For students preparing for their BSE Odisha Class 8 Science exams, Chapter 2 on “ଅଣୁଜୀବ: ଉପକାରୀ ଓ ଅପକାରୀ” (Microorganisms: Friend and Foe) is crucial.
This chapter explores the diverse world of microorganisms, highlighting their beneficial roles in fields like medicine and agriculture, as well as their harmful effects causing diseases. To aid in your study, our blog provides comprehensive MCQs tailored to this chapter, ensuring you grasp the key concepts and perform well in your exams.
Subject: ଅଣୁଜୀବ : ଉପକାରୀ ଓ ଅପକାରୀ
1. ଯେଉଁଗୁଡିକ ଖାଲି ଆଖିକୁ ଦେଖାଯାଆନ୍ତି ନାହିଁ ସେମାନଙ୍କୁ କଣ କୁହାଯାଏ ?
A.ଜୀବ
B. କବକ
C. ଅଣୁଜୀବ
D. ବୀଜାଣୁ
Ans : C. ଅଣୁଜୀବ
2. ଛୋଟଛୋଟ ଜୀବ ଯାହାକି ଅନୁବୀକ୍ଷଣରେ ଦେଖିହୁଏ ତାହାକୁ କଣ କୁହାଯାଏ ?
A.ଜୀବ
B. କବକ
C. ଅଣୁଜୀବ
D. ବୀଜାଣୁ
Ans :C. ଅଣୁଜୀବ
3. ଅଣୁଜୀବ କୁ — ଭାଗରେ ବିଭକ୍ତ କରାଯାଇଛି ?
A. ଦୁଇ
B. ତିନି
C. ଚାରି
D. ପାଞ୍ଚ
Ans :C. ଚାରି
4. ଅଣୁଜୀବ କୁ ଚାରି ଭାଗରେ ବିଭକ୍ତ କରାଯାଇଛି ସେଗୁଡିକ ହେଉଛି ବୀଜାଣୁ, ଆଦିପ୍ରାଣୀ, କବକ, ଓ ଅନ୍ୟଟି —-?
A.ଜୀବ
B. କବକ
C. ଅଣୁଜୀବ
D. ଶୈବାଳ
Ans :D. ଶୈବାଳ
5. 1 ମିଲି ମାଇକ୍ରନ =??
A.1/10
B.1/100
C.1/500
D.1/1000
Ans :D. 1/1000
6. ସର୍ଦ୍ଧି, ଇଂଫ୍ଲୁଏଞ୍ଜା, ଭଳି ସାଧାରଣ ରୋଗ ଏବଂ ପୋଲିଓ, ହାଡଫୁଟି ଆଦି — ଜନିତ ରୋଗ
A. ବୀଜାଣୁ
B. ଭୂତାଣୁ
C. ଆଦିପ୍ରାଣୀ
D. କବକ
Ans :B. ଭୂତାଣୁ
7. ତରଳାଝାଡା, ଅମାଶୟ, ମ୍ୟାଲେରିଆ — ଜନିତ ରୋଗ ?
A. ବୀଜାଣୁ
B. ଭୂତାଣୁ
C. ଆଦିପ୍ରାଣୀ
D. କବକ
Ans : C. ଆଦିପ୍ରାଣୀ
8. ଟାଇଫଏଡ଼, ଯାକ୍ଷ୍ମ — ଜନିତ ରୋଗ ?
A. ବୀଜାଣୁ
B. ଭୂତାଣୁ
D. କବକ
Ans :A. ବୀଜାଣୁ
9.[09:15, 19/05/2024] +91 80936 71309: 9. ସଜୀବମାନଙ୍କ ମଧ୍ୟରେ — ସବୁଠାରୁ ସରଳ ଏବଂ କ୍ଷୁଦ୍ର ?
A. ବୀଜାଣୁ
B. ଅଣୁଜୀବ
C. ଶୈବାଳ
D.କବକ
Ans : B. ଅଣୁଜୀବ
10. ବୀଜାଣୁ, କେତେକ ଶୈବାଳ, ଇଷ୍ଟ ଭଳି କବକ ଓ ଅଦିପ୍ରାଣୀମାନେ —- କୋଶୀ?
A. ବହୁକୋଶୀ
B. କବକ
C. ଏକାକୋଶୀ
D. କୌଣସିଟି ନୁହେଁ
Ans : C. ଏକାକୋଶୀ
11. ଅନ୍ୟ ଶୈବାଳ, ଓ କବକମାନେ — କୋଶୀ ?
A. ବହୁକୋଶୀ
B. କବକ
C. ଏକାକୋଶୀ
D. କୌଣସିଟି ନୁହେଁ
Ans :A. ବହୁକୋଶୀ
12. କବକ ଏବଂ ଜୀବାଣୁ — ଗଠନ କରି ବାସ କରନ୍ତି ?
A. ଏକାକୀ
B. ସଂଘ ବା ମଣ୍ଡଳ
C. ବିଛିନ୍ନ
D. କୌଣସିଟି ନୁହେଁ
Ans :B. ସଂଘ ବା ମଣ୍ଡଳ
13. କିଏ ଏକାକୋଶୀ ଏବଂ ଏକାକୀ ବାସ କରେ ?
A. ବ୍ୟକ୍ଟ୍ରିଆ
B. ଅଣୁଜୀବ
C. ଏମିବା
D. କବକ
Ans :C. ଏମିବା
14. କାହାଦ୍ୱାରା କ୍ଷୀରରୁ ଦହି ପ୍ରସ୍ତୁତ ହୋଇଥାଏ ?
A. ବ୍ୟକ୍ଟ୍ରିଆ
B. ଅଣୁଜୀବ
C. ଏମିବା
D. ବୀଜାଣୁ
Ans :D. ବୀଜାଣୁ [
15. କ୍ଷୀରକୁ ଦହିରେ ପରିଣତ କରିବାରେ —- ନାମକ ଏକ ବୀଜାଣୁ ସାହାଯ୍ୟ କରେ ?
A. ବ୍ୟାକ୍ଟ୍ରିଆ
B. ଲକ୍ଟୋବାସିଲସ
C. ଫର୍ମିକ
D. ପେନସିଲିୟମ
Ans :B. ଲକ୍ଟୋବାସିଲସ
16.ପାଉଁରୁଟି, ପାଷ୍ଟ୍ରି, ଏବଂ କେକ ତିଆରିରେ —- ବ୍ୟବହାର କରାଯାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :A. ଇଷ୍ଟ
17. ସୁରାସାର, ମଦ, ଏବଂ ଏସିଟିକ ଏସିଡ ଉତ୍ପାଦନରେ —- ଦରକାର ହୋଇଥାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :D. ଅଣୁଜୀବ
18. —- ବ୍ୟବହାର କରି ସୁରାସାର ଓ ମଦ ତିଆରି କରାଯାଏ ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans : A. ଇଷ୍ଟ
19. କିଏ କିଣ୍ୱନ ପଦ୍ଧତି ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର
C. ଏଡୱାର୍ଡ ଜେନର
D. ରବଟ କକ
Ans :A. ଲୁଇ ପାଶ୍ଚର
20. ଇଷ୍ଟ ଦ୍ୱାରା ଶର୍କରା଼ରୁ ସୁରାସାରା ପ୍ରସ୍ତୁତି ହୋଇଥାଏ ତାହାକୁ —- ପଦ୍ଧତି କୁହାଯାଏ ?
A. ପାଶ୍ଚାରୀକରଣ
B. ପ୍ରଶ୍ୱାସ
C. କିଣ୍ୱନ
D. ପେନସିଲିୟମ
Ans :C. କିଣ୍ୱନ
21. କେତେ ଖ୍ରୀଷ୍ଟାବ୍ଦ ରେ କିଣ୍ୱନ ପଦ୍ଧତି ଆବିଷ୍କାର ହୋଇଥିଲା ?
A. 1929
B.1798
C.1876
D.1857
Ans :D. 1857
22. ଜୀବଘ୍ନ — ରୁ ତିଆରି ?
A. ଇଷ୍ଟ
B. କବକ.
C. ବ୍ୟକ୍ଟ୍ରିଆ
D. ଅଣୁଜୀବ
Ans :D. ଅଣୁଜୀବ
23.କିଏ ପେନସିଲିୟମ ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର ଫ୍ଲେମି
C. ଏଡୱାର୍ଡ ଜେନର
D. ରବଟ କକ
Ans :B. ଆଲେକଜାଣ୍ଡର ଫ୍ଲେମି
24.କଣ ନେବାଦ୍ୱାରା ହଇଜା,ବସନ୍ତ ଏବଂ ହିପଟେଇଟିସ ରୋଗ ହେବ ନାହିଁ ?
A. ପେନସିଲିୟମ
B. କବକ.
C. ଇଞ୍ଜେକ୍ସନ
D. ଟିକା
Ans :D. ଟିକା
25. ବସନ୍ତ ଟୀକା କିଏ ଉଦ୍ଭାବନ କରିଥିଲେ ?
A. ଲୁଇ ପାଶ୍ଚର
B. ଆଲେକଜାଣ୍ଡର ଫ୍ଲେମି
C. ଏଡୱାର୍ଡ ଜେନର
D. ରବଟ କକ
Ans :C. ଏଡୱାର୍ଡ ଜେନର
26.— ମସିହାରେ ବସନ୍ତ ଟିକା ଉଦ୍ଭାବନ ହୋଇଥିଲା ?
A. 1929
B.1798
C.1876
D.1857
Ans :B. 1798
27. —- ମସିହାରେ ପେନସିଲିୟମ ଉଦ୍ଭାବନ ହୋଇଥିଲା ?
A. 1929
B.1798
C.1876
D.1857
Ans :A. 1929
28.କେତେକ ଅଣୁଜୀବ ଦ୍ୱାରା ମଣିଷ, ଉଦ୍ଭିଦ ଓ ଅନ୍ୟ ପ୍ରାଣୀମାନଙ୍କ ଦେହରେ ରୋଗ ହୋଇଥାଏ ଏହି ରୋଗକାରକ ଅଣୁଜୀବମାନଙ୍କୁ —- କୁହାଯାଏ ?
A. ରୋଗମୁକ୍ତ
B. ପେନସିଲୟମ
C. ବ୍ୟାଧିଜାତକ
D. କୌଣସିଟି ନୁହେଁ
Ans :C. ବ୍ୟାଧିଜାତକ
29. ଯେଉଁ ଅଣୁଜୀବଜନିତ ରୋଗଗୁଡିକ ଜଣେ ରୋଗାକ୍ରାନ୍ତ ବ୍ୟକ୍ତିଠାରୁ ବାୟୁ, ଜଳ ଖାଦ୍ୟ କିମ୍ବା ଶାରୀରିକ ସଂସ୍ପର୍ଶ ଦ୍ୱାରା ସୁସ୍ଥ ମଣିଷ ଦେହକୁ ସଞ୍ଚରିତ ହୋଇଥାନ୍ତି ତାହାକୁ କଣ କୁହାଯାଏ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans : D. ସଂକ୍ରାମକ ରୋଗ
30. ହଇଜା, ସର୍ଦି, ହାଡଫୁଟି —– ରୋଗର ଉଦାହରଣ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans :D. ସଂକ୍ରାମକ ରୋଗ
31. ମାଈ ଏନୋଫିଲିସ ମାଷା କାମୁଡ଼ିଲେ — ରୋଗ ହୁଏ ?
A. ମ୍ୟାଲେରିଆ
B. ଏଡ଼ସ
C. ବାୟୁବାହିତ
D.ସଂକ୍ରାମକ ରୋଗ
Ans :A. ମ୍ୟାଲେରିଆ
32.ମାଈ ଏଡିସ ମଶା କାମୁଡ଼ିଲେ —- ରୋଗ ହୁଏ?
A. ମ୍ୟାଲେରିଆ
B. ଏଡ଼ସ
C. ଡେଙ୍ଗୁ
D.ସଂକ୍ରାମକ ରୋଗ
Ans : c.ଡେଙ୍ଗୁ
33.ମ୍ୟାଲେରିଆ —-ର ବାହକ ?
A. କବକ
B. ଭୁତାଣୁ
C. ପାରାଜୀବିର
D. ଶୈବାଳ
Ans :C. ପାରାଜୀବିର
34. ଡେଙ୍ଗୁ ରୋଗ —- ର ବାହକ
A. କବକ
B. ଭୁତାଣୁ
C. ପାରାଜୀବିର
D. ଶୈବାଳ
Ans :B. ଭୁତାଣୁ
35. ମିଳିମିଳା,ହାଡଫୁଟି, ପୋଲିଓ ହିପାଟାଇଟିସ – B ଆଦି — ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହେଇଥାଏ ?
A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans :B. ଭୂତାଣୁ.
36. ହିଯା, ଟାଇଫଏଡ — ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହେଇଥାଏ ?
.A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans :A. ବୀଜାଣୁ
37. ମିଳିମିଳା —- ମାଧ୍ୟମ ରେ ହୋଇଥାଏ ?
A. ଜଳ
B. ବାୟୁ
C. ସଂସ୍ପର୍ଶ
D. ମଶା
Ans :B. ବାୟୁ
38. ହାଡଫୁଟି —- ମାଧମରେ ହୋଇଥାଏ ?
A. ଜଳ
B. ବାୟୁ
C. ସଂସ୍ପର୍ଶ
D. Both B& C
Ans :D. Both B&C
39.ପୋଲିଓଞ୍ଜ —- ମାଧମରେ ହୋଇଥାଏ ?
A.ଜଳ
B. ବାୟୁ
C. ସଂସ୍ପର୍ଶ
D. Both A& B
Ans :D. Both A& B
40. ହଇଜା —- ମାଧମରେ ହୋଇଥାଏ ?
Ans :A. ଜଳ
B. ବାୟୁ
C. ଖାଦ୍ୟ
D. Both A& C
Ans :D. Both A& C
41. ମ୍ୟାଲେରିଆ —-ସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ହୋଇଥାଏ?
A. ବୀଜାଣୁ
B. ଭୂତାଣୁ.
C.ଆଦିପ୍ରାଣୀ
D. କବକ
Ans : C.ଆଦିପ୍ରାଣୀ
42. ମଣିଷ, ଗାଈଗୋରୁଠାରେ —- ରୋଗ ଦେଖାଯାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଯଦୁରା
D. ଅନ୍ଥରାକ୍ସ
Ans :D. ଅନ୍ଥରାକ୍ସ
43. ଲୁଣା ଓ ଖାଇବାଟଲା ଭଳି କେତେକ ସାଧାରଣ ଦ୍ରବ୍ୟ ଅଣୁଜୀବମାନଙ୍କ ବଫୁଧି ରୋକିଥାନ୍ତି ତାହାକୁ କଣ କୁହାଯାଏ ?
A. ସଂରକ୍ଷଣ
B. ପରିରକ୍ଷକ
C. ବିଘଟନ
D ଅସଂରକ୍ଷଣ
Ans :B. ପରିରକ୍ଷକ
44. ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା ପାଇଁ କଣ ବ୍ୟବହାର କରାଯାଏ ?
A ଚିନି
B. ପାଣି
C. ଲୁଣ
D. ଫଳ
Ans :C. ଲୁଣ
45. ଲେମ୍ବୁର — ରୋଗ ବାୟୁ ମାଧ୍ୟମରେ ହୋଇଥାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜାଦୁରା
D. କୌଣସିଟି ନୁହେଁ
Ans :C. ଜାଦୁରା
46. ଗହମର — ରୋଗ ବାୟୁ, ମଞ୍ଜି ମାଧ୍ୟମରେ ହୋଇଥାଏ ?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜଦୁରା
D. କୌଣସିଟି ନୁହେଁ
Ans :B. କଳଙ୍କି
47. ଭେଣ୍ଡିର — ରୋଗ କୀଟ ମାଧ୍ୟମରେ ହୋଇଥାଏ ,?
A. ୟେଲୋ ଭେନ ମୋଜାଇକ
B. କଳଙ୍କି
C. ଜଦୁରା
D. କୌଣସିଟି ନୁହେଁ
Ans :A. ୟେଲୋ ଭେନ ମୋଜାଇକ
48.ଅଁଳା, କ୍ଷଞ୍ଚା ଆମ୍ବ, ତେନ୍ତୁଳି ଆଦି ରେ କଣ ମିଶାଇ ପରିରକ୍ଷକ କରାଯାଏ ?
A.ଚିନି
B. ପାଣି
C. ଲୁଣ
D. ଫଳ
Ans :C. ଲୁଣ
49. ଜାମ, ଜେଲି ରେ କଣ ମିଶାଇ ପରିରକ୍ଷକ କରାଯାଏ ?
A.ଚିନି
B. ପାଣି
C. ଲୁଣ
D. ଫଳ
Ans : *A.ଚିନି
50. ପ୍ୟାକେଟ ରେ ଆସୁଥିବା କ୍ଷୀର କୁ — କରାଯାଏ
A. ପୁନଚକ୍ରଣ
B. ପୁନଃବ୍ୟବହାର
C. ପାଶ୍ଚାରୀକରଣ
D. କୌଣସିଟି ନୁହେଁ
Ans :C. ପାଶ୍ଚାରୀକରଣ [/expand]
51. କ୍ଷୀରକୁ —- ଡିଗ୍ରୀ ସେଲସିୟମ ରେ ଗରମ କରାଯାଏ?
A.79%
B.80%
C.70%
D.47%
[expand title=”Show Answer”]Ans :C. 70 % [/expand]
52. କ୍ଷୀରକୁ 70 ଡିଗ୍ରୀ ସେଲସିୟମ ରେ କେତେ ମିନିଟ ଗରମ କରାଯାଏ ସାଙ୍ଗେ ସାଙ୍ଗେ ଥଣ୍ଡା କରାଯାଇ ସାଇତି ରଖାହୋଇଥାଏ ?
A. 15-30
B.20-30
C. 40-.45
D.10-40
[expand title=”Show Answer”]Ans :A. 15-30 [/expand]
53. କ୍ଷୀରକୁ 70 ଡିଗ୍ରୀ ସେଲସିୟମ ରେ 15-30 ମିନିଟ ଗରମ କରାଯାଏ ସାଙ୍ଗେ ସାଙ୍ଗେ ଥଣ୍ଡା କରାଯାଇ ସାଇତି ରଖାହୋଇଥାଏ ତାହାକୁ କଣ କୁହାଯାଏ?
A. କିଣ୍ୱନ
B. ଗଠନ
C. ପାଶ୍ଚାରୀକରଣ
[expand title=”Show Answer”]Ans : C. ପାଶ୍ଚାରୀକରଣ [/expand]
54. ପାଶ୍ଚାରୀକରଣ କିଏ ଉଦ୍ଭାବନ କରିଥିଲେ ?
A. ଅଲେକଜଣ୍ଡା
B. ରବଟ ହକ
C. ଲୁଇପାଶ୍ଚର
D ଏଡୱାର୍ଡ
[expand title=”Show Answer”]Ans :. ଲୁଇପାଶ୍ଚର [/expand]