Enhance your Class 6 ନବୋଦୟ ଗଣିତ skills with Practise Question Set – 3. Comprehensive and engaging exercises to master mathematics concepts effectively. Perfect for students aiming for excellence
Class 6 ନବୋଦୟ ଗଣିତ Practise Question Set -3
- ଗୋଟିଏ ସଂଖ୍ୟାରୁ ସେ ସଂଖ୍ୟାର ଅଙ୍କମାନଙ୍କର ଯୋଗଫଳ ବିୟୋଗ କଲେ ତାର ପରିଣାମ କାହାଦ୍ୱାରା ବିଭାଜିତ ହୋଇପାରିବ ?
A. 2
B. 8
C. 5
D. 9
Ans : D. 9 - 8 ର ପ୍ରଥମ ଚାରୋଟି ଗୁଣିତକର ଯୋଗଫଳ କେତେ ?
A. 60
B. 80
C. 70
D. 100
Ans : B. 80 - ଯେଉଁ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ତାହାର ପରିମାପ ସହ ସମାନ ତାର ଗୋଟିଏ ବାହୁର ଲମ୍ବ କେତେ ?
A. 6 ସେ. ମି.
B. 4 ସେ. ମି.
C. 2 ସେ. ମି
D. 8 ସେ. ମି.
Ans : B. 4 ସେ. ମି. - ଗୋଟିଏ ରେଳଗାଡ଼ି ଘଣ୍ଟାକୁ 60 କି. ମି. ବେଗରେ ଅପରାହ୍ନ 1:45 ରେ ଷ୍ଠେସନ ଛାଡିଲା। କେଉଁ ସମୟରେ ଏହା 165 କି. ମି. ଅତିକ୍ରମ କରି ପହଞ୍ଚିବ?
A. ଅପରାହ୍ନ 5.15
B. ଅପରାହ୍ନ 5.20
C. ଅପରାହ୍ନ 4.30
D. ଅପରାହ୍ନ 4.55
Ans : C. ଅପରାହ୍ନ 4.30 - ଜାମୁ ଏକ୍ସପ୍ରେସ ସକାଳ 8:20 ରେ ଜାମୁ ଛାଡିଥାଏ। ଦିଲ୍ଲୀ ପହଂଚିବାପାଇଁ ଏ ଟ୍ରେନଟି 8 ଘଣ୍ଟା 35 ମିନିଟ ସମୟ ନେଇଥାଏ । ଯଦି ଦିନେ ଏହା 25 ମିନିଟ ବିଳମ୍ବର ପହଞ୍ଚେ, ତେବେ ଏହା କେଉଁ ସମୟରେ ଦିଲ୍ଲୀ ପହଞ୍ଚିବ ?
A. ଅପରାହ୍ନ 5.15
B. ଅପରାହ୍ନ 5.20
C. ଅପରାହ୍ନ 4.40
D. ଅପରାହ୍ନ 4.55
Ans : B. ଅପରାହ୍ନ 5.20 - ଗୋଟିଏ ମାଛଥିବା ଟାଙ୍କିରେ 45 ଲିଟର ଜଳ ଧରିଥାଏ। ଯଦି ସେ ଟାଙ୍କିର 4/5 ଅଂଶ ପୂର୍ଣ୍ଣ ଥାଏ ଏବଂ ସେଥିରୁ 2/5 ଅଂଶ ବାହାର କରି ନିଆଯାଏ, ତେବେ ସେ ଟାଙ୍କିଟିକୁ ପୂର୍ଣ୍ଣ କରିବା ପାଇଁ କେତେ ପରିମାଣ ଜଳ ଆବଶ୍ୟକ ହେବ ?
A. 12 ଲିଟର
B. 20 ଲିଟର
C. 33 ଲିଟର
D. 35 ଲିଟର
Ans : C. 33 ଲିଟର - ପ୍ରତ୍ୟେକ ବାକ୍ସରେ 36 ଚକଲେଟ ଦେଇ 128 ବାକ୍ସ ତିଆରି କରାଗଲା। ଯଦି ଗୋଟିଏ ବାକ୍ସରେ 4 ଟି ଚକଲେଟ କମ ଥାଏ, ତେବେ ସେଇ ପରିମାଣର ଚକଲେଟ ନେଇ କେତୋଟି ବାକ୍ସରେ ସମାନ ପରିମାଣର ଚକଲେଟ ରଖାଯାଇ ପାରିବ ?
A. 108
B. 216
C. 144
D. 360
Ans : C. 144 - ଜୋସେଫ ଏକ ପରୀକ୍ଷାରେ ଅମିତଠାରୁ 8 ନମ୍ବର କମ ରଖିଥିଲେ। ସେହି ପରୀକ୍ଷାରେ କୁମାର ଅମିତଠାରୁ 12 ନମ୍ବର ଅଧିକ ରଖିଥିଲେ। ସମସ୍ତଙ୍କର ନମ୍ବର ମିଶି 205 ହେଲେ, ଜୋସେଫ କେତେ ନମ୍ବର ରଖିଥିଲେ ?
A. 67
B. 59
C. 79
D. 75
Ans : B. 59 - ଯଦି a, b ର ପୂର୍ବବର୍ତ୍ତୀ ସଂଖ୍ୟା ହେବ, ତେବେ (a-b) ଓ (b-a) ର ମୂଲ୍ୟ କେତେ ?
A. -1ଓ 1
B. 1 ଓ -1
C. 0 ଓ 1
D. 1 ଓ 0
Ans : A. -1ଓ 1 - ଶାରଦା ଗୋଟିଏ ଖାତା rs.25.50 ଦରରେ 6 ଟି ପେନସିଲ କିଣିଲେ। ସେ ଦୋକାନୀକୁ 50 ଟଙ୍କାରେ ନୋଟଟିଏ ଦେଲେ କେତେ ଫେର ପାଇବେ ?
A. Rs 9.50
B. Rs. 40.50
C. Rs 15.75
D. Rs 18.50
Ans : A. Rs 9.50 - 12 ପୁରୁଷ ଓ 15 ମହିଳା ମିଶି 24 ଦିନରେ ଏକ କାର୍ଯ୍ୟ ଶେଷ କରି ପାରନ୍ତି। ସେହି କାର୍ଯ୍ୟକୁ 8 ପୁରୁଷ ଓ 8 ମହିଳା କେତେ ଦିନରେ କରିପାରିବେ ?
A. 16 ଦିନ
B. 24 ଦିନ
C. 20 ଦିନ
D. 28 ଦିନ
Ans : C. 20 ଦିନ - ଜଣେ ଫଳ ବିକ୍ରେତା ଏକ ଡଜନକୁ rs. 40 କିମ୍ବା ଗୋଟାକ rs. 5 ଦରରେ କଦଳୀ ବିକ୍ରି କରିଥାନ୍ତି। ତେବେ 99 କଦଳୀ କିଣିବାକୁ ତାଙ୍କୁ କେତେ ଟଙ୍କା ଦେବାକୁ ପଡିବ ?
A. 335
B. 300
C. 320
D. 495
Ans : A. 335 - ଯଦି 4137÷1.75 = 2364,ତେବେ 41.37 ÷17.5 କାହା ସହିତ ସମାନ ?
A. 0.2364
B. 23.64
C 236.4
D 2.364
Ans : D 2.364 - 48,480 କୁ 8 ରେ ଭାଗ କଲେ ଭାଗଫଳ ହେବ ?
A. 6.060
B. 6.006
C. 6.60
D. 60.60
Ans : A. 6.060 - ଶତକଡା ବାର୍ଷିକ 5% ସୁଧ ହାରରେ ଅମର Rs. 800 ଉଧାର ନେଲେ 3 1/2 ବର୍ଷପରେ ତାଙ୍କୁ ମୂଳ ସହିତ କେତେ ପରିଶୋଧ କରିବାକୁ ପଡିବ ?
A. 920
B. 960
C. 940
D. 980
Ans : C. 940 - ରାହୁଲ ଗୋଟିଏ ପୁରୁଣା ଟିଭି Rs. 3000 ରେ କ୍ରୟକରି ତାର ମରାମତି ପାଇଁ Rs. 300 ଟଙ୍କା ଖର୍ଚ୍ଚ କରିବା ପରେ ଟିଭି ଟି 3500 ରେ ବିକ୍ରିକଲେ ତାଙ୍କର କେତେ ଲାଭ ହେବ ?
A. 500
B. 200
C. 250
D. 300
Ans : B. 200 - 1/10+ 11/100 + 111/ 1000 ର ଦଶମିକ ମୂଲ୍ୟ କେତେ ?
A. 1.111
B. 0.321
C. 0.111
D. 0.1111
Ans : B. 0.321 - ଏଥିମଧ୍ୟରୁ କେଉଁ ସଂଖ୍ୟାଟିକୁ 18 ରେ ପୂର୍ଣ୍ଣରୂପେ ଭାଗ କରାଯାଇ ପାରିବ ?
A. 444444
B. 555555
C. 666666
D. 666660
Ans : C. 666666 - ଦୁଇଟି ସଂଖ୍ୟାର ଯୋଗଫଳ 345678। ଯଦି ଗୋଟିଏ ସଂଖ୍ୟା ଅନ୍ୟ ସଂଖ୍ୟଠାରୁ ଷୋହଳ ବଡ଼, ତେବେ ବୃହତ୍ତମ ସଂଖ୍ୟାଟି କେତେ ?
A. 164831
B. 180847
C. 170847
D. 329662
Ans : B. 180847 - ଦୁଇଟି ସଂଖ୍ୟାର ଗ. ସା. ଗୁ. ଓ ଲା. ସା ଗୁ. ର ଗୁଣଫଳ 384,ଯଦି ସେଥିମଧ୍ୟରୁ ଗୋଟିଏ ସଂଖ୍ୟା 24,ତେବେ ଅନ୍ୟ ବୃହତ୍ତମ ସଂଖ୍ୟାଟି କେତେ ହେବ ?
A. 18
B. 32
C. 6
D. 16
Ans : D. 16 - 1 ମିଟର 75 ସେ. ମି., 4 ମିଟର 50 ସେ. ମି. ଓ 6 ମିଟର 50 ସେମି କୁ ମାପିବାକୁ ହେଲେ, କେତେ ଲମ୍ବର ଟେପ ଆବଶ୍ୟକ ହେବ, ଯାହାଦ୍ୱାରା ଟେପଟିକୁ ମାପିବା ସମୟରେ ପୂର୍ଣ୍ଣଭାବରେ ବ୍ୟବହାର କରାଯାଇପାରିବ ?
A. 25 ସେ. ମି.
B. 55 ସେ. ମି.
C. 50 ସେ. ମି.
D. 75 ସେ. ମି.
Ans : A. 25 ସେ. ମି. - କିଶୋର 205. 50 ମୂଲ୍ୟର ଔଷଧ ଓ 180.50 ମୂଲ୍ୟର ଏକ ଖର୍ଚ୍ଚ କିଣି 500 ଟଙ୍କାର ଏକ ନୋଟ ଦୋକାନୀକୁ ଦେଲେ, କେତେ ପଇସା ସେ ଫେରି ପାଇବ ?
A. 336
B. 120
C. 114
D. 115
Ans : C. 114 - ଏକ ପରୀକ୍ଷାରେ ରମେଶ ଗୁରୁଦାୟିସଠାରୁ 15 ନମ୍ବର ଅଧିକ ପାଇଲା, ସେଇ ପରୀକ୍ଷାରେ ଲୀଳା ଗୁରୁଦାସ ଠାରୁ 7 ନମ୍ବର କମ ପାଇଲା। ଯଦି ସେମାନଙ୍କର ନମ୍ବର ମିଶି 83 ହୁଏ, ତେବେ ଗୁରୁଦାସ କୁ କେତେ ନମ୍ବର ମିଳିଥିଲା ?
A. 18
B. 40
C. 35
D. 25
Ans : D. 25 - ଜଣେ ଦୋକାନୀ ଗୋଟିଏ ବଲପେନ କୁ 12 ଟଙ୍କାରେ କିମ୍ବା 5ଟି ପେଣର ଏକ ପ୍ୟାକେଟକୁ 50 ରେ ବିକ୍ରି କରନ୍ତି। ତେବେ 23 ଟି ପେନ କିଣିବାକୁ ହେଲେ କେତେ ଟଙ୍କା ଦେବାକୁ ପଡିବ ?
A. 236
B. 230
C. 250
D. 276
Ans : A. 236 - ଗୋଟିଏ ବାଲଟିର 20 ଲିଟର ଜଳ ଧରିପାରିବ। ଏହାର 3/5 ଭାଗ ଜଳରେ ଭରି ସାରିଥିଲେ, ବାକି ଅଂଶ ପୂର୍ଣ୍ଣ ହେବାକୁ କେତେ ଜଳ ଆବଶ୍ୟକ ହେବ ?
A. 12 ଲିଟର
B. 8 ଲିଟର
C. 10 ଲିଟର
D. 6 ଲିଟର
Ans : B. 8 ଲିଟର - ଗୋଟିଏ ରେଳଗାଡ଼ି ସକାଳ 5:45 ରେ ଛାଡି ପରବର୍ତ୍ତୀ ଷ୍ଟେସନରେ ସକାଳ 9:20 ରେ ପହଁଚିଲା । ଏ ଷ୍ଟେସନରେ ପହଂଚିବାକୁ ରେଳଗାଡ଼ିକୁ କେତେ ସମୟ ଲାଗିଲା ?
A. 3 ଘଣ୍ଟା 35 ମିନିଟ
B. 3 ଘଣ୍ଟା 25 ମିନିଟ
C. 4 ଘଣ୍ଟା 35 ମିନିଟ
D. 3 ଘଣ୍ଟା 15 ମିନିଟ
Ans : C. 4 ଘଣ୍ଟା 35 ମିନିଟ - ଗୋଟିଏ ହଲର ଲମ୍ବ ଓ ପ୍ରସ୍ଥ ଯଥାକ୍ରମେ 24 ଓ 20 ମିଟର । ତାର ଚଟାଣରେ 0.4 ମି. × 0.3 ମି. ମାପର କେତୋଟି ଟାଇଲ ଲଗାଯାଇପାରିବ ?
A. 1500
B. 3000
C. 4000
D. 2500
Ans : C. 4000 - 6.666,6.66 ଏବଂ 6.06 କୁ ଯୋଗ କଲେ ଯୋଗଫଳ କେତେ ହେବ?
A. 1.9386
B.193.86
C. 19.386
D. 1938.6
Ans : B.193.86 - ଏଥିମଧରୁ କେଉଁଟି 2.4 ସହ ସମସନ ନୁହେଁ ?
A. 2/5
B. 22.5%
C. 12/5
D. 4/10
Ans : B. 22.5% - 1,2,4,8,16….. ଏଇ କ୍ରମରେ ପରବର୍ତ୍ତୀ ସଂଖ୍ୟାଟି କେତେ ?
A. 45
B. 20
C. 32
D. 64
Ans : C. 32 - ଏଥିମଧ୍ୟରୁ କେଉଁ ସଂଖ୍ୟା 8 ଓ 12 ର ପ୍ରଥମ ତିନୋଟି ଗୁଣନିୟକ ?
A. 24,48,72
B. 12,24,36
C. 8,16,24
D. 96,192,288
Ans : D. 96,192,288 - 32 ର ଅଭାଜ୍ୟ ଗୁଣନଖଣ୍ଡ କେତେ ?
A. 2×2×2×2×2
B. 2×2×8
C. 3×3×2×2
D. 2×2×2×4
Ans : C. 3×3×2×2 - ଶତକଡା 10% ବାର୍ଷିକ ସରଳ ସୁଧ ହାରରେ କେତେ ବର୍ଷରେ ସମୂଳ ସୁଧ ମୂଳଧନର ଦୁଇଗୁଣ ହେବ ?
A. 2 ବର୍ଷ
B. 10 ବର୍ଷ
C. 15 ବର୍ଷ
D. 5 ବର୍ଷ
Ans : B. 10 ବର୍ଷ - ଜଣେ ବ୍ୟକ୍ତି 47000 ରେ ଗୋଟିଏ ସ୍କୁଟର କିଣି ତା ଉପରେ 3000 ର ଅନ୍ୟ ସରଞ୍ଜାମ ଲଗାଇଲେ। ପରେ ସ୍କୁଟରକୁ 52000 ରେ ବିକ୍ରି କଲେ ତାଙ୍କର କେତେ ପ୍ରତିଶତ ଲାଭ ବା କ୍ଷତି ହେବ ?
A. 4% କ୍ଷତି
B. 4% ଲାଭ
C. 8% କ୍ଷତି
D. 8% ଲାଭା
Ans :B. 4% ଲାଭ - 800 ର 6% କେତେ ?
A. 12
B. 80
C. 48
D. 60
Ans : C. 48 - ଯଦି 5.28 × 0.8 = 4.224 ହୁଏ, ତେବେ 52.8×0.8 ର ମୂଲ୍ୟ କେତେ ?
A. 42.24
B. 422.4
C. 4.224
D. 4224
Ans : A. 42.24 - 6 ଜଣ ପୁରୁଷ ଅଥବା 10 ଜଣ ସ୍ତ୍ରୀ ଗୋଟିଏ କାର୍ଯ୍ୟକୁ 12 ଦିନରେ ଶେଷ କରିଥାନ୍ତି। ସେହି କାର୍ଯ୍ୟକୁ 3 ଜଣ ପୁରୁଷ ଓ 5 ଜଣ ସ୍ତ୍ରୀ ମିଶି କେତେ ଦିନରେ ଶେଷ କରିପାରିବେ ?
A. 18 ଦିନ
B. 24 ଦିନ
C. 12ଦିନ
D. 6 ଦିନ
Ans : C. 12ଦିନ - ତିଆରି ହୋଇଥିବା ମିଠାଇରେ 40% ଚିନି ଥିଲେ, ମୋଟ 4.8 କି. ଗ୍ରା. ମିଠାଇରେ ଚିନିର ପରିମାଣ କେତେ ହେବ ?
A. 1.12 କି . ଗ୍ରା
B. 0.192 କି. ଗ୍ରା.
C. 1.92 କି. ଗ୍ରା.
D. 1.29 କି. ଗ୍ରା.
Ans : C. 1.92 କି. ଗ୍ରା. - 9,5,0,2,4,କୁ ବ୍ୟବହାର କରି ଗଠନ କରାଯାଇଥିବା ନିମ୍ନତମ ସମ ସଂଖ୍ୟାଟି କେତେ?
A. 20594
B. 02594
C. 20459
D. 02459
Ans : A. 20594 - 101×0×11 ର ମୂଲ୍ୟ କାହା ସହ ସମାନ ?
A. 112
B. 0
C. 1010
D. 1111
Ans : B. 0 - 24,36,ଓ 42 ର ଲା. ସା. ଗୁ. କେତେ ?
A. 84
B. 504
C. 72
D. 604
Ans : B. 504 - 14,36,ଓ 66 ର ଗ. ସା. ଗୁ. କେତେ ?
A. 2
B. 6
C. 4
D. 11
Ans : A. 2 - 9 କୁ ଦଶକ ସ୍ଥାନରେ ରଖି ଏବଂ ତା ସହିତ ଅନ୍ୟ ଅଙ୍କକୁ ବ୍ୟବହାର କରି ଗଠନ କରାଯାଇଥିବା ଚାରିଅଙ୍କ ବିଶିଷ୍ଟ ନିମ୍ନତମ ସଂଖ୍ୟାଟି କେତେ ?
A. 1092
B. 1290
C. 2190
D. 2091
Ans : A. 1092 - 4,9,16,……. ଏଇ ଧାରାର ପରବର୍ତ୍ତୀ ତିନୋଟି ସଂଖ୍ୟା କେତେ ?
A. 20,24,28
B. 23,30,37
C. 25,36,49 - 30 + 3.0 + 0.3+ 0.33 + 0.333 କାହା ସହ ସମାନ ?
A. 33.963
B. 33639
C. 33.936
D. 33.693
Ans : D. 33.693 - ଯଦି 12276 ÷ 1.55 = 7920 ହୁଏ, ତେବେ 1227.6 ÷7920 ହେବ ?
A. 1.55
B. 0. 0155
C. 0.155
D. 15.5
Ans : D. 15.5 - 4 ଜଣ ପୁରୁଷ କିମ୍ବା 6 ଜଣ ନାରୀ ଗୋଟିଏ କାର୍ଯ୍ୟକୁ 16 ଦିନରେ ଶେଷ କରିପାରିବେ। ଯଦି କାର୍ଯ୍ୟଟି 2 ଜକ୍ୱାନ ପୁରୁଷ ଓ 9 ଜଣ ନାରୀ ମିଶି କରନ୍ତି ତେବେ କାର୍ଯ୍ୟଟି ଶେଷ କରିବାକୁ କେତେ ଦିନ ଲାଗିବ ?
A. 12ଦିନ
B. 10 ଦିନ
C. 8 ଦିନ
D. 9 ଦିନ
Ans : C. 8 ଦିନ - ପାରୁଲ 9 ଟି କମଳାରସ ବୋତଲ କିଣିଲେ। ପ୍ରତେକ ବୋତଲରେ 750 ମି.ଲି. ରସ ରହେ। ସବୁମିଶି କେତେ ଲିଟର ରସ ହେଲା ?
A. 7.59 ଲିଟର
B. 6.75 ଲିଟର
C. 5.93 ଲିଟର
D. 6.84 ଲିଟର
Ans : B. 6.75 ଲିଟର - ମୋନା 860 ରେ ଗୋଟିଏ କମିଜ କିଣି ତାକୁ 15% ଲାଭରେ ବିକ୍ରି କଲା। ସେ କମିଜର ବିକ୍ରିମୂଲ୍ୟ କେତେ ?
A. 875
B. 980
C. 984
D. 989
Ans : D. 989 - ଜଣେ ବ୍ୟକ୍ତି 12 କିଲୋମିଟର ଦୂରରେ ଥିବା ୱାକ ସ୍ଥାନକୁ ଯିବାପାଇଁ ଏକ ଟ୍ୟାକ୍ସି ଭଡାରେ ନେଲେ। ପ୍ରଥମ 2 କି. ମି. ର ଭଡା 25 ଓ ପରବର୍ତ୍ତୀ କି. ମି. ର ଭଡା କିଲୋମିଟର ପିଛା 10 ହେଲେ ସମୁଦାୟ ଭଡା କେତେ ହେବ ?
A.125
B. 120
C. 110
D. 115
Ans : A.125
Watch Video : Click Here