Enhance your math skills with our Class 6 JNVST Practise Question Set – 5. This comprehensive set covers key concepts and provides essential practice for students. Ideal for exam preparation and boosting confidence in mathematics
Class 6 ନବୋଦୟ ଗଣିତ Practise Question Set – 5
- 15 ଜଣ ଲୋକ ଗୋଟିଏ କାର୍ଯ୍ୟକୁ 10 ଦିନରେ ପୂର୍ଣ୍ଣ କରିପାରନ୍ତି। ସେହି କାମକୁ 50 ଦିନର ପୂର୍ଣ୍ଣକରିବାର ଥିଲେ, କେତେ ଜଣ ଲୋକ କାର୍ଯ୍ୟ କରିବେ ?
A. 2
B. 4
C. 3
D. 5
Ans : C. 3 - 200 ମିଟର ଲମ୍ବର ଏକ ଗାଡି ଘଣ୍ଟାପ୍ରତି 60 କି. ମି. ବେଗରେ ଗତିକଲେ, କେତେ ସମୟରେ ଗୋଟିଏ ଖମ୍ବ ପାର ହେବ ?
A. 5 ସେକେଣ୍ଡ
B. 12 ସେକେଣ୍ଡ
C. 6 ସେକେଣ୍ଡ
D. 20 ସେକେଣ୍ଡ
Ans : B. 12 ସେକେଣ୍ଡ - ଗୋଟିଏ ପରୀକ୍ଷାରେ କରିମ ହରିମଠାରୁ 15 ନମ୍ବର ଅଧିକ ରଖିଲା। ମଦନ ରହିମଠାରୁ 10 ନମ୍ବର କମ ପାଇଥିଲା। ଯଦି ସେମାନଙ୍କୁ ମୋଟ 110 ନମ୍ବର ମିଳିଥାଏ, ତେବେ କରିମ କେତେ ନମ୍ବର ପାଇଥିଲା ?
A. 25
B. 40
C. 35
D. 50
Ans : D. 50 - 5.5, 5.05, 5.005, 55.5555 କୁ ଯୋଗକଲେ ଯୋଗଫଳ କେତେ ?
A. 71.1150
B. 70.5555
C . 71.11
D. 71.1105
Ans : D. 71.1105 - ଗୋଟିଏ ପାତ୍ରରେ 1/5 ଭାଗରେ ଜଳ ଭାରଯାଇଛି। ଯଦି ଏହାକୁ ପୂର୍ଣ୍ଣ କରିବାକୁ ହେଲେ ଆହୁରି 40 ଲିଟର ଜଳର ଆବଶ୍ୟକ ହେବ, ତେବେ ପାତ୍ରରେ କେତେ ଜଳ ଧରିପାରିବ ?
A. 40 ଲିଟର
B. 45 ଲିଟର
C. 60 ଲିଟର
D. 50 ଲିଟର
Ans : D. 50 ଲିଟର - 0,9 ଓ 8 କୁ ନେଇ ଗଠିତକେବଳ ଥରେ ମାତ୍ର ବ୍ୟବହାର କରାଯାଇ ମୋଟ କେତୋଟି ପ୍ରକୃତ ସଂଖ୍ୟା ଗଠନ କରାଯାଇପାରିବ ?
A. 99,900
B. 5,84,640
C. 66,340
D. 8,69,760
Ans : B. 5,84,640 - 0.9 ଓ 8 କୁ ନେଇ ଗଠିତ ତିନିଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ସହିତ ଉକ୍ତ ସଂଖ୍ୟାକୁ ନେଇ ଗଠିତ ତିନିଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାକୁ ଗୁଣନ କଲେ ଗୁଣଫଳ କେତେ ହେବ ?
A. 4
B. 8
C 7
D. 10
Ans : A. 4 - 12, 15, 19, 24,,30……. ଉକ୍ତ କ୍ରମରେ ପରବର୍ତ୍ତୀ ସଂଖ୍ୟାଟି କେତେ?
A. 35
B. 37
C. 36
D. 38
Ans : B. 37 - ଗୋଟିଏ କୋଠରୀର ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ 8.25 ମି., 6.75 ମି., ଓ 4.50 ମି । କେତେ ଲମ୍ବର ଟେପଦ୍ୱାରା ଏହାର ତିନୋଟିଯାକ ପରିସର ମପାଯାଇପାରିବ ?
A. 125 ସେ. ମି.
B. 25 ସେ. ମି.
C. 75 ସେ. ମି.
D. 225 ସେ. ମି.
Ans : C. 75 ସେ. ମି. - 80% ଠାରୁ ଏହାର 10% ଅଧିକ ବଡ଼ ସଂଖ୍ୟାଟି କେତେ ?
A. 72
B. 88
C. 80
D. 90
Ans : B. 88 - 1 ରୁ 20 ପର୍ଯ୍ୟନ୍ତ ସଂଖ୍ୟାର ଶତକଡା କେତେ ଭାଗ ଅଭାଜ୍ୟ ସଂଖ୍ୟା ?
A. 24%
B. 25%
C. 40%
D. 35%
Ans : C. 40% - 5 ପଇସାକୁ ଟଙ୍କାରେ ପରିଣତ କଲେ କେତେ ହେବ ?
A. 0.55
B. 0.50
C. 0.05
D. 0.005
Ans : C. 0.05 - ଦୁଇଟି ଦଶମିକ ସଂଖ୍ୟାର ଯୋଗଫଳ 167.25 । ଯଦି ଗୋଟିଏ ସଂଖ୍ୟା ଅନ୍ୟ ସଂଖ୍ୟା ଠାରୁ 18.50 ବଡ଼ ହୁଏ ତେବେ ସେ ବଡ଼ ସଂଖ୍ୟାଟି କେତେ ?
A. 92.875
B. 75.475
C. 93.275
D. 74.875
Ans : A. 92.875 - ଶତକଡା ବାର୍ଷିକ 9% ସରଳ ସୁଧହାରରେ ଜଣେ ବ୍ୟକ୍ତି 3000 ଟଙ୍କା ଦୁଇବର୍ଷ ପାଇଁ ଋଣ ନେଲେ। ଦୁଇବର୍ଷପରେ ସେ 3000 ଟଙ୍କା ଓ ଗୋଟିଏ ଟେବୁଲ ଋଣ ପରିଶୋଧ କରିବା ପାଇଁ ଦେଲେ। ତେବେ ଟେବୁଲଟିର ମୂଲ୍ୟ କେତେ ?
A. 450
B. 540
C. 600
D. 480
Ans : B. 540 - କେଉଁ ନିମ୍ନତମ ସଂଖ୍ୟାକୁ 10, 15, 24 କିମ୍ବା 30 ଦ୍ୱାରା ଭାଗକଲେ ଭଗଶେଷ ଶୂନ୍ୟ ରହିବ ?
A. 90
B. 120
C. 240
D. 100
Ans : B. 120 - କେଉଁ ବୃହତ୍ତମ ସଂଖ୍ୟଦ୍ୱାରା 140, 170 କିମ୍ଵା 155 କୁ ଭାଗକଲେ ଭଗଶେଷ 5 ରହିବ ?
A. 45
B. 15
C. 30
D. 12
Ans : B. 15 - 4, 5, 0 ଓ 3 କୁ ବ୍ୟବହାର କରି ( କୌଣସି ସଂଖ୍ୟାକୁ ଦୁଇଥର ବ୍ୟବହାର କରାଯାଇ ପାରେ ) ଗଠିତ ପାଞ୍ଚ ଅଙ୍କ ବିଶିଷ୍ଟ ନିମ୍ନତମ ସଂଖ୍ୟାଟି କେତେ ?
A. 30450
B. 34500
C. 30045
D. 30540
Ans : C. 30045 - ଏହାର ସରଳକର ହେବ ( 1+2-3 )+ ( 4+5-9)+ 6+7-13) + (8+9-17)+ (12+ 13-25)
A. -16
B. 0
C. 1
D. 127
Ans : B. 0 - ଦୁଇଟି ସଂଖ୍ୟାର ଯୋଗଫଳ 987654.। ଯଦି ପ୍ରଥମ ସଂଖ୍ୟା ଦ୍ୱିତୀୟ ସଂଖ୍ୟାଠାରୁ କୋଡିଏ ହଜାର ଏକ ସହ ଅଧିକ, ତେବେ ବୃହତ୍ତମ ସଂଖ୍ୟାଟି କେତେ ?
A. 483777
B. 503877
C. 493877
D. 503870
Ans : B. 503877 - (1800 ର 4% ) ର 15% ର ସମୂଲ୍ୟ ଦଶମିକରେ ପ୍ରକାଶ କଲେ କେତେ ହେବ ?
A. 10.80
B. 1.08
C. 108.0
D. 1080
Ans : A. 10.80 - ଜଣେ ଦୋକାନୀ ଗୋଟିଏ ବାଲପେନକୁ 15 ଟଙ୍କାରେ ଏବଂ ଦଶଟି ସମାନ ପେନଥିବା ପ୍ୟାକେଟକୁ 120 ଟଙ୍କାରେ ବିକ୍ରି କରନ୍ତି। ଯଦି ଅନିଶା, 22 ତୁ ବାଳ୍ପେନ କିଣେ ତେବେ ତାକୁ କେତେ ମୂଲ୍ୟ ଦେବାକୁ ପଡିବ ?
A. 270
B. 330
C. 264
D. 280
Ans : A. 270