Free Bruti Exam Question Class 3 Part 12 | ସାମାଜିକ ବିଜ୍ଞାନ

Facebook
Telegram
WhatsApp
LinkedIn

Free Bruti Exam Question Part 12 in Odia

Bruti Exam Question Class 3: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Bruti Exam Question Class 3

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
କେନ୍ଦୁଝର ଜିଲ୍ଲା
‘ଖ’ ଵିଭାଗ
ସାମାଜିକ ବିଜ୍ଞାନ

ପ୍ରଶ୍ନ ସଂଖ୍ୟା – 25

Pass Mark : 70%

#1. ଧାଡ଼ିରେ ରହିବା ନିୟମଟି କେଉଁଠାରେ ଉପଯୋଗୀ ?

  • ଖେଳପଡିଆରେ ଖେଳିବା ସମୟରେ 
  • ବଗିଚାରେ ଘାସ ବାଛିବା ସମୟରେ 
  • ଶ୍ରେଣୀରେ ଦଳଗତ ଶିକ୍ଷଣ ସମୟରେ 
  • ଷ୍ଟେସନରେ ରେଳ ଟିକେଟ କାଟିବା ସମୟରେ

ଷ୍ଟେସନରେ ରେଳ ଟିକେଟ କାଟିବା ସମୟରେ

#2. ଗ୍ରାମାଞ୍ଚଳ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା କାହାର କାର୍ଯ୍ୟ ?

  • ଡାକ୍ତର 
  • ନର୍ସ 
  • କମ୍ପାଉଣ୍ଡର 
  • ସ୍ବାସ୍ଥ୍ୟକର୍ମୀ

 ସ୍ବାସ୍ଥ୍ୟକର୍ମୀ

#3. କେଉଁ ଫୋନ୍ ନମ୍ୱରଟି ଅଲଗା ?

  • ୧୦୮
  • ୧୦୨ 
  • ୧୦୧ 
  • କୌଣସିଟି ନୁହଁ

 ୧୦୧

#4. ବର୍ତ୍ତମାନ କେଉଁ କାମ ଡାକଘରେ ହେଉନାହିଁ ?

  • ରେଜେଷ୍ଟ୍ରି 
  • ଟେଲିଗ୍ରାମ୍ 
  • ମନି ଅର୍ଡର 
  • ପାର୍ସଲ

 ଟେଲିଗ୍ରାମ୍

#5. ଆମ ଦେଶର କେଉଁ ଦିଗରେ ଆମ ରାଜ୍ୟ ଅବସ୍ଥିତ ?

  • ପୂର୍ବ 
  • ପଶ୍ଚିମ 
  • ଉତ୍ତର 
  • ଦକ୍ଷିଣ

ପୂର୍ବ

#6. ଆଦିମ ମଣିଷ ପ୍ରଥମେ କିପରି ନିଆଁକୁ ବାହାର କଲା ?

  • ପଥରକୁ କାଠରେ ଘଷି 
  • ପଥରକୁ ପଥରରେ ଘଷି 
  • ପଥରକୁ ହାଡ଼ରେ ଘଷି 
  • ଦିଆସିଲି ମାରି

ପଥରକୁ ପଥରରେ ଘଷି

v

#7. ସବ୍ ଡିଭିଜନର ମୁଖ୍ୟ କିଏ ଅଟନ୍ତି ?

  • ଉପଜିଲ୍ଲାପାଳ 
  • ସହକାରୀ ଜିଲ୍ଲାପାଳ 
  • ଅତିରିକ୍ତ ଜିଲ୍ଲାପାଳ 
  • ଜିଲ୍ଲାପାଳ

ଉପଜିଲ୍ଲାପାଳ

#8. ଟ୍ରାଫିକ ପୋଷ୍ଟରେ ଦେଖାଯାଉଥିବା ହଳଦିଆ ରଙ୍ଗର ଅର୍ଥ କ’ଣ ?

  • ଗମନ କର 
  • ରହିଯାଅ 
  • ସତର୍କ ରୁହ 
  • କୌଣସିଟି ନୁହେଁ

କୌଣସିଟି ନୁହେଁ

#9. କିଏ ଭାରତର ମହିଳା ମହାକାଶଚାରୀ ଅଟନ୍ତି ?

  • ପିଟି ଉଷା 
  • କଳ୍ପନା ଚାୱଲା 
  • କିରଣ ବେଦୀ 
  • ବଚ୍ଛେନ୍ଦ୍ରୀ ପାଲ

କଳ୍ପନା ଚାୱଲା

#10. ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥା କିଏ ଅଟନ୍ତି ?

  • ପଞ୍ଚାୟତ ସମିତି 
  • ଏନ୍,ଏ,ସି, 
  • ମ୍ୟୁନିସିପାଲଟି 
  • ମହାନଗର ନିଗମ

ପଞ୍ଚାୟତ ସମିତି

#11. ଜେବ୍ରା କ୍ରସିଂ କେଉଁମାନଙ୍କ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ ଅଟେ ?

  • ପଦଚାରୀ 
  • ଡ୍ରାଇଭର 
  • ଜେବ୍ରା 
  • ସାଇକେଲ ଚାଳକ

 ପଦଚାରୀ

#12. କେଉଁଟି ଆମ ମୟୂରଭଞ୍ଜର ପଡୋଶୀ ଜିଲ୍ଲା ଅଟେ ?

  • ଭଦ୍ରକ 
  • କଟକ 
  • ସମ୍ବଲପୁର 
  • ମେଦିନୀପୁର

ମେଦିନୀପୁର

#13. ଷ୍ଟେଥୋସ୍କୋପ୍ କିଏ ବ୍ୟବହାର କରନ୍ତି ?

  • ପୋଲିସ
  • ଡାକ୍ତର 
  • ପୋଷ୍ଟମାଷ୍ଟର 
  • ବ୍ୟାଙ୍କ ମ୍ୟାନେଜର

 ଡାକ୍ତର

#14. କେତେ ବର୍ଷ ସର୍ବନିମ୍ନ ବୟସ ହେଲେ ଜଣେ ବ୍ୟକ୍ତି ସାଧାରଣ ନିର୍ବାଚନରେ ଭୋଟ ଦେଇପାରିବେ ?

  • ୧୪ ବର୍ଷ 
  • ୨୧ ବର୍ଷ 
  • ୧୮ ବର୍ଷ 
  • ୨୫ ବର୍ଷ

୧୮ ବର୍ଷ

#15. ଉଦ୍ଭିଦ କେଉଁ ସମୟରେ ଅମ୍ଳଜାନ ଛାଡେ ନାହିଁ ?

  • ଦିନରେ 
  • ରାତିରେ 
  • ସକାଳେ 
  • ସବୁବେଳେ

ରାତିରେ

#16. କେଉଁ ଉଦ୍ଭିଦଟି ଗୁଚ୍ଛମୂଳ ଅଟେ ?

  • ଆମ୍ବ 
  • ନିମ୍ବ 
  • କଲରା 
  • ଧାନ

ଧାନ

#17. କେଉଁଟି ଆମ ପରିପାକ କ୍ରିୟାର ଅଂଶ ଅଟେ ?

  • ଶିରା 
  • ଧମନୀ 
  • ଅନ୍ତନଳୀ 
  • ବୃକକ

ଅନ୍ତନଳୀ

#18. କେଉଁ ଗଛରେ ଫୁଲ ହୁଏ ନାହିଁ ?

  • ଆମ୍ବ 
  • ନଡ଼ିଆ 
  • କଦଳୀ 
  • ପଣସ

ପଣସ

#19. ଖରାପ ବା ଦୂଷିତ ଜଳ ପିଇଲେ କି ରୋଗ ହେବ ?

  • ଜ୍ୱର 
  • ଝାଡ଼ା 
  • ଏକଜିମା 
  • କାଶ ବା ଶ୍ଵାସ

 ଝାଡ଼ା

#20. ନିମ୍ନ ଲକ୍ଷଣ ମଧ୍ୟରୁ କେଉଁଟି ପ୍ରାଣୀ ଠାରେ ଦେଖାଯାଏ ନାହିଁ ?

  • ଖାଦ୍ୟ ଗ୍ରହଣ 
  • ଅଙ୍ଗାରକାମ୍ଳ ଗ୍ରହଣ 
  • ବଂଶବୃଦ୍ଧି 
  • ପ୍ରତିକ୍ରିୟା ପ୍ରକାଶ

 ଅଙ୍ଗାରକାମ୍ଳ ଗ୍ରହଣ

#21. ନିଜ ଚାରିପଟେ ପୃଥିବୀ ଘୂର୍ଣ୍ଣନର ଦିଗ କେଉଁଟି ?

  • ପଶ୍ଚିମରୁ ପୂର୍ବ 
  • ପୂର୍ବରୁ ପଶ୍ଚିମ 
  • ଉତ୍ତରରୁ ଦକ୍ଷିଣ 
  • ଦକ୍ଷିଣରୁ ଉତ୍ତର

 ପଶ୍ଚିମରୁ ପୂର୍ବ

#22. ବିଶ୍ବ ଜଳ ସଂରକ୍ଷଣ ଦିବସଟି ହେଉଛି ………..

  • ମେ ୨୨ 
  • ଜୁନ୍ ୨୩ 
  • ମାର୍ଚ୍ଚ ୨୨ 
  • ଅଗଷ୍ଟ ୧୫

ମାର୍ଚ୍ଚ ୨୨

#23. କେଉଁଟି ଜଳ ବିଶୋଧକ ନୁହେଁ ?

  • ଫିଟିକିରି 
  • ବ୍ଲିଚିଂ 
  • କ୍ଲେରିନ୍ 
  • ସର୍ଫଗୁଣ୍ଡ

 ସର୍ଫଗୁଣ୍ଡ

#24. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବସ୍ତୁର ଗୁଣକୁ ବୁଝାଏ ?

  • ରଙ୍ଗ 
  • ଖଦଡା 
  • ନରମ 
  • ଏ ସମସ୍ତ

ଏ ସମସ୍ତ

#25. ଯେଉଁ ନାଡି ଦେଇ ରକ୍ତ ପ୍ରବାହ ହୃତପିଣ୍ଡରୁ ଘଟେ ତାହା _ ଅଟେ।

  • ଶିରା 
  • ଧମନୀ 
  • ଅନ୍ତନଳୀ 
  • ଶ୍ଵାସ ନଳୀ

ଧମନୀ 

Bruti Exam Question Class 3

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Bruti Exam Question Class 3

Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

class 3 scholarship question test

QUIZ START

Related Article : 

Leave a Comment