Class 8 Science Chapter 12

Class 8 Science Chapter 12

Facebook
Telegram
WhatsApp
LinkedIn

Explore Class 8 Science Chapter 12 on ଘର୍ଷଣ (Friction). Find detailed explanations, notes, and study materials to master the concepts of friction in physics. Ideal for students preparing for exams.

Class 8 Science Chapter 12: ଘର୍ଷଣ (Friction) – Comprehensive Guide and Notes

1. —– ପ୍ରଯୁକ୍ତ ବଳର ବିପରୀତ ଦିଗରେ କ୍ରିୟାଶୀଳ ହୁଏ ?
A. ବଳ
B. ଚାପ
C. ଘର୍ଷଣ
D. ଦହନ
Ans :C. ଘର୍ଷଣ
2. ଏକ ବସ୍ତୁ ଉପରେ କ୍ରିୟାଶୀଳ ହେଉଥିବା ବଳ ମାପିବା ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ର ମାନଙ୍କ ମଧ୍ୟରୁ —— ଯନ୍ତ୍ର ଅନ୍ୟତମ ?
A. ଥର୍ମୋମିଟର
B. ବାରୋମିଟର
C. ସ୍ପ୍ରିଙ୍ଗ ବାଲାନସ
D. ହାଇଗ୍ରୋମିଟର
Ans :C. ସ୍ପ୍ରିଙ୍ଗ ବାଲାନସ
3. ପ୍ରଯୁକ୍ତ ବଳ ଥାଇ ବସ୍ତୁଟି ଗତିଶୀଳ ହେଉ ନଥିବା ଅବସ୍ଥାରେ ପୃଷ୍ଠଟି ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ —– ବଳ କୁହାଯାଏ ?
A. ସ୍ଥିତିକ ଘର୍ଷଣ
B. ଚରମ ଘର୍ଷଣ
C. ଗଡ଼ାଣି ଘର୍ଷଣ
D. ଗତିଜ ଘର୍ଷଣ
Ans :A. ସ୍ଥିତିକ ଘର୍ଷଣ
4. ବସ୍ତୁଟି ଠିକ ଗତିଶୀଳ ହେବାକୁ ଆରମ୍ଭ କରିବା ଅବସ୍ଥାରେ କ୍ରିୟାଶୀଳ ସର୍ବୋଚ୍ଚ ସ୍ଥିତିଜ ଘର୍ଷଣ ବଳକୁ —– ବଳ କୁହାଯାଏ ?
A. ପ୍ରବହ ଘର୍ଷଣ
B. ଚରମ ଘର୍ଷଣ
C. ଗଡ଼ାଣି ଘର୍ଷଣ
D. ଗତିଜ ଘର୍ଷଣ
Ans :B. ଚରମ ଘର୍ଷଣ
5. ବସ୍ତୁଟି ଗତିଶୀଳ ଥିବା ଅବସ୍ଥାରେ ଏହା ପୃଷ୍ଠ ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ —– ବଳ କୁହାଯାଏ ?
A. ପ୍ରବହ ଘର୍ଷଣ
B. ଖସାଣି ଘର୍ଷଣ
C. ଗଡ଼ାଣି ଘର୍ଷଣ
D. ଗତିଜ ଘର୍ଷଣ
Ans :D. ଗତିଜ ଘର୍ଷଣ
6. ଦୁଇ ପୃଷ୍ଠର ଛନ୍ଦାଛନ୍ଦି ହେବ ପ୍ରକ୍ରିୟାକୁ —— କୁହାଯାଏ ?
A. ପ୍ରବହ ଘର୍ଷଣ
B. ଖସାଣି ଘର୍ଷଣ
C. ଇଣ୍ଟରଲକିଙ୍ଗ
D. ଗତିଜ ଘର୍ଷଣ
Ans :C. ଇଣ୍ଟରଲକିଙ୍ଗ
7. ଦୁଇଟି ପୃଷ୍ଠ ଅଧିକ ଚାପି ହୋଇଗଲେ ସେଗୁଡିକର ପୃଷ୍ଠ ଉପରେ ରହିଥିବା ଖାଲଢିପ ଗୁଡିକ ଅଧିକ ଛନ୍ଦି ହୋଇ ପରସ୍ପରକୁ ବେଶୀ ଜାବୁଡି ଧରନ୍ତି ଏବଂ ଉଭୟ ପୃଷ୍ଠ ଉପରେ ଥିବା ଅଣୁଗୁଡିକ ମଧରେ ଏକ ପ୍ରକାର ଆକର୍ଷଣ ସୃଷ୍ଟି ହୂଏ ଏହି ଆକର୍ଷଣକୁ —– କୁହନ୍ତି ?
A. ଆପେକ୍ଷିକ ବଳ
B. ଅସଂଜନ ବଳ
C. ସଂଜନ ବଳ
D. ଉପରୋକ୍ତ ସମସ୍ତ
Ans :B. ଅସଂଜନ ବଳ
8. ଏକ ବସ୍ତୁ ଅନ୍ୟ ଏକ ପୃଷ୍ଠ ଉପରେ ଗାଡିବାବେଳେ କ୍ରିୟାଶୀଳ ଘର୍ଷଣ ବଳକୁ —- କହନ୍ତି ?
A. ପ୍ରବହ ଘର୍ଷଣ
B. ଖସାଣି ଘର୍ଷଣ
C. ଗଡ଼ାଣି ଘର୍ଷଣ
D. ଗତିଜ ଘର୍ଷଣ
Ans : C. ଗଡ଼ାଣି ଘର୍ଷଣ
9. ତରଳ ଓ ଗ୍ୟାସୀୟ ପଦାର୍ଥ ବିଶିଷ୍ଠ ମାଧମରେ ସଜୀଵ ଓ ନିର୍ଜୀବ ମାନଙ୍କ ଗତିବେଳେ ଏକପ୍ରକାର ଘର୍ଷଣ ବଳ ଗତିଶୀଳ ବସ୍ତୁଟି ଉପରେ କ୍ରିୟାଶୀଳ ହୋଇଥାଏ ଏହାକୁ ସାଧାରଣ ଭାବେ —– କୁହାଯାଏ ?
A. ପ୍ରବହ ଘର୍ଷଣ
B. ଖସାଣି ଘର୍ଷଣ
C. ଗଡ଼ାଣି ଘର୍ଷଣ
D. ଗତିଜ ଘର୍ଷଣ
Ans :A. ପ୍ରବହ ଘର୍ଷଣ
10. ପ୍ରବହ ମଧରେ ଗତିକରୁଥିବା ବସ୍ତୁ ଉପରେ କ୍ରିୟାଶୀଳ ଘର୍ଷଣ ବଳକୁ —- କୁହାଯାଏ ?
A . ଡ୍ରାଗ
B. ପୋଲ
C. ଘର୍ଷଣ
D. ଗତି
Ans :A . ଡ୍ରାଗ
11. ପରସ୍ପର ସହିତ ସଂସ୍ପର୍ଶରେ ଥିବା ଦୁଇଟି ପୃଷ୍ଠ ମଧରେ —– କୁ ଘର୍ଷଣ ବିରୋଧ କରିଥାଏ ?
A. ଆପେକ୍ଷିକ ଗତିକୁ
B. ସ୍ଥିତିଜ ଗତି
C. ପ୍ରବହ ଗତି
D. ଗଡ଼ାଣି ଗତି
Ans :A. ଆପେକ୍ଷିକ ଗତିକୁ

Leave a Comment