Learn Chapter 1 of Class 8 Geography focusing on ସମ୍ବଳ ଓ ତାର ବିକାଶ. Explore the development and significance of plate tectonics and their impact on Earth’s geography.
Class 8 Geography Chapter 1 ସମ୍ବଳ ପାଠ 1 | ସମ୍ବଳ ଓ ତାର ବିକାଶ
1. ମନୁଷ୍ୟର ବ୍ୟକ୍ତିଗତ ତଥା ସାମାଜିକ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ଓ ମୂଲ୍ୟବାନ ବିବେଚିତ ହେଉଥିବା ପରିବେଶର ବିଭିନ୍ନ ପଦାର୍ଥ ଜାହା ପ୍ରଦ୍ୟୋଗୀକ ଦୃଷ୍ଟିକୋଣରୁ ସୁଗମ୍ୟ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ଏବଂ ସଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ ତାକୁ —- କୁହାଯାଏ ?
A. ପରିବେଶ
B. ସମ୍ବଳ
C. ପରିସଂସ୍ଥା
D. ଉପରୋକ୍ତ ସମସ୍ତ
Ans :B. ସମ୍ବଳ
2. ମନୁଷ୍ୟକୁ ଏକ —- ସମ୍ବଳ କୁହାଯାଏ ?
A . ପ୍ରାକୃତିକ ସମ୍ବଳ
B. ମାନବ ସମ୍ବଳ
C. ସାଂସ୍କୃତିକ ସମ୍ବଳ
D. ସରନ୍ତି ସମ୍ବଳ
Ans :B. ମାନବ ସମ୍ବଳ
3. ପ୍ରକୃତିରେ ଥିବା ଯେଉଁ ପଦାର୍ଥ ଓ ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହୋଇଥାଏ ସେଗୁଡିକୁ —– ସମ୍ବଳ କୁହାଯାଏ ?
A . ପ୍ରାକୃତିକ ସମ୍ବଳ
B. ମାନବ ସମ୍ବଳ
C. ସାଂସ୍କୃତିକ ସମ୍ବଳ
D. ସରନ୍ତି ସମ୍ବଳ
Ans :A . ପ୍ରାକୃତିକ ସମ୍ବଳ
4. ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ, ଅର୍ଥ ସଞ୍ଚଳନ ଇତ୍ୟାଦି —- ସମ୍ବଳ ଅନ୍ତର୍ଗତ ?
A . ପ୍ରାକୃତିକ ସମ୍ବଳ
B. ମାନବ ସମ୍ବଳ
C. ସାଂସ୍କୃତିକ ସମ୍ବଳ
D. ସରନ୍ତି ସମ୍ବଳ
Ans :C. ସାଂସ୍କୃତିକ ସମ୍ବଳ
5. ସଂରଚନା, ସଂସ୍ଥାନ, ଗୁଣବର୍ତ୍ତ ଇତ୍ୟାଦି —- ସମ୍ବଳ ଅନ୍ତର୍ଗତ ?
A . ପ୍ରାକୃତିକ ସମ୍ବଳ
B. ମାନବ ସମ୍ବଳ
C. ସାଂସ୍କୃତିକ ସମ୍ବଳ
D. ସରନ୍ତି ସମ୍ବଳ
Ans :B. ମାନବ ସମ୍ବଳ
6. ଜୈବ ମଣ୍ଡଳର ଅନ୍ତର୍ଗତ ସଜୀଵ ବସ୍ତୁକୁ —- କୁହାଯାଏ ?
A. ଜୈବ ସମ୍ବଳ
B.ଅଜୈବ ସମ୍ବଳ
C. ଅକ୍ଷୟ ସମ୍ବଳ
D. ଅପୂରଣୀୟ ସମ୍ବଳ
Ans :A. ଜୈବ ସମ୍ବଳ
7. ଭୂମି, ଶିଳା, ଜଳ, ମୃତ୍ତିକା, ଖଣିଜ ପଦାର୍ଥ ଇତ୍ୟାଦି —– ସମ୍ବଳର ଉଦାହରଣ ?
A. ଜୈବ ସମ୍ବଳ
B.ଅଜୈବ ସମ୍ବଳ
C. ଅକ୍ଷୟ ସମ୍ବଳ
D. ଅପୂରଣୀୟ ସମ୍ବଳ
Ans :B.ଅଜୈବ ସମ୍ବଳ
8. ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ୱେ ନିଶେଷ ହୁଏ ନାହିଁ ସେଗୁଡିକୁ —- ସମ୍ବଳ କୁହାଯାଏ ?
A. ଅବିରାମ ସମ୍ବଳ
B. ସରନ୍ତି ସମ୍ବଳ
C. ଅକ୍ଷୟ ସମ୍ବଳ
D. ଅପୂରଣୀୟ ସମ୍ବଳ
Ans :C. ଅକ୍ଷୟ ସମ୍ବଳ
9. —– ସମ୍ବଳର ଅନ୍ୟନାମ ଅସରନ୍ତି ସମ୍ବଳ ?
A. ଅବିରାମ ସମ୍ବଳ
B. ସରନ୍ତି ସମ୍ବଳ
C. ଅକ୍ଷୟ ସମ୍ବଳ
D. ଅପୂରଣୀୟ ସମ୍ବଳ
Ans :C. ଅକ୍ଷୟ ସମ୍ବଳ
10. ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳ କ୍ରମଶଃ ହ୍ରାସ ପାଇଥାଏ କିମ୍ବା ଶେଷ ହୋଇଯିବାର ଆଶଙ୍କା ଥାଏ ତାହାକୁ — ସମ୍ବଳ କୁହାଯାଏ ?
A. ଅବିରାମ ସମ୍ବଳ
B. ସରନ୍ତି ସମ୍ବଳ
C. ଅକ୍ଷୟ ସମ୍ବଳ
D. ଅପୂରଣୀୟ ସମ୍ବଳ
Ans :B. ସରନ୍ତି ସମ୍ବଳ
11. କ୍ଷୟଶୀଳ ସମ୍ବଳର ଅନ୍ୟନାମ — ସମ୍ବଳ ?
A. ଅବିରାମ ସମ୍ବଳ
B. ସରନ୍ତି ସମ୍ବଳ
C. ଅକ୍ଷୟ ସମ୍ବଳ
D. ଅପୂରଣୀୟ ସମ୍ବଳ
Ans :B. ସରନ୍ତି ସମ୍ବଳ
12. ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ସମ୍ପୂର୍ଣ ଶେଷ ହୋଇଯାଏ ବବ ପୁନଃ ସୃଷ୍ଟି କରାଯାଇପାରେ ନାହିଁ ତାକୁ —- ସମ୍ବଳ କୁହାଯାଏ ?
A. ଅବିରାମ ସମ୍ବଳ
B. ଅପୂରଣୀୟ ସମ୍ବଳ
C. ସରନ୍ତି ସମ୍ବଳ
D. ଅସରନ୍ତି ସମ୍ବଳ
Ans :B. ଅପୂରଣୀୟ ସମ୍ବଳ
13. ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳର ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇ ନଥାଏ ତାକୁ —- ସମ୍ବଳ କୁହାଯାଏ ?
A. ଅବିରାମ ସମ୍ବଳ
B. ଅପୂରଣୀୟ ସମ୍ବଳ
C. ସରନ୍ତି ସମ୍ବଳ
D. ଅସରନ୍ତି ସମ୍ବଳ
Ans : A. ଅବିରାମ ସମ୍ବଳ
14. ପୂରଣୀୟ ସମ୍ବଳର ଅନ୍ୟନାମ କଣ ?
A. ଅବିରାମ ସମ୍ବଳ
B. ଅପୂରଣୀୟ ସମ୍ବଳ
C. ସରନ୍ତି ସମ୍ବଳ
D. ଅସରନ୍ତି ସମ୍ବଳ
Ans : A. ଅବିରାମ ସମ୍ବଳ
15. ଭୂତାପଜ ଶକ୍ତି, ଜୁଆର ଶକ୍ତି, ପବନ ଶକ୍ତି ଇତ୍ୟାଦି —- ସମ୍ବଳର ଉଦାହରଣ ?
A. ଅବିରାମ ସମ୍ବଳ
B. ଅପୂରଣୀୟ ସମ୍ବଳ
C. ସରନ୍ତି ସମ୍ବଳ
D. ଅସରନ୍ତି ସମ୍ବଳ
Ans : A. ଅବିରାମ ସମ୍ବଳ
16. ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସ୍ୱତେ ସଂପୂର୍ଣ୍ଣ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡିକୁ ପୁନଭରଣ କରାଯାଇପାରିଥାଏ ତାହାକୁ —- ସମ୍ବଳ କୁହାଯାଏ ?
A. ସ୍ଥାନୀୟ ସମ୍ବଳ
B. ସର୍ବତ ସୁଲଭ ସମ୍ବଳ
C. ନବୀକରଣ ଯୋଗ୍ୟ
D. ନବୀକରଣ ଅଯୋଗ୍ୟ
Ans :C. ନବୀକରଣ ଯୋଗ୍ୟ
17. ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ଵା ଅନ୍ୟାନ କରଣ ଦ୍ୱାରା ହ୍ରାସ ପାଇଲେ ଆଉ ସେଗୁଡିକର ପୁନଭରଣ ସମ୍ଭବ ହୋଇ ନ ଥାଏ ସେଗୁଡିକୁ —– ସମ୍ବଳ କୁହାଯାଏ ?
A. ସ୍ଥାନୀୟ ସମ୍ବଳ
B. ସର୍ବତ ସୁଲଭ ସମ୍ବଳ
C. ନବୀକରଣ ଯୋଗ୍ୟ
D. ନବୀକରଣ ଅଯୋଗ୍ୟ
Ans : D. ନବୀକରଣ ଅଯୋଗ୍ୟ
18. ଯେଉଁ ସମ୍ବଳଗୁଡିକ ଭୂ ପୃଷ୍ଠରେ ସବୁଠାରେ ମିଳିଥାଏ ସେଗୁଡିକୁ —- ସମ୍ବଳ କୁହାଯାଏ ?
A. ସ୍ଥାନୀୟ ସମ୍ବଳ
B. ସର୍ବତ ସୁଲଭ ସମ୍ବଳ
C. ଅବିରାମ ସମ୍ବଳ
D. କ୍ଷୟ ଶୀଳ ସମ୍ବଳ
Ans :. ସର୍ବତ ସୁଲଭ ସମ୍ବଳ
19. ଯେଉଁ ସମ୍ବଳଗୁଡିକ ଭୂ ପୃଷ୍ଠର କେତେକ ନିର୍ଦିଷ୍ଟ ସ୍ଥାନରେ ସୀମିତଭାବେ ମିଳିଥାଏ ସେଗୁଡିକୁ —- ସମ୍ବଳ କୁହାଯାଏ ?
A. ସ୍ଥାନୀୟ ସମ୍ବଳ
B. ସର୍ବତ ସୁଲଭ ସମ୍ବଳ
C. ଅବିରାମ ସମ୍ବଳ
D. କ୍ଷୟ ଶୀଳ ସମ୍ବଳ
Ans :A. ସ୍ଥାନୀୟ ସମ୍ବଳ
20. ଯେଉଁ ସମ୍ବଳ ପ୍ରକୃତିର ଗନ୍ତାଘରେ ଅବ୍ୟବହୃତ ଅବସ୍ଥାରେ ରହିଛି ତାକୁ —- ସମ୍ବଳ କୁହାଯାଏ ?
A. ସଂରକ୍ଷିତ ସମ୍ବଳ
B. ବିକଶିତ ସମ୍ବଳ
C. ସମ୍ବଳ ଭଣ୍ଡାର
D. ଗଛିତ ସମ୍ବଳ
Ans :D. ଗଛିତ ସମ୍ବଳ
21. ଗୁଜୁରାଟ ଓ ରାଜସ୍ଥାନରେ ପ୍ରଚୁର ପରିମାଣରେ — ଶକ୍ତି ମହଜୁଦ ଅଛି ?
A. ସୌରଶକ୍ତି
B. ପବନ ଶକ୍ତି
C. Both a& b
D. କୌଣସିଟି ନୁହେଁ
Ans :C. Both a& b
22. ପରିବେଷରେ ଥିବା ପଦାର୍ଥ ଯେଉଁଗୁଡିକ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ ମାତ୍ର ଆଜିର ଜ୍ଞାନକୌଶଳ ଅନୁସାରେ ସେଗୁଡିକ ବ୍ୟବହାର ହୋଇ ପରି ନାହିଁ ତାହାକୁ —- କୁହାଯାଏ ?
A. ସଂରକ୍ଷିତ ସମ୍ବଳ
B. ବିକଶିତ ସମ୍ବଳ
C. ସମ୍ବଳ ଭଣ୍ଡାର
D. ଗଛିତ ସମ୍ବଳ
Ans :C. ସମ୍ବଳ ଭଣ୍ଡାର
23. ଯାହା ବ୍ୟବହାର ଉପଯୋଗୀ କରାଯାଇପାରିଛି ତାକୁ —- ସମ୍ବଳ କୁହାଯାଏ ?
A. ସଂରକ୍ଷିତ ସମ୍ବଳ
B. ବିକଶିତ ସମ୍ବଳ
C. ସମ୍ବଳ ଭଣ୍ଡାର
D. ଗଛିତ ସମ୍ବଳ
Ans :B. ବିକଶିତ ସମ୍ବଳ
24. ଜଳବିଦ୍ୟୁତଶକ୍ତି, ଅରଣ୍ୟ, ଫନିଜ ପଦାର୍ଥ ଇତ୍ୟାଦି —- ସମ୍ବଳର ଉଦାହରଣ?
A. ସଂରକ୍ଷିତ ସମ୍ବଳ
B. ବିକଶିତ ସମ୍ବଳ
C. ସମ୍ବଳ ଭଣ୍ଡାର
D. ଗଛିତ ସମ୍ବଳ
Ans :B. ବିକଶିତ ସମ୍ବଳ
25. ଯେଉଁ ସମ୍ବଳ ପଦାର୍ଥ ଗୁଡିକର ସନ୍ଧାନ ମିଳିପାରିଛି ମାତ୍ର ବ୍ୟବହାର ଉପଯୋଗୀ ହୋଇପାରିନାହିଁ କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶା ରହିଛି ସେଗୁଡିକୁ —– ସମ୍ବଳ କୁହାଯାଏ ?
A. ସଂରକ୍ଷିତ ସମ୍ବଳ
B. ବିକଶିତ ସମ୍ବଳ
C. ସମ୍ବଳ ଭଣ୍ଡାର
D. ଗଛିତ ସମ୍ବଳ
Ans :A. ସଂରକ୍ଷିତ ସମ୍ବଳ
26. ଯେଉଁ ସମ୍ବଳ ନିଜସ୍ୱ ଅଧିକାର ରହିଛି ତାକୁ —- ସମ୍ବଳ କୁହାଯାଏ ?
A. ଜାତୀୟ ସମ୍ବଳ
B. ଅନ୍ତର୍ଜାତୀୟ ସମ୍ବଳ
C. ଗୋଷ୍ଠୀଗତ ସମ୍ବଳ
D. ବ୍ୟକ୍ତିଗତ ସମ୍ବଳ
Ans : D. ବ୍ୟକ୍ତିଗତ ସମ୍ବଳ
27. ଚାଷଜମି, ଗୃହ, ରୋପଣ କୃଷି, ଭୂମି, ପୁଷ୍କରିଣୀ, କୂପ ଇତ୍ୟାଦି —- ସମ୍ବଳ ?
A. ଜାତୀୟ ସମ୍ବଳ
B. ଅନ୍ତର୍ଜାତୀୟ ସମ୍ବଳ
C. ଗୋଷ୍ଠୀଗତ ସମ୍ବଳ
D. ବ୍ୟକ୍ତିଗତ ସମ୍ବଳ
Ans : D. ବ୍ୟକ୍ତିଗତ ସମ୍ବଳ
28. କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା ସ୍ଥାବର ଓ ଆସ୍ଥାବର ସମ୍ପତ୍ତିକୁ —- ସମ୍ବଳ କୁହାଯାଏ ?
A. ଜାତୀୟ ସମ୍ବଳ
B. ଅନ୍ତର୍ଜାତୀୟ ସମ୍ବଳ
C. ଗୋଷ୍ଠୀଗତ ସମ୍ବଳ
D. ବ୍ୟକ୍ତିଗତ ସମ୍ବଳ
Ans :C. ଗୋଷ୍ଠୀଗତ ସମ୍ବଳ
29. ଗୋଚରାଣ ଭୂମି,ପ୍ରମୋଦ ଉଧ୍ୟାନ, ଖେଳ ପଡିଆ, ଇତ୍ୟାଦି —- ସମ୍ବଳ?
A. ଜାତୀୟ ସମ୍ବଳ
B. ଅନ୍ତର୍ଜାତୀୟ ସମ୍ବଳ
C. ଗୋଷ୍ଠୀଗତ ସମ୍ବଳ
D. ବ୍ୟକ୍ତିଗତ ସମ୍ବଳ
Ans :C. ଗୋଷ୍ଠୀଗତ ସମ୍ବଳ
30. ଦେଶର ଭୌଗାଳିକ ସୀମାରେଖା ମଧରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସଂସୃତିକ ସମ୍ବଳ, ମାନବ ସମ୍ବଳ, ଇତ୍ୟାଦିକୁ —- ସମ୍ବଳ କୁହାଯାଏ ?
A. ଜାତୀୟ ସମ୍ବଳ
B. ଅନ୍ତର୍ଜାତୀୟ ସମ୍ବଳ
C. ଗୋଷ୍ଠୀଗତ ସମ୍ବଳ
D. ବ୍ୟକ୍ତିଗତ ସମ୍ବଳ
Ans :A. ଜାତୀୟ ସମ୍ବଳ
31. ଯେଉଁ ସମ୍ବଳ ଅନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହୋଇଥାଏ ତାହାକୁ —- ସମ୍ବଳ କୁହାଯାଏ ?
A. ଜାତୀୟ ସମ୍ବଳ
B. ଅନ୍ତର୍ଜାତୀୟ ସମ୍ବଳ
C. ଗୋଷ୍ଠୀଗତ ସମ୍ବଳ
D. ବ୍ୟକ୍ତିଗତ ସମ୍ବଳ
Ans :B. ଅନ୍ତର୍ଜାତୀୟ ସମ୍ବଳ
32. ଭାରତ ମହାସାଗରର EEZ ଅଞ୍ଚଳରୁ ଭାରତ —– ଉତ୍ତାଳନ କରିବାର ଅଧିକାର ପାଇଛି ?
A. ଲୁହାପିଣ୍ଡ
B. ମାଙ୍ଗାନିଜ ପିଣ୍ଡ
C. ଧାତବ ପିଣ୍ଡ
D. ଖଣିଜ ପିଣ୍ଡ
Ans :B. ମାଙ୍ଗାନିଜ ପିଣ୍ଡ
33. ସମ୍ବଳ ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ —- କୁହାଯାଏ ?
A. ସମ୍ବଳ ସଂରକ୍ଷଣ
B. ଧାରଣୀୟ ବିକାଶ
C. ଖାଦ୍ୟ ଶୃଙ୍ଖଳ
D. ଖାଦ୍ୟ ଜାଲକ
Ans :A. ସମ୍ବଳ ସଂରକ୍ଷଣ
34. ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧର ପାଇଁ ସେଗୁଡିକର ସଂରକ୍ଷଣ ମଧରେ ସନ୍ତୁଳନ ରକ୍ଷା କରିବାକୁ —- କୁହାଯାଏ ?
A. ସମ୍ବଳ ସଂରକ୍ଷଣ
B. ଧାରଣୀୟ ବିକାଶ
C. ଖାଦ୍ୟ ଶୃଙ୍ଖଳ
D. ଖାଦ୍ୟ ଜାଲକ
Ans :B. ଧାରଣୀୟ ବିକାଶ
35. —– ମସିହାରେ ରିଓଡ଼ି ଜାନେରିଓ ବିଶ୍ୱ ବୈଠକ ରେ ଯୋଗଦେଇ ପ୍ରାକୃତିକ ସମ୍ବଳ ଓ ପ୍ରାକୃତିକ ପରିବେଶର ସଂରକ୍ଷଣ ନିମିତ୍ତ ଅଧିକ ଧ୍ୟାନ ଦେଉଛି ?
A. 1998
B. 1992
C. 1888
D. 2008
Ans :A. 1998