Class 7 Political Science Chapter 3

Facebook
Telegram
WhatsApp
LinkedIn

Explore Class 7 Political Science Chapter 3 to learn about the fundamental features of the Indian Constitution. Understand the key aspects that shape India’s democratic framework. (ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ)

Class 7 Political Science Chapter 3

  1. —— ମସିହାରେ ଭାରତର ଅବସ୍ଥା ଅନୁଧାନ କରି କ୍ୟାବିନେଟ ମିଶନରପ୍ରସ୍ତାବ ଅନୁଯାୟୀ ସମ୍ବିଧାନ ପ୍ରଣୟନ ସଭା ଗଠନ ପାଇଁ ଜୁଲାଇ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ?
    A.1950
    B. 1946
    C. 1949
    D. 1951
    Ans : B. 1946
  2. 1946 ମସିହା ଡ଼ିସେମ୍ବର ମାସ 9 ତାରିଖ ରୁ 1949 ମସିହା ନଭେମ୍ବର 26 ତାରିକ ପର୍ଯ୍ୟନ୍ତ —— ସଭା ବସିଥିଲା ?
    A. ଚିଠା ପ୍ରସ୍ତାବ ସଭା
    B. ସମ୍ବିଧାନ ପ୍ରଣୟନ ସଭା
    C. ଲୋକସଭା
    D. ରାଜ୍ୟସଭା
    Ans ‘: B. ସମ୍ବିଧାନ ପ୍ରଣୟନ ସଭା
  3. ଭାରତର ନୂତନ ସମ୍ବିଧାନ —– ମସିହା —– ତାରିଖଠାରୁ କାର୍ଯ୍ୟକାରୀ ହୋଇ ଆସୁଅଛି ?
    A. 1950 ଜାନୁଆରୀ 26
    B. 1946 ନଭେମ୍ବର 26
    C. 1949 ଡ଼ିସେମ୍ବର 5
    D. 1951 ମାର୍ଚ୍ଚ 22
    Ans : A. 1950 ଜାନୁଆରୀ 26
  4. ପ୍ରତେକ ଲିଖିତ ସମ୍ବିଧାନରେ ଏକ ପ୍ରସ୍ତାବନା ଥାଏ। ତାହାକୁ ସମ୍ବିଧାନର —— ବୋଲି କୁହାଯାଏ ?
    A. ମୁଖବନ୍ଧ
    B. ମୂଳଦୁଆ
    C. ଅର୍ଥ
    D. କୌଣସିଟି ନୁହେଁ
    Ans : A. ମୁଖବନ୍ଧ
  5. ଭାରତ ଏକ —– ରାଷ୍ଟ୍ର ଅଟେ ?
    A. ସମାଜବାଦୀ
    B. ସର୍ଵଭୌମ
    C. ଧର୍ମନିରପେକ୍ଷ
    D. ସାଧାରଣତନ୍ତ୍ର
    Ans : B. ସର୍ଵଭୌମ
  6. ସମାଜବାଦୀ ରାଷ୍ଟ୍ର ହୋଇଥିବାରୁ ଦାରିଦ୍ର୍ୟ ଦୂରୀକରଣ —— ର ମୂଳଲକ୍ଷ୍ୟ ?
    A. ଅଦାଲତ
    B. ନ୍ୟାୟାଳୟ
    C. ସମ୍ବିଧାନ
    D. କୌଣସିଟି ନୁହେଁ
    Ans : C. ସମ୍ବିଧାନ
  7. —— ସଭା 2 ବର୍ଷ 11 ମାସ 18 ଦିନ କାର୍ଯ୍ୟ କରି ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ ?
    A. ଚିଠା ପ୍ରସ୍ତାବ ସଭା
    B. ସମ୍ବିଧାନ ପ୍ରଣୟନ ସଭା
    C. ଲୋକସଭା
    D. ରାଜ୍ୟସଭା
    Ans ‘: B. ସମ୍ବିଧାନ ପ୍ରଣୟନ ସଭା
  8. ଚିଠା ପ୍ରଣୟନ କମିଟିର ଅଧକ୍ଷ କିଏ ଥିଲେ ?
    A. ଡକ୍ଟର ଆମ୍ବେଦକର
    B. କେ.ସି. ହୋୟାର
    C. ଭି. ପି. ସିଂହ
    D. ପାଲଖିୱାଲା
    Ans : A. ଡକ୍ଟର ଆମ୍ବେଦକର
  9. କାହାକୁ ଆଧୁନିକ ଭାରତର ମନୁ କୁହାଯାଏ ?
    A. ଡକ୍ଟର ଆମ୍ବେଦକର
    B. କେ.ସି. ହୋୟାର
    C. ଭି. ପି. ସିଂହ
    D. ପାଲଖିୱାଲା
    Ans : A. ଡକ୍ଟର ଆମ୍ବେଦକର
  10. କାହାକୁ ଭାରତ ସମ୍ବିଧାନର ପିତା କହିଲେ ଅତ୍ୟୁକ୍ତି ହେବନାହିଁ?
    A. ଡକ୍ଟର ଆମ୍ବେଦକର
    B. କେ.ସି. ହୋୟାର
    C. ଭି. ପି. ସିଂହ
    D. ପାଲଖିୱାଲା
    Ans : A. ଡକ୍ଟର ଆମ୍ବେଦକର
  11. ବିଶିଷ୍ଟ ସମ୍ବିଧାନବିତ କାହାଙ୍କ ଭାଷାରେ ଏହି ପ୍ରସ୍ତାବନା ସମ୍ବିଧାନର ଏକ ପରିଚୟ ପତ୍ର ଅଟେ ?
    A. ଡକ୍ଟର ଆମ୍ବେଦକର
    B. କେ.ସି. ହୋୟାର
    C. ଭି. ପି. ସିଂହ
    D. ପାଲଖିୱାଲା
    Ans : D. ପାଲଖିୱାଲା
  12. —– ମସିହାରେ କେଶବାନନ୍ଦ ଭାରତୀ ମାମଲାରେ ଭାରତରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରସ୍ତାବନା ସଂବିଧାନର ଏକ ଅଂଶ ବିଶେଷ ବୋଲି ଘୋଷଣା କରିଥିଲେ ?
    A. 1973
    B. 1950
    C. 1947
    D. 2008
    Ans : A. 1973
  13. —– ତମ ସଂଶୋଧନ ବ୍ୟବସ୍ଥା ଅନୁଯାୟୀ ପ୍ରସ୍ତାବନାରେ ତିନୋଟି ଶବ୍ଦ ଯୋଡ଼ା ଯାଇଅଛି ?
    A. 42
    B. 26
    C. 44
    D. 90
    Ans : A. 42
  14. ଭାରତର ସମ୍ବିଧାନ ମୂଳ ସମ୍ବିଧାନରେ —- ଟି ଧାରା ଅଛି ?
    A. 395
    B. 234
    C. 567
    D. 235
    Ans : A. 395
  15. ଭାରତର ସମ୍ବିଧାନ ମୂଳ ସମ୍ବିଧାନରେ —- ଟି ଅନୁସୂଚି ଅଛି ?
    A. 4
    B. 5
    C. 6
    D. 8
    Ans : D. 8
  16. ଭାରତର ସମ୍ବିଧାନ ମୂଳ ସମ୍ବିଧାନରେ —- ଟି ଭାଗ ଅଛି ?
    A. 23
    B. 20
    C. 22
    D. 15
    Ans : C. 22
  17. ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନରେ ମାତ୍ର —- ଟି ଧାରା ଅଛି ?
    A. 7
    B. 2
    C. 5
    D. 3
    Ans : A.7
  18. ସମ୍ବିଧାନବିତ ଏମ. ଭି. ପାଇଲି ଭାରତ ସମ୍ବିଧାନର ସ୍ଥୁଳ ଆକାରକୁ ଏକ —– ର ଶରୀର ସହିତ ତୁଳନା କରିଅଛନ୍ତି ?
    A. ହାତୀ
    B. ବିଲେଇ
    C. କୁକୁର
    D. ସିଂହ
    Ans : A. ହାତୀ
  19. —— ସମ୍ବିଧାନକୁ ନମନୀୟ ଓ ଅନମନୀୟ ସମ୍ବିଧାନର ମିଶ୍ରଣ ବୋଲି କୁହାଯାଏ ?
    A. ଭାରତ
    B. ଜାପାନ
    C. ଯୁକ୍ତରାଷ୍ଟ୍ର ଆମେରିକା
    D. ଇଂଲଣ୍ଡ
    Ans : A. ଭାରତ
  20. ଯେଉଁ ସମ୍ବିଧାନର ସଂଶୋଧନ ପ୍ରଣାଳୀ ଜଟିଳ ଓ ଏକ ନିର୍ଦିଷ୍ଟ ପଦ୍ଧତି ଅନୁସାରେ ସଂଶୋଧନ କରାଯାଏ ତାହାକୁ —– ସମ୍ବିଧାନ କୁହାଯାଏ ?
    A. ନମନୀୟ
    B. ଅନମନୀୟ
    C. ଅଲିଖିତ
    D. କୌଣସିଟି ନୁହେଁ
    Ans : B. ଅନମନୀୟ
  21. ଯେଉଁ ସମ୍ବିଧାନରେ ସାମ୍ବିଧାନିକ ଆଇନ ଏବଂ ସାଧାରଣ ଆଇନର ସଂଶୋଧନ ପ୍ରଣାଳୀରେ କୌଣସି ପାର୍ଥକ୍ୟ ନ ଥାଏ ଏବଂ ଏହାର ସଂଶୋଧନ ପ୍ରଣାଳୀ ସରଳ ଏବଂ ସହଜ ହୋଇଥାଏ ତାହାକୁ —- ସମ୍ବିଧାନ କୁହାଯାଏ ?
    A. ନମନୀୟ
    B. ଅନମନୀୟ
    C. ଅଲିଖିତ
    D. କୌଣସିଟି ନୁହେଁ
    Ans : A. ନମନୀୟ
  22. ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକାଳ କେତେ ବର୍ଷ ଅଟେ ?
    A. 4
    B. 5
    C. 6
    D. 7
    Ans : B. 5
  23. ଭାରତ ଏକ —– ରାଷ୍ଟ୍ର ଅଟେ ?
    A. ମୌଳିକ
    B. ସଂଘୀୟ
    C. ଐକିକ
    D. ଉପରୋକ୍ତ ସମସ୍ତ
    Ans : B. ସଂଘୀୟ
  24. କେଉଁଟି ସଂଘୀୟ ରାଷ୍ଟ୍ରର ଲକ୍ଷଣ ନୁହେଁ ?
    A. ଦୈତ୍ବ ଶାସନ
    B. ଏକ ଲିଖିତ ଅନମନୀୟ ସମ୍ବିଧାନ
    C. କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ
    D ଅଲିଖିତ ସମ୍ବିଧାନ
    Ans : D ଅଲିଖିତ ସମ୍ବିଧାନ
  25. କାହାଙ୍କ ମତରେ ଭାରତ ଏକ ସଂଘୀୟ ରାଷ୍ଟ୍ର ଅଟେ ?
    A. ଡକ୍ଟର ଆମ୍ବେଦକର
    B. କେ.ସି. ହୋୟାର
    C. ଭି. ପି. ସିଂହ
    D. ଅଲାନ ଆକ୍ଟାଭ୍ୟାନ ହ୍ୟୁମ
    Ans : B. କେ.ସି. ହୋୟାର
  26. ଯୁକ୍ତରାଷ୍ଟ୍ର ଆମେରିକାରେ —- ନାଗରିକତା ପ୍ରଚଳିତ ହୁଏ ?

A. ଦୈତ୍ବ ନାଗରିକତା
B. ଏକକ ନାଗରିକତା
C. ବହୁ ନାଗରିକତା
D. କୌଣସିଟି ନୁହେଁ
Ans : A. ଦୈତ୍ବ ନାଗରିକତା

  1. ଭାରତରେ —– ନାଗରିକତା ପ୍ରଚଳିତ ହୋଇଥାଏ ?
    A. ଦୈତ୍ବ ନାଗରିକତା
    B. ଏକକ ନାଗରିକତା
    C. ବହୁ ନାଗରିକତା
    D. କୌଣସିଟି ନୁହେଁ
    Ans : B. ଏକକ ନାଗରିକତା
  2. ଭାରତର ସମ୍ବିଧାନର ମୌଳିକ ଅଧିକାରରେ 25 ଧାରାରୁ 28 ଧାରା ମଧ୍ୟରେ —– ଅଧିକାର ଦିଆଯାଇଛି ?
    A. ଧର୍ମଗତ ଅଧିକାର
    B. ଆଇନଗତ ଅଧିକାର
    C. ସମାନତା ଅଧିକାର
    D. ସ୍ୱାଧୀନତା ଅଧିକାର
    Ans : A. ଧର୍ମଗତ ଅଧିକାର
  3. —– ତମ ସଂଶୋଧନ ଆଇନ ଅନୁସାରେ ସମ୍ବିଧାନର ପ୍ରସ୍ତାବନା ରେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଆଖ୍ୟା ଦିଆଯାଇଛି ?
    A. 42
    B. 26
    C. 44
    D. 90
    Ans : A. 42
  4. ଭାରତର ସମ୍ବିଧାନର ତୃତୀୟ ପରିଚ୍ଛେଦରେ 12 ଧାରା ଠାରୁ 35 ଧାରା ମଧ୍ୟରେ —– ଟି ମୌଳିକ ଅଧିକାର ପ୍ରଦାନ କରାଯାଇଥିଲା ?
    A. 5
    B. 7
    C. 2
    D. 8
    Ans : B. 7
  5. —– ତମ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ଅନୁସାରେ 7 ଗୋଟି ଅଧିକାରରୁ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାରରୁ ଅଲଗା କରାଯାଇ ଆଇନଗତ ଅଧିକାର ରେ ଅନ୍ତର୍ଭୁକ୍ତ କରାଗଲା ?
    A. 45
    B. 26
    C. 44
    D. 90
    Ans : C. 44
  6. ସମ୍ପତ୍ତିଗତ ଅଧିକାର କୁ ଅଲଗା କରି —- ଅଧିକାର କୁ ଅନ୍ତର୍ଭୁକ୍ତ କରାଗଲା ?
    A. ଧର୍ମଗତ ଅଧିକାର
    B. ଆଇନଗତ ଅଧିକାର
    C. ସମାନତା ଅଧିକାର
    D. ସ୍ୱାଧୀନତା ଅଧିକାର
    Ans : B. ଆଇନଗତ ଅଧିକାର
    33.ବର୍ତ୍ତମାନ ଭାରତୀୟ ନାଗରିକ ମାନେ କେତୋଟି ମୌଳିକ ଅଧିକାର ଉପଭୋଗ କରୁଛନ୍ତି ?
    A. 5
    B. 6
    C. 2
    D. 8
    Ans : B. 6
  7. 2002 ମସିହାରେ ସମ୍ବିଧାନ ସଂଶୋଧନ କରାଯାଇ ଧାରା —- ରେ 6 ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବାର ଅଧିକାର ଅଛି ?
    A. 21 (କ )
    B. 26(କ )
    C. 21(ଗ )
    D. 43 (ଗ )
    Ans : A. 21 (କ )
  8. ଭାରତ ସମ୍ବିଧାନର —– ଭାଗରେ 36 ଧାରାରୁ 51 ଧାରା ମଧ୍ୟରେ ରାଷ୍ଟ୍ରର ନିର୍ଦେଶମୂଳକ ନୀତି ମାଧ୍ୟମରେ ନାଗରିକମାନଙ୍କୁ ସାମାଜିକ ଓ ଆର୍ଥିକ ଅଧିକାର ପ୍ରଦାନ କରାଯାଇଅଛି ?
    A. ପ୍ରଥମ
    B. ଦ୍ୱିତୀୟ
    C. ତୃତୀୟ
    D. ଚତୁର୍ଥ
    Ans : D. ଚତୁର୍ଥ
  9. ରାଷ୍ଟ୍ରର ନିର୍ଦେଶମୂଳକ ନୀତିକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
    A. 5
    B. 3
    C. 2
    D. 8
    Ans : B. 3
  10. କାହାକୁ ସମ୍ବିଧାନର ରକ୍ଷକ ବୋଲି କୁହାଯାଏ ?
    A. ସର୍ବୋଚ୍ଚ ନ୍ୟାୟାଳୟ
    B. ଉଚ୍ଚ ନ୍ୟାୟାଳୟ
    C. ଅଦାଲତ
    D. ଉପରୋକ୍ତ ସମସ୍ତ
    Ans : A. ସର୍ବୋଚ୍ଚ ନ୍ୟାୟାଳୟ
  11. ଭାରତର ଉଚ୍ଚ ନ୍ୟାୟାଳୟ ର ବିଚାର ପତିମାନେ —– ବର୍ଷରେ ଅବସର ଗ୍ରହଣ କରନ୍ତି ?
    A. 60
    B. 62
    C. 65
    D. 18
    Ans : B. 62
  12. ଭାରତର ସର୍ବୋଚ୍ଚ ନ୍ୟାୟାଳୟ ର ବିଚାର ପତିମାନେ —– ବର୍ଷରେ ଅବସର ଗ୍ରହଣ କରନ୍ତି ?
    A. 60
    B. 62
    C. 65
    D. 18
    Ans : C. 65
  13. ସମ୍ବିଧାନର 326 ଧାରା ଅନୁସାରେ ଭୋଟଦାତାର ବୟସ —- ବର୍ଷ ଥିଲା ?
    A. 23
    B. 15
    C. 21
    D. 18
    Ans : C. 21
  14. ବର୍ତ୍ତମାନ ଭୋଟଦାତାର ବୟସ ସୀମା କେତେ ବର୍ଷ ?
    A. 23
    B. 15
    C. 21
    D. 18
    Ans : D. 18
  15. ଭାରତୀୟ ନାଗରିକମାନେ —– ମସିହାଠାରୁ ଦଶଟି ମୌଳିକ କର୍ତ୍ତବ୍ୟ ଉପଭୋଗ କରି ଆସୁଅଛନ୍ତି ?
    A. 2007
    B. 2011
    C. 1976
    D. 1987
    Ans : C. 1976
  16. ଭାରତର ସମ୍ବିଧାନ —– ସଭା ଦ୍ୱାରା ପ୍ରସ୍ତୁତ ହୋଇଅଛି ?
    A. ଚିଠା ପ୍ରସ୍ତାବ ସଭା
    B. ସମ୍ବିଧାନ ପ୍ରଣୟନ ସଭା
    C. ଲୋକସଭା
    D. ରାଜ୍ୟସଭା
    Ans ‘: B. ସମ୍ବିଧାନ ପ୍ରଣୟନ ସଭା
  17. ଭାରତର ସମ୍ବିଧାନ ଏକ —– ସମ୍ବିଧାନ ?
    A ଲିଖିତ
    B. ଅଲିଖିତ
    C. ମୌଳିକ
    D. କୌଣସିଟି ନୁହେଁ
    Ans
    : A ଲିଖିତ

Class 12 Political Science Chapter 1| ଭାରତର ଦଳୀୟ ବ୍ୟବସ୍ଥା
Class +2 Second Year Political Science Chapter 2

Leave a Comment