Discover Class 8 Science Chapter 2: ଅଣୁଜୀବ : ଉପକାରୀ ଓ ଅପକାରୀ. Understand the beneficial and harmful microorganisms in detail. Perfect for Odisha Board students.
Sub. ଅଣୁଜୀବ : ଉପକାରୀ ଓ ଅପକାରୀ
1. ଯେଉଁଗୁଡିକ ଖାଲି ଆଖିକୁ ଦେଖାଯାଆନ୍ତି ନାହିଁ ସେମାନଙ୍କୁ କଣ କୁହାଯାଏ ?
A.ଜୀବ
B. କବକ
C. ଅଣୁଜୀବ
D. ବୀଜାଣୁ
Ans : C. ଅଣୁଜୀବ
2. ଛୋଟଛୋଟ ଜୀବ ଯାହାକି ଅନୁବୀକ୍ଷଣରେ ଦେଖିହୁଏ ତାହାକୁ କଣ କୁହାଯାଏ ?
A.ଜୀବ
B. କବକ
C. ଅଣୁଜୀବ
D. ବୀଜାଣୁ
Ans :C. ଅଣୁଜୀବ
3. ଅଣୁଜୀବ କୁ — ଭାଗରେ ବିଭକ୍ତ କରାଯାଇଛି ?
A. ଦୁଇ
B. ତିନି
C. ଚାରି
D. ପାଞ୍ଚ
Ans :C. ଚାରି
3. ଅଣୁଜୀବ କୁ ଚାରି ଭାଗରେ ବିଭକ୍ତ କରାଯାଇଛି ସେଗୁଡିକ ହେଉଛି ବୀଜାଣୁ, ଆଦିପ୍ରାଣୀ, କବକ, ଓ ଅନ୍ୟଟି —-?
A.ଜୀବ
B. କବକ
C. ଅଣୁଜୀବ
D. ଶୈବାଳ
Ans :D. ଶୈବାଳ
4. 1 ମିଲି ମାଇକ୍ରନ =??
A.1/10
B.1/100
C.1/500
D.1/1000
Ans :D. 1/1000
5. ସର୍ଦ୍ଧି, ଇଂଫ୍ଲୁଏଞ୍ଜା, ଭଳି ସାଧାରଣ ରୋଗ ଏବଂ ପୋଲିଓ, ହାଡଫୁଟି ଆଦି — ଜନିତ ରୋଗ
A. ବୀଜାଣୁ
B. ଭୂତାଣୁ
C. ଆଦିପ୍ରାଣୀ
D. କବକ
Ans :B. ଭୂତାଣୁ
6. ତରଳାଝାଡା, ଅମାଶୟ, ମ୍ୟାଲେରିଆ — ଜନିତ ରୋଗ ?
A. ବୀଜାଣୁ
B. ଭୂତାଣୁ
C. ଆଦିପ୍ରାଣୀ
D. କବକ
Ans : C. ଆଦିପ୍ରାଣୀ
7. ଟାଇଫଏଡ଼, ଯାକ୍ଷ୍ମ — ଜନିତ ରୋଗ ?
A. ବୀଜାଣୁ
B. ଭୂତାଣୁ
D. କବକ
Ans :A. ବୀଜାଣୁ
9. [09:15, 19/05/2024] +91 80936 71309: 9. ସଜୀବମାନଙ୍କ ମଧ୍ୟରେ — ସବୁଠାରୁ ସରଳ ଏବଂ କ୍ଷୁଦ୍ର ?
A. ବୀଜାଣୁ
B. ଅଣୁଜୀବ
C. ଶୈବାଳ
D.କବକ
Ans : B. ଅଣୁଜୀବ
10. ବୀଜାଣୁ, କେତେକ ଶୈବାଳ, ଇଷ୍ଟ ଭଳି କବକ ଓ ଅଦିପ୍ରାଣୀମାନେ —- କୋଶୀ?
A. ବହୁକୋଶୀ
B. କବକ
C. ଏକାକୋଶୀ
D. କୌଣସିଟି ନୁହେଁ
Ans : C. ଏକାକୋଶୀ
11. ଅନ୍ୟ ଶୈବାଳ, ଓ କବକମାନେ — କୋଶୀ ?
A. ବହୁକୋଶୀ
B. କବକ
C. ଏକାକୋଶୀ
D. କୌଣସିଟି ନୁହେଁ
Ans :A. ବହୁକୋଶୀ
12. [09:15, 19/05/2024] +91 80936 71309: 12. କବକ ଏବଂ ଜୀବାଣୁ — ଗଠନ କରି ବାସ କରନ୍ତି ?
A. ଏକାକୀ
B. ସଂଘ ବା ମଣ୍ଡଳ
C. ବିଛିନ୍ନ
D. କୌଣସିଟି ନୁହେଁ
Ans :B. ସଂଘ ବା ମଣ୍ଡଳ
13. କିଏ ଏକାକୋଶୀ ଏବଂ ଏକାକୀ ବାସ କରେ ?
A. ବ୍ୟକ୍ଟ୍ରିଆ
B. ଅଣୁଜୀବ
C. ଏମିବା
D. କବକ
Ans :C. ଏମିବା
14. କାହାଦ୍ୱାରା କ୍ଷୀରରୁ ଦହି ପ୍ରସ୍ତୁତ ହୋଇଥାଏ ?
A. ବ୍ୟକ୍ଟ୍ରିଆ
B. ଅଣୁଜୀବ
C. ଏମିବା
D. ବୀଜାଣୁ
Ans :D. ବୀଜାଣୁ
15.କ୍ଷୀରକୁ ଦହିରେ ପରିଣତ କରିବାରେ —- ନାମକ ଏକ ବୀଜାଣୁ ସାହାଯ୍ୟ କରେ ?
A. ବ୍ୟାକ୍ଟ୍ରିଆ
B. ଲକ୍ଟୋବାସିଲସ
C. ଫର୍ମିକ
D. ପେନସିଲିୟମ
Ans :B. ଲକ୍ଟୋବାସିଲସ
16.ପାଉଁରୁଟି, ପାଷ୍ଟ୍ରି, ଏବଂ କେକ ତିଆରିରେ —- ବ୍ୟବହାର କରାଯାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :A. ଇଷ୍ଟ
17.ସୁରାସାର, ମଦ, ଏବଂ ଏସିଟିକ ଏସିଡ ଉତ୍ପାଦନରେ —- ଦରକାର ହୋଇଥାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :D. ଅଣୁଜୀବ
18.—- ବ୍ୟବହାର କରି ସୁରାସାର ଓ ମଦ ତିଆରି କରାଯାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans : A. ଇଷ୍ଟ
19. କିଏ କିଣ୍ୱନ ପଦ୍ଧତି ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର
C. ଏଡୱାର୍ଡ ଜେନର
D. ରବଟ କକ
Ans :A. ଲୁଇ ପାଶ୍ଚର
20. ଇଷ୍ଟ ଦ୍ୱାରା ଶର୍କରା଼ରୁ ସୁରାସାରା ପ୍ରସ୍ତୁତି ହୋଇଥାଏ ତାହାକୁ —- ପଦ୍ଧତି କୁହାଯାଏ ?
A. ପାଶ୍ଚାରୀକରଣ
B. ପ୍ରଶ୍ୱାସ
C. କିଣ୍ୱନ
D. ପେନସିଲିୟମ
Ans :C. କିଣ୍ୱନ
21. କେତେ ଖ୍ରୀଷ୍ଟାବ୍ଦ ରେ କିଣ୍ୱନ ପଦ୍ଧତି ଆବିଷ୍କାର ହୋଇଥିଲା ?
A. 1929
B.1798
C.1876
D.1857
Ans :D. 1857
22. ଜୀବଘ୍ନ — ରୁ ତିଆରି ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :D. ଅଣୁଜୀବ
23.କିଏ ପେନସିଲିୟମ ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର ଫ୍ଲେମି
C. ଏଡୱାର୍ଡ ଜେନର
D. ରବଟ କକ
Ans :B. ଆଲେକଜାଣ୍ଡର ଫ୍ଲେମି
24.କଣ ନେବାଦ୍ୱାରା ହଇଜା,ବସନ୍ତ ଏବଂ ହିପଟେଇଟିସ ରୋଗ ହେବ ନାହିଁ ?
A. ପେନସିଲିୟମ
B. କବକ.
C. ଇଞ୍ଜେକ୍ସନ
D. ଟିକା
Ans :D. ଟିକା
25. ବସନ୍ତ ଟୀକା କିଏ ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର ଫ୍ଲେମି
C. ଏଡୱାର୍ଡ ଜେନର
D. ରବଟ କକ
Ans :C. ଏଡୱାର୍ଡ ଜେନର
26.— ମସିହାରେ ବସନ୍ତ ଟିକା ଉଦ୍ଭାବନ ହୋଇଥିଲା ?
A. 1929
B.1798
C.1876
D.1857
Ans :B. 1798
27. —- ମସିହାରେ ପେନସିଲିୟମ ଉଦ୍ଭାବନ ହୋଇଥିଲା ?
A. 1929
B.1798
C.1876
D.1857
Ans :A. 1929
28.କେତେକ ଅଣୁଜୀବ ଦ୍ୱାରା ମଣିଷ, ଉଦ୍ଭିଦ ଓ ଅନ୍ୟ ପ୍ରାଣୀମାନଙ୍କ ଦେହରେ ରୋଗ ହୋଇଥାଏ ଏହି ରୋଗକାରକ ଅଣୁଜୀବମାନଙ୍କୁ —- କୁହାଯାଏ ?
A. ରୋଗମୁକ୍ତ
B. ପେନସିଲୟମ
C. ବ୍ୟାଧିଜାତକ
D. କୌଣସିଟି ନୁହେଁ
Ans :C. ବ୍ୟାଧିଜାତକ
29. ଯେଉଁ ଅଣୁଜୀବଜନିତ ରୋଗଗୁଡିକ ଜଣେ ରୋଗାକ୍ରାନ୍ତ ବ୍ୟକ୍ତିଠାରୁ ବାୟୁ, ଜଳ ଖାଦ୍ୟ କିମ୍ବା ଶାରୀରିକ ସଂସ୍ପର୍ଶ ଦ୍ୱାରା ସୁସ୍ଥ ମଣିଷ ଦେହକୁ ସଞ୍ଚରିତ ହୋଇଥାନ୍ତି ତାହାକୁ କଣ କୁହାଯାଏ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans : D. ସଂକ୍ରାମକ ରୋଗ
30. ହଇଜା, ସର୍ଦି, ହାଡଫୁଟି —– ରୋଗର ଉଦାହରଣ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans :D. ସଂକ୍ରାମକ ରୋଗ
31. ମାଈ ଏନୋଫିଲିସ ମାଷା କାମୁଡ଼ିଲେ — ରୋଗ ହୁଏ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans :A. ମ୍ୟାଲେରିଆ
32.ମାଈ ଏଡିସ ମଶା କାମୁଡ଼ିଲେ —- ରୋଗ ହୁଏ?
A. ମ୍ୟାଲେରିଆ
B. ଏଡ଼ସ
C. ଡେଙ୍ଗୁ
D.ସଂକ୍ରାମକ ରୋଗ
Ans : c.ଡେଙ୍ଗୁ
33.ମ୍ୟାଲେରିଆ —-ର ବାହକ ?
A. କବକ
B. ଭୁତାଣୁ
C. ପାରାଜୀବିର
D. ଶୈବାଳ
Ans :C. ପାରାଜୀବିର
34.ଡେଙ୍ଗୁ ରୋଗ —- ର ବାହକ
A. କବକ
B. ଭୁତାଣୁ
C. ପାରାଜୀବିର
D. ଶୈବାଳ
Ans :B. ଭୁତାଣୁ
35. [09:15, 19/05/2024] +91 80936 71309: 35. ମିଳିମିଳା,ହାଡଫୁଟି, ପୋଲିଓ ହିପାଟାଇଟିସ – B ଆଦି — ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହେଇଥାଏ ?
A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans :B. ଭୂତାଣୁ.
36. ହିଯା, ଟାଇଫଏଡ — ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହେଇଥାଏ ?
.A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans :A. ବୀଜାଣୁ
37. ମିଳିମିଳା —- ମାଧ୍ୟମ ରେ ହୋଇଥାଏ ?
A. ଜଳ
B. ବାୟୁ
C. ସଂସ୍ପର୍ଶ
D. ମଶା
Ans :B. ବାୟୁ
38. ହାଡଫୁଟି —- ମାଧମରେ ହୋଇଥାଏ ?
A. ଜଳ
B. ବାୟୁ
C. ସଂସ୍ପର୍ଶ
D. Both B& C
Ans :D. Both B&C
39.ପୋଲିଓଞ୍ଜ —- ମାଧମରେ ହୋଇଥାଏ ?
A.ଜଳ
B. ବାୟୁ
C. ସଂସ୍ପର୍ଶ
D. Both A& B
Ans :D. Both A& B
40. ହଇଜା —- ମାଧମରେ ହୋଇଥାଏ ?
Ans :A. ଜଳ
B. ବାୟୁ
C. ଖାଦ୍ୟ
D. Both A& C
Ans :D. Both A& C
41. ମ୍ୟାଲେରିଆ —-ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହୋଇଥାଏ?
A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans : C.ଆଦିପ୍ରାଣୀ
42. ମଣିଷ, ଗାଈଗୋରୁଠାରେ —- ରୋଗ ଦେଖାଯାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଯଦୁରା
D. ଅନ୍ଥରାକ୍ସ
Ans :D. ଅନ୍ଥରାକ୍ସ
43. [09:15, 19/05/2024] +91 80936 71309: 43. ଲୁଣା ଓ ଖାଇବାଟଲା ଭଳି କେତେକ ସାଧାରଣ ଦ୍ରବ୍ୟ ଅଣୁଜୀବମାନଙ୍କ ବଫୁଧି ରୋକିଥାନ୍ତି ତାହାକୁ କଣ କୁହାଯାଏ ?
A. ସଂରକ୍ଷଣ
B. ପରିରକ୍ଷକ
C. ବିଘଟନ
D ଅସଂରକ୍ଷଣ
Ans :B. ପରିରକ୍ଷକ
44. ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା ପାଇଁ କଣ ବ୍ୟବହାର କରାଯାଏ ?
A ଚିନି
B. ପାଣି
C. ଲୁଣ
D. ଫଳ
Ans :C. ଲୁଣ
45. ଲେମ୍ବୁର — ରୋଗ ବାୟୁ ମାଧ୍ୟମରେ ହୋଇଥାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜାଦୁରା
D. କୌଣସିଟି ନୁହେଁ
Ans :C. ଜାଦୁରା
46. ଗହମର — ରୋଗ ବାୟୁ, ମଞ୍ଜି ମାଧ୍ୟମରେ ହୋଇଥାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜଦୁରା
D. କୌଣସିଟି ନୁହେଁ
Ans :B. କଳଙ୍କି
47. ଭେଣ୍ଡିର — ରୋଗ କୀଟ ମାଧ୍ୟମରେ ହୋଇଥାଏ ,?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜଦୁରା
D. କୌଣସିଟି ନୁହେଁ
Ans :A. ୟେଲୋ ଭେନ ମୋଜାଇକ
48. ଅଁଳା, କ୍ଷଞ୍ଚା ଆମ୍ବ, ତେନ୍ତୁଳି ଆଦି ରେ କଣ ମିଶାଇ ପରିରକ୍ଷକ କରାଯାଏ ?
A.ଚିନି
B. ପାଣି
C. ଲୁଣ
D. ଫଳ
Ans :C. ଲୁଣ
49. ଜାମ, ଜେଲି ରେ କଣ ମିଶାଇ ପରିରକ୍ଷକ କରାଯାଏ ?
A.ଚିନି
B. ପାଣି
C. ଲୁଣ
D. ଫଳ
Ans : *A.ଚିନି
50. ପ୍ୟାକେଟ ରେ ଆସୁଥିବା କ୍ଷୀର କୁ — କରାଯାଏ
A. ପୁନଚକ୍ରଣ
B. ପୁନଃବ୍ୟବହାର
C. ପାଶ୍ଚାରୀକରଣ
D. କୌଣସିଟି ନୁହେଁ
Ans :C. ପାଶ୍ଚାରୀକରଣ
51. କ୍ଷୀରକୁ —- ଡିଗ୍ରୀ ସେଲସିୟମ ରେ ଗରମ କରାଯାଏ?
A.79%
B.80%
C.70%
D.47%
Ans :C. 70 %
52. କ୍ଷୀରକୁ 70 ଡିଗ୍ରୀ ସେଲସିୟମ ରେ କେତେ ମିନିଟ ଗରମ କରାଯାଏ ସାଙ୍ଗେ ସାଙ୍ଗେ ଥଣ୍ଡା କରାଯାଇ ସାଇତି ରଖାହୋଇଥାଏ ?15-20
A. 15-30
B.20-30
C. 40-.45
D.10-40
Ans :A. 15-30
53 କ୍ଷୀରକୁ 70 ଡିଗ୍ରୀ ସେଲସିୟମ ରେ 15-30 ମିନିଟ ଗରମ କରାଯାଏ ସାଙ୍ଗେ ସାଙ୍ଗେ ଥଣ୍ଡା କରାଯାଇ ସାଇତି ରଖାହୋଇଥାଏ ତାହାକୁ କଣ କୁହାଯାଏ?
A. କିଣ୍ୱନ
B. ଗଠନ
C. ପାଶ୍ଚାରୀକରଣ
Ans : C. ପାଶ୍ଚାରୀକରଣ
54.ପାଶ୍ଚାରୀକରଣ କିଏ ଉଦ୍ଭାବନ କରିଥିଲେ ?
A. ଅଲେକଜଣ୍ଡା
B. ରବଟ ହକ
C. ଲୁଇପାଶ୍ଚର
D ଏଡୱାର୍ଡ
Ans :. ଲୁଇପାଶ୍ଚର
55. ଯେଉଁଗୁଡିକ ଖାଲି ଆଖିକୁ ଦେଖାଯାଆନ୍ତି ନାହିଁ ସେମାନଙ୍କୁ କଣ କୁହାଯାଏ ?
A.ଜୀବ
B. କବକ
C. ଅଣୁଜୀବ
D. ବୀଜାଣୁ
Ans : C. ଅଣୁଜୀବ
56. ଛୋଟଛୋଟ ଜୀବ ଯାହାକି ଅନୁବୀକ୍ଷଣରେ ଦେଖିହୁଏ ତାହାକୁ କଣ କୁହାଯାଏ ?
A.ଜୀବ
B. କବକ
C. ଅଣୁଜୀବ
D. ବୀଜାଣୁ
Ans :C. ଅଣୁଜୀବ
57. ଅଣୁଜୀବ କୁ — ଭାଗରେ ବିଭକ୍ତ କରାଯାଇଛି ?
A. ଦୁଇ
B. ତିନି
C. ଚାରି
D. ପାଞ୍ଚ
Ans :C. ଚାରି
58. ଅଣୁଜୀବ କୁ ଚାରି ଭାଗରେ ବିଭକ୍ତ କରାଯାଇଛି ସେଗୁଡିକ ହେଉଛି ବୀଜାଣୁ, ଆଦିପ୍ରାଣୀ, କବକ, ଓ ଅନ୍ୟଟି —-?
A.ଜୀବ
B. କବକ
C. ଅଣୁଜୀବ
D. ଶୈବାଳ
Ans :D. ଶୈବାଳ
58. 1 ମିଲି ମାଇକ୍ରନ =??
A.1/10
B.1/100
C.1/500
D.1/1000
Ans :D. 1/1000
59. ସର୍ଦ୍ଧି, ଇଂଫ୍ଲୁଏଞ୍ଜା, ଭଳି ସାଧାରଣ ରୋଗ ଏବଂ ପୋଲିଓ, ହାଡଫୁଟି ଆଦି — ଜନିତ ରୋଗ
A. ବୀଜାଣୁ
B. ଭୂତାଣୁ
C. ଆଦିପ୍ରାଣୀ
D. କବକ
Ans :B. ଭୂତାଣୁ
60. ତରଳାଝାଡା, ଅମାଶୟ, ମ୍ୟାଲେରିଆ — ଜନିତ ରୋଗ ?
A. ବୀଜାଣୁ
B. ଭୂତାଣୁ
C. ଆଦିପ୍ରାଣୀ
D. କବକ
Ans : C. ଆଦିପ୍ରାଣୀ
61. ଟାଇଫଏଡ଼, ଯାକ୍ଷ୍ମ — ଜନିତ ରୋଗ ?
A. ବୀଜାଣୁ
B. ଭୂତାଣୁ
D. କବକ
Ans :A. ବୀଜାଣୁ
62. [09:15, 19/05/2024] +91 80936 71309: 9. ସଜୀବମାନଙ୍କ ମଧ୍ୟରେ — ସବୁଠାରୁ ସରଳ ଏବଂ କ୍ଷୁଦ୍ର ?
A. ବୀଜାଣୁ
B. ଅଣୁଜୀବ
C. ଶୈବାଳ
D.କବକ
Ans : B. ଅଣୁଜୀବ
63. ବୀଜାଣୁ, କେତେକ ଶୈବାଳ, ଇଷ୍ଟ ଭଳି କବକ ଓ ଅଦିପ୍ରାଣୀମାନେ —- କୋଶୀ?
A. ବହୁକୋଶୀ
B. କବକ
C. ଏକାକୋଶୀ
D. କୌଣସିଟି ନୁହେଁ
Ans : C. ଏକାକୋଶୀ
64. ଅନ୍ୟ ଶୈବାଳ, ଓ କବକମାନେ — କୋଶୀ ?
A. ବହୁକୋଶୀ
B. କବକ
C. ଏକାକୋଶୀ
D. କୌଣସିଟି ନୁହେଁ
Ans :A. ବହୁକୋଶୀ
65. [09:15, 19/05/2024] +91 80936 71309: 12. କବକ ଏବଂ ଜୀବାଣୁ — ଗଠନ କରି ବାସ କରନ୍ତି ?
A. ଏକାକୀ
B. ସଂଘ ବା ମଣ୍ଡଳ
C. ବିଛିନ୍ନ
D. କୌଣସିଟି ନୁହେଁ
Ans :B. ସଂଘ ବା ମଣ୍ଡଳ
66.କିଏ ଏକାକୋଶୀ ଏବଂ ଏକାକୀ ବାସ କରେ ?
A. ବ୍ୟକ୍ଟ୍ରିଆ
B. ଅଣୁଜୀବ
C. ଏମିବା
D. କବକ
Ans :C. ଏମିବା
67. କାହାଦ୍ୱାରା କ୍ଷୀରରୁ ଦହି ପ୍ରସ୍ତୁତ ହୋଇଥାଏ ?
A. ବ୍ୟକ୍ଟ୍ରିଆ
B. ଅଣୁଜୀବ
C. ଏମିବା
D. ବୀଜାଣୁ
Ans :D. ବୀଜାଣୁ
68. କ୍ଷୀରକୁ ଦହିରେ ପରିଣତ କରିବାରେ —- ନାମକ ଏକ ବୀଜାଣୁ ସାହାଯ୍ୟ କରେ ?
A. ବ୍ୟାକ୍ଟ୍ରିଆ
B. ଲକ୍ଟୋବାସିଲସ
C. ଫର୍ମିକ
D. ପେନସିଲିୟମ
Ans :B. ଲକ୍ଟୋବାସିଲସ
69 .ପାଉଁରୁଟି, ପାଷ୍ଟ୍ରି, ଏବଂ କେକ ତିଆରିରେ —- ବ୍ୟବହାର କରାଯାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :A. ଇଷ୍ଟ
70. ସୁରାସାର, ମଦ, ଏବଂ ଏସିଟିକ ଏସିଡ ଉତ୍ପାଦନରେ —- ଦରକାର ହୋଇଥାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :D. ଅଣୁଜୀବ
71. —- ବ୍ୟବହାର କରି ସୁରାସାର ଓ ମଦ ତିଆରି କରାଯାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans : A. ଇଷ୍ଟ
72. କିଏ କିଣ୍ୱନ ପଦ୍ଧତି ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର
C. ଏଡୱାର୍ଡ ଜେନର
D. ରବଟ କକ
Ans :A. ଲୁଇ ପାଶ୍ଚର
73. ଇଷ୍ଟ ଦ୍ୱାରା ଶର୍କରା଼ରୁ ସୁରାସାରା ପ୍ରସ୍ତୁତି ହୋଇଥାଏ ତାହାକୁ —- ପଦ୍ଧତି କୁହାଯାଏ ?
A. ପାଶ୍ଚାରୀକରଣ
B. ପ୍ରଶ୍ୱାସ
C. କିଣ୍ୱନ
D. ପେନସିଲିୟମ
Ans :C. କିଣ୍ୱନ
74. କେତେ ଖ୍ରୀଷ୍ଟାବ୍ଦ ରେ କିଣ୍ୱନ ପଦ୍ଧତି ଆବିଷ୍କାର ହୋଇଥିଲା ?
A. 1929
B.1798
C.1876
D.1857
Ans :D. 1857
75. ଜୀବଘ୍ନ — ରୁ ତିଆରି ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :D. ଅଣୁଜୀବ
76.କିଏ ପେନସିଲିୟମ ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର ଫ୍ଲେମି
C. ଏଡୱାର୍ଡ ଜେନର
D. ରବଟ କକ
Ans :B. ଆଲେକଜାଣ୍ଡର ଫ୍ଲେମି
77.କଣ ନେବାଦ୍ୱାରା ହଇଜା,ବସନ୍ତ ଏବଂ ହିପଟେଇଟିସ ରୋଗ ହେବ ନାହିଁ ?
A. ପେନସିଲିୟମ
B. କବକ.
C. ଇଞ୍ଜେକ୍ସନ
D. ଟିକା
Ans :D. ଟିକା
78.ବସନ୍ତ ଟୀକା କିଏ ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର ଫ୍ଲେମି
C. ଏଡୱାର୍ଡ ଜେନର
D. ରବଟ କକ
Ans :C. ଏଡୱାର୍ଡ ଜେନର
79.— ମସିହାରେ ବସନ୍ତ ଟିକା ଉଦ୍ଭାବନ ହୋଇଥିଲା ?
A. 1929
B.1798
C.1876
D.1857
Ans :B. 1798
80—- ମସିହାରେ ପେନସିଲିୟମ ଉଦ୍ଭାବନ ହୋଇଥିଲା ?
A. 1929
B.1798
C.1876
D.1857
Ans :A. 1929
81.କେତେକ ଅଣୁଜୀବ ଦ୍ୱାରା ମଣିଷ, ଉଦ୍ଭିଦ ଓ ଅନ୍ୟ ପ୍ରାଣୀମାନଙ୍କ ଦେହରେ ରୋଗ ହୋଇଥାଏ ଏହି ରୋଗକାରକ ଅଣୁଜୀବମାନଙ୍କୁ —- କୁହାଯାଏ ?
A. ରୋଗମୁକ୍ତ
B. ପେନସିଲୟମ
C. ବ୍ୟାଧିଜାତକ
D. କୌଣସିଟି ନୁହେଁ
Ans :C. ବ୍ୟାଧିଜାତକ
82. ଯେଉଁ ଅଣୁଜୀବଜନିତ ରୋଗଗୁଡିକ ଜଣେ ରୋଗାକ୍ରାନ୍ତ ବ୍ୟକ୍ତିଠାରୁ ବାୟୁ, ଜଳ ଖାଦ୍ୟ କିମ୍ବା ଶାରୀରିକ ସଂସ୍ପର୍ଶ ଦ୍ୱାରା ସୁସ୍ଥ ମଣିଷ ଦେହକୁ ସଞ୍ଚରିତ ହୋଇଥାନ୍ତି ତାହାକୁ କଣ କୁହାଯାଏ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans : D. ସଂକ୍ରାମକ ରୋଗ
83. ହଇଜା, ସର୍ଦି, ହାଡଫୁଟି —– ରୋଗର ଉଦାହରଣ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans :D. ସଂକ୍ରାମକ ରୋଗ
84. ମାଈ ଏନୋଫିଲିସ ମାଷା କାମୁଡ଼ିଲେ — ରୋଗ ହୁଏ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans :A. ମ୍ୟାଲେରିଆ
85.ମାଈ ଏଡିସ ମଶା କାମୁଡ଼ିଲେ —- ରୋଗ ହୁଏ?
A. ମ୍ୟାଲେରିଆ
B. ଏଡ଼ସ
C. ଡେଙ୍ଗୁ
D.ସଂକ୍ରାମକ ରୋଗ
Ans : c.ଡେଙ୍ଗୁ
86.ମ୍ୟାଲେରିଆ —-ର ବାହକ ?
A. କବକ
B. ଭୁତାଣୁ
C. ପାରାଜୀବିର
D. ଶୈବାଳ
Ans :C. ପାରାଜୀବିର
87. ଡେଙ୍ଗୁ ରୋଗ —- ର ବାହକ
A. କବକ
B. ଭୁତାଣୁ
C. ପାରାଜୀବିର
D. ଶୈବାଳ
Ans :B. ଭୁତାଣୁ
88. [09:15, 19/05/2024] +91 80936 71309: 35. ମିଳିମିଳା,ହାଡଫୁଟି, ପୋଲିଓ ହିପାଟାଇଟିସ – B ଆଦି — ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହେଇଥାଏ ?
A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans :B. ଭୂତାଣୁ.
89. ହିଯା, ଟାଇଫଏଡ — ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହେଇଥାଏ ?
.A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans :A. ବୀଜାଣୁ
90. ମିଳିମିଳା —- ମାଧ୍ୟମ ରେ ହୋଇଥାଏ ?
A. ଜଳ
B. ବାୟୁ
C. ସଂସ୍ପର୍ଶ
D. ମଶା
Ans :B. ବାୟୁ
91. ହାଡଫୁଟି —- ମାଧମରେ ହୋଇଥାଏ ?
A. ଜଳ
B. ବାୟୁ
C. ସଂସ୍ପର୍ଶ
D. Both B& C
Ans :D. Both B&C
92.ପୋଲିଓଞ୍ଜ —- ମାଧମରେ ହୋଇଥାଏ ?
A.ଜଳ
B. ବାୟୁ
C. ସଂସ୍ପର୍ଶ
D. Both A& B
Ans :D. Both A& B
93. ହଇଜା —- ମାଧମରେ ହୋଇଥାଏ ?
Ans :A. ଜଳ
B. ବାୟୁ
C. ଖାଦ୍ୟ
D. Both A& C
Ans :D. Both A& C
94. ମ୍ୟାଲେରିଆ —-ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହୋଇଥାଏ?
A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans : C.ଆଦିପ୍ରାଣୀ
95. ମଣିଷ, ଗାଈଗୋରୁଠାରେ —- ରୋଗ ଦେଖାଯାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଯଦୁରା
D. ଅନ୍ଥରାକ୍ସ
Ans :D. ଅନ୍ଥରାକ୍ସ
96. [09:15, 19/05/2024] +91 80936 71309: 43. ଲୁଣା ଓ ଖାଇବାଟଲା ଭଳି କେତେକ ସାଧାରଣ ଦ୍ରବ୍ୟ ଅଣୁଜୀବମାନଙ୍କ ବଫୁଧି ରୋକିଥାନ୍ତି ତାହାକୁ କଣ କୁହାଯାଏ ?
A. ସଂରକ୍ଷଣ
B. ପରିରକ୍ଷକ
C. ବିଘଟନ
D ଅସଂରକ୍ଷଣ
Ans :B. ପରିରକ୍ଷକ
97.ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା ପାଇଁ କଣ ବ୍ୟବହାର କରାଯାଏ ?
A ଚିନି
B. ପାଣି
C. ଲୁଣ
D. ଫଳ
Ans :C. ଲୁଣ
98. ଲେମ୍ବୁର — ରୋଗ ବାୟୁ ମାଧ୍ୟମରେ ହୋଇଥାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜାଦୁରା
D. କୌଣସିଟି ନୁହେଁ
Ans :C. ଜାଦୁରା
99. ଗହମର — ରୋଗ ବାୟୁ, ମଞ୍ଜି ମାଧ୍ୟମରେ ହୋଇଥାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜଦୁରା
D. କୌଣସିଟି ନୁହେଁ
Ans :B. କଳଙ୍କି
100. ଭେଣ୍ଡିର — ରୋଗ କୀଟ ମାଧ୍ୟମରେ ହୋଇଥାଏ ,?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜଦୁରା
D. କୌଣସିଟି ନୁହେଁ
Ans :A. ୟେଲୋ ଭେନ ମୋଜାଇକ
101.ଅଁଳା, କ୍ଷଞ୍ଚା ଆମ୍ବ, ତେନ୍ତୁଳି ଆଦି ରେ କଣ ମିଶାଇ ପରିରକ୍ଷକ କରାଯାଏ ?
A.ଚିନି
B. ପାଣି
C. ଲୁଣ
D. ଫଳ
Ans :C. ଲୁଣ
102. ଜାମ, ଜେଲି ରେ କଣ ମିଶାଇ ପରିରକ୍ଷକ କରାଯାଏ ?
A.ଚିନି
B. ପାଣି
C. ଲୁଣ
D. ଫଳ
Ans : *A.ଚିନି
103. ପ୍ୟାକେଟ ରେ ଆସୁଥିବା କ୍ଷୀର କୁ — କରାଯାଏ
A. ପୁନଚକ୍ରଣ
B. ପୁନଃବ୍ୟବହାର
C. ପାଶ୍ଚାରୀକରଣ
D. କୌଣସିଟି ନୁହେଁ
Ans :C. ପାଶ୍ଚାରୀକରଣ
104. କ୍ଷୀରକୁ —- ଡିଗ୍ରୀ ସେଲସିୟମ ରେ ଗରମ କରାଯାଏ?
A.79%
B.80%
C.70%
D.47%
Ans :C. 70 %
105. କ୍ଷୀରକୁ 70 ଡିଗ୍ରୀ ସେଲସିୟମ ରେ କେତେ ମିନିଟ ଗରମ କରାଯାଏ ସାଙ୍ଗେ ସାଙ୍ଗେ ଥଣ୍ଡା କରାଯାଇ ସାଇତି ରଖାହୋଇଥାଏ ?15-20
A. 15-30
B.20-30
C. 40-.45
D.10-40
Ans :A. 15-30
106. କ୍ଷୀରକୁ 70 ଡିଗ୍ରୀ ସେଲସିୟମ ରେ 15-30 ମିନିଟ ଗରମ କରାଯାଏ ସାଙ୍ଗେ ସାଙ୍ଗେ ଥଣ୍ଡା କରାଯାଇ ସାଇତି ରଖାହୋଇଥାଏ ତାହାକୁ କଣ କୁହାଯାଏ?
A. କିଣ୍ୱନ
B. ଗଠନ
C. ପାଶ୍ଚାରୀକରଣ
Ans : C. ପାଶ୍ଚାରୀକରଣ
107. ପାଶ୍ଚାରୀକରଣ କିଏ ଉଦ୍ଭାବନ କରିଥିଲେ ?
A. ଅଲେକଜଣ୍ଡା
B. ରବଟ ହକ
C. ଲୁଇପାଶ୍ଚର
D ଏଡୱାର୍ଡ
Ans :. ଲୁଇପାଶ୍ଚର
Class 8 Science Questions and Answer (MCQ)
Class 8 Science Chapter 14: ବିଦ୍ୟୁତ ସ୍ରୋତର ରାସାୟନିକ ପ୍ରବାହ
Class 8 Science Chapter 12: ଘର୍ଷଣ (Friction)
Class 8 Science Chapter 9: Reproduction in Animals (ପ୍ରାଣୀଙ୍କ ପ୍ରଜନନ)
Class 8 Science Chapter 8: Cell Structure and Functions (କୋଷ – ଗଠନ ଓ କାର୍ଯ୍ୟ)
Class 8 Science Chapter 6: ଦହନ ଓ ଶିଖା