Class 7 Geography Chapter 2 : ବାୟୁମଣ୍ଡଳ

Facebook
Telegram
WhatsApp
LinkedIn

Explore Class 7 Geography Chapter 2 on ବାୟୁମଣ୍ଡଳ (Atmosphere). Learn about the layers, composition, and significance of Earth’s atmosphere in this detailed guide. Perfect for students and educators.

Class -7 Geography
Chapter-2
Subject :ବାୟୁମଣ୍ଡଳ

1. ଆମ ପୃଥିବୀକୁ ଚତୁଃର୍ଦିଗ ରେ ଘେରି ରହିଥିବା ଗ୍ୟାସୀୟ ବଳୟକୁ କଣ କୁହାଯାଏ ?
A.ପୃଥିବୀ
B . ବାୟୁମଣ୍ଡଳ
C. ଆକାଶ
D. ମାଟିରେ
Ans :B . ବାୟୁମଣ୍ଡଳ

2. ଜୀବଜଗତ ତିଷ୍ଠି ରହିବ ପାଇଁ —– ମଣ୍ଡଳ ଭୂମିକା ଗୁରୁତ୍ୱପୂର୍ଣ ?
A. ପୃଥିବୀ
B . ବାୟୁମଣ୍ଡଳ
C. ଆକାଶ
D. ମାଟିରେ
Ans :B . ବାୟୁମଣ୍ଡଳ

3. ଆମେ ଶ୍ୱାସକ୍ରିୟାରେ ବାୟୁମଣ୍ଡଳରୁ ଆବଶ୍ୟକ —– ଗ୍ରହଣ କରିଥାଉ ?
A.ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଉଦଜାନ
D. ଯବକ୍ଷ୍ୟାରଜନ
Ans :A.ଅମ୍ଳଜାନ

4. —– ମଣ୍ଡଳ ପୃଥିବୀର ତାପମାତ୍ରା ନିୟନ୍ତ୍ରଣ କରେ ?
A. ପୃଥିବୀ
B . ବାୟୁମଣ୍ଡଳ
C. ଆକାଶ
D. ମାଟିରେ
Ans :B . ବାୟୁମଣ୍ଡଳ

5. ଅନେକ ଗୁଡିଏ ଗ୍ୟାସୀୟ ପଦାର୍ଥ ମିଶ୍ରଣରେ —– ଗଠିତ ?
A. ପୃଥିବୀ
B . ବାୟୁମଣ୍ଡଳ
C. ଆକାଶ
D. ମାଟିରେ
Ans :B . ବାୟୁମଣ୍ଡଳ

6. ଯବକ୍ଷାରଜାନ ଓ ଅମ୍ଳଜାନ କାହାର ମୁଖ୍ୟ ଉପାଦାନ ?
A. ପୃଥିବୀ
B . ବାୟୁମଣ୍ଡଳ
C. ଆକାଶ
D. ମାଟିରେ
Ans :B . ବାୟୁମଣ୍ଡଳ

7. ଆରଗନ, ଅଙ୍ଗାରକାମ୍ଳ, ହିଲିୟମ, ଓ ଉଦଜାନ, ଭଳି ଗ୍ୟାସ ମଧ୍ୟ ——- ରେ ରହିଥାଏ ?
A. ପୃଥିବୀ
B . ବାୟୁମଣ୍ଡଳ
C. ଆକାଶ
D. ମାଟିରେ
Ans :B . ବାୟୁମଣ୍ଡଳ

8. —– ବାୟୁମଣ୍ଡଳରେ ସର୍ବାଧିକ ପରିମାଣରେ ରହିଛି?
A.ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଉଦଜାନ
D. ଯବକ୍ଷ୍ୟାରଜନ
Ans :. ଯବକ୍ଷ୍ୟାରଜନ

9. ବାୟୁମଣ୍ଡଳରେ ଯବକ୍ଷରଜାନ କେତେ ଶତକଡା ?
A. 0.04 %
B.0.03 %
C. 94 %
D. 78 %
Ans :D. 78 %

10. ବାୟୁମଣ୍ଡଳରେ ଅମ୍ଳଜାନ କେତେ ଶତକଡା ?
A. 0.04 %
B.0.03 %
C. 94 %
D. 21 %
Ans :D. 21 %

11. ବାୟୁମଣ୍ଡଳରେ ଆରଗନ କେତେ ଶତକଡା ?
A.0.04 %
B.0.03 %
C. 94 %
D.21 %
Ans :C. 94 %

12. ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ କେତେ ଶତକଡା ?
A.0.04 %
B.0.03 %
C..94 %
D.21 %
Ans :B. 0.03 %

13. ବାୟୁମଣ୍ଡଳରେ ଅନ୍ୟାନ ଗ୍ୟାସ କେତେ ଶତକଡା ?
A.0.04 %
B.0.03 %
C..94 %
D.21 %
Ans :A. 0.04 %

14. —– ଗ୍ୟାସ ବାୟୁମଣ୍ଡଳର ଦ୍ୱିତୀୟ ମୁଖ୍ୟ ଗ୍ୟାସ ?
A. ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଉଦଜାନ
D. ହିଲିୟମ
Ans :A. ଅମ୍ଳଜାନ

15. ଜୀବଜଗତ ତିଷ୍ଠି ରହିଵା ପାଇଁ —— ଗ୍ୟାସ ନିହାତି ଆବଶ୍ୟକ ?
A. ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଉଦଜାନ
D. ହିଲିୟମ
Ans :A. ଅମ୍ଳଜାନ

16. ବୃକ୍ଷଲତା ଆଦି ଖାଦ୍ୟ ପ୍ରସ୍ତୁତି ସମୟରେ —– ଗ୍ୟାସ ବ୍ୟବହାର କରିଥାନ୍ତି ?
A.. ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଉଦଜାନ
D. ହିଲିୟମ
Ans :. ଅଙ୍ଗାରକାମ୍ଳ
17. ପ୍ରାଣୀ ଜଗତ ତିଷ୍ଠି ରହିଵା ପାଇଁ —- ଗ୍ୟାସ ଅତ୍ୟନ୍ତ ଆବଶ୍ୟକ ?
A. ଅମ୍ଳଜାନ
B. ଅଙ୍ଗାରକାମ୍ଳ
C. ଉଦଜାନ
D. ହିଲିୟମ
Ans :. ଅଙ୍ଗାରକାମ୍ଳ

18. ସମୁଦ୍ର ପୃଷ୍ଠରୁ ପ୍ରାୟ —— କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି ?
A.1200
B.1400
C.1600
D.3290
Ans :C.1600

19. ବାୟୁମଣ୍ଡଳର ତାପମାତ୍ରାକୁ ଭିର୍ତ୍ତିକରି ବାୟୁମଣ୍ଡଳକୁ —— ଗୋଟି ସ୍ତରରେ ବିଭକ୍ତ କରାଯାଇଛି ?
A. ଏକ
B. ଦୁଇ
C. ପାଞ୍ଚ
D. ଦଶ
Ans :C. ପାଞ୍ଚ

20. —— ବାୟୁମଣ୍ଡଳର ସର୍ବନିମ୍ନ ସ୍ତର ?
A.ଆୟୋନସ୍ଫିୟର
B. ଟ୍ରପୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans :B. ଟ୍ରପୋସ୍ଫିୟର

21. —— ସ୍ତରଟି ପୃଥିବୀକୁ ଲାଗି ରହିଛି ?
A.ଆୟୋନସ୍ଫିୟର
B. ଟ୍ରପୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans :B. ଟ୍ରପୋସ୍ଫିୟର

22. ଟ୍ରପୋସ୍ଫିୟର ର ହାରାହାରି ଉଚ୍ଚତା ପ୍ରାୟ —— କିଲୋମିଟର ?
A. 16 କି . ମି .
B.8 କି. ମି.
C.50 କି. ମି.
D. 12କି. ମି.
Ans :D. 12କି. ମି.

23. ମେରୁ ଅଞ୍ଚଳରେ ଟ୍ରପୋସ୍ଫିୟର ଉଚ୍ଚତା କେତେ କିଲୋମିଟର ?
A. 16 କି . ମି .
B.8 କି. ମି.
C.50 କି. ମି.
D. 12କି. ମି.
Ans :B.8 କି. ମି.

24. ବିଷୁବ ଅଞ୍ଚଳରେ ଟ୍ରପୋସ୍ଫିୟର ଉଚ୍ଚତା କେତେ କିଲୋମିଟର ?
A. 16 କି . ମି .
B.80 ରୁ 400 କି. ମି.
C.50 କି. ମି.
D. 12କି. ମି.
Ans :A. 16 କି . ମି .

25. ଜୀବଜଗତ ପାଇଁ —- ସ୍ତର ଟି ସବୁଠାରୁ ଗୁରୁତ୍ୱପୂର୍ଣ ?
A.ଆୟୋନସ୍ଫିୟର
B. ଟ୍ରପୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans :B. ଟ୍ରପୋସ୍ଫିୟର

26. ବୃଷ୍ଟିପାତ, ତୁଷାରପାତ, କୁହୁଡି, କୁଆପଥର ବୃଷ୍ଟି ଆଦି —— ସ୍ତରରେ ହିଁ ଘଟିଥାଏ ?
A.ଆୟୋନସ୍ଫିୟର
B. ଟ୍ରପୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans :B. ଟ୍ରପୋସ୍ଫିୟର

27. ଟ୍ରପୋସ୍ଫିୟର ଉପରକୁ —– ଅବସ୍ଥିତ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans : B.ଷ୍ଟ୍ରଟୋସ୍ଫିୟର

28. ଷ୍ଟ୍ରାଟୋସ୍ଫିୟର —— କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି ?
A. 80 କି . ମି .
B.80 ରୁ 400 କି. ମି.
C.50 କି. ମି.
D. 12କି. ମି.
Ans :C. 50 କି. ମି.

29. ବିଷୁବ ବୃତ୍ତ ତୁଳନାରେ ମେରୁ ଅଞ୍ଚଳରେ —— ସ୍ତରର ବିସ୍ତାର ଅଧିକ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans : B.ଷ୍ଟ୍ରଟୋସ୍ଫିୟର

30. —— ସ୍ତରରେ ଧୂଳିକଣା ଓ ଜଳୀୟବାଷ୍ପ ନ ଥାଏ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans : B.ଷ୍ଟ୍ରଟୋସ୍ଫିୟର

31. ବିମାନ ଚଳାଚଳ ପାଇଁ —– ସ୍ତର ଉପଯୁକ୍ତ ଅଟେ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans : B.ଷ୍ଟ୍ରଟୋସ୍ଫିୟର

32. —— ସ୍ତରର ନିମ୍ନା ଅଂଶରେ ଓଜୋନ ଗ୍ୟାସ ରହିଛି ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans : B.ଷ୍ଟ୍ରଟୋସ୍ଫିୟର

33. —– ଆମକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ ରଶ୍ମିପ୍ରଭାବରୁ ରକ୍ଷା କରିଥାଏ ?
A.ଟ୍ରପୋପଜ
B. ଷ୍ଟ୍ରାଟୋପଜ
C. ଓଜୋନ ସ୍ତର
D. କୌଣସିଟି ନୁହେଁ
Ans :C. ଓଜୋନ ସ୍ତର

34. ଟ୍ରପୋସ୍ଫିୟର ଓ ଷ୍ଟ୍ରଟୋସ୍ଫିୟର ମଝିରେ —– ଅବସ୍ଥିତ ?
A.ଟ୍ରପୋପଜ
B. ଷ୍ଟ୍ରାଟୋପଜ
C. ମେସୋପଜ
D. କୌଣସିଟି ନୁହେଁ
Ans : A.ଟ୍ରପୋପଜ

35. ଷ୍ଟ୍ରଟୋସ୍ଫିୟର ଓ ମେସୋସ୍ଫିୟର ମଝିରେ —– ଅବସ୍ଥିତ ?
A.ଟ୍ରପୋପଜ
B. ଷ୍ଟ୍ରାଟୋପଜ
C. ମେସୋପଜ
D. କୌଣସିଟି ନୁହେଁ
Ans :. ଷ୍ଟ୍ରାଟୋପଜ

36. ମେସୋସ୍ଫିୟର ଓ ଥର୍ମୋସ୍ଫିୟର ମଝିରେ —– ରହିଛି?
A.ଟ୍ରପୋପଜ
B. ଷ୍ଟ୍ରାଟୋପଜ
C. ମେସୋପଜ
D. କୌଣସିଟି ନୁହେଁ
Ans :C. ମେସୋପଜ

37. ଷ୍ଟ୍ରଟୋସ୍ଫିୟର ଉପରକୁ —— ଅବସ୍ଥିତ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C .ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans : C.ମେସୋସ୍ଫିୟର

38.ମେସୋସ୍ଫିୟର ପ୍ରାୟ —– କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି ?
A. 80 କି . ମି .
B.80 ରୁ 400 କି. ମି.
C.50 କି. ମି.
D. 12କି. ମି.
Ans :A. 80 କି . ମି .

39. —– ସ୍ତରରେ ଉଚ୍ଚତା ବୃଦ୍ଧିସହ ତାପମାତ୍ରା ହ୍ରାସ ପାଇଥାଏ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C.ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans : D.ଥର୍ମୋସ୍ଫିୟର

40. ——- ସ୍ତରର ନିମ୍ନଭାଗରେ ଆୟନ କଣିକାଗୁଡିକ ଘନୀଭୂତ ହୋଇ ରହିଥାନ୍ତି ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C.ମେସୋସ୍ଫିୟର
D.ଥର୍ମୋସ୍ଫିୟର
Ans : D.ଥର୍ମୋସ୍ଫିୟର

41. ଷ୍ଟ୍ରଟୋସ୍ଫିୟର ନିମ୍ନଆଂଶ କୁ —– କୁହାଯାଏ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C.ମେସୋସ୍ଫିୟର
D.ଏକ୍ସୋସ୍ଫିୟର
Ans : A.ଆୟୋନସ୍ଫିୟର

42. ଆୟୋନସ୍ଫିୟର ପ୍ରାୟ —— ରୁ —– କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଅବସ୍ଥିତ ?
A. 80 କି . ମି .
B.80 ରୁ 400 କି. ମି.
C.50 କି. ମି.
D. 12କି. ମି.
Ans :B.80 ରୁ 400 କି. ମି

43. —– ସ୍ତର ଯୋଗୁଁ ଦୂରସ୍ଥାନକୁ ବେତାର ତରଙ୍ଗ ପ୍ରସାରଣ ସମ୍ଭବ ହୋଇଥାଏ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C.ମେସୋସ୍ଫିୟର
D.ଏକ୍ସୋସ୍ଫିୟର
Ans : A.ଆୟୋନସ୍ଫିୟର

44. ବାୟୁମଣ୍ଡଳର ବାହ୍ୟସ୍ତରଟି —— ଅଟେ ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C.ମେସୋସ୍ଫିୟର
D.ଏକ୍ସୋସ୍ଫିୟର
Ans : D.ଏକ୍ସୋସ୍ଫିୟର

45. —– ସ୍ତରରେ ବାୟୁ ଅତି ପତଳା ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C.ମେସୋସ୍ଫିୟର
D.ଏକ୍ସୋସ୍ଫିୟର
Ans : D.ଏକ୍ସୋସ୍ଫିୟର

46. ହିଲିୟମ ଓ ଉଦଜାନ ଭଳି ହାଲୁକା ଗ୍ୟାସ —– ସ୍ତରରେ ରହିଅଛି ?
A.ଆୟୋନସ୍ଫିୟର
B.ଷ୍ଟ୍ରଟୋସ୍ଫିୟର
C.ମେସୋସ୍ଫିୟର
D.ଏକ୍ସୋସ୍ଫିୟର
Ans : D.ଏକ୍ସୋସ୍ଫିୟର

47.ନିର୍ଦିଷ୍ଟ ସମୟରେ କୌଣସି ସ୍ଥାନର ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ କଣ କୁହାଯାଏ ?
A. ପାଣି
B. ଜଳବାୟୁ
C. ପାଗ
D. କୌଣସିଟି ନୁହେଁ
Ans :C. ପାଗ

48. —– ସର୍ବଦା ପରିବର୍ତନଶୀଳ ଅଟେ?
A. ପାଣି
B. ଜଳବାୟୁ
C. ପାଗ
D. କୌଣସିଟି ନୁହେଁ
Ans :C. ପାଗ

49. କୌଣସି ସ୍ଥାନର ପାଣିପାଗର ବହୁବର୍ଷ ଧରି ହାରାହାରି ଅବସ୍ଥାକୁ କଣ କୁହାଯାଏ ?
A. ପାଣିପାଗ
B. ଜଳବାୟୁ
C. ପାଗ
D. କୌଣସିଟି ନୁହେଁ
Ans :B. ଜଳବାୟୁ

50. —- ପାଣିପାଗ ଭଳି ପରିବର୍ତ୍ତନ ଶୀଳ ନୁହେଁ ?
A. ପାଣିପାଗ
B. ଜଳବାୟୁ
C. ପାଗ
D. କୌଣସିଟି ନୁହେଁ
Ans :B. ଜଳବାୟୁ

51. ଦକ୍ଷିଣ ଏସିୟା ଅନ୍ତର୍ଗତ ଭାରତୀୟ ଉପମହାଦେଶର ଜଳବାୟୁକୁ —– ଜଳବାୟୁ କୁହାଯାଏ ?
A. ଉପକ୍ରାନ୍ତୀୟ
B. କ୍ରାନ୍ତୀୟ ମୌସୁମୀ
C. ନିରାକ୍ଷୀୟ
D. କୌଣସିଟି ନୁହେଁ
Ans :B. କ୍ରାନ୍ତୀୟ ମୌସୁମୀ

52. ସମୁଦ୍ର ପତନଠାରୁ ପ୍ରତି 1 କି . ମି. ଉଚ୍ଚତା ବୃଦ୍ଧିରେ ତାପମାତ୍ରା —— ° ସେଲସିୟସ ହ୍ରାସପାଏ ?
A.6.4 °
B.45.7
C.4.9
D.4.0
Ans :A. 6.4 °

53. ସମୁଦ୍ର ପତନରେ ବାୟୁର ତାପମାତ୍ରା —– ରହେ ?
A. ସମାନ
B. ଅଧିକ
C. କମ
D. ଉପରୋକ୍ତ ସମସ୍ତ
Ans : B. ଅଧିକ

54. ସମୁଦ୍ର ପତନରେ ବାୟୁର —- ଅଧିକ ?
A. ତାପମାତ୍ରା
B. ଉଚ୍ଚତା
C.ଘନତା
D. ଉପରୋକ୍ତ ସମସ୍ତ
Ans : C.ଘନତା

55. —– ଭାଗ ଶୀଘ୍ର ଉତ୍ତପ୍ତ ଓ ଶୀଘ୍ର ଥଣ୍ଡା ହୁଏ ?
A ସ୍ଥଳଭାଗ
B. ଜଲଭାଗ
C. Both a& b
D. କୌଣସିଟି ନୁହେଁ
Ans :A ସ୍ଥଳଭାଗ

56. —– ଭାଗ ଧୀରେ ଧୀରେ ଉତ୍ତାପ୍ତ ଓ ବିଳମ୍ବରେ ଥଣ୍ଡା ହୁଏ ?
A ସ୍ଥଳଭାଗ
B. ଜଳଭାଗ
C. Both a& b
D. କୌଣସିଟି ନୁହେଁ
Ans :B. ଜଳଭାଗ

57. ସାମୁଦ୍ରିକ ସ୍ରୋତ —– ହୋଇଥାଏ ?
A. ଗରମ
B. ଶୀତଳ
C. ଥଣ୍ଡା
D. ଉଷ୍ମ
Ans :B. ଶୀତଳ

58. ଉଷ୍ମ ସ୍ରୋତ ପ୍ରଭାବିତ ଉପକୂଳ ଅଞ୍ଚଳରେ ଜଳବାୟୁ ଅପେକ୍ଷକୃତ —– ରହେ ?
A. ଗରମ
B. ଶୀତଳ
C. ଥଣ୍ଡା
D. ଉଷ୍ମ
Ans :D. ଉଷ୍ମ

59. ଶୀତଳ ସ୍ରୋତ ପ୍ରଭାବ ପଡୁଥିବା ଉପକୂଳ ଅଞ୍ଚଳର ଜଳବାୟୁ କିପରି ?
A. ଗରମ
B. ଶୀତଳ
C. ଥଣ୍ଡା
D. ଉଷ୍ମ
Ans :B. ଶୀତ

60. ବାୟୁ ସମୁଦ୍ରରୁ ସ୍ଥଳଭାଗକୁ ପ୍ରଭାବିତ ହେଉଥିଲେ ଅଧିକ ଜଳୀୟ ବାଷ୍ପ ଧାରଣ କରିଥାଏ ତାହା —– ସୃଷ୍ଟି କରାଇଥାଏ ?
A. ଗୁରୁଚାପ
B. ଲଘୁଚାପ
C. ବୃଷ୍ଟିପାତ
D. କୁହୁଡି
Ans :C. ବୃଷ୍ଟିପାତ

61. —- ସକାଳ ଶକ୍ତିର ଆଧାର ?
A. ସୂର୍ଯ୍ୟ
B. ଚନ୍ଦ୍ର
C. ତାର
D. ଆକାଶ
Ans: A. ସୂର୍ଯ୍ୟ

62. ପୃଥିବୀ ଓ ତାର ବାୟୁମଣ୍ଡଳ ପାଇଁ ସମସ୍ତ ଶକ୍ତି —– ଠାରୁ ଆସିଥାଏ ?
A. ସୂର୍ଯ୍ୟ
B. ଚନ୍ଦ୍ର
C. ତାର
D. ଆକାଶ
Ans: A. ସୂର୍ଯ୍ୟ

63. ପୃଥିବୀରେ ସଂଗୃହିତ ସୌରରଶ୍ମି ର ପରିମାଣକୁ —— କୁହାଯାଏ ?
A.ବାର୍ଷିକ ତାପ ବ୍ୟବଧାନ
B. ବାର୍ଷିକ ତାପଚକ୍ର
C.ତାପବଜେଟ
D. ସୌରାଭିତାପ
Ans :D. ସୌରାଭିତାପ

64. —– ର ପରିମାଣ ସାଧାରଣଭାବେ ବିଷୁବରେଖାଠାରୁ ମେରୁ ଆଡକୁ ହ୍ରାସ ପାଇଥାଏ ?
A.ବାର୍ଷିକ ତାପ ବ୍ୟବଧାନ
B. ବାର୍ଷିକ ତାପଚକ୍ର
C.ତାପବଜେଟ
D. ସୌରାଭିତାପ
Ans :D. ସୌରାଭିତାପ

65. ଆମେ ପ୍ରତିଦିନ ଅନୁଭବ କରୁଥିବା ଉଷ୍ମତା ହିଁ —— ର ତାପମାତ୍ରା ?
A. ପୃଥିବୀର
B. ବାୟୁମଣ୍ଡଳର
C. ଆକାଶ
D. ସ୍ଥଳଭାଗର
Ans :B. ବାୟୁମଣ୍ଡଳର

66. —– ଅଞ୍ଚଳ ଚିର ବରଫାବୃତ ହୋଇ ରହିଛି ?
A. ମେରୁ
B. ତୁନ୍ଦ୍ରା
C. କ୍ରାନ୍ତୀୟ
D. ଉପକ୍ରାନ୍ତୀୟ
Ans :A. ମେରୁ

67. ଶକ୍ତି ସଂଗ୍ରହ ଓ ଶକ୍ତି ବିକିରଣ ମଧ୍ୟରେ ସମତା ରହେ। ତାହାକୁ ପୃଥିବୀର କଣ କୁହାଯାଏ ?
A. ବାର୍ଷିକ ତାପ ବ୍ୟବଧାନ
B. ବାର୍ଷିକ ତାପଚକ୍ର
C.ତାପବଜେଟ
D. ଦୈନିକ ତାପଚକ୍ର
Ans : C.ତାପବଜେଟ


68. ତାପମାତ୍ରର ଏହି ଦୈନିକ ହ୍ରାସ ବୃଦ୍ଧିକୁ —– କୁହାଯାଏ ?
A. ବାର୍ଷିକ ତାପ ବ୍ୟବଧାନ
B. ବାର୍ଷିକ ତାପଚକ୍ର
C. ଦୈନିକ ତାପ ବ୍ୟବଧାନ
D. ଦୈନିକ ତାପଚକ୍ର
Ans :D. ଦୈନିକ ତାପଚକ୍ର

69. ଦୈନିକ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାର ବ୍ୟବଧାନକୁ —— କୁହାଯାଏ ?
A. ବାର୍ଷିକ ତାପ ବ୍ୟବଧାନ
B. ବାର୍ଷିକ ତାପଚକ୍ର
C. ଦୈନିକ ତାପ ବ୍ୟବଧାନ
D. ଦୈନିକ ତାପଚକ୍ର
Ans :C. ଦୈନିକ ତାପ ବ୍ୟବଧାନ

70. ବର୍ଷକ ମଧ୍ୟରେ ତାପମାତ୍ରାର କ୍ରମଶଃ ହ୍ରାସବୃଦ୍ଧିକୁ —– କୁହାଯାଏ ?
A. ବାର୍ଷିକ ତାପ ବ୍ୟବଧାନ
B. ବାର୍ଷିକ ତାପଚକ୍ର
C. ଦୈନିକ ତାପ ବ୍ୟବଧାନ
D. ଦୈନିକ ତାପଚକ୍ର
Ans :B. ବାର୍ଷିକ ତାପଚକ୍ର

71. ବର୍ଷର ଉଷ୍ମତମ ଓ ଶୀତଳତମ ମସାଦ୍ୱୟର ହାରାହାରି ତାପମାତ୍ରାର ବ୍ୟବଧାନକୁ —– କୁହାଯାଏ ?
A. ବାର୍ଷିକ ତାପ ବ୍ୟବଧାନ
B. ବାର୍ଷିକ ତାପାଚକ୍ର
C. ଦୈନିକ ତାପ ବ୍ୟବଧାନ
D. ଦୈନିକ ତାପଚକ୍ର
Ans :A. ବାର୍ଷିକ ତାପ ବ୍ୟବଧାନ

72. —— ଦ୍ୱାରା ବାୟୁର ତାପମାତ୍ରା ନିର୍ଣ୍ଣୟ କରାଯାଏ ?
A. ଉଇଣ୍ଡଭେନ
B. ଆନିମୋମିଟର
C. ବାରୋମିଟର
D. ଥର୍ମୋମିଟର
Ans :D. ଥର୍ମୋମିଟର

73. ପୃଥିବୀକୁ —- ଟି ତାପମଣ୍ଡଳ ରେ ବିଭକ୍ତ କରାଯାଇଛି ?
A. ଦୁଇ
B. ତିନି
C. ପାଞ୍ଚ
D. ଛଅ
Ans :C. ପାଞ୍ଚ

74. ——- ରେଖା ଦ୍ୱାରା ତାପମଣ୍ଡଳର ସୀମାରେଖା ନିର୍ଦ୍ଧାରିତ ହୋଇଛି ?
A. ଅକ୍ଷଂଶ
B. ଦ୍ରାଘିମା
C. Both a& b
D. କୌଣସିଟି ନୁହେଁ
Ans :A. ଅକ୍ଷଂଶ

75. ଉତ୍ତର ଗୋଲାର୍ଦ୍ଧର ସାଢେ 23° ସମକ୍ଷରେଖାଠାରୁ ଦକ୍ଷିଣଗୋଲାର୍ଦ୍ଧର ସାଢେ 23° ସମକ୍ଷରେଖା ମଧ୍ୟରେ ସୂର୍ଯ୍ୟକିରଣ ——- ଭାବେ ପଡେ ?
A. ଶିଧା
B. ତୀର୍ଯକ
C. ଲମ୍ବଭାବେ
D. ସମନ୍ତରାଳ
Ans : C. ଲମ୍ବଭାବେ

76. ଉତ୍ତର ଗୋଲାର୍ଦ୍ଧର ସାଢେ 23° ସମକ୍ଷରେଖାଠାରୁ ଦକ୍ଷିଣଗୋଲାର୍ଦ୍ଧର ସାଢେ 23° ସମକ୍ଷରେଖା ମଧ୍ୟରେ ସୂର୍ଯ୍ୟକିରଣ ଲମ୍ବଭାବେ ଭାବେ ପଡେ ତେଣୁ ସେଠାରେ —— ଅନୁଭୂତ ହୁଏ ?
A. ଶୀତ
B. ଗରମ
C. Both a& b
D. କୌଣସିଟି ନୁହେଁ
Ans :B. ଗରମ

76. ଉତ୍ତର ଗୋଲାର୍ଦ୍ଧର ସାଢେ 23° ସମକ୍ଷରେଖାଠାରୁ ଦକ୍ଷିଣଗୋଲାର୍ଦ୍ଧର ସାଢେ 23° ସମକ୍ଷରେଖା ମଧ୍ୟରେ ସୂର୍ଯ୍ୟକିରଣ ଲମ୍ବଭାବେ ଭାବେ ପଡେ ତେଣୁ ସେଠାରେ ଗରମ ଅନୁଭୂତ ହୁଏ ସେହି ଅଞ୍ଚଳକୁ —— କୁହାଯାଏ ?
A. ଗ୍ରୀଷ୍ମମଣ୍ଡଳ
B. କ୍ରାନ୍ତିମଣ୍ଡଳ
C. ହିମମଣ୍ଡଳ
D. କୌନସିଟି ନୁହେଁ
Ans :A. ଗ୍ରୀଷ୍ମମଣ୍ଡଳ

77. କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧରେ ଅବସ୍ଥିତ ଉଷ୍ମ ମଣ୍ଡଳ ଅଞ୍ଚଳକୁ କଣ କୁହାଯାଏ ?
A. ଗ୍ରୀଷ୍ମମଣ୍ଡଳ
B. କ୍ରାନ୍ତିମଣ୍ଡଳ
C. ହିମମଣ୍ଡଳ
D. କୌନସିଟି ନୁହେଁ
Ans :B. କ୍ରାନ୍ତିମଣ୍ଡଳ

78. କର୍କଟ କ୍ରାନ୍ତିଠାରୁ ସୁମେରୁବୃତ୍ତ ଏବଂ ମକକ୍ରାନ୍ତି ଠାରୁ କୁମେରୁ ବୃତ୍ତ ମଧ୍ୟରେ ସୂର୍ଯ୍ୟକିରଣ କିପରିପଡ଼େ ?
A. ଶିଧା
B. ତୀର୍ଯକ
C. ଲମ୍ବଭାବେ
D. ସମନ୍ତରାଳ
Ans :. ତୀର୍ଯକ

79. କର୍କଟ କ୍ରାନ୍ତିଠାରୁ ସୁମେରୁବୃତ୍ତ ଏବଂ ମକକ୍ରାନ୍ତି ଠାରୁ କୁମେରୁ ବୃତ୍ତ ମଧ୍ୟରେ ସୂର୍ଯ୍ୟକିରଣ ତୀର୍ଯକ ସେଥି ପାଇଁ ସେଠାରେ —— ଜଳବାୟୁ ଅନୁଭିତ ହୁଏ ?
A. ଅଧିକ ଗରମ
B. ଅଧିକ ଶୀତ
C.both a& b
D. କୌଣସିଟି ନୁହେଁ
Ans :c. both a& b

80. କର୍କଟ କ୍ରାନ୍ତିଠାରୁ ସୁମେରୁବୃତ୍ତ ଏବଂ ମକକ୍ରାନ୍ତି ଠାରୁ କୁମେରୁ ବୃତ୍ତ ମଧ୍ୟରେ ସୂର୍ଯ୍ୟକିରଣ ତୀର୍ଯକ ପଡ଼େ। ଏହି ଅଞ୍ଚଳ ଉତ୍ତର ଗୋଲାର୍ଦ୍ଧରେ —– ଭାବେ ପରିଚିତ ?
A. ଉତ୍ତର ହିମମଣ୍ଡଳ
B. ଦକ୍ଷିଣ ହିମମଣ୍ଡଳ
C. ଉତ୍ତର ନାତିଶୀତୋଷ୍ଣ
D. ଦକ୍ଷିଣ ନାତିଶୀତୋଷ୍ଣ
Ans :C. ଉତ୍ତର ନାତିଶୀତୋଷ୍ଣ

81. କର୍କଟ କ୍ରାନ୍ତିଠାରୁ ସୁମେରୁବୃତ୍ତ ଏବଂ ମକକ୍ରାନ୍ତି ଠାରୁ କୁମେରୁ ବୃତ୍ତ ମଧ୍ୟରେ ସୂର୍ଯ୍ୟକିରଣ ତୀର୍ଯକ ପଡ଼େ। ଏହି ଅଞ୍ଚଳ ଦକ୍ଷିଣ ଗୋଲାର୍ଦ୍ଧରେ —– ଭାବେ ପରିଚିତ ?
A. ଉତ୍ତର ହିମମଣ୍ଡଳ
B. ଦକ୍ଷିଣ ହିମମଣ୍ଡଳ
C. ଉତ୍ତର ନାତିଶୀତୋଷ୍ଣ
D. ଦକ୍ଷିଣ ନାତିଶୀତୋଷ୍ଣ
Ans :D. ଦକ୍ଷିଣ ନାତିଶୀତୋଷ୍ଣ

82. ଉଭୟ ଗୋଲାର୍ଦ୍ଧରେ ମେରୁ ବୃତ୍ତଠାରୁ ମେରୁ ମଧରେ ସୂର୍ଯ୍ୟକିରଣ ଅଧିକ ତୀର୍ଯକ ଭାବେ ପଢେ ତେଣୁ ସେଠାକାର ଭୂମି —— ରହେ ?
A. ବରଫାଛିନ୍ନ
B. ଶୁଷ୍କ
C. ଆଦ୍ର
D. ଶାନ୍ତସନ୍ତିଆ
Ans :A. ବରଫାଛିନ୍ନ
83. ସୂର୍ଯ୍ୟକିରଣ ଅଧିକ ତୀର୍ଯକ ଭାବେ ପଢେ ତେଣୁ ସେଠାକାର ଭୂମି ବରଫଛିନ୍ନ ରହେ ତେଣୁ ଉତ୍ତର ଗୋଲାର୍ଦ୍ଧ କୁ —— କୁହାଯାଏ ?
A. ଉତ୍ତର ହିମମଣ୍ଡଳ
B. ଦକ୍ଷିଣ ହିମମଣ୍ଡଳ
C. ଉତ୍ତର ନାତିଶୀତୋଷ୍ଣ
D. ଦକ୍ଷିଣ ନାତିଶୀତୋଷ୍ଣ
Ans :A. ଉତ୍ତର ହିମମଣ୍ଡଳ
84. ସୂର୍ଯ୍ୟକିରଣ ଅଧିକ ତୀର୍ଯକ ଭାବେ ପଢେ ତେଣୁ ସେଠାକାର ଭୂମି ବରଫଛିନ୍ନ ରହେ ତେଣୁ ଦକ୍ଷିଣ ଗୋଲାର୍ଦ୍ଧ କୁ —— କୁହାଯାଏ ?
A. ଉତ୍ତର ହିମମଣ୍ଡଳ
B. ଦକ୍ଷିଣ ହିମମଣ୍ଡଳ
C. ଉତ୍ତର ନାତିଶୀତୋଷ୍ଣ
D. ଦକ୍ଷିଣ ନାତିଶୀତୋଷ୍ଣ
Ans :. B. ଦକ୍ଷିଣ ହିମମଣ୍ଡଳ
85. ବାୟୁ ଚାପକୁ —— ଏକକରେ ପ୍ରକାଶ କରାଯାଏ ?
A. କି. ମି.
B. ମିଟର
C. ମିଲିବାର
D. ସେ. ମି.
Ans :C. ମିଲିବାର
86. ସମୁଦ୍ର ପତନରେ ବାୟୁଚାପ —- ମିଳିବାର?
A.1014
B.1013
C.343
D.3246
Ans :B. 1013
87. ବାୟୁମଣ୍ଡଳର ସ୍ୱାଭାବିକ ବାୟୁଚାପ —– ମିଳିବାର ?
A.1014
B.1013
C.343
D.3246
Ans :B. 1013
88. ସମୁଦ୍ର ପତନରେ —– ସର୍ବାଧିକ ଅଟେ ?
A. ଗୁରୁଚାପ
B ଲଘୁଚାପ
C. ବାୟୁଚାପ
D. କାଳବୈଶାଖୀ
Ans :C. ବାୟୁଚାପ
89. କୌଣସି ସ୍ଥାନର ଏକ ବର୍ଗ ସେ. ମି. ପରିମିତ ଅଞ୍ଚଳରେ ବାୟୁମଣ୍ଡଳର ଶେଷସୀମା ପର୍ଯ୍ୟନ୍ତ ବିସ୍ତୃତ ବାୟୁସ୍ତମ୍ବ ର ଓଜନକୁ —– କୁହାଯାଏ ?
A. ଗୁରୁଚାପ
B ଲଘୁଚାପ
C. ବାୟୁଚାପ
D. କାଳବୈଶାଖୀ
Ans :C. ବାୟୁଚାପ
90. ସମୁଦ୍ର ପତନରେ ବାୟୁଚାପ ପ୍ରାୟ —– କିଲୋଗ୍ରାମ ?
A. 1.05
B.4.5
C.1.05
D.2.43
Ans :C 1.05
91. ବାୟୁଚାପ —– ଦ୍ୱାରା ବିଶେଷଭାବେ ପ୍ରବାଭିତ ହୋଇଥାଏ ?
A. ଆଦ୍ରତା
B. ତାପମାତ୍ରା
C. ଉଚ୍ଚତା
D. ବେଗ
Ans :B. ତାପମାତ୍ରା
92. —— ବାୟୁ ହାଲୁକା ହୋଇଥିବାରୁ ସେଠାରେ ବାୟୁଚାପ କମ ଅଟେ ?
A. ଗରମ
B. ଶୀତଳ
C. ଉଷ୍ମ
D. ଉପରୁକ୍ତ ସମସ୍ତ
Ans :C. ଉଷ୍ମ
93. —— ବାୟୁ ଓଜନିଆ ହୋଇଥିବାରୁ ସେଠାରେ ବାୟୁଚାପ ଅଧିକ ଅଟେ ?
A. ଗରମ
B. ଶୀତଳ
C. ଉଷ୍ମ
D. ଉପରୁକ୍ତ ସମସ୍ତ
Ans :B. ଶୀତଳ
94. —— ଯନ୍ତ୍ର ଦ୍ୱାରା ବାୟୁଚାପ ନିର୍ଣ୍ଣୟ କରାଯାଏ ?
A. ଉଇଣ୍ଡଭେନ
B. ଆନିମୋମିଟର
C. ବାରୋମିଟର
D. କୌଣସିଟି ନୁହେଁ
Ans :C. ବାରୋମିଟର
95. ବାୟୁର ଚାପ ଅଧିକ ହେଲେ ତାହାକୁ କଣ କୁହାଯାଏ ?
A. ଗୁରୁଚାପ
B ଲଘୁଚାପ
C. ମୌସୁମୀ
D. କାଳବୈଶାଖୀ
Ans :A. ଗୁରୁଚାପ
96. ବାୟୁର ଚାପ କମ ହେଲେ ତାହାକୁ କଣ କୁହାଯାଏ ?
A. ଗୁରୁଚାପ
B ଲଘୁଚାପ
C. ମୌସୁମୀ
D. କାଳବୈଶାଖୀ
Ans :B.ଲଘୁଚାପ
97. ବାୟୁଚାପ ଦୃଷ୍ଟିରୁ ପୃଥିବୀକୁ —– ଟି ଚାପବଳୟ ରେ ବିଭକ୍ତ କରାଯାଇଛି ?
A. ଏକ
B. ସାତ
C. ପାଞ୍ଚ
D. ଦୁଇ
Ans :B. ସାତ
98. ନିରାକ୍ଷ ବୃତ୍ତର ଉଭୟ ପାର୍ଶ୍ୱରେ 5°ସମକ୍ଷାରେଖା ମଧରେ ବର୍ଷସାରା ସୂର୍ଯ୍ୟକିରଣ ଲମ୍ବଭାବେ ପଡେ। ଫଳରେ ସେଠାରେ ତାପାମାତ୍ରା ଅଧିକ ରହେ ଓ ବାୟୁ ଚାପ ହ୍ରାସ ପାଏ ତାହାକୁ —– ବଳୟ କୁହାଯାଏ ?
A.ନିରକ୍ଷୀୟ ଶାନ୍ତ ବଳୟ
B.ଉପକ୍ରାନ୍ତୀୟ ଗୁରୁଚାପ ବଳୟ
C. ଉପକ୍ରାନ୍ତୀୟ ଲଘୁଚାପ ବଳୟ
D. ନିରକ୍ଷୀୟ ଲଘୁଚାପ ବଳୟ
Ans :D. ନିରକ୍ଷୀୟ ଲଘୁଚାପ ବଳୟ
99. ନିରକ୍ଷ ଲଘୁଚାପ ବଳୟ ରେ ବାୟୁମଣ୍ଡଳ ଶାନ୍ତ ଓ ଚଳନଶୂନ୍ୟ ତାହାକୁ —– କୁହାଯାଏ ?
A.ନିରକ୍ଷୀୟ ଶାନ୍ତ ବଳୟ
B.ଉପକ୍ରାନ୍ତୀୟ ଗୁରୁଚାପ ବଳୟ
C. ଉପକ୍ରାନ୍ତୀୟ ଲଘୁଚାପ ବଳୟ
D. ନିରକ୍ଷୀୟ ଲଘୁଚାପ ବଳୟ
Ans : A.ନିରକ୍ଷୀୟ ଶାନ୍ତ ବଳୟ
100. ନିରକ୍ଷ ଶାନ୍ତ ବଳୟ ଅଞ୍ଚଳରେ ପ୍ରାୟ —– ଦିନ ବୃଷ୍ଟିପାତ ହୋଇଥାଏ ?
A. ଗୋଟିଏ
B. ଦୁଇ
C. ପ୍ରତିଦିନ
D. ବର୍ଷସାରା
Ans :C. ପ୍ରତିଦିନ
101. ଭାରି ବାୟୁ ଉଭୟ ଗୋଲାର୍ଦ୍ଧରେ ପ୍ରାୟ 35 °ରୁ 35 °ସମକ୍ଷରେଖା ମଧରେ ନିମ୍ନଗାମୀ ହୁଏ ଫଳରେ ସେହି ଅଞ୍ଚଳରେ —– ସୃଷ୍ଟି ହୁଏ ?
A. ଗୁରୁଚାପ
B ଲଘୁଚାପ
C. ମୌସୁମୀ
D. କାଳବୈଶାଖୀ
Ans :A. ଗୁରୁଚାପ
102. ଭାରି ବାୟୁ ଉଭୟ ଗୋଲାର୍ଦ୍ଧରେ ପ୍ରାୟ 35 °ରୁ 35 °ସମକ୍ଷରେଖା ମଧରେ ନିମ୍ନଗାମୀ ହୁଏ ଫଳରେ ସେହି ଅଞ୍ଚଳରେ ଗୁରୁଚାପ ସୃଷ୍ଟି ହୁଏ ତାହାକୁ —– ବଳୟ କୁହାଯାଏ ?
A. ଉପକ୍ରାନ୍ତୀୟ ଶାନ୍ତ ବଳୟ
B.ଉପକ୍ରାନ୍ତୀୟ ଗୁରୁଚାପ ବଳୟ
C. ଉପକ୍ରାନ୍ତୀୟ ଲଘୁଚାପ ବଳୟ
D. ନିରକ୍ଷୀୟ ଲଘୁଚାପ ବଳୟ
Ans : B.ଉପକ୍ରାନ୍ତୀୟ ଗୁରୁଚାପ ବଳୟ
103. ଉପକ୍ରାନ୍ତୀୟ ଗୁରୁଚାପ ବଳୟ ଅଞ୍ଚଳରେ ବାୟୁ ସର୍ବଦା —– ଅଟେ?
A. ଉର୍ଦ୍ଧଗାମୀ
B. ନିମ୍ନଗାମୀ
C. ସମନ୍ତରାଳ
D. କୌଣସିଟି ନୁହେଁ
Ans :B. ନିମ୍ନଗାମୀ
104. ଉପକ୍ରାନ୍ତୀୟ ଗୁରୁଚାପ ବଳୟ ଅଞ୍ଚଳର ବାୟୁ ପାର୍ଶ୍ୱପ୍ରବାହ ନଥାଏ ଏଣୁ ତାହାକୁ କଣ କୁହାଯାଏ ?
A. ଉପକ୍ରାନ୍ତୀୟ ଶାନ୍ତ ବଳୟ
B.ଉପକ୍ରାନ୍ତୀୟ ଗୁରୁଚାପ ବଳୟ
C. ଉପକ୍ରାନ୍ତୀୟ ଲଘୁଚାପ ବଳୟ
D. ନିରକ୍ଷୀୟ ଲଘୁଚାପ ବଳୟ
Ans :A. ଉପକ୍ରାନ୍ତୀୟ ଶାନ୍ତ ବଳୟ
105. ପୃଥିବୀର ଆବର୍ତ୍ତନର ବେଗ ଦୁଇ —- ଅଞ୍ଚଳରେ ଅଧିକ ?
A. ଉପମେରୁଦେଶୀୟ
B. ଉପକ୍ରାନ୍ତୀୟ
C. କ୍ରାନ୍ତୀୟ
D. ମେରୁ ବୃତ୍ତ
Ans :D. ମେରୁ ବୃତ୍ତ
106. ଉଭୟ ଗୋଲାର୍ଦ୍ଧରେ 60°ରୁ 70°ସମକ୍ଷରେଖା ମଧ୍ୟରେ ବାୟୁ ——– ଅଞ୍ଚଳ ଆଡକୁ ବିକ୍ଷିପ୍ତ ହୋଇଯାଏ ?
A. ଉପମେରୁଦେଶୀୟ
B. ଉପକ୍ରାନ୍ତୀୟ
C. କ୍ରାନ୍ତୀୟ
D. ମେରୁଅଞ୍ଚଳ
Ans :C. କ୍ରାନ୍ତୀୟ
107. କ୍ରାନ୍ତୀୟ ଅଞ୍ଚଳ ପତଳା ହୋଇ —– ସୃଷ୍ଟି କରେ?
A. ଗୁରୁଚାପ
B ଲଘୁଚାପ
C. ମୌସୁମୀ
D. କାଳବୈଶାଖୀ
Ans :B. ଲଘୁଚାପ
108. କ୍ରାନ୍ତୀୟ ଅଞ୍ଚଳ ରେ ବାୟୁ ପତଳା ହୋଇ ଲଘୁଚାପ ସୃଷ୍ଟି କରେ ତାହାକୁ —— ଲଘୁଚାପ ବଳୟ କୁହାଯାଏ ?
A. ଉପମେରୁଦେଶୀୟ
B. ନିୟତ ବାୟୁ
C. ବାୟୁପ୍ରବାହ
D. ମେରୁଅଞ୍ଚଳ
Ans :A. ଉପମେରୁଦେଶୀୟ
109. —– ଅଞ୍ଚଳ ସର୍ବଦା ବରଫଛିନ୍ନ?
A.ସ୍ଥଳଭାଗସ୍ଥ
B. ନିୟତ ବାୟୁ
C. ବାୟୁପ୍ରବାହ
D. ମେରୁଅଞ୍ଚଳ
Ans :D. ମେରୁଅଞ୍ଚଳ
110. —- ଅଞ୍ଚଳରେ ବାୟୁ
ଶୀତଳ ଓ ଓଜନୀୟ ?
A.ସ୍ଥଳଭାଗସ୍ଥ
B. ନିୟତ ବାୟୁ
C. ବାୟୁପ୍ରବାହ
D. ମେରୁଅଞ୍ଚଳ
Ans :D. ମେରୁଅଞ୍ଚଳ
111. —- ଅଞ୍ଚଳରେ ଗୁରୁଚାପ ସୃଷ୍ଟି ହୁଏ ?
A. ସ୍ଥଳଭାଗସ୍ଥ
B. ନିୟତ ବାୟୁ
C. ବାୟୁପ୍ରବାହ
D. ମେରୁଅଞ୍ଚଳ
Ans :D. ମେରୁଅଞ୍ଚଳ
112. ଗତିଶୀଳ ବାୟୁକୁ —– କୁହାଯାଏ ?
A. ସ୍ଥଳଭାଗସ୍ଥ
B. ନିୟତ ବାୟୁ
C. ବାୟୁପ୍ରବାହ
D. ମେରୁବାୟୁ
Ans :C. ବାୟୁପ୍ରବାହ
113. ସମତା ରକ୍ଷା କରିବା ——ର ଧର୍ମ?
A. ବାୟୁ
B. ଜଳ
C. ମାଟି
D. ସ୍ରୋତ
Ans :. ବାୟୁ
114. —– ସର୍ବଦା ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ପ୍ରବାଭିତ ହୁଏ ?
A. ବାୟୁ
B. ଜଳ
C. ମାଟି
D. ସ୍ରୋତ
Ans :. ବାୟୁ
115. —– ଯନ୍ତ୍ର ଦ୍ୱାରା ବାୟୁର ଦିଗ ମପାଯାଏ ?
A. ଉଇଣ୍ଡଭେନ
B. ଆନିମୋମିଟର
C. ବାରୋମିଟର
D. କୌଣସିଟି ନୁହେଁ
Ans :A. ଉଇଣ୍ଡଭେନ
116. —– ଯନ୍ତ୍ର ଦ୍ୱାରା ବାୟୁର ବେଗ ମପାଯାଏ ?
A. ଉଇଣ୍ଡଭେନ
B. ଆନିମୋମିଟର
C. ବାରୋମିଟର
D. କୌଣସିଟି ନୁହେଁ
Ans :B. ଆନିମୋମିଟର
117. ଭୂପପୃଷ୍ଠ ସହ ସାମନ୍ତର ଭାବେ ବହୁଥିବା ବାୟୁକୁ —— କୁହାଯାଏ ?
A. ସ୍ଥଳଭାଗସ୍ଥ
B. ନିୟତ ବାୟୁ
C. ପବନ
D. ମେରୁବାୟୁ
Ans :C. ପବନ
118. ନିମ୍ନ ଵା ଉର୍ଦ୍ଧମୁଖି ବାୟୁ —– ନାମରେ ନାମିତ ?
A. ସ୍ଥଳଭାଗସ୍ଥ
B. ନିୟତ ବାୟୁ
C. ବାୟୁସ୍ରୋତ
D. ମେରୁବାୟୁ
Ans :C. ବାୟୁସ୍ରୋତ
119. ସମସ୍ତ ବାୟୁ ପ୍ରବାହ ମୁଖ୍ୟତଃ —— ଶ୍ରେଣୀରେ ବିଭକ୍ତ ?
A. ଏକ
B. ଚାରି
C. ପାଞ୍ଚ
D. ଦୁଇ
Ans :B. ଚାରି
120.ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ନିୟମିତ ପ୍ରବାହିତ ବାୟୁକୁ ——- ପ୍ରବାହ କୁହାଯାଏ ?
A. ସ୍ଥଳଭାଗସ୍ଥ
B. ନିୟତ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :B. ନିୟତ ବାୟୁ
121. ନିୟତ ବାୟୁ ପ୍ରବାହ —— ଅଟେ ?
A. ସ୍ଥାୟୀ
B. ଅସ୍ଥାୟୀ
C. ଅଳ୍ପ ସ୍ଥାୟୀ
D. କୌଣସିଟି ନୁହେଁ
Ans :A. ସ୍ଥାୟୀ
122. ଆୟନ ବାୟୁ, ପଶ୍ଚିମା ବାୟୁ, ଓ ମେରୁବାୟୁ —— ଶ୍ରେଣୀର ବାୟୁ ପ୍ରବାହ ?
A. ସ୍ଥଳଭାଗସ୍ଥ
B. ନିୟତ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :B. ନିୟତ ବାୟୁ
123. ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରାକ୍ଷୀୟ ଲଘୁଚାପ ବଳୟକୁ ପ୍ରଭାବିତ ବାୟୁକୁ —– ବାୟୁ କୁହାଯାଏ ?
A. ସ୍ଥଳଭାଗସ୍ଥ
B.ଆୟନ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans : B.ଆୟନ ବାୟୁ
124. ପୃଥିବୀର ଆବର୍ତ୍ତନ ପାଇଁ ଆୟନ ବାୟୁ ଉତ୍ତର ଗୋଲାର୍ଦ୍ଧରେ ——- ଦିଗକୁ ପ୍ରଭାବିତ ହୁଏ ?
A. ପଶ୍ଚିମ
B. ପୂର୍ବ
C. ଉତ୍ତର ପୂର୍ବ
D. ଦକ୍ଷିଣ ପୂର୍ବ
Ans :C. ଉତ୍ତର ପୂର୍ବ
125. ପୃଥିବୀର ଆବର୍ତ୍ତନ ପାଇଁ ଆୟନ ବାୟୁ ଦକ୍ଷିଣ ଗୋଲାର୍ଦ୍ଧରେ ——- ଦିଗକୁ ପ୍ରଭାବିତ ହୁଏ?
A. ପଶ୍ଚିମ
B. ପୂର୍ବ
C. ଉତ୍ତର ପୂର୍ବ
D. ଦକ୍ଷିଣ ପୂର୍ବ
Ans :D. ଦକ୍ଷିଣ ପୂର୍ବ
126. ଉଭୟ ଗୋଲାର୍ଦ୍ଧରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶିୟ ଲଘୁଚାପ ବଳୟକୁ ପ୍ରବାଭିତ ବାୟୁକୁ —– କୁହାଯାଏ ?
A. ଗର୍ଜନାଶିଳ ଚାଳିଶା
B. ପଶ୍ଚିମାବାୟୁ
C. ପରିବର୍ତନଶୀଳ ପଶ୍ଚିମାବାୟୁ
D. କୌଣସିଟି ନୁହେଁ
Ans :B. ପଶ୍ଚିମାବାୟୁ
127. —– ବାୟୁର ବେଗ ଓ ଦିଗ ପରିବର୍ତନଶୀଳ ?
A. ଗର୍ଜନାଶିଳ ଚାଳିଶା
B. ପଶ୍ଚିମାବାୟୁ
C. ପରିବର୍ତନଶୀଳ ପଶ୍ଚିମାବାୟୁ
D. କୌଣସିଟି ନୁହେଁ
Ans :B. ପଶ୍ଚିମାବାୟୁ
128.ପଶ୍ଚିମାବାୟୁ ର ବେଗ ଓ ଦିଗ ପରିବର୍ତନଶୀଳ ତେଣୁ ତାହାକୁ —— ବାୟୁ କୁହାଯାଏ ?
A. ଗର୍ଜନାଶିଳ ଚାଳିଶା
B. ପଶ୍ଚିମାବାୟୁ
C. ପରିବର୍ତନଶୀଳ ପଶ୍ଚିମାବାୟୁ
D. କୌଣସିଟି ନୁହେଁ
Ans :C. ପରିବର୍ତନଶୀଳ ପଶ୍ଚିମାବାୟୁ
129. ଦକ୍ଷିଣ ଗୋଲାର୍ଦ୍ଧର ବିସ୍ତୃନ ଜଳରାଶି ଉପରେ ——- ବାୟୁ ପ୍ରବଳ ବେଗରେ ପ୍ରଭାବିତ ହୋଇଥାଏ ?
A. ଗର୍ଜନାଶିଳ ଚାଳିଶା
B. ପଶ୍ଚିମାବାୟୁ
C. ପରିବର୍ତନଶୀଳ ପଶ୍ଚିମାବାୟୁ
D. କୌଣସିଟି ନୁହେଁ
Ans :C. ପରିବର୍ତନଶୀଳ ପଶ୍ଚିମାବାୟୁ
130. ଗର୍ଜନଶିଳ ପଶ୍ଚିମାବାୟୁକୁ —— କୁହାଯାଏ ?
A. ଗର୍ଜନାଶିଳ ଚାଳିଶା
B. ପଶ୍ଚିମାବାୟୁ
C. ପରିବର୍ତନଶୀଳ ପଶ୍ଚିମାବାୟୁ
D. କୌଣସିଟି ନୁହେଁ
Ans : A. ଗର୍ଜନାଶିଳ ଚାଳିଶା
131. ଉଭୟ ଗୋଲାର୍ଦ୍ଧରେ ମେରୁ ଦେଶୀୟ ଗୁରୁଚାପ ବଳୟକୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ —- କୁହାଯାଏ ?
A. ସ୍ଥଳଭାଗସ୍ଥ
B. ମୌସୁମୀ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :D. ମେରୁବାୟୁ
132. ଦିନ ଵା ବର୍ଷର ସମୟ ଭିର୍ତ୍ତିକ ପରସ୍ପର ବିପରୀତ ଦିଗରୁ ପ୍ରବାହିତ ବାୟୁକୁ —— କୁହାଯାଏ ?
A. ସ୍ଥଳଭାଗସ୍ଥ
B. ମୌସୁମୀ ବାୟୁ
C. ସାମୟିକ ବାୟୁ ପ୍ରବାହ
D. ମେରୁବାୟୁ
Ans :C. ସାମୟିକ ବାୟୁ ପ୍ରବାହ
133. ସମୁଦ୍ରବାୟୁ, ଓ ସ୍ଥଳବାୟୁ, ଏବଂ ମୌସୁମୀ ବାୟୁ —— ର ଉଦାହରଣ ?
A. ସ୍ଥଳଭାଗସ୍ଥ
B. ମୌସୁମୀ ବାୟୁ
C. ସାମୟିକ ବାୟୁ ପ୍ରବାହ
D. ମେରୁବାୟୁ
Ans :C. ସାମୟିକ ବାୟୁ ପ୍ରବାହ
134. —– ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରବାୟୁ ଓ ସ୍ଥଳବାୟୁ ଅନୁଭୂତ ହୁଏ ?
A. ନଦୀ
B. ହ୍ରଦ
C. ସମୁଦ୍ର
D. କେନାଲ
Ans :C. ସମୁଦ୍ର
135. ଦିନବେଳା —- ବାୟୁ ଗରମ, ହାଲୁକା, ହୋଇ ଲଘୁଚାପ ସୃଷ୍ଟି ହୁଏ ?
A. ସ୍ଥଳଭାଗସ୍ଥ
B. ମୌସୁମୀ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :A. ସ୍ଥଳଭାଗସ୍ଥ
136. ସମୁଦ୍ର ଉପରିସ୍ଥ ବାୟୁ ଅପେକ୍ଷାକୃତ ଶୀତଳ ଥିବାରୁ —– ହୋଇଥାଏ ?
A. ଲଘୁଚାପ
B. ଗୁରୁଚାପ
C. ମୌସୁମୀ
D. ବାୟୁ ପ୍ରବାହ
Ans :B. ଗୁରୁଚାପ
137. ସମୁଦ୍ରରୁ ସ୍ଥଳଭାଗକୁ ବାୟୁ ପ୍ରବହ ହେଲେ ତାହା —– ବାୟୁ ଅଟେ ?
A.ସ୍ଥଳବାୟୁ
B. ପଶ୍ଚିମାବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :C. ସମୁଦ୍ର ବାୟୁ
138. ସମୁଦ୍ରବାୟୁ ର ପ୍ରଭାବ ପ୍ରାୟ —— କି. ମି. ପର୍ଯ୍ୟନ୍ତ ଅନୁଭୂତ ହୁଏ ?
A. 25 କି. ମି
B. 30 କି. ମି
C. 43 କି. ମି
D. 76 କି. ମି
Ans :A. 25 କି. ମି
139. ତୁରାନ ଓ ଗୋଵି ମରୁଭୂମି — ବାୟୁ ଯୋଗୁଁ ସୃଷ୍ଟି ହୋଇଛି ?
A. ସ୍ଥଳବାୟୁ
B. ପଶ୍ଚିମାବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :B. ପଶ୍ଚିମାବାୟୁ
140. ସମୁଦ୍ରବାୟୁ ସ୍ଥଳଭାଗରୁ ଅପେକ୍ଷାକୃତ ଶୀତଳବାୟୁ ସମୁଦ୍ର ଆଡକୁ ପ୍ରବାହିତ ହୁଏ ତାହାକୁ କଣ କୁହାଯାଏ ?
A. ସ୍ଥଳବାୟୁ
B. ମୌସୁମୀ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :A. ସ୍ଥଳବାୟୁ
141. ସମୁଦ୍ରକୋଳିଆ ଧୀଵରମାନେ —— ବାୟୁର ସହାୟତାରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥାନ୍ତି ?
A. ସ୍ଥଳବାୟୁ
B. ମୌସୁମୀ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :A. ସ୍ଥଳବାୟୁ
142. ସମୁଦ୍ରକୋଳିଆ ଧୀଵରମାନେ —— ବାୟୁର ସହାୟତାରେ କୂଳକୁ ଫେରିଆସନ୍ତି ?
A. ସ୍ଥଳବାୟୁ
B. ମୌସୁମୀ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans : C. ସମୁଦ୍ର ବାୟୁ
143. ଦକ୍ଷିଣ ତଥା ଦକ୍ଷିଣପୂର୍ବ ଏସିଆରେ —— ବାୟୁ ପ୍ରବାହିତ ହୁଏ ?
A. ସ୍ଥଳବାୟୁ
B. ମୌସୁମୀ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :. ମୌସୁମୀ ବାୟୁ
144. —– ଏକ ଋତୁ୍କାଳୀନ ବାୟୁ ?
A. ସ୍ଥଳବାୟୁ
B. ମୌସୁମୀ ବାୟୁ
C. ସମୁଦ୍ର ବାୟୁ
D. ମେରୁବାୟୁ
Ans :. ମୌସୁମୀ ବାୟୁ

145.ଅଞ୍ଚଳ ଭିର୍ତ୍ତିରେ ବର୍ଷର ନିର୍ଦିଷ୍ଟ ସମୟରେ ପ୍ରବାହିତ ବାୟୁକୁ କଣ କୁହାଯାଏ ,?
A . ସ୍ଥାନୀୟ ବାୟୁ ପ୍ରବାହ
B. ସାମୟିକ ବାୟୁ ପ୍ରବାହ
C. ନିୟତ ବାୟୁ ପ୍ରବାହ
D. କୌଣଆଇଟି ନୁହେଁ
Ans :A . ସ୍ଥାନୀୟ ବାୟୁ ପ୍ରବାହ
146. ଲୁ, ଚିନୁକ୍, କାଳବୈଶାଖୀ, ଆଦି —- ଶ୍ରେଣୀ ର ବାୟୁ ପ୍ରବାହ?
A. ସ୍ଥାନୀୟ ବାୟୁ ପ୍ରବାହ
B. ସାମୟିକ ବାୟୁ ପ୍ରବାହ
C. ନିୟତ ବାୟୁ ପ୍ରବାହ
D. କୌଣଆଇଟି ନୁହେଁ
Ans :A. ସ୍ଥାନୀୟ ବାୟୁ ପ୍ରବାହ
147. ଆମ ଓଡ଼ିଶାର ଉତ୍ତରଭାଗ,
ବାଂଲାଦେଶ ରେ ଗ୍ରୀଷ୍ମଦିନ ଅପରାହ୍ଣଣରେ ଏକ ଅତି —– ବାୟୁ ପ୍ରଭାବିତ ହୁଏ ?
A. ଆଦ୍ର
B. ଉଷ୍ମ
C. ଶୁଷ୍କ
D. ଉର୍ବର
Ans :B. ଉଷ୍ମ
148. ଉଷ୍ଣମା ବାୟୁ ପ୍ରଭାବରେ ଅପରାହ୍ନରେ ଘଡଘଡି ସହ ବୃଷ୍ଟିପାତ ହୁଏ ତାହାକୁ କଣ କୁହାଯାଏ ?
A. ଚିନୁକ୍
B. ଲୁ
C. କଳାବୈଶାଖୀ
D. କୌଣସିଟି ନୁହେଁ
Ans :C. କଳାବୈଶାଖୀ
149. ଏହି ସମୟରେ ଗାଙ୍ଗେୟ ସମତଳ ଅଞ୍ଚଳ ତଥା ରାଜସ୍ଥାନ ଏକ ଅତି ଉଷ୍ମ ଓ ଶୁଷ୍କ ବାୟୁପ୍ରବାହ ହୋଇଥାଏ ତାହାକୁ —- ନାମରେ ନାମିତ କରାଯାଇଛି ?
A. ଚିନୁକ୍
B. ଲୁ
C. କଳାବୈଶାଖୀ
D. କୌଣସିଟି ନୁହେଁ
Ans :B. ଲୁ
150. —— ପର୍ବତମାଳାର ପୂର୍ବଢ଼ାଳୁ ଅଞ୍ଚଳରେ ସହିତକଳରେ ଉଷ୍ମ ଓ ଶୁଷ୍କ ବାୟୁ ପ୍ରଭାବିତ ହୁଏ ତାହାକୁ କଣ କୁହାଯାଏ ?
A. ଚିନୁକ୍
B. ଲୁ
C. କଳାବୈଶାଖୀ
D. କୌଣସିଟି ନୁହେଁ
Ans :A. ଚିନୁକ୍
151. ବେଳେବେଳେ ବାୟୁଚାପର ଆକସ୍ମିକ ପରିବର୍ତ୍ତନ ଯୋଗୁଁ ବାୟୁ ପ୍ରବାହ ହୋଇଥାଏ ତାହାକୁ କଣ କୁହାଯାଏ ?
A. ବାୟୁ ପ୍ରବାହ
B. କୌଣସିଟି ନୁହେଁ
C.ଜଳୀୟବାଷ୍ପ
D.ବାଷ୍ପୀଭବନ
Ans :A. ବାୟୁ ପ୍ରବାହ
152. ବାତାବର୍ତ୍ତ ଓ ପ୍ରତୀପ ବାତାବର୍ତ୍ତ —– ର ଉଦାହରଣ ଅଟେ ?
A. ଆକସ୍ମିକ ବାୟୁ ପ୍ରବାହ
B. କୌଣସିଟି ନୁହେଁ
C.ଜଳୀୟବାଷ୍ପ
D.ବାଷ୍ପୀଭବନ
Ans :A. ଆକସ୍ମିକ ବାୟୁ ପ୍ରବାହ
153. କୌଣସି ସ୍ଥାନରେ ବାୟୁଚାପ ହଠାତ ହ୍ରସପଇ କେନ୍ଦ୍ରୀଭୂତ ହେଲେ ସେଇ ସ୍ଥାନରେ ଚତୃପାର୍ଶ୍ୱସ୍ତ ଗୁରୁଚାପ ଅଂଚଳସରୁ ବସ୍ୟୁ ତୀବ୍ର ବେଗରେ ପ୍ରବାଭିତ ହୁଏ। କେନ୍ଦ୍ରସ୍ଥ ଲଘୁଚାପ ଅଂଚଷୁଳକୁ ପ୍ରବେଢ଼ା କରି ନପାରି ଏହା ଘୁରିଘୁରି ଉପରକୁ ଉଠିଥାଏ ତାହାକୁ କଣ କୁହାଯାଏ ?
A. ପ୍ରତୀପ ବାତାବର୍ତ୍ତ
B.ବାତାବର୍ତ୍ତ
C.ଜଳୀୟବାଷ୍ପ
D.ବାଷ୍ପୀଭବନ
Ans : B.ବାତାବର୍ତ୍ତ
154. ଉତ୍ତର ଗୋଲାର୍ଦ୍ଧରେ ବାର୍ତ୍ତାବତ ର କେନ୍ଦ୍ରଆଡକୁ ବାୟୁ ପ୍ରଭାବିତ ହେଲାବେଳେ ତାହା —– ଆଡକୁ ବାଙ୍କୀଥାଏ ?
A. ଡାହାଣ
B. ବାମ
C. ପୂର୍ବ
D. ଦକ୍ଷିଣ
Ans :A. ଡାହାଣ
155. ଦକ୍ଷିଣ ଗୋଲାର୍ଦ୍ଧରେ ବାର୍ତ୍ତାବତ ର କେନ୍ଦ୍ରଆଡକୁ ବାୟୁ ପ୍ରଭାବିତ ହେଲାବେଳେ ତାହା —– ଆଡକୁ ବାଙ୍କୀଥାଏ ?
A. ଡାହାଣ
B. ବାମ
C. ପୂର୍ବ
D. ଦକ୍ଷିଣ
Ans :B. ବାମ
156. ଉତ୍ପାତିସ୍ଥଳ ଦୃଷ୍ଟିରୁ ବାର୍ତ୍ତାବତ —— ପ୍ରକାର ହୋଇଥଏ ?
A. ଦୁଇ
B. ତିନି
C. ଚାରି
D. ପାଞ୍ଚ
Ans :A. ଦୁଇ
157. ପ୍ରତୀପ ବାର୍ତ୍ତାବତ —–ବାର୍ତ୍ତାବତ ର ଠିକ ବିପରୀତଅବସ୍ଥା?
A. ପ୍ରତୀପ ବାତାବର୍ତ୍ତ
B.ବାତାବର୍ତ୍ତ
C.ଜଳୀୟବାଷ୍ପ
D.ବାଷ୍ପୀଭବନ
Ans : B.ବାତାବର୍ତ୍ତ
158. ବାଷ୍ପୀଭୂତ ଜଳକଣାଗୁଡିକୁ କଣ କୁହାଯାଏ ?
A. ଜଳୀୟବାଷ୍ପ
B. ବାଷ୍ପୀଭବନ
C.ବାଷ୍ପୀମୋଚନ ପ୍ରକ୍ରିୟା
D. ଅପରିପୃକ୍ତ ବାୟୁ
Ans :A. ଜଳୀୟବାଷ୍ପ
159. ଜଳ ଗ୍ୟାସୀୟ ଅବସ୍ଥାରେ ପରିବର୍ତ୍ତିତ ହେଵା ପ୍ରକ୍ରିୟାକୁ —– କୁହାଯାଏ ?
A. ଜଳୀୟବାଷ୍ପ
B. ବାଷ୍ପୀଭବନ
C.ବାଷ୍ପୀମୋଚନ ପ୍ରକ୍ରିୟା
D. ଅପରିପୃକ୍ତ ବାୟୁ
Ans :B. ବାଷ୍ପୀଭବନ
160. ବୃକ୍ଷଲାତାଙ୍କ ଡାଳପତ୍ରରୁ ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳରେ ମିଶେ ତାହାକୁ କଣ କୁହାଯାଏ ?
A. ଜଳୀୟବାଷ୍ପ
B. ବାୟୁର ଆଦ୍ରତା
C.ବାଷ୍ପୀମୋଚନ ପ୍ରକ୍ରିୟା
D. ଅପରିପୃକ୍ତ ବାୟୁ
Ans : C.ବାଷ୍ପୀମୋଚନ ପ୍ରକ୍ରିୟା
161. ବାୟୁର —– ବାଷ୍ପୀଭବନ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ ?
A. ଆଦ୍ରତା
B. ବେଗ
C. ତାପମାତ୍ରା
D. ଉଚ୍ଚତା
Ans :B. ବେଗ
162. ବୃଷ୍ଟିପାତର କାରକ କିଏ ?
A. ଜଳୀୟବାଷ୍ପ
B. ବାୟୁର ଆଦ୍ରତା
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :A. ଜଳୀୟବାଷ୍ପ
163. ଜଳୀୟବାଷ୍ପର ଉପସ୍ଥିତି ଓ ପରିମାଣକୁ —– କୁହାଯାଏ ?
A. ଶିଶିରାଙ୍କ
B. ବାୟୁର ଆଦ୍ରତା
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :B. ବାୟୁର ଆଦ୍ରତା
164. ତାପମାତ୍ରା ଅନୁଯାୟୀ ବାୟୁରେ କ୍ଷମତା ପରିମାଣର ଜଳୀୟବାଷ୍ପ ଥିଲେ ତାହାକୁ କଣ କୁହାଯାଏ ?
A. ଶିଶିରାଙ୍କ
B. ଘନୀଭବନ
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans : C.ପରିପୃକ୍ତ ବାୟୁ
165. ଜଳୀୟବାଷ୍ପ ଧାରଣ କ୍ଷମତାଠାରୁ କମ ଜଳୀୟବାଷ୍ପ ଥିଲେ ତାକୁ —— କୁହାଯାଏ ?
A. ଶିଶିରାଙ୍କ
B. ଘନୀଭବନ
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :. ଅପରିପୃକ୍ତ ବାୟୁ
166. —– ଯନ୍ତ୍ର ଦ୍ୱାରା ବାୟୁର ଆଦ୍ରତା ମପାଯାଏ ?
A. ବାରୋମିଟର
B. ରେନଗଜ
C. ହାଇଗ୍ରୋମିଟର
D. ଅନିମୋମିଟର
Ans :C. ହାଇଗ୍ରୋମିଟର
167. ବାଷ୍ପୀଭବନ ର ବିପରୀତ ଅବସ୍ଥା କିଏ?
A. ଶିଶିରାଙ୍କ
B. ଘନୀଭବନ
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :B. ଘନୀଭବନ
168. —– ପ୍ରକ୍ରିୟାରେ ଜଳୀୟବାଷ୍ପ ଗ୍ୟାସୀୟ ଅବସ୍ଥାରୁ ତରଳ ଵା କଠିନ ଅବସ୍ଥାକୁ ଫେରିଆସେ ?
A. ଶିଶିରାଙ୍କ
B. ଘନୀଭବନ
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :B. ଘନୀଭବନ
169. —— ପ୍ରକ୍ରିୟା ପାଇଁ ବାୟୁ ଥଣ୍ଡା ହେବ ଦରକାର ଅଟେ ?
A. ଶିଶିରାଙ୍କ
B. ଘନୀଭବନ
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :B. ଘନୀଭବନ
170. ଯେଉଁ ତାପମାତ୍ରାରେ ଜଳୀୟବାଷ୍ପ କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ପରିଣତ ହୁଏ ସେହି ତାପମାତ୍ରାକୁ କଣ କୁହାଯାଏ ?
A. ଶିଶିରାଙ୍କ
B. ଘନୀଭବନ
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :A. ଶିଶିରାଙ୍କ
171. ଶିଶିରାଙ୍କ ତାପମାତ୍ରାଠାରୁ —– ପ୍ରକ୍ରିୟା ଆରମ୍ଭ ହୁଏ ?
A. ଶିଶିରାଙ୍କ
B. ଘନୀଭବନ
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :B. ଘନୀଭବନ
172. —— ଫଳରେ କାକର, କୁହୁଡି, ମେଘ, ଆଦି ସୃଷ୍ଟି ହୁଏ ?
A. ଶିଶିରାଙ୍କ
B. ଘନୀଭବନ
C.ପରିପୃକ୍ତ ବାୟୁ
D. ଅପରିପୃକ୍ତ ବାୟୁ
Ans :B. ଘନୀଭବନ
173. ଭୂପୃଷ୍ଟ ଶୀତଳ ହେଲେ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଆସେ ଫଳରେ ଜଳୀୟବାଷ୍ପ କ୍ଷୁଦ୍ର କ୍ଷୁଦ୍ର ଜଳବିନ୍ଦୁ ଆକାରରେ ଘନୀଭୂତ ହୁଏ ତାହା ଘାସପତ୍ର ରେ ଲାଗିରହେ ତାହାକୁ କଣ କୁହାଯାଏ ?
A .କାକର
B. ମିଷ୍ଟ
C.ମେଘ
D. କୁହୁଡି
Ans :A . କାକର
174. ଲମ୍ବା ଶୀତରାତି, ନିର୍ମଳ ଆକାଶ ଏବଂ ସ୍ଥିରବାୟୁ —- ସୃଷ୍ଟି ପାଇଁ ଅନୁ୍କୂଳ?
A .କାକର
B. ମିଷ୍ଟ
C.ମେଘ
D. କୁହୁଡି
Ans :A . କାକର
175. ଜଳୀୟବାସ୍ପର ଏହି ପରିବର୍ତ୍ତିତ ରୂପକୁ —- କୁହାଯାଏ?
A . ପୁଞ୍ଜିଭୂତ
B. ମିଷ୍ଟ
C.ମେଘ
D. କୁହୁଡି
Ans :D. କୁହୁଡି
176. ଭୂପୃଷ୍ଟର ତାପ ବିକିରଣରୁ ସୃଷ୍ଟି ହୋଇଥିବାରୁ ତାହାକୁ —- କୁହାଯାଏ ?
A . ପୁଞ୍ଜିଭୂତ
B. ମିଷ୍ଟ
C.ମେଘ
D. ବିକିରଣ କୁହୁଡି
Ans :D. ବିକିରଣ କୁହୁଡି
177. —— ପାଇଁ ଲମ୍ବା ଶୀତରାତି,ନିର୍ମସଲ ଆକାଶ, ଓ ଧୀର ବାୟୁ ପ୍ରବାହ ଆବଶ୍ୟକ ?
A . ପୁଞ୍ଜିଭୂତ
B. ମିଷ୍ଟ
C.ମେଘ
D. ବିକିରଣ କୁହୁଡି
Ans :D. ବିକିରଣ କୁହୁଡି
178. ଶୀତଳ ବାୟୁ ଓ ଉଷ୍ମ ଆଦ୍ର ବାୟୁର ମିଶ୍ରଣରେ —- ସୃଷ୍ଟି ହୁଏ ?
A . ପୁଞ୍ଜିଭୂତ
B. ମିଷ୍ଟ
C.ମେଘ
D. କୁହୁଡି
Ans :D. କୁହୁଡି
179. ଶୀତଳ ବାୟୁ ଓ ଉଷ୍ମ ଆଦ୍ର ବାୟୁର ମିଶ୍ରଣରେ କୁହୁଡି ସୃଷ୍ଟି ହୁଏ ତାହାକୁ କଣ କୁହାଯାଏ ?
A . ପୁଞ୍ଜିଭୂତ
B. ମିଷ୍ଟ
C.ମେଘ
D. ଅଭିବହନ କୁହୁଡି
Ans :D. ଅଭିବହନ କୁହୁଡି
180. କୁହୁଡ଼ି ଅତି ପତଳା ହେଲେ ତାକୁ କଣ କୁହାଯାଏ ?
A . ପୁଞ୍ଜିଭୂତ
B. ମିଷ୍ଟ
C.ମେଘ
D. ଅଭିବହନ କୁହୁଡି
Ans :B. ମିଷ୍ଟ
181. ଆକାଶରେ ଭାଷମାନ ଅବସ୍ଥାରେ ଥିବା ଜଳକଣାକୁ ଓ ତୁଷାରକଣାର ସମାହାରକୁ କଣ କୁହାଯାଏ ?
A. ପୁଞ୍ଜିଭୂତ
B. ସ୍ତରୀଭୂତ
C.ମେଘ
D. ଅଭିବହନ କୁହୁଡି
Ans : C.ମେଘ
182. ଆକାର ଅନୁସାରେ ମେଘ —- ପ୍ରକାର ?
A. ଦୁଇ
B. ତିନି
C. ଚାରି
D. ପାଞ୍ଚ
Ans :A. ଦୁଇ
183. ଆକାଶର ବିସ୍ତୃନ ଅଞ୍ଚଳରେ ସ୍ତରସ୍ତର ହୋଇ ଭାସୁଥିବା ମେଘକୁ —– ମେଘ କୁହାଯାଏ ?
A. ପୁଞ୍ଜିଭୂତ
B. ସ୍ତରୀଭୂତ
C.ମେଘ
D. ଅଭିବହନ କୁହୁଡି
Ans :B. ସ୍ତରୀଭୂତ
184. କେତେକ ମେଘ ତୁଳଗଦା ସଦୃଶ ମେଞ୍ଚା ମେଞ୍ଚା ହୋଇ ବହୁ ଉପରକୁ ଉଠିରହିଥିବାର ଦେଖାଯାଏ ତାହାକୁ —- ମେଘ କୁହାଯାଏ ?
A. ପୁଞ୍ଜିଭୂତ
B. ସ୍ତରୀଭୂତ
C.ମେଘ
D. ଅଭିବହନ କୁହୁଡି
Ans :A. ପୁଞ୍ଜିଭୂତ
185. ଉଚ୍ଚତା ଭେଦରେ ମେଘ —- ପ୍ରକାର?
A. ଦୁଇ
B. ତିନି
C. ଚାରି
D. ପାଞ୍ଚ
Ans :B. ତିନି
186. ଭୂପୃଷ୍ଠରୁ ପ୍ରାୟ ଦୁଇ କି. ମି. ପର୍ଯ୍ୟନ୍ତ ଉଚ୍ଚତାରେ ଥିବା ମେଘକୁ —– କୁହାଯାଏ?
A.. ବର୍ଷଣ
B. ଉଚ୍ଚମେଘ
C. ମଧ୍ୟମେଘ
D. ନିମ୍ନମେଘ
Ans :D. ନିମ୍ନମେଘ
187. ଭୂପୃଷ୍ଠରୁ ପ୍ରାୟ ଦୁଇ କି. ମି. ରୁ 6କିମି ପର୍ଯ୍ୟନ୍ତ ଉଚ୍ଚତାରେ ଥିବା ମେଘକୁ —– ମେଘ କୁହାଯାଏ ?
A. ବର୍ଷଣ
B. ଉଚ୍ଚମେଘ
C. ମଧ୍ୟମେଘ
D. ନିମ୍ନମେଘ
Ans :C. ମଧ୍ୟମେଘ
188. ମାଧ୍ୟ୍ୟମେଘ ଉପରକୁ 22 କି. ମି. ପର୍ଯ୍ୟନ୍ତ ବ୍ୟାପି ରହିଥିବା ମେଘକୁ —– ମେଘ କୁହାଯାଏ ?
A. ବର୍ଷଣ
B. ଉଚ୍ଚମେଘ
C. ମଧ୍ୟମେଘ
D. ନିମ୍ନମେଘ
Ans :B. ଉଚ୍ଚମେଘ
189. —– ମେଘରେ ଜଳକଣା ଅଧିକ ଥିବାରୁ ବୃଷ୍ଟିପାତର ସମ୍ଭାବନା ଅଧିକ ରହେ ?
A. ବର୍ଷଣ
B. ଉଚ୍ଚମେଘ
C. ମଧ୍ୟମେଘ
D. ନିମ୍ନମେଘ
Ans :B. ଉଚ୍ଚମେଘ
190. ମେଘରେ ଥିବା ଜଳ କିମ୍ବା ତୁଷାରକଣା ଘନୀଭୂତ ହୋଇ ତଳକୁ ପ୍ରକ୍ରିୟାକୁ —- କୁହାଯାଏ ?
A. ବର୍ଷଣ
B. ଉଚ୍ଚାମେଘ
C. ମଧ୍ୟମେଘ
D. ନିମ୍ନମେଘ
Ans :A. ବର୍ଷଣ
191. —– ଏକ ପ୍ରାକୃତିକ ପ୍ରକ୍ରିୟା ?
A. ବର୍ଷଣ
B. ଉଚ୍ଚାମେଘ
C. ମଧ୍ୟମେଘ
D. ନିମ୍ନମେଘ
Ans :A. ବର୍ଷଣ
192. ବୃଷ୍ଟିପାତ, ତୁଷାରପାତ, ଓ କରକାପାତ —– ରା ଉଦାହରଣ ଅଟେ?
A. ବର୍ଷଣ
B. ଉଚ୍ଚାମେଘ
C. ମଧ୍ୟମେଘ
D. ନିମ୍ନମେଘ
Ans :A. ବର୍ଷଣ
193. ମେଘରେ ଥିବା ଜଳକଣା ଘନୀଭୂତ ହୋଇ ଜଳବିନ୍ଦୁ ଆକାରରେ ଭୂପୃଷ୍ଠରେ ପଢିବାକୁ —– କୁହାଯାଏ ?
A. କୁଆପଥର
B. ତୁଷାରପାତ
C. ବୃଷ୍ଟିପାତ
D. ଘନୀଭବନ
Ans :C. ବୃଷ୍ଟିପାତ
194. ବୃଷ୍ଟିପାତର ପରିମାଣ —- ଯନ୍ତ୍ରରେ ମପାଯାଏ ?
A. ବାରୋମିଟର
B. ରେନଗଜ
C. ଥର୍ମୋମିଟର
D. ଅନିମୋମିଟର
Ans :B. ରେନଗଜ
195. ବୃଷ୍ଟିପାତ —- ପ୍ରକାର ?
A. ଏକ
B. ଦୁଇ
C. ତିନି
D. ଚାରି
Ans :C. ତିନି
196. ସୌର କିରଣ ଦ୍ୱାରା ଭୂପୃଷ୍ଠ ଉତ୍ତପ୍ତ ହେବାଦ୍ୱାରା ନିମ୍ନସ୍ତରରେ ବାୟୁ ଉତ୍ତପ୍ତ ହୁଏ ଓ ହାଲୁକା ହୋଇ ଉପରକୁ ଉଠେ ତାହାକୁ କଣ କୁହାଯାଏ ?
A. ନିରକ୍ଷିୟ
B. କ୍ରାନ୍ତି ମଣ୍ଡଳ
C. ସମୁଦ୍ର
D. ବାୟୁର ପରିଚଳନ
Ans :D. ବାୟୁର ପରିଚଳନ
197. ପରିଚାଳନ ବୃଷ୍ଟିପାତ —– ଅଞ୍ଚଳରେ ପ୍ରତିଦିନ ଅପରାହ୍ନରେ ହୋଇଥାଏ ?
A. ନିରକ୍ଷିୟ
B. କ୍ରାନ୍ତି ମଣ୍ଡଳ
C. ସମୁଦ୍ର
D. ମୁରୁଭୂମି
Ans :A. ନିରକ୍ଷିୟ
198. ଜଳୀୟବାଷ୍ପପୂର୍ଣ ବାୟୁର ଗତିପଥରେ ଉଚ୍ଚଭୂମି ବାଧାଦେଲେ ବାୟୁ ଉପରକୁ ଉଠେ ତାହା ଥଣ୍ଡାହୋଇ ବର୍ଷା ହୁଏ ତାହାକୁ କଣ କୁହାଯାଏ ?
A .ଅନୁଵାତ
B. ପ୍ରତିବାତ
C. ପାର୍ବତୀୟ ବୃଷ୍ଟିପାତ
D. ପଶ୍ଚିମ ପାର୍ଶ୍ୱ
Ans :C. ପାର୍ବତୀୟ ବୃଷ୍ଟିପାତ
199. ପର୍ବତର ଯେଉଁପାର୍ଶ୍ୱରେ ବାୟୁ ବାଧାପାଏ ତାହାକୁ —- ପାର୍ଶ୍ୱ କୁହାଯାଏ ?
A.. ଅନୁଵାତ
B. ପ୍ରତିବାତ
C. ପାର୍ବତୀୟ ବୃଷ୍ଟିପାତ
D. ପଶ୍ଚିମ ପାର୍ଶ୍ୱ
Ans :B. ପ୍ରତିବାତ
200. ଅପର ପାର୍ଶ୍ୱକୁ —- କୁହାଯାଏ?
A. ଅନୁଵାତ
B. ପ୍ରତିବାତ
C. ପାର୍ବତୀୟ ବୃଷ୍ଟିପାତ
D. ପଶ୍ଚିମ ପାର୍ଶ୍ୱ
Ans :B. ପ୍ରତିବାତ
201. —– ପାର୍ଶ୍ୱରେ ଅଧିକ ବୃଷ୍ଟି ହୁଏ ?
A. ଅନୁଵାତ
B. ପ୍ରତିବାତ
C. ପାର୍ବତୀୟ ବୃଷ୍ଟିପାତ
D. ପଶ୍ଚିମ ପାର୍ଶ୍ୱ
Ans :B. ପ୍ରତିବାତ
202. —- ପାର୍ଶ୍ୱରେ ଅନାବୃଷ୍ଟି ହୁଏ ?
A. ଅନୁଵାତ
B. ପ୍ରତିବାତ
C. ପାର୍ବତୀୟ ବୃଷ୍ଟିପାତ
D. ପଶ୍ଚିମ ପାର୍ଶ୍ୱ
Ans :A. ଅନୁଵାତ
203. ବାର୍ତ୍ତାବତ ଜନିତ ବୃଷ୍ଟିପାତକୁ କଣ କୁହାଯାଏ ?
A. କୁଆପଥର
B. ତୁଷାରପାତ
C. ବାତାବର୍ତ୍ତ ବୃଷ୍ଟିପାତ
D. ଘନୀଭବନ
Ans :C. ବାତାବର୍ତ୍ତ ବୃଷ୍ଟିପାତ
204. ପ୍ରାୟତଃ ଅତି ଉଚ୍ଚ ପର୍ବତ ଶ୍ରେଣୀ କିମ୍ବା ମାଳଭୂମି ଅଞ୍ଚଳରେ —– ହୁଏ ?
A. କୁଆପଥର
B. ତୁଷାରପାତ
C. ବାତାବର୍ତ୍ତ ବୃଷ୍ଟିପାତ
D. ଘନୀଭବନ
Ans :B. ତୁଷାରପାତ
205. ମେଘରୁ ଭୂପୃଷ୍ଠାକୁ ଖସୁଥୁବା ଛୋଟବଡ ବରଫଖଣ୍ଡ କୁ —- କୁହାଯାଏ ?
A. କୁଆପଥର
B. ତୁଷାରପାତ
C. ବାତାବର୍ତ୍ତ ବୃଷ୍ଟିପାତ
D. ଘନୀଭବନ
Ans :A. କୁଆପଥର

Leave a Comment