Class 3 Questions Free PDF Download : Well, we have just shown you the list of free PDFs with answers to all the most frequently asked questions in Class 3.
And since it is online, you can also take a print out whenever you need one! Have a great time practicing for the exams with these questions!
With these 100 questions, you are equipped to ace the Class 3 exams with ease.
There is also a practice test for you to solve some of them on your own before appearing for the real test. Keep practicing until you get 100% success!
Class 3 Questions Free PDF Download
1 | ”ତୁମ ପରି ଛୁଟ ପିଲାଟିଏ ” କବିତାଟି କିଏ ଲେଖିଥିଲେ ?
2 | ଗାନ୍ଧିଜୀ କ’ଣ ସଂକଳ୍ପ କଲେ ?
3 | ”ସଫାସୁତୁରା” ଶବ୍ଦକୁ ବ୍ୟବହାର କରି ବାକ୍ୟଟିଏ ଲେଖ |
4 | ‘ଧଇଁସଇଁ’ ପରି ଆଉ ଗୋଟିଏ ଶବ୍ଦ ଲେଖ |
5 | ଫୁଲଟି ଜିଇଁଥିବା ଯାଏଁ କ’ଣ କରିବାକୁ ଚାହେଁ ?
6 | ‘ସାନ ସିନା ଦାନ ତା’ ମହାନ’ – ଏ କଥା କିଏ କହିଛନ୍ତି ?
7 | ‘ଭକତି’ ଶବ୍ଦକୁ ଗଦ୍ୟ ରୂପରେ ଲେଖ |
8 | ଆମ ରାଜ୍ୟର କେଉଁଠି ଭେଳା ଭେଳା ହୋଇ ଜାହାଜ ଲାଗୁଛି ?
9 | ‘ତୁଏ ପରି ଛୋଟ ପିଲାଟିଏ’ ପଦ୍ୟରେ ‘ସମାନ’ ଅର୍ଥ ବୁଝାଉଥିବା ଶବ୍ଦଟି ଲେଖ |
10 | ‘କୁସୁମ’ ଶବ୍ଦର ଗୋଟିଏ ପ୍ରତିଶବ୍ଦ ଲେଖ |
11 | ‘ଅସୁମାରି’ ଶବ୍ଦର ଅର୍ଥ ଲେଖ |
12 | ଯେପରି : ପାରାଦ୍ୱୀପ – ଓଡିଶା
ସେହିପରି : ମୁମ୍ବାଇ : _____
13 | ମଧୁବାବୁଙ୍କ କେଉଁ ଉପାଧି ମିଲିଥିଲା ?
14 | ”କନିଷ୍ଠ ” ଶବ୍ଦର ବିପରୀତ ଶବ୍ଦ ଲେଖ |
15 | ସମସ୍ତେ ପାଞ୍ଚିଲେ ଉପାୟ ଧରିବେ ଜହ୍ନକୁ କେମିତି – ବାକ୍ୟଟିକୁ ସଜାଡି ଲେଖ |
16 | ଏକପଦରେ ପ୍ରକାଶ କର | ଯାହାର ରୋଗ ନାହିଁ _____ |
17 | କରିମ କୃପାସିନ୍ଧୁକୁ କାହିଁକି ନେହୁରା ହେଲା ?
18 | ‘କରତା’ ଗଦ୍ୟରୂପ ଲେଖ |
19 | ‘ସମୁଦ୍ର’ ର ଆଉ ଗୋଟିଏ ନାମ ଲେଖ |
20 ”ମହତ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଘଟେ ?” ଏକଥା କିଏ କାହାକୁ କହିଛି ?
21 | ପଠାଣି ସାମନ୍ତଙ୍କ ପୁରା ନାମ କ’ଣ ?
22 | ଯେପରି : ଓଡିଶା – ଓଡ଼ିଆ
ସେହିପରି : କେରଳ – ____
23 | ‘ତାଙ୍କ ମନ ଜାଣି କରମ କରିଲେ,
ଦିଅନ୍ତି କରୁଣା ଢାଳି
ଏଠାରେ କାହାର ମନ କଥା କୁହାଯାଇଛି ?
24 | କୋଣାର୍କ ମନ୍ଦିର ନିର୍ମାଣ ନିମନ୍ତେ ଓଡ଼ିଶାର କେତେ ଖର୍ଚ୍ଚ ହୋଇଥିଲା ?
25 | ‘ପରାଣ’ ଶବ୍ଦକୁ ଗଦ୍ୟ ରୂପରେ ଲେଖ |
26 | ଯେପରି : ବାଘ – ଶିମିଳିପାଳ
ସେହିପରି : ହାତୀ –
27 | ‘ଟାଙ୍ଗରା’ ଶବ୍ଦକୁ ବ୍ୟବହାର କରି ବାକ୍ୟଟିଏ ଲେଖ |
28 | _____ ନବ ଜାଗରଣ ଦେଲା ଆଣି | ପୂର୍ବ ପଦଟି ପୁରଣ କର |
29 | ”ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ ?”
30 | ‘କର’ ଶବ୍ଦର ଦୁଇଟି ଅର୍ଥ ଲେଖ |
31 | ‘ଉଷାକୋଠି’ ଜଙ୍ଗଲ କେଉଁ ଜିଲ୍ଲାରେ ଅବସ୍ଥିତ ?
32 | ପକ୍ଷୀମାନଙ୍କ ପାଇଁ ଓଡ଼ିଶାର କେଉଁଠାରେ ଅଭୟାରଣ୍ୟ ଅଛି ?
33 | ନୀରବ ପୂର୍ବପରି ହୋଇଗଲା ସଭାସ୍ଥଳ |
____ ବାକ୍ୟଟିକୁ ସଜାଡି ଲେଖ |
34 | ଯେପରି : ରାଜା – ରାଣୀ
ସେହିପରି : ଅଜା ____ | କ’ଣ ହେବ ?
35 | ଖୋର୍ଦ୍ଧା ପାଇକମାନଙ୍କର ନେତା କିଏ ଥିଲେ ?
36 | ଯେପରି : ଦୁଃଖରୁ ଦୁଃଖିତ , ସେହିପରି ‘ପାଠ’ ରୁ କ’ଣ ହେବ ?
37 | ଓଡ଼ିଶାର ପ୍ରଥମ ଜ୍ୟତିର୍ବିଜ୍ଞାନୀ କିଏ ?
38 | ଯାଉଛି ସେ କାଳ ____
ପର ପଦଟିକୁ ପୂରଣ କର |
39 | ଆନ୍ଦ୍ରର ଲୋକମାନେ ____ ଭାଷାରେ କଥା ହୁଅନ୍ତି |
( ଶୂନ୍ୟସ୍ଥାନ ପୁରଣ କର | )
40 | ‘ଚଢେଇ’ ର ଗୋଟିଏ ପ୍ରତିଶବ୍ଦ ଲେଖ |
41 | ‘ନାରିକେଳ’ ଶବ୍ଦର ଅର୍ଥ କ’ଣ ?
42 | ଯେପରି : ଅଗଷ୍ଟ 15 : ସ୍ୱାଧୀନତା ଦିବସ
ସେହିପରି : ଜାନୁଆରୀ 26 : ____ |
( ଶୂନ୍ୟସ୍ଥାନ ପୁରଣ କର | )
43 | ଜନ୍ମଭୂମିକୁ କାହା ସହିତ ତୁଳନା କରାଯାଇଛି ?
44 | ‘ବୀରତ୍ୱକୁ’ ବ୍ୟବହାର କରି ବାକ୍ୟଟିଏ ଲେଖ |
45 | ବିଦ୍ୟାସାଗର ଦେଲେ ଗୋଟିଏ ତାଙ୍କୁ ଟଙ୍କା |
46 | ଯେପରି : ମିତାକୁ ବର୍ଷାଋତୁ
ସେହିପରି : ମାଧବୀକୁ ____ |
47 | କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ଥିବା ମୁଖ୍ୟ କାରିଗରଙ୍କ ନାମ କ’ଣ ?
48 | ଈଶ୍ବରଚନ୍ଦ୍ର ପିଲାଟିକୁ କେତେ ପଇସା ଦେଲେ ?
49 | ‘ଆମ ଭାଷା ଆମ ସାହିତ୍ୟ’ ବହିର ସୂଚୀପତ୍ରରେ କେତୋଟି ବିଷୟ ରହିଛି ?
50 | ‘ସ୍ୱାଧୀନ’ ଶବ୍ଦର ବିପରୀତ ଶବ୍ଦ ଲେଖ |
51 | ମଧୁବାବୁ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
52 | ଟିକି ଫୁଲଟି କାହାକୁ ନିଜର ମନକଥା କହିଥିଲା ?
53 | ବିପରୀତ ଶବ୍ଦ ଲେଖ ସୁନ୍ଦର ____
54 | ଯେପରି : ଧଉଲପୁର ଷ୍ଟେସନ – ରାଜସ୍ତାନ |
ସହିପରି : ବିଳାସପୁର ଷ୍ଟେସନ _____ |
55 | ବିରକିଶୋରଙ୍କ ପରି ଆଉ ଜଣେ କବିଙ୍କ ନାମ ଲେଖ, ଯିଏ ଗୋରା ସରକାରଙ୍କ ବିରୋଧରେ କବିତା ଲେଖୁଥିଲେ |
56 | ଉତ୍ତର ପ୍ରଦେଶର କେଉଁ ସହରରେ ‘ତାଜମହଲ’ ଅବସ୍ଥିତ ?
57 | ସେ ଅସ୍ତ୍ର ହେଉଛି ଇଂରେଜମାନଙ୍କ ସହ ____ |
( ଅହିଂସା, ଅସହଯୋଗ, ଶରଣ ) ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୁରଣ କର |
58 | ‘ନିଇତି ହେବ ଦେଖା’ – କଥାରେ କଣ ହେବ ଲେଖ |
59 | ଯେପରି : ବକ୍ସି ଜଗବନ୍ଧୁ – ଖୋର୍ଦ୍ଧା
ସେହିପରି : ବିର୍ସାମୁଣ୍ଡା _____ |
60 | ମାଙ୍କଡ଼ମାନଙ୍କର ଯୋଜନା କିଏ ଶୁଣୁଥିଲା ?
61 | ମଣିଷ ଦୁଇଜଣ କ’ଣ ଶିକାର କରିବାପାଇଁ ଜଙ୍ଗଲକୁ ଆସିଥିଲେ ?
62 | ଦିଲ୍ଲୀଗାମୀ ଉତ୍କଳ ଏକ୍ସପ୍ରେସ ପ୍ରଥମେ କେଉଁ ଷ୍ଟେସନରୁ ଯାତ୍ରାରମ୍ଭ କଲା ?
63 | ‘ହସକାନ୍ଦ’ ପରି ଆଉ ଏକ ଯୋଡ଼ା ଶବ୍ଦ ଲେଖ |
64 | ‘ପରିକ୍ଷା’ – ସଂଶୋଧନ କରି ଲେଖ |
65 | ସାଜିଲେ ପିଲାଏ ବାନର ସେନା ____ |
ପର ପଦଟି ପୁରଣ କର |
66 | ଯେପରି 5 ରୁ ପଞ୍ଚମ, ସେହିରି 20 ରୁ କ’ଣ ହେବ ?
67 | ‘ଆମ ଭାଷା ଆମ ସାହିତ୍ୟ’ ବହିର ସୂଚୀପତ୍ରରେ ଦିଆଯାଇଥିବା ଶେଷ ପଦ୍ୟାଟିର ନାମ କ’ଣ ?
68 | ବକ୍ସି ଜଗବନ୍ଧୁ କିଏ ?
79 | ଯେପରି : ସଇନ – ସୈନ୍ୟ
ସେହିପରି : ____ ପ୍ରାଣ
70 | 1975 ମସିହା ପୂର୍ବରୁ ଏକ ଟଙ୍କା କେତେ ପଇସା ଥିଲା ?
71 | ମଧୁବାବୁ କିପରି ଲୋକଙ୍କ ମନରେ ଜାଗରଣ ସୃଷ୍ଟି କଲେ ?
72 | କାହାକୁ ଭାରତର ଜାତୀୟ ପଶୁ କୁହାଯାଏ ?
73 ”ଆରେ, କୁଆଡେ ଗଲା ଜହ୍ନ ?” ଏ କଥା କିଏ କହିଛି ?
74 | କେଉଁମାନେ ଆମର ଭାଇଭଉଣୀ ?
75 | ଡଙ୍ଗା ଅର୍ଥ ବୁଝାଉଥିବା ଶବ୍ଦଟିଏ ଲେଖ |
76 | ମୁହୁର୍ତ୍ତ, ମୁହୂର୍ତ୍ତ, ମୂହୁର୍ତ୍ତ, ମୂହୁର୍ତ୍ତ – ଏଗୁଡିକ ମଧ୍ୟରୁ କେଉଁଟିର ବନାନ ଠିକ ?
77 | କାଳିଆ କରିମର କି କ୍ଷତି କରୁଥିଲା ?
78 | ପିଲାଟି ଡ଼ଙ୍ଗାକୁ କାହାକୁ ଦେଖି ନ ଡରିବା ପାଇଁ କହିଛି ?
79 | ଅନେକତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ, ଏକଥା କେଉଁ ବିଷୟରେ କୁହାଯାଇଛି ?
80 | ଯେପରି : ଶିମିଳିପାଳ – ବାଘ |
ସେହିପରି : ଟିକରପଡା ____ |
81 | ବଣି କିପରି ସୁଖ ପାଉଛି ବୋଲି କହିଲା ?
82 | ”ବାଟଯାକ କେତେ ନୂଆ ନୂଆ ସାଥି ଭେଟୁଥାଅ |” – ଏ କଥା କିଏ କାହାକୁ କହିଛନ୍ତି ?
83 | ମୁଁ ବାପା ସାଙ୍ଗରେ ଦୋଳ ( ଜାତ / ଯାତ ) ଦେଖିବାକୁ ଯାଇଥିଲି
ବନ୍ଧନୀ ମଧ୍ୟରେ ଥିବା ଶବ୍ଦ ଦୁଇଟି ମଧ୍ୟରୁ ଠିକ ଶବ୍ଦଟି ଲେଖ |
84 | ‘ଆମ ଭାଷା ଆମ ସାହିତ୍ୟ’ ବହିର କେଉଁ ପଦ୍ୟରେ ମଧୁସୂଦନ ଦାସଙ୍କ କଥା କୁହାଯାଇଛି ?
85 | ବଣିକୁ କେଉଁଠାକୁ ବୁଳାଇ ନେବ ବୋଲି କୁନା କହିଲା ?
86 | ”ହସିହସି” ପରି ଆଉ ଏକ ଯୋଡ଼ା ଶବ୍ଦ ଲେଖ |
87 | ମୁଁ ଅନ୍ଧକୁ ବାଟ ଦେଖାଇଲି | ”ମୁଁ” ସ୍ଥାନରେ ”ଆମେ” ବସାଇ ବାକ୍ୟଟିକୁ ଲେଖ |
88 | କେଉଁ ଋତୁ ପାଇଁ ପୃଥିବୀରେ ବର୍ଷା ହୁଏ ?
89 | ‘ଆଉଟୁପାଉଟୁ’ କୁ ବ୍ୟବହାର କରି ବାକ୍ୟଟିଏ ଲେଖ |
90 | ଯେପରି : ଧନୀ – ନିର୍ଦ୍ଧନ, ସେହିପରି : ‘ଦୋଷୀ’ ରୁ କ’ଣ ହେବ ?
91 | କୁକୁରଟିକୁ ଜବତ କରିବା ପାଇଁ କରିମ କୃପାସିନ୍ଧୁକୁ ( ନେହୁରା ) ହେଲା | ବନ୍ଧନୀରେ ଥିବା ଶବ୍ଦର ଅର୍ଥ ଲେଖ |
92 | କେଉଁ ଯନ୍ତ୍ର ସାହାଯ୍ୟରେ ପଠାଣି ସାମନ୍ତ ବଡ ବଡ ପର୍ବତ ଓ ବୃକ୍ଷର ଉଚ୍ଚତା ମାପିପାରୁଥିଲେ ?
93 | ମାର୍କୋନୀ ବେତାର ଯନ୍ତ୍ର ଆବିଷ୍କାର କରିଥିଲେ |
ବାକ୍ୟଟିକୁ ଠିକ କରି ଲେଖ
94 | ରବିନ୍ଦ୍ରାବାବୁଙ୍କ ବଡ ନାତୁଣୀ କେଉଁ ଶ୍ରେଣୀରେ ପଢେ ?
95 | ‘ଜାତୀୟକବି ବୀରକିଶୋର’ କବିତାରେ ଗୋରା ସରକାରଙ୍କ ବନ୍ଧୁକ ଗୁଳିଠାରୁ କାହାକୁ ଅଧିକ ଶକ୍ତିଶାଳୀ ବୋଲି କବି କହିଛନ୍ତି ?
96 | ଯେ ମହାକାଶଯାନରେ ଯାଏ – ____
ଏକପଦରେ ପ୍ରକାଶ କର |
97 | ଗୋଧି, ଅହିରାଜ, ଅଜଗର, ବାଘ – ଏମାନଙ୍କ ମଧ୍ୟରୁ କେଉଁଟି ଅଲଗା ?
98 | ଆମ ରାଜ୍ୟର କେଉଁଠାରେ ହରିଣମାନଙ୍କ ପାଇଁ ଏକ ଅଭୟାରଣ୍ୟ ଅଛି ?
99 | ବକ୍ସି ଯେଉଁ ନୂଆ ଅସ୍ତ୍ରକଥା କହିଥିଲେ, ତାହା କ’ଣ ?
100 | ଶିକ୍ଷୟୀତ୍ରି, ଶିକ୍ଷୟିତ୍ରୀ, ଶିକ୍ଷୟୀତ୍ରୀ – ଏଗୁଡିକ ମଧ୍ୟରେ କେଉଁଟିର ବନାନ ଠିକ ?
PDF Question Download | Click Here |
Free Odia MCQ Test | Click Here |
Class 3 Questions Free PDF Download,Class 3 Questions Free PDF Download, Class 3 Questions Free PDF Download, Class 3 Questions Free PDF Download,