋରୀ ମୂଲ୍ୟ ହେଉଛି —?
A.150000
B.17000- 22000
C.45000
D. 6000-8000
Ans :B.17000- 22000
29. 1କି. ଗ୍ରା. କାଠକୁ ସମ୍ପୂର୍ଣ୍ଣଭାବେ ଦହନ କଲେ ସେଥିରୁ —– କିଲୋଜୁଲ ତାପ ମିଳିପାରିବ ?
A.150000
B.17000- 22000
C.45000
D. 6000-8000
Ans :B. 17000- 22000
30. ଗୋବର ଘସିର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 25000- 33000
C.45000
D. 6000-8000
Ans :D. 6000-8000
31. କୋଇଲାର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 25000- 33000
C.45000
D. 50000
Ans :B. 25000- 33000
32. ପେଟ୍ରୋଲ ର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 35000- 40000
C.45000
D. 50000
Ans :C. 45000
33. କିରୋସିନର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 35000- 40000
C.45000
D. 50000
Ans :C. 45000
34. ଡ଼ିଜେଲ ର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 35000- 40000
C.45000
D. 50000
Ans :C. 45000
35. ମିଥେନ ର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 35000- 40000
C.55000
D. 50000
Ans :D. 50000
36. CNG ର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 35000- 40000
C.55000
D. 50000
Ans :D. 50000
37. LPG ର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 35000- 40000
C.55000
D. 50000
Ans :C. 55000
38. ଜୈବଗ୍ୟାସ ର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 35000- 40000
C.55000
D. 50000
Ans :B. 35000- 40000
39. ହାଇଡ୍ରୋଜେନ ର କ୍ୟାଲୋରୀ ମୂଲ୍ୟ କେତେ?
A.150000
B. 35000- 40000
C.55000
D. 50000
Ans :A. 150000
40. ପୃଥିବୀର ଉତ୍ତାପ ବୃଦ୍ଧିକୁ କଣ କୁହାଯାଏ ?
A. ଜିବାଷ୍ମ ଇନ୍ଧନ
B. ଅମ୍ଳବର୍ଷା
C. ଗ୍ଲୋବାଲୱାର୍ମିଗ
D. ଉପରୋକ୍ତ ସମସ୍ତ
Ans :C. ଗ୍ଲୋବାଲୱାର୍ମିଗ
41. —— ସବୁଜଘର ପ୍ରଭାବ ର ଏକ ପ୍ରତ୍ୟକ୍ଷ କୁପ୍ରଭାବ ?
A. ଜିବାଷ୍ମ ଇନ୍ଧନ
B. ଅମ୍ଳବର୍ଷା
C. ଗ୍ଲୋବାଲୱାର୍ମିଗ
D. ଉପରୋକ୍ତ ସମସ୍ତ
Ans :C. *ଗ୍ଲୋବାଲୱାର୍ମିଗ
42. —— ପୃଥିବୀର ବାୟୁମଣ୍ଡଳର ହାରାହାରି ତାପମାତ୍ରା ବୃଦ୍ଧିକୁ ସୂଚାଏ ?
A. ଜିବାଷ୍ମ ଇନ୍ଧନ
B. ଅମ୍ଳବର୍ଷା
C. ଗ୍ଲୋବାଲୱାର୍ମିଗ
D. ଉପରୋକ୍ତ ସମସ୍ତ
Ans :C. ଗ୍ଲୋବାଲୱାର୍ମିଗ
43. —– ଦହନ ରୁ ସଲଫର ଡାଇଅକସାଇଡ ନିର୍ଗତ ହୁଏ ?
A. କୋଇଲା
B. ପେଟ୍ରୋଲ
C. ଜିବାଷ୍ମ ଇନ୍ଧନ
D. କୌଣସିଟି ନୁହେଁ
Ans :C. *ଜିବାଷ୍ମ ଇନ୍ଧନ
44. ଅତିଦୀପ୍ତି ମଣ୍ଡଳର ଶିଖା —- ରଙ୍ଗର?
A. ବାଇଗଣୀ
B. ଈଶତ ନୀଳ
C. ଲାଲ
D. କଳା
Ans :B. ଈଶତ ନୀଳ

Leave a Comment