Class 8 Science Chapter 10: କୈଶୋର (Adolescence)

Facebook
Telegram
WhatsApp
LinkedIn

Explore Class 8 Science Chapter 10: କୈଶୋର (Adolescence). Understand the key concepts of adolescence, its physical and emotional changes, and the importance of this developmental stage. Perfect for students seeking a thorough understanding of the topic.

1. ଜନ୍ମ ପରେ ମଣିଷ ଶରୀରରେ —- ଟି ପର୍ଯାୟରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ ?
A. ଗୋଟିଏ
B. ଦୁଇଟି
C. ତିନିଟି
D. ଚାରିଟି
Ans :C. ତିନିଟି
2. ମଣିଷ ଶରୀରରେ ତିନିଟି ପର୍ଯାୟ ହେଉଛି ଶୈଶବକାଳୀନ, ମଧ୍ୟକାଳୀନ, ଓ ଅନ୍ୟଟି —— ?
A . କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :A . କୈଶୋର ଅବସ୍ଥା
3. ପ୍ରାୟ —- ବର୍ଷ ବୟସ ବେଳକୁ କିଶୋରକାଳୀନ ଦ୍ରୁତ ଅଭିବୃଦ୍ଧି ଆରମ୍ଭ ହୋଇଥାଏ ?
A.12-80
B.10-12
C. 10-11
D. 1-8
Ans :C. 10-11
4. —– ଅବସ୍ଥାରେ ଶରୀରରେ ବହୁ ପରିବର୍ତ୍ତନ ଦେଖାଦିଏ ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :A. କୈଶୋର ଅବସ୍ଥା
5. କିଶୋରକାଳୀନ ଦ୍ରୁତ ଅଭିବୃଧି ହେଵା —- ଅବସ୍ଥାରେ ଉପନୀତ ହେବାର ସଂକେତ ଦେଇଥାଏ ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :C. ବୟପ୍ରାପ୍ତ ଅବସ୍ଥା
6. 10- 11 ବର୍ଷ ବୟସରୁ ଆରମ୍ଭ ହୋଇ 18-19 ବର୍ଷ ବୟସ ପର୍ଯ୍ୟନ୍ତ ଚାଲୁ ରହିଥିବା ଅବସ୍ଥା କୁ କଣ କୁହାଯାଏ ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :A. କୈଶୋର ଅବସ୍ଥା
7. —– ଅବସ୍ଥାରେ ହଠାତ ଉଚ୍ଚତା ବଢିବା, ପୁଅମାନଙ୍କ ନିଶ ଉଠିବ ପରି ବହୁ ଶାରୀରିକ ପରିବର୍ତ୍ତନ ସହ ମାନସିକ ଓ ବୈଦ୍ଧିକ ସ୍ତରରେ ପରିବର୍ତ୍ତନ ଘଟିଥାଏ ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :A. କୈଶୋର ଅବସ୍ଥା
8. କିଶୋରକିଶୋରୀମାନଙ୍କ ଆଚରଣରେ ମଧ୍ୟ ପୂର୍ବ ଅବସ୍ଥା ତୁଳନାରେ କିଛି ପାର୍ଥକ୍ୟ ଦେଖାଯାଏ ଏହାକୁ —- କୁହାଯାଏ ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :B. ଯୁବକ୍ରାନ୍ତି ଅବସ୍ଥା
9. —– ଅବସ୍ଥା ଏକ ବିଶେଷ ଅବସ୍ଥା ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :B. ଯୁବକ୍ରାନ୍ତି ଅବସ୍ଥା
10. 11 ବର୍ଷ ବୟସ ବେଳକୁ ପୁଅଟିଏ ତାର ସମ୍ଭାବ୍ୟ ଉଚ୍ଚତା —- ପ୍ରତିଶତ ?
A. 99.5
B. 56
C. 88
D. 81
Ans :D. 81
11. 11 ବର୍ଷ ବୟସ ବେଳକୁ ଝିଅଟିଏ ତାର ସମ୍ଭାବ୍ୟ ଉଚ୍ଚତା —- ପ୍ରତିଶତ ?
A. 99.5
B. 56
C. 88
D. 81
Ans :C. 88
12. 16 ବର୍ଷ ବୟସ ବେଳକୁ ଝିଅଟିଏ ତାର ସମ୍ଭାବ୍ୟ ଉଚ୍ଚତା —- ପ୍ରତିଶତ ?
A. 99.5
B. 56
C. 100
D. 75
Ans :A. 99.5
13. 16 ବର୍ଷ ବୟସ ବେଳକୁ ପୁଅଟିଏ ତାର ସମ୍ଭାବ୍ୟ ଉଚ୍ଚତା —- ପ୍ରତିଶତ ?
A. 98
B. 56
C. 100
D. 75
Ans :A. 98
14. 18 ବର୍ଷ ବୟସ ବେଳକୁଉଭୟ ପୁଅଟିଏ ଓ ଝିଅଟିଏ ତାର ସମ୍ଭାବ୍ୟ ଉଚ୍ଚତା —- ପ୍ରତିଶତ ?
A. 98
B. 56
C. 100
D. 75
Ans :C. 100
15. ମନେକର ଗୋଟିଏ ପୁଅର ବୟସ 9 ବର୍ଷ ଏବଂ ଉଚ୍ଚତା 120 ସେ. ମି.। ବୃଦ୍ଧିର ଅବଧି ଶେଷ ହେବ ବେଳକୁ ତାର ସମ୍ଭାବ୍ୟ ଉଚ୍ଚତା କେତେ ?
A.123 ସେ. ମି
B. 120 ସେ. ମି
C. 178 ସେ. ମି
D. 180 ସେ. ମି
Ans :B. 120 ସେ. ମି
16. ବର୍ତ୍ତମାନ ଉଚ୍ଚତା ×100 =?
A. ପରିସୀମା
B. କ୍ଷେତ୍ରଫଳ
C. ସମ୍ଭାବ୍ୟ ଉଚ୍ଚତା
D. ହାରାହାରି ଉଚ୍ଚତା
Ans :C. ସମ୍ଭାବ୍ୟ ଉଚ୍ଚତା
17. —- ଅବସ୍ଥାରେ ଝିଅମାନଙ୍କ ଉଚ୍ଚତା ବୃଦ୍ଧି ପୁଅଙ୍କଠାରୁ ଅଧିକ ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :B. ଯୁବକ୍ରାନ୍ତି ଅବସ୍ଥା
18. ଶରୀରର ଉଚ୍ଚତା ପିତାମାତାଙ୍କ ଠାରୁ ଆସିଥିବା —– ଉପରେ ନିର୍ଭର କରେ ?
A. ଧାତୁ
B. ଜୀବନ
C. ଜିନ
D.ପୋଷଣ
Ans :C. ଜିନ
19.—- ଅବସ୍ଥାରେ ଜନନ ଅଙ୍ଗର ବିକାଶ ଘଟେ ଏବଂ ଯୁଗ୍ମଜ ଉତ୍ପାଦନ ଓ ପରିପକ୍ୱନ ଆଦି ଆରମ୍ଭ ହୁଏ ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :A. କୈଶୋର ଅବସ୍ଥା
20. —— ରେ ପୁଅଙ୍କ ସ୍ୱର ପେଟିକା ବଢେ ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :B. ଯୁବକ୍ରାନ୍ତି ଅବସ୍ଥା
21. ପୁଅ ପିଲାମାନଙ୍କର କଣ୍ଠ ସାମାନ୍ୟ ଫୁଲି ଆଗକୁ ବାହାରିଆସିଥିବା ପରି ଦେଖାଯାଏ ଏହି ଅଂଶକୁ କଣ କୁହାଯାଏ ?
A . ଗଳଘଣ୍ଟିକା
B. ପରିପକ୍ୱନ
C. ସ୍ବେଦଗ୍ରନ୍ଥି
D. ଶ୍ୱାସ
Ans : A . ଗଳଘଣ୍ଟିକା
22. ପୁଅର ସ୍ୱର ମଧ୍ୟ କିପରି ହୋଇଥାଏ ?
ଅ. ମଧୁର
B. କର୍କଶ
C. Both a &b
D. କୌଣସିଟି ନୁହେଁ
Ans :B. କର୍କଶ
23. ଆନ୍ତସ୍ରାବୀ ଗ୍ରନ୍ଥିରୁ କ୍ଷିରିତ ହରମୋନ ସିଧା ରକ୍ତରେ ମିଶେ ତେଣୁ ଏଗୁଡିକୁ —– ଗ୍ରନ୍ତି କୁହାଯାଏ ?
A. ସ୍ବେଦଗ୍ରନ୍ଥି
B. ସ୍ନେହଗ୍ରନ୍ଥି
C. ଅନାଳଗ୍ରନ୍ଥି
D. ପୋଷଗ୍ରନ୍ଥି
Ans :C. ଅନାଳଗ୍ରନ୍ଥି
24. ହରମୋନ କ୍ଷରଣ —– ଗ୍ରନ୍ଥି ଦ୍ୱାରା ନିୟନ୍ତ୍ରିତ ହୁଏ ?
A. ସ୍ବେଦଗ୍ରନ୍ଥି
B. ସ୍ନେହଗ୍ରନ୍ଥି
C. ଲାଳଗ୍ରନ୍ଥି
D. ପୋଷଗ୍ରନ୍ଥି
Ans : D. ପୋଷଗ୍ରନ୍ଥି
25. ସୁସ୍ଥ ଶରୀର ପାଇଁ —- ଖାଦ୍ୟ ଆବଶ୍ୟକ ?
A. ବସିଖାଦ୍ୟ
B. ଉତ୍ତମ ଖାଦ୍ୟ
C. ସୁଷମ ଖାଦ୍ୟ
D. ପଚାସଡ଼ା ଖାଦ୍ୟ
Ans :C. ସୁଷମ ଖାଦ୍ୟ
26. ଦ୍ରୁତ ବୃଦ୍ଧି ଓ ବିକାଶ ହେଉଛି —— ଅବସ୍ଥାର ବିଶେଶ୍ୱତ?
A. କୈଶୋର ଅବସ୍ଥା
B. ଯୁବକ୍ରାନ୍ତି ଅବସ୍ଥା
C. ବୟପ୍ରାପ୍ତ ଅବସ୍ଥା
D. କୌଣସିଟି ନୁହେଁ
Ans :A. କୈଶୋର ଅବସ୍ଥା
27. ମଣିଷର ଗୁଣସୂତ୍ର ସଂଖ୍ୟା ହେଉଛି —- ଯୋଡ଼ା ?
A.33
B.23
C.12
D.34
Ans :B. 23
28. 23 ଯୋଡ଼ା ଗୁଣସୂତ୍ର ରୁ ଗୋଟିଏ ଯୋଡ଼ାକୁ —– କୁହାଯାଏ ?
A. ଲିଙ୍ଗଗୁଣସୂତ୍ର
B. ଗୁଣସୂତ୍ର
C. ଜିନ
D. ଗୁଣପିଣ୍ଡ
Ans :A. ଲିଙ୍ଗଗୁଣସୂତ୍ର
29. HIV ନାମକ ହେଉଥିବା ଏକ ବିପଦଜନକ ଭୁତାଣୁ ଦ୍ୱାରା —– ରୋଗ ହୁଏ ?
A. LPG
B. AIDS
C. GOP
D. ACID
ANS :B. AIDS
30. —- ବର୍ଷ ପୂର୍ବରୁ ଗାଡି ଚଳାଇବା ନିଷେଧ ?
A. 19
B.18
C.56
D.80
Ans :B. 18

Leave a Comment