Explore Chapter 1, ପାଠ 2 of Class 12 ରାଜନୀତି ବିଜ୍ଞାନ, focusing on the study of ଭାରତର ଦଳୀୟ ବ୍ୟବସ୍ଥା. Understand the intricacies of India’s political system with comprehensive learning materials.
Class 12 ରାଜନୀତି ବିଜ୍ଞାନ Chapter 1 ର ପାଠ 2 | ଭାରତର ଦଳୀୟ ବ୍ୟବସ୍ଥା
1. —– ଙ୍କ ମତରେ ରାଜନୈତିକ ଦଳଗୁଡିକ ଆଧୁନିକ ରାଜନୀତିର ଜୀବନରେଖା ?
A. ସିଗମଣ୍ଡ
B. ଲୱେଲ
C. ଅରିଷ୍ଟାଟାଲ
D. ଋଷୁ
Ans :A. ସିଗମଣ୍ଡ
2. ରାଜନୈତିକ ଦଳ ସର୍ବପ୍ରଥମେ —— ରେ ସୃଷ୍ଟି ହୋଇଥିଲା ?
A. ଯୁକ୍ତରାଷ୍ଟ୍ର ଆମେରିକା
B. ଜାପାନ
C. ନିୟୁଜଲଣ୍ଡ
D. ଋଷିଆ
Ans :A. ଯୁକ୍ତରାଷ୍ଟ୍ର ଆମେରିକା
3. —— ଙ୍କ ମତରେ ରାଜନୈତିକ ଦଳଗୁଡିକ ପବନ ଓ ଜୁଆର ଭଳି ସ୍ୱାଭାବିକ ?
A. ସିଗମଣ୍ଡ
B. ଲୱେଲ
C. ଅରିଷ୍ଟାଟାଲ
D. ଋଷୁ
Ans :B. ଲୱେଲ
4. —– ଦଳର ଚି଼ହ୍ନ ହାତୀ?
A. କେରଳ କଂଗ୍ରେସ
B. ଭାରତୀୟ କମ୍ୟୁନିଷ୍ଟ ପାର୍ଟି
C. ସମାଜବାଦୀ ପାର୍ଟି
D.ବହୁଜନ ସମାଜ ପାର୍ଟି
Ans : D.ବହୁଜନ ସମାଜ ପାର୍ଟି
5. ଦାଆ ଓ ଶସ୍ୟକେଣ୍ଡା —– ଦଳର ଚିହ୍ନ ?
A. କେରଳ କଂଗ୍ରେସ
B. ଭାରତୀୟ କମ୍ୟୁନିଷ୍ଟ ପାର୍ଟି
C. ସମାଜବାଦୀ ପାର୍ଟି
D. ଆମ ଆଦମୀ ପାର୍ଟି
Ans :B. ଭାରତୀୟ କମ୍ୟୁନିଷ୍ଟ ପାର୍ଟି
6. —– ମସିହାରେ ଵି. ଜେ. ପି. ଦଳ ପ୍ରତିଷ୍ଠା ହେଲା?
A. 1997
B. 1964
C 1925
D. 1980
Ans :D. 1980
7. —– ମସିହାରେ ସି. ପି. ଆଇ. ଦଳ ପ୍ରତିଷ୍ଠା ହେଲା?
A. 1997
B. 1964
C 1925
D. 2012
Ans :C.1925
8. —— ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ( ସି. ପି. ଆଇ. ଏମ )ପ୍ରତିଷ୍ଠା ହେଲା?
A. 1997
B. 1964
C 1925
D. 2012
Ans :B. 1964
9. ଭାରତୀୟ ଜାତୀୟ କଂଗ୍ରେସର ଚି଼ହ୍ନ ——?
A. ସୂର୍ଯ୍ୟ
B. ଧନୁ
C. ହାତ
D. ଉଦିତ ସୂର୍ଯ୍ୟ
Ans :C. ହାତ
10. ଡ଼ି. ଏମ. କେ. ଦଳର ଚିହ୍ନ କଣ?
A. ସୂର୍ଯ୍ୟ
B. ଧନୁ
C. ହାତ
D. ଉଦିତ ସୂର୍ଯ୍ୟ
Ans :D. ଉଦିତ ସୂର୍ଯ୍ୟ
11. —– ମସିହାରେ ଵି. ଜେ. ଡ଼ି ଦଳ ପ୍ରତିଷ୍ଠା ହେଲା ?
A. 1997
B. 1992
C 1985
D. 2012
Ans :A. 1997
12. —— ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ହେଲା ?
A. 1997
B. 1992
C 1985
D. 2012
Ans :C 1985
13. ଯୋଡ଼ିପତ୍ର —– ଦଳର ଚି଼ହ୍ନ ?
A. କେରଳ କଂଗ୍ରେସ
B. ଵି. ଜେ. ପି.
C. ସମାଜବାଦୀ ପାର୍ଟି
D. ଆମ ଆଦମୀ ପାର୍ଟି
Ans :A. କେରଳ କଂଗ୍ରେସ
14. ———– ମସିହାରେ ସମାଜବାଦୀ ପାର୍ଟି ପ୍ରତିଷ୍ଠା ହେଲା ?
A. 1997
B. 1992
C 1888
D. 2012
Ans :B. 1992
15. ବାଇସାଇକେଲ —–ଦଳର ଚି଼ହ୍ନ ?
A. ଡ଼ି. ଏମ. କେ.
B. ଵି. ଜେ. ପି.
C. ସମାଜବାଦୀ ପାର୍ଟି
D. ଆମ ଆଦମୀ ପାର୍ଟି
Ans :C. ସମାଜବାଦୀ ପାର୍ଟି
16. ଆମ ଆଦମୀ ପାର୍ଟି କେବେ ପ୍ରତିଷ୍ଠା ହୋଇଥିଲା ?
A. 1997
B. 1939
C 1888
D. 2012
Ans :D. 2012
17. —- ଦଳର ଚି଼ହ୍ନ ଝାଡୁ ?
A. ଡ଼ି. ଏମ. କେ.
B. ଵି. ଜେ. ପି.
C. କଂଗ୍ରେସ
D. ଆମ ଆଦମୀ ପାର୍ଟି
Ans :D. ଆମ ଆଦମୀ ପାର୍ଟି
18. ଅକାଲି ଦଳର ଚି଼ହ୍ନ କଣ ?
A. ଯୋଡ଼ା ଘାସ ଫୁଲ
B. ବାଇସାଇକେଲ
C. ପଦ୍ମଫୁଲ
D. ନିକିତି
Ans :D. ନିକିତି
19. ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ର ଚି଼ହ୍ନ —– ?
A. ଯୋଡ଼ା ଘାସ ଫୁଲ
B. ବାଇସାଇକେଲ
C. ପଦ୍ମଫୁଲ
D. ଧନୁଶର
Ans :A. ଯୋଡ଼ା ଘାସ ଫୁଲ
20. ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ —– ମସିହାରେ ପ୍ରତିଷ୍ଠା ହୋଇଥିଲା ?
A. 1997
B. 1939
C 1888
D. 1999
Ans :B. 1939
21. ଉଦିତ ସୂର୍ଯ୍ୟ —- ଦଳର ସଂକେତ ?
A. ଡ଼ି. ଏମ. କେ.
B. ଵି. ଜେ. ପି.
C. କଂଗ୍ରେସ
D. ଵି. ଜେ.ଡ଼ି
Ans :A. ଡ଼ି. ଏମ. କେ.
22. ବିଜୁ ଜନତା ଦଳ କେବେ ହୋଇଥିଲା ?
A. 1997
B. 1985
C 1888
D. 1999
Ans :A. 1997
23. ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି , ବହୁଜନ ସମାଜ ପାର୍ଟି, ତୃଣମୂଳ କଂଗ୍ରେସ ହେଉଛି —– ଦଳ ?
A. ରାଜନୀତିକ ଦଳ
B. ଜାତୀୟ ଦଳ
C. ଆଞ୍ଚଳିକ ଦଳ
D. କୌଣସିଟି ନୁହେଁ
Ans :B. ଜାତୀୟ ଦଳ
24. ଭାରତୀୟ ଜାତୀୟ କଂଗ୍ରେସ ର ପ୍ରତିଷ୍ଠାତା କିଏ ?
A . ଆଲାନ ଅକ୍ଟୋଭିଆନ୍ ହ୍ୟୁମ
B. ଶ୍ୟାମାପ୍ରସାଦ ମୁଖାର୍ଜୀ
C. ମମତା ବନଜୀ
D. ବିଜୁ ପଟ୍ଟନାୟକ
Ans :A . ଆଲାନ ଅକ୍ଟୋଭିଆନ୍ ହ୍ୟୁମ
25. ଭାରତୀୟ ଜାତିସଂଘ ର ପ୍ରତିଷ୍ଠାତା କିଏ ?
A. ଆଲାନ ଅକ୍ଟୋଭିଆନ୍ ହ୍ୟୁମ
B. ଶ୍ୟାମାପ୍ରସାଦ ମୁଖାର୍ଜୀ
C. ମମତା ବନଜୀ
D. ବିଜୁ ପଟ୍ଟନାୟକ
Ans :B. ଶ୍ୟାମାପ୍ରସାଦ ମୁଖାର୍ଜୀ
26. 1980 ମସିହା ଏପ୍ରିଲ 6 ତାରିଖରେ ଭାରତୀୟ ଜାତିସଂଘର ନାମ ପରିବର୍ତ୍ତନ କରି କଣ ରଖାଗଲା ?
A. ଵି. ଜେ. ଡ଼ି.
B. ଵି. ଜେ. ପି.
C. କଂଗ୍ରେସ
D. ତୃଣମୂଳ କଂଗ୍ରେସ
Ans :B. ଵି. ଜେ. ପି.
27. —– ମସିହା ଡ଼ିସେମ୍ବର 26 ତାରିଖରେ ରେ ବିଜୁ ଜନତା ଦଳ ପ୍ରତିଷ୍ଠା ହେଲା ?
A. 1997
B. 1985
C 1888
D. 1999
Ans :A. 1997
28. ଭାରତରେ —- ଦଳୀୟ ବ୍ୟବସ୍ଥା ପ୍ରଚଳିତ ହୁଏ ?
A. ଏକଦଳୀୟ
B. ଦ୍ବିଦଳୀୟ
C. ବହୁଦଳୀୟ
D. କୌଣସିଟି ନୁହେଁ
Ans :C. ବହୁଦଳୀୟ
29. ଅକାଳିଦଳ, ତେଲଗୁଦେଶମ ପାର୍ଟି, ବିଜୁ ଜନତା ଦଳ ହେଉଛି —- ଦଳ ଅଟେ ?
A. ରାଜନୀତିକ ଦଳ
B. ଜାତୀୟ ଦଳ
C. ଆଞ୍ଚଳିକ ଦଳ
D. କୌଣସିଟି ନୁହେଁ
Ans :C. ଆଞ୍ଚଳିକ ଦଳ
30. ଯୋଜନା ଆୟୋଗର ଅନ୍ୟ ନାମ କଣ ?
A. କଂଗ୍ରେସ
B. ନିତି ଆୟୋଗ
C. ବିଜେପି
D. ସମାଜବାଦୀ ପାର୍ଟି
Ans :B. ନିତି ଆୟୋଗ
31. ନିମ୍ନକ୍ତ ମଧ୍ୟରୁ କେଉଁଠି ଆଞ୍ଚଳିକ ଦଳ ନୁହେଁ ?
A. ବହୁଜନ ସମାଜ ପାର୍ଟି
B. ଅକାଳିଦଳ
C. ତେଲଗୁ ଦେଶମ ପାର୍ଟି
D. ନ୍ୟାସନାଲ କଣଫରେନ୍ସ
Ans :A. ବହୁଜନ ସମାଜ ପାର୍ଟି
32. ବର୍ତ୍ତମାନ ଭାରତରେ କେତେଗୋଟି ଜାତୀୟ ଦଳ ଅଛନ୍ତି ?
A. ଦୁଇ
B. ତିନି
C. ଚାରି
D. ସାତ
Ans :D. ସାତ
33. —- ହେଉଛି ଦେଶର ସର୍ବପୁରାତନ ଆଞ୍ଚଳିକ ରାଜନୈତିକ ଦଳ?
A. ଅକାଳିଦଳ
B. ଡ଼ି. ଏମ. କେ.
C. ଆସାମ ଗଣପରିଷଦ
D. ବଜରଙ୍ଗ ଦଳ
Ans :A. ଅକାଳିଦଳ
34. ଯୋଜନା ଆୟୋଗର ମୁଖ୍ୟ କିଏ ?
. A. ପ୍ରଧାନମନ୍ତ୍ରୀ
B. ରାଷ୍ଟ୍ରମନ୍ତ୍ରୀ
C. ରାଜ୍ୟପାଳ
D. ଶିକ୍ଷମନ୍ତ୍ରୀ
Ans :A. ପ୍ରଧାନମନ୍ତ୍ରୀ
35. ଭାରତରେ —- ଦଳୀୟ ବ୍ୟବସ୍ଥା ଶାସନରେ ଅସ୍ଥିରତା ସୃଷ୍ଟି କରୁଛି ?
A. ଏକଦଳୀୟ
B. ଦ୍ବିଦଳୀୟ
C. ବହୁଦଳୀୟ
D. କୌଣସିଟି ନୁହେଁ
Ans :C. ବହୁଦଳୀୟ
36. ତାମିଲନାଡୁର ରେ —– ଦଳ ସୃଷ୍ଟି ହୋଇଥିଲା?
A. ଡ଼ି. ଏମ. କେ.
B. ତେଲଗୁ ଦେଶମ
C. ବିଜୁ ଜନତା ଦଳ
D. କୌଣସିଟି ନୁହେଁ
Ans :. ଡ଼ି. ଏମ. କେ.
37. ଓଡ଼ିଶାରେ —– ଦଳ ସୃଷ୍ଟି ହୋଇଥିଲା?
A. ଡ଼ି. ଏମ. କେ.
B. ତେଲଗୁ ଦେଶମ
C. ବିଜୁ ଜନତା ଦଳ
D. କୌଣସିଟି ନୁହେଁ
Ans :C. ବିଜୁ ଜନତା ଦଳ
38. ଆନ୍ଧ୍ରପ୍ରେଦେଶ ରେ —– ଦଳ ସୃଷ୍ଟି ହୋଇଥିଲା?
A. ଡ଼ି. ଏମ. କେ.
B. ତେଲଗୁ ଦେଶମ
C. ବିଜୁ ଜନତା ଦଳ
D. କୌଣସିଟି ନୁହେଁ
Ans :B. ତେଲଗୁ ଦେଶମ