Explore Class 8 Geography Chapter 3 on “କୃଷି ଉନ୍ନୟନ” (Agricultural Development). Understand the concepts and importance of agricultural development, modern farming techniques, and their impact on the environment and economy. Perfect for students seeking detailed insights and easy-to-understand explanations.
1. —- ମସିହା ଜନଗଣନା ଅନୁସାରେ ଭାରତର ଲୋକସଂଖ୍ୟା ପ୍ରାୟ 121 କୋଟି ?
A.1654
B.1950
C.1951
D.2011
[expand title=”Show Answer”]Ans :D. 2011 [/expand]
2. —-ମସିହା ବେଳକୁ ଭାରତର ଲୋକସଂଖ୍ୟା ପ୍ରାୟ 150 କୋଟି ?
A.1654
B.1950
C.1951
D.2021
[expand title=”Show Answer”]Ans :D. 2021 [/expand]
3. ଆମର ସୀମିତ ଜମି, ଜଳ, ଜଙ୍ଗଲ, ର ବ୍ୟବହାର ଦ୍ୱାରା ପ୍ରୟୋଜନ ହେଉଥିବା ଅଧିକ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରୟାସକୁ କଣ କୁହାଯାଏ ?
A.ଶ୍ଵେତବିପ୍ଳବ
B. ଗହମବିପ୍ଳବ
C.କୃଷି ଉନୟନ
D. ଉପରୋକ୍ତ ସମସ୍ତ
[expand title=”Show Answer”]Ans : C.କୃଷି ଉନୟନ [/expand]
4. କୃଷି ଉନ୍ନୟନ ର ମୂଳ ଲକ୍ଷ୍ୟ ହେଉଛି —–?
A. ସଘନ
B. ସୋପାନ
C. ଖାଦ୍ୟ ସୁରକ୍ଷା
D. କୌଣସିଟି ନୁହେଁ
[expand title=”Show Answer”]Ans :C. ଖାଦ୍ୟ ସୁରକ୍ଷା [/expand]
5. ସୁସ୍ଥ, ନିରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟକ ମନୁଷ୍ୟର ନ୍ୟୁନତମ ପୃଷ୍ଟିସାର ଖାଦ୍ୟ ଆବଶ୍ୟକ। ଏହା ପୂରଣ ହୋଇପାରିଲେ —- ବ୍ୟବସ୍ଥା ସମ୍ଭବ ହୋଇପାରିବ ?
A. ସଘନ
B. ସୋପାନ
C. ଖାଦ୍ୟ
D. କୌଣସିଟି ନୁହେଁ
[expand title=”Show Answer”]Ans :C. ଖାଦ୍ୟ [/expand]
6. ଅଧିକ ଜନ ସଂଖ୍ୟା ବିଶିଷ୍ଟ ଦେଶରେ —– ପ୍ରଣାଳୀରେ ଚାଷକାର୍ଯ୍ୟ କରାଯାଏ ?
A. ସଘନ
B. ସୋପାନ
C. ଧାଡି
D. କୌଣସିଟି ନୁହେଁ
[expand title=”Show Answer”]Ans :A. ସଘନ [/expand]
7. କେତେକ ଜନ ବହୁଳ ଦେଶରେ ଅଧିକାର ଶସ୍ୟ ଉତ୍ପାଦନ ପାଇଁ —– ଚାଷ କରାଯାଉଛି ?
A. ଶାଗ
B. କମଳା
C. ଜୈବିକ
D. ରାସାୟନିକ
[expand title=”Show Answer”]Ans :C. ଜୈବିକ [/expand]
8. —- ଚାଷ ପାଇଁ ରାସାୟନିକ ସାର ବଦଳରେ ସବୁଜ ସାର, ଜୀବାଣୁ ସାର, ପଶୁଖତ, ପିଡିଆ ଓ ବେଗୁନିଆ ପତ୍ର ଆଦି ପ୍ରାକୃତିକ ଓ ଜୈବିକ ଉପାଦାନ ପ୍ରୟୋଗ କରାଯାଇଥାଏ ?
A. ଶାଗ
B. କମଳା
C. ଜୈବିକ
D. ରାସାୟନିକ
[expand title=”Show Answer”]Ans :C. ଜୈବିକ [/expand]
9. ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରଳୀୟ, ପ୍ରଭୁତି ଦେଶମାଙ୍କରେ ଚାଷଜମି ଆକାର —– ଅଟେ ?
A.ଉନ୍ନତ
B. ସାନ
C.ବଡ
D. କୌଣସିଟି ନୁହେଁ
[expand title=”Show Answer”]Ans : C.ବଡ [/expand]
10. ଯୁକ୍ତରାଷ୍ଟ୍ର ଆମେରିକା ର କୃଷି —– ଅଟେ ?
A. ଉନ୍ନତ
B. ଅବନ୍ନତ
C. କମ ଉନ୍ନତ
D. କୌଣସିଟି ନୁହେଁ
[expand title=”Show Answer”]Ans :A. ଉନ୍ନତ [/expand]
11.ଜଳ ଉପଲବ୍ଧ ଅଞ୍ଚଳ ଗୁଡିକରେ ରାସାୟନିକ ସାର, କୀଟନାଶକ ଔଷଧ ଓ ଉନ୍ନତ କୃଷି କୌଶଳ ପ୍ରୟୋଗ ଦ୍ୱାରା ଅଧିକାର ଅମଳକ୍ଷମ ବିହନ ବ୍ୟବହାର କରାଯାଇ କୃଷି ଉତ୍ପାଦିକା ବୃଦ୍ଧି କରାଯାଏ ଏହି ପ୍ରକ୍ରିଆକୁ —- କୁହାଯାଏ ?
A. ଶ୍ଵେତବିପ୍ଳବ
B. ଗହମବିପ୍ଳବ
C. ସବୁଜ ବିପ୍ଳବ
D. ଉପରୋକ୍ତ ସମସ୍ତ
[expand title=”Show Answer”]Ans :C. ସବୁଜ ବିପ୍ଳବ [/expand]
12. ଭାରତ ଏକ —- ପ୍ରଧାନ ଦେଶ ?
A. ଶିଳ୍ପ
B. କୃଷି
C ବୃଷ୍ଟି
D. ମରୁଡି
[expand title=”Show Answer”]Ans :B. କୃଷି [/expand]
13. — ମସିହାରେ ଆରମ୍ଭ ହୋଇ ଥିବା ପଞ୍ଚାବାର୍ଷିକ ଯୋଜନା କାଳରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଥିଲା ?
A.1654
B.1950
C.1951
D.2000
[expand title=”Show Answer”]Ans :C. 1951 [/expand]
14. କୃଷି ଜମିକୁ ଜଳ ଯୋଗାଇବା ପାଇଁ ଭାରତର ବିଭିନ୍ନ ଅଞ୍ଚଳରେ —– ଖୋଳା ଯାଇଛି ?
A. ଗଡିଆ
B. ପୋଖରୀ
c. କେନାଲ
D. କୌଣସିଟି ନୁହେଁ
[expand title=”Show Answer”]Ans :c. କେନାଲ [/expand]
15. ପ୍ରଥମ ପଞ୍ଚବାର୍ଷିକୀ ଯୋଜନା କାଳରେ ଓଡ଼ିଶାର —- ନଦୀ ଉପରେ ହୀରାକୁଦ ବନ୍ଦ ନିର୍ମାଣ ହୋଇଥିଲା ?
A. ଗଙ୍ଗା
B. ଯମୁନା
C ବୈତରଣୀ
D.ମହାନଦୀ
[expand title=”Show Answer”]Ans : D.ମହାନଦୀ [/expand]
16. ନୂତନ କୃଷି କୌଶଳ ଦ୍ୱାରା ଗହମ ଉତ୍ପାଦନରେ ଅଧିକାର ସଫଳତା କୁ ଉତ୍ତର ଭାରତରେ —- କୁହାଯାଏ ?
A. ଶ୍ଵେତବିପ୍ଳବ
B. ଗହମବିପ୍ଳବ
C. ସବୁଜ ବିପ୍ଳବ
D. ଉପରୋକ୍ତ ସମସ୍ତ
Ans :B. ଗହମବିପ୍ଳବ
[expand title=”Show Answer”]Ans :. ଗହମବିପ୍ଳବ [/expand]
17. ଭାରତର ଉତ୍ତର ଓ ଉତ୍ତର ପଶ୍ଚିମାଞ୍ଚଳ, ବିଶେଷତ ପଞ୍ଜାବ ଓ ହରିୟାଣାରେ —- ଉତ୍ପାଦନ ଅଧିକ ହୁଏ?
A.ଗହମ
B. ବଜାରା
C. କପା
D. ମକା
[expand title=”Show Answer”]Ans : A.ଗହମ [/expand]
18. ଶସ୍ୟ ବହୁଳ ଅଞ୍ଚଳକୁ ଭାରତର —– କୁହାଯାଏ ?
A. ଶସ୍ୟଗାର
B. ଗହମବିପ୍ଳବ
C. ସବୁଜ ବିପ୍ଳବ
D. ଉପରୋକ୍ତ ସମସ୍ତ
[expand title=”Show Answer”]Ans :A. ଶସ୍ୟଗାର [/expand]
19. ସବୁଜ ବିପ୍ଳବ ଦ୍ୱାରା —- ବିପ୍ଳବ ସଫଳ ହୋଇଛି ?
A. ଶ୍ଵେତବିପ୍ଳବ
B. ଗହମବିପ୍ଳବ
C. ସବୁଜ ବିପ୍ଳବ
D. ଉପରୋକ୍ତ ସମସ୍ତ
[expand title=”Show Answer”]Ans :B. ଗହମବିପ୍ଳବ [/expand]
20. ପଞ୍ଜାବ ହରିୟାଣା, ବ୍ୟତୀତ ରାଜସ୍ଥାନ ବିହାର, ମଧ୍ୟପ୍ରେଦଶ ଓ ଉତ୍ତର ପ୍ରଦେଶରେ ଅଧିକ —– ଉତ୍ପାଦନ ହୁଏ ?
A.ଗହମ
B. ବଜାରା
C. କପା
D. ମକା
[expand title=”Show Answer”]Ans : A.ଗହମ [/expand]
21. ଗହନ ଉତ୍ପାଦନରେ —- ଏକ ଅଗ୍ରଣୀ ଦେଶ ଅଟେ ?
A. ଆମେରିକା
B. ଯୁକ୍ତରାଷ୍ଟ୍ର ଆମେରିକା
C. ଭାରତ
D. କାନାଡ଼ା
[expand title=”Show Answer”]Ans :C. ଭାରତ [/expand]
22. ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ସାଧାରଣ ଚାଷ ଜମି —– ହେକ୍ଟର ହୋଇଥିବା ଦେଲେ ଭାରତର ତାହା 1.5 ହେକ୍ଟର ?
A.250
B.250
C. 516
D.348
[expand title=”Show Answer”]Ans :B. 250 [/expand]
23. ଯୁକ୍ତରାଷ୍ଟ୍ର ଆମେରିକାର କୃଷିକୁ ଏକ —- ରୂପେ ଗଣନା କରାଯାଏ ?
A. ଶିଳ୍ପ
B. ମେସିନ
C. ଯନ୍ତ
D. କାମ
[expand title=”Show Answer”]Ans :A. ଶିଳ୍ପ [/expand]
24. ଯୁକ୍ତରାଷ୍ଟ୍ର ଆମେରିକା ରେ କୀଟନାଶକ ଔଷଧ — ସାହାଯ୍ୟରେ ଛିଞ୍ଚି ଫସଲକୁ ରକ୍ଷା କରାଯାଏ ?
A. ମଟରସାଇକେଲ
B. କାର
C. ହେଲିକେପଟର
D. ରକେଟ
[expand title=”Show Answer”]Ans :C. ହେଲିକେପଟର [/expand]
25. ଯୁକ୍ତରାଷ୍ଟ୍ର ଆମେରିକା ର କୃଷକ ଜଣେ ସାଧାରଣ ଚାଷୀ ପରିବର୍ତ୍ତେ ଜଣେ —- ଭାବରେ ଜମିରେ କାର୍ଯ୍ୟ କରେ ?
A. ମୂଲିୟ
B. ଭିକାରି
C. ମାଲିକ
D. ବ୍ୟବସାୟୀ
[expand title=”Show Answer”]Ans :D. ବ୍ୟବସାୟୀ [/expand]
26. ଯୁକ୍ତରାଷ୍ଟ୍ର ଆମେରିକା ରକୃଷି ମୁଖ୍ୟତଃ —- ଅଟେ ?
A. ବାଣିଜ୍ୟଭିର୍ତ୍ତିକ
B. ପ୍ରୟୋଜନଭିତିକ
C. ସଘନ ମିଶ୍ରିତ
ଦ. ବଜାର ଉଦ୍ୟାନଭିତିକ
[expand title=”Show Answer”]Ans :A. ବାଣିଜ୍ୟଭିର୍ତ୍ତିକ [/expand]
27. —- ଉତ୍ପାଦନରେ ଯୁକ୍ତରାଷ୍ଟ୍ର ଆମେରିକାପୃଥିବୀର ପ୍ରଥମ ଅଟେ ?
A.ଗହମ
B. ବଜାରା
C. କପା
D. ମକା
[expand title=”Show Answer”]Ans :D. ମକା [/expand]
28. —- ଉତ୍ପାଦନରେ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ଦ୍ୱିତୀୟ ଅଟେ ?
A.ଗହମ
B. ବଜାରା
C. କପା
D. ମକା
[expand title=”Show Answer”]Ans : A.ଗହମ [/expand]
29. କାନାଡ଼ା ର ପ୍ରେରୀ ଅଞ୍ଚଳର ଦକ୍ଷିଣ କୁ ଯୁକ୍ତରାଷ୍ଟ୍ର ଆମେରିକାର —– ଚାଷ କରାଯାଏ ?
A.ଗହମ
B. ବଜାରା
C. କପା
D. ମକା
[expand title=”Show Answer”]Ans : A.ଗହମ [/expand]
30. ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରୀଷ୍ମଋତୁରେ ଗହମ ଚାଷକରାଯାଇ —- ଋତୁରେ ଅମଳ କରାଯାଇଥାଏ ?
A. ଗ୍ରୀଷ୍ମ
B. ବର୍ଷା
C. ଶୀତ
D. କୌଣସିଟି ନୁହେଁ
[expand title=”Show Answer”]Ans :C. ଶୀତ [/expand]
31. ଲୋହିତ ନଦୀ ଉପତ୍ୟକାରେ ବୃହତ ସମତଳ ଅଂସହାଳରେ ବସନ୍ତ ଋତୁରେ —ବୁଣାଯାଇ —- ଋତୁରେ ଅମଳ କରାଯାଇଥାଏ ?
A. ଗ୍ରୀଷ୍ମ
B. ବର୍ଷା
C. ଶୀତ
D. କୌଣସିଟି ନୁହେଁ
[expand title=”Show Answer”]Ans :A. ଗ୍ରୀଷ୍ମ [/expand]
32.— —- ବଳୟ ରୂପେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକା?
A.ଗହମ
B. ବଜାରା
C. କପା
D. ମକା
[expand title=”Show Answer”]Ans :D. ମକା [/expand]
33. — ମୁଖ୍ୟତ ପଶୁଖାଦ୍ୟ?
A.ଗହମ
B. ବଜାରା
C. କପା
D. ମକା
[expand title=”Show Answer”]Ans : D. ମକା [/expand]
34. ମକାରେ — ଖାଦ୍ୟ ସାର ଅଛି ?
A. ଜୀବସାର
B. ପୃଷ୍ଟିସାର
C. ଶ୍ୱତସର
D ଧାତୁସାରା
[expand title=”Show Answer”]Ans :C. ଶ୍ୱତସର [/expand]
35. —– ସହର ମାଂସ ବ୍ୟବସାୟ ର ପ୍ରଧାନ କେନ୍ଦ୍ର ?
A. ଆମେରିକା
B. ଯୁକ୍ତରାଷ୍ଟ୍ର ଆମେରିକା
C. ଶିକଗୋ
D. କାନାଡ଼ା
[expand title=”Show Answer”]Ans :C. ଶିକଗୋ [/expand]
36. ତେଲ ସାବୁନ, ସିରପ, ଚିନି, ରଙ୍ଗ, ଜକ୍ୱାଵେନୀ ଇତ୍ୟାଦି ତିଆରିରେ —- ବ୍ୟବହାର କରାଯାଏ ?
A.ଗହମ
B. ବଜାରା
C. କପା
D. ମକା
[expand title=”Show Answer”]Ans : D. ମକା [/expand]
37. ମିସିସିପି ନଦୀ ଅବବାହିକର ଦକ୍ଷଣଂଶା ରେ —-ଚାଷକରାଯାଏ ?
A.ଗହମ
B. ବଜାରା
C. କପା
D. ଯଅ
[expand title=”Show Answer”]Ans :C. କପା [/expand]
38. ମେମ୍ଫିସ, ପୃଥିବୀର ବୃହତ —– ବ୍ୟବସାୟ କେନ୍ଦ୍ର ଅଟେ ?
A.ଗହମ
B. ବଜାରା
C. କପା
D. ଯଅ
[expand title=”Show Answer”]Ans :. କପା [/expand]
39.ୱାସକନସନ ରାଜ୍ୟକୁ ଯୁକ୍ତରାଷ୍ଟ୍ର ଆମେରିକାରେ —– ଭୂମି କୁହାଯାଏ ?
A. ମାଛଚାଷ
B. ପଶୁପାଳନ
C. ମେଣ୍ଢା ଚାଷ
D. ଗୋପାଳନ
[expand title=”Show Answer”]Ans :B. ପଶୁପାଳନ [/expand]
40. —- ଦେଶ ଦୁଗ୍ଧ ଲହୁଣୀ ଓ ଛେନା ବ୍ୟବସାୟରେ ପ୍ରଧାନ କେନ୍ଦ୍ର ?
A. ଆମେରିକା
B. ଯୁକ୍ତରାଷ୍ଟ୍ର ଆମେରିକା
C. ବ୍ରାଜିଲ
D. କାନାଡ଼ା
[expand title=”Show Answer”]Ans :B. ଯୁକ୍ତରାଷ୍ଟ୍ର ଆମେରିକା [/expand]
41. ଫ୍ଲୋରିଡାର ଉତ୍ତରାଞ୍ଚଳ —- ଚାଷ ପାଇଁ ପରିଚିତ ?
A. ଗହମ
B. ଷ୍ଟ୍ରବେରୀ
C. ଲିଚୁ
D. ଯଅ
[expand title=”Show Answer”]Ans :B. ଷ୍ଟ୍ରବେରୀ [/expand]
42. ଫ୍ଲୋରିଡାର ଉତ୍ତରାଞ୍ଚଳ କମଳା, ସପୁରି, ଓ —– ଉତ୍ପାଦନରେ ପରିଚିତ ?
A. ଗହମ
B. ବଜାରା
C. ଲିଚୁ
D. ଯଅ
[expand title=”Show Answer”]Ans :C. ଲିଚୁ [/expand]
43. ——- ଦେଶରେ କୃଷିକାର୍ଯ୍ୟ କଷ୍ଟକର ବୋଲି ବିବେଚନା କରାଯାଏ ?
A. ଆମେରିକା
B. ଯୁକ୍ତରାଷ୍ଟ୍ର ଆମେରିକା
C. ବ୍ରାଜିଲ
D. କାନାଡ଼ା
[expand title=”Show Answer”]Ans :B. ଯୁକ୍ତରାଷ୍ଟ୍ର ଆମେରିକା [/expand]
44. 1995 – 2005 ମସିହା ମଧ୍ୟରେ —– ଜନ କାର୍ଯ୍ୟରତ କୃଷି ଶ୍ରମିକ ମୃତ୍ୟୁ ହୋଇଥିଲା ?
A.250
B.457
C. 516
D.348
[expand title=”Show Answer”]Ans :C. 516 [/expand]
45. କୃଷି ଉନୟନର ମୂଳ ଲକ୍ଷ୍ୟ କଣ ?
A. ଅଧିକାର ଜଳସେଚନ ବନ୍ଦୋବସ୍ତ
B. କୃଷିଜମିର ଆକାର ବୃଦ୍ଧି
C. ଅଧିକ ଅମଳକ୍ଷମ ବିହନର ବ୍ୟବହାର
D. ଖାଦ୍ୟ ସୁରକ୍ଷା
[expand title=”Show Answer”]Ans :C. ଅଧିକ ଅମଳକ୍ଷମ ବିହନର ବ୍ୟବହାର [/expand]
46. କେଉଁ ଶସ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟାପକ ଭାବରେ ଚାଷ କରାଯାଏ ନାହିଁ ?
A. ଗହମ
B. ବଜାରା
C. ମକା
D. ଯଅ
[expand title=”Show Answer”]Ans :C. ମକା [/expand]
47. ଭାରତର କୃଷି ମୁଖ୍ୟତଃ —— ?
A. ବାଣିଜ୍ୟଭିର୍ତ୍ତିକ
B. ପ୍ରୟୋଜନଭିତିକ
C. ସଘନ ମିଶ୍ରିତ
ଦ. ବଜାର ଉଦ୍ୟାନଭିତିକ
[expand title=”Show Answer”]Ans :A. ବାଣିଜ୍ୟଭିର୍ତ୍ତିକ [/expand]
48. ପ୍ରଥମ ପଞ୍ଚାବାର୍ଷିକଯୋଜନା କାଳରେ —– ର ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଇଥିଲା ?
A. ଶିଳ୍ପ
B. କୃଷି
C. ଯୋଗାଯୋଗ ଓ ପରିବହନ
D. ଖଣିଜ ଓ ଶକ୍ତିସମ୍ପଦ
[expand title=”Show Answer”]Ans :B. କୃଷି [/expand]
49. ଓଡ଼ିଶାର ହୀରାକୁଦ ନଦୀବନ୍ଧ ନିର୍ମାଣ —- ପଞ୍ଚାବାର୍ଷିକ ଯୋଜନା କାଳରେ କରାଯାଇଥିଲା ?
A. ପ୍ରଥମ
B. ଦ୍ୱିତୀୟ
C. ତୃତୀୟ
D. ଚତୁର୍ଥ
[expand title=”Show Answer”]Ans :A. ପ୍ରଥମ [/expand]
50. ଯୁକ୍ତରାଷ୍ଟ୍ର ଆମେରିକାରେ —- ଶସ୍ୟ ମୁଖ୍ୟତଃ ପଶୁଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ?
A. ଗହମ
B. ବଜାରା
C. ମକା
D. ଯଅ
[expand title=”Show Answer”]Ans :C. ମକା [/expand]