Free Bruti Exam Question Part 6 in Odia
Bruti Exam Question Class 3: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
Bruti Exam Question Class 3
ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
ଜଗତସିଂହପୁର ଜିଲ୍ଲା
‘କ’ ଵିଭାଗ
ଗଣିତ
ପ୍ରଶ୍ନ ସଂଖ୍ୟା – 21
#1. ଗୋଟିଏ ଇଟାର ଧାର ସଂଖ୍ୟା ଶୀର୍ଷ ସଂଖ୍ୟାଠାରୁ କେତେ ଅଧିକ ?
୪ଟି ୬ଟି ୮ଟି ୧୨ଟି
୪ଟି
#2. ନିମ୍ନଲିଖିତ ମଧ୍ୟରୁ କେଉଁଟି କୋନ୍ ଆକୃତି ବସ୍ତୁର ଉଦାହରଣ ନୁହେଁ ?
ଓଳମ୍ କୋନ୍ ଆଇସ୍ କ୍ରିମ୍ ଭଙ୍ଗା ଖିଲିପାନ ପେନ୍ ସିଲ୍
ପେନ୍ ସିଲ୍
#3. ୧୫ ରୁ ୫ ଗୁଣ କେଉଁ ସଂଖ୍ୟାର ୨୫ ଗୁଣ ସହ ସମାନ ?
୧୮ ୨୫ ୩ ୧୨
୩
#4. ଗୋଟିଏ ମାସର ପ୍ରଥମ ରବିବାର ୩ ତାରିଖରେ ପଡ଼ିଲେ ତୃତୀୟ ରବିବାର କେତେ ତାରିଖରେ ପଡ଼ିବ ?
୧୦ ୨୭ ୧୫ ୧୭
୧୭
#5. ସମସ୍ତ ଅଙ୍କ ସମାନ ଥାଇ କେତୋଟି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଗଢ଼ି ହେବ ?
୧୦ଟି ୫ଟି ୩ଟି ୯ଟି
୯ଟି
#6. ଭାଜ୍ୟ =୩୦୬,ଭାଗଶେଷ=୬ ଓ ଭାଗଫଳ =୩୦ ହେଲେ ଭାଜକ କେତେ ?
୧୦ ୫ ୮ ୭
୧୦
#7. କୈଳାସ କଳାପଟାରେ ୬୫ ଲେଖିଥିଲା। ମିତା ସେଥିରୁ ୫ ଲିଭାଇ ଦେଲା, ନୂଆ ସଂଖ୍ୟା ଟି ମୂଳ ସଂଖ୍ୟାଠାରୁ କେତେ କମ୍ ?
୪୦ ୬୦(୫୯) ୧୨ ୩୫
୬୦(୫୯)
#8. ୩୦୦ ଯେଉଁ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ତା’ର ପୂର୍ବବର୍ତ୍ତୀ ସଂଖ୍ୟା କେତେ ?
୨୯୯ ୨୯୮ ୨୭୦ ୧୯୯
୨୯୮
#9. ଗୋଟିଏ ଅଧିବର୍ଷର ସମ୍ପୂର୍ଣ୍ଣ ଦିନ ସଂଖ୍ୟା କେତେ ?
୩୬୫ ୩୬୬ ୩୬୪ ୨୯
୩୬୬
#10. ଦୁଇ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ କେତେ ବିୟୋଗ କଲେ ତାହା ୧ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେବ ?
୫ ୮ ୧ ୯
୧
#11. ୯୭୯ ରେ ୭ ର ସ୍ଥାନୀୟମାନ ଓ ସାଧାରଣ ମାନ ମଧ୍ୟରେ ପାର୍ଥକ୍ୟ କେତେ ?
୧୪ ୭୦ ୦ ୬୩
୬୩
#12. କ୍ୟାଲେଣ୍ଡରରେ କେଉଁ ପାଖାପାଖି ୨ ଟି ମାସର ଦିନ ସଂଖ୍ୟା ୩୧ ଲେଖାଏଁ ଅଟେ ?
ଜାନୁୟାରୀ, ଫେବୃୟାରୀ ଏପ୍ରିଲ୍,ମେ ଜୁଲାଇ, ଅଗଷ୍ଟ ନଭେମ୍ବର, ଡିସେମ୍ବର
ଜୁଲାଇ, ଅଗଷ୍ଟ
#13. ତୁମ ଅଞ୍ଚଳରେ ଦିନରେ ୨ ଘଣ୍ଟା ୪୫ ମିନିଟ୍ ଓ ରାତିରେ ୧ ଘଣ୍ଟା ୩୦ ମିନିଟ୍ ବିଦ୍ୟୁତ୍ ସରବରାହ ବନ୍ଦ ରହେ। ତେବେ କେତେ ସମୟ ବିଦ୍ୟୁତ୍ ସରବରାହ ବନ୍ଦ ରୁହେ ?
୩ ଘଣ୍ଟା ୩୦ ମିନିଟ୍ ୪ ଘଣ୍ଟା ୧୫ ମିନିଟ୍ ୩ ଘଣ୍ଟା ୧୫ ମିନିଟ୍ ୪ ଘଣ୍ଟା ୩୦ ମିନିଟ୍
୪ ଘଣ୍ଟା ୧୫ ମିନିଟ୍
#14. ଗୋଟିଏ ସଂଖାର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରୁ କେଉଁଟି ବଡ଼ ?
ପରବର୍ତ୍ତୀ ସଂଖ୍ୟା ପୂର୍ବବର୍ତ୍ତୀ ସଂଖ୍ୟା ଉଭୟ ସମାନ କୌଣସିଟି ନୁହେଁ
ପରବର୍ତ୍ତୀ ସଂଖ୍ୟା
#15. ୨୧ ର ପୂରଣ ବାଚକ ସଂଖ୍ୟା ଲେଖ ?
ଏକ ଏକବିଂଶ ବିଂଶ ଦ୍ବାଦଶ
ଏକବିଂଶ
#16. ଗୋଟିଏ ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ମଧ୍ୟରୁ ରାମବାବୁ ୩୪୨, ଅଶୋକ ବାବୁ ୫୩୨ ଖଣ୍ଡ ଭୋଟର ପାଇଲେ ଓ ୪୨ ଖଣ୍ଡ ଭୋଟ୍ ନାକଚ୍ ହୋଇଗଲା ତେବେ କେତେ ଜଣ ଭୋଟର ଭୋଟ୍ ଦେଇଥିଲେ ?
୫୭୪ ୩୮୪ ୯୧୬ ୮୭୬
୯୧୬
#17. ୧୦ କି. ଗ୍ରା. ୫୦ ଗ୍ରାମ୍ = କେତେ ଗ୍ରାମ ?
୧୦୫୦ ଗ୍ରାମ୍ ୧୦୦୫୦ ଗ୍ରାମ୍ ୧୦୫୦୦ ଗ୍ରାମ୍ ୧୫୦୦୦ ଗ୍ରାମ୍
୧୦୦୫୦ ଗ୍ରାମ୍
#18. ଯୁଗ୍ମ ସଂଖ୍ୟାର ଏକକ ଘରେ କେଉଁ ଅଙ୍କଟି ନ ଥାଏ ?
୦ ୧ ୨ ୪
୧
#19. ୧ ରୁ ୧୦ ମଧ୍ୟରେ କେତୋଟି ଅଯୁଗ୍ମ ସଂଖ୍ୟା ଅଛି ?
୫ଟି ୭ଟି ୪ଟି ୧୧ଟି
୪ଟି
#20. ଗୁଣନ ହେଉଛି ବାରମ୍ବାର _।
ବିୟୋଗ ଯୋଗ ହରଣ କେଉଁଟି ନୁହେଁ
ଯୋଗ
#21. ଗୋଟିଏ କାନ୍ଥ ଘଣ୍ଟାରେ ଘଣ୍ଟା କଣ୍ଟା ୪ ଓ ୫ ମଝିରେ ଅଛି, ମିନିଟ୍ କଣ୍ଟା ୬ ଉପରେ ଅଛି। ତେବେ ସମୟ କେତେ ହୋଇଛି ?
୪ଟା ୩୦ ମିନିଟ୍ ୫ଟା ୩୦ ମିନିଟ୍ ୫ଟା ୪ଟା
Bruti Exam Question Class 3
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
Bruti Exam Question Class 3
Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.
#1. ଗୋଟିଏ ଇଟାର ଧାର ସଂଖ୍ୟା ଶୀର୍ଷ ସଂଖ୍ୟାଠାରୁ କେତେ ଅଧିକ ?
#2. ନିମ୍ନଲିଖିତ ମଧ୍ୟରୁ କେଉଁଟି କୋନ୍ ଆକୃତି ବସ୍ତୁର ଉଦାହରଣ ନୁହେଁ ?
#3. ୧୫ ରୁ ୫ ଗୁଣ କେଉଁ ସଂଖ୍ୟାର ୨୫ ଗୁଣ ସହ ସମାନ ?
#4. ଗୋଟିଏ ମାସର ପ୍ରଥମ ରବିବାର ୩ ତାରିଖରେ ପଡ଼ିଲେ ତୃତୀୟ ରବିବାର କେତେ ତାରିଖରେ ପଡ଼ିବ ?
#5. ସମସ୍ତ ଅଙ୍କ ସମାନ ଥାଇ କେତୋଟି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଗଢ଼ି ହେବ ?
#6. ଭାଜ୍ୟ =୩୦୬,ଭାଗଶେଷ=୬ ଓ ଭାଗଫଳ =୩୦ ହେଲେ ଭାଜକ କେତେ ?
#7. କୈଳାସ କଳାପଟାରେ ୬୫ ଲେଖିଥିଲା। ମିତା ସେଥିରୁ ୫ ଲିଭାଇ ଦେଲା, ନୂଆ ସଂଖ୍ୟା ଟି ମୂଳ ସଂଖ୍ୟାଠାରୁ କେତେ କମ୍ ?
#8. ୩୦୦ ଯେଉଁ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ତା'ର ପୂର୍ବବର୍ତ୍ତୀ ସଂଖ୍ୟା କେତେ ?
#9. ଗୋଟିଏ ଅଧିବର୍ଷର ସମ୍ପୂର୍ଣ୍ଣ ଦିନ ସଂଖ୍ୟା କେତେ ?
#10. ଦୁଇ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ କେତେ ବିୟୋଗ କଲେ ତାହା ୧ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେବ ?
#11. ୯୭୯ ରେ ୭ ର ସ୍ଥାନୀୟମାନ ଓ ସାଧାରଣ ମାନ ମଧ୍ୟରେ ପାର୍ଥକ୍ୟ କେତେ ?
#12. କ୍ୟାଲେଣ୍ଡରରେ କେଉଁ ପାଖାପାଖି ୨ ଟି ମାସର ଦିନ ସଂଖ୍ୟା ୩୧ ଲେଖାଏଁ ଅଟେ ?
#13. ତୁମ ଅଞ୍ଚଳରେ ଦିନରେ ୨ ଘଣ୍ଟା ୪୫ ମିନିଟ୍ ଓ ରାତିରେ ୧ ଘଣ୍ଟା ୩୦ ମିନିଟ୍ ବିଦ୍ୟୁତ୍ ସରବରାହ ବନ୍ଦ ରହେ। ତେବେ କେତେ ସମୟ ବିଦ୍ୟୁତ୍ ସରବରାହ ବନ୍ଦ ରୁହେ ?
#14. ଗୋଟିଏ ସଂଖାର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରୁ କେଉଁଟି ବଡ଼ ?
#15. ୨୧ ର ପୂରଣ ବାଚକ ସଂଖ୍ୟା ଲେଖ ?
#16. ଗୋଟିଏ ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ମଧ୍ୟରୁ ରାମବାବୁ ୩୪୨, ଅଶୋକ ବାବୁ ୫୩୨ ଖଣ୍ଡ ଭୋଟର ପାଇଲେ ଓ ୪୨ ଖଣ୍ଡ ଭୋଟ୍ ନାକଚ୍ ହୋଇଗଲା ତେବେ କେତେ ଜଣ ଭୋଟର ଭୋଟ୍ ଦେଇଥିଲେ ?
#17. ୧୦ କି. ଗ୍ରା. ୫୦ ଗ୍ରାମ୍ = କେତେ ଗ୍ରାମ ?
#18. ଯୁଗ୍ମ ସଂଖ୍ୟାର ଏକକ ଘରେ କେଉଁ ଅଙ୍କଟି ନ ଥାଏ ?
#19. ୧ ରୁ ୧୦ ମଧ୍ୟରେ କେତୋଟି ଅଯୁଗ୍ମ ସଂଖ୍ୟା ଅଛି ?
#20. ଗୁଣନ ହେଉଛି ବାରମ୍ବାର _।
#21. ଗୋଟିଏ କାନ୍ଥ ଘଣ୍ଟାରେ ଘଣ୍ଟା କଣ୍ଟା ୪ ଓ ୫ ମଝିରେ ଅଛି, ମିନିଟ୍ କଣ୍ଟା ୬ ଉପରେ ଅଛି। ତେବେ ସମୟ କେତେ ହୋଇଛି ?
Related Article :