Explore Chapter 3 of Class 7 Geography, focusing on ଵାରିମଣ୍ଡଳ (Atmosphere). Understand the composition, structure, and significance of the atmosphere in this comprehensive lesson tailored for Class 7 students.
1. ଆମ ଚତୁଃର୍ଦିଗକୁ ଘେରି ରହିଥିବା ଗ୍ୟାସୀୟ ବଳୟକୁ କଣ କୁହାଯାଏ ?
A. ଅଶ୍ମମଣ୍ଡଳ
B. ବାୟୁମଣ୍ଡଳ
C. ବାରିମଣ୍ଡଳ
D. ଜୈବମଣ୍ଡଳ
Ans :B. ବାୟୁମଣ୍ଡଳ
2. ଆମେ ଶ୍ୱାସକ୍ରିୟାରେ ବାୟୁମଣ୍ଡଳରୁ —– ଗ୍ରହଣ କରୁ ?
A. ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଜବକ୍ଷରଜାନ
D . ଉଦଜାନ
Ans :A. ଅମ୍ଳଜାନ
3. ଯବକ୍ଷୀରଜାନ ଏବଂ ଅମ୍ଳଜାନ କାହାର ମୁଖ୍ୟ ଉପାଦାନ ?
A. ଅଶ୍ମମଣ୍ଡଳ
B. ବାୟୁମଣ୍ଡଳ
C. ବାରିମଣ୍ଡଳ
D. ଜୈବମଣ୍ଡଳ
Ans :B. ବାୟୁମଣ୍ଡଳ
4. ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ଜଳଭାଗର ପ୍ରାୟ ଶତକଡା —– ଭାଗ ଜଳ ମହାସାଗର, ସାଗର, ଓ ହ୍ରଦରେ ରହିଛି ?
A. 97. 2
B. 71
C. 36
D. 2.8
Ans :A. 97. 2
5. ପୃଥିବୀର ସମୁଦାୟ ଜଳର —- ଭାଗ ମଧୁର ଜଳ ?
A. 97
B. 71
C. 36
D. 2.8
Ans :D. 2.8
6. ପ୍ରତିବର୍ଷ —– ତାରିଖ ବିଶ୍ୱ ଜଳଦିବସ ରୂପେ ପାଳିତ ହୁଏ ?
A. ମାର୍ଚ୍ଚ 22
B. ଏପ୍ରିଲ 4
C. ଡେ଼ସିମ୍ବର 5
D. ଜାନୁଆରୀ 12
Ans :A. ମାର୍ଚ୍ଚ 22
7. ପୃଥିବୀ ପୃଷ୍ଠରେ ସମୁଦାୟ ଜଳର ଶତକଡା —– ଭାଗ ମଧୁର ଜଳ ?
A. 97
B. 71
C. 36
D. 2.8
Ans :D. 2.8
8. ଉଚ୍ଚ ପର୍ବତ ଶିଖରରେ ଓ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ରାଶିକୁ ନେଇ ପୃଥିବୀର —— ଗଠିତ ?
A. ଜଳଚକ୍ର
B.ସଂରକ୍ଷଣ
C. ବନ୍ୟା
D. ହିମଟୋପର
Ans :ହିମଟୋପର
9. ବାଷ୍ପୀଭବନ ପ୍ରକ୍ରିୟାରେ ଜଳ ଜଳୀୟବାଷ୍ପରୂପେ ବାୟୁମଣ୍ଡଳରେ ପ୍ରବେଶକରେ ଏହି ଜଳୀୟବାଷ୍ପ ଘନିଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଇ ପୁନର୍ବାର ତାହା ବର୍ଷଣ ପ୍ରକ୍ରିୟା ଦ୍ୱାରା ଭୂପୃଷ୍ଠରେ ଫେରିଆସେ ତାହାକୁ କଣ କୁହାଯାଏ ?
A. ଜଳଚକ୍ର
B. ଜଳସଂରକ୍ଷଣ
C. ବନ୍ୟା
D. ମରୁଡି
Ans :A. ଜଳଚକ୍ର
10. ପୃଥିବୀର —— ମଣ୍ଡଳ ମହାସାଗର, ସାଗର, ହ୍ରଦ, ଆଦିକୁ ନେଇ ଗଠିତ?
A. ଅଶ୍ମମଣ୍ଡଳ
B. ବାୟୁମଣ୍ଡଳ
C. ବାରିମଣ୍ଡଳ
D. ଜୈବମଣ୍ଡଳ
Ans :C. ବାରିମଣ୍ଡଳ
11. ବାରିମଣ୍ଡଳରେ ଥିବା ଜଳରାଶିର ଶତକଡା ପ୍ରାୟ —- ଭାଗ ଜଳ ମହାସାଗର ଲୁଣି ଜଳ ଦ୍ୱାରା ଗଠିତ ?
A. 97
B. 71
C. 36
D. 45
Ans :A. 97
12. ——- ମହାସାଗରଟି ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର ଓ ଭାରତ ମହାସାଗର ର ଦକ୍ଷିଣାଂଶ କୁ ନେଇ ଗଠିତ ହୋଇଥାଏ ?
A. ଭାରତ ମହାସାଗର
B. କୁମେରୁ ମହାସାଗର
C. ସୁମେରୁ ମହାସାଗର
D. ପ୍ରଶାନ୍ତ ମହାସାଗର
Ans :B. କୁମେରୁ ମହାସାଗର
13. ଇସ୍ରାଏଲ ଓ ଯୋଡନାର ସୀମାରେ ଅବସ୍ଥିତ ମରୁସାଗର ପୃଥିବୀର ସବୁଠାରୁ —– ହ୍ରଦ ?
A. କାଷ୍ପୀୟନ
B. ମରୁସାଗର
C. ଚିଲିକା
D. କାଶୀୟନ
Ans :B. ମରୁସାଗର
14. ମେରିଆନା ଖାତର ଗଭୀରତା ପ୍ରାୟ —– କି. ମି. ରୁ ଅଧିକ ?
A. 11
B. 34
C. 12
D. 32
Ans :A. 11
15. —- ମହାସାଗର ପୃଥିବୀର ସର୍ବବୃହତ ମହାସାଗର ?
A. ଭାରତ ମହାସାଗର
B. ଉତ୍ତରମହାସାଗର
C. ସୁମେରୁ ମହାସାଗର
D. ପ୍ରଶାନ୍ତ ମହାସାଗର
Ans :D. *ପ୍ରଶାନ୍ତ ମହାସାଗର
16. ମେରିଆନା ଖାତ —- ମହାସାଗରରେ ଅବସ୍ଥିତ ?
A. ଭାରତ ମହାସାଗର
B. ଉତ୍ତରମହାସାଗର
C. ସୁମେରୁ ମହାସାଗର
D. ପ୍ରଶାନ୍ତ ମହାସାଗର
Ans :D. ପ୍ରଶାନ୍ତ ମହାସାଗର
17. ପ୍ରଶାନ୍ତ ମହାସାଗର ର —— ଦିଗରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅବସ୍ଥିତ ?
A. ପୂର୍ବ
B. ପଶ୍ଚିମ
C. ଦକ୍ଷିଣ
D. ଉତ୍ତର
Ans :A. ପୂର୍ବ
18. ପ୍ରଶାନ୍ତ ମହାସାଗର ର —— ଦିଗରେ ଏସିଆ ଓ ଅଷ୍ଟ୍ରେଲିଆ ଅବସ୍ଥିତ?
A. ପୂର୍ବ
B. ପଶ୍ଚିମ
C. ଦକ୍ଷିଣ
D. ଉତ୍ତର
Ans :B. ପଶ୍ଚିମ
19. ପ୍ରଶାନ୍ତ ମହାସାଗର ର —— ଦିଗରେ ସୁମେରୁ ମହାସାଗର ଅବସ୍ଥିତ ?
A. ପୂର୍ବ
B. ପଶ୍ଚିମ
C. ଦକ୍ଷିଣ
D. ଉତ୍ତର
Ans : D. ଉତ୍ତର
20. —– ମହାସାଗର ପୃଥିବୀର ଦ୍ୱିତୀୟ ବୃହତ୍ତମ ମହାସାଗର ?
A. . ଭାରତ ମହାସାଗର
B. ଉତ୍ତରମହାସାଗର
C. ସୁମେରୁ ମହାସାଗର
D. ଅଟଲାଣ୍ଟିକ ମହାସାଗର
Ans :. ଅଟଲାଣ୍ଟିକ ମହାସାଗର
21. ପୃଥିବୀର ତୃତୀୟ ବୃହତ୍ତମ ମହାସାଗର ନାମ କଣ ?
A. . ଭାରତ ମହାସାଗର
B. ଉତ୍ତରମହାସାଗର
C. ସୁମେରୁ ମହାସାଗର
D. ଦକ୍ଷିଣ ଚୀନ
Ans :ଭାରତ ମହାସାଗର
22. କ୍ଷେତ୍ରଫଳ ଦୃଷ୍ଟିରୁ —– ମହାସାଗର ପୃଥିବୀର ସବୁଠାରୁ ଛୋଟ ମହାସାଗର ?
A. ଭାରତ ମହାସାଗର
B. ଉତ୍ତରମହାସାଗର
C. ସୁମେରୁ ମହାସାଗର
D. ଦକ୍ଷିଣ ଚୀନ
Ans :B. ଉତ୍ତରମହାସାଗର
23. ଉତ୍ତର ମହାସାଗର କୁ —– ମହାସାଗର ମଧ୍ୟ କୁହାଯାଏ ?
A. ଭାରତ ମହାସାଗର
B. ଉତ୍ତରମହାସାଗର
C. ସୁମେରୁ ମହାସାଗର
D. ଦକ୍ଷିଣ ଚୀନ
Ans :C. ସୁମେରୁ ମହାସାଗର
24. ପୃଥିବୀର ସାଗରଗୁଡିକ ମଧ୍ୟରେ — ସାଗର ସବୁଠାରୁ ବଡ ?
A. ଭାରତ ମହାସାଗର
B. ଉତ୍ତରମହାସାଗର
C. କାଷ୍ପୀୟାନ
D. ଦକ୍ଷିଣ ଚୀନ
Ans :D. ଦକ୍ଷିଣ ଚୀନ
25. —— ସାଗର ଏକ ଅନ୍ତଦେର୍ଷୀୟ ହ୍ରଦ ?
A. ଭାରତ ମହାସାଗର
B. ଉତ୍ତରମହାସାଗର
C. କାଷ୍ପୀୟାନ
D. ଦକ୍ଷିଣ ଚୀନ
Ans :C. କାଷ୍ପୀୟାନ
26. ସମୁଦ୍ର କୋଳଠାରୁ କିଛି ଦୂର ପର୍ଯ୍ୟନ୍ତ ମହାଦେଶର ଅଳ୍ପ ଗଡ଼ାଣିଆ ଭୂଭାଗ ଜଳଭିତରେ ବୁଡି ରହିଛି ତାହାକୁ —– କୁହାଯାଏ ?
A. ମହୀଢ଼ାଳୁ
B.ମହିସୋପାନ
C. ଉପଦ୍ବୀପ
D.ଉପସାଗର
Ans :B.ମହିସୋପାନ
27. ଯେଉଁ ସ୍ଥଳଭାଗର ତିନି ପାର୍ଶ୍ୱ ବିଷ୍ଟ୍ରିନ ଜଳଭାଗ ବେଷ୍ଟିତ ତାହାକୁ —- କୁହାଯାଏ ?
A. ମହୀଢ଼ାଳୁ
B. ମହାସାଗର ସମତଳ
C. ଉପଦ୍ବୀପ
D.ଉପସାଗର
Ans :C. ଉପଦ୍ବୀପ
28. ଯେଉଁ ଜଳଭାଗର ତିନି ପାର୍ଶ୍ୱ ବିଷ୍ଟ୍ରିନ ସ୍ଥଳଭାଗ ବେଷ୍ଟିତ ତାହାକୁ —- କୁହାଯାଏ ?
A. ମହୀଢ଼ାଳୁ
B. ମହାସାଗର ସମତଳ
C. ଉପଦ୍ବୀପ
D.ଉପସାଗର
Ans :D.ଉପସାଗର
29. ମହିସୋପାନ ର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇଯାଇ ଗଭୀର ସମୁଦ୍ର ଆଡକୁ ଲମ୍ବିଯାଇଥାଏ। ସମୁଦ୍ର ତଳର ଗଡ଼ାଣିଆ ଅଞ୍ଚଳକୁ —– କୁହାଯାଏ ?
A. ମହୀଢ଼ାଳୁ
B. ମହାସାଗର ସମତଳ
C. ସିନ୍ଧୁମଳ
D. ତରଙ୍ଗ
Ans :A. ମହୀଢ଼ାଳୁ
30. ମହିଢାଲୁର ନିମ୍ନଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟାକୁ —– କୁହାଯାଏ ?
A. ମହୀଢ଼ାଳୁ
B. ମହାସାଗର ସମତଳ
C. ସିନ୍ଧୁମଳ
D. ତରଙ୍ଗ
Ans :. ମହାସାଗର ସମତଳ
31. ସାମୁଦ୍ରିକ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଧ୍ବଂସବଶେଷ ମହାସାଗର ତଳଆଂଶରେ ଜାମହୋଇ ଏକପ୍ରକାର କୋମଳ ପଙ୍କ ସୃଷ୍ଟି ହୁଏ ତାହାକୁ —– କୁହାଯାଏ ?
A . ସୁନାମି
B. ତରଙ୍ଗ ଉଚ୍ଚତା
C. ସିନ୍ଧୁମଳ
D. ତରଙ୍ଗ
Ans :C. ସିନ୍ଧୁମଳ
32. ସୋଡିୟମ କ୍ଲୋରାଇଡ ଏକ — ଅଟେ
A. ତେଲ
B. ଜଳ
C. ଖାଇବା ଲୁଣ
D. ପାଉଁରୁଟି
Ans :C. ଖାଇବା ଲୁଣ
33. ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ଭାଙ୍ଗ ପଡ଼ିଥାଏ ତାହାକୁ —- କୁହାଯାଏ ?
A . ସୁନାମି
B. ତରଙ୍ଗ ଉଚ୍ଚତା
C. ତରଙ୍ଗ ଦର୍ଘ୍ୟ
D. ତରଙ୍ଗ
Ans :D. ତରଙ୍ଗ
34. ପାଖାପାଖି ଅବସ୍ଥିତ ଦୁଇଟି ତରଙ୍ଗର ଶୀର୍ଷ କିମ୍ବା ତରଙ୍ଗ ପାଦର ମଧ୍ୟବର୍ତ୍ତୀ ବ୍ୟବଧାନକୁ —– କୁହାଯାଏ ?
A . ସୁନାମି
B. ତରଙ୍ଗ ଉଚ୍ଚତା
C. ତରଙ୍ଗ ଦର୍ଘ୍ୟ
D. ତରଙ୍ଗ
Ans :C. ତରଙ୍ଗ ଦର୍ଘ୍ୟ
35. ତରଙ୍ଗ ପାଦଠାରୁ ତରଙ୍ଗର ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତାକୁ —- କୁହାଯାଏ?
A . ସୁନାମି
B. ତରଙ୍ଗ ଉଚ୍ଚତା
C. ତରଙ୍ଗ ଦର୍ଘ୍ୟ
D. ତରଙ୍ଗ
Ans :B. ତରଙ୍ଗ ଉଚ୍ଚତା
36. ଭୂଭାଗ ଅଭ୍ୟନ୍ତରରେ ଭୂମିକମ୍ପ ସୃଷ୍ଟି ହୋଇ ସମୁଦ୍ର ଜଳରାଶିରେ କମ୍ପନ ଜାତ କରାଏ ଫଳରେ ସମୁଦ୍ରରେ ବିରାଟ କମ୍ପନ ଜାତହୁଏ ତାହାକୁ କଣ କୁହାଯାଏ ?
A. ସୁନାମି
B. ତରଙ୍ଗ ଉଚ୍ଚତା
C. ତରଙ୍ଗ ଦର୍ଘ୍ୟ
D. ତରଙ୍ଗ
Ans :A. ସୁନାମି
37.ସୁନାମି ତରଙ୍ଗର ଉଚ୍ଚତା ପ୍ରାୟ —– ମିଟର ?
A. 23 ମି.
B. 15 ମି.
C. 56 ମି.
D. 45 ମି.
Ans :B. 15 ମି
38. ସାଗର ଓ ମହାସାଗର ବକ୍ଷରେ ପ୍ରତିଦିନ ନିୟମିତ —– ଥର ଜୁଆର ଓ ଭଟ୍ଟା ହୋଇଥାଏ ?
A. ଥରେ
B. ଦୁଇଥର
C. ତିନିଥର
D. ଚାରିଥର
Ans :. ଦୁଇଥର
39. ଉଭୟ ପୁର୍ଣିମା ଓ ଅମାବାଶ୍ୟ ତିଥିରେ ହେଉଥିବା ଉଚ୍ଚ ଜୁଆରକୁ —- କୁହାଯାଏ ?
A. ଲଘୁଜୁଆର
B. ଗୁରୁଜୁଆର
C. ସାମୁଦ୍ରିକ ସ୍ରୋତ
D. ପ୍ରବାଳସ୍ରୋତ
Ans :B. ଗୁରୁଜୁଆର
40. ପ୍ରତେକ ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ଓ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥିବୀକୁ କେନ୍ଦ୍ରକରି ପ୍ରାୟ —— କୋଣରେ ଅବସ୍ଥାନ କରନ୍ତି ?
A. ସମ
B. ସୁକ୍ଷ୍ମ
C. ସ୍ଥୁଳ
D. କୌଣସିଟି ନୁହେଁ
Ans :A. ସମ
41. ଜୁଆରର ମାତ୍ର ଅମାବାସ୍ୟା କିମ୍ବା ପୁର୍ଣିମା ତିଥିଭଳି ଅଧିକ ନହୋଇ କମ ହୋଇଥାଏ ତାହାକୁ କଣ କୁହାଯାଏ ?
A. ଲଘୁଜୁଆର
B. ଗୁରୁଜୁଆର
C. ସାମୁଦ୍ରିକ ସ୍ରୋତ
D. ପ୍ରବାଳସ୍ରୋତ
Ans: A. ଲଘୁଜୁଆର
42. ସମୁଦ୍ରରେ ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥିବା ଜଳପ୍ରବାହକୁ —- କୁହାଯାଏ ?
A. ଉଷ୍ମସ୍ରୋତ
B. ଶୀତଳସ୍ରୋତ
C. ସାମୁଦ୍ରିକ ସ୍ରୋତ
D. ପ୍ରବାଳସ୍ରୋତ
Ans :C. ସାମୁଦ୍ରିକ ସ୍ରୋତ
43. ଜଳସ୍ତର ରେ କ୍ଷମତା ରକ୍ଷ୍ୟା ପାଇଁ ବିଷୁବ ତଥା କ୍ରାନ୍ତି ଅଞ୍ଚଳର ଉଷ୍ମଜଳରାଶି ସମୁଦ୍ରପୃଷ୍ଠରେ ମେରୁ ଆଡକୁ ପ୍ରବାହିତ ହୋଇଥାଏ ଏ ପ୍ରକାର ସ୍ରୋତକୁ —— କୁହାଯାଏ ?
A. ଉଷ୍ମସ୍ରୋତ
B. ଶୀତଳସ୍ରୋତ
C. ନଦୀସ୍ରୋତ
D. ପ୍ରବାଳସ୍ରୋତ
Ans :A. ଉଷ୍ମସ୍ରୋତ
44. ଉଷ୍ମଜଳ ଅପସାରିତ ହେଉଥିବା ଅଞ୍ଚଳର ଜଳସ୍ତର ଭରଣପାଇ ମେରୁ ତଥା ନିକଟବର୍ତ୍ତୀ ଅଞ୍ଚଳରୁ ଶୀତଳଜଳ ସମୁଦ୍ର ନିମ୍ନ ଭାଗାରେ ବିଷୁବ ଅଞ୍ଚଳ ଆଡକୁ ପ୍ରବାହିତ ହୁଏ ଏହି ପ୍ରକାର ସ୍ରୋତକୁ —– କୁହାଯାଏ ?
A. ଉଷ୍ମସ୍ରୋତ
B. ଶୀତଳସ୍ରୋତ
C. ନଦୀସ୍ରୋତ
D. ପ୍ରବାଳସ୍ରୋତ
Ans :B. ଶୀତଳସ୍ରୋତ
45. ସାଗର ଓ ମହାସାଗର ଅମାପ ସମ୍ପଦର ଗନ୍ତାଘର ସେଥିପାଇଁ ସମୁଦ୍ରକୁ —- କୁହାଯାଏ?
A.ପ୍ରଭାକର
B. ରତ୍ନାକର
C. ଦିବାକର
D. ସମ୍ପଦ
Ans :B. ରତ୍ନାକର
46. କେତେକ ସ୍ଥାନରେ ବୃତ୍ତାକାର ଖଣ୍ଡିତ “ପ୍ରବାଳ ଘେରିବନ୍ଧ ” ସୃଷ୍ଟି ହୋଇଥାଏ ତାହାକୁ —- କୁହାଯାଏ ?
A.ବୃହତ ପ୍ରବାଳ ବନ୍ଧ
B. ପ୍ରବାଳ ବନ୍ଧ
C. ଆଟଲ
D. ବ୍ୟାରିକେଟ
Ans :C. ଆଟଲ
47. ପାଖାପାଖି ହୋଇ ଜମା ହେଉଥିବା କେତେକ ପ୍ରବାଳ ସ୍ତୁପ ପ୍ରାୟ ପରସ୍ପର ସଂଲଗ୍ନ ହୋଇ —- ସୃଷ୍ଟି ହୋଇଥାଏ ?
A.ବୃହତ ପ୍ରବାଳ ବନ୍ଧ
B. ପ୍ରବାଳ ବନ୍ଧ
C. ଆଟଲ
D. ବ୍ୟାରିକେଟ
Ans :B. ପ୍ରବାଳ ବନ୍ଧ