Enhance your math skills with our comprehensive set of Class 6 ନବୋଦୟ ଗଣିତ practice questions. Perfect for students preparing for exams and looking to strengthen their understanding of mathematics concepts
- ଗୋଟିଏ ସୀମା ଘନର ଏକ ଭୁଜର ଲମ୍ବ 6 ସେ. ମି. ତାକୁ ତରଳାଇ ସେଥିରେ 27 ଟି ସମାନ ଧରଣର ଘନ ତିଆରି କରାଗଲେ, ପ୍ରତେକ ଛୋଟ ଘନର ଭୁଜର ଲମ୍ବ କେତେ ?
A. 1.5 ସେ. ମି
B. 3.0 ସେ. ମି.
C. 2.0 ସେ. ମି.
D. 4.0 ସେମି
Ans : C. 2.0 ସେ. ମି - 12×1/16 କୁ ଦଶମିକରେ ପ୍ରକାଶ କଲେ କେତେ ହେବ ?
A. 12.625
B. 12.6025
C. 12.0625
D. 12.34
Ans : C. 12.0625 - ସରଳ ସୁଧ ଯୋଗରେ 600 ଟଙ୍କା, 4 ବର୍ଷରେ 720 ଟଙ୍କା ହୋଇଥାଏ । ଯଦି ସୁଧର ହାରରେ 2% ବୃଦ୍ଧି କରାଯାଏ, ତେବେ 4 ବର୍ଷରେ ତାହା କେତେ ଟଙ୍କା ହେବ ?
A. 648
B. 768
C. 968
D. 668
Ans : B. 768
4.(20÷5)÷2+(16÷8)×2+(10÷5)×(3+2) ର ମୂଲ୍ୟ କେତେ ?
A. 12
B. 16
C. 15
D. 18
Ans : B. 16 - ଯଦି 15 ମିଟର ଲମ୍ବ ବିଶିଷ୍ଟ ପୂରା ଗୃହରେ 7500ଟି ଟାଇଲର ଆବଶ୍ୟକତା ରହେ, ଏବଂ ପ୍ରତେକ ଟାଇଲ 15 ସେ. ମି. ×12 ସେ. ମି. ବିଶିଷ୍ଟ ହୋଇଥାଏ, ତେବେ ଗୃହର ପ୍ରସ୍ଥ କେତେ ?
A. 9 ମିଟର
B. 12 ମିଟର
C. 10 ମିଟର
D. 10.5 ମିଟର
Ans : A. 9 ମିଟର - ଗୋଟିଏ ହଲର ଲମ୍ବ ଓ ପ୍ରସ୍ଥ ମଧ୍ୟରେ ବ୍ୟବଧାନ 23 ମିଟର। ଯଦି ହଲର ଚଟାଣର ପରିମାପ 206 ମିଟର ହେବ, ତାର କ୍ଷେତ୍ରଫଳ କେତେ ବର୍ଗମିଟର ହେବ ?
A. 2420
B. 2520
C. 2760
D. 2650
Ans : B. 2520 - 2100 ର ଅଭାଜ୍ୟ ଗୁଣନ ଖଣ୍ଡ ହେବ ?
A. 2×2×7×15×5
B. 2×2×3×3×53×5
C. 4×3×5×5×7
D. 2×2×3×5×5×7
Ans : D. 2×2×3×5×5×7 - ସାଇକେଲର ମୂଲ୍ୟରେ 20% କାମ ହେଲେ, ତାର କ୍ରୟରେ 20% ବୃଦ୍ଧି ହୋଇଥାଏ। ତେବେ ଦୋକାନରେ ଏହାର ବିକ୍ରିର କେତେ ପ୍ରଭାବ ଆସିଥାଏ ?
A. 4% କମ
B. 4% ବୃଦ୍ଧି
C. 10% ବୃଦ୍ଧି
D 10% କମ
Ans : A. 4% କମ - ଶତକଡା ବାର୍ଷିକ 8% ସରଳ ସୁଧ ହିସାବରେ କେତେ ବର୍ଷରେ 1500 ଟଙ୍କା ସୁଧ ମିଶି 1800 ଟଙ୍କା ହେବ ?
A. 2× 1/2 ବର୍ଷ
B.6 ବର୍ଷ
C. 3 ବର୍ଷ
D. 1/3 ବର୍ଷ
Ans : A. 2× 1/2 ବର୍ଷ - 6.6, 6.06, 6.006, 66.6006 ଯୋଗ କଲେ ଯୋଗଫଳ କେତେ ହେବ ?
A. 74.2666
B. 85.2666
C. 54.0666
D. 84.0606
Ans : B. 85.2666 - 1/13 [7+2×5×11+2×13] କୁ ସରଳ କରି ଲେଖିଲେ କେତେ ହେବ ?
A. 13
B. 11
C. 9
D. 12
Ans : B. 11 - 4 ଅଙ୍କ ବିଶିଷ୍ଟ ନିମ୍ନତମ ସଂଖ୍ୟାକୁ ଅଭାଜ୍ୟ ଗୁଣନଖଣ୍ଡରେ ପ୍ରକାଶ କଲେ କେତେ ହେବ ?
A. 5×5×5×8
B. 5×5×5×2×2×2
C. 5×5×5×4×2
D. 10×10×10
Ans : B. 5×5×5×2×2×2 - ଘଣ୍ଟାକୁ 72 କି. ମି. ବେଗରେ ଗୋଟିଏ ରେଳଗାଡ଼ି 2:15 pm ରେ ଷ୍ଟେସନ ଛାଡିଥାଏ। ଏହା 90 କି. ମି. ଦୂରରେ ଥିବା ଅନ୍ୟ ଷ୍ଟେସନରେ କେତେବେଳେ ପହଂଚିବ ?
A. 3: 00pm
B. 4:00 pm
C. 3:30 pm
D. 4: 30 pm
Ans : C. 3:30 pm - 25, 45,ଏବଂ 75 ର ଲଘିଷ୍ଠ ସାଧାରଣ ଗୁଣନିୟକ ( ଲ. ସା. ଗୁ ) କେତେ ?
A.450
B. 125
C. 225
D. 175
Ans : C. 225
15.0. 0725 କୁ ସରଳତମ ରୂପରେ ଲେଖିଲେ କେତେ ହେବ ?
ଯଦି 72 ଏବଂ 180 ର ଗସାଗୁ 36 ହୁଏ, ତେବେ ସେ ସଂଖ୍ୟାଗୁଡିକର ଲା. ସା. ଗୁ. କେତେ ?
A. 180
B. 360
C. 720
D. 540
Ans : B. 360 - ଗୋଟିଏ ସଂଖ୍ୟାକୁ ତାର ଅଙ୍କ ଦୁଇଟିର ଯୋଗଫଳରୁ ବିଯୋଗ କଲେ, ବିୟୋଗ ଫଳ ସର୍ବଦା ବିଭାଜିତ ହେବ, ତେବେ ନୂତନ ସଂଖ୍ୟାଟି କେତେ ?
A. 6
B. 9
C. 8
D. 5
Ans : B. 9 - ଦୁଇ ଅଙ୍କ ବିଶିଷ୍ଟ ପ୍ରାକୃତ ସଂଖ୍ୟାଟି କେତେ ?
A. 89
B. 90
C. 99
D. 91
Ans : B. 90 - ଦୁଇ ଲକ୍ଷ, ଦୁଇ ହଜାର ଅଙ୍କରେ ଏହିପରି ଲେଖିଯିବ ?
A. 20,200
B. 2,00,200
C. 2,02,000
D. 22,000
Ans : C. 2,02,000 - 6 ଅଙ୍କବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଓ 5 ଅଙ୍କବିଶିଷ୍ଟ ବୃହତ୍ତମ ସଂଖ୍ୟା ମଧ୍ୟରେ ବ୍ୟବଧାନ ବା ଅନ୍ତର କେତେ ?
A. 100000
B. 100001
C. 900000
D. 9999999
Ans : C. 900000 - 3 ( 13+ 6×7 ) ÷ ( 11×3)-(12-4×2) ର ସରଳିକରଣ କେତେ ?
A. 0
B. 1
C. 2
D. 9
Ans : B. 1 - କେଉଁଟି x ର ମୂଲ୍ୟ ନିର୍ଧାରଣ ପାଇଁ ଠିକ ?
(3×7/11×11/5)÷(3/7×x)= 4/3
A. 7/8
B. 7/2
C. 14
D. 28
Ans : C. 14 - ଏଥିମଧ୍ୟରୁ କେଉଁଟି 25 ସହିତ ସମାନ ନୁହେଁ ?
A. 50-(100÷4)
B. 50+ (100÷4)
C. 10+ (5×2)+(10-5)
D. 24+(2×1)
Ans : D. 24+(2×1) - 45,60,ଏବଂ 75 ର ଗସାଗୁ ଓ ଲସାଗୁ ର ଯୋଗଫଳ କେତେ ?
A. 330
B. 915
C. 630
D. 967
Ans : B. 915 - 3/8 ÷(5/3- 1/6)+ 5/8 ର ମାନ ହେଉଛି କେତେ ?
A. 3/8
B. 5/8
C. 7/8
D. 9/8
Ans : C. 7/8 - ଯଦି 15- 15÷ 15 ×6 = x ତେବେ x ର ମୂଲ୍ୟ କେତେ ?
A. 6
B. 9
C. 0
D. 84
Ans : B. 9 - 0.9÷(0.3×0.3) ର ମୂଲ୍ୟ କେତେ ?
A. 0.01
B. 0.1
C. 1
D. 10
Ans : D. 10 - 175 ଗ୍ରାମ 10% ର 5% ର ମୂଲ୍ୟ ସମାନ କେତେ ?
A. 8.75 ଗ୍ରାମ
B.0.5 ଗ୍ରାମ
C. 0.875 ଗ୍ରାମ
D. 17.5
Ans : C. 0.875 ଗ୍ରାମ - ଯଦି c ସଂଖ୍ୟାଠାରୁ B 10% କାମ ଏବଂ C ସଂଖ୍ୟା, 150 ଠାରୁ 5% ଅଧିକ, ତେବେ B ର ମୂଲ୍ୟ ସମାନ କେତେ ?
A. 141.75
B. 153.85
C. 151.75
D 209.43
Ans : A. 141.75 - ନିମ୍ନ ପ୍ରଦତ୍ତ ଅଙ୍କଟିର ନିକଟତମ ଫଳାଫଳ କେତ?46.6× 10.2-7.1×29.7-5.1×20.1
A. 390
B. 290
C. 190
D. 208
Ans : C. 190 - 0.9÷(0.3×0.3 )ର ମୂଲ୍ୟ କେତେ ?
A. 0.01
B. 0.1
C. 1
D. 10
Ans : D. 10 - ଗୋଟିଏ ପାର୍କର ଦୈଘ୍ୟ 1500 ମିଟର ଓ ପ୍ରସ୍ଥ 750 ମିଟର। ଜଣେ ସାଇକେଲ ଆରୋହୀକୁ ଏହି ପାର୍କଟିକୁ ଚାରିଥର ବୁଲିବାକୁ ହେବ। ଘଣ୍ଟାପ୍ରତି 4.5 କିଲୋମିଟର ବେଗରେ ଯଦି ସେ ସାଇକେଲ ଚଳାଏ, ତେବେ ତାକୁ କେତେ ସମୟ ଲାଗିବ ?
A. 40 ଘଣ୍ଟା
B. 10 ଘଣ୍ଟା
C. 20 ଘଣ୍ଟା
D. 4 ଘଣ୍ଟା
Ans : D. 4 ଘଣ୍ଟା - ଅମିତ 1200 ଟଙ୍କା ଦେଇ ଏକ ଟେବୁଲ କିଣିଲା ଏବଂ ତାର ମରାମତି ପାଇଁ 200 ଟଙ୍କା ଖର୍ଚ୍ଚ କଲା। 1680 ଟଙ୍କାରେ ସେ ଏହାକୁ ବିକ୍ରିକଲେ। ତେବେ ତାର ଲାଭ କିମ୍ବା କ୍ଷତିର ଶତକଡା ହାର କେତେ ?
A. 12% ଲାଭ
B. 16 2/3% ଲାଭ
C. 20% ଲାଭ
D. 20% କ୍ଷତି
Ans : C. 20% ଲାଭ - ଗୋଟିଏ ପକ୍ଷୀ ଦଳର ଏକ ଚତୁର୍ଥଂଶ ପକ୍ଷୀ ନଦୀ କୂଳରେ ଅଛନ୍ତି ଓ ଏକ ପଞ୍ଚାମାଂଶ ପକ୍ଷୀ ସେମାନଙ୍କ ବସାରେ ଅଛନ୍ତି। ବଳକା 22ଟି ପକ୍ଷୀ ଖାଦ୍ୟ ସନ୍ଧାନରେ ଅଛନ୍ତି। ତେବେ ବସାରେ ଥିବା ପକ୍ଷୀଙ୍କ ସଂଖ୍ୟା କେତେ ?
A. 40
B. 12
C. 18
D. 8
Ans : D. 8 - ଗୋଟିଏ ବର୍ଗକାର କ୍ଷେତ୍ର ଓ ଅନ୍ୟ ଗୋଟିଏ ଆୟତକାର କ୍ଷେତ୍ରର ପରିସୀମା ହେଉଛି ସମାନ। ଯଦି ବର୍ଗକ୍ଷେତ୍ରର ଗୋଟିଏ ପଟ 16 ମିଟର ଓ ଆୟାତକ୍ଷେତ୍ର ଦୈଘ୍ୟ 18 ମିଟର ହୁଏ, ତେବେ ଆୟତ୍ତକ୍ଷେତ୍ରର ପ୍ରସ୍ଥ କେତେ ?
A. 12 ମିଟର
B. 14 ମିଟର
C. 17 ମିଟର
D. 10 ମିଟର
Ans : B. 14 ମିଟର - ଗୋଟିଏ 8 ମିଟର ଲମ୍ବ, 6 ମିଟର ଉଚ୍ଚ ଓ 22.5 ସେ. ମି. ଚଉଡାର କଣ୍ଠ ପାଇଁ କେତେଖଣ୍ଡ ଇଟା ଦରକାର ହେବ ଯଦି ଗୋଟିଏ ଇଟାର ମାପ 25 ସେ. ମି. × 11.25 ସେ. ମି. × 6 ସେ. ମି. ହୁଏ ?
A. 640
B. 1380
C. 6400
D. 7600
Ans : C. 6400 - 640 ର ମୌଳିକ ଗୁଣନ ନିର୍ଣ୍ଣୟଟି କେତେ ?
A. 2×2×2×2×2×5
B. 2×2×2×2×2×2×5
C. 2×2×2×2×2×5×5
D. 2×2×2×2×2×2×2×5
Ans : D. 2×2×2×2×2×2×2×5 - ବର୍ଷକୁ ଯଦି ସରଳସୁଧ ହାର 5% ହୁଏ, ତେବେ କେତେ ବର୍ଷରେ 1200 ଟଙ୍କା 1800 ଟଙ୍କାରେ ପରିଣତ ହେବ?
A. 10
B. 12
C. 13
D. 15
Ans : A. 10 - 140.75× 0.01 ସମାନ ହେଉଛି ?
A. 140.75
B. 14000.75
C. 1.4075
D. 0.14075
Ans : C. 1.4075