Class 8 History Chapter 1: ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Facebook
Telegram
WhatsApp
LinkedIn

Explore Chapter 1 of Class 8 History: “Establishment of Company Rule in India (ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା)” to learn about the historical events leading to British East India Company’s rule in India. Dive into key events, policies, and impacts on Indian society and economy. Perfect for students and educators.

Class 8 History Chapter 1: Establishment of Company Rule in India (ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା)

1. ନିଜାମ ଉଲ ମୁଲକ ସୈନବାହିନୀର ଉଚ୍ଚପଦବୀରେ ରହି —- ଉପାଧି ପାଇଥିଲେ ?
A. ଅସଫଜାହା
B. କୁଲି ଖାଁ
C. ମହାତ୍ମା
D. ଉତ୍କଳ
Ans :B. କୁଲି ଖାଁ
2. ମୋଗଲ ଶାସକଙ୍କ ଦ୍ୱାରା ——- ଦକ୍ଷିଣାତ୍ୟରେ ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିଲେ ?
A. ସାଦତ ଖାଁ
B. ସୁଜାଉଦୌଲା
C.ନିଜାମ-ଉଲ -ମୁଲକ
D. ସଫଦରଜଙ୍ଗ
Ans :C. ନିଜାମ-ଉଲ -ମୁଲକ
3. ହାଇଦ୍ରାବାଦର ଶାସକ କିଏ ?
A. ସାଦତ ଖାଁ
B. ସୁଜାଉଦୌଲା
C. ଜାହାଙ୍ଗୀର
D. ମୁବାରିଜ ଖାଁ
Ans :D. ମୁବାରିଜ ଖାଁ
4. ——- ମୁବାରିଜ ଖାଁ କୁ ହତ୍ୟାକରି “ଅସଫ ଜାହ ” ଉପାଧି ଗ୍ରହଣ କରିଥିଲେ ?
A. ସାଦତ ଖାଁ
B. ସୁଜାଉଦୌଲା
C.ନିଜାମ-ଉଲ -ମୁଲକ
D. ସଫଦରଜଙ୍ଗ
Ans :C. ନିଜାମ-ଉଲ -ମୁଲକ
5. —– ର ସୁବା ଅଯୋଧ୍ୟା, ବନାରସ, ଆହ୍ଲାବାଦ ଓ କାନପୁର କୁ ନେଇ ଗଠିତ ହୋଇଥାଏ ?
A. ମାରୱାର
B. ଅଯୋଧ୍ୟା
C. କାନପୁର
D. ଉଦୟପୁର
Ans :B. ଅଯୋଧ୍ୟା
6. ଅଯୋଧ୍ୟା ସୁବା ର ସୁବାଦାର କିଏ ?
A. ସାଦତ ଖାଁ
B. ସୁଜାଉଦୌଲା
C. ଜାହାଙ୍ଗୀର
D. ସଫଦରଜଙ୍ଗ
Ans :A. ସାଦତ ଖାଁ
7.ସାଦତ ଖାଁ ପରେ ଅଯୋଧ୍ୟା ର ଶାସକ କିଏ ହେଲେ?
A. ସାଦତ ଖାଁ
B. ସୁଜାଉଦୌଲା
C. ଜାହାଙ୍ଗୀର
D. ସଫଦରଜଙ୍ଗ
Ans :D. ସଫଦରଜଙ୍ଗ
8. ୱାଜିର ପଦବୀ କହିଲେ —– ପଦବୀଙ୍କୁ ବୁଝାଏ ?
A. ରାଷ୍ଟ୍ରପତି
B. ପ୍ରଧାନମନ୍ତ୍ରୀ
C. ଦେୱନମାନେ
D. ସୁବାଦାର
Ans :B. ପ୍ରଧାନମନ୍ତ୍ରୀ
9. ସଫଦରଜଙ୍ଗ ପୁତ୍ର କିଏ?
A. ସାଦତ ଖାଁ
B. ସୁଜାଉଦୌଲା
C. ଜାହାଙ୍ଗୀର
D. ସଫଦରଜଙ୍ଗ
Ans :B. ସୁଜାଉଦୌଲା
10. —— ହସ୍ତରେ ଅର୍ଥ ଓ ରାଜସ୍ବ ବିଭାଗ ନ୍ୟସ୍ତ ଥିଲା?
A. ରାଷ୍ଟ୍ରପତି
B. ପ୍ରଧାନମନ୍ତ୍ରୀ
C. ଦେୱନମାନେ
D. ସୁବାଦାର
Ans :B. ପ୍ରଧାନମନ୍ତ୍ରୀ
11. କିଏ ସମ୍ରାଟଙ୍କ ଅନୁପସ୍ଥିତିରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଓ ବରଖାସ୍ତ କରୁଥିଲେ ?
A. ରାଷ୍ଟ୍ରପତି
B. ୱାଜିର
C. ଦେୱନମାନେ
D. ସୁବାଦାର
Ans :B. ୱାଜିର
12. —— ନିରାପତ୍ତା, ପୋଲିସ ଓ ଫୋଉଜାଦାରୀ ମକର୍ଦମା ତଦାରଖ କରୁଥିଲେ ?
A. ରାଷ୍ଟ୍ରପତି
B. ପ୍ରଧାନମନ୍ତ୍ରୀ
C. ଦେୱନମାନେ
D. ସୁବାଦାର
Ans :D. ସୁବାଦାର
13. —– ରାଜସ୍ବ ଓ ତତ ସମ୍ପର୍କୀୟ ମକର୍ଦମା ପରିଚାଳନ କରୁଥିଲେ ?
A. ରାଷ୍ଟ୍ରପତି
B. ପ୍ରଧାନମନ୍ତ୍ରୀ
C. ଦେୱନମାନେ
D. କେନ୍ଦ୍ରମନ୍ତ୍ରୀ
Ans :C. ଦେୱନମାନେ
14. ମୋଗଲ ସମ୍ରାଜ୍ୟର ଅଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ପାରସ୍ୟର ରାଜା ନାଦିର ଶାହା —– ଖ୍ରାଷ୍ଟାବ୍ଦରେ ଭାରତ ଆକ୍ରମଣ କଲେ ?
A .1756
B. 1739
C . 1498
D. 1453
Ans :B. 1739
15. —- ଲାହୋର ଅଧିକାର କରି ଦିଲ୍ଲୀ ଅଗ୍ରସର ହୋଇଥିଲେ?
A . ନାଦିର ଶାହା
B. ଶାହାଜାହାନ
C. ଭାସ୍କୋଡାଗାମା
D. ଅହମଦାବାଦ
Ans :A . ନାଦିର ଶାହା
16. ମୋଗଲ ସମ୍ରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ କଣ କୁହାଯାଏ?
A. ରାଷ୍ଟ୍ରପତି
B. ପ୍ରଧାନମନ୍ତ୍ରୀ
C. ମୁଖ୍ୟମନ୍ତ୍ରୀ
D. କେନ୍ଦ୍ରମନ୍ତ୍ରୀ
Ans :B. ପ୍ରଧାନମନ୍ତ୍ରୀ
17. କିଏ ଶାହାଜାହାନଙ୍କ ନିର୍ମିତ ମୟୂରସିଂହାସନ ଏବଂ କୋହିନୂର ହୀରା, ହସ୍ତୀ ଓ ଅଶ୍ୱଗୁଡିକୁ ସାଙ୍ଗରେ ନେଇ ପାରସ୍ୟ ଫେରିଯାଇଥିଲେ ?
A . ନାଦିର ଶାହା
B. ଶାହାଜାହାନ
C. ଭାସ୍କୋଡାଗାମା
D. ଅହମଦାବାଦ
Ans :A . ନାଦିର ଶାହା
18. —— ମୟୂରସିଂହାସନ ନିର୍ମାଣ କରିଥିଲେ ?
A. ନାଦିର ଶାହା
B. ଶାହାଜାହାନ
C. ଭାସ୍କୋଡାଗାମା
D. ଅହମଦାବାଦ
Ans :B. ଶାହାଜାହାନ
19. ଶିଖମାନେ ବାରଗୋଟି ସଂଘରେ ଗଠିତ ହୋଇଥିଲେ ପ୍ରତ୍ୟକ ସଂଘକୁ —- କୁହାଯାଏ ?
A. ମିସଲ
B. କୋରକ
C. ଗୋଷ୍ଠି
D. ଉପରୋକ୍ତ ସମସ୍ତ
Ans :A. ମିସଲ
20. ମରହଟା ରାଜ୍ୟ ଅଧିକାର ପାଇଁ ତାରାବାଈ ଓ ଶାହୁଜି ମଧ୍ୟରେ —- ଯୁଧ୍ୟ ହେଲା ?
A. ଗୃହଯୁଦ୍ଧ
B. ପାନିପଥ
C. ବକସାର ଯୁଦ୍ଧ
D. ସାମନ୍ତ ସନ୍ଧି
Ans :A. ଗୃହଯୁଦ୍ଧ
21. ଅଫଗାନର ରାଜା ଅହମଦଶାହ ଅବଦଲି —- ରାଜ୍ୟ ଆକ୍ରମଣ କରିଥିଲେ ?
A . ମାରୱାର
B. ଅମ୍ବର
C.ମରହଟ୍ଟା
D. ନେପାଳ
Ans : C.ମରହଟ୍ଟା
22. —– ଖ୍ରାଷ୍ଟାବ୍ଦରେ ତୃତୀୟ ପାନିପଥ ଯୁଦ୍ଧ୍ ହୋଇଥିଲା ?
A .1756
B. 1761
C . 1498
D. 1453
Ans :B. 1761
23. —– ଖ୍ରାଷ୍ଟାବ୍ଦରେ ତୁର୍କୀମାନେ କନଷ୍ଟାଣ୍ଟିନେପଲ ଅଧିକାର କଲାପରେ ଭାରତ ୟୁରୋପ ମଧ୍ୟରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେଲା ?
A .1756
B. 1761
C . 1498
D. 1453
Ans :D. 1453
24. —— ତୁର୍କୀ ରାଜ୍ୟର ପ୍ରାଚୀନ ଶିକ୍ଷା, ସଂସ୍କୃତି ଓ ବାଣିଜ୍ୟସ୍ଥଳୀ ଥିଲା ?
A. ମାରୱାର
B. ଅମ୍ବର
C.କନଷ୍ଟାଣ୍ଟିନେପଲ
D. ନେପାଳ
Ans : C.କନଷ୍ଟାଣ୍ଟିନେପଲ
25. ମୁସଲମାନମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅଟୋମାନ ସାମ୍ରାଜ୍ୟର ସୁଲତାନ ଦ୍ୱିତୀୟ ମହମ୍ମଦ —– ଖ୍ରାଷ୍ଟାବ୍ଦରେ କନଷ୍ଟାଣ୍ଟିନେପଲ ଅଧିକାରକରିଥିଲେ ?
A .1756
B. 1761
C . 1498
D. 1453
Ans :D. 1453
26. —- ଖ୍ରାଷ୍ଟାବ୍ଦରେଭାସ୍କୋଡାଗାମା ଉତ୍ତମାଶା ଅନ୍ତରିପ ପାର ହୋଇ ଭାରତର ପଶ୍ଚିମ ଉପକୂଳସ୍ତ କାଲିକଟ ଠାରେ ପହଞ୍ଚିଥିଲେ ?
A .1756
B. 1761
C . 1498
D. 1453
Ans :C . 1498
27. —– ସ୍ଥାପନ କହିଲେ ଅନ୍ୟ ଦେଶରେ ବସତି ସ୍ଥାପନ କରିବା ଓ ବାଣିଜ୍ୟ ପ୍ରସାର ପାଇଁ ବାଣିଜ୍ୟ କୋଠି ନିର୍ମାଣ କରିବା ସହ ସାମ୍ରାଜ୍ୟ ବୃଦ୍ଧି କରିବାକୁ ବୁଝାଏ?
A. ପାନିପଥ
B. ଉପନିବେଶ
C. ବାଣିଜ୍ୟ
D. କୌଣସିଟି ନୁହେଁ
Ans :B. ଉପନିବେଶ
28. ହଲାଣ୍ଡ ରା ଆଦିବାସୀଙ୍କୁ କଣ କୁହାଯାଏ ?
A. ଡଚ
B. ଦିନାମାର
C. ଫରାସୀ
D. ଜାପାନୀ
Ans :A. ଡଚ
29. —— ଖ୍ରାଷ୍ଟାବ୍ଦରେ ଡଚ ମାନେ ଡଚ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ?
A .1756
B. 1690
C . 1639
D. 1602
Ans :D. 1602
30. ଡେନମାର୍କ ର ଅଧିବାସୀ କୁ ଡେନସ କୁ ଓଡ଼ିଆରେ —- କୁହାଯାଏ ?
A. ଡଚ
B. ଦିନାମାର
C. ଫରାସୀ
D. ଜାପାନୀ
Ans :B. ଦିନାମାର
31. ——ଖ୍ରାଷ୍ଟାବ୍ଦରେ ଇଂରେଜମାନେ ମାନ୍ଦ୍ରଜଠାରେ ଫୋର୍ଟସେଣ୍ଟଜଜ ନିର୍ମାଣ କରିଥିଲେ ?
A.. 1756
B. 1690
C . 1639
D. 1757
Ans :C . 1639
32. କିଏ ବମ୍ବେ କୁ ଯୌତୁକ ରୂପେ ପାଇଥିଲେ ?
A. ଡ୍ୟୁପ୍ଲେ
B. ଦ୍ୱିତୀୟ ଚାଲସ
C. ଟିପୁ ସୁଲତାନ
D. ହାଇଦର ଅଲ୍ଲୀ
Ans :B. ଦ୍ୱିତୀୟ ଚାଲସ
33. —- ରେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗର ହୁଗୁଳି ନଦୀ କୂଳରେ “ଫୋଟ ଉଇଲିୟମ ଦୁର୍ଗ ” ନିର୍ମାଣ କରିଥିଲେ ?
A.. 1756
B. 1690
C . 1760
D. 1757
Ans :B. 1690
34. —- ଖ୍ରାଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ?
A.. 1756
B. 1664
C . 1760
D. 1757
Ans :B. 1664
35. ଫ୍ରାନ୍ସର ବିଚକ୍ଷଣ ରାଜନୀତିଜ୍ଞ ନେତା କିଏ ?
A. ଡ୍ୟୁପ୍ଲେ
B. କ୍ଲାଇବ
C. ଟିପୁ ସୁଲତାନ
D. ହାଇଦର ଅଲ୍ଲୀ
Ans :A. ଡ୍ୟୁପ୍ଲେ
36. —- ଙ୍କ ପରିଚାଳନାରେ ଇଂରେଜ ସେନାବାହିନୀ କର୍ଣ୍ଣାଟକର ରାଜଧାନୀ ଆକର୍ଟ ଅଧିକାର କଲେ ?
A. ସାଦତ ଖାଁ
B. ଆଲିବର୍ଦ୍ଧି ଖାଁ
C. ଶାହଜନ
D. କ୍ଲାଇବ
Ans :D. କ୍ଲାଇବ
37. —- ଖ୍ରାଷ୍ଟାବ୍ଦରେ ଉଇରୋପରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସପ୍ତବର୍ଷୀୟ ଯୁଦ୍ଧ ଲାଗିଥିଲା ?
A.. 1756
B. 1771
C . 1760
D. 1757
Ans :.. 1756
38. ଇଂରେଜ ସେନାଧକ୍ଷ୍ୟ କ୍ଲାଇବ ——-ଖ୍ରାଷ୍ଟାବ୍ଦରେ ଫରାସୀ ବାଣିଜ୍ୟ କୋଠି ଚନ୍ଦନନଗର ଅଧିକାର କଲେ ?
A.. 1785
B. 1771
C . 1760
D. 1757
Ans :D. 1757
39. କାଉଣ୍ଟ ଡ଼ି ଲାଲୀ —- ଖ୍ରାଷ୍ଟାବ୍ଦରେ ସେଣ୍ଟ ଡେଭିଡ ଦୁର୍ଗ ଅଧିକାର କଲେ ?
A.. 1785
B. 1771
C . 1760
D. 1757
Ans :A.. 1785
40. —- ଖ୍ରାଷ୍ଟାବ୍ଦରେ ଇଂରେଜ ସେନାପତି ଆୟାର କୁଟ ୱାଣ୍ଡିୱାସ ଯୁଦ୍ଧରେ ଡ଼ି ଲାଲୀକୁ ପରାସ୍ତ କଲେ?
A.. 1784
B. 1771
C . 1760
D. 1765
Ans :C . 1760
41. —– 1740 ଖ୍ରାଷ୍ଟାବ୍ଦରେ ନିଜକୁ ବଙ୍ଗଳାର ନବାବ ବୋଲି ଘୋଷଣା କଲେ?
A. ସାଦତ ଖାଁ
B. ଆଲିବର୍ଦ୍ଧି ଖାଁ
C. ଶାହଜନ
D. କ୍ଲାଇବ
Ans :B. ଆଲିବର୍ଦ୍ଧି ଖାଁ
42. 1757 ଜୁନ 23 ତାରିଖ ଦିନ ସିରାଜ ଓ କ୍ଲାଇବ ମଧ୍ୟରେ —– ଯୁଦ୍ଧ୍ ଆରମ୍ଭ ହେଲା?
A. ପଲସୀ ଯୁଦ୍ଧ
B. ବକସାର ଯୁଦ୍ଧ
C. ପାନିପଥ ଯୁଦ୍ଧ
D. କୌଣସିଟି ନୁହେଁ
Ans :A. ପଲସୀ ଯୁଦ୍ଧ
43. —- ଖ୍ରାଷ୍ଟାବ୍ଦରେ ଇଂରେଜମାନଙ୍କ ବିରୋଧରେ ବଙ୍ଗର ନବାବ ମିରକାଶିମ, ଅଯୋଧ୍ୟାର ନବାବ ସୁଜାଉଦୌଲା ଓ ମୋଗଲ ସମ୍ରାଟ ଶାହାଆଲାମ ମିଳିତ ହୋଇ ବକସାର ନାମକ ସ୍ଥାନରେ ଇଂରେଜ ବିରୁଦ୍ଧରେ ଯୁଦ୍ଧ୍କଲେ ତାହାକୁ ବକସାର ଯୁଦ୍ଧ କୁହାଯାଏ ?
A. 1784
B. 1771
C . 1764
D. 1765
Ans :C . 1764
44. —– ଖ୍ରାଷ୍ଟାବ୍ଦରେ କ୍ଲାଇବ ବଙ୍ଗର ଗଭର୍ଣ୍ଣର ଭାର ଗ୍ରହଣ କଳେ?
A. 1784
B. 1771
C . 1761
D. 1765
Ans :D. 1765
45. କ୍ଲାଇବ ବଙ୍ଗର ଶାସନ ବ୍ୟବସ୍ଥାକୁ —- ଭାଗରେ ବିଭକ୍ତ କରିଥିଲେ ?
A. ଦୁଇ
B. ପାଞ୍ଚ
C. ତିନି
D. ଚାରି
Ans :A. ଦୁଇ

46. —— ଖ୍ରାଷ୍ଟାବ୍ଦରେ ଦୈତ୍ୟଶାସନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିଇଥିଲେ ?
A. 1784
B. 1771
C . 1761
D. 1790
Ans :B. 1771
47. —– ଖ୍ରାଷ୍ଟାବ୍ଦରେ ହାଇଦର ଅଲ୍ଲୀ ପ୍ରଥମ ମହିଶୂର ର ଶାସକ ଥିଲେ ?

A. 1784
B. 1773
C . 1761
D. 1790
Ans : 1761
48. କିଏ “ମହିଶୂରର ବାଘ ” ନାମରେ ପରିଚିତ ?
A. ଡ୍ୟୁପ୍ଲେ
B. କ୍ଲାଇବ
C. ଟିପୁ ସୁଲତାନ
D. ହାଇଦର ଅଲ୍ଲୀ
Ans :C. ଟିପୁ ସୁଲତାନ
49. —–ଖ୍ରାଷ୍ଟାବ୍ଦରେ ଟିପୁ ଯୁଦ୍ଧରେ ନିହିତ ହେଲେ ?
A. 1784
B. 1773
C . 1799
D. 1790
Ans :C . 1799
50. ଭାରତର ଗଭର୍ଣ୍ଣର ଜେନେରାଲ ଲଡ ଡେଲହାଉସି ଜଣେ —– ଶାସକ ଥିଲେ ?
A. ରାଜନୀତିଜ୍ଞ
B. ବିଚକ୍ଷଣ
C. ସମ୍ରାଜ୍ୟବାଦୀ
D. ଦର୍ଶନୀକ
Ans :C. ସମ୍ରାଜ୍ୟବାଦୀ
51. ପୁନା ର ପରିବର୍ତ୍ତିତ ନାମ କଣ?
A . ପୁଣେ
B. କୋଚିନ
C ତ୍ରିଭେନ୍ଦ୍ରମ
D. ବେଙ୍ଗାଲୁରୁ
Ans :A . ପୁଣେ
52. ବାଙ୍ଗାଲୋର ର ପରିବର୍ତ୍ତିତ ନାମ କଣ?
A. ପୁଣେ
B. କୋଚିନ
C ତ୍ରିଭେନ୍ଦ୍ରମ
D. ବେଙ୍ଗାଲୁରୁ
Ans :D. ବେଙ୍ଗାଲୁରୁ
53. —– ଖ୍ରାଷ୍ଟାବ୍ଦରେ ପିଟଙ୍କ ଭାରତ ଶାସନ ଆଇନ ପ୍ରଣିତ ହେଲା ?
A. 1784
B. 1773
C . 1799
D. 1790
Ans :A. 1784

Leave a Comment