Class +2 Second Year Political Science Chapter 2

Facebook
Telegram
WhatsApp
LinkedIn

Explore Chapter 2, ପାଠ 1 of Class +2 Second Year ରାଜନୀତି ବିଜ୍ଞାନ focusing on ଭାରତର ରାଷ୍ଟ୍ରସଂଘବାଦ. Understand the intricacies of India’s federalism with comprehensive learning materials.

Class +2 Second Year ରାଜନୀତି ବିଜ୍ଞାନ Chapter 2 ପାଠ 1 | ଭାରତର ରାଷ୍ଟ୍ରସଂଘବାଦ

1. ରାଷ୍ଟ୍ରସଂଘର ପ୍ରଧାନ ଲକ୍ଷ୍ୟ କଣ ?
A. ଲିଖିତ ଓ ନମନୀୟ
B. ସ୍ୱାଧୀନ ଓ ନିରପେକ୍ଷ
C. ନିରପେକ୍ଷ
D. ଲିଖିତ ଓ ଅନମନୀୟ
Ans :D. ଲିଖିତ ଓ ଅନମନୀୟ
2. ରାଷ୍ଟ୍ରସଂଘରେ —– ପ୍ରକାର ସରକାର ଦେଖାଯାଏ ?
A. ଏକ
B. ଦୁଇ
C. ତିନି
D. ଚାରି
Ans :B. ଦୁଇ
3. —– ସରକାର ସମଗ୍ର ରାଷ୍ଟ୍ରରେ ଶାସନ କରେ ?
A. କେନ୍ଦ୍ର ସରକାର
B. ମିଳିତ ସରକାର
C. ପ୍ରାଦେଶିକ ସରକାର
D. କୌଣସିଟି ନୁହେଁ
Ans :A. କେନ୍ଦ୍ର ସରକାର
4. —-ସରକାର ନିଜ ନିଜ ଅଞ୍ଚଳରେ ଶାସନ କରେ ?
A. କେନ୍ଦ୍ର ସରକାର
B. ମିଳିତ ସରକାର
C. ପ୍ରାଦେଶିକ ସରକାର
D. କୌଣସିଟି ନୁହେଁ
Ans :C. ପ୍ରାଦେଶିକ ସରକାର
5. ଭାରତ ସମ୍ବିଧାନର —- ଅନୁସୂଚୀର ପ୍ରଦତ୍ତ ଅଛି ତିନିଟି ତାଲିକା ?
A. ପ୍ରଥମ
B. ଦ୍ୱିତୀୟ
C. ସପ୍ତମ
D. ଅଷ୍ଟମ
Ans :C. ସପ୍ତମ
6. ତିନିଟି ତାଲିକା ହେଉଛି ଯଥା : କେନ୍ଦ୍ର ତାଲିକା, ରାଜ୍ୟତାଲିକା, ଓ ଅନ୍ୟଟି —-
A. କେନ୍ଦ୍ର ତାଲିକା
B. ରାଜ୍ୟ ତାଲିକା
C. ଯୁଗ୍ମତାଲିକା
D. ଅବଶିଷ୍ଟ କ୍ଷମତା
Ans :C. ଯୁଗ୍ମତାଲିକା
7. —– ଦେଶରେ ଦ୍ୱୈତ ନାଗରିକତା ଦେଖାଯାଏ ?
A. ଯୁକ୍ତରାଷ୍ଟ୍ର ଆମେରିକା
B. ଜାପାନ
C. ଇଂଲଣ୍ଡ
D. ଆମେରିକା
Ans : A. ଯୁକ୍ତରାଷ୍ଟ୍ର ଆମେରିକା
8. ଭାରତରେ —- ଟି ରାଜ୍ୟ — ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ?
A. 28, 9
B. 20, 7
C. 28,8
D. 29, 7
Ans :A. 28, 9
9. ସମ୍ଭିଧାନର ଧାରା —- ରେ ଭାରତ ରାଜ୍ୟମାନଙ୍କର ଏକ ସଂଘ ଅଟେ ?
A. ଧାରା -1
B. ଧାରା -9
C. ଧାରା -2
D. ଧାରା -6
Ans :A. ଧାରା -1
10. ଭାରତର ସମ୍ବିଧାନ —- ଅଟେ ?
A. ଲିଖିତ ଓ ନମନୀୟ
B. ସ୍ୱାଧୀନ ଓ ନିରପେକ୍ଷ
C. ନିରପେକ୍ଷ
D. ଲିଖିତ ଓ ଅଂଶିକ ଅନମନୀୟ
Ans :D. ଲିଖିତ ଓ ଅଂଶିକ ଅନମନୀୟ
11. ଭାରତରେ ମଧ୍ୟ —– ନ୍ୟାୟପାଳିକା ରହିଛି?
A. ଲିଖିତ ଓ ନମନୀୟ
B. ସ୍ୱାଧୀନ ଓ ନିରପେକ୍ଷ
C. ନିରପେକ୍ଷ
D. ଅନମନୀୟ
Ans :B. ସ୍ୱାଧୀନ ଓ ନିରପେକ୍ଷ
12. ସମ୍ବିଧାନର —– ଧାରା ଅନୁସାରେ କେନ୍ଦ୍ର ସରକାର କୌଣସି ରାଜ୍ୟର ସିମା, କ୍ଷେତ୍ରଫଳ, ଓ ନାମ ପରିବର୍ତ୍ତନ କରିପାରିବେ ନାହିଁ ?
A. ଧାରା -8
B. ଧାରା -3
C. ଧାରା -2
D. ଧାରା -1
Ans :B. ଧାରା -3
13. ଭାରତ ସମ୍ବିଧାନର —- ଭାଗରେ ଆର୍ଥିକ ସମ୍ପର୍କ ବିଷୟରେ ଆଲୋଚନା କରାଯାଇଛି ?
A. ଏକାଦଶ
B. ଦ୍ୱାଦଶ
C. ତ୍ରୟୋଦଶ
D. ଦଶମ
Ans :B. ଦ୍ୱାଦଶ
14. ସମ୍ବିଧାନର ଏକାଦଶା ଭାଗ ର ପ୍ରଥମ ଅଧ୍ୟାୟ ରେ ଧାରା —- ରୁ —- ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ବ୍ୟବସ୍ଥାପିକ ସମ୍ପର୍କ ବିଷୟରେ ଆଲୋଚନା କରାଯାଇଛି ?
A. ଧାରା 356- 120
B. ଧାରା 280- 342
C. ଧାରା 248- 245
D. ଧାରା 245 – 255
Ans :D. ଧାରା 245 – 255
15 . —– ଧାରା ବଳରେ ସମ୍ବିଧାନର ସପ୍ତମ ଅନୁଶୂଚି ରେ ପ୍ରଦତ୍ତ ତିନୋଟି ତାଲିକା କେନ୍ଦ୍ର, ରାଜ୍ୟ, ଓ ଯୁଗ୍ମ ତାଲିକା ବିଷୟରେ ଆଲୋଚନା କରାଯାଇଛି ?
A. ଧାରା 356
B. ଧାରା 280
C. ଧାରା 248
D. ଧାରା 246
Ans :D. ଧାରା 246
16. ସମ୍ବିଧାନର କେନ୍ଦ୍ର ତାଲିକାରେ —- ଟି ବିଷୟରେ ଆଲୋଚନା କରାଯାଇଛି ?
A. 97
B. 66
C. 47
D. 80
Ans :A. 97
17. ସମ୍ବିଧାନର ଯୁଗ୍ମ ତାଲିକାରେ —- ଟି ବିଷୟରେ ଆଲୋଚନା କରାଯାଇଛି ?
A. 97
B. 66
C. 47
D. 80
Ans :C. 47
18. ସମ୍ବିଧାନର ରାଜ୍ୟ ତାଲିକାରେ —- ଟି ବିଷୟରେ ଆଲୋଚନା କରାଯାଇଛି ?
A. 97
B. 66
C. 47
D. 80
Ans :B. 66
19. —- ତାଲିକାରେ ପ୍ରତିରକ୍ଷା. ବୈଦେଶକା ବ୍ୟାପାର, କୂଟନୈତିକ ପ୍ରତିନିଧିତ୍ୱ, ନାଗରିକତା, ଯୁଦ୍ଧ, ଓ ଶାନ୍ତି, ରେଳବାଇ ଜାତୀୟ ରାଜପଥ, ଆକାଶପଥ, ବିମାନଚଳାଚଳ, ମୁଦ୍ରା ପ୍ରଚଳନ, ବ୍ୟାଙ୍କ, ଡାକ ଓ ତାର, ଇତ୍ୟାଦି ବିଷୟରେ ଆଲୋଚନା କରେ ?
A. କେନ୍ଦ୍ର ତାଲିକା
B. ରାଜ୍ୟ ତାଲିକା
C. ଯୁଗ୍ମତାଲିକା
D. ଅବଶିଷ୍ଟ କ୍ଷମତା
Ans :A. କେନ୍ଦ୍ର ତାଲିକା
20. —– ତାଲିକାରେ ଆଇନ ଶୃଙ୍ଖଳା, ପୁଲିସ, କାରାଗାର, ସ୍ୱାୟତ୍ତଶାସନ, କୃଷି, ଜଳସେଚନ, ମତ୍ସ ଚାଷ, ବଜାର ଓ ମେଳା, ରଙ୍ଗଶାଳା, ପାଠାଗାର, ବିଷୟରେ ଆଲୋଚନା କରାଯାଏ ?
A. କେନ୍ଦ୍ର ତାଲିକା
B. ରାଜ୍ୟ ତାଲିକା
C. ଯୁଗ୍ମତାଲିକା
D. ଅବଶିଷ୍ଟ କ୍ଷମତା
Ans :B. ରାଜ୍ୟ ତାଲିକା
21. —– ତାଲିକାରେ ପୌଜଦରୀ ଆଇନ ଓ କାର୍ଯ୍ୟକାରୀ, ବିବାହ ଛାଡ଼ପତ୍ର, ଚୁକ୍ତି, ଜଙ୍ଗଲ, ଅପମିଶ୍ରଣ, ଅର୍ଥନୈତିକ ଓ ସାମାଜିକ ଯୋଜନା, ଶିକ୍ଷା, ଜନ୍ମ ମୃତ୍ୟୁ ପଞ୍ଜିକରଣ, ବାଣିଜ୍ୟ ବ୍ୟବସାୟ, କାରଖାନା, ସମ୍ବଡ଼ପତ୍ର, ବିଷୟରେ ଆଲୋଚନା କରାଯାଇଛି ?
A. କେନ୍ଦ୍ର ତାଲିକା
B. ରାଜ୍ୟ ତାଲିକା
C. ଯୁଗ୍ମତାଲିକା
D. ଅବଶିଷ୍ଟ କ୍ଷମତା
Ans :C. ଯୁଗ୍ମତାଲିକା
22. ବର୍ତ୍ତମାନ କେନ୍ଦ୍ର ତାଲିକାରେ —- ଟି ବିଷୟ ରହିଛି?
A. 99
B. 61
C. 52
D. 90
Ans :A. 99
23. ବର୍ତ୍ତମାନ ରାଜ୍ୟ ତାଲିକାରେ —- ଟି ବିଷୟ ରହିଛି?
A. 99
B. 61
C. 52
D. 90
Ans :B. 61
24. ବର୍ତ୍ତମାନ ଯୁଗ୍ମ ତାଲିକାରେ —- ଟି ବିଷୟ ରହିଛି?
A. 99
B. 61
C. 52
D. 90
Ans :C. 52
25. ଅବକ୍ଷିପ୍ତ କ୍ଷମତା —– ହାତରେ ନ୍ୟସ୍ତ ଥାଏ ?
. ରାଜ୍ୟ ସରକାର
B. ସଂସଦ
C. Both a & b
D. ଉପରୋକ୍ତ ସମସ୍ତ
Ans :B. ସଂସଦ
26. ସମ୍ବିଧାନର —- ଧାରା ବଳରେ ବିଧାୟନ ସମ୍ପର୍କୀୟ ଅବକ୍ଷିପ୍ତ କ୍ଷମତା ସଂସଦ ହାତରେ ନ୍ୟସ୍ତ?
A. ଧାରା 356
B. ଧାରା 280
C. ଧାରା 248
D. ଧାରା 250
Ans :C. ଧାରା 248
27. —- ଧାରା ଅନୁସାରେ ଜରୁରୀ ପରିସ୍ଥିତି ବଳବତ୍ତର ଥିଲାବେଳେ ସଂସଦ ରାଜ୍ୟ ତାଲିକା ଭୁକ୍ତ ଯେକୌଣସି ବିଷୟ ଉପରେ ଆଇନ ପ୍ରଣୟନ କରିପାରିବ ?
A. ଧାରା 356
B. ଧାରା 280
C. ଧାରା 148
D. ଧାରା 250
Ans :D. ଧାରା 250
28. ସମ୍ବିଧାନର ଏକାଦଶ ଭାଗର ଦ୍ୱିତୀୟ ଅଧୟରେ ଧାରା 256 ରୁ 263 ମଧ୍ୟରେ କେନ୍ଦ୍ର ଓ ରାଜ୍ୟ —-ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯାଇଛି ?
A. ବ୍ୟବସ୍ଥାପିକ
B. ପ୍ରସାଶନିକ
C. ଆର୍ଥିକ
D. ରାଜନୈତିକ
Ans :B. ପ୍ରସାଶନିକ
29. —- ଧାରା ବଳରେ ରାଷ୍ଟ୍ରପତି ପ୍ରତି ପାଞ୍ଚ ବର୍ଷାରେ ତବାରେ ଗୋଟିଏ ଅର୍ଥ ଆୟୋଗ ନିଯୁକ୍ତି କରନ୍ତି?
A. ଧାରା 356
B. ଧାରା 280
C. ଧାରା 148
D. ଧାରା 250
Ans :B. ଧାରା 280
30. ରାଷ୍ଟ୍ରପତି ପ୍ରତି ପାଞ୍ଚ ବର୍ଷାରେ ତବାରେ ଗୋଟିଏ —– ନିଯୁକ୍ତି କରନ୍ତି?
A. ନୀତି ଆୟୋଗ
B. ଅର୍ଥ ଆୟୋଗ
C. ଯୋଜନା ଆୟୋଗ
D. କୌଣସିଟି ନୁହେଁ
Ans :B. ଅର୍ଥ ଆୟୋଗ
31. —– ଧାରା ବଳରେ ଭାରତରେ ଜଣେ ମହାହିସାବ ରକ୍ଷକ ଓ ମହାସମୀକ୍ଷକ ଥାନ୍ତି ?
A. ଧାରା 356
B. ଧାରା 280
C. ଧାରା 148
D. ଧାରା 250
Ans : C. ଧାରା 148
32. ମହାହିସାବ ରକ୍ଷକ ଓ ମହାସମୀକ୍ଷକୁ କିଏ ନିଯୁକ୍ତି ଦିଅନ୍ତି?
A. ରାଜ୍ୟପାଳ
B. ରାଷ୍ଟ୍ରପତି
C. ପ୍ରଧାନମନ୍ତ୍ରୀ
D. ଉପମନ୍ତ୍ରୀ
Ans :B. ରାଷ୍ଟ୍ରପତି
33. . ସଂଘୀୟ ରାଷ୍ଟ୍ରରେ କ୍ଷମତାର —– ହୋଇଥାଏ ?
A. କେନ୍ଦ୍ରୀକରଣ
B. ବୀକେନ୍ଦ୍ରିକରଣ
C. ଐକିକ
B. ସଂଘୀୟ
Ans :B. ବୀକେନ୍ଦ୍ରିକରଣ
34. କେନ୍ଦ୍ର ତାଲିକା ବିଷୟ ଉପରେ —– ଆଇନ ପ୍ରଣୟନ କରି ପାରିବ ?
A. ରାଜ୍ୟ ସରକାର
B. ସଂସଦ
C. Both a & b
D. ଉପରୋକ୍ତ ସମସ୍ତ
Ans :B. ସଂସଦ
35. ରାଜ୍ୟ ତାଲିକା ଭୁକ୍ତ ବିଷୟ ଉପରେ —– ଆଇନ ପ୍ରଣୟନ କରି ପାରିବ ?
A. ରାଜ୍ୟ ସରକାର
B. କେନ୍ଦ୍ର ସରକାର
C. Both a & b
D. ଉପରୋକ୍ତ ସମସ୍ତ
Ans :A. ରାଜ୍ୟ ସରକାର
36. ଯୁଗ୍ମ ତାଲିକା ଭୁକ୍ତ ବିଷୟ ଉପରେ —– ଆଇନ ପ୍ରଣୟନ କରି ପାରିବ ?
A. ରାଜ୍ୟ ସରକାର
B. କେନ୍ଦ୍ର ସରକାର
C. Both a & b
D. ଉପରୋକ୍ତ ସମସ୍ତ
Ans :C. Both a & b
37. ଯେଉଁ ତାଲିକା ଗୁଡିକ କେନ୍ଦ୍ର ରାଜ୍ୟ ଓ ଯୁଗ୍ମ ତାଲିକାରେ ବର୍ଣିତ ହୋଇ ନାହିଁ ତାହାକୁ —– କ୍ଷମତା କୁହାଯାଏ ?
A. ଅବଶିଷ୍ଟ କ୍ଷମତା
B. ଅବକ୍ଷିପ୍ତ କ୍ଷମତା
C. Both a & b
D. କୌଣସିଟି ନୁହେଁ
Ans :B. ଅବକ୍ଷିପ୍ତ କ୍ଷମତା
38. —– ଧାରାରେ ସମ୍ବିଧାନ ସଂଶୋଧନ ବିଷୟରେ ଆଲୋଚନା କରାଯାଇଛି ?
A. ଧାରା 356
B. ଧାରା 368
C. ଧାରା 280
D. ଧାରା 250
Ans :B. ଧାରା 368
39. —– ଧାରା ବଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ସୁଯୋଗ ଉପଯୋଗ କରିବ ?
A. ଧାରା 356
B. ଧାରା 368
C. ଧାରା 280
D. ଧାରା 250
Ans :A. ଧାରା 356
40. ଯୋଜନା ଆୟୋଗର ସଦସ୍ୟ ସଂଖ୍ୟା କେତେ ?
A. 6
B. 7
C. 9
D. 10
Ans :C. 9
41. —– ଦେଶରେ ଦ୍ୱୈତ ସମ୍ବିଧାନ ଓ ଦ୍ୱୈତ ନାଗରିକତା ରହିଛି ?
A. ଇଂଲଣ୍ଡ
B. ଯୁକ୍ତରାଷ୍ଟ୍ର ଆମେରିକା
C. ଜାପାନ
D. ଋଷିଆ
Ans :B. ଯୁକ୍ତରାଷ୍ଟ୍ର ଆମେରିକା
42. ରାଷ୍ଟ୍ରସଂଘର ସଦସ୍ୟମାନଙ୍କ ମଧ୍ୟରେ ହେଉଥିବା ଯୁଦ୍ଧକୁ —- କୁହାଯାଏ ?
A. ଗୃହଯୁଦ୍ଧ
B. ଆନ୍ତଜାତୀୟ
C. ବିଶ୍ୱଯୁଦ୍ଧ
D. ସମନ୍ତସନ୍ଧି
Ans :A. ଗୃହଯୁଦ୍ଧ
43. ସଂରାଷ୍ଟ୍ରର ସଦସ୍ୟମାନଙ୍କ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧକୁ —– କୁହାଯାଏ ?
A. ଗୃହଯୁଦ୍ଧ
B. ଆନ୍ତଜାତୀୟ
C. ବିଶ୍ୱଯୁଦ୍ଧ
D. ସମନ୍ତସନ୍ଧି
Ans :B. ଆନ୍ତଜାତୀୟ
44. ଅବକ୍ଷିପ୍ତ କ୍ଷମତା କାହା ହାତରେ ନ୍ୟସ୍ତ ଥାଏ ?
A. କେନ୍ଦ୍ର ସରକାର
B. ରାଜ୍ୟ ସରକାର
C. ମିଳିତ ସରକାର
D. କୌଣସିଟି ନୁହେଁ
Ans :A. କେନ୍ଦ୍ର ସରକାର
45. ରାଷ୍ଟ୍ରର ସମସ୍ତ କ୍ଷମତା ଗୋଟିଏ ସରକାର ପାଖରେ କେନ୍ଦ୍ରୀଭୂତ ହୋଇଥିଲେ କିମ୍ବା ରାଷ୍ଟ୍ରରେ ଗୋଟିଏ ମାତ୍ର ସରକାର ଥିଲେ ତାହାକୁ —– ରାଷ୍ଟ୍ର କୁହାଯାଏ ?
A . ଐକିକ
B. ସଂଘୀୟ
C. ଗଣତାନ୍ତ୍ରିକ
D. ମାକ୍ସବାଦୀ
Ans :A. ଐକିକ
46. —– ରାଷ୍ଟ୍ରରେ ଦ୍ୱୈତସରକାର ପରିଲିକ୍ଷିତ ହୁଏ ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷ୍ମତାର ସାମ୍ବିଧାନିକ ବଣ୍ଟନ ହୋଇଥାଏ ?
A. ଐକିକ
B. ସଂଘୀୟ
C. ଗଣତାନ୍ତ୍ରିକ
D.ସଂରାଷ୍ଟ୍ର
Ans :B. ସଂଘୀୟ
47. ଇଂଲଣ୍ଡ ଏକ —- ରାଷ୍ଟ୍ର ?
A. ଐକିକ
B. ସଂଘୀୟ
C. ଗଣତାନ୍ତ୍ରିକ
D. ମାକ୍ସବାଦୀ
Ans :A. ଐକିକ
48. ଆମେରିକା ଓ ଭାରତ —– ରାଷ୍ଟ୍ର ଅଟେ ?
A. ଐକିକ
B. ସଂଘୀୟ
C. ଗଣତାନ୍ତ୍ରିକ
D.ସଂରାଷ୍ଟ୍ର
Ans :B. ସଂଘୀୟ
49. କେତେକ ସାର୍ଵଭୌମ ସମେଳନକୁ —– କୁହାଯାଏ ?
A. ଐକିକ
B. ସଂଘୀୟ
C. ଗଣତାନ୍ତ୍ରିକ
D.ସଂରାଷ୍ଟ୍ର
Ans : D.ସଂରାଷ୍ଟ୍ର
50. ସଂଘୀୟ ଶବ୍ଦଟି ଲାଟିନ ଶବ୍ଦ
” ଫୋଏଡସ ” ରୁ ଉଦ୍ଧୃତ ଯାହାର ଅର୍ଥ –_—?
A. ଚୁକ୍ତି ଵା ରାଜିନାମା
B. ଯୁକ୍ତି
C. ନଗର ରାଜ୍ୟ
D. ବଂଶ
Ans :A. ଚୁକ୍ତି ଵା ରାଜିନାମା
51. —— ରାଷ୍ଟ୍ରରେ କ୍ଷମତା ର କେନ୍ଦ୍ରୀକାରଣ ହୋଇଥାଏ ?
A. ଐକିକ
B. ସଂଘୀୟ
C. ଗଣତାନ୍ତ୍ରିକ
D. ମାକ୍ସବାଦୀ
Ans :A. ଐକିକ

Leave a Comment