Class 7 Geography Chapter 7

Class 7 Geography Chapter 7

Facebook
Telegram
WhatsApp
LinkedIn

Explore the Class 7 Geography Chapter 7 on “ପାରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା” (Environmental Impact and the Livelihood of Inhabitants). Understand how environmental factors influence the lifestyle and livelihood of communities.

Class 7 Geography Chapter 7

ପାରିବେଶିକ ପ୍ରଭାବ ଓ ଅଧିବାସୀଙ୍କ ଜୀବନ ଜୀବିକା

1. ନଦୀ ଯେଉଁଠାରେ ସମୁଦ୍ରରେ ପଡିଥାଏ ତାହାକୁ ନଦିର —- କୁହାଯାଏ ?
A . ଗଣ୍ଡ
B. ମୁହାଣ
C. କୂଳ
D. କେନାଲ
Ans :B. ମୁହାଣ

2. —- ନଦିର ମୁହାଣ ପୃଥିବୀର ସବୁଠାରୁ ବଡ ନଦୀ ମୁହାଣ ?
A.ଆମାଜନ
B. କାଙ୍ଗୁ
C. ବିଷୁବମଣ୍ଡଳୀୟ
D. କ୍ରାନ୍ତୀୟ
Ans : A.ଆମାଜନ

3. —— ଦକ୍ଷିଣ ଆମେରିକାର ମୁଖ୍ୟ ନଦୀ ଅଟେ ?
A.ଆମାଜନ
B. କାଙ୍ଗୁ
C. ବିଷୁବମଣ୍ଡଳୀୟ
D. କ୍ରାନ୍ତୀୟ
Ans : A.ଆମାଜନ

4. ମାଂଶଖିଆ ପିରାନା ମାଛ —— ଅଞ୍ଚଳର ଏକ ବିଶିଷ୍ଟ ମାଛ ଅଟେ ?
A.ଆମାଜନ
B. କାଙ୍ଗୁ
C. ବିଷୁବମଣ୍ଡଳୀୟ
D. କ୍ରାନ୍ତୀୟ
Ans : A.ଆମାଜନ

5. ଆମ ରାଜ୍ୟର ଆଦିବାସୀ ମାନଙ୍କଦ୍ୱାରା କରାଯାଉଥିବା ସ୍ଥାନାନ୍ତରିତ କୃଷିକୁ —–ଚାଷ କୁହାଯାଏ ?
A. ଝୁମ
B. ପୋଡୁ
C. ପିଗମ
D. କୌଣସିଟି ନୁହେଁ
Ans :B. ପୋଡୁ

6. ଜଙ୍ଗଲର ଏକ ନିର୍ଦିଷ୍ଟ ଅଞ୍ଚଳ ସଫାକରି, ନିଆଲଗାଇ ସେଠାରେ ଚାଷ କରନ୍ତି କିଛି ବର୍ଷା ଚାଷ କରିବା ପରେ ଜମିରେ ଉର୍ବରତା କମିଗଲା ପରେ ସେହି ଅରଣ୍ୟର ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥାନ୍ତି ସେହି ପ୍ରକାର କୃଷିକୁ —– କୃଷି କୁହାଯାଏ ?
A. ସ୍ଥାନାନ୍ତରିତ କୃଷି
B. ରୋପଣ କୃଷି
C. ସଘନ କୃଷି
D. ପ୍ରୟୋଜନୀୟ କୃଷି
Ans :A. ସ୍ଥାନାନ୍ତରିତ କୃଷି

7. ଲୁଣିପାଣି ଓ ଜୁଆରରେ ବଢ଼ି ପାରୁଥିବା ବୃକ୍ଷ ଯୋଗୁଁ ତାହାକୁ —– ଅରଣ୍ୟ କୁହାଯାଏ ?
A . ଜୁଆରିଆ ଅଞ୍ଚଳ
B. ନାତିଶୀତୋଷ୍ଣ
C. କ୍ରାନ୍ତୀୟ ତୃଣଭୂମି
D. ପର୍ଣ୍ଣାମୋଚି ଅରଣ୍ୟ
Ans :A . ଜୁଆରିଆ ଅଞ୍ଚଳ

8. ଜୁଆରିଆ ଅରଣ୍ୟକୁ —- କୁହାଯାଏ ?
A . ଉଷ୍ମମରୁ ଅଞ୍ଚଳ
B. ନାତିଶୀତୋଷ୍ଣ
C. ସୁନ୍ଦରବନ
D. ପର୍ଣ୍ଣାମୋଚି ଅରଣ୍ୟ
Ans :C. ସୁନ୍ଦରବନ

9. ଖରାଦିନେ ପତ୍ରଝଡା ଦେଉଥିବା ବୃକ୍ଷର ଅରଣ୍ୟକୁ —– ଅରଣ୍ୟ କୁହାଯାଏ ?
A . ଉଷ୍ମମରୁ ଅଞ୍ଚଳ
B. ନାତିଶୀତୋଷ୍ଣ
C. କ୍ରାନ୍ତୀୟ ତୃଣଭୂମି
D. ପର୍ଣ୍ଣାମୋଚି ଅରଣ୍ୟ
Ans :D. ପର୍ଣ୍ଣାମୋଚି ଅରଣ୍ୟ

10. ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀର ଜଳରେ —- ନାମକ ଏକ ପ୍ରକାର ଡ଼ଲଫିନ ଦେଖାଯାଆନ୍ତି ?
A. ଏଲିନା
B. ଶୁଶୁ
C. ଗାଲିଚା
D. କଙ୍ଗାରୁ
Ans :B. ଶୁଶୁ

11. ସୁନ୍ଦରବନ ରେ —- ପ୍ରାଣୀ ଦେଖାଯାଏ ?
A. ବାଘ
B. ମେଣ୍ଡା
C. ଚମରି ଗାଈ
D. ଗଣ୍ଡା
Ans :A. ବାଘ

12. ଉଭୟ ଗୋଲାର୍ଦ୍ଧରେ 10° ରୁ 25° ସମକ୍ଷରେଖା ମଧରେ —- ଅଞ୍ଚଳ ଦେଖାଯାଏ ?
A . ଉଷ୍ମମରୁ ଅଞ୍ଚଳ
B. ନାତିଶୀତୋଷ୍ଣ
C. କ୍ରାନ୍ତୀୟ ତୃଣଭୂମି
D. ଉପକ୍ରାନ୍ତୀୟ ଅଞ୍ଚଳ
Ans :C. କ୍ରାନ୍ତୀୟ ତୃଣଭୂମି

13. ଆସାମ ଓ ବିହାର ର କେତେକ ଅଞ୍ଚଳରେ ଲୋକେ —- ପାଳନ କରିଥାନ୍ତି ?
A. ରେଶମ କୀଟ
B. ମେଣ୍ଡା
C. ଘୁଷୁରି
D. ମହିଷ
Ans :A. ରେଶମ କୀଟ

14. ବିଭିନ୍ନ ପ୍ରକାର ବୃକ୍ଷଲତା ପରିପୂର୍ଣ୍ଣ ଅଞ୍ଚଳକୁ —– କୁହାଯାଏ ?
A. ଅରଣ୍ୟ
B. ତୃଣଭୋମି
C. ଜଙ୍ଗଲ
D. ଉପରୋକ୍ତ ସମସ୍ତ
Ans :A. ଅରଣ୍ୟ

15. ଘାସ ପରିପୂର୍ଣ୍ଣ ଅଞ୍ଚଳକୁ —– ଅଞ୍ଚଳ କୁହାଯାଏ ?
A. ଅରଣ୍ୟ
B. ତୃଣଭୋମି
C. ଜଙ୍ଗଲ
D. ଉପରୋକ୍ତ ସମସ୍ତ
Ans :B. ତୃଣଭୋମି

16. ଜଳବାୟୁ ଆଧାରକରି ତୃଣଭୂମି —– ପ୍ରକାର ?
A. ଏକ
B. ଦୁଇ
C. ତିନି
D. ଚାରି
Ans : B. ଦୁଇ

17. 35° ରୁ 55° ସମକ୍ଷରେଖା ମଧରେ —- ତୃଣଭୂମି ଦେଖାଯାଏ ?
A. ଉଷ୍ମମରୁ ଅଞ୍ଚଳ
B. ନାତିଶୀତୋଷ୍ଣ
C. କ୍ରାନ୍ତୀୟ ଅଞ୍ଚଳ
D. ଉପକ୍ରାନ୍ତୀୟ ଅଞ୍ଚଳ
Ans :B. ନାତିଶୀତୋଷ୍ଣ

18. ନାତିଶୀତୋଷ୍ଣ ତୃଣଭୂମିର ବାର୍ଷିକ ହାରାହାରି ବୃଷ୍ଟିପାତ —- ସେ. ମି. ?
A. 50
B. 100
C. 230
D. 150
Ans :A. 50

19. ନାତିଶୀତୋଷ୍ଣ ତୃଣଭୂମି ଅଞ୍ଚଳରେ —- ଋତୁର ଆରମ୍ଭରେ ବୃଷ୍ଟି ହୁଏ ?
A. ଗ୍ରୀଷ୍ମ
B. ବର୍ଷା
C. ଶୀତ
D. କୌଣସିଟି ନୁହେଁ
Ans :A. ଗ୍ରୀଷ୍ମ

20. ନାତିଶୀତୋଷ୍ଣ ତୃଣଭୂମି ଅଞ୍ଚଳରେ ବିସ୍ତୃନ ଗୋପାଳନ କେନ୍ଦ୍ରକୁ —— କୁହାଯାଏ ?
A. ତିଦ୍ଧତ
B. ରାଞ୍ଚ
C. ଗୋଵି
D. ଉଇଲ
Ans :B. ରାଞ୍ଚ

21.ମରୁ ଅଞ୍ଚଳର ତାପମାତ୍ରା ଭିର୍ତ୍ତିରେ ମରୁଭୂମି —– ପ୍ରକାର ଅଟେ ?
A. ଏକ
B. ଦୁଇ
C. ତିନି
D. ଚାରି
Ans : B. ଦୁଇ

22. —– ମରୁଭୂମି ପୃଥିବୀର ବୃହତ୍ତମ ଉଷ୍ଣ ମରୁଭୂମି ?
A. ଉଷ୍ଣ ମରୁଭୂମି
B. ଶୀତଳ ମରୁଭୂମି
C ଥର ମରୁଭୂମି
D. ସାହାରା ମରୁଭୂମି
Ans :D. ସାହାରା ମରୁଭୂମି

23. ——- ଅଞ୍ଚଳ ଉଭୟ ଗୋଲାର୍ଦ୍ଧର ମହାଦେଶମାନଙ୍କର ପଶ୍ଚିମ ପାର୍ଶ୍ୱରେ 15° ରୁ 30° ସମକ୍ଷରେଖା ମଧରେ ଅବସ୍ଥିତ ?
A. ଉଷ୍ମମରୁ ଅଞ୍ଚଳ
B. ନାତିଶୀତୋଷ୍ଣ
C. କ୍ରାନ୍ତୀୟ ଅଞ୍ଚଳ
D. ଉପକ୍ରାନ୍ତୀୟ ଅଞ୍ଚଳ
Ans :A. ଉଷ୍ମମରୁ ଅଞ୍ଚଳ

24. ଆମଦେଶର —– ମରୁଭୂମି 2 ଲକ୍ଷ ବର୍ଗ କି. ମି. ଅଞ୍ଚଳରେ ବିସ୍ତୃତ ?
A. ଉଷ୍ଣ ମରୁଭୂମି
B. ଶୀତଳ ମରୁଭୂମି
C ଥର ମରୁଭୂମି
D. ସାହାରା ମରୁଭୂମି
Ans :C. ଥର ମରୁଭୂମି

25. ଆମଦେଶର —– ମରୁଭୂମି 8.54 ଲକ୍ଷ ବର୍ଗ କି. ମି. ଅଞ୍ଚଳ ଅଧିକାର କରିଛି ?
A. ଉଷ୍ଣ ମରୁଭୂମି
B. ଶୀତଳ ମରୁଭୂମି
C ଥର ମରୁଭୂମି
D. ସାହାରା ମରୁଭୂମି
Ans :D. ସାହାରା ମରୁଭୂମି

26. ଭୂପୃଷ୍ଟର ଯେଉଁ ଅଞ୍ଚଳରେ ଚାରିଆଡେ ବାଲି, ପ୍ରବାଳ ଖରା, ଅଳ୍ପବୃଷ୍ଟି, ବୃକ୍ଷଳତା ଶୂନ୍ୟ ତାହାକୁ —– ଅଞ୍ଚଳ କୁହାଯାଏ ?
A. ଉଷ୍ଣ ମରୁଭୂମି
B. ଶୀତଳ ମରୁଭୂମି
C ଥର ମରୁଭୂମି
D. ସାହାରା ମରୁଭୂମି
Ans :A. ଉଷ୍ଣ ମରୁଭୂମି

27. ଆମ ଦେଶର ଥର ଓ ଆଫ୍ରିକା ମହାଦେଶର —– ମରୁଭୂମି ଅଛି ?
A. ଉଷ୍ଣ ମରୁଭୂମି
B. ଶୀତଳ ମରୁଭୂମି
C ଥର ମରୁଭୂମି
D. ସାହାରା ମରୁଭୂମି
Ans :A. ଉଷ୍ଣ ମରୁଭୂମି

28. ଯେଉଁଠାରେ ଚାରିଆଡେ ପ୍ରବଳ ଥଣ୍ଡା ଓ ଭୂମି ବରଫବୃତ୍ତ ରହେ ସେଠାରେ ଗଛଲତା ବଢ଼ିପାରେ ନାହିଁ ସେହି ପ୍ରକାର ଅଞ୍ଚଳକୁ —- କୁହାଯାଏ ?
A. ଉଷ୍ଣ ମରୁଭୂମି
B. ଶୀତଳ ମରୁଭୂମି
C ଥର ମରୁଭୂମି
D. ସାହାରା ମରୁଭୂମି
Ans :B. ଶୀତଳ ମରୁଭୂମି

29. ଗ୍ରୀନଲାଣ୍ଡ ଓ ତୁନ୍ଦ୍ରାଅଞ୍ଚଳ —— ଧାରଣର ମରୁଭୂମି ଅଟେ ?
A. ଉଷ୍ଣ ମରୁଭୂମି
B. ଶୀତଳ ମରୁଭୂମି
C ଥର ମରୁଭୂମି
D. ସାହାରା ମରୁଭୂମି
Ans :B. ଶୀତଳ ମରୁଭୂମି

30. ମରୁଭୂମିର କ୍ୱେଟାଵକ ସ୍ଥାନରେ ଜଳର ଝର ଦେଖାଯାଏ ତାହାକୁ —- କୁହାଯାଏ ?
A. ମରୁଝର
B. ମରୁଦ୍ୟାନ
C. ମରୁଭୂମି
D. ଉପରୋକ୍ତ ସମସ୍ତ
Ans :A. ମରୁଝର

31. ମରୁଝର ଦେଖାଯାଉଥିବା ସ୍ଥାନରେ କିଛି କଣ୍ଟା ଗଛ, ଖଜୁରୀ ବୃକ୍ଷ ଇତ୍ୟାଦି ଦେଖାଯାଏ ତାହାକୁ —– କୁହାଯାଏ ?
A. ମରୁଝର
B. ମରୁଦ୍ୟାନ
C. ମରୁଭୂମି
D. ଉପରୋକ୍ତ ସମସ୍ତ
Ans :B. ମରୁଦ୍ୟାନ

32. —– ଶବ୍ଦଟି “ଲା ” ଏବଂ” ଦାକ ” ଶବ୍ଦକୁ ନେଇ ଗଠିତ ?
A. ଲଦାଖ
B. ଜାପାନ
C. ଜାପାନ
D. ଲିବିୟା
Ans : A. ଲଦାଖ

33. “ଲା ” ଶବ୍ଦର ଅର୍ଥ କଣ ?
A. ବରଫ ଭୂମି
B. ଗିରିପଥ
C. ଦେଶ
D. କୌଣସିଟି ନୁହେଁ
Ans :B. ଗିରିପଥ

34. “ଦାକ “ଶବ୍ଦର ଅର୍ଥ କଣ ?ଲଦାଖ କୁ ମଧ୍ୟ କଣ କୁହାଯାଏ ?
A. ବରଫ ଭୂମି
B. ଗିରିପଥ
C. ଦେଶ
D. କୌଣସିଟି ନୁହେଁ
Ans :C. ଦେଶ

35. କପା ଚାନ ଶବ୍ଦର ଅର୍ଥ କଣ?
A. ବରଫ ଭୂମି
B. ଗିରିପଥ
C. ଦେଶ
D. କୌଣସିଟି ନୁହେଁ
Ans :A. ବରଫ ଭୂମି

36. କେଉଁ ସହରରେ ଗଙ୍ଗା ଅବବାହିକରେ ଅବସ୍ଥିତ ?
A . କୋଲକାତା
B. ଲକ୍ଷ୍ନୌ
C. ବାରଣାସି
D. ଗୁଆହାଟି
Ans :A . କୋଲକାତା

Check out our other blog post: Class 7 Questions

Class 7 Political Science Chapter 3
Class 7 Political Science Chapter 2  
Class 7 Political Science Chapter 1: ଓଡ଼ିଆ ସମ୍ବିଧାନ (Constitution) 
Class 7 History Chapter 2: Sultanate Rule in Delhi  
Mughal Empire in Class 7 History Chapter 3

Leave a Comment