Explore Chapter 4 of Class 8 Geography focusing on ଶିଳ୍ପ (Industry). Learn about various industries, their significance, distribution, and impact on the economy in this comprehensive study guide. Perfect for students and educators alike!
Class-8
Geography
Chapter -4
Subject :ଶିଳ୍ପ
1. ଯେଉଁ ପ୍ରକୃତି ଦତ୍ତ ଜିନିଷଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ବ୍ୟବହାର ହୋଇପାରେ ସେଗୁଡିକୁ କଣ କୁହାଯାଏ ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପ
D. ପ୍ରକ୍ରିୟାକରଣ
Ans :A. ପ୍ରାଥମିକ ଉତ୍ପାଦ
[expand title=”Show Answer”] [/expand]
2. ଫଳ, ମୂଳ, ପାଣି, ପବନ ଆଦି କାହାର ଉଦାହରଣ ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପ
D. ପ୍ରକ୍ରିୟାକରଣ
Ans :A. ପ୍ରାଥମିକ ଉତ୍ପାଦ
[expand title=”Show Answer”] [/expand]
3. କାଠମଣ୍ଡ ରୁ କାଗଜ, କାଗଜ ରୁ ବହି ପ୍ରସ୍ତୁତ ଆଦି ପ୍ରକ୍ରିୟା କାରଣ —- ଟି ପର୍ଯ୍ୟାୟଭୁକ୍ତ ?
A. ଗୋଟିଏ
B. ଦୁଇଟି
C. ଚାରିଟି
D. ପାଞ୍ଚଟି
Ans :B. ଦୁଇଟି
[expand title=”Show Answer”] [/expand]
4. ଯେଉଁ ଅର୍ଥନୀତିକ କାର୍ଯ୍ୟକଳାପ ଦ୍ୱାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଦ୍ରବ୍ୟ ଉତ୍ତାଳନ ତଥା ସେବା ଯୋଗାଇ ଦିଆଯାଏ ତାହାକୁ କଣ କୁହାଯାଏ ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପ
D. ପ୍ରକ୍ରିୟାକରଣ
Ans :C. ଶିଳ୍ପ
[expand title=”Show Answer”] [/expand]
5. କୋଇଲାଖନନ ଶିଳ୍ପରେ —- ଉତ୍ତୋଳନ କରାଯାଏ ?
A. କୋଇଲା
B. ପେଟ୍ରୋଲିୟମ
C. ଇସ୍ପାତ
D. ମାଙ୍ଗାନିଜ
Ans :A. କୋଇଲା
[expand title=”Show Answer”] [/expand]
6. ପରିବହନ, ଯୋଗାଯୋଗ ଆଦି ସେବାକୁ —- ର ଅନ୍ତର୍ଭୁକ୍ତ କରାଯାଇଛି ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପ
D. ପ୍ରକ୍ରିୟାକରଣ
Ans :C. ଶିଳ୍ପ
[expand title=”Show Answer”] [/expand]
7.—- ଦେଶକୁ ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧ କରେ ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପାୟନ
D. ପ୍ରକ୍ରିୟାକରଣ
Ans :C. ଶିଳ୍ପାୟନ
[expand title=”Show Answer”] [/expand]
8. ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଦେଶର ଅର୍ଥନୈତିକ ବିକାଶ ସାଧନକୁ —— କୁହାଯାଏ ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପାୟନ
D. ପ୍ରକ୍ରିୟାକରଣ
Ans :C. ଶିଳ୍ପାୟନ
[expand title=”Show Answer”] [/expand]
9. କଞ୍ଚାମାଲର ପ୍ରକାର ଦୃଷ୍ଟିରୁ ଶିଳ୍ପକୁ କୃଷିଭିତ୍ତିକ, ଖଣିଜଭିତ୍ତିକ, ଜଙ୍ଗଲଭିତ୍ତିକ, ଏବଂ —— ଶିଳ୍ପରେ ବିଭକ୍ତ କରାଯାଏ ?
A. କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଖଣିଜଭିତ୍ତିକ
D. ସମୁଦ୍ରଭିତ୍ତିକ
Ans :D. ସମୁଦ୍ରଭିତ୍ତିକ
[expand title=”Show Answer”] [/expand]
10. —- ଶିଳ୍ପ ଗୁଡିକ ପ୍ରାଣୀ ଓ ଉଦ୍ଭିଦ ଆଧାରିତ ବସ୍ତୁକୁ କଞ୍ଚାମାଲ ଭାବେ ବ୍ୟବହାର କରିଥାନ୍ତି ?
A. କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଖଣିଜଭିତ୍ତିକ
D. ସମୁଦ୍ରଭିତ୍ତିକ
Ans :A. କୃଷିଭିତ୍ତିକ
[expand title=”Show Answer”] [/expand]
11. ଖାଦ୍ୟ ପ୍ରକ୍ରିୟାକରଣ, ଖାଇବା ତେଲ ଉତ୍ପାଦନ, କାର୍ପାସ ବୟନ, ଦୁଗ୍ଧ ଜାତ ପଦାର୍ଥ ପ୍ରସ୍ତୁତି ଆଦି —— ଶିଳ୍ପର ଉଦାହରଣ ?
A. କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଖଣିଜଭିତ୍ତିକ
D. ସମୁଦ୍ରଭିତ୍ତିକ
Ans :A. କୃଷିଭିତ୍ତିକ
[expand title=”Show Answer”] [/expand]
12. ଖଣିଜଭିତିକ ଶିଳ୍ପଗୁଡିକ —– ଶିଳ୍ପ ଭାବେ ପରିଗଣିତ ?
A. କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C.ମୌଳିକ ଶିଳ୍ପ
D. ସମୁଦ୍ରଭିତ୍ତିକ
Ans : C.ମୌଳିକ ଶିଳ୍ପ
[expand title=”Show Answer”] [/expand]
13. ଖଣିଜ ଶିଳ୍ପରେ କଞ୍ଚାମାଲ ରୂପେ —- ବ୍ୟବହାର କରାଯାଏ ?
A. କାଠ
B. ମାଟି
C. ଖଣିଜ ପଦାର୍ଥ
D. କୌଣସିଟି ନୁହେଁ
Ans :C. ଖଣିଜ ପଦାର୍ଥ
14. ଲୁହା ପଥରରୁ ପ୍ରସ୍ତୁତ ଲୁହା —- ଶିଳ୍ପର ଉତ୍ପାଦ ?
A. କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଖଣିଜଭିତ୍ତିକ
D. ସମୁଦ୍ରଭିତ୍ତିକ
Ans :C. ଖଣିଜଭିତ୍ତିକ
[expand title=”Show Answer”] [/expand]
15. ଭାରି ଯନ୍ତ୍ରପାତି, ରେଳଡାଵ, ନିର୍ମାଣ ତଥା ଜଳାଜାହାଜ କାରଖାନା ଆଦିରେ —- ମୁଖ୍ୟ କଞ୍ଚାମାଲ ଅଟେ ?
A. କାଠ
B. ଲୁହା
C. ଖଣିଜ ପଦାର୍ଥ
D. କୌଣସିଟି ନୁହେଁ
Ans :B. ଲୁହା
[expand title=”Show Answer”] [/expand]
16. ସମୁଦ୍ର ଭିତ୍ତିକ ଶିଳ୍ପରେ — ରୁ ଉପଲବ୍ଧ ବିଭିନ୍ନ ପଦାର୍ଥ କୁ କଞ୍ଚାମାଲ ଭାବେ ବ୍ୟବହାର କରାଯାଏ ?
A. ଗଡିଆ
B. ପୋଖରୀ
C. ସାଗର
D. ଉପରୋକ୍ତ ସମସ୍ତ
Ans :C. ସାଗର
[expand title=”Show Answer”] [/expand]
17. ସାମୁଦ୍ରିକ ଖାଦ୍ୟଉଦ୍ୟୋଗ ଏବଂ ମାଛତେଲ ଉଦ୍ୟୋଗ — ଶିଳ୍ପର ଉଦାହରଣ?
A. କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଖଣିଜଭିତ୍ତିକ
D. ସମୁଦ୍ରଭିତ୍ତିକ
Ans : ସମୁଦ୍ରଭିତ୍ତିକ
[expand title=”Show Answer”] [/expand]
18. ଜଙ୍ଗଲରୁ ମିଳୁଥିବା ବିଭିନ୍ନ ପଦାର୍ଥକୁ କଞ୍ଚାମାଲ ଭାବେ ବ୍ୟବହାର କରାଯାଏ —– ଶିଳ୍ପରେ ?
A. କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଖଣିଜଭିତ୍ତିକ
D. ସମୁଦ୍ରଭିତ୍ତିକ
Ans :B. ଜଙ୍ଗଲଭିତ୍ତିକ
[expand title=”Show Answer”] [/expand]
19. କାଠମଣ୍ଡ ଓ କାଗଜ ଶିଳ୍ପ, ଔଷଧ ପ୍ରସ୍ତୁତକାରୀ ଶିଳ୍ପ, ଅସାବପାତ୍ର ଗୁଡିକ ମୁଖ୍ୟତଃ —- ପଦାର୍ଥ ଉପରେ ନିର୍ଭରଶୀଳ ?
A.କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଖଣିଜଭିତ୍ତିକ
D. ସମୁଦ୍ରଭିତ୍ତିକ
Ans :B. ଜଙ୍ଗଲଭିତ୍ତିକ
[expand title=”Show Answer”] [/expand]
20. — ର ଆକାର କହିଲେ ଏଥିରେ ବିନିଯୁକ୍ତ ପୁଞ୍ଜି ପରିମାଣ, ଶ୍ରମିକ ସଂଖ୍ୟା ଓ ଉତ୍ପାଦନ ପରିମାଣକୁ ବୁଝାଏ ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପ
D. ପ୍ରକ୍ରିୟାକରଣ
Ans :C. ଶିଳ୍ପ
[expand title=”Show Answer”] [/expand]
21. ଆକାର ଦୃଷ୍ଟିରୁ ଶିଳ୍ପ କୁ —- ଭାଗରେ ବିଭକ୍ତ କରାଯାଇଛି ?
A. ଏକ
B. ଦୁଇ
C. ତିନି
D. ଚାରି
Ans :B. ଦୁଇ
[expand title=”Show Answer”] [/expand]
22. କୁଟୀର ଶିଳ୍ପ ତଥା ଗୃହଉଦ୍ୟୋଗ ଶିଳ୍ପଗୁଡିକ — ଶିଳ୍ପର ଉଦାହରଣ ?
A. ବୃହତ୍ତଶିଳ୍ପ
B. କ୍ଷୁଦ୍ର ଶିଳ୍ପ
C. କୁଟୀରଶିଳ୍ପ
D. କୌଣସିଟି ନୁହେଁ
Ans :B. କ୍ଷୁଦ୍ର ଶିଳ୍ପ
[expand title=”Show Answer”] [/expand]
23. ଝୁଡିବୁଣା, ମାଟିହାଣ୍ଡି ପ୍ରସ୍ତୁତି, ଅନ୍ୟାନ ହସ୍ତ ଶିଳ୍ପଗୁଡିକ —- ଶିଳ୍ପର ଅନ୍ତର୍ଗତ?
A. ବୃହତ୍ତଶିଳ୍ପ
B. କ୍ଷୁଦ୍ର ଶିଳ୍ପ
C. କୁଟୀରଶିଳ୍ପ
D. କୌଣସିଟି ନୁହେଁ
Ans :C. କୁଟୀରଶିଳ୍ପ
[expand title=”Show Answer”] [/expand]
24. ଘଣ୍ଟା, ରେଡ଼ିଓ, ଟିଭି,—- ଶିଳ୍ପର ଉଦାହରଣ ?
A. ବୃହତ୍ତଶିଳ୍ପ
B. କ୍ଷୁଦ୍ର ଶିଳ୍ପ
C. କୁଟୀରଶିଳ୍ପ
D. କୌଣସିଟି ନୁହେଁ
Ans :B. କ୍ଷୁଦ୍ର ଶିଳ୍ପ
[expand title=”Show Answer”] [/expand]
25. —- ଶିଳ୍ପ ତୁଳନାରେ କ୍ଷୁଦ୍ରଶିଳ୍ପରେ ଅଳ୍ପ ପୁଞ୍ଜିନିବେଶ ସହ ସୀମିତ ପ୍ରଯୁକ୍ତିବିଦ୍ୟା ଆବଶ୍ୟକ?
A. ବୃହତ୍ତଶିଳ୍ପ
B. କ୍ଷୁଦ୍ର ଶିଳ୍ପ
C. କୁଟୀରଶିଳ୍ପ
D. କୌଣସିଟି ନୁହେଁ
Ans :A. ବୃହତ୍ତଶିଳ୍ପ
[expand title=”Show Answer”] [/expand]
26. ରେଶମ ବୟନ, ତଥା ଖାଦ୍ୟ ପ୍ରକ୍ରିୟାକରଣ ଆଦି —- ଶିଳ୍ପର ଅନ୍ତର୍ଗତ ?
A. ବୃହତ୍ତଶିଳ୍ପ
B. କ୍ଷୁଦ୍ର ଶିଳ୍ପ
C. କୁଟୀରଶିଳ୍ପ
D. କୌଣସିଟି ନୁହେଁ
Ans :B. କ୍ଷୁଦ୍ର ଶିଳ୍ପ
[expand title=”Show Answer”] [/expand]
27. ମଟରଗାଡ଼ି ଓ ଭାରି ଯନ୍ତ୍ରପାତି ନିର୍ମାଣ —- ଶିଳ୍ପର ଉଦାହରଣ ?
A. ବୃହତ୍ତଶିଳ୍ପ
B. କ୍ଷୁଦ୍ର ଶିଳ୍ପ
C. କୁଟୀରଶିଳ୍ପ
D. କୌଣସିଟି ନୁହେଁ
Ans :A. ବୃହତ୍ତଶିଳ୍ପ
[expand title=”Show Answer”] [/expand]
28. କୌଣସି ବ୍ୟକ୍ତି ଵା ଏକାଧିକ ବ୍ୟକ୍ତିଙ୍କ ମିଳିତ ମାଲିକାନାରେ ଚାଲୁଥିଵା ଶିଳ୍ପ ସଂସ୍ଥାଗୁଡିକୁ —- ମାଲିକାନାଭୁକ୍ତ ଶିଳ୍ପସଂସ୍ଥା କୁହାଯାଏ ?
A. କୃଷି
B. ବ୍ୟକ୍ତି
C. ଖଣିଜ
D. ସାମୁଦ୍ରିକ
Ans :B. ବ୍ୟକ୍ତି
[expand title=”Show Answer”] [/expand]
29. ଟାଟା ଲୌହଇସ୍ପାତ କାରଖାନା —- ମାଲିକାନାଭୁକ୍ତ ଶିଳ୍ପସଂସ୍ଥା ?
A. କୃଷି
B. ବ୍ୟକ୍ତି
C. ଖଣିଜ
D. ସାମୁଦ୍ରିକ
Ans :B. ବ୍ୟକ୍ତି
[expand title=”Show Answer”] [/expand]
30. ସରକାରୀ ଶିଳ୍ପସଂସ୍ଥା ଗୁଡିକର ମାଲିକାନା ଓ ପରିଚାଳନା —- ଦ୍ୱାରା ହୋଇଥାଏ?
A. ସରକାର
B. ଶ୍ରମିକ
C. Both a & b
D. କୌଣସିଟି ନୁହେଁ
Ans :A. ସରକାର
[expand title=”Show Answer”] [/expand]
31. HAL, SAIL ଆଦି — ମାଲିକାନାଭୁକ୍ତ ଶିଳ୍ପସଂସ୍ଥା ?
A. ସରକାର
B. ଶ୍ରମିକ
C. Both a & b
D. କୌଣସିଟି ନୁହେଁ
Ans :A. ସରକାର
[expand title=”Show Answer”] [/expand]
32. ହିନ୍ଦୁସ୍ଥାନ ଏରୋନାଟିକଲ ଲିମିଟେଡ଼ ର ସଂକ୍ଷିପ୍ତ ନାମ କଣ ?
A.HAL
B.SAIL
C. LPG
D. CNG
ANS :A .HAL
[expand title=”Show Answer”] [/expand]
33. ଭାରତୀୟ ଇସ୍ପାତ ନିଗମ ର ସଂକ୍ଷିପ୍ତ ନାମ କଣ ?
A.HAL
B.SAIL
C. LPG
D. CNG
ANS :B. SAIL[expand title=”Show Answer”] [/expand]
34. ସରକାରୀ ଓ କୋଣସି ବ୍ୟକ୍ତି ଵା ଏକାଧିକ ବ୍ୟକ୍ତିଙ୍କ ମିଳିତ ମାଲିକାନାରେ ପରିଚାଳିତ ହୋଇଥିବା ଶିଳ୍ପସଂସ୍ଥାକୁ — ମାଲିକାନା କୁହାଯାଏ ?
A.କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଦୈତ୍ବ ମାଲିକାନା
D. ସମୁଦ୍ରଭିତ୍ତିକ
Ans :C. ଦୈତ୍ବ ମାଲିକାନା
35. ମାରୁତି ଉଦ୍ୟୋଗ —- ମାଲିକାନାର ଉଦାହରଣ ?
A.କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଦୈତ୍ବ ମାଲିକାନା
D. ସମୁଦ୍ରଭିତ୍ତିକ
Ans :C. ଦୈତ୍ବ ମାଲିକାନା
36. ସମ୍ବଲପୁରୀ ବସ୍ତ୍ର ଶିଳ୍ପ ଓ ଅମୁଲ ଦୁଗ୍ଧ ଉତ୍ପାଦନକରୀ ସଂସ୍ଥା ଆଦି —- ସଂସ୍ଥାର ଉଦାହରଣ ?
A.କୃଷିଭିତ୍ତିକ
B. ଜଙ୍ଗଲଭିତ୍ତିକ
C. ଦୈତ୍ବ ମାଲିକାନା
D.ସମବାୟ ସଂସ୍ଥା
Ans : D.ସମବାୟ ସଂସ୍ଥା
37. —-ବ୍ୟବସ୍ଥା ନିବେଶ ପ୍ରକ୍ରିୟାକରଣ ଓ ଉତ୍ପାଦକୁ ନେଇ ଗଢ଼ା?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପ
D. ପ୍ରକ୍ରିୟାକରଣ
Ans :C. ଶିଳ୍ପ
38. —– କହିଲେ କଞ୍ଚାମାଲ, ଶ୍ରମିକ, ଭୂମି, ପରିବହନ ଶକ୍ତି ଅନ୍ୟାନ ଆଧାରିକ ସଂରଚନା ଓ ବିକାଶ ନିମନ୍ତେ ବିନିଯୁକ୍ତ ପୁଞ୍ଜିକୁ ବୁଝାଏ ?
A. ଶିଳ୍ପ
B. ନିବେଶ
C. ଶିଳ୍ପାୟାନ
D. କୋଣସିଟି ନୁହେଁ
Ans :B. ନିବେଶ
39. ବିଦ୍ୟୁତିକରଣ, ଯୋଗାଯୋଗ, ସଡ଼କ ଓ ରେଳପଥ, ଶିକ୍ଷିନୁଷ୍ଠାନ, ଚିକିତ୍ସାଳୟ ଇତ୍ୟାଦି ବ୍ୟବସ୍ଥା କୁ —– କୁହାଯାଏ ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପ
D. ଆଧାରିକ ସଂରଚନା
Ans :D. ଆଧାରିକ ସଂରଚନା
40. ଶିଳ୍ପସଂସ୍ଥାରେ କଞ୍ଚାମାଲରୁ ଉତ୍ପାଦ ସୃଷ୍ଟି ହେବ ପାଇଁ ଯେଉଁ ସବୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ ତାକୁ —– କୁହାଯାଏ ?
A. ଦ୍ୱିତୀୟ ଉତ୍ପାଦ
A. ପ୍ରାଥମିକ ଉତ୍ପାଦ
C. ଶିଳ୍ପ
D. ପ୍ରକ୍ରିୟାକରଣ
Ans :D. ପ୍ରକ୍ରିୟାକରଣ
41. ଶିଳ୍ପସଂସ୍ଥାରୁ ସର୍ବଶେଷରେ ବାହାରୁଥିବା ଉତ୍ପାଦିତ ଦ୍ରବ୍ୟକୁ —– କୁହାଯାଏ ?
A. ଦ୍ୱିତୀୟ ଉତ୍ପାଦ
B. ଉତ୍ପାଦ
C. ଶିଳ୍ପ
D. ପ୍ରକ୍ରିୟାକରଣ
Ans :B. ଉତ୍ପାଦ
42. କାର୍ପାସ ଶିଳ୍ପରେ —- କଞ୍ଚାମାଲ ରୂପେ ବ୍ୟବହାର କରାଯାଏ ?
A. ତୁଳା
B. ଲୁହା
C. ମାଟି
D. ଭୂମି
Ans :A. ତୁଳା
43. —– ମସିହା — ତାରିଖ ମଧ୍ୟରାତ୍ରିରେ ଆମ ଦେଶର ଭୋପାଲ ସହରରେ ଶିଳ୍ପ ଦୁର୍ଘଟଣା ଘଟିଥିଲା ?
A.1989 ମାର୍ଚ୍ଚ 5
B.1984 ଡ଼ିସେମ୍ବର 3
C.1989 ମାର୍ଚ୍ଚ23
D.2005 ଡ଼ିସେମ୍ବର 23
Ans :B. 1984 ଡ଼ିସେମ୍ବର 3
44. —– ମସିହା ସୁଦ୍ଧା ବିଷକ୍ତ ଗ୍ୟାସ ରେ 3589 ଜନ ଲୋକ ମାରିଥିବା ଜନ ପଡେ ?
A.1989
B.1984
C.1988
D.2005
Ans :A.1989
45. ଚୀନର ଚେଙ୍ଗୀଙ୍ଗ ଅନ୍ତର୍ଗତ ଗାଓକ୍ଵିଆଓ ଥରେ ଗ୍ୟାସ କୂପା ବିସ୍ଫୋରଣ ଯୋଗୁଁ — ଲୋକଙ୍କର ମୃତୁ ଘଟିଥିଲା ?
A.197
B.198
C.88
D.243
Ans :D. 243
46. —- ଶିଳ୍ପ ନୂତନଭାବେ ଗଢି ଉଠିଛି ?
A.କୃଷିଭିତ୍ତିକ
B.ସୂଚନା ପ୍ରଯୁକ୍ତିବିଦ୍ୟା
C. ଦୈତ୍ବ ମାଲିକାନା
D.ସମବାୟ ସଂସ୍ଥା
Ans : B.ସୂଚନା ପ୍ରଯୁକ୍ତିବିଦ୍ୟା
47. ନୂତନ ଭାବେ ଗଢି ଉଠିଥିବା ଶିଳ୍ପକୁ —- ଶିଳ୍ପ ଆଖ୍ୟା ଦିଆଯାଇଛି ?
A.କୃଷିଭିତ୍ତିକ
B.ସୂଚନା ପ୍ରଯୁକ୍ତିବିଦ୍ୟା
C.ସୂ୍ଯ୍ୟୋଦୟ ଶିଳ୍ପ
D.ସମବାୟ ଶିଳ୍ପ
Ans : C.ସୂ୍ଯ୍ୟୋଦୟ ଶିଳ୍ପ
48. ଜର୍ମାନ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଜାପାନ ଓ ଋଷିଆରେ ବୃହତ —- କାରଖାନା ଗଢି ଉଠିଛି ?
A. ଆଲୁମିନିୟ
B. ଲୌହ ଇସ୍ପାତ କାରଖାନା
C. ମାଙ୍ଗାନିଜ କାରଖାନା
D. ଶିଳ୍ପ
Ans : B. ଲୌହ ଇସ୍ପାତ କାରଖାନା
49. —- ଶିଳ୍ପ ଭାରତ, ଦକ୍ଷିଣ କୋରିଆ, ଜାପାନ ଓ ତାଇୱାନ ଆଦି ଦେଶରେ ଅଧିକ ଦେଖାଯାଏ ?
A. ବୟନଶିଳ୍ପ
B.ସୂଚନା ପ୍ରଯୁକ୍ତିବିଦ୍ୟା
C.ସୂ୍ଯ୍ୟୋଦୟ ଶିଳ୍ପ
D.ସମବାୟ ଶିଳ୍ପ
Ans :A. ବୟନଶିଳ୍ପ
50. ପ୍ରଯୁକ୍ତିବିଦ୍ୟା ର ପ୍ରମୁଖ କ୍ଷେତ୍ର ଭାବେ କେନ୍ଦ୍ରୀୟ କାର୍ଲିଫନିଆର —- ଉପତ୍ୟକା ଅଛି ?
A. ଆଲୁମିନିୟ
B. ଲୌହ
C. ମାଙ୍ଗାନିଜ
D. ସିଲିକନ
Ans :D. ସିଲିକନ
51. —– ଏକ ମୌଳିକ ଶିଳ୍ପ ?
A. ଆଲୁମିନିୟ
B. ଲୌହ ଇସ୍ପାତ କାରଖାନା
C. ମାଙ୍ଗାନିଜ କାରଖାନା
D. ଶିଳ୍ପ
Ans :B. ଲୌହ ଇସ୍ପାତ କାରଖାନା
52. ଲୁହାପଥର ଅନେକ ପ୍ରକ୍ରିୟାକରଣ ପର୍ଯ୍ୟୟ ଦେଇ —– ରେ ପରିଣତ ହୋଏ ?
A. ଆଲୁମିନିୟ
B. ଇସ୍ପାତ
C. ମାଙ୍ଗାନିଜ
D. ସିଲିକନ
Ans :B. ଇସ୍ପାତ
53.—- ପଥରକୁ ବ୍ଲାଷ୍ଟ ଫରନେସ ରେ ତରଳାଯାଏ ?
A. ଆଲୁମିନିୟ
B. ଲୌହ
C. ମାଙ୍ଗାନିଜ
D. ସିଲିକନ
Ans :B. ଲୌହ
54 . ଛୁଞ୍ଚି, ସେପ୍ଟିପିନ ଆଦି —- ରେ ତିଆରି ?
A.ଆଲୁମିନିୟ
B. ଇସ୍ପାତ
C. ମାଙ୍ଗାନିଜ
D. ସିଲିକନ
Ans :B. ଇସ୍ପାତ
55. —- ଧାତୁଯୁକ୍ତ ଇସ୍ପାତ ଅଧିକ ଶକ୍ତ ଓ ମଜବୁତ ?
A.. ମାଙ୍ଗାନିଜ
B. ଆଲୁମିୟମ
C. ମିଶ୍ରଧାତୁ
D. ଲୁହା
ANS :C. ମିଶ୍ରଧାତୁ
56. —- ରେ କଳଙ୍କି ଲାଗେ ନାହିଁ ?
A.. ମାଙ୍ଗାନିଜ
B. ଆଲୁମିୟମ
C. ଇସ୍ପାତ
D. ଲୁହା
ANS :C. ଇସ୍ପାତ
57. ତୈଳଖଣି ଖନନ କାର୍ଯ୍ୟ —- ନିର୍ମିତ ଯନ୍ତ୍ରପାତିରେ ହୋଇଥାଏ ?
A.. ମାଙ୍ଗାନିଜ
B. ଆଲୁମିୟମ
C. ଇସ୍ପାତ
D. ଲୁହା
ANS :C. ଇସ୍ପାତ
58. ଚାଷକାର୍ଯ୍ୟ ରେ —- ନିର୍ମିତ ଯନ୍ତ୍ରପାତି ବ୍ୟବହାର କରାଯାଏ ?
A. ମାଙ୍ଗାନିଜ
B. ଆଲୁମିୟମ
C. ଇସ୍ପାତ
D. ଲୁହା
ANS :C. ଇସ୍ପାତ
59. ବିଶାଳ ଓ ସୁଉଚ ଅଟାଳିକାମାନ —– ଫ୍ରେମ ଉପରେ ଗଢି ଉଠିଥାଏ ?
A. ମାଙ୍ଗାନିଜ
B. ଆଲୁମିୟମ
C. ଇସ୍ପାତ
D. ଲୁହା
ANS :C. ଇସ୍ପାତ
60. —– ମସିହାପରଠାରୁ ସାମୁଦ୍ରିକ ବନ୍ଦର ନିକଟବର୍ତ୍ତୀ ସମତଳ ଅଞ୍ଚଳରେ ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠିତ ହେଲା?
A.1947
B.1859
C.1854
D. 1950
ANS :D. 1950
61. ଭାରତର ଇସ୍ପାତ ଉତ୍ପାଦନ — ମସିହାରେ ମାତ୍ର ଏକ ନିୟୁତ ଟନ ଥିଲାବେଳେ ଏହା ଏବେ ବହୁଗୁଣିତ ହୋଇଅଛି ?
A.1947
B.1859
C.1854
D. 1907
ANS :A. 1947
62. —- ମସିହା ପୂର୍ବରୁ ଦେଶରେ ଗୋଟିଏ ମାତ୍ର ଲୌହ ଇସ୍ପାତ କାରଖାନା ଥିଲା ?
A.1947
B.1859
C.1854
D. 1907
ANS :A. 1947
63. ଟାଟା ଲୌହ ଇସ୍ପାତ କାରଖାନା ର ସଂକ୍ଷେପ ନାମ କଣ ?
A. ଟିସ୍କୋ
B. ଲପିଜି
C. ଆସିଭିବ
D. HIV
ANS :A. ଟିସ୍କୋ
64. — ମସିହାରେ ସୁବର୍ଣ୍ଣରେଖା ଓ ଖରଖାଇ ନଦୀ ଦ୍ୱୟ ସଂଗମ ସ୍ଥଳରେ ଅବସ୍ଥିତ ସାକଚିଠାରେ ଟାଟା ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିଲା ?
A.1992
B.1859
C.1854
D. 1907
Ans :D. 1907
65. ପରବର୍ତ୍ତୀ ସମୟରେ ଜାମସେଦଜୀ ଟାଟାଙ୍କ ନାମନୁସାରେ ଟାଟା ଲୌହ ଇସ୍ପାତ କାରଖାନା —— ନାମରେ ନାମିତ ହେଲା ?
A.ଜାମସେଦପୁର
B. ଯୁକ୍ତରାଷ୍ଟ୍ର ଆମେରିକା
C.ମଞ୍ଚେଷ୍ଟର
D. ଅହମଦାବାଦ
Ans : A.ଜାମସେଦପୁର
66. ଭୌଗଳିକ ଦୃତିରୁ ଜାମସେଦପୁର ହଁ ଦେଶର ସବୁଠାରୁ ସୁବିଧାଜନକ ସ୍ଥିତିରେ —- କେନ୍ଦ୍ର ଅଛି ?
A. ଇସ୍ପାତବକରଖାନା
B. ଲୌହ ଇସ୍ପାତ
C. କାର୍ପାସ ବୟନ ଶିଳ୍ପ
D.କୌଣସିଟି ନୁହେଁ
Ans :B. ଲୌହ ଇସ୍ପାତ
67. —— ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମି ଜିଲ୍ଲାରେ ଅବସ୍ଥିତ?
A.ଜାମସେଦପୁର
B. ଯୁକ୍ତରାଷ୍ଟ୍ର ଆମେରିକା
C.ମଞ୍ଚେଷ୍ଟର
D. ଅହମଦାବାଦ
Ans : A.ଜାମସେଦପୁର
68. ସାକଚି ଇଏପଟ କାରଖାନା ସେ ସମୟର ବେଙ୍ଗଲ ନାଗପୁର ରେଳପଥ କଳାମାଟି ଷ୍ଟେସନ ଠାରୁ ମାତ୍ର —- କିଲୋମିଟର ଦୂରରେ ଥିଲା ?
A.54
B.55
C.32
D.43
Ans: C. 32
69. ସାକଚି ଇସ୍ପାତ କାରଖାନା ଝରିଆରୁ —- ଆଣିଥାଏ ?
A. କୋଇଲା
B. ମାଙ୍ଗାନିଜ
C. ପେଟ୍ରୋଲ
D. ଲୁହା
Ans :A. କୋଇଲା
70. ସାକଚି ଇସ୍ପାତ କାରଖାନା ଓଡିଶା ଓ ଛତିଶଗଡ ରୁ ଲୁହାପଥର, ଚୂନପଥର, ଓ —- ଆଣିଥାଏ ?
A. କୋଇଲା
B. ମାଙ୍ଗାନିଜ
C. ପେଟ୍ରୋଲ
D. ଲୁହା
Ans :B. ମାଙ୍ଗାନିଜ
71. ସକଚି ଇସ୍ପାତ କାରଖାନା —– ଓ —— ନଦୀରୁ ପ୍ରଚୁର ଜଳ ପାଇଥାଏ ?
A. ଖରଖାଇ
B.ସୁବର୍ଣ୍ଣରେଖା
C. Both a&b
D. କୌଣସିଟି ନୁହଁ
Ans :C. Both a&b
72. —– କାରଖାନାର ନିଜସ୍ୱ ବିଦ୍ୟୁତକେନ୍ଦ୍ର ଅଛି ?
A. ଇସ୍ପାତବକରଖାନା
B. ଟାଟା ଲୌହ ଇସ୍ପାତ
C. କାର୍ପାସ ବୟନ ଶିଳ୍ପ
D.କୌଣସିଟି ନୁହେଁ
Ans :B. ଟାଟା ଲୌହ ଇସ୍ପାତ
73. ଟାଟା ଲୌହ ଇସ୍ପାତ ଶିଳ୍ପ ଉପରେ ନିର୍ଭର କରି —- ଠାରେ ଆହୁରି ଅନେକ ଗୁଡିଏ ଶିଳ୍ପସଂସ୍ଥା ଗାଢ଼ି ଉଠିଛି ?
A.ଜାମସେଦପୁର
B. ଯୁକ୍ତରାଷ୍ଟ୍ର ଆମେରିକା
C.ମଞ୍ଚେଷ୍ଟର
D. ଅହମଦାବାଦ
Ans : A.ଜାମସେଦପୁର
74. ପୀଟସବର୍ଗ ଲୌହ ଇସ୍ପାତ କାରଖାନା —– ର ଏକ ଗୁରୁତ୍ୱ ପୂର୍ଣ୍ଣ ଇସ୍ପାତନଗରୀ ?
A.. ଜାପାନ
B. ଯୁକ୍ତରାଷ୍ଟ୍ର ଆମେରିକା
C.ମଞ୍ଚେଷ୍ଟର
D. ଅହମଦାବାଦ
Ans :B. ଯୁକ୍ତରାଷ୍ଟ୍ର ଆମେରିକା
75. ପୀଟସବର୍ଗ ଠାରୁ —- କିଲୋମିଟର ଦୂରରେ ଅବସ୍ଥିତ ମିନେସୋଟାରୁ ଲୁହାପଥର ଆସିଥାଏ ?
A.1255
B.1500
C. 1200
D.4300
Ans :B. 1500
76. —– ବୃହତ ହ୍ରଦ ଜଳପଥ ଭାବେ ପୃଥିବୀ ପ୍ରସିଦ୍ଧ ?
A. ସୁମରିଆର
B. ହ୍ୟୁରନ
C. ପୀଟସବର୍ଗ
D. ମିଚିଗନ
Ans :C. ପୀଟସବର୍ଗ
77. ବୃହତ୍ତହ୍ରଦ ଅଂଚଳରୁ ଟ୍ରେନ ଯୋଗେ ଲୁହାପଥର ——କୁ ଆସିଥାଏ ?
A. ସୁମରିଆର
B. ହ୍ୟୁରନ
C. ପୀଟସବର୍ଗ
D. ମିଚିଗନ
Ans :C. ପୀଟସବର୍ଗ
78. ବୃହତ ହ୍ରଦ ମଧରେ —– ହ୍ରଦ ସବୁଠାରୁ ବୃହତ୍ତର ?
A. ସୁମରିଆର
B. ହ୍ୟୁରନ
C. ଅଣ୍ଟାରିନ
D. ମିଚିଗନ
Ans :A. ସୁମରିଆର
79. ତୁଳା ରେଶମ, ପଶମ, ଝୋଟ ବ୍ୟବହାର କରି —— ତିଆରି କରାଯାଏ ?
A. ଶିଳ୍ପ
B. ବସ୍ତ୍ର
C. ତନ୍ତୁ
D. କୌଣସିଟି ନୁହେଁ
Ans :B. ବସ୍ତ୍ର
80. ପଶମ, ରେଶମ, ତୁଳା, ଲିନେନ ଓ ଝୋଟ —– ତନ୍ତୁ ?
A.କୃତ୍ରିମ
B. ପ୍ରାକୃତିକ
C. ଜୈବିକ
D. କୌଣସିଟି ନୁହେଁ
Ans :B. ପ୍ରାକୃତିକ
81. ନାଇଲନ, ପଲିଷ୍ଟର, ରେୟନ, ଆଦି —- ତନ୍ତୁ ?
A.କୃତ୍ରିମ
B. ପ୍ରାକୃତିକ
C. ଜୈବିକ
D. କୌଣସିଟି ନୁହେଁ
Ans :A.କୃତ୍ରିମ
82. ସୂତାକୁ ଲଗା ବୁଣିବା ଏକ —- କଳା ?
A. ପ୍ରାଚୀନ
B. ନୂତନ
C. ପୁରାତନ
D. କୌଣସିଟି ନୁହେଁ
Ans :A. ପ୍ରାଚୀନ
83. —- ବୟନଶିଳ୍ପ ପୃଥିବୀର ଏକ ପୁରାତନ ଶିଳ୍ପ ?
A. କାର୍ପାସଶିଳ୍ପ
B. ବୟନ ଶିଳ୍ପ
C. Both a&b
D. କୌଣସିଟି ନୁହେଁ
Ans :A. କାର୍ପାସଶିଳ୍ପ
84. ଅଷ୍ଟାଦଶ ଶତାବ୍ଦୀର —- ପର୍ଯ୍ୟନ୍ତ କାର୍ପାସ ବସ୍ତ୍ର ହାତକଟା ସୂତା ଓ ହସ୍ତତନ୍ତ୍ର ସାହାଯ୍ୟରେ ବୁଝା ଯାଉଥିଲା ?
A. ଶିଳ୍ପ ବିପ୍ଳବ
B. କାର୍ପାସ ଶିଳ୍ପ
C.ଶେଷକୁ
D. ଉପରୁକ୍ତ ସମସ୍ତ
Ans :A. ଶିଳ୍ପ ବିପ୍ଳବ
85. ଅଷ୍ଟାଦଶ ଶତାବ୍ଦରେ —- ତନ୍ତ ଦ୍ୱାରା କାର୍ପାସ ବୟନ ଶିଳ୍ପର ବିକାଶ ଆରମ୍ଭ ହେଲା?
A. କଳତନ୍ତ
B. କାର୍ପାସ ତନ୍ତ
C. ବୟନ
D. କୌଣସିଟି ନୁହେଁ
Ans :A. କଳତନ୍ତ
86. ପ୍ରଥମେ ଗ୍ରେଟ ବ୍ରିଟେନ ଓ ପରେ ବିଶ୍ୱର ଅନ୍ୟାନ ଅଞ୍ଚଳକୁ —- ତନ୍ତର ପ୍ରସାର ଘଟିଲା ?
A. କଳତନ୍ତ
B. କାର୍ପାସ ତନ୍ତ
C. ବୟନ
D. କୌଣସିଟି ନୁହେଁ
Ans :A. କଳତନ୍ତ
87. ଅଧୁନା ଭାରତ, ଚୀନ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକା —— ଉତ୍ପାଦନରେ ଅଗ୍ରଣୀ ଦେଶ ଭାବେ ପରିଗଣିତ ?
A. କାର୍ପାସ ବସ୍ତ୍ର
B. ବୟନ ବସ୍ତ୍ର
C. Both a&b
D. କୌଣସିଟି ନୁହେଁ
Ans :A. କାର୍ପାସ ବସ୍ତ୍ର
88. ଉତ୍ତମମାନର କାର୍ପାସବାସ୍ତ୍ର ଉତ୍ପାଦନ କରିବାରେ —- ଗୌରବମୟ ପରମ୍ପରା ରହିଛି ?
A.. ଜାପାନ
B. ଭାରତ
C.ମଞ୍ଚେଷ୍ଟର
D. ଅହମଦାବାଦ
Ans :B. ଭାରତ
89. —- ମସିହାରେ ଭାରତର ପ୍ରଥମ ଆଧୁନିକ କାର୍ପାସ ବୟନଶୀଳ୍ପ ମୁମ୍ବାଇରେ ପ୍ରତିଷ୍ଠିତ ହେଲା ?
A.1992
B.1859
C.1854
D. 1947
Ans :C. 1854
90. ମହାରାଷ୍ଟ୍ର ଓ ଗୁଜୁରାଟରେ —- ଶିଳ୍ପର ବିଶେଷ ପ୍ରସାର ଲାଭା ହୋଇଛି ?
A. କାର୍ପାସଶିଳ୍ପ
B. ବୟନ ଶିଳ୍ପ
C. Both a&b
D. କୌଣସିଟି ନୁହେଁ
Ans :A. କାର୍ପାସଶିଳ୍ପ
91. —— ସାବରମତି ନଦୀ କୂଳ ରେ ଗୁଜୁରାଟ ରାଜ୍ୟରେ ଅବସ୍ଥିତ ?
A.. ଜାପାନ
B. ଓସାକା
C.ମଞ୍ଚେଷ୍ଟର
D. ଅହମଦାବାଦ
Ans :D. ଅହମଦାବାଦ
92. — ମସିହାରେ ଅହମଦାବାଦ ରେ ପ୍ରଥମ କାର୍ପାସ ବୟାନ ଶିଳ୍ପ ପ୍ରତିଷ୍ଠାନ ହୋଇଥିଲା ?
A.1992
B.1859
C.1854
D. 1947
Ans :B. 1859
93. — ଦେଶର ଦ୍ୱିତୀୟ ମୁଖ୍ୟ କାର୍ପାସ ବୟନ କେନ୍ଦ୍ର ?
A.. ଜାପାନ
B. ଓସାକା
C.ମଞ୍ଚେଷ୍ଟର
D. ଅହମଦାବାଦ
Ans :D. ଅହମଦାବାଦ
94. —— କୁ ଭାରତର ମାଞ୍ଚେଷ୍ଟର ଆଖ୍ୟା ଦିଆଯାଇଥାଏ ?
A.. ଜାପାନ
B. ଓସାକା
C.ମଞ୍ଚେଷ୍ଟର
D. ଅହମଦାବାଦ
Ans :D. ଅହମଦାବାଦ
95. ଅହମଦାବାଦ ର ଚତୁପାର୍ଶ୍ୱରେ —- ଚାଷ କରାଯାଏ ?
A. କପା
B. ମକା
C. ଝୋଟ
C. ନଳିତା
Ans :A. କପା
96. ଜାତୀୟ —– ଶିଳ୍ପର ଉତ୍ପାଦିତ ସାମଗ୍ରୀର ପ୍ରାୟ ଏକ ତୃତୀୟାଂଶ ବିଦେଶକୁ ରପ୍ତାନି କରାଯାଏ ?
A. କାର୍ପାସଶିଳ୍ପ
B. ବୟନ ଶିଳ୍ପ
C. Both a&b
D. କୌଣସିଟି ନୁହେଁ
Ans :B. ବୟନ ଶିଳ୍ପ
98. ଇଂଲଣ୍ଡର —- ସହରରେ କାର୍ପାସଵସ୍ତ୍ର ଓ ବୟନ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ?
A.. ଜାପାନ
B. ଓସାକା
C.ମଞ୍ଚେଷ୍ଟର
D. ଅହମଦାବାଦ
Ans : C.ମଞ୍ଚେଷ୍ଟର
99. ଓସାକା —— ର ଏକ ପ୍ରମୁଖ ବୟନ ଶିଳ୍ପକେନ୍ଦ୍ର ?
A.. ଜାପାନ
B. ଓସାକା
C. ଜର୍ମାନ
D. ଅହମଦାବାଦ
Ans :A.. ଜାପାନ
100. —— କୁ ଜାପାନର ମଞ୍ଚେଷ୍ଟର କୁହାଯାଏ ?
A. ଜାପାନ
B. ଓସାକା
C. ଜର୍ମାନ
D. ଅହମଦାବାଦ
Ans :B. ଓସାକା
101. ଅନେକ ଭୌଗୋଳିକ କାରଣରୁ —– ରେ ବୟନ ଶିଳ୍ପ ଗଢି ଉଠିଛି ?
A. ଜାପାନ
B. ଓସାକା
C. ଜର୍ମାନ
D. ଅହମଦାବାଦ
Ans :B. ଓସାକା
102. ଓସାକା ନିକଟସ୍ଥ ——- ନଦୀରୁ ଶିଳ୍ପ ପାଇଁ ପ୍ରଚୁର ଜଳ ମିଳିଥାଏ ?
A. ମହାନଦୀ
B. ଗୋଦାବରୀ
C. ଓଡୋ
D. ଗଙ୍ଗା
Ans :C. ଓଡୋ
103. ଇଜିପଟ, ଭାରତ, ଚୀନ, ଓ ଯୁକ୍ତରାଷ୍ଟ୍ର ଆମେରିକାରୁ ଆବଶ୍ୟକ —– ଆମଦାନୀ କରାଯାଏ ?
A. ମାଙ୍ଗାନିଜ
B.ତୁଳା
C. କାର୍ପାସ
D. ଲାଇଲନ
Ans : B.ତୁଳା
104. ବେଙ୍ଗାଳୁରୁରେ —- ଶୋଇଥିବା ସମୟରେ କରଳିଫର୍ନିୟାର ଡ୍ୟାନି କାମ କରୁଥାଏ ?
A. ସ୍ମିତା
B. ଡ୍ୟାନ
C. ରୋବଟ
D. ଉପରୋକ୍ତ ସମସ୍ତ
Ans :A. ସ୍ମିତା
105. ଦକ୍ଷିଣାତ୍ୟ ମାଳଭୂମିରେ ଅବସ୍ଥିତ ବେଙ୍ଗାଳୁରୁକୁ —– ସହର ନାମରେ ନମିତା କରାଯାଇଛି ?
A. ସିଲିକନ ସହର
B. ଆଲୁମିନିୟମ ସହର
C. କାର୍ପାସ ଶିଳ୍ପ
D. କୋଣସିଟି ନୁହେଁ
Ans :A. ସିଲିକନ ସହର
106. —- ସହରରେ ବର୍ଷା ସାର ମୃଦୁ ଜଳବାୟୁ ଅନୁଭୂତ ହୁଏ ?
A. ବେଙ୍ଗାଲୁରୁ
B. କାର୍ଲିଫର୍ଣ୍ଣିୟା
C ଅହମଦାବାଦ
D. ହାଇଦ୍ରାବାଦ
Ans :A. ବେଙ୍ଗାଲୁରୁ
107.: — ମସିହାରେ କର୍ଣ୍ଣାଟକ ରାଜ୍ୟ ସରକାର ସର୍ବପ୍ରଥମେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ପ୍ରଣୟନ କରିଥିଲେ ?
A.1992
B.1859
C.1854
D. 1947
Ans :A. 1992
108. ସିଲିକନ ଉପତ୍ୟକା କେଉଁଠାରେ ପ୍ରତିଷ୍ଠିତ ?
A. ବେଙ୍ଗାଲୁରୁ
B. କାର୍ଲିଫର୍ଣ୍ଣିୟା
C ଅହମଦାବାଦ
D. ହାଇଦ୍ରାବାଦ
Ans :. ବେଙ୍ଗାଲୁରୁ
109. କେଉଁଟି ଏକ ପ୍ରାକୃତିକ ତନ୍ତୁ ?
A. ନାଇଲନ
B. ଟେରିଲିନ
C.ଝୋଟ
D. ଡେ଼କ୍ରନ
Ans : C.ଝୋଟ
110. ଗୋଟିଏ ସ୍ଥାନରେ ଅନେକ ଗୁଡିଏ ଶିଳ୍ପ ପ୍ରତିତନ ହେଲେ ନିମ୍ନୋକ୍ତବକେଉଟ ଗଢି ଉଠେ ?
A. ଶିଳ୍ପାୟନ
B. ଶିଳ୍ପାଞ୍ଚଳ
C ଶିଳ୍ପକେନ୍ଦ୍ର
D. ଶିଳ୍ପସଂସ୍ଥା
Ans :D. ଶିଳ୍ପସଂସ୍ଥା