Explore Chapter 2, Patha 4 of Political Science for Class +2 Second Year Arts students, focusing on ଭାରତର ସ୍ଥାନୀୟ ଶାସନ. Understand local governance in India with detailed study materials and insights.”
Class +2 Second Year Arts Political Science Chapter 2 Patha 4 | ଭାରତର ସ୍ଥାନୀୟ ଶାସନ”
1. ଗଣତାନ୍ତ୍ରିକ ବୀକେନ୍ଦ୍ରିକରଣ ର ଅନ୍ୟ ନାମ କଣ
A.ପଞ୍ଚାୟତ
B. ନିଗମ
C. ତୃଣମୂଳ ଗଣତନ୍ତ୍ର
D. ପଞ୍ଚାୟତିରାଜ
Ans :C. ତୃଣମୂଳ ଗଣତନ୍ତ୍ର
2. ଶାସନ କ୍ଷମତା କେବଳ ଗୋଟିଏ ଵା ଦୁଇଟି କେନ୍ଦ୍ରରେ କେନ୍ଦ୍ରୀଭୂତ ନା ହୋଇ ଅପସାରିତ ହେବ ଓ ସ୍ଥାନୀୟ ସରକାରମାନଙ୍କ ମଧରେ କ୍ଷମତା ଆବଣ୍ଟନ ହେବ ବ୍ୟବସ୍ଥାକୁ —– କୁହାଯାଏ ?
A.ପଞ୍ଚାୟତ
B. ନିଗମ
C.ଗଣତାନ୍ତ୍ରିକ ବୀକେନ୍ଦ୍ରିକରଣ
D. ପଞ୍ଚାୟତିରାଜ
Ans :C.ଗଣତାନ୍ତ୍ରିକ ବୀକେନ୍ଦ୍ରିକରଣ
3. ଗ୍ରାମର ମୁଖ୍ୟଙ୍କୁ କଣ କୁହାଯାଏ ?
A. ନାଏବ
B. ଜିଲ୍ଲାପାଳ
C. ଗ୍ରାମୀଣ
D. ସରପଞ୍ଚ
Ans :C. ଗ୍ରାମୀଣ
4 . —– ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ଦ୍ୱାରା ସର୍ବପ୍ରଥମେ ଭାରତର ମନ୍ଦ୍ରଜ ସହରରେ ଏକ ପୌର ନିଗମ ପ୍ରତିଷ୍ଠା ହୋଇଥିଲା ?
A. 1793
B. 2008
C. 1687
D. 1882
Ans :C. 1687
5. —– ଖ୍ରୀଷ୍ଟାବ୍ଦରେ ବମ୍ବେ ଓ କଲିକତାରେ ପୌର ନିଗମ ପ୍ରଚଳନ ହେଲା ?
A. 1793
B. 2008
C. 1952
D. 1882
Ans :A. 1793
6. ଗଣତାନ୍ତ୍ରିକ ବୀକେନ୍ଦ୍ରିକରଣ ପ୍ରକ୍ରିୟା ଭାରତରେ ବିଧିବଦ୍ଧ ଭାବେ ପ୍ରଥମେ —– ମସିହାରେ ଆରମ୍ଭ ହୋଇଥିଲା ?
A. 1995
B. 2008
C. 1952
D. 1882
Ans :D. 1882
7. ଗଣତାନ୍ତ୍ରିକ ବୀକେନ୍ଦ୍ରିକରଣ ପ୍ରକ୍ରିୟା କିଏ ଆରମ୍ଭ କରି ଥିଲେ ?
A. ମହାତ୍ମା ଗାନ୍ଧୀ
B. ମଧୁସୂଦନ
C. ଲଡ ରିପନ
D. ହରେକୃଷ୍ଣ ମହତାବ
Ans :C. ଲଡ ରିପନ
8. ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଅନ୍ୟନାମ କଣ ?
A.ପଞ୍ଚାୟତ
B. ନିଗମ
C. ସଭା
D. ପଞ୍ଚାୟତିରାଜ
Ans :D. ପଞ୍ଚାୟତିରାଜ
9. ଗ୍ରାମସ୍ୱରାଜ ର ପ୍ରତିଷ୍ଠାତା କିଏ ?
A. ମହାତ୍ମା ଗାନ୍ଧୀ
B. ମଧୁସୂଦନ
C. ଗୋପବନ୍ଧୁ
D. ହରେକୃଷ୍ଣ ମହତାବ
Ans :A. ମହାତ୍ମା ଗାନ୍ଧୀ
10. ” ପଞ୍ଚ ” ଶବ୍ଦର ଅର୍ଥ ——?
A. ପାଞ୍ଚ
B. ଛଅ
C. ନଅ
D. ଏକ
Ans :A. ପାଞ୍ଚ
11. ଗ୍ରାମର 5 ଜଣ ମୁଖିଆ ଲୋକଙ୍କୁ ନେଇ ଗଠିତ ସଂସ୍ଥାକୁ କଣ କୁହାଯାଏ ?
A. ପଞ୍ଚାୟତ
B. ନିଗମ
C. ସଭା
D. ୱାର୍ଡ
Ans :A. ପଞ୍ଚାୟତ
12. ସମ୍ବିଧାନର —– ଧାରାରେ ଗ୍ରାମପଞ୍ଚାୟତ ଗଠନ କରିବାର ବ୍ୟବସ୍ଥା କରାଗଲା ?
A. ଧାରା -67
B. ଧାରା 40
C. ଧାରା -60
D. ଧାରା -79
Ans :B. ଧାରା 40
13. —– ମସିହାରେ ପ୍ରଥମ ପଞ୍ଚବାର୍ଷିକୀ ଯୋଜନା ଆରମ୍ଭ ହେଲା ?
A. 1995
B. 2008
C. 1952
D. 2004
Ans :C. 1952
14. —– ମସିହାରେ ଶ୍ରୀ ବଳବନ୍ତରାୟ ମେହେଟା ଅଧୀନରେ ଗଣତାନ୍ତ୍ରିକ ବୀକେନ୍ଦ୍ରିକରଣ ସମିତି ମେହେଟା ସମିତି ନାମରେ ପରିଚିତ ?
A. 1995
B. 2008
C. 1957
D. 2004
Ans :C. 1957
15. ପଂଚାୟତିରାଜ ବ୍ୟବସ୍ଥା ସର୍ବପ୍ରଥମେ —- ମସିହା ଅକ୍ଟବେର 2 ତାରିଖରେ ରାଜସ୍ଥାନରେ ଆରମ୍ଭ କରାଯାଇଥିଲା ?
A. 1995
B. 2008
C. 1968
D. 2004
Ans :A. 1995
16. —– ମସିହାରେ 73 ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତିରାଜ ଅନୁଷ୍ଠା୍ନଗୁଡିକୁ ସାମ୍ବିଧାନିକ ମର୍ଯ୍ୟାଦା ଓ କ୍ଷମତା ପ୍ରଦାନ କରାଗଲା?
A. 1992
B. 2008
C. 1968
D. 2004
Ans :A. 1992
17 .ଓଡ଼ିଶାରେ —– ମସିହା ଜାନୁଆରୀ 26 ତାରିଖରେ ପଂଚାୟତିରାଜ ପ୍ରଭାଳନ ହେଲା ?
A. 1961
B. 2008
C. 1968
D. 2004
Ans : A. 1961
18.ଓଡ଼ିଶାରେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ —- ମସିହାରେ କାର୍ଯ୍ୟକାରୀ ହୋଇଥିଲା ?
A. 1994
B. 2008
C. 1964
D. 2004
Ans :C. 1964
19. —- ଧାରା ଅନୁସାରେ ପଞ୍ଚାୟତ ଅନୁଷ୍ଠା୍ନଗୁଡିକରେ ଜନସଂଖ୍ୟା ଅନୁପାତରେ ଅନୁଶୂଚିତ ଜାତି ଓ ଜନଜାତି ଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରାଯାଇଛି ?
A. 243 (ଝ )
B. 243(ଘ )
C. 234(କ )
D. 342(ଲ )
Ans :B. 243(ଘ )
20. —— ଧାରା ଅନୁସାରେ ପ୍ରତେକ ରାଜ୍ୟର ରାଜ୍ୟପାଳ ପ୍ରତି 5 ବର୍ଷ ରେ ଥରେ ଗୋଟିଏ ଅର୍ଥ ଆୟୋଗ ଗଠନ କରିବେ ?
A. 243 (ଝ )
B. 123(ଘ )
C. 234(କ )
D. 342(ଲ )
Ans :A. 243 (ଝ )
21 .ପ୍ରେତ୍ୟକ ପଞ୍ଚାୟତର 18 ବର୍ଷ କିମ୍ବା ତଦୁର୍ଦ୍ଧ ସମସ୍ତ ପଞ୍ଜିକୃତ ଭୋଟରଦାତାଙ୍କୁ ନେଇ ଗ୍ରାମସ୍ତରରେ —– ଗଠିତ ?
A. ଗ୍ରାମସଭା
B. ଜିଲ୍ଲା ପରିଷଦ
C. ଗ୍ରାମପଞ୍ଚାୟତ
D. ପଲ୍ଲିସଭା
Ans :D. ପଲ୍ଲିସଭା
22. —— ସଭାର ବୈଠକ ଗ୍ରାମପଞ୍ଚାୟତ ଦ୍ୱାରା ଡକାଯାଏ ?
A. ଗ୍ରାମସଭା
B. ଜିଲ୍ଲା ପରିଷଦ
C. ଗ୍ରାମପଞ୍ଚାୟତ
D. ରାଜ୍ୟସଭା
Ans :A. ଗ୍ରାମସଭା
23. —– ସଭାର ବୈଠକ ଫେବୃଆରୀ ମାସରେ ବସେ ?
A. ଗ୍ରାମସଭା
B. ଜିଲ୍ଲା ପରିଷଦ
C. ଗ୍ରାମପଞ୍ଚାୟତ
D. ପଲ୍ଲିସଭା
Ans :D. ପଲ୍ଲିସଭା
24. —– ସଭାର ବୈଠକ ଫେବୃଆରୀ ଓ ଜୁନ ମାସରେ ବସେ ?
A. ଗ୍ରାମସଭା
B. ଜିଲ୍ଲା ପରିଷଦ
C. ଗ୍ରାମପଞ୍ଚାୟତ
D. ପଲ୍ଲିସଭା
Ans :A. ଗ୍ରାମସଭା
25. ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ —– ହେଉଛି ସର୍ବନିମ୍ନ ସ୍ତର ?
A . ନଗର ନିଗମ
B. ଜିଲ୍ଲା ପରିଷଦ
C. ଗ୍ରାମପଞ୍ଚାୟତ
D. ପୌରପାଳିକା
Ans :C. ଗ୍ରାମପଞ୍ଚାୟତ
26. ଏକ ଵା ଏକାଧିକ ଗ୍ରାମର 2000 – 10000 ପର୍ଯ୍ୟନ୍ତ ଲୋକସଂଖ୍ୟାକୁ ନେଇ ଗୋଟିଏ —— ଗଠିତ ହୁଏ ?
A . ନଗର ନିଗମ
B. ଜିଲ୍ଲା ପରିଷଦ
C. ଗ୍ରାମପଞ୍ଚାୟତ
D. ପୌରପାଳିକା
Ans :C. ଗ୍ରାମପଞ୍ଚାୟତ
27. ପ୍ରତେକ ଗ୍ରାମପଞ୍ଚାୟତ କେତେଟି —– ରେ ବିଭକ୍ତ ?
A. ଦେଶ
B. ୱାର୍ଡ
C. ଜିଲ୍ଲା
D. ରାଜ୍ୟ
Ans :B. ୱାର୍ଡ
28. —— ଙ୍କ ଦ୍ୱାରା ୱାର୍ଡ ଗୁଡିକ ଗଠିତ ହୁଏ ?
A. ନାଏବ ସରପଞ୍ଚ
B. ଜିଲ୍ଲାପାଳ
C. କାଉନସିଲର
D. ସରପଞ୍ଚ
Ans :B. ଜିଲ୍ଲାପାଳ
29. ଗ୍ରାମପଞ୍ଚାୟତର ୱାର୍ଡ ସଂଖ୍ୟା କେତେ ?
A. 11 ରୁ କମ 25 ରୁ ଅଧିକ
B. 12 ରୁ କମ 15 ରୁ ଅଧିକ
C. 19 ରୁ କମ 25 ରୁ ଅଧିକ
D. 13ରୁ କମ 25 ରୁ ଅଧିକ
Ans :A. 11 ରୁ କମ 25 ରୁ ଅଧିକ
30. ପ୍ରେତ୍ୟକ ୱାର୍ଡର ଭୋଟରମାନେ ସେମାନଙ୍କ ମଧ୍ୟରୁ ଜଣକୁ ——- ଭାବେ ନିଯୁକ୍ତି ଦିଆଯାଏ ?
A. ନାଏବ ସରପଞ୍ଚ
B. ୱାର୍ଡମେମ୍ବର
C. କାଉନସିଲର
D. ସରପଞ୍ଚ
Ans :B. ୱାର୍ଡମେମ୍ବର
31. ଗ୍ରାମପଞ୍ଚାୟତର ମୁଖ୍ୟକୁ କଣ କୁହାଯାଏ ?
A. ନାଏବ ସରପଞ୍ଚ
B. ୱାର୍ଡମେମ୍ବର
C. କାଉନସିଲର
D. ସରପଞ୍ଚ
Ans :D. ସରପଞ୍ଚ
32. ସରପଞ୍ଚ ନ ରହିଲେ କିଏ କାମ କରନ୍ତି ?
A. ନାଏବ ସରପଞ୍ଚ
B. ୱାର୍ଡମେମ୍ବର
C. କାଉନସିଲର
D. ମେୟର
Ans :A. ନାଏବ ସରପଞ୍ଚ
33. ଗ୍ରାମପଞ୍ଚାୟତର ମୋଟ ଆସନର —- ଅଂଶ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହେ ?
A.1/3
B. 2/4
C. 1/4
D. 2/5
Ans :A. 1/3
34. ଓଡ଼ିଶାରେ ବର୍ତ୍ତମାନ —- ଟି ଗ୍ରାମପଞ୍ଚାୟତ ରହିଛି ?
A. 5432
B. 6802
C 4305
D. 7060
Ans :B. 6802
35 . ସରପଞ୍ଚ ହେବାକୁ ହେଲେ ତାଙ୍କର ଅତିକମରେ —– ବର୍ଷ ବୟସ ହୋଇଥିବ ?
A. 54
B. 18
C. 21
D. 30
Ans :C. 21
36. ଗ୍ରାମପଞ୍ଚାୟତର କାର୍ଯ୍ୟକାଳ —– ବର୍ଷ ?
A. 6
B. 5
C. 10
D. 7
Ans :B. 5
37. ଓଡ଼ିଶାରେ ବର୍ତ୍ତମାନ —- ଟି ବ୍ଲକ ସ୍ତରରେ ସମାନ ସଂଖ୍ୟକ ପଞ୍ଚାୟତ ସମିତି କାର୍ଯ୍ୟ କରୁଛି ?
A. 540
B. 314
C.854
D.876
Ans :B. 314
38. ଓଡ଼ିଶାରେ —– ମସିହାରେ ଜିଲ୍ଲାପରିଷଦ ଉଛେଦ ହେଇଥିଲା ?
A. 1994
B. 2008
C. 1968
D. 2004
Ans :C. 1968
39. ଓଡ଼ିଶାରେ ବର୍ତ୍ତମାନ —- ଟି ଜିଲ୍ଲାପରିଷଦ ରହିଛି?
A. 54
B. 18
C. 20
D. 30
Ans :D. 30
40. ଓଡ଼ିଶାରେ ମୋଟ —- ଟି ଜିଲ୍ଲା ପରିଷଦ ସଭ୍ୟପଦ ରହିଛି ?
A. 540
B. 189
C.854
D.876
Ans : C. 854
41. ସମ୍ବିଧାର ଦ୍ୱାଦଶ ଅନୁସୂଚି ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାମାନଙ୍କରେ — ଗୋଟି ବିଷୟରେ କ୍ଷମତା ପ୍ରଦାନ କରାଯାଇଛି ?
A. 54
B. 18
C. 20
D. 23
Ans :B. 18
42. ଓଡ଼ିଶାରେ —- ମସିହାରେ କଟକ ଓ ଭୁବନେଶ୍ବରରେ ନଗର ନିଗମ ପ୍ରତିଷ୍ଠା ହେଲା?
A. 1994
B. 2008
C. 1998
D. 2004
Ans :A. 1994
43. ତିନିଲକ୍ଷ ରୁ ଉର୍ଦ୍ଧ ଜଣସଂଖ୍ୟା ବିଶିଷ୍ଠ ନଗରମାନଙ୍କରେ —– ପ୍ରତିଷ୍ଠା କରାଯାଏ ?
A. ନଗର ନିଗମ
B. ଜିଲ୍ଲା ପରିଷଦ
C. ଗ୍ରାମପଞ୍ଚାୟତ
D. ପୌରପାଳିକା
Ans :A. ନଗର ନିଗମ
44. ନଗର ନିଗମର ମୁଖ୍ୟକୁ —- କୁହାଯାଏ ?
A. ମେୟର
B. ଅଧକ୍ଷ
C. କାଉନସିଲର
D. ଡେପୁଟି ମେୟର
Ans :A. ମେୟର
45. ନିଗମର କାର୍ଯ୍ୟ କାଳ —– ବର୍ଷ ?
A. 6
B. 5
C. 10
D. 7
Ans :B. 5
46. ଓଡ଼ିଶାରେ ବର୍ତ୍ତମାନ —- ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି ?
A. 66
B. 87
C. 68
D. 80
Ans :C. 68
47. ବିଜ୍ଞାପିତ ଅଞ୍ଚଳ ର ମୁଖ୍ୟକୁ କଣ କୁହାଯାଏ ?
A. ମେୟର
B. ଅଧକ୍ଷ
C. କାଉନସିଲର
D. ଡେପୁଟି ମେୟର
Ans :C. କାଉନସିଲର
48. ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାମାନଙ୍କର କାର୍ଯ୍ୟକାଳ —- ବର୍ଷ ?
A. 6
B. 5
C. 10
D. 7
Ans :B. 5
49. ପୌରନିଗମ ର ଲୋକ ସଂଖ୍ୟା —- ରୁ କମ?
A. 25000
B. 10000
C. 1 ଲକ୍ଷ
D. 5000
Ans :A. 25000
50. ବିଜ୍ଞାପିତ ଅଞ୍ଚଳର ଲୋକ ସଂଖ୍ୟା —- ରୁ କମ?
A. 25000
B. 10000
C. 1 ଲକ୍ଷ
D. 5000
Ans :B. 10000
51. ସମ୍ବିଧାର କେଉଁ ସଂଶୋଧନ ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥା ସମ୍ପର୍କିତ ?
A. 42 ତମ
B. 44 ତମ
C. 73 ତମ
D. 74 ତମ
Ans :C. 73 ତମ
52 .ସମ୍ବିଧାନର ଧାରା —- ଅନୁସାରେ ସମସ୍ତ ପଞ୍ଚାୟତ ଅନୁଷ୍ଠାନର କାର୍ଯ୍ୟକାଳ 5 ବର୍ଷ ?
A. 243 (ଝ )
B. 243(ଉଁ )(E)
C. 234(କ )
D. 342(ଲ )
Ans :B. 243(ଉଁ )(E)