Discover the fascinating details of landforms in Class 7 Chapter 1 ପାଠ 3. Learn about various geographical features and their significance in this comprehensive lesson on ଭୂମିରୂପ
Class -7
Chapter -1 ପାଠ – 3
Subject : ଭୂମିରୂପ
1. ପୃଥିବୀ ପୃଷ୍ଠ ଉଭୟ — ଓ —- ଦ୍ୱାରା ଗଠିତ ?
A. ଜଳ
B. ସ୍ଥଳ
C. Both a &b
D. କୌଣସିଟି ନୁହେଁ
Ans :C. Both a &b
2. ବିସ୍ତିର୍ଣ୍ଣ ସ୍ଥଳଭାଗାକୁ କଣ କୁହାଯାଏ ?
A. ମହାସାଗର
B . ମହାଦେଶ
C. ଜଲଭାଗ
D. ସମୁଦ୍ର
Ans :B . ମହାଦେଶ
3. ଜଲଭାଗକୁ କଣ କୁହାଯାଏ ?4. ମହାଦେଶରେ ପର୍ବତ, ମାଳଭୂମି ଓ ସମତଲଭୂମି ଆଦି —– ଦେଖାଯାଏ ?
A. ମହାସାଗର
B . ମହାଦେଶ
C. ଜଲଭାଗ
D. ସମୁଦ୍ର
Ans :A. ମହାସାଗର
5. ମହାଦେଶ, ଓ ମହାସାଗର ଅନ୍ତର୍ଗତ ମୁଖ୍ୟ ଭୂମିରୂପ ଗୁଡିକ —– ଶ୍ରେଣୀ ର ଭୂମିରୂପ ?
A. ପ୍ରଥମଶ୍ରେଣୀ
B. ଦ୍ୱିତୀୟଶ୍ରେଣୀ
C. ତୃତୀୟ ଶ୍ରେଣୀ
D. ଚତୁର୍ଥ ଶ୍ରେଣୀ
Ans :B. ଦ୍ୱିତୀୟଶ୍ରେଣୀ
6. ମହାଦେଶ, ଓ ମହାସାଗର —– ଭୂମିରୂପ ?
A. ପ୍ରଥମଶ୍ରେଣୀ
B. ଦ୍ୱିତୀୟଶ୍ରେଣୀ
C. ତୃତୀୟ ଶ୍ରେଣୀ
D. ଚତୁର୍ଥ ଶ୍ରେଣୀ
Ans :A. ପ୍ରଥମଶ୍ରେଣୀ
7. ଭୂପୃଷ୍ଠରେ ଉପତ୍ୟକ, ଜଳପ୍ରପାତ, ନଦୀଗଣ୍ଡ, ଅଶ୍ୱଖୁରାକୃତି ହ୍ରଦ ଓ ତ୍ରିକୋଣଭୂମି ଆଦି କ୍ଷୁଦ୍ର ଭୂମିରୂପମାନ —- ଶ୍ରେଣୀ ର ଭୂମିରୂପ ?
A. ପ୍ରଥମଶ୍ରେଣୀ
B. ଦ୍ୱିତୀୟଶ୍ରେଣୀ
C. ତୃତୀୟ ଶ୍ରେଣୀ
D. ଚତୁର୍ଥ ଶ୍ରେଣୀ
Ans :C. ତୃତୀୟ ଶ୍ରେଣୀ
8. କେତେଗୁଡିଏ ଶକ୍ତି ଭୂପୃଷ୍ଠରେ କାର୍ଯ୍ୟ କରିଥାନ୍ତି ସେଗୁଡିକୁ କଣ କୁହାଯାଏ ?
A.ବାହ୍ୟ ଶକ୍ତି
B. ଆଭ୍ୟନ୍ତର ଶକ୍ତି
C. ତ୍ୱରିତ ଶକ୍ତି
D. ଧୀର ଶକ୍ତି
Ans : A.ବାହ୍ୟ ଶକ୍ତି
9. ଭୂଆଭ୍ୟନ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଶକ୍ତିକୁ —– ଶକ୍ତି କୁହାଯାଏ ?
A.ବାହ୍ୟ ଶକ୍ତି
B. ଆଭ୍ୟନ୍ତର ଶକ୍ତି
C. ତ୍ୱରିତ ଶକ୍ତି
D. ଧୀର ଶକ୍ତି
Ans :. ଆଭ୍ୟନ୍ତର ଶକ୍ତି
10. ଆଭ୍ୟନ୍ତର ଶକ୍ତି —– ପ୍ରକାର ଅଟେ ?
A. ଏକ
B. ଦୁଇ
C. ତିନି
D. ଚାରି
Ans :B. ଦୁଇ
11. କେତେକ ଶକ୍ତି ର ପ୍ରଭାବରେ ହଠାତ —- ହୋଇଥାଏ ?
A.ବାହ୍ୟ ଶକ୍ତି
B. ଆଭ୍ୟନ୍ତର ଶକ୍ତି
C. ତ୍ୱରିତ ଶକ୍ତି
D. ଧୀର ଶକ୍ତି
Ans :C. ତ୍ୱରିତ ଶକ୍ତି
12. ଅନ୍ୟକେତେକ ଶକ୍ତି ପ୍ରଭାବରେ ଧୀରେ ଭୂଚଳନ ହୋଇଥାଏ ତାହାକୁ କଣ କୁହାଯାଏ?
A.ବାହ୍ୟ ଶକ୍ତି
B. ଆଭ୍ୟନ୍ତର ଶକ୍ତି
C. ତ୍ୱରିତ ଶକ୍ତି
D. ଧୀର ଶକ୍ତି
Ans :D. ଧୀର ଶକ୍ତି
13. ଧୀରେ ଶକ୍ତିର ଉଦାହରଣ —- ଅଟେ ?
A. ଭୂମିକମ୍ପ
B. ନଦୀ
C. ହିମବାହ
D. ମହାଦେଶୀୟ ସଞ୍ଚଳନ
Ans :. ମହାଦେଶୀୟ ସଞ୍ଚଳନ
14. ଭୂମିକମ୍ପ, ଅଗ୍ନିଉଦଗୀରଣ, ଭୂସ୍ଖଳନ, ଆଦି —– ଶକ୍ତି ?
A.ବାହ୍ୟ ଶକ୍ତି
B. ଆଭ୍ୟନ୍ତର ଶକ୍ତି
C. ତ୍ୱରିତ ଶକ୍ତି
D. ଧୀର ଶକ୍ତି
Ans :C. *ତ୍ୱରିତ ଶକ୍ତି
15. ମହାଦେଶକୁ —– କୁହାଯାଏ ?
A. ଟେଥସ
B. ପଞ୍ଜିଆ
C. ପନ୍ଥାଲାସା
D. ଅଙ୍ଗାରଲାଣ୍ଡ
Ans :B. ପଞ୍ଜିଆ
16. ମହାସାଗରକୁ —– କୁହାଯାଏ ?
A. ଟେଥସ
B. ପଞ୍ଜିଆ
C. ପନ୍ଥାଲାସା
D. ଅଙ୍ଗାରଲାଣ୍ଡ
Ans :C. ପନ୍ଥାଲାସା
17. ପଞ୍ଜିଆ ମଧ୍ୟଭାଗରେ ଏକ ସଂକୀର୍ଣ୍ଣ ତଥା ଅଗଭୀର ସମୁଦ୍ର ସୃଷ୍ଟି ହେଲା ତାହାର ନାମ କଣ ?
A. ଟେଥସ
B. ପଞ୍ଜିଆ
C. ପନ୍ଥାଲାସା
D. ଅଙ୍ଗାରଲାଣ୍ଡ
Ans :A. ଟେଥସ
18. ଟେଥସ ସାଗର ର ଉତ୍ତରରେ ଥିବା ଭୂଖଣ୍ଡକୁ —— କୁହାଯାଏ ?
A. ଟେଥସ
B. ପଞ୍ଜିଆ
C. ଗଣ୍ଡୱାନାଲଣ୍ଡ
D. ଅଙ୍ଗାରଲାଣ୍ଡ
Ans :D. ଅଙ୍ଗାରଲାଣ୍ଡ
19. ଟେଥସ ସାଗର ର ଦକ୍ଷିଣ ରେ ଥିବା ଭୂଖଣ୍ଡକୁ —— କୁହାଯାଏ ?
A. ଟେଥସ
B. ପଞ୍ଜିଆ
C. ଗଣ୍ଡୱାନାଲଣ୍ଡ
D. ଅଙ୍ଗାରଲାଣ୍ଡ
Ans :C. ଗଣ୍ଡୱାନାଲଣ୍ଡ
20.ଉତ୍ତର ଆମେରିକା, ଇଉରୋପ ଓ ଏସିଆ ମହାଦେଶ ମିଶି —– ଗଠିତ ?
. ଟେଥସ
B. ପଞ୍ଜିଆ
C. ଗଣ୍ଡୱାନାଲଣ୍ଡ
D. ଅଙ୍ଗାରଲାଣ୍ଡ
Ans :D. ଅଙ୍ଗାରଲାଣ୍ଡ
21. ଆଫ୍ରିକା, ଦକ୍ଷିଣ ଆମେରିକା, ଆନ୍ତରାର୍କଟିକା, ଅଷ୍ଟ୍ରଳୀୟ ଓ ଦକ୍ଷିଣ ଭାରତ ମାଳଭୂମି ଅଞ୍ଚଳ ମିଳିତ ହୋଇ —- ଗଠନ କରନ୍ତି ?
A.. ଟେଥସ
B. ପଞ୍ଜିଆ
C. ଗଣ୍ଡୱାନାଲଣ୍ଡ
D. ଅଙ୍ଗାରଲାଣ୍ଡ
Ans :C. ଗଣ୍ଡୱାନାଲଣ୍ଡ
22. —- ର ମଧ୍ୟ ଭାଗରେ ଫାଟ ସୃଷ୍ଟି ହେବ ସହ ଧୀରେ ଭୂଚଳନ ହେଲା ?
A. ଟେଥସ
B. ପଞ୍ଜିଆ
C. ପନ୍ଥାଲାସା
D. ଅଙ୍ଗାରଲାଣ୍ଡ
Ans :B. ପଞ୍ଜିଆ
23. ଉତ୍ତର ଆମେରିକା ଅଙ୍ଗାରଲାଣ୍ଡରୁ ଓ ଦକ୍ଷିଣ ଆମେରିକାର ଗଣ୍ଡୱାନାଲାଣ୍ଡରୁ ବିଛିନ୍ନ ହୋଇ —- ମହାସାଗର ସୃଷ୍ଟି ହେଲା ?
A. ଭାରତ ମହାସାଗର
B. ଆଟ୍ଲାଣ୍ଟିକ ମହାସାଗର
C. ବଙ୍ଗୋପସାଗର
D. କୌଣସିଟି ନୁହେଁ
Ans :B. ଆଟ୍ଲାଣ୍ଟିକ ମହାସାଗର
24. ଅଣ୍ଟାକଟିକ, ଅଷ୍ଟ୍ରଳୀୟ ଓ ଭାରତର ଦକ୍ଷିଣାଂସ କ୍ରମେ ଆଫ୍ରିକାରୁ ବିଛିନ୍ନ ହୋଇ —— ମହାସାଗର ସୃଷ୍ଟି ହେଲା ?
A. ଭାରତ ମହାସାଗର
B. ଆଟ୍ଲାଣ୍ଟିକ ମହାସାଗର
C. ବଙ୍ଗୋପସାଗର
D. କୌଣସିଟି ନୁହେଁ
Ans : A. ଭାରତ ମହାସାଗର
25. —— ସଞ୍ଚଳନ ଏକ ଅତି ଧୀର ତଥା ନୀରବଛିନ୍ନ ପ୍ରକ୍ରିୟା ?
A. ଭୂମିକମ୍ପ
B. ନଦୀ
C. ହିମବାହ
D. ମହାଦେଶୀୟ ସଞ୍ଚଳନ
Ans :. ମହାଦେଶୀୟ ସଞ୍ଚଳନ
26. ଅଶ୍ମମଣ୍ଡଳ ନିମ୍ନଂସରେ ଅର୍ଦ୍ଧତରଳ ଶୀଳା ଵା ମାଗ୍ମା ଗତିଶୀଳ ହୋଇଥିବାରୁ ଅଶ୍ମମଣ୍ଡଳୀୟ ପଟଳର ଗତି ସମ୍ଭବ ହୋଇଛି । ତାହାକୁ —– କୁହାଯାଏ ?
A. ଭୂମିକମ୍ପ
B.ପଟଳ ବିବର୍ତ୍ତନ
C. ହିମବାହ
D. ମହାଦେଶୀୟ ସଞ୍ଚଳନ
Ans : B.ପଟଳ ବିବର୍ତ୍ତନ
27. ଅଶ୍ମ ର ଅର୍ଥ କଣ ?
A. ବାଲି
B. ମାଟି
C. ଶିଳା
D. ଗୁଡ଼ି
Ans :C. ଶିଳା
28. ପୃଥିବୀ ଭିତରକୁ ଯେଉଁ ପର୍ଯ୍ୟନ୍ତ ଶିଳା ଗଠନକାରୀ ଉପାଦାନ ଥାଏ ତାହାକୁ କଣ କୁହାଯାଏ ?
A. ଅଶ୍ମମଣ୍ଡଳ
B. ବାୟୁମଣ୍ଡଳ
C. ବାରିମଣ୍ଡଳ
D. ଜୈବମଣ୍ଡଳ
Ans :A. ଅଶ୍ମମଣ୍ଡଳ
29. ଭୂପୃଷ୍ଠରୁ ପ୍ରାୟ —– କି. ମି. ଗଭୀରତା ପର୍ଯ୍ୟନ୍ତ ଅଶ୍ମମଣ୍ଡଳ ବିସ୍ତୃତ ?
A.200
B.400
C.500
D.700
Ans :A. 200
30. ବେଳେବେଳେ ପୃଥିବୀ ପୃଷ୍ଠ କମ୍ପିଉଠେ ଵା ଥରି ଉଠେ ଭୂପୃଷ୍ଠରେ ଏହି କମ୍ପନ କୁ କଣ କୁହାଯାଏ ?
A. ଭୂମିକମ୍ପ
B. ଭୂକମ୍ପ କେନ୍ଦ୍ର
C. ଉପକେନ୍ଦ୍ର
D. ସୁନାମି
Ans :A. ଭୂମିକମ୍ପ
31. ଭୂତକର ଯେଉଁ ସ୍ଥାନରେ ଭୂମିକମ୍ପ ଉତ୍ପତି ଲାଭା କରେ ତାହାକୁ କଣ କୁହାଯାଏ ?
A. ଭୂମିକମ୍ପ
B. ଭୂକମ୍ପ କେନ୍ଦ୍ର
C. ଉପକେନ୍ଦ୍ର
D. ସୁନାମି
Ans :. ଭୂକମ୍ପ କେନ୍ଦ୍ର
32. ଭୂକମ୍ପ କେନ୍ଦ୍ରର ଠିକ ଉପରକୁ ଭୂପୃଷ୍ଟରେ ଅବସ୍ଥିତ ସ୍ଥାନକୁ ——- କୁହାଯାଏ ?
A. ଭୂମିକମ୍ପ
B. ଭୂକମ୍ପ କେନ୍ଦ୍ର
C. ଉପକେନ୍ଦ୍ର
D. ସୁନାମି
Ans :C. ଉପକେନ୍ଦ୍ର
33. ଭୂକମ୍ପ ଜନିତ ସର୍ବାଧିକ କ୍ଷତି ——– ରେ ହୋଇଥାଏ ?
A. ଭୂମିକମ୍ପ
B. ଭୂକମ୍ପ କେନ୍ଦ୍ର
C. ଉପକେନ୍ଦ୍ର
D. ସୁନାମି
Ans :C. ଉପକେନ୍ଦ୍ର
34. ପୁଷ୍କରିଣୀରେ ମାଛମାନେ ଆନ୍ଦୁଲିତ ହେବ —— ରା ସଂକେତ ?
A. ଭୂମିକମ୍ପ
B. ଭୂକମ୍ପ କେନ୍ଦ୍ର
C. ଉପକେନ୍ଦ୍ର
D. ସୁନାମି
Ans :A. ଭୂମିକମ୍ପ
35. ସାପ ଗାତରୁ ପଦାକୁ ବାହାରି ଆସିବା କାହାର ସଂକେତ ?
A. ଭୂମିକମ୍ପ
B. ଭୂକମ୍ପ କେନ୍ଦ୍ର
C. ଉପକେନ୍ଦ୍ର
D. ସୁନାମି
Ans :A. ଭୂମିକମ୍ପ
36. ଗାଈଗରୋ ମାନେ ହଠାତ ବୋବାଳି ଛାଡ଼ିବା —- ରା ସଂକେତ ?
ଭୂମିକମ୍ପ
B. ଭୂକମ୍ପ କେନ୍ଦ୍ର
C. ଉପକେନ୍ଦ୍ର
D. ସୁନାମି
Ans :A. ଭୂମିକମ୍ପ
37. ଭୂମିକମ୍ପ ମାପିବା ପାଇଁ —— ଯନ୍ତ୍ର ବ୍ୟବହାର କରାଯାଏ ?
A. ସେସମୋଗ୍ରାଫ
B. ରିଚାରମାନ
C. ଥରମୋମିଟର
D. ରିକ୍ଟରମାନ
Ans: A. ସେସମୋଗ୍ରାଫ
38. ଭୂମିକମ୍ପ ମାପିବା ପାଇଁ —— ମାନ ବ୍ୟବହାର କରାଯାଏ ?
A. ସେସମୋଗ୍ରାଫ
B. ରିଚାରମାନ
C. ଥରମୋମିଟର
D. ରିକ୍ଟରମାନ
Ans :B. ରିଚାରମାନ
39. ——- ମାନର ଭୂମିକମ୍ପ ହେଲେ ଝରକା କବାଟ ଦୋହଲିଯାଏ ?
A.2.0
B.5.0
C.6.0
D.7.0
Ans :B. 5.0
40. ——- ମାନର ଭୂମିକମ୍ପ ହେଲେ କୋଠାଘର ଭାଙ୍ଗିଯିବା ସହ ବହୁ କ୍ଷୟକ୍ଷତି ହୋଇଥାଏ ?
A.2.0
B.5.0
C.6.0
D.7.0
Ans :C. 6.0
41. ରିଚରମାନରେ ତୀବ୍ରତ —– ଥିଲେ ସର୍ବାଧିକ କ୍ଷୟକ୍ଷତି ହୋଇଥାଏ ?
A.2.0
B.5.0
C.6.0
D.7.0
Ans :D. 7.0
42. ଭୂମିକମ୍ପ କେନ୍ଦ୍ରରୁ —— ପ୍ରକାର ଶକ୍ତି ତରଙ୍ଗ ସୃଷ୍ଟି ହୋଇଥାଏ ?
A. ଏକ
B. ଦୁଇ
C. ତିନି
D. ଚାରି
Ans :C. ତିନି
43. ଭୂଆଭ୍ୟନ୍ତରରେ ଶିଳା ଅର୍ଦ୍ଧତରଳ ଵା ତରଳ ଅବସ୍ଥାରେ ଥାଏ ତାହାକୁ କଣ କୁହାଯାଏ ?
A. ଲାଭା
B. ମାଗ୍ମା
C. ମାଗ୍ମାକୋଠରୀ
D. ଶିଳା
Ans :B. ମାଗ୍ମା
44. ଭୂତ୍ବକର କେତେକ ସ୍ଥାନରେ ମାଗ୍ମା ଗଛିତ ହୋଇଥାଏ ତାହାକୁ କଣ କୁହାଯାଏ ?
A. ଲାଭା
B. ମାଗ୍ମା
C. ମାଗ୍ମାକୋଠରୀ
D. ଶିଳା
Ans :C. ମାଗ୍ମାକୋଠରୀ
45. ଭୂପୃଷ୍ଠରେ ମାଗ୍ମାକୁ —– କୁହାଯାଏ ?
A. ଲାଭା
B. ମାଗ୍ମା
C. ମାଗ୍ମାକୋଠରୀ
D. ଶିଳା
Ans :A. ଲାଭା
46. ଯେଉଁପଥ ଦେଇ ମାଗ୍ମା ପଦାକୁ ଆସେ ତାହାକୁ କଣ କୁହାଯାଏ ?
A. ଲାଭା
B. ମାଗ୍ମା
C. ମାଗ୍ମାକୋଠରୀ
D. ଗ୍ରୀବାପଥ
Ans :D. ଗ୍ରୀବାପଥ
47. ଭୂପୃଷ୍ଠରେ ଥିବା ଗ୍ରୀବାପଥର ଉପରଂଶକୁ —— କୁହାଯାଏ ?
A. ଲାଭା
B. ମୁଖଗହ୍ୱର
C. ମାଗ୍ମାକୋଠରୀ
D. ଗ୍ରୀବାପଥ
Ans :B. ମୁଖଗହ୍ୱର
48. ଯେଉଁ ପ୍ରକ୍ରିୟାରେ ଅଭ୍ୟାନରରୁ ମାଗ୍ମାସହ କଠିନ ଓ ଗ୍ୟାସୀୟ ପଦାର୍ଥମାନ ପଦାକୁ ବାହାରି ଆସେ ତାକୁ —– କୁହାଯାଏ ?
A.ଅଗ୍ନିଉଦଗୀରଣ
B. ମୁଖଗହ୍ୱର
C. ମାଗ୍ମାକୋଠରୀ
D. ଗ୍ରୀବାପଥ
Ans : A.ଅଗ୍ନିଉଦଗୀରଣ
49. ଶିଳା ସ୍ତର ଉପରେ ଉଭୟପାର୍ଶ୍ୱରୁ ଵା ଏକପାର୍ଶ୍ୱରୁ ଚାପ ପଡିଲେ ଶିଳା କୁଞ୍ଚିତ ହୁଏ । ଫଳରେ ଶୀଳାସ୍ତର ଏକ ଅଂଶ ଉପରକୁ ଓ ଅନ୍ୟ ଅଂଶ ନିମ୍ନକୁ ଚାଲିଯାଏ। ତାହାକୁ କଣ କୁହାଯାଏ ?
A.ଅଗ୍ନିଉଦଗୀରଣ
B. ମୁଖଗହ୍ୱର
C. ମାଗ୍ମାକୋଠରୀ
D. ଭାଙ୍ଗ
Ans :D. ଭାଙ୍ଗ
50. ଭାଙ୍ଗର ଉପରକୁ ଉଠିଥିବା ଅଂଶକୁ —— କୁହାଯାଏ ?
A.ଅଗ୍ନିଉଦଗୀରଣ
B. ଉର୍ଦ୍ଧଭାଙ୍ଗ
C. ନିମ୍ନଭାଙ୍ଗ
D. ଭାଙ୍ଗ
Ans :B. ଉର୍ଦ୍ଧଭାଙ୍ଗ
51. ଭାଙ୍ଗର ନିମ୍ନକୁ ଯାଇଥିବା ଅଂଶ କୁ —— କୁହାଯାଏ ?
A.ଅଗ୍ନିଉଦଗୀରଣ
B. ଉର୍ଦ୍ଧଭାଙ୍ଗ
C. ନିମ୍ନଭାଙ୍ଗ
D. ଭାଙ୍ଗ
Ans :C. ନିମ୍ନଭାଙ୍ଗ
52. କେତେକ ଆଭ୍ୟନ୍ତର ଶକ୍ତି ପ୍ରଭାବରେ ଶୀଳସ୍ତର ଉଭୟ ଦିଗରେ ଟାଣି ହୋଇଯାଇ କ୍ରମେ ଫାଟ ସୃଷ୍ଟି ହୁଏ ଫାଟର ଉଭସ୍ୟ ପାର୍ଶ୍ୱରେ ଥିବା ଶୀଳସ୍ତର ଚାଲ ହୋଇ କୌଣ୍ଡୀ ଅଂଶ ଉପରକୁ ଵା ତଳକୁ ଚାଲିଯାଏ। ଫଳରେ ବିଭିନ୍ନ ଶୀଳସ୍ତର ମଧରେ ତାଳମେଳ ରହେ ନାହିଁ ତାହାକୁ କଣ କୁହାଯାଏ ?
A.ଅଗ୍ନିଉଦଗୀରଣ
B. ସ୍ତୁପ ପର୍ବତ
C. ସ୍ତରଚ୍ୟୁତି
D. ଗ୍ରସ୍ତ ଉପତ୍ୟକା
Ans :C. ସ୍ତରଚ୍ୟୁତି
53. ବେଳେବେଳେ ଦୁଇଟି ଚ୍ୟୁତର ମଧ୍ୟବର୍ତ୍ତୀ ଅଂଶ ଉପରକୁ ଉଠିଯାଏ ଫଳରେ —– ସୃଷ୍ଟି ହୁଏ ?
A.ଅଗ୍ନିଉଦଗୀରଣ
B. ସ୍ତୁପ ପର୍ବତ
C. ସ୍ତରଚ୍ୟୁତି
D. ଗ୍ରସ୍ତ ଉପତ୍ୟକା
Ans :B. ସ୍ତୁପ ପର୍ବତ
54. ଅନ୍ୟ କେତେକ କ୍ଷତ୍ରରେ ଦୁଇଟି ଚ୍ୟୁତର ମଧ୍ୟବର୍ତ୍ତୀ ଅଂଶ ଦବିଯାଇ —— ଉପତ୍ୟକା ସୃଷ୍ଟି ହୋଇଥାଏ ?
A.ଅଗ୍ନିଉଦଗୀରଣ
B. ସ୍ତୁପ ପର୍ବତ
C. ସ୍ତରଚ୍ୟୁତି
D. ଗ୍ରସ୍ତ ଉପତ୍ୟକା
Ans :D. ଗ୍ରସ୍ତ ଉପତ୍ୟକା
55. ନର୍ମଦା ଓ ତ୍ରାପ୍ତି ନଦୀ ଦ୍ୱୟ —- ଉପତ୍ୟକା ଦେଇ ପ୍ରବାହିତ ହେଉଛନ୍ତି ?
A.ଅଗ୍ନିଉଦଗୀରଣ
B. ସ୍ତୁପ ପର୍ବତ
C. ସ୍ତରଚ୍ୟୁତି
D. ଗ୍ରସ୍ତ ଉପତ୍ୟକା
Ans :D. ଗ୍ରସ୍ତ ଉପତ୍ୟକା
56. ସମତଳ ଅଞ୍ଚଳରୁ ଉପରକୁ ଉଠିଥିବା ଉଚ୍ଚଭୂମିଗୁଡିକୁ —— କୁହାଯାଏ ?
A. ପର୍ବତ
B. ମାଳଭୂମି
C. ସମତଳ ଭୂମି
D. କୌଣସିଟି ନୁହେଁ
Ans :A. ପର୍ବତ
57. ପାର୍ବତଗୁଡିକର ଉଚ୍ଚତା ପ୍ରାୟ —— ମିଟର ଵା ତହିଁରୁ ଅଧିକ ହୋଇଥାଏ ?
A.300
B.400
C.600
D.500
Ans :A.300
58. ଅଭ୍ୟନ୍ତରିଣ ଶକ୍ତିର ପ୍ରଭାବରେ କୋମଳ ସ୍ତରୀଭୂତ ଶିଳାରେ ପାର୍ଶ୍ୱଚାପ ଯୋଗୁଁ —— ସୃଷ୍ଟି ହୁଏ ?
A. ଭଙ୍ଗିଳ ପର୍ବତ
B.ସ୍ତୁପ ପର୍ବତ
C. ଆଗ୍ନେୟପର୍ବତ
D. କୌଣସିଟି ନୁହେଁ
Ans :A. ଭଙ୍ଗିଳ ପର୍ବତ
59. ସ୍ତର ଚ୍ୟୁତି ଯୋଗୁଁ —— ପର୍ବତ ସୃଷ୍ଟି ହୋଇଥାଏ ?
A. ଭଙ୍ଗିଳ ପର୍ବତ
B.ସ୍ତୁପ ପର୍ବତ
C. ଆଗ୍ନେୟପର୍ବତ
D. କୌଣସିଟି ନୁହେଁ
Ans : B.ସ୍ତୁପ ପର୍ବତ
60. ଅଗ୍ନି ଅଗ୍ନିଉଦଗୀରଣ ଯୋଗୁଁ —– ପର୍ବତ ସୃଷ୍ଟି ହୋଇଥାଏ ?
A. ଭଙ୍ଗିଳ ପର୍ବତ
B.ସ୍ତୁପ ପର୍ବତ
C. ଆଗ୍ନେୟପର୍ବତ
D. କୌଣସିଟି ନୁହେଁ
Ans :C. ଆଗ୍ନେୟପର୍ବତ
61. ହିମାଳୟ,ଅଲପସ, ରକି ଓ ଆଣ୍ଡିଜ ଆଦି —– ପର୍ବତର ଉଦାହରଣ ଅଟେ ?
A. ଭଙ୍ଗିଳ ପର୍ବତ
B.ସ୍ତୁପ ପର୍ବତ
C. ଆଗ୍ନେୟପର୍ବତ
D. କୌଣସିଟି ନୁହେଁ
Ans :A. ଭଙ୍ଗିଳ ପର୍ବତ
62. ଭାରତର ସାତପୁରା —– ପର୍ବତର ଉଦାହରଣ ଅଟେ ?
A. ଭଙ୍ଗିଳ ପର୍ବତ
B.ସ୍ତୁପ ପର୍ବତ
C. ଆଗ୍ନେୟପର୍ବତ
D. କୌଣସିଟି ନୁହେଁ
Ans : B.ସ୍ତୁପ ପର୍ବତ
63. ଜାପାନର ଫୁଜିୟାମା —– ପର୍ବତର ଉଦାହରଣ ?
A. ଭଙ୍ଗିଳ ପର୍ବତ
B.ସ୍ତୁପ ପର୍ବତ
C. ଆଗ୍ନେୟପର୍ବତ
D. କୌଣସିଟି ନୁହେଁ
Ans :C. ଆଗ୍ନେୟପର୍ବତ
64. ସମୁଦ୍ର ପତନରୁ ପ୍ରାୟ —– ମିଟର ଵା ଅଧିକ ଉଚ୍ଚତାରେ ଅବସ୍ଥିତ ସମପ୍ରାୟ ଭୂମିକୁ କଣ କୁହାଯାଏ ?
A.300
B.400
C.600
D.500
Ans :B. 400
65. ଏକ ବିସ୍ତୃନ ଟେବୁଲ ଭଳି ଦେଖାଯାଉଥିବାରୁ ମାଳଭୂମିକୁ କଣ କୁହାଯାଏ ?
A. ଭଙ୍ଗିଳ ପର୍ବତ
B. ଟେବୁଲଲ୍ୟାଣ୍ଡ
C. ଆଗ୍ନେୟପର୍ବତ
D. କୌଣସିଟି ନୁହେଁ
Ans :B. ଟେବୁଲଲ୍ୟାଣ୍ଡ
66. —- ପୃଥିବୀର ଉଚ୍ଚତମ ମାଳଭୂମି ?
A. ପାମିର
B. ହିମାଳୟ
C. ଆଣ୍ଡିଜ
D. ରକି
Ans :A. ପାମିର
67. —- ମାଳଭୂମି କୁ ପୃଥିବୀର ଛତା କୁହାଯାଏ ?
A. ପାମିର
B. ହିମାଳୟ
C. ଆଣ୍ଡିଜ
D. ରକି
Ans :A. ପାମିର
68. —– ଗୁଡିକ ଭୂଚଳନ ଓ ଅଗ୍ନିଉଦଗୀରଣ ଦ୍ୱାରା ସୃଷ୍ଟି ହୋଇଥାଏ ?
A. ପର୍ବତ
B. ମାଳଭୂମି
C. ସମତଳ ଭୂମି
D. କୌଣସିଟି ନୁହେଁ
Ans :B. ମାଳଭୂମି
69. ଭାରତର ଦକ୍ଷଣାତ୍ୟ ମାଳଭୂମି —– ଦ୍ୱାରା ସୃଷ୍ଟି ହୋଇଛି ?
A. ଶିଳା
B. ଲାଭା
C. ମାଗ୍ମା
D. ଉପରୋକ୍ତ ସମସ୍ତ
Ans :B. ଲାଭା
70.ସମୁଦ୍ର ପତନରୁ 300 ମିଟର ଵା କମ ଉଚ୍ଚତାରେ ଥିବା ବିସ୍ତୃନ ସମପ୍ରାୟ ଭୂମିକୁ —— କୁହାଯାଏ ?
A. ପର୍ବତ
B. ମାଳଭୂମି
C. ସମତଳ ଭୂମି
D. କୌଣସିଟି ନୁହେଁ
Ans :C. ସମତଳ ଭୂମି
71. କେତେକ ସମତଳଭମି ଅଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ସୃଷ୍ଟି ହୋଇଥାଏ ତାହାକୁ କଣ କୁହାଯାଏ ?
A. ପର୍ବତ
B. ସଂରଚନାଜନିତ ସମତଳଭୂମି
C. ସମତଳ ଭୂମି
D. କୌଣସିଟି ନୁହେଁ
Ans :B. ସଂରଚନାଜନିତ ସମତଳଭୂମି
72. ଯୁକ୍ତରାଷ୍ଟ୍ର ଆମେରିକାର ବୃହତ ସମତଳଭମି —— ସମତଳଭୂମି ର ଉଦାହରଣ ?
A. ପର୍ବତ
B. ସଂରଚନାଜନିତ ସମତଳଭୂମି
C. ସମତଳ ଭୂମି
D. କୌଣସିଟି ନୁହେଁ
Ans :B. ସଂରଚନାଜନିତ ସମତଳଭୂମି
73. ଅଧିକାଂଶ ସମତଳଭୂମି ଅବକ୍ଷିପ୍ତ ପଦାର୍ଥ ସଞ୍ଚୟଯୋଗୁଁ ସୃଷ୍ଟି ହୋଇଥାଏ ତାହାକୁ କଣ କୁହାଯାଏ ?
A. ପର୍ବତ
B. ସଂରଚନାଜନିତ ସମତଳଭୂମି
C. ସଞ୍ଚୟଜାତ ସମତଳ ଭୂମି
D. କୌଣସିଟି ନୁହେଁ
Ans :C. ସଞ୍ଚୟଜାତ ସମତଳ ଭୂମି
74. ଭାରତର ଗାଁଗେୟ ସମତଳଭୂମି ପୃଥିବୀର ଏକ ବୃହତ —– ସମତଳଭୂମି ?
A. ପର୍ବତ
B. ସଂରଚନାଜନିତ ସମତଳଭୂମି
C. ସଞ୍ଚୟଜାତ ସମତଳ ଭୂମି
D. କୌଣସିଟି ନୁହେଁ
Ans :C. ସଞ୍ଚୟଜାତ ସମତଳ ଭୂମି
75. ଭୂମିକ୍ଷୀୟ ଯୋଗୁଁ ସୃଷ୍ଟି କେତେକ ସମତଳଭୂମିକୁ —– କୁହାଯାଏ ?
A. କ୍ଷୟଜାତ ସମତଳଭୂମି
B. ସଂରଚନାଜନିତ ସମତଳଭୂମି
C. ସଞ୍ଚୟଜାତ ସମତଳ ଭୂମି
D. କୌଣସିଟି ନୁହେଁ
Ans :A. କ୍ଷୟଜାତ ସମତଳଭୂମି
76.ବାହ୍ୟ ଶକ୍ତି ଗୁଡିକ ଉଚ୍ଚଭୂମିକୁ କ୍ଷିୟ କରିବାସହ କ୍ଷୀୟଜାତ ପଦାର୍ଥ ନିମ୍ନଭୂମିରେ ଜମା କରିଥାନ୍ତି ଭୂପୃଷ୍ଠକୁ କ୍ରମେ ସମତଳଭମି ରେ ପରିଣତ କରିଥାଏ । ତାହାକୁ —– ପ୍ରକ୍ରିୟା କୁହାଯାଏ ?
A. କ୍ଷୟଜାତ ସମତଳଭୂମି
B. ସଂରଚନାଜନିତ ସମତଳଭୂମି
C. ସଞ୍ଚୟଜାତ ସମତଳ ଭୂମି
D. ସମାନୀକରଣ ପ୍ରକ୍ରିୟା
Ans :D. ସମାନୀକରଣ ପ୍ରକ୍ରିୟା
77. ବଡ଼ବଡ଼ ଶିଳାଖଣ୍ଡ ଗୁଡିକ ଭାଙ୍ଗି ଚୁର୍ଣ୍ଣବିଚୂର୍ଣ ହେବାକୁ କଣ କୁହାଯାଏ ?
A. କ୍ଷୟଜାତ ସମତଳଭୂମି
B. ସଂରଚନାଜନିତ ସମତଳଭୂମି
C. ଚୂର୍ଣ୍ଣିଭବନ
D. ସମାନୀକରଣ ପ୍ରକ୍ରିୟା
Ans :C. ଚୂର୍ଣ୍ଣିଭବନ
78. ଚୁର୍ନିଭୂତ ଶିଳା କ୍ଷୟ କାରୀ ଶକ୍ତି ମାନଙ୍କ ଦ୍ୱାରା ପରିବାହିତ ହେବ ସମୟରେ ଭୂପୃଷ୍ଟକୁ କ୍ଷୟ କରିଥାଏ ଏହି ପ୍ରକ୍ରିୟାକୁ କଣ କୁହାଯାଏ ?
A. କ୍ଷୟଜାତ ସମତଳଭୂମି
B. କ୍ଷୟିକରଣ
C. ଚୂର୍ଣ୍ଣିଭବନ
D. ସମାନୀକରଣ ପ୍ରକ୍ରିୟା
Ans :B. କ୍ଷୟିକରଣ
79. ନଦୀର ଉପରମୁଣ୍ଡାର ଭୂମି ବନ୍ଧୁର ଓ ଅଧିକ ଢ଼ାଳୁ ବିଶିଷ୍ଟ। ଏଠାରେ ନଦୀର ବେଗ ଅତି ପ୍ରଖର ଓ ନଦୀ ତାର ଶଯ୍ୟାକୁ ଖୋଳି ପକାଏ ।ଫଳରେ ଇଂରାଜୀ ଅକ୍ଷର —— ସଦୃଶ ଉପତ୍ୟକା ସୃଷ୍ଟିକରେ?
A. U
B. V
C. B
D. W
Ans :B. V
80. ବେଳେ ବେଳେ ନଦୀ ବହୁ ଉଚ୍ଚରୁ କଠିନ ଶିଳା ଉପରକୁ ସିଧାସଳଖ ଲମ୍ଫ ପ୍ରଦାନ କରିଥାଏ ତାହାକୁ କଣ କୁହାଯାଏ ?
.A. କ୍ଷୟଜାତ ସମତଳଭୂମି
B. କ୍ଷୟିକରଣ
C. ଚୂର୍ଣ୍ଣିଭବନ
D.ଜଳପ୍ରପାତ
Ans : D.ଜଳପ୍ରପାତ
81.ସମତଳ ଶଯ୍ୟାରେ ଢାଲୁ କମ ଥିବାରୁ ନଦୀର ବେଗ ହଠାତ କମିଯାଏ । ଏହା ଉପରମୁଣ୍ଡରୁ ବୋହି ଆଣିଥିବା ବାଲି, ଗୋଡି ପଥର, ଆଦିକୁ ପାହାଡ଼ ତଳେ ହାତ ପଙ୍ଖା ଆକାରେ ଜମା କରିଦିଏ । ଏହାକୁ —— କୁହାଯାଏ ?
A. ପଟୁବ୍ୟଜନ
B. କ୍ଷୟିକରଣ
C. ଚୂର୍ଣ୍ଣିଭବନ
D.ଜଳପ୍ରପାତ
Ans :A. ପଟୁବ୍ୟଜନ
82. ସମତଳଶଯ୍ୟାରେ ନଦୀସ୍ରୋତ ଧୀର ହୁଏ। ସାମାନ୍ୟ ବାଧା ପାଇଲେ ଗତି ପରିବର୍ତ୍ତନ କରି ଅଙ୍କାବଙ୍କା ପଥରେ ପ୍ରବାହିତ ହୁଏ । ନଦୀର ଏପରି ଅଙ୍କାବଙ୍କା ଗତିପଥକୁ —— କୁହାଯାଏ ?
A. ପଟୁବ୍ୟଜନ
B. ନଦୀଵାଙ୍କ
C. ଚୂର୍ଣ୍ଣିଭବନ
D.ଜଳପ୍ରପାତ
Ans :B. ନଦୀଵାଙ୍କ
83. ଦକ୍ଷିଣ ଆମେରିକାର ଭେନଜୁଆଲ ଦେଶ ଅନ୍ତର୍ଗତ —— ଜଳପ୍ରପାତ ଟି ପୃଥିବୀର ଉଚ୍ଚତମ ଜଳପ୍ରପାତ ?
A. ପାମିର
B. ଆଞ୍ଜେଲ
C.ଅଂଶୁପା
D. କାଶ୍ମୀର
Ans :B. ଆଞ୍ଜେଲ
84. ନଦୀବଙ୍କ ଟି ଏକ କ୍ଷୁଦ୍ର ଅଗଭୀର ହ୍ରଦ ଆକାରରେ ରହିଥାଏ ଏପରି ହ୍ରଦକୁ —— କୁହାଯାଏ ?
A. ପଟୁବ୍ୟଜନ
B. ନଦୀଵାଙ୍କ
C. ଚୂର୍ଣ୍ଣିଭବନ
D. ଅଶ୍ୱଖୁରାକୃତି ହ୍ରଦ
Ans :D. ଅଶ୍ୱଖୁରାକୃତି ହ୍ରଦ
85. ଓଡ଼ିଶାର —— ହ୍ରଦ
ମହାନଦୀରୁ ବିଛିନ୍ନ ହୋଇଥିବା ଏକ ଅଶ୍ୱଖୁରାକୃତି ହ୍ରଦ?
A. ପାମିର
B. ଆଞ୍ଜେଲ
C.ଅଂଶୁପା
D. କାଶ୍ମୀର
Ans :C.ଅଂଶୁପା
86. ଜଳପ୍ଲାବିତ ଅଞ୍ଚଳରେ ବାଲି, ପଟୁ ଆଦି କ୍ରମାଗତଭାବେ ଜାମାହୋଇ ସମତଳ ଗଠିତ ହୁଏ । ତାହାକୁ କଣ କୁହାଯାଏ ?
A. ପଟୁବ୍ୟଜନ
B. ନଦୀଵାଙ୍କ
C. ପ୍ଲବନଭୂମି
D. ଅଶ୍ୱଖୁରାକୃତି ହ୍ରଦ
Ans :C. ପ୍ଲବନଭୂମି
87. ବହୁବର୍ଷ ଧରି ନଦୀ ତାର ଉଭୟପାର୍ଶ୍ଵରେ ଅବକ୍ଷିପ୍ତ ପଦାର୍ଥ ଜମାକରି —– ସୃଷ୍ଟି କରେ ?
A. ପଟୁବ୍ୟଜନ
B. ନଦୀଵାଙ୍କ
C. ପ୍ରାକୃତିକ ବନ୍ଧ
D. ଅଶ୍ୱଖୁରାକୃତି ହ୍ରଦ
Ans :C. ପ୍ରାକୃତିକ ବନ୍ଧ
88. ଉପକୂଳ ଅଞ୍ଚଳରେ ଭୂମିର ଢାଲୁ ବହୁତ କମିଯାଏ ଫଳରେ ନଦୀର ସ୍ରୋତ ଅତି ଧୀରେ ହୋଇଥାଏ । ଏଠାରେ ନଦୀ ମୁହାଣ ପର୍ଯ୍ୟନ୍ତ ଏକ ତ୍ରିକୋଣକାର ବିସ୍ତୃତ ସମତଳଭୂମି ଗଠିତ ହୁଏ ତାହାକୁ କଣ କୁହାଯାଏ ?
A. ପଟୁବ୍ୟଜନ
B.ତ୍ରିକୋଣଭୂମି
C. ପ୍ରାକୃତିକ ବନ୍ଧ
D. ଅଶ୍ୱଖୁରାକୃତି ହ୍ରଦ
Ans : B.ତ୍ରିକୋଣଭୂମି
89. ଭାରତର ଗଙ୍ଗା, ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ଆଦି ବଡ଼ବଡ଼ ନଦୀମୁହାଣରେ —– ଗଠିତ ହୋଇଛି ?
A. ପଟୁବ୍ୟଜନ
B.ତ୍ରିକୋଣଭୂମି
C. ପ୍ରାକୃତିକ ବନ୍ଧ
D. ଅଶ୍ୱଖୁରାକୃତି ହ୍ରଦ
Ans : B.ତ୍ରିକୋଣଭୂମି
90. ବହୁ ବର୍ଷ ଧରି ଜମା ହୋଇ ରହିଥିବା ବରଫଖଣ୍ଡ ଗୁଡିକ ଧୀରେ ଧୀରେ ଗତି କରିବାକୁ ଲାଗେ । ଏ ପ୍ରକାର ଗତିଶୀଳ ବରଫସ୍ରୋତକୁ —– କୁହାଯାଏ ?
A.ପଟୁବ୍ୟଜନ
B.ହିମବାହ
C. ପ୍ରାକୃତିକ ବନ୍ଧ
D. ଅଶ୍ୱଖୁରାକୃତି ହ୍ରଦ
Ans : B.ହିମବାହ
91. ହିମବାହ ନିଜ ଗତିପଥରେ ସମାନ ପୃଷ୍ଠତଳ ଓ ତୀକ୍ଷ୍ଣ ପାର୍ଶ୍ୱବିଶିଷ୍ଟ ଉପତ୍ୟକା ସୃଷ୍ଟି କର। ତାହା ଦେଖିବାକୁ ଇଂରାଜୀ ଅକ୍ଷର ——- ଭଳି ?
A. U
B. V
C. T
D. W
Ans :A. U
92. “U ” ଅକ୍ଷର ସଦୃଶ ଉପତ୍ୟକାକୁ କଣ କୁହାଯାଏ ?
A.ପଟୁବ୍ୟଜନ
B.ହିମବାହ
C. U ଉପତ୍ୟକା
D. ଅଶ୍ୱଖୁରାକୃତି ହ୍ରଦ
Ans :C. U ଉପତ୍ୟକା
93. ପର୍ବତ ଢାଲୁରେ ହିମବାହ ଦ୍ୱାରା ବେଳେବେଳେ ଆରମଚୌକି ଭଳି ଭୂମିରୂପ ସୃଷ୍ଟି ହୋଇଥାଏ ତାହାକୁ —– କୁହାଯାଏ ?
A. ସାର୍କ
B. ଗ୍ରୀବ
C. ଗ୍ରାଵରେଖା
D. ଛତୁ ଶିଳା
Ans :A. ସାର୍କ
94. ହିମବାହ ବୋହି ଆଣୁଥିବା ଭିନ୍ନ ଭିନ୍ନ ଆକୃତିର ଶୀଳଖଣ୍ଡକୁ ଏହା ପାଶ୍ୱ ତଥା ଅଗ୍ରଭାଗରେ ଜମା କରିଥାଏ। ଏହି ସଞ୍ଚିତ ଭୂମିରୂପକୁ —— କୁହାଯାଏ ?
A. ସାର୍କ
B.ଗ୍ରାବ
C. ଗ୍ରାଵରେଖା
D. ଛତୁ ଶିଳା
Ans : B.ଗ୍ରାବ
95. ହିମବାହର ପାର୍ଶ୍ୱରେ ରେଖା ସଦୃଶ ଲମ୍ବି ରହିଥିବାରୁ ଏଗୁଡିକୁ —– କୁହାଯାଏ ?
A. ସାର୍କ
B.ଗ୍ରାବ
C. ଗ୍ରାଵରେଖା
D. ଛତୁ ଶିଳା
Ans :C. ଗ୍ରାଵରେଖା
96. ମରୁଭୂମି ମାନଙ୍କରେ ଛତୁ ଆକୃତିର ଭୂମିରୂପ ସୃଷ୍ଟି ହୋଇଥାଏ ତାହାର ଆଧାରଭୂମି ଅପେକ୍ଷାକୃତ ପ୍ରଶସ୍ତ, ମଝି ଅଂଶ ସରୁ ଏବଂ ଉପର ଅଂଶ ପ୍ରଶତଃ ହୋଇଥାଏ ତାହାକୁ କଣ କୁହାଯାଏ ?
A. ସାର୍କ
B.ଗ୍ରାବ
C. ଗ୍ରାଵରେଖା
D. ଛତୁ ଶିଳା
Ans :D. ଛତୁ ଶିଳା
97. ବଡ଼ବଡ଼ ବାଲୁକାରାଶି ମାରୁଭୂମି ଭିତରେ ଛୋଟ ଛୋଟ ପାହାଡ ଆକାରରେ ଜମାହୁଏ ତାହାକୁ କଣ କୁହାଯାଏ ?
A. ସାର୍କ
B.ବାଲୁକାସ୍ତୁପ
C. ଗ୍ରାଵରେଖା
D. ଛତୁ ଶିଳା
Ans : B.ବାଲୁକାସ୍ତୁପ
98. ଅର୍ଦ୍ଧଚନ୍ଦ୍ର ଆକୃତି ବିଶିଷ୍ଟ ବାଲିପାହାଡକୁ —– କୁହାଯାଏ ?
A.ଵାରଖାନ
B.ବାଲୁକାସ୍ତୁପ
C. ଗ୍ରାଵରେଖା
D. ଛତୁ ଶିଳା
Ans : A.ଵାରଖାନ
99. ପବନ ବୋହି ନେଉଥିବା ସୂକ୍ଷ୍ମ ଧୂଳିକଣା ମରୁଭୂମିଠାରୁ ବହୁଦୂରକୁ ଚାଲିଯାଇ ପବନ ବେଗ ଅତି କମିଗଲେ ଜମା ହୋଇଯାଏ ଅପେକ୍ଷାକୃତ ବିସ୍ତୃନ ଅଞ୍ଚଳରେ ଜମା ହୋଇଥିବା ଏହି ଧୂଳିକଣାକୁ —- କୁହାଯାଏ ?
A.ଵାରଖାନ
B.ବାଲୁକାସ୍ତୁପ
C. ଗ୍ରାଵରେଖା
D.ଲୋଏସ
Ans : D.ଲୋଏସ
100. ଚୀନ ପଶ୍ଚିମ ଭାଗରେ —– ଅଞ୍ଚଳ ରହିଛ ?
A.ଵାରଖାନ
B.ବାଲୁକାସ୍ତୁପ
C. ଗ୍ରାଵରେଖା
D.ଲୋଏସ
Ans : D.ଲୋଏସ
101. ବେଳାଭୂମି ଶିଳାରେ ତରଙ୍ଗ ଅନବରତ ବାଡେଇ ହୋଇଥାଏ ଫଳରେ ଶିଳାରେ ଫାଟ ସୃଷ୍ଟି ହୁଏ । ସମୟନୁକ୍ରମେ, ଫାଟ ବଡ ହୁଏ। ଶିଳା ଭିତରେ ଗୁମ୍ଫା ସଦୃଶ ଗର୍ତ୍ତ ସୃଆତି କରେ ତାହାକୁ କଣ କୁହାଯାଏ ?
A.ସମୁଦ୍ରଗୁମ୍ଫା
B.ବାଲୁକାସ୍ତୁପ
C. ଗ୍ରାଵରେଖା
D.ଲୋଏସ
Ans : A.ସମୁଦ୍ରଗୁମ୍ଫା
102. ସମୁଦ୍ର ଭିତ୍ସର୍ଷକୁ ପଶ୍ଚିଥିବା ପାହାଡ ପର୍ବତର ଉଭୟ ପାର୍ଶ୍ଵର ଗୁମ୍ଫା କ୍ରମଶଃ ପରସ୍ପର ସହ ମିଶିଯାଆନ୍ତି। ଫଳରେ ତୋରଣ ସଦୃଶ ଭୂମିରୂପ ସୃଷ୍ଟି ହୁଏ ତାହାକୁ କଣ କୁହାଯାଏ?
A.ସମୁଦ୍ରଗୁମ୍ଫା
B.ବାଲୁକାସ୍ତୁପ
C. ଗ୍ରାଵରେଖା
D. ସାମୁଦ୍ରିକ ତୋରଣ
Ans :D. ସାମୁଦ୍ରିକ ତୋରଣ
103. ତୋରଣର ଉପରଅଂଶ ସଂପୂର୍ଣ୍ଣ କ୍ଷୟ ହୋଇଗଲେ ଏକ ପ୍ରାଚୀର ସଦୃଶ ଭୂମିରୂପ ସମୁଦ୍ର ଭିତରେ ରହିଯାଏ ତାହାକୁ କଣ କୁହାଯାଏ ?
A. ଷ୍ଟାକ
B. ଷ୍ଟମ୍ପ
C. ଡୋଲାଇନ
D. ଉଭାଲା
Ans :A. ଷ୍ଟାକ
104. ଷ୍ଟାକ କାଳକ୍ରମେ କ୍ଷୟହୋଇ ଛୋଟ ହେଲେ ତାହାକୁ କଣ କୁହାଯାଏ?
A. ଷ୍ଟାକ
B. ଷ୍ଟମ୍ପ
C. ଡୋଲାଇନ
D. ଉଭାଲା
Ans :B. ଷ୍ଟମ୍ପ
105. ଭାରତର —– ଉପକୂଳରେ ଷ୍ଟାକ ଓ ଷ୍ଟମ୍ପ ଦୃଷ୍ଟିଗୋଚର ହୁଏ ?
A. ଜାପାନ
B. ପଶ୍ଚିମ
C. ଦକ୍ଷିଣ
D. କେରଳ
Ans :D. କେରଳ
106. ଭୂମି ଉପରୁ ନିମ୍ନକୁ ପାଣି ଶୋଷି ହୋଇଥିବା ସ୍ଥାନରେ କାହାଳୀସଦୃଶ ଗାତ ସୃଷ୍ଟି ହୁଏ ତାହାକୁ କଣ କୁହାଯାଏ ?
A. ଷ୍ଟାକ
B. ଷ୍ଟମ୍ପ
C. ଡୋଲାଇନ
D. ଉଭାଲା
Ans :C. ଡୋଲାଇନ
107. ଡୋଲାଇନ ଆକାରରେ ବଡ ହେଲେ ତାକୁ —– କୁହାଯାଏ?
A. ଷ୍ଟାକ
B. ଷ୍ଟମ୍ପ
C. ଡୋଲାଇନ
D. ଉଭାଲା
Ans :D. ଉଭାଲା
108. ଚୂନପଥର ଅଞ୍ଚଳର ଭୂମିତଳେ ବେଳେବେଳେ ବଡ଼ବଡ଼ ଗହ୍ୱର ସୃଷ୍ଟି ହୁଏ ତାହାକୁ କଣ କୁହାଯାଏ ?
A. ଷ୍ଟାକ
B. ଷ୍ଟମ୍ପ
C. ଡୋଲାଇନ
D.ଚୂନପଥର ଗୁମ୍ଫା
Ans : D.ଚୂନପଥର ଗୁମ୍ଫା
109. ଚୂନପଥର ଗୁମ୍ଫା ତଳେ ଜଳ ବହିଯିବା ଯୋଗୁଁ ସୁଡ଼ଙ୍ଗ ପାଠ ଦେଇ ଭୂନିମ୍ନରେ ପ୍ରବାହିତ ହୁଏ ତାହାକୁ —– ଉପତ୍ୟକା କୁହାଯାଏ ?
A. ଷ୍ଟାକ
B. ଅଦୃଶ୍ୟ ଉପତ୍ୟକା
C. ଡୋଲାଇନ
D.ଚୂନପଥର ଗୁମ୍ଫା
Ans :B. ଅଦୃଶ୍ୟ ଉପତ୍ୟକା
110. ଚୂନ ଅଂଶ ଭୂମିରେ ଜମା ହୋଇ ହୁଙ୍କାପରି ଚୂନ ସ୍ତମ୍ଭ ସୃଷ୍ଟି ହୁଏ ତାହାକୁ —– କୁହାଯାଏ ?
A.ଷ୍ଟାକ
B. ଅଦୃଶ୍ୟ ଉପତ୍ୟକା
C.ଷ୍ଟାଲଗାମାଇଟ
D.ଚୂନପଥର ଗୁମ୍ଫା
Ans : C.ଷ୍ଟାଲଗାମାଇଟ
111. ଚୂନ ମିଶ୍ରିତ ଜଳ ଗୁମ୍ଫାଛାତରୁ ଖସିବା ସମୟରେ କିଛି ଅଂଶ ଛାତରେ ଜମିବାକୁ ଲାଗେ ତାହା ବଡ ହୋଇ ଛାତରୁ ଓହଳ ସଦୃଢ ଝିଲି ରହେ ତାହାକୁ —- କୁହାଯାଏ ?
A.ଷ୍ଟାଲକଟାଇଟ
B. ଅଦୃଶ୍ୟ ଉପତ୍ୟକା
C.ଷ୍ଟାଲଗାମାଇଟ
D.ଚୂନପଥର ଗୁମ୍ଫା
Ans : A.ଷ୍ଟାଲକଟାଇଟ
112.ଷ୍ଟାଲଗାଟାଇଡ ଅବସ୍ତାଲଗାମୀତ ମିଳିତ ହୋଇ ସୃଷ୍ଟି କରୁଥିବା ସ୍ତମ୍ବକୁ କଣ କୁହଯାଏ ?
A.ଷ୍ଟାଲକଟାଇଟ
B. ଅଦୃଶ୍ୟ ଉପତ୍ୟକା
C.ପପକଣ୍ଣ
D.ଚୂନପଥର ଗୁମ୍ଫା
Ans : C.ପପକଣ୍ଣ