Class 8 Geography (ଭୂସମ୍ବଳ) Chapter 2 is an essential part of the curriculum that explores key geographical concepts and phenomena. This chapter provides students with a deeper understanding of the Earth’s surface, various landforms, and natural processes. To enhance learning, our blog post offers a comprehensive set of Multiple Choice Questions (MCQs) designed to test knowledge and reinforce important concepts covered in this chapter. Ideal for exam preparation and self-assessment, these MCQs help students grasp the material effectively and excel in their studies.
BSE Odisha Class 8 Geography Chapter 2 – (ଭୂସମ୍ବଳ)
1. — ଜଲଭାଗ ଓ ସ୍ଥଳଭାଗ କୁ ନେଇ ଗଠିତ?
A. ଭୂପୃଷ୍ଟ
B. ଭୂସମ୍ବଳ
C. ମରୁଭୂମି
D. ସମତଳଭୂମି
[expand title=”Show Answer”]Ans :A. ଭୂପୃଷ୍ଟ [/expand]
2. —-ଏକ ମୁଖ୍ୟ ପ୍ରାକୃତିକ ସମ୍ବଳ ?
A. ଜାଲଭାଗ
B. ସ୍ଥଳଭାଗ
C. ଜଙ୍ଗଲ
C. ଅରଣ୍ୟ
[expand title=”Show Answer”]Ans :B. ସ୍ଥଳଭାଗ [/expand]
3. ସ୍ଥଳଭାଗ ପୃଥିବୀ ପୃଷ୍ଠରମୋଟ କ୍ଷତ୍ରଫଳରା ଶତକଡା — ଭାଗ ?
A.20
B.49
C.29
D.50
[expand title=”Show Answer”]Ans :C. 29 [/expand]
4. ସ୍ଥଳଭାଗ ମୁଖ୍ୟତ — ଟି ମହାଦେଶକୁ ନେଇ ଗଠିତ ?
A.7
B.5
C.10
D.3
[expand title=”Show Answer”]Ans : A.7 [/expand]
5. କ୍ଷେତ୍ରଫଳ ଦୃଷ୍ଟିରୁ — ମହାଦେଶ ବୃହତ୍ତମ ?
A. ଆମେରିକା
B. ଆଫ୍ରିକା
C. ଅଷ୍ଟ୍ରଲିଆ
D. ଏସିଆ
Ans :D. ଏସିଆ
[expand title=”Show Answer”]Ans : A.7 [/expand]
6. କ୍ଷେତ୍ରଫଳ ଦୃଷ୍ଟିରୁ — ମହାଦେଶ କ୍ଷୁଦ୍ରତମ ?
A. ଆମେରିକା
B. ଆଫ୍ରିକା
C. ଅଷ୍ଟ୍ରଲିଆ
D. ଏସିଆ
[expand title=”Show Answer”]Ans :C. ଅଷ୍ଟ୍ରଲିଆ [/expand]
7. — ମହାଦେଶ ସର୍ବଦା ହିମାଚ୍ଛାଦିତ ଅଟେ ?
A. ଆମେରିକା
B. ଆଣ୍ଟାରଟିକା
C. ଅଷ୍ଟ୍ରଲିଆ
D. ଏସିଆ
[expand title=”Show Answer”]Ans :B. ଆଣ୍ଟାରଟିକା [/expand]
8. ଭାରତ — ମହାଦେଶର ଏକ ଦେଶ ?
A.ଆମେରିକା
B. ଆଣ୍ଟାରଟିକା
C. ଅଷ୍ଟ୍ରଲିଆ
D. ଏସିଆ
[expand title=”Show Answer”]Ans :D. ଏସିଆ [/expand]
9. ଆମ ଓଡିଶା —ର ଏକ ରାଜ୍ୟ ?
A.ଆମେରିକା
B. ଭାରତ
C. ଓଡିଶା
D. ଏସିଆ
[expand title=”Show Answer”]Ans :B. ଭାରତ [/expand]
10. ସମୁଦ୍ର ପତନଠାରୁ ସ୍ଥଳଭାଗଆଡକୁ ଭୂମିର ଉଚ୍ଚତା କ୍ରମଶଃ —- ହୁଏ ?
A. ବୃଦ୍ଧି
B. କମିଯାଏ
C. ସମାନ
D. କୌଣସିଟି ନୁହେଁ
[expand title=”Show Answer”]Ans :A. ବୃଦ୍ଧି [/expand]
11. ଉଚ୍ଚତା ଦୃଷ୍ଟିରୁ ଭୂଭାଗକୁ — ଭାଗରେ ବିଭକ୍ତ ?
A. ତିନି
B. ଚାରି
C. ପାଞ୍ଚ
D. ନଅ
[expand title=”Show Answer”]Ans :A. ତିନି[/expand]
12. ଅଧିକ ଉଚ୍ଚତା ବିଶିଷ୍ଟ ପାହାଡ ଓ ପର୍ବତଗୁଡିକୁ କଣ କୁହାଯାଏ ?
A. ମାଳଭୂମି
B. ସମତଳ ଭୂମି
C. ପାର୍ବତ୍ୟ ଭୂମି
D. ଜଙ୍ଗଲ
[expand title=”Show Answer”]Ans :C. ପାର୍ବତ୍ୟ ଭୂମି [/expand]
13. ଅଳ୍ପ ଉଚ୍ଚାନୀଚ ହୋଇଥିବା ପଥୁରିଆ ଅଞ୍ଚଳକୁ କଣ କୁହାଯାଏ ?
A.ମାଳଭୂମି
B. ସମତଳ ଭୂମି
C. ପାର୍ବତ୍ୟ ଭୂମି
D. ଜଙ୍ଗଲ
[expand title=”Show Answer”]Ans : A.ମାଳଭୂମି [/expand]
14. ସମୁଦ୍ରପତନଠାରୁ ଅଳ୍ପ ଉଚ୍ଚରେ ଥିବା ପ୍ରାୟ ସମାନ ଉଚ୍ଚତା ବିଶିଷ୍ଟ ଅଞ୍ଚଳକୁ କଣ କୁହାଯାଏ ?
A.ମାଳଭୂମି
B. ସମତଳ ଭୂମି
C. ପାର୍ବତ୍ୟ ଭୂମି
D. ଜଙ୍ଗଲ
[expand title=”Show Answer”]Ans :B. ସମତଳ ଭୂମି [/expand]
15. ଏସିଆର ହିମାଳୟ, ଇଉରୋପ ଅଲପସ, ଉତ୍ତର ଆମେରିକାର ରକି, ଦକ୍ଷିଣ ଆମେରିକାର ଆଣ୍ଡିଜ ପର୍ବତମାଳାରେ — ରହିଛି
A.ମାଳଭୂମି
B. ସମତଳ ଭୂମି
C. ପାର୍ବତ୍ୟ ଭୂମି
D. ଜଙ୍ଗଲ
[expand title=”Show Answer”]Ans :C. ପାର୍ବତ୍ୟ ଭୂମି [/expand]
16. ବିଭିନ୍ନ ନଦୀ ଉପତ୍ୟକା, ତ୍ରିକୋଣ ଭୂମି ଅଞ୍ଚଳ ଏବଂ ସମୁଦ୍ର ଉପକୂଳ ରେ — ଭୂମି ଦେଖାଯାଏ ?
A.ମାଳଭୂମି
B. ସମତଳ ଭୂମି
C. ପାର୍ବତ୍ୟ ଭୂମି
D. ଜଙ୍ଗଲ
[expand title=”Show Answer”]Ans :B. ସମତଳ ଭୂମି [/expand]
17. ମନୁଷ୍ୟ ତାର ଜୀବନ ଜୀବିକା ପାଇଁ ଭୂସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ ତାହାକୁ କଣ କୁହାଯାଏ ?
A. ଭୂପୃଷ୍ଟ
B. ଭୂସମ୍ବଳ
C. ଭୂବ୍ୟବହାର
D. ସମତଳଭୂମି .
[expand title=”Show Answer”]Ans :C. ଭୂବ୍ୟବହାର [/expand]
18. — ଅବସ୍ଥା ମଧ୍ୟରେ ଭୂପ୍ରକୃତି, ମୃତ୍ତିକା, ଜଳବାୟୁ, ଖଣିଜ ଏବଂ ଜଳର ସୁଲଭତା ଆଦି ପ୍ରଧାନ ?
A. ପ୍ରାକୃତିକ ଅବସ୍ଥା
B. ମାନବୀୟ ଅବସ୍ଥ
C. ବୈଷୟିକ ଜ୍ଞାନ
D. ଉପରୁକ୍ତ ସମସ୍ତ
[expand title=”Show Answer”]Ans :A. ପ୍ରାକୃତିକ ଅବସ୍ଥ [/expand]
19. — ଅବସ୍ଥା ମଧ୍ୟରେ ଜନସଂଖ୍ୟା, ଶିକ୍ଷା, ବୈଶୟିକ ଜ୍ଞାନ ମୁଖ୍ୟ ଅଟେ ?
A. ପ୍ରାକୃତିକ ଅବସ୍ଥା
B. ମାନବୀୟ ଅବସ୍ଥ
C. ବୈଷୟିକ ଜ୍ଞାନ
D. ଉପରୁକ୍ତ ସମସ୍ତ
[expand title=”Show Answer”]Ans :B. ମାନବୀୟ ଅବସ୍ଥ[/expand]
20. ପୃଥିବୀର ମୋଟ ସ୍ଥଳଭାଗର ଶତକଡା — ଭାଗ ଭୂମି ରେ ଲୋକ ବାସକରନ୍ତି?
A.30
B.50
C.60
D.100
[expand title=”Show Answer”]Ans :A. 30 [/expand]
21. ମୋଟ ସ୍ଥଳଭାଗର ଶତକଡା 30 ଭାଗ ଭୂମି ରେ — ଭାଗ ଲୋକ ବାସକରନ୍ତି ?
A.30
B.50
C.90
D.100
[expand title=”Show Answer”]Ans :C. 90 [/expand]
22. 70 ଭାଗ ଭୂମିରେ — ଲୋକ ବାସକରନ୍ତି ?
A.30
B.50
C.90
D.10
[expand title=”Show Answer”]Ans :D.10 [/expand]
23. ଭାରତର ସମୁଦାୟ ଭୂମିର — ଭାଗ କୃଷିକାର୍ଯ୍ୟ ବ୍ୟବହୃତ?
A.30
B.54
C.90
D.10
[expand title=”Show Answer”]Ans :B. 54 [/expand]
24. ଭାରତର ସମୁଦାୟ ଭୂମିର 47 ଭାଗ କୃଷିକାର୍ଯ୍ୟ ଓ — ଭାଗ ଭୂମି ଜନବଶତି ପାଇଁ ବବହୃତ?
A.30
B.54
C.90
D.16
[expand title=”Show Answer”]Ans :D. 16 [/expand]
25. ଭାରତର ସମୁଦାୟ ଭୂମିର 54 ଭାଗ ରୁ — ଭାଗ ଜନବସତି ପାଇଁ ବ୍ୟବହୃତ?
A.30
B.54
C.90
D.19
[expand title=”Show Answer”]Ans :D. 19 [/expand]
26.— ଭାଗ ସ୍ଥାୟୀ ଚାରଣଭୂମି ଓ ଗୋଚାରଣ ପାଇଁ ବ୍ୟବହୃତ ହୁଏ?
A.3
B.4
C.90
D.19
[expand title=”Show Answer”]Ans :B.4 [/expand]
27. ଦେଶର ସମୁଦାୟ ଆୟତନର ଶତକଡା — ଭାଗ ଭୂମି ଅରଣ୍ୟ ପାଇଁ ଆବଶ୍ୟକ?
A.3
B.4
C.22
D.19
[expand title=”Show Answer”]Ans :C. 22 [/expand]
28. ଭାରତରେ ଶତକଡା — ଭାଗଭୂମି ଅରଣ୍ୟ ଦ୍ୱାରା ଆଚ୍ଛାଦିତ ?
A.3
B.4
C.22
D.19
[expand title=”Show Answer”]Ans :C. 22 [/expand]
29. ଓଡିଶାରା ଶତକଡା — ଭାଗ ଭୂମି କୃଷିକାର୍ଯ୍ୟ ପାଇଁ ବ୍ୟବହୃତ?
A.3
B.47
C.22
D.19
[expand title=”Show Answer”]Ans :B. 47 [/expand]
30. — ଭାଗ ଅରଣ୍ୟ ଭପାଇଁ ଉପଯୋଗୀ ?
A.32
B.47
C.22
D.19
[expand title=”Show Answer”]Ans :A. 32 [/expand]
31.ମାଟିର ଅନ୍ୟ ନାମ –?
A. ଶିଳା
B. ମୃତ୍ତିକା
C. ପଥର
D. ଉପରୁକ୍ତ ସମସ୍ତ
[expand title=”Show Answer”]Ans :B. ମୃତ୍ତିକା[/expand]
32.— ଶିଳା ବା ପଥରରୁ ସୃଷ୍ଟି ?
A. ଶିଳା
B. ମୃତ୍ତିକା
C. ପଥର
D. ଉପରୁକ୍ତ ସମସ୍ତ
[expand title=”Show Answer”]Ans :B. ମୃତ୍ତିକା[/expand]
33. ଚୂର୍ଣ୍ଣିଭବନ ପ୍ରକ୍ରିୟାରେ 1 c. M. ମୃତ୍ତିକା ସୃଷ୍ଟି ପାଇଁ — ବର୍ଷ ଲାଗେ ?
A.1 ବର୍ଷ
B.10 ମାସ
C. 4 ବର୍ଷ
D.ଶହ ଶହ
[expand title=”Show Answer”]Ans : D.ଶହ ଶହ [/expand]
34. ଗଠନ ଶୈଳୀ ଦୃଷ୍ଟିରୁ ମୃତ୍ତିକା — ଭାଗରେ ବିଭକ୍ତ ?
A. ଦୁଇ
B. ପାଞ୍ଚ
C. ଚାରି
D. ନଅ
[expand title=”Show Answer”]Ans :A. ଦୁଇ [/expand]
35. ଶୀଳକ୍ଷୟ ହେଲା ପରେ କ୍ଷୟ ଜାତ ପଦାର୍ଥ ପ୍ରାକୃତିକ ଶକ୍ତି ଦ୍ୱାରା ପରିବାହିତ ହୋଇ ଅନ୍ୟତ୍ର ସଞ୍ଚିତ ହେବ ଦ୍ୱାରା ଯେଉଁ ମୃତ୍ତିକା ସୃଷ୍ଟିହୁଏ ତାହାକୁ କଣ କୁହାଯାଏ?
A. ଅବଶିଷ୍ଟ ମୃତ୍ତିକା
B. ପରିବାହିତ ମୃତ୍ତିକା
C. ପାହାଡିଆ ମୃତ୍ତିକା
D. କୌଣସିଟି ନୁହେଁ
[expand title=”Show Answer”]Ans :. ପରିବାହିତ ମୃତ୍ତିକା [/expand]
36. —- ମୃତ୍ତିକା ଯେଉଁ ସ୍ଥାନରେ ସୃଷ୍ଟି ହୁଏ, ସେହି ସ୍ଥାନର ଅନ୍ତରଭୂମି ସହିତ ତାହାର କିଛି ସାମଞ୍ଜସ୍ୟ ନଥାଏ.?
A. ଅବଶିଷ୍ଟ ମୃତ୍ତିକା
B. ପରିବାହିତ ମୃତ୍ତିକା
C. ପାହାଡିଆ ମୃତ୍ତିକା
D. କୌଣସିଟି ନୁହେଁ
[expand title=”Show Answer”]Ans :. ପରିବାହିତ ମୃତ୍ତିକା [/expand]
37. ଶିଳକ୍ଷୟ ହେବ ପରେ କ୍ଷୟଜାତ ଶିଳା ରାଶି ସେହି ସ୍ଥାନରେ ଜାମହୋଇ ଯେଉଁ ମୃତ୍ତିକା ସୃଷ୍ଟି ହୁଏ ତାହାକୁ କଣ କୁହାଯାଏ ?
A. ଅବଶିଷ୍ଟ ମୃତ୍ତିକା
B. ପରିବାହିତ ମୃତ୍ତିକା
C. ପାହାଡିଆ ମୃତ୍ତିକା
D. କୌଣସିଟି ନୁହେଁ
[expand title=”Show Answer”]Ans :. A. ଅବଶିଷ୍ଟ ମୃତ୍ତିକା [/expand]
38. ଅବଶିଷ୍ଟ ମୃତ୍ତିକା ଠାରୁ — ମୃତ୍ତିକା ଅଧିକାର ଉର୍ବର ?
A. ଅବଶିଷ୍ଟ ମୃତ୍ତିକା
B. ପରିବାହିତ ମୃତ୍ତିକା
C. ପାହାଡିଆ ମୃତ୍ତିକା
D. କୌଣସିଟି ନୁହେଁ
[expand title=”Show Answer”]Ans :. ପରିବାହିତ ମୃତ୍ତିକା [/expand]
39. କଳାମାଟି — ମୃତ୍ତିକାର ଉଦାହରଣ ?
A. ଅବଶିଷ୍ଟ ମୃତ୍ତିକା
B. ପରିବାହିତ ମୃତ୍ତିକା
C. ପାହାଡିଆ ମୃତ୍ତିକା
D. କୌଣସିଟି ନୁହେଁ
[expand title=”Show Answer”]Ans :. A. ଅବଶିଷ୍ଟ ମୃତ୍ତିକା [/expand]
40. କ୍ଷୟଜାତ ଶିଳାରେଣୁ ଆକାର ଓ ପରିମାଣ ବିଚାରକରି ମୃତ୍ତିକା — ଭାଗରେ ବିଭକ୍ତ ?
A. ଦୁଇ
B. ପାଞ୍ଚ
C. ଚାରି
D. ନଅ
[expand title=”Show Answer”]Ans :C. ଚାରି [/expand]
41. — ମାଟିରେ ବାଲି ଅଧିକ ଓ ପଟୁ କମ ଥାଏ ?
A.ପଟୁମାଟି
B. ବାଲିମାଟି
C. ମଟାଳ
D. ଦୋରସା
[expand title=”Show Answer”]Ans :B. ବାଲିମାଟି[/expand]
42. — ମାଟିରେ ଅତିମାତ୍ରାରେ ସୂକ୍ଷ୍ମ ଶିଳାରେଣୁ ସହିତ ଜୈବାଂଶ ଥାଏ?
A.ପଟୁମାଟି
B. ବାଲିମାଟି
C. ମଟାଳ
D. ଦୋରସା
[expand title=”Show Answer”]Ans : A.ପଟୁମାଟି [/expand]
43. ବାଲି ଓ ପଟୁ ମାଟିରେ ସମପରିମାଣରେ ଥିବା ମୃତ୍ତିକାକୁ —- ମାଟି କୁହାଯାଏ?
A.ପଟୁମାଟି
B. ବାଲିମାଟି
C. ମଟାଳ
D. ଦୋରସା
[expand title=”Show Answer”]Ans :D. ଦୋରସା [/expand]
44. ସୂକ୍ଷ୍ମଶିଳାରେଣୁ ପରିମାଣ ଅଧିକ ହୋଇ, ପଟୁରପରିମାଣ କମ ହେଲେ ତାହାକୁ କଣ କୁହାଯାଏ ?
A.ପଟୁମାଟି
B. ବାଲିମାଟି
C. ମଟାଳ
D. ଦୋରସା
[expand title=”Show Answer”]Ans :C. ମଟାଳ [/expand]
45. ନୂତନ ପାଟୁମୃତ୍ତିକାକୁ କଣ କୁହାଯାଏ ?
A.ଖଦର
B. ଭାଙ୍ଗର
C. ମଟାଳ
D. ଦୋରସା
[expand title=”Show Answer”]Ans : A.ଖଦର[/expand]
46. ପୁରାତନ ପଟୁ ମୃତ୍ତିକାକୁ କଣ କୁହାଯାଏ?
A.ଖଦର
B. ଭାଙ୍ଗର
C. ମଟାଳ
D. ଦୋରସା
[expand title=”Show Answer”]Ans :B. ଭାଙ୍ଗର [/expand]
47. ଭାରତର ସମସ୍ତ ନଦୀ ଉପତ୍ୟକ ଓ ତ୍ରିକୋଣ ଭୂମି ରେ — ମୃତ୍ତିକା ଦେଖାଯାଏ ?
A.ପଟୁମାଟି
B. ବାଲିମାଟି
C. ମଟାଳ
D. ଦୋରସା
[expand title=”Show Answer”]Ans : A.ପଟୁମାଟି [/expand]
48. ଓଡ଼ିଶାର ତ୍ରିକୋଣଭୂମି ଓ ସମୁଦ୍ର ଉପା୍କୂଲବର୍ତ୍ତୀ ଅଞ୍ଚଳରେ — ମାଟି ଦେଖାଯାଏ ?
A.ପଟୁମାଟି
B. ବାଲିମାଟି
C. ଲୁଣାମାଟି
D. ଦୋରସା
[expand title=”Show Answer”]Ans :. ଲୁଣାମାଟି [/expand]
49. ନଦୀଉପତ୍ୟକରେ — ମାଟି ଦେଖାଯାଏ ?
A.ପଟୁମାଟି
B. ବାଲିମାଟି
C. ଲୁଣାମାଟି
D. ଦୋରସା
[expand title=”Show Answer”]Ans : A.ପଟୁମାଟି [/expand]
50. ପାର୍ବତମାଳା ର ପାଦ ଦେଶରେ — ମୃତ୍ତିକା ଦେଖା ଯାଏ ?
A.ପଟୁମାଟି
B. ବାଲିମାଟି
C. ଲୁଣାମାଟି
D. ଲଟେରାଇଟ
[expand title=”Show Answer”]Ans :D. ଲଟେରାଇଟ [/expand]
51. ପାହାଡିଆ ଅଞ୍ଚଳରେ — ମାଟି ଦେଖାଯାଏ ?
A.ପଟୁମାଟି
B. ବାଲିମାଟି
C. ଲାଲମାଟି
D. ଲଟେରାଇଟ
[expand title=”Show Answer”]Ans :C. ଲାଲମାଟି [/expand]
52. ଅନୁଗୁଳ, ଆଠମଲ୍ଲକ, ବୌଦ୍ଧ ଅଞ୍ଚଳରେ — ମାଟି ଦେଖାଯାଏ ?
A.କଳାମାଟି
B. ବାଲିମାଟି
C. ଲାଲମାଟି
D. ଲଟେରାଇଟ
[expand title=”Show Answer”]Ans : A.କଳାମାଟି [/expand]
*ଜଳସମ୍ବଳ *
1.1975 ମସିହାରେ ମନୁଷ୍ୟର ବ୍ୟବହାର ପକ୍ୱାଇ ବାର୍ଷିକ କେତେ ଜଳ ଖର୍ଚ୍ଚ ହେଉଥିଲା ?
A.1200
B.3850
C.6000
D. କୋଣସିଟି ନୁହେଁ
[expand title=”Show Answer”] Ans :B. 3850[/expand]
2. 2000 ମସିହା ବେଳକୁ ବାର୍ଷିକ କେତେଜଳ ବ୍ୟବହାର କୁ ବୃଦ୍ଧି ପାଇଲା ?
A.1200
B.3850
C.6000
D. କୋଣସିଟି ନୁହେଁ
[expand title=”Show Answer”]Ans :C. 6000 [/expand]
3. ଜଳ ଏକ —- ଗୁରୁତ୍ୱପୂର୍ଣ୍ଣ ସମ୍ବଳ
A.ନବୀକରଣ ଯୋଗ୍ୟ
B.ନବୀକରଣ ଅଯୋଗ୍ୟ
C. Both a&b
D. କୌଣସିଟି ନୁହେଁ
[expand title=”Show Answer”] Ans : A.ନବୀକରଣ ଯୋଗ୍ୟ[/expand]
4. ପୃଥିବୀ ପୃଷ୍ଟରେ —- ଭାଗ ଜଳ ଓ — ଭାଗ ସ୍ଥଳ ?
A .71,29
B.29,71
C.20,40
D.40.60
[expand title=”Show Answer”]Ans :A .71,29 [/expand]
5. ପୃଥିବୀକୁ ଏକ — ଗ୍ରହ କୁହାଯାଏ ?
A. ଜଲିୟ ଗ୍ରହ
B.ନକ୍ଷତ୍ର
C. ଉପଗ୍ରହ
D. ପ୍ଲେଟ
[expand title=”Show Answer”]Ans :A. ଜଲିୟ ଗ୍ରହ [/expand]
6. କାହାର ଜଳ ଲୁଣିଆ ତେଣୁ ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ
A. କୂଅ
B. ଗଡିଆ
C. ପୋଖରୀ
D. ସମୁଦ୍ର
[expand title=”Show Answer”]Ans :D. ସମୁଦ୍ର [/expand]
7. ପୃଥିବୀରେ ମିଳୁଥିବା ସମସ୍ତ ଜଳର ଶତକଡା — ଭାଗ ମଧୁର ଜଳ ?
A.50
B.70
C.2.7
D.29
[expand title=”Show Answer”]Ans :C. 2.7 [/expand]
8. ଶତକଡା — ଭାଗ ଗ୍ରୀନଲାଣ୍ଡ ଓ ଉଚ୍ଚା ପର୍ବତବଶିଖର ମାନଙ୍କରେ ବରଫ ଚାଦର ଆକାରରେ ରହିଅଛି ?
A.50
B.70
C.2.7
D.29
[expand title=”Show Answer”]Ans :B. 70 [/expand]
9. ଜଳ ସାଗର ପୃଷ୍ଠାରୁ ବାୟୁମଣ୍ଡଳ, ବାୟୁମଣ୍ଡଳରୁ ଭୂପୃଷ୍ଠ, ଓ ଭୂପୃଷ୍ଠରୁ ପୁନର୍ବାର ସାଗରରେ ମିଶିବା ପ୍ରକ୍ରିୟା ଚକ୍ରକାର ରେ ଘଟ଼ୁଥିବାରୁ ତାହାକୁ କଣ କୁହାଯାଏ ?
A .ଭୂସମ୍ବଳ
B. ଭୂପୃଷ୍ଠ
C. ଜଳଚକ୍ର
D. ଜଳପ୍ରବାହ
[expand title=”Show Answer”] Ans :C. ଜଳଚକ୍ର[/expand]
10. ଚିଲିକା, ଡାଲ, ସମ୍ବର ଆଦି —– ର ମୁଖ୍ୟ ହ୍ରଦ ?
A. ଭାରତ
B. ପୃଥିବି
C. ଓଡିଶା
D. କୌଣସିଟି ନୁହେଁ
[expand title=”Show Answer”]Ans :A. ଭାରତ [/expand]
11. ଚିଲିକା ଓ ଅଂଶୁପା ଆଦି —– ର ମୁଖ୍ୟହ୍ରଦ ?
A. ଭାରତ
B. ପୃଥିବି
C. ଓଡିଶା
D. କୌଣସିଟି ନୁହେଁ
[expand title=”Show Answer”] Ans :. ଓଡିଶା [/expand]
12. ଦୁଇଘଣ୍ଟା ଧରି ଲଗାଣ ବର୍ଷା ହେଲେ ଛତା ଉପରେ — ଲିଟର ବୃଷ୍ଟି ପଡିଥାଏ ?
A .500 ଲି.
B 600ଲି.
C.800 ଲି.
D.90 ଲି.
[expand title=”Show Answer”]Ans :C. 800 ଲି. [/expand]
13. ବୃଷ୍ଟିଜଳ କୁ ଯଦି ନାଳ ସାହାଯ୍ୟରେ ଏକ ନିର୍ଦିଷ୍ଟ ସ୍ଥାନରେ ଏକତ୍ର କରି ଜଳାଭାବ ସମୟରେ ବ୍ୟବହାର କରାଯାଏ ତାହାକୁ କଣ କୁହାଯାଏ ?
A. ଜଳଅମଳ ପ୍ରକଳ୍ପ
B. ବୃଷ୍ଟି ଜଳଅମଳ ପ୍ରକଳ୍ପ
C. ଜଳାଭାବ
D. ଆନିକଟ
[expand title=”Show Answer”]Ans :B. ବୃଷ୍ଟି ଜଳଅମଳ ପ୍ରକଳ୍ପ [/expand]
14. ନଦୀର ଉଭୟ କୂଳକୁ ସଂଯୋଗ କରୁଥିବା କଂକ୍ରିଟ ଓ ମାଟିର ବନ୍ଧକୁ କଣ କୁହାଯାଏ ?
A. ଡ୍ୟାମ
B. ବ୍ୟାରେଜ
C. ଆନିକଟ
D. କେନାଲ
[expand title=”Show Answer”]Ans :A. ଡ୍ୟାମ [/expand]