Explore the fascinating world of chemical effects of electric current in Class 8 Science Chapter 14. Understand the principles, experiments, and applications of electric current in chemical reactions with easy-to-understand explanations and examples. Ideal for Class 8 students and educators seeking comprehensive study material on ବିଦ୍ୟୁତ ସ୍ରୋତର ରାସାୟନିକ ପ୍ରବାହ.
BSE Odisha Class 8 Science Chapter 14: ବିଦ୍ୟୁତ ସ୍ରୋତର ରାସାୟନିକ ପ୍ରବାହ (Chemical Effects of Electric Current)
1. ଯେଉଁ ପଦାର୍ଥ ମଧ୍ୟ ଦେଇ ବିଦ୍ୟୁତ ପରିବାହିତ ହୋଇପାରେ ତାହାକୁ —– କୁହାଯାଏ ?
A . ବିଦ୍ୟୁତ କୁପରିବାହୀ
B. ବିଦ୍ୟୁତ ସୁପରିବାହୀ
C. ବିଦ୍ୟୁତ ପରିବାହୀ
D. ବିଦ୍ୟୁତ ଅପରିବାହୀ
Ans :B. ବିଦ୍ୟୁତ ସୁପରିବାହୀ
2. ଯେଉଁ ପଦାର୍ଥ ମଧ୍ୟ ଦେଇ ବିଦ୍ୟୁତ ପରିବାହିତ ହୋଇପାରେ ନାହିଁ ତାହାକୁ —– କୁହାଯାଏ ?
A . ବିଦ୍ୟୁତ କୁପରିବାହୀ
B. ବିଦ୍ୟୁତ ସୁପରିବାହୀ
C. ବିଦ୍ୟୁତ ପରିବାହୀ
D. ବିଦ୍ୟୁତ ଅପରିବାହୀ
Ans :A . ବିଦ୍ୟୁତ କୁପରିବାହୀ
3. ତମ୍ବା, ଆଲୁମିନିୟମ ଆଦି ଧାତବ ପଦାର୍ଥ —- ଅଟେ ?
A. କୁପରିବାହୀ
B. ସୁପରିବାହୀ
C. ପରିବାହୀ
D. ଅପରିବାହୀ
Ans : B. ସୁପରିବାହୀ
4. ତାର ଉପରେ ଥିବା ପ୍ଲାଷ୍ଟିକ ଆବରଣଟି —– ଅଟେ ?
A . କୁପରିବାହୀ
B. ସୁପରିବାହୀ
C. ପରିବାହୀ
D. ଅପରିବାହୀ
Ans :A. କୁପରିବାହୀ
5. ଶୁଖିଲା କାଠ, ରବର, କାଗଜ ଇତ୍ୟାଦି ମଧ୍ୟ —– ଅଟେ ?
A. କୁପରିବାହୀ
B. ସୁପରିବାହୀ
C. ପରିବାହୀ
D. ଅପରିବାହୀ
Ans :A. କୁପରିବାହୀ
6. LED ବଲରେ ଲାଗିଥିବା ଦୁଇଟି ତାର ବାହାରିଥାଏ ତାହାକୁ — କୁହାଯାଏ?
A. ଆୟନ
B. କ୍ୟାଥୋଡ଼
C. ଏନୋଡ଼
D. ଲିଡସ
Ans :D. ଲିଡସ
7. ବିଦ୍ୟୁତ ପରିପଥରେ ଅତିକ୍ଷିଣ ବିଦ୍ୟୁତ ପ୍ରବାହ ହେଉଥିଲେ ମଧ୍ୟ —– ଯନ୍ତ୍ର ରେ ସୂଚନା ମିଳିଥାଏ ?
A. ଥର୍ମୋମିଟର
B. ବାରୋମିଟର
C. ହାଇଗ୍ରୋମିଟର
C. ଗାଲଭାନୋମିଟର
D. ଉଇଣ୍ଡୋଭେନ
Ans :C. ଗାଲଭାନୋମିଟର
8. —– ବିଦ୍ୟୁତର କୁପରିବାହୀ ?
A. ତେଲ
B. ଜଳ
C. ଲୁଣ
D. ଭାତ
Ans :D. ଭାତ
9. ଲୁଣ ଦ୍ରବଣ ବିଦ୍ୟୁତର —- ଅଟେ ?
A. କୁପରିବାହୀ
B. ସୁପରିବାହୀ
C. ପରିବାହୀ
D. ଅପରିବାହୀ
Ans :B. ସୁପରିବାହୀ
10. ପାତିତଜଳ ବିଦ୍ୟୁତର —- ଅଟେ ?
A. କୁପରିବାହୀ
B. ସୁପରିବାହୀ
C. ପରିବାହୀ
D. ଅପରିବାହୀ
Ans :A. କୁପରିବାହୀ
11. ସେଲର ଯୁକ୍ତାତ୍ମକ ଅଗ୍ରସହ ସଂଯୁକ୍ତ ବିଦ୍ୟୁତଗ୍ରହକୁ —– କୁହାଯାଏ ?
A. ଆୟନ
B. କ୍ୟାଥୋଡ଼
C. ଏନୋଡ଼
D. କୌଣସିଟି ନୁହେଁ
Ans :C. ଏନୋଡ଼
12. ସେଲର ବିଯୁକ୍ତତ୍ମକ ଅଗ୍ରସହ ସଂଯୁକ୍ତ ବିଦ୍ୟୁତଗ୍ରହକୁ —– କୁହାଯାଏ ?
A. ଆୟନ
B. କ୍ୟାଥୋଡ଼
C. ଏନୋଡ଼
D. କୌଣସିଟି ନୁହେଁ
Ans :B. କ୍ୟାଥୋଡ଼
13. ପ୍ରତେକ ଅଣୁର ଯୁକ୍ତାତ୍ମକ ଚାର୍ଜ ଥିବା ଅଂଶକୁ —– ଆୟନ କୁହାଯାଏ ?
A.ବିଜୁ୍ତାତ୍ମକ ଆୟନ
B. ଯୁକ୍ତାତ୍ମକ ଆୟନ
C. ବିଦ୍ୟୁ୍ତାଗ୍ରହ
D. ଉପରୋକ୍ତ ସମସ୍ତ
Ans :B. ଯୁକ୍ତାତ୍ମକ ଆୟନ
14. ପ୍ରତେକ ଅଣୁର ବିଜୁ୍ତାତ୍ମକ ଚାର୍ଜ ଥିବା ଅଂଶକୁ —– ଆୟନ କୁହାଯାଏ ?
A.ବିଜୁ୍ତାତ୍ମକ ଆୟନ
B. ଯୁକ୍ତାତ୍ମକ ଆୟନ
C. ବିଦ୍ୟୁ୍ତାଗ୍ରହ
D. ଉପରୋକ୍ତ ସମସ୍ତ
Ans : A.ବିଜୁ୍ତାତ୍ମକ ଆୟନ
15. ଧାତବ ଲବଣର ଦ୍ରବଣରେ ବିଦ୍ୟୁତ ପ୍ରବାହ ଦ୍ୱାରା ଉକ୍ତ ଧାତୁକୁ ପୃଥକ କରି ଅନ୍ୟ ଏକ ଧାତୁ ଉପରେ ଜମା କରିବା ପ୍ରକ୍ରିୟାକୁ —- କୁହାଯାଏ ?
A. ବିଦ୍ୟୁତ ପ୍ରଲେପନ
B. ବିଦ୍ୟୁତ କୁପରିବାହୀ
C. ବିଦ୍ୟୁତ ସୁପରିବାହୀ
D. କୌଣସିଟି ନୁହେଁ
Ans :A. ବିଦ୍ୟୁତ ପ୍ରଲେପନ
16. —— ବିଦ୍ୟୁତ ସ୍ରୋତର ଗୋଟିଏ ରାସାୟନିକ ପ୍ରବାହ ?
A. ବିଦ୍ୟୁତ ପ୍ରଲେପନ
B. ବିଦ୍ୟୁତ କୁପରିବାହୀ
C. ବିଦ୍ୟୁତ ସୁପରିବାହୀ
D. କୌଣସିଟି ନୁହେଁ
Ans :A. ବିଦ୍ୟୁତ ପ୍ରଲେପନ
Check out our other blog post: Class 8 Questions
Class 8 Science Chapter 11: ବଳ ଓ ଚାପ
Class 8 History Chapter 1: ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା
Class 8 Science Chapter 14:
Class 8 Geography Chapter 1
Class 8 Science Chapter 12: ଘର୍ଷଣ (Friction)
Class 8 Science Chapter 9: Reproduction in Animals (ପ୍ରାଣୀଙ୍କ ପ୍ରଜନନ)
Class 8 Science Chapter 8: Cell Structure and Functions (କୋଷ – ଗଠନ ଓ କାର୍ଯ୍ୟ)
Class 8 Science Chapter 6: ଦହନ ଓ ଶିଖା
Class 8 Geography Chapter 5 : ମାନବ ସମ୍ବଳ
Class 8 Geography Chapter 4:ଶିଳ୍ପ