Learn about the human environment in Class-7 Geography, Chapter 6. This chapter covers population, transportation, and communication in detail, providing a comprehensive understanding of these essential aspects.
Class-7 Geography Chapter-6: ମାନବୀୟ ପରିବେଶ – ଜନବସତି, ପରିବହନ, ଓ ଯୋଗାଯୋଗ
1. ମନ୍ୟୁଷକୃତ ପରିବେଶକୁ —– ପରିବେଶ କୁହାଯାଏ ?
A. ପ୍ରାକୃତିକ
B. ମାନବକୃତ
C. କୃତ୍ରିମ
D. କୌଣସିଟି ନୁହେଁ
Ans :B. ମାନବକୃତ
2. ଖାଦ୍ୟ ଅନ୍ବେଷଣରେ ଆଦିମମାନବ ବିଭିନ୍ନ ସ୍ଥାନରେ ଜୀବକୁ ପଡୁଥିଲା ଏବଂ ଆବଶ୍ୟକ ହେଲେ ସେଠାରେ ଅସ୍ଥାୟୀବ ଭାବେ ବାସ କରୁଥିଲେ ତାକୁ —– ଜନବସତି କୁହଯାଏ ?
A. ସ୍ଥାୟୀ ଜନବସତି
B. ଅସ୍ଥାୟୀ ଜନବସତି
C. ନଗର ଜନବସତି
D. କୌଣସିଟି ନୁହେଁ
Ans :B. ଅସ୍ଥାୟୀ ଜନବସତି
3.କୃଷି ଉପରେ ନିର୍ଭର କରି ସ୍ଥାପିତ ହୋଇଥିବା ସ୍ଥାୟୀ ଜନବସତିକୁ —– କୁହାଯାଏ ?
A . ସ୍ଥାୟୀ ଜନବସତି
B. ଅସ୍ଥାୟୀ ଜନବସତି
C. ନଗର ଜନବସତି
D. ଗ୍ରାମ୍ୟ ଜନବସତି
Ans :D. ଗ୍ରାମ୍ୟ ଜନବସତି
4. ଉତ୍ପାଦନ କେନ୍ଦ୍ର, ବିଭିନ୍ନ ବ୍ୟବସାୟ ଓ ବାଣିଜ୍ୟକେନ୍ଦ୍ର, ସେଵାକେନ୍ଦ୍ର ଇତ୍ୟାଦି ଜନବସତି ସ୍ଥାପିତ ହେଲା ଏହି ପ୍ରକାର ଜନବସତିକୁ —- କୁହାଯାଏ ?
A . ସ୍ଥାୟୀ ଜନବସତି
B. ଅସ୍ଥାୟୀ ଜନବସତି
C. ନଗର ଜନବସତି
D. କୌଣସିଟି ନୁହେଁ
Ans :C. ନଗର ଜନବସତି
5. —— ଜନବସତି ଗୁଡିକ ସାଧାରଣତଃ ପାର୍ବତ୍ୟ ଓ ମରୁଭୂମି ଅଞ୍ଚଳ, ବରଫମୟ ତୁନ୍ଦ୍ରାଞ୍ଚଳ ଓ ଘନ ଅରଣ୍ୟ ଥିବା ଅଞ୍ଚଳମାନଙ୍କରେ ଦେଖାଯାଏ ?
A. ସ୍ଥାୟୀ ଜନବସତି
B. ଅସ୍ଥାୟୀ ଜନବସତି
C. ନଗର ଜନବସତି
D. କୌଣସିଟି ନୁହେଁ
Ans :B. ଅସ୍ଥାୟୀ ଜନବସତି
6. ଖଣି ଅଞ୍ଚଳ ଓ ଇତାଭାଟି ଅଞ୍ଚଳରେ କାମ କରୁଥିବା ଲୋକମାନେ —— ଜନବସତି କରି ରହିଥାନ୍ତି ?
A. ସ୍ଥାୟୀ ଜନବସତି
B. ଅସ୍ଥାୟୀ ଜନବସତି
C. ନଗର ଜନବସତି
D. କୌଣସିଟି ନୁହେଁ
Ans :B. ଅସ୍ଥାୟୀ ଜନବସତି
7.ସାଧାରଣତଃ ଯେଉଁ ଅଞ୍ଚଳରେ ଅନୁ୍କୂଲ ପ୍ରାକୃତିକ ପରିବେଶ ଓ ଜଳବାୟୁ, ଜଳର ସୁଲଭତା, ଉପଯୁକ୍ତ ଭୂମି, ଉର୍ବର ମୃତ୍ତିକା, ବ୍ୟବସାୟ, ବାଣିଜ୍ୟ, ଗମନାଗମନ ଓ ସେବକେନ୍ଦ୍ର ରହିଥାଏ ସେଠାରେ —- ଜନବସତି ଦେଖାଯାଏ ?
A. ସ୍ଥାୟୀ ଜନବସତି
B. ଅସ୍ଥାୟୀ ଜନବସତି
C. ନଗର ଜନବସତି
D. କୌଣସିଟି ନୁହେଁ
Ans :A. ସ୍ଥାୟୀ ଜନବସତି
8. ଗ୍ରାମ୍ୟ ଜନବସତିରେ ଗ୍ରାମର ଘରଗୁଡିକ ପରସ୍ପର ସହ ଲାଗଲାଗି ହୋଇ ରହିଥିଲେ ତାକୁ —— ଜନବସତି କୁହାଯାଏ ?
A.ସଘନ ଗ୍ରାମ୍ୟ ଜନବସତି
B. ଅପଖଣ୍ଡିତ ଗ୍ରାମ୍ୟ ଜନବସତି
C. ସକେନ୍ଦ୍ରିକ ଜନବସତି
D. କୌଣସିଟି ନୁହେଁ
Ans : A.ସଘନ ଗ୍ରାମ୍ୟ ଜନବସତି
9. ଘରଗୁଡିକ ଅଲଗା ଅଲଗା ହୋଇ ରହିଥିଲେ ତାକୁ —- ଜନବସତି କୁହାଯାଏ ?
A.ସଘନ ଗ୍ରାମ୍ୟ ଜନବସତି
B. ଅପଖଣ୍ଡିତ ଗ୍ରାମ୍ୟ ଜନବସତି
C. ସକେନ୍ଦ୍ରିକ ଜନବସତି
D. କୌଣସିଟି ନୁହେଁ
Ans :B. ଅପଖଣ୍ଡିତ ଗ୍ରାମ୍ୟ ଜନବସତି
10. କୌଣସି ଅଞ୍ଚଳରେ ଗ୍ରାମଗୁଡିକୁ ପରସ୍ପର ସହିତ ଲାଗଲାଗି ହୋଇ ରହିଥିଲେ ତାକୁ —-ଜନବସତି କୁହାଯାଏ ?
A. ରୈଖିକ ଜନବସତି
B. ବିକ୍ଷିପ୍ତ ଜନବସତି
C. ସକେନ୍ଦ୍ରିକ ଜନବସତି
D. କୌଣସିଟି ନୁହେଁ
Ans :C. ସକେନ୍ଦ୍ରିକ ଜନବସତି
11. ଅଲଗା ଅଲଗା ହୋଇ ଦୂରରେ ଅବସ୍ଥିତ ଗ୍ରାମଗୁଡିକୁ ———–ଜନବସତି କୁହାଯାଏ ?
A. ରୈଖିକ ଜନବସତି
B. ବିକ୍ଷିପ୍ତ ଜନବସତି
C. ସକେନ୍ଦ୍ରିକ ଜନବସତି
D. କୌଣସିଟି ନୁହେଁ
Ans :B. ବିକ୍ଷିପ୍ତ ଜନବସତି
12. ରାସ୍ତାର ଉଭୟ ପାର୍ଶ୍ୱରେ ଘରଗୁଡିକ ଧାଡି ଧାଡି ହୋଇ ରହିଥିଲେ ତାକୁ ———– ଜନବସତି କୁହାଯାଏ ?
A. ରୈଖିକ ଜନବସତି
B. ବିକ୍ଷିପ୍ତ ଜନବସତି
C. ସକେନ୍ଦ୍ରିକ ଜନବସତି
D. କୌଣସିଟି ନୁହେଁ
Ans :A. ରୈଖିକ ଜନବସତି
13. ଜନସଂଖ୍ୟା ଏକଲକ୍ଷରୁ ଅଧିକ ହେଲେ ସେହି ସହରକୁ —– କୁହାଯାଏ ?
A. ନଗର
B. ରାଜ୍ୟ
C. ପରିସର
D ଦେଶ
Ans :A. ନଗର
14. କୌଣସି ଦେଶର ଏକ ନିର୍ଦିଷ୍ଟ ସମୟରେ ବାସ କରୁଥିବା ଲୋକମାନଙ୍କୁ ସେହି ଦେଶର —- କୁହାଯାଏ ?
A. ଘନତ୍ଵ
B. ଆୟତନ
C. ପରିସୀମା
D. ଜନସଂଖ୍ୟା
Ans :D. ଜନସଂଖ୍ୟା
15. ଦେଶର ମୋଟ ଜନସଂଖ୍ୟା କୁ ତାର କ୍ଷେତ୍ରଫଳ ଦ୍ୱାରା ଭାଗକଲେ ପ୍ରତି ବର୍ଗ କିଲୋମିଟରରେ ବାସ କରୁଥିବା ହାରାହାରି ଜନସଂଖ୍ୟା କୁ ସେହି ଦେଶର ଜନ ସଂଖ୍ୟର —- କୁହାଯାଏ ?
A. ଘନତ୍ଵ
B. ଆୟତନ
C. ପରିସୀମା
D. କୌଣସିଟି ନୁହେଁ
Ans :A. ଘନତ୍ଵ
16. ଚୀନ, ଭାରତ, ଜାପାନ, କୋରିଆ, ଫ୍ରାନ୍ସ, ଜର୍ମାନୀ, ଗ୍ରେଟ ବ୍ରିଟେନ, ବେଲଜିୟମ ଆଦି ଦେଶଗୁଡ଼ିକ ପୃଥିବୀର —– ଦେଶ ?
A. ଜନବହୁଳ
B. ଜନବିରଳ
C. ଜନଶୂନ୍ୟ
D. କୌଣସିଟି ନୁହେଁ
Ans :A. ଜନବହୁଳ
17. ବିଭିନ୍ନ ସାମଗ୍ରୀ କିମ୍ବା ଯାତ୍ରୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନେବା ଆଣିଵା ପ୍ରକ୍ରିୟାକୁ —– କୁହାଯାଏ ?
A. ଯାନ ଵା ବାହାନ
B. ପରିବହନ
C. ଗମନାଗମନ
D. ଯୋଗାଯୋଗ
Ans :. ପରିବହନ
18. ଯାହାଦ୍ୱାରା ବହନ କାର୍ଯ୍ୟ କରାଯାଏ ତାହାକୁ —- କୁହାଯାଏ ?
A. ଯାନ ଵା ବାହାନ
B. ପରିବହନ
C. ଗମନାଗମନ
D. ଯୋଗାଯୋଗ
Ans :A. ଯାନ ଵା ବାହାନ
19. ଯାନବାହାନ ବିଭିନ୍ନ ପ୍ରକାରର ପାଠ ମଧ୍ୟଦେଇ ପରିବହନ ପ୍ରକ୍ରିୟା ସାଧନ କରିଥାଏ ତାହାକୁ —— ପଥ କୁହାଯାଏ?
A. ଯାନବାହାନ
B. ପରିବହନ
C. ଗମନାଗମନ
D. ଯୋଗାଯୋଗ
Ans :B. ପରିବହନ
20. ଦକ୍ଷିଣ ଆମେରିକାର ଆଣ୍ଡିଜ ପାର୍ବତ୍ୟଞ୍ଚଳରେ ଲମା, ହିମାଳୟ ପାର୍ବତ୍ୟାଂଚଳରେ ଖଚର ଓ ତିଦ୍ଧତ ଅଞ୍ଚଳରେ —– କୁ ଭାରବାହି ପଶୁରୂପେ ବ୍ୟବହାର କରାଯାଉଛି ?
A . ଓଟ
B. ମୟୂର
C. ଚମରି ଗାଈ
D. ହାତୀ
Ans :C. ଚମରି ଗାଈ
21. ଓଟ ମରୁଭୂମିରେ ପରିବହନର ଏକ ପ୍ରଧାନ ମାଧ୍ୟମ ରୂପେ କାର୍ଯ୍ୟକରେ। ତେଣୁ ଓଟକୁ —– ବୋଲି କୁହାଯାଏ ?
A. ମାର୍ଗ
B. ଜାହାଜ
C. ଉଦ୍ଭିଦ
D. କୌଣସିଟି ନୁହେଁ
Ans :B. ଜାହାଜ
22. ଥାଇଲାଣ୍ଡ ଅଧିବାସୀମାନେ —- କୁ ଉଭୟ ଗମନାଗମନ ଓ ପରିବହନ କାର୍ଯ୍ୟରେ ବ୍ୟବହାର କରନ୍ତି?
A . ଓଟ
B. ମୟୂର
C. ବାଘ
D. ହାତୀ
Ans:D. ହାତୀ
23. —— ପ୍ରକାରର ପରିବହନ ବ୍ୟବସ୍ଥା ଦେଖାଯାଏ ?
A. ଏକ
B. ଦୁଇ
C. ତିନି
D. ଚାରି
Ans : C. ତିନି
24. —- କୁ ମରୁଭୂମିର ଜାହାଜ କୁହାଯାଏ ?
A. ଓଟ
B. ମୟୂର
C. ବାଘ
D. ହାତୀ
Ans :A. ଓଟ
25. ଚୀନର ତିଦ୍ଧତ ମାଳଭୂମିରେ ସମୁଦ୍ରପତନଠାରୁ —– ମିଟର ଉଚ୍ଚରେ ଜିଂଜିୟଂଠାରୁ ଲାସା ପର୍ଯ୍ୟନ୍ତ ଟ୍ରେନ ଯାତାୟାତ କରେ ?
A. 4000
B. 5000
C. 2000
D. 1200
Ans :A. 4000
26. ଜନଗହଳି ପୂର୍ଣ୍ଣ ଅଞ୍ଚଳ ଗୁଡିକରେ ସଦକର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବାପାଇଁ ଭୂନିମ୍ନ ରେ କେତେକ ସଡ଼କ ନିର୍ମାଣ କରାଯାଇଥାଏ ତାହାକୁ —- କୁହାଯାଏ ?
A. କାଚ ସଡ଼କ
B. ପକ୍କା ସଡ଼କ
C. ଭୂତଳ ସଡ଼କ
D. କୌଣସିଟି ନୁହେଁ
Ans :C. ଭୂତଳ ସଡ଼କ
27. ଭାରତର ରେଳପଥ —- ମହାଦେଶରେ ବୃହତ୍ତର?
A. ଏସିଆ
B. ଆଫ୍ରିକା
C. ଜାପାନ
D. ନିୟୁଜଲାଣ୍ଡ
Ans :A. ଏସିଆ
28. ପୃଥିବୀର ଚତୁର୍ଥ ବୃହତ୍ତମ ରେଳପଥ କିଏ ?
A ଭାରତର
B ଜାପାନର
C କାନାଡ଼ା
D. ୟୁରୋପ
Ans : ଭାରତର
29. ଭାରତରେ —- ମସିହାରେ ମୁମ୍ବାଇଠାରୁ ଥାନେ ପର୍ଯ୍ୟନ୍ତ ପ୍ରାୟ 34 କି. ମି. ଦର୍ଘ୍ୟ ବିଶିଷ୍ଠ ରେଳପଥ ଉପରେ ପ୍ରଥମେ ରେଳଗାଡ଼ି ଚାଲି ରେଳ ପରିବହନ ଶୁଭରମ୍ଭ କରିଥିଲା ?
A . 1936
B. 1853
C. 1866
D. 1972
Ans :B. 1853
30. ଆମ ଦେଶରେ — ଗେଜେ ବିଶିଷ୍ଟ ରେଳପଥ ରହିଛି ?
A . ଏକ
B. ଦୁଇ
C. ତିନି
D. ଚାରି
Ans : C. ତିନି
31. ଦେଶର ସମୁଦାୟ ରେଳପଥକୁ —— ଟି ମଣ୍ଡଳରେ ବିଭକ୍ତ କରାଯାଇଛି ?
A. ଏକ
B. ବାଇଶି
C. ତିନି
D. ଷୋହଲ
Ans :D. ଷୋହଲ
32. —– ର ଟ୍ରନ୍ସସାଇବେରିଆ ରେଳପଥ ପୃଥିବୀର ଦୀର୍ଘତମ ରେଳପଥ ଅଟେ ?
A. ଋଷିଆର
B. ଜାପାନ
C. କାନାଡ଼ା
D. ଉଇରୋପ
Ans :A. ଋଷିଆର
33. ଆମ ଦେଶର କୋଲକାତା ଓ ଦିଲ୍ଲୀରେ —– ସାହାଯ୍ୟରେ ପରିବହନ ବ୍ୟବସ୍ଥା କାର୍ଯ୍ୟ କରୁଛି ?
A. ବସ
B. ରେଳ
C. ମେଟ୍ରୋରେଳ
D. ଜାହାଜ
Ans :C. ମେଟ୍ରୋରେଳ
34. ଆମ ରାଜ୍ୟର —- ଏକ ମୁଖ୍ୟ ବନ୍ଦର ?
A. ପାରାଦ୍ୱୀପ
D. ଗୋପାଳପୁର
C. ଧାମରା
D. ଚାନ୍ଦବାଲି
Ans :A. ପାରାଦ୍ୱୀପ
35. ଭାରତର ସାମୁଦ୍ରିକ ବହିବାଣିଜ୍ୟ କାରବାର ମୁଖ୍ୟତଃ —- ଟି ସମୁଦ୍ରପଥ ମଧରେ କରାଯାଇଥାଏ ?
A. ଏକ
B. ଦୁଇ
C. ତିନି
D. ଚାରି
Ans :D. ଚାରି
36. ଉଇରୋପ ମହାଦେଶର ଦେଶଗୁଡ଼ିକ ସହିତ —– ପଥ ମଧ୍ୟ୍ୟଦେଇ ଭାରତର ବାଣିଜ୍ୟ କରିଥାଏ ?
A.ସୁଏଜ କେନାଲ ପଥ
B.ଉତ୍ତମଶା ଅନ୍ତରୀପ ପଥ
C. ସିଙ୍ଗାପୁର ପଥ
D.ଅଷ୍ଟ୍ରେଲିଆ ପଥ
Ans : A.ସୁଏଜ କେନାଲ ପଥ
37. ପଶ୍ଚିମ ଆଫ୍ରିକୀୟ ଦେଶ ଓ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକ ସହିତ —- ପଥ ମଧ୍ୟ ଦେଇ ଭାରତର ବାଣିଜ୍ୟ କରିଥାଏ ?
A.ସୁଏଜ କେନାଲ ପଥ
B.ଉତ୍ତମଶା ଅନ୍ତରୀପ ପଥ
C. ସିଙ୍ଗାପୁର ପଥ
D.ଅଷ୍ଟ୍ରେଲିଆ ପଥ
Ans : B.ଉତ୍ତମଶା ଅନ୍ତରୀପ ପଥ
38. ଦକ୍ଷିଣପୂର୍ବ ଏସିଆ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ା ସହିତ —- ପଥ ମଧ୍ୟ ଦେଇ ଭାରତର ବାଣିଜ୍ୟ କରିଥାଏ ?
A.ସୁଏଜ କେନାଲ ପଥ
B.ଉତ୍ତମଶା ଅନ୍ତରୀପ ପଥ
C. ସିଙ୍ଗାପୁର ପଥ
D.ଅଷ୍ଟ୍ରେଲିଆ ପଥ
Ans : C. ସିଙ୍ଗାପୁର ପଥ
39. ଅଷ୍ଟ୍ରଳୀୟ ଓ ନିୟୁଜିଲ୍ୟାଣ୍ଡ ସହିତ —- ପଥ ମଧ୍ୟ ଦେଇ ଭାରତର ବାଣିଜ୍ୟ କରିଥାଏ ?
A.ସୁଏଜ କେନାଲ ପଥ
B.ଉତ୍ତମଶା ଅନ୍ତରୀପ ପଥ
C. ସିଙ୍ଗାପୁର ପଥ
D.ଅଷ୍ଟ୍ରେଲିଆ ପଥ
Ans : D.ଅଷ୍ଟ୍ରେଲିଆ ପଥ
40. ପରିବହନର ସବୁଠାରୁ ଦ୍ରୁତଗାମୀ ମାଧ୍ୟମ —– ପଥ ଅଟେ ?
A. ଜଳପଥ
B. ଆକାଶପଥ
C. ରେଳପଥ
D. କୌଣସିଟି ନୁହେଁ
Ans :B. ଆକାଶପଥ
41. ଆମ ରାଜ୍ୟର ରାଜଧାନୀ —- ରେ ବିଜୁ ପଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ରହିଛି ?
A. କଟକ
B. ଭୁବନେଶ୍ୱର
C. ରାଉରକେଲା
D. ଆମେରିକା
Ans :B. ଭୁବନେଶ୍ୱର
42. ନିକଟରେ ଥିବା ଲୋକଙ୍କ ପାଖକୁ ନଯାଇ ଯେଉଁ ଯେଉଁ ମାଧମ ସହାୟତାରେ ଲୋକେ ପରସ୍ପରର ଖବର ଅନ୍ତର ଵା ଭାବର ଆଦାନ ପ୍ରଦାନ କରିଥାନ୍ତି କିମ୍ବା ବିଭିନ୍ନ ତଥ୍ୟ ସମ୍ବନ୍ଧରେ ଜାଣିବାକୁ ପାଉଥାନ୍ତି ତାହାକୁ —– କୁହାଯାଏ ?
A. ଯାନବାହାନ
B. ପରିବହନ
C. ଗମନାଗମନ
D. ଯୋଗାଯୋଗ
Ans :D. ଯୋଗାଯୋଗ
43. —— ମସିହାରେ ଭାରତରେ ଡାକସେବା କାର୍ଯ୍ୟ ଆରମ୍ଭ ହେଲା ?
A . 1936
B. 1854
C. 1866
D. 1972
Ans :B. 1854
44. ——- ମସିହାରେ ଡାକ୍ତର ଓ ତାର ବିଭାଗକୁ “ଡାକ ବିଭାଗ “ଓ “ଦୂର ସଞ୍ଚାର “ଏପରି ଦୁଇଟି ବିଭାଗରେ ବିଭକ୍ତ କରାଗଲା ?
A . 1936
B. 1984
C. 1866
D. 1972
Ans :B. 1984
45. ଡାକରା ସଠିକ ଓ ଦକ୍ଷ ବିତରଣ ପାଇଁ —– ମସିହାରେ ଆମ ଦେଶରେ ଛ ଅଙ୍କ ବିଶିଷ୍ଠ ଡାକ ପିନ କୋଡ଼ ବ୍ୟବସ୍ଥା ପ୍ରବର୍ତନ କରାଗଲା ?
A . 1936
B. 1957
C. 1866
D. 1972
Ans :. 1972
46. ଆମ ଦେଶର ସର୍ବ ପ୍ରଥମ ସମ୍ବାଦପତ୍ର ନାମ କଣ ଥିଲା ?
A. ବମ୍ବେ ସମାଚାର
B. ଉତ୍କଳ ଦୀପିକା
C. ସମାଜ
D. ପ୍ରଜାତନ୍ତ୍ର
Ans :A. ବମ୍ବେ ସମାଚାର
47. —– ମସିହାରେ ଗୌରୀଶଙ୍କ ରାୟ ସମ୍ପାଦନାରେ ପ୍ରକାଶ ପାଇଲା “ଉତ୍କଳ ଦୀପିକା “?
A . 1936
B. 1957
C. 1866
D. 1972
Ans :C. 1866
48. ଓଡ଼ିଶାର ପ୍ରଥମ ସମ୍ବାଦ ପତ୍ରର ନାମ କଣ ?
A. ବମ୍ବେ ସମାଚାର
B. ଉତ୍କଳ ଦୀପିକା
C. ସମାଜ
D. ପ୍ରଜାତନ୍ତ୍ର
Ans :B. ଉତ୍କଳ ଦୀପିକା
49. ଆମ ଦେଶରେ —- ଟି ଭାଷାରେ ସମ୍ବାଦ ପତ୍ର ପ୍ରକାଶ ପାଇଛି ?
A 34
B. 20
C. 92
D. 12
Ans :C. 92
50. —– ଭାଷାରେ ସର୍ବାଧିକ ସମ୍ବାଦ ପତ୍ର ପ୍ରକାଶ ପାଇଛି ?
A. ଓଡ଼ିଆ
B. ଇଂରାଜୀ
C. ହିନ୍ଦୀ
D. ବଙ୍ଗଳା
Ans :C. ହିନ୍ଦୀ
51. —– ମସିହାରେ ପ୍ରଥମ ଟେଲିଫୋନେ ସେବା ଆରମ୍ଭ ହେଲା ?
A . 1936
B. 1957
C. 1881
D. 1972
Ans :C. 1881
52. ଭାରତରେ —– ମସିହାରେ ରେଡ଼ିଓ କୁ ଭାରତୀୟ ବେତାର କୁହାଗଲା .?
A. 1936
B. 1957
C. 1881
D. 1972
Ans :A. 1936
53. ଭାରତରେ —– ମସିହାରେ ରେଡ଼ିଓ କୁ ଆକାଶବଣୀ ନାମରେ ନାମିତ କରାଗଲା ?
A. 1936
B. 1957
C. 1881
D. 1972
Ans :B. 1957
Check out our other blog post: Class 7 Questions
Class 7 Political Science Chapter 3
Class 7 Political Science Chapter 2
Class 7 Political Science Chapter 1: ଓଡ଼ିଆ ସମ୍ବିଧାନ (Constitution)
Mughal Empire in Class 7 History Chapter 3
Class 7 History Chapter 2: Sultanate Rule in Delhi