Class 7 Geography Chapter 4

Class 7 Geography Chapter 4

Facebook
Telegram
WhatsApp
LinkedIn

Explore the fascinating world of the biosphere in Class 7 Geography Chapter 4. This comprehensive guide teaches about the interactions between living organisms and their environments. Perfect for students and educators.

Class 7 Geography Chapter 4 : ଜୈବମଣ୍ଡଳ (Biosphere)

1. ପ୍ରାକୃତିକ ପରିବେଶକୁ —- ଭାଗରେ ବିଭକ୍ତ କରାଯାଇଛି ?
A. ଏକ
B. ଦୁଇ
C. ତିନି
D. ଚାରି
Ans :B. ଦୁଇ

2. ଜୀବଜଗତ —- ମଣ୍ଡଳର ଅନ୍ତର୍ଭୁକ୍ତ ?
A. ଅଶ୍ମମଣ୍ଡଳ
B. ବାୟୁମଣ୍ଡଳ
C. ଜୈବମଣ୍ଡଳ
D. ବାରିମଣ୍ଡଳ
Ans :C. ଜୈବମଣ୍ଡଳ

3. —– ପ୍ରାକୃତିକ ପରିବେଶର ଏକ ମୁଖ୍ୟ ଉପାଦାନ ?
A. ଅରଣ୍ୟ
B. ଜଳ
C. ମୃତ୍ତିକା
D. ପୃଥିବୀ
Ans :C. ମୃତ୍ତିକା

4. ଏକ ସେ. ମି ବହଳର ମୃତ୍ତିକା ସୃଷ୍ଟି ପାଇଁ —– ବର୍ଷ ଲାଗିଥାଏ ?
A. ଏକ ଦିନ
B. ଚାରିଦିନ
C. ଶହଶହ
D. ହଜାରହଜାର
Ans :C. ଶହଶହ

5. ——- କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥର ସମାହାର ?
A ଅରଣ୍ୟ
B. ଜଳ
C. ମୃତ୍ତିକା
D. ପୃଥିବୀ
Ans :C. ମୃତ୍ତିକା

6. ମୃତ୍ତିକାରେ ଜୈବାଂଶ କମ ଥିଲେ ତାହା —– ରଙ୍ଗର ଦେଖାଯାଏ ?
A. ନୀଳ
B. ଗାଡ଼
C. ଧଳା
D. ଲାଳ
Ans :C. ଧଳା

7. ମୃତ୍ତିକାରେ ଜୈବାଂଶ ଅଧିକ ଥିଲେ ତାହା —– ରଙ୍ଗର ଦେଖାଯାଏ ?
A. ନୀଳ
B. ଗାଡ଼
C. ମାଟିଆ
D. ଲାଳ
Ans :B. ଗାଡ଼

8. ମୃତ୍ତିକାରେ ମୁଖ୍ୟତଃ —— ଟି ଆକାରର ଶିଳାରେଣୁ ରହିଥାଏ ?
A. ଏକ
B. ଦୁଇ
C. ତିନି
D. ଚାରି
Ans : D. ଚାରି

9. ବାଲି, ପଟୁ, କର୍ଦମର ସୁଷମ ମିଶ୍ରଣରେ —— ମାଟି ସୃଷ୍ଟି ହୁଏ ?
A . କାଦୁଆ
B. ବାଲିଆ
C. ଦୋରସା
D. ଲାଲମାଟି
Ans :C. ଦୋରସା

10. ମୃତ୍ତିକାରେ ବାଲିର ପରିମାଣ ଅଧିକ ରହିଲେ ତାହାକୁ —– କୁହାଯାଏ?
A. କାଦୁଆ
B. ବାଲିଆ
C. ଦୋରସା
D. ଲାଲମାଟି
Ans :B. ବାଲିଆ

11. ମୃତ୍ତିକାରେ କର୍ଦମ ପରିମାଣ ଅଧିକ ରହିଲେ ତାହାକୁ —– କୁହାଯାଏ?
A. କାଦୁଆ
B. ବାଲିଆ
C. ଦୋରସା
D. ଲାଲମାଟି
Ans :. କାଦୁଆ

12. ଶିଳା ଚୂର୍ଣ୍ଣି ବିଚର୍ଣ୍ଣ ହୋଇ ସେହିସ୍ଥାନରେ ମୃତ୍ତିକାରେ ପରିଣତ ହେଲେ ତାକୁ —– ମୃତ୍ତିକା କୁହାଯାଏ ?
A. ପରିବାହିତ
B. ଅପସୃତ
C. ଅବଶିଷ୍ଟ
D. କର୍ଦମ
Ans :C. ଅବଶିଷ୍ଟ

13. ଲାଲମାଟି, କଳାମାଟି, ମାଙ୍କଡ଼ମାଟି, ଓ ଜଙ୍ଗଲ ମୃତ୍ତିକା ଆଦି —– ମୃତ୍ତିକାର ଉଦାହରଣ ଅଟେ?
A. ପରିବାହିତ
B. ଅପସୃତ
C. ଅବଶିଷ୍ଟ
D. କର୍ଦମ
Ans :C. ଅବଶିଷ୍ଟ

14. ନଦୀ ହିମବାହ ଦ୍ୱାରା ଅପସୃତ ଶିଳାରେଣୁ ନିମ୍ନଭୂମିରେ ଜମା ହୋଇ ଯେଉଁ ମୃତ୍ତିକା ସୃଷ୍ଟି ହୁଏ ତାହାକୁ —– ମୃତ୍ତିକା କୁହାଯାଏ ?
A. ପରିବାହିତ
B. ଅପସୃତ
C. ଅବଶିଷ୍ଟ
D. କର୍ଦମ
Ans :B. ଅପସୃତ

15. ପଟୁମାଟି, ଲୋଏସ, ଆଦି —– ମୃତ୍ତିକାର ଉଦାହରଣ ଅଟେ?
A. ପରିବାହିତ
B. ଅପସୃତ
C. ଅବଶିଷ୍ଟ
D. କର୍ଦମ
Ans :B. ଅପସୃତ

16. ଜୈବିକ ଓ ଅଜୈବିକ ଉପାଦାନ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶକୁ ——– କୁହାଯାଏ ?
A. ପରିବେଶ
B. ପରିସଂସ୍ଥା
C. ଅରଣ୍ୟ
D. ମରୁଭୂମି
Ans :B. ପରିସଂସ୍ଥା

17. କୌଣସି ବିସ୍ତୃନ ସ୍ଥଳଭାଗ ଓ ଜଳଭାଗ ଅନ୍ତର୍ଗତ ବୃହତ ପରିସଂସ୍ଥାକୁ —— କୁହାଯାଏ ?
A. ପରିବେଶ
B. ପରିସଂସ୍ଥା
C. ଅରଣ୍ୟ
D. ଜୀବଳୀ
Ans :D. ଜୀବଳୀ

18. ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ମହାଦେଶୀୟ ପରିସଂସ୍ଥାକୁ —– ଭାଗରେ ବିଭକ୍ତ କରାଯାଇଛି ?
A. ଏକ
B. ଦୁଇ
C. ତିନି
D. ଚାରି
Ans : C. ତିନି

19. ନିରକ୍ଷବୃତ୍ତର ଉଭୟ ପାର୍ଶ୍ୱରେ 10° ଉତ୍ତର ଓ ଦକ୍ଷିଣ ସମକ୍ଷରେଖା ଅନ୍ତର୍ଗତ ଅଞ୍ଚଳରେ —– ଅରଣ୍ୟ ଦେଖାଯାଏ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. କ୍ରାନ୍ତୀୟ ଚିରହିରିତ
D. ମୌସୁମୀ ଅରଣ୍ୟ
Ans :C. କ୍ରାନ୍ତୀୟ ଚିରହିରିତ

20. କ୍ରାନ୍ତୀୟ ଚିରହିରିତ ଅରଣ୍ୟର ବାର୍ଷିକ ହାରାହାରି ବୃଷ୍ଟିପାତ —– ସେ. ମି. ରୁ ଅଧିକ ହୋଇଥାଏ ?
A. 150 ସେ. ମି.
B. 100-200 ସେ. ମି.
C. 200 ସେ. ମି
D. 400 ସେ. ମି.
Ans :C. 200 ସେ. ମି

21. —– ଅରଣ୍ୟରେ ଆବଲୁସ, ମେହୋଗାନି, ରୋଜଉଡ ଆଇରନ ଉଡ଼, ଭେନିଲା, ଓ ରବର ଜାତୀୟ ବୃକ୍ଷ ଦେଖାଯାଏ ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. କ୍ରାନ୍ତୀୟ ଚିରହିରିତ
D. ମୌସୁମୀ ଅରଣ୍ୟ
Ans :C. କ୍ରାନ୍ତୀୟ ଚିରହିରିତ

22. ପଶ୍ଚିମଘାଟ ପାର୍ବତମାଳାର ପଶ୍ଚିମପାର୍ଶ୍ୱରେ —– ଅରଣ୍ୟ ଦେଖାଯାଏ ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. କ୍ରାନ୍ତୀୟ ଚିରହିରିତ
D. ମୌସୁମୀ ଅରଣ୍ୟ
Ans :C. କ୍ରାନ୍ତୀୟ ଚିରହିରିତ

23. ଉଭୟ ଗୋଲାର୍ଦ୍ଧର ପ୍ରାୟ 5 ° ରୁ 35 ° ଅକ୍ଷଂଶ ମଧ୍ୟରେ —– ଅରଣ୍ୟ ଦେଖାଯାଏ ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. ଜୁଆରିଆ
D. କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ପର୍ଣ୍ଣାମୋଚି
Ans :D. କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ପର୍ଣ୍ଣାମୋଚି

24. କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ପର୍ଣ୍ଣମୋଚି ଅରଣ୍ୟର ହାରାହାରି ବୃଷ୍ଟିପାତ —- ସେ. ମି.?
A. 150 ସେ. ମି.
B. 100-200 ସେ. ମି.
C. 200 ସେ. ମି
D. 400 ସେ. ମି.
Ans :B. 100-200 ସେ. ମି.

25. ପର୍ଣ୍ଣମୋଚି ଅରଣ୍ୟକୁ —- ଅରଣ୍ୟ କୁହାଯାଏ
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. ଜୁଆରିଆ
D. ମୌସୁମୀ ଅରଣ୍ୟ
Ans :D. ମୌସୁମୀ ଅରଣ୍ୟ

26. ଚନ୍ଦନ, ଶାଗୁଆନ, ଶକ୍ତି, ପିଆଶାଳ, ଶିଶୁ, ଅସନ, କୁରୁମ ଆଦି ବୃକ୍ଷ —- ଅରଣ୍ୟରେ ଦେଖାଯାଏ ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. ଜୁଆରିଆ
D. କ୍ରାନ୍ତୀୟ ପର୍ଣ୍ଣାମୋଚି
Ans :D. କ୍ରାନ୍ତୀୟ ପର୍ଣ୍ଣାମୋଚି

27. କ୍ରାନ୍ତି ମଣ୍ଡଳ ଅନ୍ତର୍ଗତ ନଦୀମୁହାଣ ନିକଟବର୍ତ୍ତୀ ଜୁଆର ପାଣି ମାଡୁଥିବା ସନ୍ତସନ୍ତିଆ ଅଞ୍ଚଳରେ ——- ଅରଣ୍ୟ ଦେଖାଯାଏ ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. ଜୁଆରିଆ
D. କ୍ରାନ୍ତୀୟ ପର୍ଣ୍ଣାମୋଚି
Ans :C. ଜୁଆରିଆ

28. ସୁନ୍ଦରୀ, ହେନ୍ତାଳ, ଝାଉଁ, ତାଳ,ନଡ଼ିଆ, ଗୁଆ, ଆଦି —— ଅରଣ୍ୟର ମୁଖ୍ୟ ବୃକ୍ଷ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. ଜୁଆରିଆ
D. ପର୍ଣ୍ଣାମୋଚି
Ans :C. ଜୁଆରିଆ

29. ଉତ୍ତର ଗୋଲାର୍ଦ୍ଧର 50° ରୁ 70° ସମାକ୍ଷରେଖା ମଧ୍ୟବର୍ତ୍ତୀ ଅଞ୍ଚଳରେ —– ଅରଣ୍ୟ ଦେଖାଯାଏ ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. ଜୁଆରିଆ
D. ପର୍ଣ୍ଣାମୋଚି
Ans :A. ସରଳବର୍ଗୀୟ

30. ରୁଷିଆରେ ସରଳବର୍ଗୀୟ ଅରଣ୍ୟକୁ —– କୁହାଯାଏ ?
A . ସାହାରା
B. ସାଭାନା
C. କ୍ରାନ୍ତୀୟ
D. ଟାଇଗା
Ans :D. ଟାଇଗା

31. —– ଅରଣ୍ୟର ବୃକ୍ଷଗୁଡିକ ଶଙ୍କୁ ଆକୃତିର, ଡେଙ୍ଗା, ଓ ନରମ କାଠବିଶିଷ୍ଟ ଏବଂ ପତ୍ର ସରୁ ଓ ତାଳମୁହାଁ ରହିଥାଏ ?
A. ସରଳବର୍ଗୀୟ
B. କ୍ରାନ୍ତୀୟ
C. ଜୁଆରିଆ
D. ପର୍ଣ୍ଣାମୋଚି
Ans :A. ସରଳବର୍ଗୀୟ

32. ଋଷିୟ ଭାଷା ଟାଇଗା ର ଅର୍ଥ କଣ?
A. ବିଶୁଦ୍ଧ
B. ବ୍ୟବହୃତ
C. ଅପରିଷ୍କାର
D. ଖରାପ
Ans :A. ବିଶୁଦ୍ଧ

33. କର୍କଟ ଓ ମକର କ୍ରାନ୍ତି ମଧ୍ୟବର୍ତ୍ତୀ ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ —– ତୃଣଭୂମି ଦେଖାଯାଏ ?
A. ସାହାରା
B. ସାଭାନା
C. କ୍ରାନ୍ତୀୟ
D. ଉପକ୍ରାନ୍ତୀୟ
Ans :C. କ୍ରାନ୍ତୀୟ

34. କ୍ରାନ୍ତୀୟ ତୃଣଭୂମି ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ଘାସର ଉଚ୍ଚତା —- ମିଟର ହୋଇଥାଏ ?
A. 8ମି.
B. 10 ମି
C. 2-3 ମି.
D. 2 ମି
Ans :C. 2-3 ମି.

35. ଆଫ୍ରିକାର —– ଏକ କ୍ରାନ୍ତୀୟ ତୃଣଭୂମି ଅଟେ ?
A. ସାହାରା
B. ସାଭାନା
C. କ୍ରାନ୍ତୀୟ
D. ଉପକ୍ରାନ୍ତୀୟ
Ans :B. ସାଭାନା

36.—- ତୃଣଭୂମିର ଘାସ ଆକାରରେ ଛୋଟ କିନ୍ତୁ ପୁଷ୍ଟିକର ହୋଇଥାଏ ?
A. ସାହାରା
B. ସାଭନ୍ନ
C. କ୍ରାନ୍ତୀୟ
D. ଉପକ୍ରାନ୍ତୀୟ
Ans :D. ଉପକ୍ରାନ୍ତୀୟ

37. କୃଷ୍ଣସାର ଜାତୀୟ ମୃଗ —- ତୃଣଭୂମିରେ ଦେଖାଯାନ୍ତି ?
A. ସାହାରା
B. ସାଭନ୍ନ
C. କ୍ରାନ୍ତୀୟ
D. ଉପକ୍ରାନ୍ତୀୟ
Ans :D. ଉପକ୍ରାନ୍ତୀୟ

38. —- କୁ ପୃଥିବୀର ପଶୁଶାଳା କୁହାଯାଏ ?
A . ସାହାରା
B. ସାଭାନା
C. କ୍ରାନ୍ତୀୟ
D. ଉପକ୍ରାନ୍ତୀୟ
Ans :B. ସାଭାନା

39. —– ଶିକାରୀର ସ୍ୱର୍ଗ ଭାବେ ପରିଚିତ ?
A . ସାହାରା
B. ସାଭାନା
C. କ୍ରାନ୍ତୀୟ
D. ଉପକ୍ରାନ୍ତୀୟ
Ans :B. ସାଭାନା

40. ମରୁ ତଥା ଅର୍ଦ୍ଧମରୁ ଅଞ୍ଚଳରେ ——- ଉଦ୍ଭିଦ ଜନ୍ମିଥାଏ ?
A. ତୁନ୍ଦ୍ରା ଉଦ୍ଭିଦ
B. ମରୁ ଉଦ୍ଭିଦ
C. ନାଗଫେଣୀ
D. କଣ୍ଟାବୁଦା
Ans :D. କଣ୍ଟାବୁଦା

41. ପୃଥିବୀର ବିଭିନ୍ନ ଅଂଶକୁ ଗହମ ଯୋଗାଉଥିବାରୁ —- ତୃଣଭୂମି କୁ ପୃଥିବୀର “ରୁଟିଝୁଡି ” କୁହାଯାଏ ?
A. ସାହାରା
B. ସାଭନ୍ନ
C. କ୍ରାନ୍ତୀୟ
D. ଉପକ୍ରାନ୍ତୀୟ
Ans :D. ଉପକ୍ରାନ୍ତୀୟ

42. ମେରୁ ଅଞ୍ଚଳରେ ମସ, ଲାଇକେନ ଭଳି ଶୈବାଳ ଜାତୀୟ ଛୋଟ ଛୋଟ ଗୁଳ୍ମ ଜନ୍ମେ ତାହାକୁ —- କୁହାଯାଏ ?
A. ତୁନ୍ଦ୍ରା ଉଦ୍ଭିଦ
B. ମରୁ ଉଦ୍ଭିଦ
C. ଜୈବ ଭାରସାମ୍ୟ
D. ତୃଣଭୋଜୀ
Ans :A. ତୁନ୍ଦ୍ରା ଉଦ୍ଭିଦ

43. ଉଦ୍ଭିଦକୁ କଣ କୁହାଯାଏ ?
44. କେତେକ ପ୍ରାଣୀମାନେ ଖାଦ୍ୟ ପାଇଁ ପ୍ରତ୍ୟକ୍ଷ ଭାବେ ଉଦ୍ଭିଦ ଉପରେ ନିର୍ଭର କରନ୍ତି ସେମାନଙ୍କୁ କଣ ପ୍ରାଣୀ କୁହାଯାଏ ?

A. ତୃଣଭୋଜୀ
B. ମାଂସାସୀ
C. ସର୍ବହରୀ
D. କୌଣସିଟି ନୁହେଁ
Ans :A. ତୃଣଭୋଜୀ

45. ଛନ୍ଦା ଛନ୍ଦି ହୋଇ ରହିଥିବା ଖାଦ୍ୟ ଶୃଙ୍ଖଳଗୁଡିକୁ —– କୁହାଯାଏ ?
A . ଶକ୍ତି ପ୍ରବାହ
B. ଶକ୍ତି ସ୍ତର
C ଖାଦ୍ୟ ଜାଲକ
D. ଜୈବ ଭାରସାମ୍ୟ
Ans :C ଖାଦ୍ୟ ଜାଲକ

46. ଉଦ୍ଭିଦରେ ଥିବା ରାସାୟନିକ ଶକ୍ତି ତୃଣଭୋଜୀ ପ୍ରାଣୀ ଗ୍ରହଣ କରି ତୃଣଭୋଜୀ ପ୍ରାଣୀଙ୍କଠାରୁ ରାସାୟନିକ ଶକ୍ତି ମାଂସାସୀ ପ୍ରାଣୀ ଓ ମନ୍ୟୁଷ ପାଖକୁ ଯାଏ ପରିସଂସ୍ଥାରେ ଶକ୍ତିର ସ୍ଥାନାନ୍ତରଣକୁ —- କୁହାଯାଏ ?
A . ଶକ୍ତି ପ୍ରବାହ
B. ଶକ୍ତି ସ୍ତର
C ଖାଦ୍ୟ ଜାଲକ
D. ଜୈବ ଭାରସାମ୍ୟ
Ans :A . ଶକ୍ତି ପ୍ରବାହ

47. ଶବ୍ଦର ତୀବ୍ରତା ମାପିବାର ଏକକ —– ?
A. ସେଣ୍ଟିମିଟର
B. ମିଟର
C. ମିଲିଲିଟର
D. ଡେସିବେଲ
Ans :D. ଡେସିବେଲ

48. ସାଧାରଣ କଥାବାର୍ତ୍ତା ର ଶବ୍ଦ —- ଡେସିବେଲ ?
A. 20
B. 60
C. 105
D. 20-30
Ans :D. 20-30

49. ମୋଟର ସାଇକେଲର ଚଳିଵା ଶକ୍ତି —– ଡେସିବେଲ ?
A. 20
B. 60
C. 105
D. 20-30
Ans :C. 105

50. ବଡ଼ପାଟିରେ କଥାବାର୍ତ୍ତା ର ଶବ୍ଦ —- ଡେସିବେଲ ?
A. 20
B. 60
C. 105
D. 20-30
Ans :B. 60

Check out our other blogpost : Class 7

Class 7 Political Science Chapter 3
Class 7 Political Science Chapter 2  
Class 7 Political Science Chapter 1: ଓଡ଼ିଆ ସମ୍ବିଧାନ (Constitution)
Mughal Empire in Class 7 History Chapter 3
Class 7 History Chapter 2: Sultanate Rule in Delhi

Leave a Comment