Explore “Class 7 History – Chapter 2: Sultanate Rule in Delhi,” covering the rise of the Delhi Sultanate, key rulers, administrative structures, and cultural impacts. This chapter provides insights into the political and social changes during this period, helping students understand the historical significance of the Sultanate era in India.
- ଯେତେବେଳେ ଗୋଟିଏ ପରିବାରର ଜଣଙ୍କ ପରେ ଜଣେ ଦେଶ ଶାସନ କରନ୍ତି ସେହି ପରିବାରକୁ —– କୁହାଯାଏ ?
A. ଦାସ ବଂଶ
B. ଚାଲୁକୄଯ ବଂଶ
C. ଗଙ୍ଗ ବଂଶ
D. ପାଣ୍ଡ୍ୟା ବଂଶ
Ans : A. ଦାସ ବଂଶ - କିଏ ଦାସ ବଂଶର ପ୍ରଥମ ସମ୍ରାଟ ଥିଲେ ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. କୁତବୁଦ୍ଦିନ ଆଇବାକ
D. ଇବାନ ବତୁତା
Ans : C. କୁତବୁଦ୍ଦିନ ଆଇବାକ - —- ଖେଳୁଥିବା ସମୟରେ କୁତବୁଦ୍ଦିନ ଆଇବାକ ଘୋଡ଼ାରୁ ପଡି ମୃତ୍ୟୁ ବରଣ କରିଥିଲେ ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. କୁତବୁଦ୍ଦିନ ଆଇବାକ
D. ଇବାନ ବତୁତା
Ans : C. କୁତବୁଦ୍ଦିନ ଆଇବାକ - କିଏ ମାତ୍ର 4 ବର୍ଷ ଶାସନ କରିଥିଲେ ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. କୁତବୁଦ୍ଦିନ ଆଇବାକ
D. ଇବାନ ବତୁତା
Ans : C. କୁତବୁଦ୍ଦିନ ଆଇବାକ - କୁତବମିନାର —– ର ମେହେରୋଲିଠାରେ ଅବସ୍ଥିତ ?
A. ଜାପାନ
B. ମୁମ୍ବାଇ
C. ଦିଲ୍ଲୀ
D. ଓଡିଶା
Ans : C. ଦିଲ୍ଲୀ - —– ଖ୍ରୀଷ୍ଟାବ୍ଦରେ କୁତବୁଦ୍ଦିନ ଆଇବାକ ମୃତ୍ୟୁ ବରଣ କରିଥିଲେ ?
A. 1210
B. 1236
C. 1526
D. 1344
Ans : A. 1210 - କୁତବୁଦ୍ଦିନ ଆଇବାକଙ୍କ ଜ୍ୱାଇଁ କିଏ ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. ଗିୟାସୁଦ୍ଦିନ ବଲବନ
D. ଇବାନ ବତୁତା
Ans : B. ଇଲତୁତମିସ - ଇଲତୁତମିସ —– ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ହୋଇଥିଲା ?
A. 1347
B. 1236
C. 1526
D. 1344
Ans : B. 1236 - ଇଲତୁତମିସଙ୍କ ପୁରାନାମ —– ଥିଲା ?
A. ମହମ୍ମଦ ଵିନ ତୁଗଳକ
B. ସାମସୁଦ୍ଦିନ ଇଲତୁତମିସ
C. ଗିଆସୁଦ୍ଦିନ ତୁଗଳକ
C. ଫିରୋଜଶାହା ତୁଙ୍ଗଲକ
Ans : B. ସାମସୁଦ୍ଦିନ ଇଲତୁତମିସ - କିଏ ଦିଲ୍ଲୀ ସିଂହାସନରେ ବସିଥିବା ପ୍ରଥମ ଓ ଶେଷ ମୁସଲମାନ ଶାସିକା ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. ଗିୟାସୁଦ୍ଦିନ
D. ରେଜିଆ
Ans : D. ରେଜିଆ - ଗିଆସୁଦ୍ଦିନ ବଲବନ ସୁଲତାନ ହେବା ପୂର୍ବରୁ —— ଙ୍କର 40 ଜଣ କ୍ରୀତଦାସମାନଙ୍କ ମଧ୍ୟରୁ ଜଣେ ଥିଲେ ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. ଗିୟାସୁଦ୍ଦିନ ବଲବନ
D. ଇବାନ ବତୁତା
Ans : B. ଇଲତୁତମିସ - ସୁଲତାନଙ୍କୁ ଦର୍ଶନ କରିବାକୁ ହେଲେ —- କରିବାକୁ ପଡୁଥିଲା ?
A. ଗୋଡ ଟେକିବା
B. ସାଷ୍ଟାଙ୍ଗା ପ୍ରଣାମ
C. କାନ ଧରିବା
D. ହାତଧରିବା
Ans : B. ସାଷ୍ଟାଙ୍ଗା ପ୍ରଣାମ - ରକ୍ତ ଓ ଲୁହାନୀତି —— ଅବଲମ୍ବନ କରି ସେ ସମ୍ରାଜ୍ୟକୁ ସୁଦୃଢ କରିଥିଲେ ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. ଗିୟାସୁଦ୍ଦିନ ବଲବନ
D. ଇବାନ ବତୁତା
Ans : C. ଗିୟାସୁଦ୍ଦିନ ବଲବନ - —— ଖ୍ରୀଷ୍ଟାବ୍ଦରେ ଗିଆସୁଦ୍ଦିନ ବଳବନ ଙ୍କ ମୃତ୍ୟୁ ହୋଇଥିଲା ?
A. 1347
B. 1287
C. 1526
D. 1344
Ans : B. 1287 - କିଏ ଦ୍ୱିତୀୟ ଅଲେକଜାଣ୍ଡାର ହୋଇ ସମଗ୍ର ପୃଥିବୀକୁ ଜୟ କରିବାକୁ ଇଛା କରିଥିଲେ ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. ଗିୟାସୁଦ୍ଦିନ ବଲବନ
D. ଇବାନ ବତୁତା
Ans : A. ଆଲ୍ଲାଉଦ୍ଦିନ - ଆଲ୍ଲାଦ୍ଦିନ ଖିଲଜୀ —— ଙ୍କ ପୁତୁରା ଥିଲେ ?
A.ରେଜିଆ
B. ଇଲତୁତମିସ
C. ଜଲାଲଉଦିନ
D. ଇବାନ ବତୁତା
Ans : C. ଜଲାଲଉଦିନ - ଇସଲାମ ଧର୍ମ ରକ୍ଷକ ପଦବୀ କିଏ ପାଇଥିଲେ ?
A. ଆଲ୍ଲାଉଦ୍ଦିନ
B. ଇଲତୁତମିସ
C. ମହମ୍ମଦ
D. ଇବାନ ବତୁତା
Ans : A. ଆଲ୍ଲାଉଦ୍ଦିନ - କିଏ ପ୍ରଥମେ ଦିନାର ନାମକ ସ୍ବର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ?
A..ରେଜିଆ
B. ଇଲତୁତମିସ
C. ମହମ୍ମଦ
D. ଇବାନ ବତୁତା
Ans : C. ମହମ୍ମଦ - ସୁଲତାନ ଶାସନ ଧର୍ମ ବିଭାଗର ମନ୍ତ୍ରୀ କିଏ ଥିଲେ ?
A. ମଜଳିସ -ଇ – ଖଲୱାଜ
B. ଦିୱାନ -ଇ – ଇନଖା
C. ବାରିଦ – ଇ – ମାମଲିକ
D. . ସଦର – ଉସ -ସଦର
Ans : D. . ସଦର – ଉସ -ସଦର - ସୁଲତାନ ଶାସନ ଗୁପ୍ତଚର ବିଭାଗ ମନ୍ତ୍ରୀ କିଏ ଥିଲେ ?
A. ମଜଳିସ -ଇ – ଖଲୱାଜ
B. ଦିୱାନ -ଇ – ଇନଖା
C. ବାରିଦ – ଇ – ମାମଲିକ
D. . ଦିୱାନ – ଇ -ଅମୀର କୋହି
Ans : C. ବାରିଦ – ଇ – ମାମଲିକ - ସୁଲତାନ ଶାସନ କୃଷିମନ୍ତ୍ରୀ କିଏ ଥିଲେ ?
A. ମଜଳିସ -ଇ – ଖଲୱାଜ
B. ଦିୱାନ -ଇ – ଇନଖା
C. ବାରିଦ – ଇ – ମାମଲିକ
D. . ଦିୱାନ – ଇ -ଅମୀର କୋହି
Ans : D. . ଦିୱାନ – ଇ -ଅମୀର କୋହି - —– ଖ୍ରୀଷ୍ଟବ୍ଦରେ ଇବ୍ରାହମ ଲୋଦୀ ଶାସନରୁ ବିତାଡିତ ହୋଇଥିଲେ ?
A. 1347
B. 1289
C. 1526
D. 1344
Ans : C. 1526 - ଅଣମୁସଲମାନଙ୍କଠାରୁ ଆଦାୟ କରାଯାଉଥିବା କର କୁ —- କୁହାଯାଏ ?
A. ଉସର
B. ଜାକତ
C ଜିଜିୟା କର
D. ଖମାସ
Ans : C ଜିଜିୟା କର - —– କର ଧାର୍ମିକ କର ମୁସଲମାନମାନଙ୍କ ଠାରୁ ଆଦାୟ ହୁଏ ?
A. ଉସର
B. ଜାକତ
C ଜିଜିୟା କର
D. ଖମାସ
Ans : B. ଜାକତ - ମୁସଲମାନମାନଙ୍କ ଜଳସେଚିତ ଜମି ଉପରେ —– କର ବାସ ଯାଇଥିଲା ?
A. ଉସର
B. ଜାକତ
C ଜିଜିୟା କର
D. ଖମାସ
Ans : A. ଉସର - ଖରଜ କଣ ?
A. ଶସ୍ୟ କର
B. ଜଳ କର
C. ବିଜୁଳି କର
D. କୌଣସିଟି ନୁହେଁ
Ans : A. ଶସ୍ୟ କର - କିଏ ସମାରିକ ଓ ରାଜସ୍ବ ବିଭାଗର ଦାୟିତ୍ୱ ରେ ଥିଲେ ?
A. ବକ୍ସି
B. ଦିୱାନ -ଇ – ଇନଖା
C. କାଜି
D. ୱାଜିର
Ans : D. ୱାଜିର - —- ବିଚାର ବିଭାଗ ଦାୟିତ୍ୱ ତୁଲାଉଥିଲେ ?
A. ବକ୍ସି
B. ଦିୱାନ -ଇ – ଇନଖା
C. କାଜି
D. ୱାଜିର
Ans : C. କାଜି - କିଏ ଚିଠିପତ୍ର ଦାୟିତ୍ୱ ତୁଲାଉଥିଲେ ?
A. ବକ୍ସି
B. ଦିୱାନ -ଇ – ଇନଖା
C. କାଜି
D. ୱାଜିର
Ans : B. ଦିୱାନ -ଇ – ଇନଖା - କିଏ ସୈନ୍ୟ ବିଭାଗ ଦରମା ଦାୟିତ୍ୱ ବୁଝୁଥିଲେ ?
A. ବକ୍ସି
B. ଦିୱାନ -ଇ – ଇନଖା
C. କାଜି
D. ୱାଜିର
Ans : A. ବକ୍ସି - ସୁଲତାନୀ ଶାସନରେ ପ୍ରତ୍ୟକ —— 100 କିମ୍ବା 84 ଟି ଗ୍ରାମକୁ ନେଇ ଗଠିତ ହେଉଥିଲା ?
A. ପ୍ରଗଣା
B. ସହର
C. ୱାର୍ଡ
D. କୌଣସିଟି ନୁହେଁ
Ans : A. ପ୍ରଗଣା - ଗ୍ରାମର ମୁଖିଆକୁ —– କୁହାଯାଉଥିଲା ?
A. ସରପଞ୍ଚ
B. ମକର୍ଦମା
C. ୱାର୍ଡମେମ୍ବର
D. ମେୟର
Ans : B. ମକର୍ଦମା - ଶାସନର ସର୍ବନିମ୍ନ ସ୍ତରଥିଲା —-?
A. ଗ୍ରାମ
B. ପଞ୍ଚାୟତ
C. ସହର
D. ଦେଶ
Ans : A. ଗ୍ରାମ - ଗିୟାସୁଦ୍ଦିନ ତୁଘଲାକ —- ନିକଟରେ ତୁଘଲକାବାଦ ସହର ବସାଇଥିଲେ ?
A. ଦିଲ୍ଲୀ
B. ଜାପାନ
C. ମୁମ୍ବାଇ
D. ଅଲହ୍ଲାବାଦ
Ans : A. ଦିଲ୍ଲୀ - ସୁଲତାନ ଅହମ୍ମଦ ଶାହା —— ଖ୍ରୀଷ୍ଟାବଦରେ ଅହମଦାବାଦ ନଗରୀ ପ୍ରତିଷ୍ଠା କରିଥିଲେ ?
A. 1347
B. 1289
C. 1411
D. 1344
Ans : C. 1411 - ବାହାମନୀ ରାଜ୍ୟ —– ବର୍ଷ ତିଷ୍ଠି ରହିଥିଲା ?
A. 120
B. 180
C. 145
D. 177
Ans : B. 180 - ହାସାନ ଗାଙ୍ଗ —– ଖ୍ରୀଷ୍ଟାବ୍ଦରେ ବାହାମନୀ ରାଜ୍ୟ ଗଠନ କରିଥିଲେ ?
A. 1347
B. 1289
C. 1555
D. 1344
Ans : A. 1347 - ବାହାମନୀ ରାଜ୍ୟ ର ରାଜଧାନୀ —– ଥିଲା ?
A. ଗୁଲବର୍ଗା
B. କୌନଜ
C.ହସ୍ତିନାପୁର
D. ଦେବଗିରି
Ans : A. ଗୁଲବର୍ଗା - ବୀର ନରସିଂହ —- ବଂଶର ମୂଳଦୁଆ ପକାଇଥିଲେ ?
A. ହୟଶାଳ
B. ଯାଦବ
C. ତୁଲୁଭ
D. ତୁଗଲକ
Ans : C. ତୁଲୁଭ - ପଦ୍ମିନୀ —– ରାଜ୍ୟର ରାଣୀ ଥିଲେ ?
A. ମେୱାର
B. ରଂଥମର
C. ଜାଲୋର
D. ଜୟପୁର
Ans : A. ମେୱାର - ମହମ୍ମଦ ବିନ ତୁଗଲକ ସମୁଦାୟ —– ବର୍ଷ ଶାସନ କରିଥିଲେ ?
A. 26
B. 27
C. 28
D. 29
Ans : A. 26