Class 8 Geography Chapter 5 : ମାନବ ସମ୍ବଳ

Facebook
Telegram
WhatsApp
LinkedIn

Discover the key concepts of Class 8 Geography Chapter 5, titled ‘ମାନବ ସମ୍ବଳ’ (Human Resources). Learn about the significance, distribution, and development of human resources in this comprehensive study guide. Perfect for students seeking a deeper understanding of geographical and socio-economic aspects of human resources

Class -8 geography
Chapter -5
Subject :ମାନବ ସମ୍ବଳ

1. ଲୋକମାନେ ଦେଶର ସର୍ବଶେଷ୍ଠ —- ବୋଲି ଜଣାଯାଏ ?
A. ସମ୍ବଳ
B. ସମ୍ପଦ
C. ବିପଦ
D. ଶକ୍ତି
Ans :A. ସମ୍ବଳ
2. —– ସମ୍ବଳ ହଁ ପ୍ରାଥମିକ ସମ୍ବଳ ?
A. ମାନବକୃତ ସମ୍ବଳ
B. ପ୍ରାକୃତିକ ସମ୍ବଳ
C. ମାନବ ସମ୍ବଳ
D. ଶକ୍ତି
Ans :C. ମାନବ ସମ୍ବଳ
3. ଶିକ୍ଷିତ, ସ୍ୱାସ୍ଥ୍ୟବାନ ଓ ଉଦଯୋଗୀ ମଣିଷ ନିଜର ଆବଶ୍ୟକତା ଅନୁସାରେ —- ବିକଶିତ କରେ ?
.A. ସମ୍ବଳ
B. ସମ୍ପଦ
C. ବିପଦ
D. ଶକ୍ତି
Ans :A. ସମ୍ବଳ
4. ଭାରତ ସରକାରଙ୍କ ର ମାନବ ସମ୍ବଳ ବିକାଶ ଭଳି ଏକ ସ୍ୱତନ୍ତ୍ର —— ରହିଛି ?
A. . ସମ୍ବଳ
B. ମନ୍ତ୍ରାଳୟ
C. ବିପଦ
D. ଶକ୍ତି
Ans :B. ମନ୍ତ୍ରାଳୟ
5. ଲୋକଙ୍କ କାର୍ଯ୍ୟ କୁଶଳତା ବୃଦ୍ଧି କରାଇବା ଲକ୍ଷ୍ୟ ରେ —– ମସିହାରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସୃଷ୍ଟି ହୋଇଥିଲା ?
A.1985
B 1820
C. 1970
D.1999
Ans :A. 1985
6. ଲୋକମାମେ ପୃଥିବୀ ସାର ଯେଉଁପରି ଭାବେ ବିଛେଇ ହୋଇ ରହିଛନ୍ତି ତାକୁ —– କୁହାଯାଏ ?
A. ଜନସଂଖ୍ୟା ବିତରଣ
B. ଜନସଂଖ୍ୟା ଘନତ୍ଵ
C. ଜନବସତି
D. କୌଣସିଟି ନୁହେଁ
Ans :A. ଜନସଂଖ୍ୟା ବିତରଣ
7. 10 ଭାଗ ସ୍ଥଳ ଉପରେ ସମୁଦାୟ ଜନସଂଖ୍ୟା ର ଶତକଡା ପ୍ରାୟ — ଭାଗ ଲୋକ ବସବାସ କରନ୍ତି ?
A.90
B.50
C.60
D.65
Ans :A. 90
8. ଦକ୍ଷିଣ ଗୋଲାର୍ଦ୍ଧ ତୁଳନାରେ —- ଗୋଲାର୍ଦ୍ଧ ଜନବହୁଳ ?
A. ଦକ୍ଷିଣ
B. ଉତ୍ତର
C. ପୂର୍ବ
D. ପଶ୍ଚିମ
Ans :B. ଉତ୍ତର
9. ସମୁଦାୟ ଜନସଂଖ୍ୟା ର ଶତକଡା —- ଭାଗ ଲୋକ ଏସିଆ ଓ ଆଫ୍ରିକା ରେ ବାସ କରନ୍ତି ?
A.90
B.50
C.60
D.75
Ans :D. 75
10. ପୃଥିବୀର ମୋଟ ଜନସଂଖ୍ୟା ର ଶତକଡା 60 ଭାଗ ଲୋକ —- ଟି ଦେଶରେ ରହିଛନ୍ତି ?
A.90
B.10
C.60
D.75
Ans :B. 10
11. ଭାରତର ଜନସଂଖ୍ୟା ହାରାହାରି ଘନତ୍ଵ ପ୍ରତି ବର୍ଗ କିଲୋମିଟର ପିଛା —- ଜଣ ଅଟେ ?
A.543
B.123
C.324
D.122
Ans :C. 324
12. କୌଣସି ନିର୍ଦିଷ୍ଟ ଏକ ପରିମିତ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସଂଖ୍ୟାକୁ ଜନସଂଖ୍ୟାର —– କୁହାଯାଏ ?
A. ଜନସଂଖ୍ୟା ବିତରଣ
B. ଜନସଂଖ୍ୟା ଘନତ୍ଵ
C. ଜନବସତି
D. କୌଣସିଟି ନୁହେଁ
Ans :B. ଜନସଂଖ୍ୟା ଘନତ୍ଵ
13. ସମଗ୍ର ପୃଥିବୀରେ ଜନସଂଖ୍ୟା ର ଘନତ୍ଵ ପ୍ରତି ବର୍ଗ କିଲୋମିଟର ପିଛା —— ଜଣ ଅଟେ ?
A.90
B.10
C.60
D.45
Ans :D. 45
14. ଦକ୍ଷିଣ କେନ୍ଦ୍ରୀୟ —- ଦେଶର ସର୍ବାଧିକ ଘନତ୍ଵ ବିଶିଷ୍ଟ ଅଞ୍ଚଳ ଭାବେ ପରିଗଣିତ ?
A. ଏସିଆ
B. ଆଫ୍ରିକା
C. ଚାଇନା
D. ୟୁରୋପ
Ans :A. ଏସିଆ

15. ଲୋକମାନେ ପାହାଡିଆ ଓ ମାଳ ଅଞ୍ଚଳ ପରିବର୍ତ୍ତେ —– ଅଞ୍ଚଳରେ ବସବାସ କରିବାକୁ ପସନ୍ଦ କରନ୍ତି ?
A. ସମତଳ
B. ଅସମତଳ
C. ପଥୁରୀୟ
D ଵାଲିଆ
Ans :A. ସମତଳ
16. —- ସମତଳ ଅଞ୍ଚଳ ପୃଥିବୀର ଏକ ଅତି ଘନ ଜନବସତି ପୂର୍ଣ୍ଣ ଅଞ୍ଚଳ ?
A. ଆଣ୍ଡିଜ
B. ରକି
C. ଗାଙ୍ଗୀୟ ସମତଳ
D. ଅଳ୍ପପସ
Ans :C. ଗାଙ୍ଗୀୟ ସମତଳ
17. ହିମାଳୟ, ଆଣ୍ଡିଜ, ଓ ଅଲପସ ଭଳି ଉଚ୍ଚ ପାର୍ବତ୍ୟ ଅଞ୍ଚଳ —– ଅଟେ ?
A. ଜନବିରଳ
B. ଜନଗହଳି
C. ଉପରୋକ୍ତ ସମସ୍ତ
D. କୌଣସିଟି ନୁହେଁ
Ans :A. ଜନବିରଳ
18. ଋଷିଆ ଓ କାନାଡ଼ା ଅନ୍ତର୍ଗତ ମେରୁ ଅଞ୍ଚଳ, ଆନ୍ତରଟିକା, ସାହାରା ମରୁଭୂମି ଅଞ୍ଚଳ —- ଅଟେ ?
A. ଜନବିରଳ
B. ଜନଗହଳି
C. ଉପରୋକ୍ତ ସମସ୍ତ
D. କୌଣସିଟି ନୁହେଁ
Ans :A. ଜନବିରଳ
19. —- ମୃତ୍ତିକା କୃଷି କାର୍ଯ୍ୟ ପାଇଁ ଉପଯୋଗୀ ?
A. ଅନୁର୍ବର
B. ଉର୍ବର
C. ପଥୁରିଆ
D. ମଟାଲ
Ans :B. ଉର୍ବର
20. ଭାରତର ଗଙ୍ଗା ଓ —- ନଦୀ ଉପତ୍ୟକାର ଉର୍ବର ପଟୁ ସଞ୍ଚିତ ସମତଳ ଭୂମି ରେ ଘନଜନ ବସତି ଦେଖାଯାଏ ?
A. ଗୋଦାବରୀ
B.ବ୍ରହ୍ମପୁତ୍ର
C. ଯମୁନା
D. ବୈତରଣୀ
Ans :A. ଗୋଦାବରୀ
21. —- ପଦାର୍ଥ ଥିବା ଅଞ୍ଚଚଳରେ ଲୋକମାନେ ଅଧିକ ସଂକ୍ଷ୍ୟାରେ ବାସ କରନ୍ତି ?
A. ଶିଳା
B. ଖଣିଜ
C. ମାଟି
D. ପତ୍ର
Ans :B. ଖଣିଜ
22. ଦକ୍ଷିଣ ଆଫ୍ରିକାର — ଖଣି ପାଇଁ ସେହି ଅଞ୍ଚଳ ରେ ଘନଜନବସତି ଗଢ଼ି ଉଠିଛି ?
A. ହୀରାଖଣି
B. ସୁନାଖଣି
C. ରୂପଖଣି
D. ଆଲୁମିନିୟମ
Ans :A. ହୀରାଖଣି
23. ମଧ୍ଯ ପ୍ରାଚ୍ୟ ଅଞ୍ଚଳରେ
—— ଖଣି ପାଇଁ ସେହି ଅଞ୍ଚଳ ରେ ଘନଜନବସତି ଦାଢ଼ି ଉଠିଛି?
A. ହୀରାଖଣି
B. ସୁନାଖଣି
C. ପେଟ୍ରୋଲିୟମ୍
D. ଆଲୁମିନିୟମ
Ans :C. ପେଟ୍ରୋଲିୟମ୍
25. ଉତ୍ତମ ବାସଗୃହ, ଶିକ୍ଷା, ଓ ସ୍ୱାସ୍ଥ୍ୟ ଆଦିର ବ୍ୟବସ୍ଥା ଥିବା ଅଞ୍ଚଳରେ —— ଦେଖାଯାଏ?
A. ଜନବିରଳ
B. ଜନଗହଳି
C. ଉପରୋକ୍ତ ସମସ୍ତ
D.ଘନଜନବସତୀ
Ans : D.ଘନଜନବସତୀ
26. ଭାରତର — ସହର ରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ଥିବାରୁ ସେଠାରେ ଅଧିକ ଜନ ଅବସତି ଦେଖାଯାଇଛି ?
A. ପୁଣେ
B. ଭୁବନେଶ୍ୱର
C. କଟକ
D.ଖୋର୍ଦ୍ଧା
Ans :A. ପୁଣେ
27. ଓଡ଼ିଶାର — ସହର ରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ଥିବାରୁ ସେଠାରେ ଅଧିକ ଜନ ଅବସତି ଦେଖାଯାଇଛି ?
A. ପୁଣେ
B. ଭୁବନେଶ୍ୱର
C. କଟକ
D.ଖୋର୍ଦ୍ଧା
Ans :B. ଭୁବନେଶ୍ୱର
28. — ଗୁଡିକ ଅଧିକ ନିଯୁକ୍ତି ସୁଯୋଗ ଦେଇଥାନ୍ତି ?
A. ଶିଳ୍ପାୟାନ
B. ଧାର୍ମିକ
C. ସାଂସ୍କୃତିକ
D. ଜନସଂଖ୍ୟା
Ans :A. ଶିଳ୍ପାୟାନ
29. କୋଣସି ଅଞ୍ଚଳରେ ଏକ ନିର୍ଦିଷ୍ଟ ସମୟ ବ୍ୟବଧାନ ରେ ଜନ ସଂଖ୍ୟାର ଘଟୁଥିବା ହ୍ରାସବୃଦ୍ଧିକୁ —- କୁହାଯାଏ ?
A. ଜନସଂଖ୍ୟା ବିତରଣ
B. ଜନସଂଖ୍ୟା ଘନତ୍ଵ
C. ଜନସଂଖ୍ୟା ହ୍ରାସବୃଦ୍ଧି
D. କୌଣସିଟି ନୁହେଁ
Ans :C. ଜନସଂଖ୍ୟା ହ୍ରାସବୃଦ୍ଧି
30. —- ମସିହାରେ ପୃଥ୍ୱୀବିରେ ଜନସଂଖ୍ୟା 100 କୋଟିରେ ପହଞ୍ଚିଥିଲା ?
A.1985
B 1820
C. 1970
D.1999
Ans : 1820
31. —- ମସିହାରେ ପୃଥ୍ୱୀବିରେ ଜନସଂଖ୍ୟା 300 କୋଟିରେ ପହଞ୍ଚିଥିଲା ?
A.1985
B 1820
C. 1970
D.1999
Ans :C. 1970
31. ଲୋକସଂଖ୍ୟା ବଢିବାକୁ କଣ କୁହାଯାଏ?
A. ଜନସଂଖ୍ୟା ବିତରଣ
B. ଜନସଂଖ୍ୟା ଘନତ୍ଵ
C. ଜନସଂଖ୍ୟା ବୃଦ୍ଧି
D. କୌଣସିଟି ନୁହେଁ
Ans :C. ଜନସଂଖ୍ୟା ବୃଦ୍ଧି
32. ବର୍ଷକୁ ପ୍ରତି ଏକ ହଜାର ଜନ ସଂଖ୍ୟା ରେ ଜନ୍ମିତ ଜୀବନ୍ତ ସିଏହୁ ସଂଖ୍ୟାକୁ ———-କୁହାଯାଏ ?
A. ଜନସଂଖ୍ୟା ବିତରଣ
B. ମୃତୁହାର
C. ଜନ୍ମହାର
D.ଜନସଂଖ୍ୟା ବିସ୍ପୋରଣ
Ans :C. ଜନ୍ମହାର
33. ବାର୍ଷିକ ପ୍ରତି ଏକ ହଜାର ଜନ ସଂଖ୍ୟା ରେ ମୃତୁବାରଣ କରୁଥିବା ଲୋକଙ୍କ ସଂଖ୍ୟାକୁ ———-କୁହାଯାଏ ?
A. ଜନସଂଖ୍ୟା ବିତରଣ
B. ମୃତୁହାର
C. ଜନ୍ମହାର
D.ଜନସଂଖ୍ୟା ବିସ୍ପୋରଣ
Ans :. ମୃତୁହାର
34. ଜନ୍ମ ମୃତ୍ୟୁ ଉଭୟ ଜନସଂଖ୍ୟା ପରିବର୍ତ୍ତନ —- କାରଣ ?
A. ମନୁଷ୍ୟକୃତ
B. ପ୍ରାକୃତିକ
C. ମୌଳିକ
D. ଯୌଗିକ
Ans :B. ପ୍ରାକୃତିକ
35. କୌଣସି ଦେଶର ଜନ୍ମହାର ଓ ମୃତ୍ୟୁହାର ପାର୍ଥକ୍ୟକୁ ——- କୁହାଯାଏ ?
A. ଜନସଂଖ୍ୟା ବିତରଣ
B. ଜନସଂଖ୍ୟା ଘନତ୍ଵ
C. ଜନସଂଖ୍ୟା ବୃଦ୍ଧି
D.ପ୍ରାକୃତିକ ଅଭିବୃଦ୍ଧି ହାର
Ans : D.ପ୍ରାକୃତିକ ଅଭିବୃଦ୍ଧି ହାର
36. କୋଣସି ଅଞ୍ଚଳ ବାହାରେ ଵା ଅଞ୍ଚଳ ଭିତରେ ଲୋକଙ୍କ ଜୀବ ଆସିବାକୁ କଣ କୁହାଯାଏ ?
A. ବିଦେଶାଗତ
B. ପ୍ରଵାସୀ
C. ସ୍ଥାନାନ୍ତରଣ
D. ଜନସଂଖ୍ୟ ପରିବର୍ତ୍ତନ
Ans :C. ସ୍ଥାନାନ୍ତରଣ
37. —– ଦ୍ୱାରା ଜନ ସଂଖ୍ୟାର ପରିବର୍ତନ ହୋଇଥାଏ ?
A.ବିଦେଶାଗତ
B. ପ୍ରଵାସୀ
C. ସ୍ଥାନାନ୍ତରଣ
D. ଜନସଂଖ୍ୟ ପରିବର୍ତ୍ତନ
Ans :C. ସ୍ଥାନାନ୍ତରଣ
38. ଯେଉଁମାନେ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯାଆନ୍ତି ତାଙ୍କୁ କଣ କୁହାଯାଏ ?
A.ବିଦେଶାଗତ
B. ପ୍ରଵାସୀ
C. ସ୍ଥାନାନ୍ତରଣ
D. ଜନସଂଖ୍ୟ ପରିବର୍ତ୍ତନ
Ans :B. ପ୍ରଵାସୀ
39. କୌଣସି ଦେଶକୁ ଆସିଥିବା ଲୋକମାନଙ୍କୁ —- କୁହାଯାଏ ?
A.ବିଦେଶାଗତ
B. ପ୍ରଵାସୀ
C. ସ୍ଥାନାନ୍ତରଣ
D. ଜନସଂଖ୍ୟ ପରିବର୍ତ୍ତନ
Ans : A.ବିଦେଶାଗତ
40. ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟ ଦେଶରେ ପ୍ରବେଶ କରେ ତାହାକୁ —- କୁହାଯାଏ?
A.ବିଦେଶାଗତ
B. ପ୍ରଵାସୀ
C. ସ୍ଥାନାନ୍ତରଣ
D. ଜନସଂଖ୍ୟ ପରିବର୍ତ୍ତନ
Ans : A.ବିଦେଶାଗତ
41. କୌଣସି ବ୍ୟକ୍ତି ନିଜ ଦେଶ ଛାଡି ଅନ୍ୟତ୍ର ଚାଲିଯିବାକୁ —- କୁହାଯାଏ ?
A.ବିଦେଶାଗତ
B. ପ୍ରଵାସୀ
C. ସ୍ଥାନାନ୍ତରଣ
D. ଜନସଂଖ୍ୟ ପରିବର୍ତ୍ତନ
Ans :B. ପ୍ରଵାସୀ
42. ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରିଳୀୟ ଭଳି ଦେଶର ଜନସଂଖ୍ୟା —– ଲୋକଙ୍କ ଦ୍ୱାରା ବିଶେଷ ଭାବେ ବୃଦ୍ଧିପାଇଛି ?
A.ବିଦେଶାଗତ
B. ପ୍ରଵାସୀ
C. ସ୍ଥାନାନ୍ତରଣ
D. ଜନସଂଖ୍ୟ ପରିବର୍ତ୍ତନ
Ans : A.ବିଦେଶାଗତ
43. —– ଦେଶ ରେ ପ୍ରବାସୀଗମନ ଯୋଗୁଁ ଜନ ସଂଖ୍ୟା ହ୍ରାସ ପାଇଛି ?
A. ଯୁକ୍ତରାଷ୍ଟ୍ର ଆମେରିକା
B. ସୁଦାନ
C. ଜାପାନ
D. ଅଷ୍ଟ୍ରିଳିଆ
Ans :B. ସୁଦାନ
44. ପ୍ରତେକ ମଣିଷ ସମାଜ ପାଇଁ ଏକ —– ସମ୍ବଳ ?
A. ପ୍ରାକୃତିକ
B. ମାନବକୃତ
C ପ୍ରଚ୍ଛନ
D. ବିକଶିତ
Ans :C. ପ୍ରଚ୍ଛନ
45. 15 ବର୍ଷରୁ କମ ବୟସର ପିଲାମାନଙ୍କ ସଂଖ୍ୟା ପିରାମିଡ଼ ର —— ସୂଚାଇଥାଏ ?
A. ଉପର
B. ତଳ
C. ମଧ୍ୟାମ
D. କୌଣସିଟି ନୁହେଁ
Ans :B. ତଳ
46.65 ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ପିଟାମିଡ଼ ର —- ରେ ସୂଚାଇଥାଏ ?
A. ଉପର
B. ତଳ
C. ମଧ୍ୟାମ
D. କୌଣସିଟି ନୁହେଁ
Ans :A. ଉପର

47.. ଜନ ସଂଖ୍ୟ ପିରାମିଡ଼ ରୁ ସେ ଦେଶର —– ସମ୍ବନ୍ଧରେ ତଥ୍ୟ ମିଳେ ?
A. ଜନସଂଖ୍ୟା
B. ମୃତ୍ୟୁସଂଖ୍ୟା
C. କୌଣସିଟି ନୁହେଁ
D. Both a & b
Ans :A. ଜନସଂଖ୍ୟା
48. ନିର୍ଭର ଶୀଳ ଜନସଂଖ୍ୟା —- ପ୍ରକାର ?
A. ଏକ
B. ଦୁଇ
C. ତିନି
D. ଚାରି
Ans :B. ଦୁଇ

Leave a Comment