Explore Class 7 Geography Chapter 5: ବ୍ୟବହାରିକ ଭୂଗୋଳ (Practical Geography). Understand key concepts, practical applications, and enhance your geographical skills with our detailed guide. Ideal for Class 7 students.
Class 7 Geography Chapter 5 – ବ୍ୟବହାରିକ ଭୂଗୋଳ (Practical Geography)
1. ଭୂଗୋଳ ଲବ୍ଧ ଜ୍ଞାନକୁ ମଣିଷ ଦୈନଦିନ କାର୍ଯ୍ୟକଳାପରେ ପ୍ରୟୋଗ କରିବାର ପଦ୍ଧତିକୁ —– କୁହାଯାଏ ?
A. ବ୍ୟବହାରିକ ଭୂଗୋଳ
B. ପ୍ରଯୁକ୍ତି ବିଦ୍ୟା
C. ବ୍ୟବହାହିକ ବିଦ୍ୟା
D. ବିନିମୟ
Ans :A. ବ୍ୟବହାରିକ ଭୂଗୋଳ
2. —— ଶାସ୍ତ୍ର ଏକ କ୍ଷେତ୍ର ବିଜ୍ଞାନ ?
A. ଭୋଗୋଳ
B. ଗଣିତ
C. ବିଜ୍ଞାନ
D. ଐତିହାସିକ
Ans :A. ଭୋଗୋଳ
3. ତାପମାନ ଯନ୍ତ୍ର ଦ୍ୱାରା —- ତାପମାତ୍ରା ନିର୍ଣ୍ଣୟ କରାଯାଏ ?
A. ପବନ
B ବାୟୁ
C. ବୃଷ୍ଟି
D. ଜଳ
Ans : B.ବାୟୁ
4. —– ଏକକରେ ତାପମାତ୍ରା ପ୍ରକାଶ କରାଯାଏ ?
A. ଡିଗ୍ରୀ
B. ମିଟର
C. ସେଲସିୟସ
D. ସେଣ୍ଟିମିଟର
Ans :A. ଡିଗ୍ରୀ
5. ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବାଷ୍ପରେ ପରିଣତ ହୁଏ ତାକୁ —- କୁହାଯାଏ ?
A. ଗଳନାଙ୍କ
B. ସ୍ଫୁଟନାଙ୍କ
C.ଗଳନ
D. ହିମାଙ୍କ
Ans :B. ସ୍ଫୁଟନାଙ୍କ
6. ଯେଉଁ ଡିଗ୍ରୀ ତାପମାତ୍ରାରେ ଜଳ ବରଫରେ ପରିଣତ ହୁଏ ତାକୁ —- କୁହାଯାଏ ?
A. ଗଳନାଙ୍କ
B. ସ୍ଫୁଟନାଙ୍କ
C.ଗଳନ
D. ହିମାଙ୍କ
Ans :D. ହିମାଙ୍କ
7. —— ପ୍ରକାର ଏକକ ଦ୍ୱାରା ତାପମାତ୍ରା ମପାଯାଇଥାଏ ?
A. ଏକ
B ଦୁଇ
C. ତିନି
D. ଚାରି
Ans :C. ତିନି
8. ଆମ ଶରୀରର ତାପମାତ୍ରା —- ଯନ୍ତ୍ର ଦ୍ୱାରା ମପାଯାଏ ?
A.ଥରମୋମିଟର
B. ବାରୋମିଟର
C. ଥରମୋଗ୍ରାଫ
D. ଉଇଣ୍ଡଭେନ
Ans : A.ଥରମୋମିଟର
9. ସେଲସିୟସ ତାପମାଣଯନ୍ତ୍ରରେ ହିମାଙ୍କ କେତେ ସେଲସିୟସ ?
A. 20°
B. 50 °
C. 0°
D. 100°
Ans :C. 0°
10. ସେଲସିୟସ ତାପମାଣଯନ୍ତ୍ରରେ ସ୍ଫୁଟନାଙ୍କ କେତେ ସେଲସିୟସ ?
A. 20°
B. 50 °
C. 0°
D. 100°
Ans :D. 100°
11. ପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ରମାନଙ୍କରେ ତାପମାତ୍ରା ରେକର୍ଡ କରିବା ପାଇଁ —– ଯନ୍ତ୍ର ବ୍ୟବହାର କରାଯାଉଛି ?
A.ଥରମୋମିଟର
B. ବାରୋମିଟର
C. ଥରମୋଗ୍ରାଫ
D. ଉଇଣ୍ଡଭେନ
Ans :C. ଥରମୋଗ୍ରାଫ
12. —— ଯନ୍ତ୍ର ଦ୍ୱାରା ବାୟୁଚାପ ନିର୍ଣ୍ଣୟ କରାଯାଏ ?
A.ଅନିମୋମିଟର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡଭେନ
Ans :B. ବାରୋମିଟର
13.—–ଯନ୍ତ୍ର ଦ୍ୱାରା ପବନର ଦିଗ ନିର୍ଣ୍ଣୟ କରାଯାଏ ?
A.ଅନିମୋମିଟର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡଭେନ
Ans :D. ଉଇଣ୍ଡଭେନ
14. ପବନର ବେଗମାପିବା ପାଇଁ —– ଯନ୍ତ୍ର ବ୍ୟବହାର କରାଯାଏ ?
A.ଅନିମୋମିଟର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡୋଭେନ
Ans : A.ଅନିମୋମିଟର
15. —— ଯନ୍ତ୍ରରେ ଦୁଇଟି ଵା ଚାରିଟି ଅର୍ଦ୍ଧଗୋଲାକାର ଧାତବ କପ ରହିଥାଏ ?
A.ଅନିମୋମିଟର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡୋଭେନ
Ans : A.ଅନିମୋମିଟର
16. ରାସାୟନିକ ହାଇଗ୍ରୋମିଟର ଓ ବୈଦ୍ୟୁତିକ ହାଇଗ୍ରୋମିଟର ଦ୍ୱାରା —- ମପାଯାଏ?
A . ଅପେକ୍ଷିକା ଆଦ୍ରତା
B. ବେଗ
C. ବାୟୁର ଉଚ୍ଚତା
D. ବାୟୁର ଦିଗ
Ans :A. ଅପେକ୍ଷିକା ଆଦ୍ରତା
17. —– ଯନ୍ତ୍ର ଦ୍ୱାରା ବାୟୁର ଅପେକ୍ଷିକ ଆଦ୍ରତା ମପାଯାଏ ?
A. ବୃଷ୍ଟିମାପକ ଯନ୍ତ୍ର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡୋଭେନ
Ans :C. ହାଇଗ୍ରୋମିଟର
18. ଏକ ନିର୍ଦିଷ୍ଟ ତାପମାତ୍ରାରେ ବାୟୁରେ ଥିବା ଜଳୀୟବାଷ୍ପର ପରିମାଣ ତଥା ସେହି ତାପମାତ୍ରାରେ ବାୟୁର ଜଳୀୟବାଷ୍ପ ଧାରଣ କ୍ଷମତାର ଅନୁପାତକୁ ଶତାଂଶରେ ପ୍ରକାଶ କରିବାକୁ ବାୟୁର —– କୁହାଯାଏ ?
A. ଅପେକ୍ଷିକା ଆଦ୍ରତା
B. ବେଗ
C. ବାୟୁର ଉଚ୍ଚତା
D. ବାୟୁର ଦିଗ
Ans :A. ଅପେକ୍ଷିକା ଆଦ୍ରତା
19. ବୃଷ୍ଟିର ପରିମାଣକୁ —– ଯନ୍ତ୍ର ସାହାଯ୍ୟରେ ମପାଯାଏ ?
A. ବୃଷ୍ଟିମାପକ ଯନ୍ତ୍ର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡୋଭେନ
Ans :A. ବୃଷ୍ଟିମାପକ ଯନ୍ତ୍ର
21. ଖୋଲାପଡିଆରେ —- ଯନ୍ତ୍ର ରଖାଯାଏ ?
A. ବୃଷ୍ଟିମାପକ ଯନ୍ତ୍ର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡୋଭେନ
Ans :A. ବୃଷ୍ଟିମାପକ ଯନ୍ତ୍ର
20. —- ଯନ୍ତ୍ରଟି 12.5 ସେ. ମି. ରୁ 20 ସେ. ମି ବ୍ୟସବିଶିଷ୍ଟ ଏକ ତମ୍ବା ସିଲିଣ୍ଡର ?
A. ବୃଷ୍ଟିମାପକ ଯନ୍ତ୍ର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡୋଭେନ
Ans :A. ବୃଷ୍ଟିମାପକ ଯନ୍ତ୍ର
21. ଖୋଲାପଡିଆରେ —- ଯନ୍ତ୍ର ରଖାଯାଏ ?
A. ବୃଷ୍ଟିମାପକ ଯନ୍ତ୍ର
B. ବାରୋମିଟର
C. ହାଇଗ୍ରୋମିଟର
D. ଉଇଣ୍ଡୋଭେନ
Ans :A. ବୃଷ୍ଟିମାପକ ଯନ୍ତ୍ର
22. ବୃଷ୍ଟିମପକ ଯନ୍ତ୍ର ମାଟି ତଳକୁ —- ସେ. ମି. ଉଚ୍ଚତାରେ ରହିଥାଏ ?
A. 20
B.34
C. 30
D. 12
Ans :C. 30
23. ନିକଟ ଅତୀତ ଓ ବର୍ତ୍ତମାନ ପାଗ ଅବସ୍ଥାକୁ ବିଶ୍ଳେଷଣ କରି ଭବିଷ୍ୟତ ପାଗର ଯେଉଁ ପୂର୍ବାନୁମାନ କରାଯାଏ ତାକୁ —- କୁହାଯାଏ ?
A . ସ୍ୱଳ୍ପକାଳୀନ
B. ଦୀର୍ଘକାଳୀନ
C. ବର୍ତ୍ତମାନିକ
D. ପାଗ ଭାବସୂଚନା
Ans:D. ପାଗ ଭାବସୂଚନା
24. ପାଗ ଭାବିସୂଚନା କୁ —- ଭାଗରେ ବିଭକ୍ତ କରାଯାଇଛି ?
A. ଏକ
B ଦୁଇ
C. ତିନି
D. ଚାରି
Ans :C. ତିନି
25. —- ଭାବିସୂଚନା ଦ୍ୱାରା ଅତି କମ ସମୟରେ ଅର୍ଥାତ 6 ଘଣ୍ଟାରୁ 24 ଘଣ୍ଟା ମଧ୍ୟରେ ଘଟିବାକୁ ଯାଉଥିବା ପାଗ ସମ୍ୱନ୍ଧରେ ସୂଚନା ଦିଆଯାଇଥାଏ ?
A . ସ୍ୱଳ୍ପକାଳୀନ
B. ଦୀର୍ଘକାଳୀନ
C. ବର୍ତ୍ତମାନିକ
D. ଭାବସୂଚନା
Ans :C. ବର୍ତ୍ତମାନିକ
26. —–ଭାବିସୂଚନା 72 ଘଣ୍ଟା ପାଇଁ ପ୍ରତିଦିନ 2 ଥର ଲେଖାଏଁ ଦିଆଯାଇଥାଏ ?
A . ସ୍ୱଳ୍ପକାଳୀନ
B. ଦୀର୍ଘକାଳୀନ
C. ବର୍ତ୍ତମାନିକ
D. ଭାବସୂଚନା
Ans :A . ସ୍ୱଳ୍ପକାଳୀନ
27. ——ଭାବିସୂଚନା ଝଡବାତ୍ୟା, ଅତ୍ୟଧିକ ବୃଷ୍ଟିପାତ, ହିମପାତ, ଶିଶିରପାତ ଇତ୍ୟାଦି ବିଷୟରେ ସୂଚନା ଦିଏ ?
A. ସ୍ୱଳ୍ପକାଳୀନ
B. ଦୀର୍ଘକାଳୀନ
C. ବର୍ତ୍ତମାନିକ
D. ଭାବସୂଚନା
Ans :B. ଦୀର୍ଘକାଳୀନ
28. ଆମ ରାଜ୍ୟରେ ପ୍ରଚଳିତ ପଞ୍ଜିକାରେ ଗ୍ରହନକ୍ଷତ୍ର ଆଦିର ଅବସ୍ଥିତି ତଥା ସମ୍ୱନ୍ଧକୁ ବିଚାରକୁ ନେଇ —– ପାଗର ଭାବୀ ସୂଚନା ଦିଆଯାଇଥାଏ ?
A. ସ୍ୱଳ୍ପକାଳୀନ
B. ଦୀର୍ଘକାଳୀନ
C. ବର୍ତ୍ତମାନିକ
D. ଭାବସୂଚନା
Ans :B. ଦୀର୍ଘକାଳୀନ
29. ନିକଟବର୍ତ୍ତୀ ସମପ୍ରୟ ଭୂମିରୁ ହଠାତ ଉପରକୁ ଉଠିଥିବା ଭୂମିରୂପକୁ —— କୁହାଯାଏ ?
A . ପର୍ବତ ଵା ପାହାଡ଼
B. ମାଳଭୂମି
C. ଉପତ୍ୟକା
D. ମରୁଭୂମ
Ans :A . ପର୍ବତ ଵା ପାହାଡ଼
30. ସମପ୍ରୟ ଭୂମିର ଭୂମିରୂପର ଉଚ୍ଚତା 300 ମିଟର ରୁ କମ ହେଲେ ତାକୁ —- କୁହାଯାଏ ?
A . ପର୍ବତ
B. ମାଳଭୂମି
C. ଉପତ୍ୟକା
D. ପାହାଡ଼
Ans :D. ପାହାଡ଼
31. ସମପ୍ରୟ ଭୂମିର ଭୂମିରୂପର ଉଚ୍ଚତା 300 ମିଟର ରୁ ଅଧିକ ହେଲେ ତାକୁ —- କୁହାଯାଏ ?
A . ପର୍ବତ
B. ମାଳଭୂମି
C. ଉପତ୍ୟକା
D. ପାହାଡ଼
Ans :A . ପର୍ବତ
32. ସମୁଦ୍ରପତନରୁ ବହୁ ଉଚ୍ଚରେ ଥିବା ବିସ୍ତୃତ ସମପ୍ରାୟ ଭୂମିକୁ —- କୁହାଯାଏ ?
A . U ଉପତ୍ୟକା
B. ମାଳଭୂମି
C. ଉପତ୍ୟକା
D. ମରୁଭୂମି
Ans :B. ମାଳଭୂମି
33. ଦୁଇଟି ପାଖାପାଖି ଉଚ୍ଚଭୂମି ମଧ୍ୟବର୍ତ୍ତୀ ନିମ୍ନଭୂମିକୁ —- କୁହାଯାଏ ?
A . U ଉପତ୍ୟକା
B. v ଉପତ୍ୟକା
C. ଉପତ୍ୟକା
D. ମରୁଭୂମି
Ans :C. ଉପତ୍ୟକା
34. “U ” ଆକୃତିର ଦେଖାଯାଉଥିବା ଉପତ୍ୟକାକୁ — କୁହାଯାଏ?
A. U ଉପତ୍ୟକା
B. v ଉପତ୍ୟକା
C. ଉପତ୍ୟକା
D. ମରୁଭୂମି
Ans :A. U ଉପତ୍ୟକା
35.” V” ଆକୃତିର ଦେଖାଯାଉଥିବା ଉପତ୍ୟକାକୁ — କୁହାଯାଏ?
A. U ଉପତ୍ୟକା
B. v ଉପତ୍ୟକା
C. ଉପତ୍ୟକା
D. ମରୁଭୂମି
Ans :B. v ଉପତ୍ୟକା
36. “U ” ଉପତ୍ୟକା —– ଦ୍ୱାରା ସୃଷ୍ଟି ହୋଇଥାଏ ?
A. ନଦୀ
B. ହିମବାହ
C. ପବନ
D. ନଦୀସ୍ରୋତ
Ans :B. ହିମବାହ
37. .” V” ଉପତ୍ୟକା —– ଦ୍ୱାରା ସୃଷ୍ଟି ହୋଇଥାଏ ?
A. ନଦୀ
B. ହିମବାହ
C. ପବନ
D. ନଦୀସ୍ରୋତ
Ans :A. ନଦୀ
38. କୌଣସି ପାର୍ବତ୍ମଳର ଶିଖର ମଧ୍ୟବର୍ତ୍ତୀ ଅପେକ୍ଷାକୃତ ନିମ୍ନଭୂମି ଦେଇ ବ୍ୟବହୃତ ଯାତାୟାତପଥକୁ —- କୁହାଯାଏ ?
A. ରଙ୍ଗ ପରସ୍ତିକରଣ
B. ସମୋଚ୍ଚରେଖା
C. ଗିରିପଥ
D. ମାଳଭୂମି
Ans :C. ଗିରିପଥ
39. ରଙ୍ଗର ଘନତ୍ଵ ହ୍ରାସବୃଦ୍ଧିଦ୍ୱାରା ବିଭିନ୍ନ ପ୍ରଦର୍ଶନ ପଦ୍ଧତିକୁ —– କୁହାଯାଏ ?
A. ରଙ୍ଗ ପରସ୍ତିକରଣ
B. ସମୋଚ୍ଚରେଖା
C. ଗିରିପଥ
D. ମାଳଭୂମି
Ans :A. ରଙ୍ଗ ପରସ୍ତିକରଣ
40. ସମୁଦ୍ରପଟନଠାରୁ ସମାନ ଉଚ୍ଚତାରେ ଥିବା ସ୍ଥାନଗୁଡିକୁ ମାନଚିତ୍ରରେ ଯେଗକରୁଥିବା ରେଖାକୁ —— କୁହାଯାଏ ?
A. ରଙ୍ଗ ପରସ୍ତିକରଣ
B. ସମୋଚ୍ଚରେଖା
C. ଗିରିପଥ
D. ମାଳଭୂମି
Ans :B. ସମୋଚ୍ଚରେଖା