Guess what? Odia GK is here and it’s just launched. Our mission is to make your journey through the syllabus fun, easy, and exciting!
We have prepared unique questions that will test your knowledge not only about current affairs but also various topics from history, science, math, and more. So let’s get started!!
This is it! The most comprehensive and the most accurate collection of top-notch Odia GK which will give you a good opportunity to ace your exam with ease.
To sum up, we are honored to have brought this exclusive test series for students who want to make their performance in exams better than that of their peers. So do try out our content before the upcoming examinations and see how good you get!
କାହିଁକି ପ୍ରସିଦ୍ଧ
ନ୍ୟୁୟର୍କ- ପୃଥିବୀର ଦ୍ଵିତୀୟ ବୃହତ୍ତମ ନଗରୀ
ମେକ୍ସିକୋ- ରୂପା ଉତ୍ପାଦନରେ ପୃଥିବୀରେ ପ୍ରଥମ
ଚିକାଗୋ- ମାଂସ ବ୍ୟବସାୟ କେନ୍ଦ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଦ୍ଵିତୀୟ ବୃହତ୍ତମ ନଗରୀ ଓ ପୃଥିବୀର ରେଳ ଜଙ୍କସନ
କାନାଡା- ଖବର କାଗଜ ଓ ଛପା କାଗଜ
ବୋଷ୍ଟନ- ପ୍ରଧାନ ସହର, ବନ୍ଦର ଓ ବାଣିଜ୍ୟ କେନ୍ଦ୍ର
ଚିଲି- ପୃଥିବୀର ବୃହତ୍ତମ କଫି ରପ୍ତାନୀ କେନ୍ଦ୍ର
ବାଙ୍ଗାଲୋର- କାର୍ପାସ୍, ପଶମ , ରେଳଡବା, ଉଡାଜାହାଜ, ଟେଲିଫୋନ ଶିଳ୍ପ
କାଣ୍ଡୀ- ଶ୍ରୀଲଙ୍କାର ଶୈଳ ନିବାସ
କରାଚି- ପାକିସ୍ତାନର ବୃହତ୍ତମ ନଗରୀ, ବନ୍ଦର, ବିମାନଘାଟି
ବିଶାଖାପାଟଣା- ବନ୍ଦର, ଜାହାଜ ଶିଳ୍ପ
ସିଙ୍ଗାପୁର- ସ୍ୱାଧୀନ ବନ୍ଦର
ଅମୃତସର- ଶିଖମାନଙ୍କର ତୀର୍ଥସ୍ଥାନ , କାର୍ପାସ ଓ ପଶମ ଶିଳ୍ପ
ଜାମସେଦପୁର- ଲୌହ, ଇସ୍ପାତ, ସାର, ମଟରଗାଡ଼ି ଓ ଇଞ୍ଜିନକଳ
କାନପୁର- କର୍ପାସ୍, ଝୋଟ, ପଶମ, ଚମଡ଼ା, ଚିନି ଓ ଉଡାଜାହାଜ ଶିଳ୍ପ
ଗୋପାଳପୁର- କ୍ଷୁଦ୍ରବନ୍ଦର, ସ୍ୱାସ୍ଥ୍ୟକର ସ୍ଥାନ
ନେପାନଗର- ଟିଣ ଖଣି
ଦାର୍ଜିଲିଂ- ଶୈଳନିବାସ
କପିଳବସ୍ତୁ- ନେପାଳର ତୋରାଇ ଅଞ୍ଚଳରେ ଅବସ୍ଥିତ ବୁଦ୍ଧଦେବଙ୍କ ଜନ୍ମସ୍ଥାନ
ବଳିଭିଆ- ଟିଣ ଖଣି
ଚିଲ୍ଲ, ପେରୁ- ତମ୍ବା ଖଣି
ଜୋହାନ୍ସବର୍ଗ- ଦକ୍ଷିଣ ଆଫ୍ରିକାର ମରୁଭୂମି
ବମ୍ବେ- ପ୍ରଧାନ ଯାତ୍ରୀ ବନ୍ଦର, ତୈଳ ବିଶୋଧନ, କର୍ପାସ, କାଚ ମଟରଗାଡ଼ି ବନସ୍ପତି
ଯଶିପୁର, କୋଟପାଡ଼- ଚିନାମାଟି
ଜାମାଇକା- କଦଳୀଚାଷ
ଡିଟ୍ରିଏଟ- ମଟରଗାଡି କାରଖାନା
ସାଂଘାଇ- ପୃଥିବୀର ବୃହତ୍ତମ ନଗର ଓ ଚୀନର ବୃହତ୍ତମ ବନ୍ଦର
ମାର୍ଟାଡି- ଜଆଇଅାର ପ୍ରଧାନ ବନ୍ଦର
ଦିଗବୋଇ- ଖଣିଜ ବନ୍ଦର
ପ୍ରିଟୋରିଆ- ପୃଥିବୀର ବିଖ୍ୟାତ ହୀରାଖଣି
ତାଳଚେର- କୋଇଲାଖଣି, ସାରକାରଖାନା , ତାପଜ ବିଦ୍ୟୁତ କେନ୍ଦ୍ର
ସିଡନୀ- ଅଷ୍ଟ୍ରେଲିଆର ବୃହତ୍ତମ ନଗରୀ
ସୁଏଜ – ସୁଏଜ କେନାଲର ଦକ୍ଷିଣପ୍ରାନ୍ତର ବନ୍ଦର
ଆବଢ଼ା- ପୃଥିବୀର ବୃହତ୍ତମ ଆଲୁମିନିୟମ କାରଖାନା
ଆଗ୍ରା- ତାଜମହଲ, ପଶମ ଓ କାଠଶିଳ୍ପ
ଗୁଣ୍ଡୁର- ଘିଅ ଓ କାଚ ଶିଳ୍ପ
କୋଣାର୍କ- ସୂର୍ଯ୍ୟମନ୍ଦିର
ଚୌଦ୍ୱାର- ଲୁଗା କାରଖାନା
କ୍ୟୁବା- ଆଖୁଚାଷ
ଦୈତାରୀ- ଲୁହାପଥର ଖଣି
ସୁକିନ୍ଦା- ନିକେଲ୍ କାରଖାନା
ବଡ଼ବିଲ- କଳିଙ୍ଗ ଲୁହା କାରଖାନା
ଧାନମଣ୍ଡଳ- ଝୋଟକଳ
କନିକା, ଟିକରପଡ଼ା – କୁମ୍ଭୀର ପାଳନ କେନ୍ଦ୍ର
ମୟୂରଭଞ୍ଜ- ଟସର ଓ ରେଶମ ଲୁଗା
ରାଇରଙ୍ଗପୁର- ଶାଳମଞ୍ଜୀ ତେଲ କାରଖାନା
ରାୟଗଡ଼ା- ଚିନି, କାଗଜ ଓ ଫେରୋ ମାଙ୍ଗାନିଜ କାରଖାନା
ବେଲପାହାଡ଼- ଅଗ୍ନି ନିରୋଧକ ମୃତ୍ତିକା
କଟକ- ତାରକସି କାମ
ସିମିଳିପାହାଡ଼ – ଜାତୀୟ ଉଦ୍ୟାନ
ଚିଲ୍ଲୀ- ତମ୍ବା ତରଲା କାରଖାନା
ଚିଟାଗଞ୍ଜ- ବଙ୍ଗଳା ଦେଶର ପ୍ରଧାନ ବନ୍ଦର
କେପଟାଉନ – ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ବନ୍ଦର
ଆସ୍ୱାନ- ନୀଳନଦୀର ନଦୀବନ୍ଧ ଯୋଜନା
ବୋକାରୋ- କୋଇଲାଖଣି , ଲୌହ ଇସ୍ପାତ ଶିଳ୍ପ
କୋଲାର- ସୁନାଖଣି
କୋଏମ୍ବାଟର – ଚିନି ଓ କାର୍ପାସ ଶିଳ୍ପ
ଡାରେଏମସାଲେସ – ତାଞ୍ଜାନିଆର ରାଜଧାନୀ ଓ ପ୍ରଧାନ ବନ୍ଦର
ବାନ୍ଦୁ- ଇଣ୍ଡୋନେସିଆର ପ୍ରଧାନ ବନ୍ଦର
ଆଟାକାମା – ନାଇଟେଟ୍ ସାର
ମେଲବର୍ଣ୍ଣ- ଦ୍ଵିତୀୟ ପ୍ରଧାନ ସହର
କିମ୍ଵରଲି ପ୍ରିଟୋରିଆ – ହୀରାଖଣି
ଭିକ୍ଟୋରିଆ- ଅଷ୍ଟ୍ରେଲିଆର ଶିଳ୍ପାଞ୍ଚଳ
ପେନସିଲ ଭେନିଆ- କୋଇଲା ଖଣି
ପାନା- ହୀରା
ପୋର୍ଟ ସୟେଦ- ସୁଏଜ କେନାଲର ଉତ୍ତର ପ୍ରାନ୍ତର ବନ୍ଦର
ପିମ୍ପିରି- ପେନସିଲିନ କାରଖାନା
ଜିରାବୋଇ- ଖଣିଜ ତୈଳ
କୋଲିୟସ୍କ- ଗ୍ରେଟ୍ ଡିଭାଇଡିଂ ରେଞ୍ଜର ସର୍ବୋଚ୍ଚ ଶୃଙ୍ଗ
ରାୟଗଡ଼ା- କାଗଜ କାରଖାନା
ନୀଳଗିରି- ପଥର ବାସନ
ସମ୍ବଲପୁର ଓ ତିଗିରିଆ- ତନ୍ତଲୁଗା
ଭୁବନେଶ୍ୱର- ରାଜଧାନୀ ଓ ଲିଙ୍ଗରାଜ ମନ୍ଦିର
ମଞ୍ଚେଶ୍ୱର- ରେଳଡ଼ବା କାରଖାନା
ହୀରାକୁଦ- ଆଲୁମିନିୟମ କାରଖାନା
ଭୋଗରାଇ- ସପମଶିଣା
ବୀରମିତ୍ରପୁର- ଚୂନ ପଥର
କାରାକସା- ଭେନ୍ ଏଲାର ପ୍ରଧାନ ଶିଳ୍ପକେନ୍ଦ୍ର
ପିପିଲି- ଚାନ୍ଦୁଆ
ସୁନାବେଢ଼ା- ମିଗ୍ ବିମାନ କାରଖାନା
ରେମୁଣା, ଭଟିମୁଣ୍ଡା, ଭୁବନ, କଣ୍ଟିଲୋ – କଂସା ପିତ୍ତଳ ବାସନ
ଉଇନପେଗ୍ – ଗହମ ସଂଗ୍ରହ କେନ୍ଦ୍ର ( କାନାଡା)
ଆସ୍କା, ବରଗଡ଼, ରାୟଗଡ଼ା- ଚିନି କାରଖାନା
ରାଉରକେଲା- ଇସ୍ପାତ କାରଖାନା
ସାଣ୍ଟିଆଗୋ,ଭଲପାଇରାସୋ – ଚିଲିର ଶିଳ୍ପକେନ୍ଦ୍ର
ପ୍ରଗତି ପଥେ ସର୍ବପ୍ରଥମ ଭାରତୀୟ ନାରୀ
ଦିଲ୍ଲୀ ଅଧିଶ୍ୱରୀ- ରେଜୀୟା ବେଗମ୍
ପ୍ରଧାନମନ୍ତ୍ରୀ- ସ୍ବର୍ଗତ ଶ୍ରୀମତୀ ଇନ୍ଦିରାଗାନ୍ଧୀ
ପ୍ରଥମ ନାରୀ ମନ୍ତ୍ରୀ ଜାତିସଂଘର ସଭାପତି- (୧୯୫୩- ୫୪) ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ
ରାଷ୍ଟ୍ରଦୂତ- ଶ୍ରୀମତୀ ସି. ବି. ମୂଥାମ୍ମା
କଂଗ୍ରେସ ସଭାପତି – ଅାନିବେସାନ୍ତ
ରାଜ୍ୟପାଳିକା – ସରୋଜିନୀ ନାଇଡୁ
କେନ୍ଦ୍ରରେ ପ୍ରଥମ ମନ୍ତ୍ରୀ- ରାଜକୁମାରୀ ଅମୃତ କାଉଲ
ରାଜ୍ୟ ମୁଖ୍ୟମନ୍ତ୍ରୀ- ଶ୍ରୀମତୀ ସୁଚେତା କୃପାଳିନୀ ( U.P.)
ବିଧାନସଭା ବାଚସ୍ପତି- ଶ୍ରୀମତୀ ସାନ୍ମୋଦେବୀ
ବାଚସ୍ପତି- ଶ୍ରୀମତୀ ସାନ୍ମୋଦେବୀ
ବିଶ୍ଵ ସୁନ୍ଦରୀ- ରୀତା ଫରିଆ
ଏଭରେଷ୍ଟ ଶୃଙ୍ଗ ବିଜେତା- ବଚେନ୍ଦ୍ର ପାଲ୍
ଡାକ୍ତର- କାଦମ୍ବିନୀ ଠାକୁର
ହାଇକୋର୍ଟ ଜର୍ଜ- ଶ୍ରୀମତୀ ଆନାଚଣ୍ଡୀ (କେରଳ)
ଏମ୍.ଏ. ପାସ୍- ଚନ୍ଦ୍ରମୁଖୀ ବୋଷ
ଭାରତର ପ୍ରଥମ ମହିଳା ରାଜଦୂତ- ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ
ଉପକୁଳପତି- ହଁସା ମେହେଟ୍ଟା
ଡି. ଏସ୍. ପି- ଶ୍ରୀମତୀ ଶକୁନ୍ତଳା ବଶିଷ୍ଟ
ଇଞ୍ଜିନିୟର- ଶ୍ରୀମତୀ ଏସ. ଲଳିତା
ଭାରତୀୟ ନୌସେନାର କମାଣ୍ଡର- ଡାକ୍ତର ବାବରା ଘୋଷ
ଭାରତୀୟ ସେନାର ମେଜର- ଡାକ୍ତର ମେରିପୁନମ୍ ହେକୋନ
ଭାରତର ପ୍ରଥମ ମହିଳା ବ୍ୟାଙ୍କ୍ ମ୍ୟାନଜର- ସାନ୍ତା କୁମାରୀ
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ବିଚାରପତି- ଶ୍ରୀମତୀ ମୀରା ସାହୀବ ଫତିମା ବିବି
କାହାକୁ କହନ୍ତି
ପୃଥିବୀର ଛାତ- ପାମିର ମାଲଭୂମି
ନଦୀବିହୀନ ଦେଶ -ପ୍ରେରୀ
ପର୍ବତମୟ ଦେଶ-ପାଲେଷ୍ଟାଇନ
ସର୍ପଶୂନ୍ୟ ଦେଶ-ଆୟାର୍ଲାଣ୍ଡ
ଦାସତ୍ୱର ଦେଶ-ମିଶର
ତମ୍ବାର ଦେଶ-ସାଇପ୍ରସ
ଧଳାହାତୀର ଦେଶ-ଥାଇଲାଣ୍ଡ
ଗୋଲାପଫୁଲର ଦେଶ-
ବୁଲଗେରିଆ
ରଙ୍ଗୀନ ସହର-ନିଉୟର୍କ
ଶ୍ଵେତ ମନୁଷ୍ୟର ସମାଧି-ଆଫ୍ରିକାର ଗିନିଆ ଉପକୂଳ
ପବିତ୍ର ରାଜ୍ୟ-ପାଲେଷ୍ଟାଇନ
ଚୀନ୍ ଦେଶର ଗଙ୍ଗା- ୟାଂସିକିୟାଂ ନଦୀ
ଚୀନର ଦୁଃଖ- ହୋୟାଂହୋ
ପାଗୋଡା ଦେଶ-ବ୍ରହ୍ମଦେଶ
ସନ୍ନ୍ୟାସୀ ଦେଶ-କୋରିଆ
ମନ୍ଦିରମୟ ନଗରୀ-ବନାରସ
କର୍ପୂର ଦ୍ଵୀପ-ତାଇୱାନ ( ଫର୍ମୋଜା)
ବଙ୍ଗଳାର ଦୁଃଖ-ଦାମୋଦର ନଦୀ
ନିସ୍ତବ୍ଧ ସହର-ଭେନିସ
ଚିର ବସନ୍ତର ଦେଶ-ଇକ୍ବେଡ଼ର୍
ବିଳାସମୟୀ ନଗରୀ-ପାରିସ୍
ପଞ୍ଚନଦୀର ଦେଶ-ପଞ୍ଜାବ
ସୂର୍ଯ୍ୟୋଦୟର ଦେଶ- ଜାପାନ
ଅଭାବପୂର୍ଣ୍ଣ ଅଞ୍ଚଳ-ତୁନ୍ଦ୍ରା ଅଞ୍ଚଳ
ବର୍ଦ୍ଧିଷ୍ଣୁ ଅଂଚଳ-ଭୂମଧ୍ୟସାଗରୀୟ ଅଞ୍ଚଳ
ପ୍ରାଚ୍ୟର ଜିବ୍ରାଲଟର -ସିଙ୍ଗାପୁର
ଖଜୁରିକୋଳିର ଦେଶ-ଆରବ
ଗୁଆ ଦ୍ଵୀପ-ପୋନାଙ୍ଗ
ରୁଷିଆର ଶସ୍ୟ ଭଣ୍ଡାର-ୟୁକ୍ରେନ
ଚାରି F’ ର ରାଜ୍ୟ-ନରୱେ
ବହୁ ଦ୍ୱୀପର ଦେଶ-ଇଣ୍ଡୋନେସିଆ
ନୂତନ ମହାଦେଶର ଲଣ୍ଡନ-ନିଉୟର୍କ
ଜାପାନର ଭାତହାଣ୍ଡି-ଓସାକା
ସପ୍ତ ପ୍ରାଚୀରର ଦେଶ-ବାହାରିନ
କଙ୍ଗାରୁର ଦେଶ-ଅଷ୍ଟ୍ରେଲିଆ
ଇଗାଲ ଦେଶ-ଆଲବେନିଆ
କେନାଲର ଦେଶ-ପାକିସ୍ତାନ
କଳା ସହର-ଜୋହାନସ ବର୍ଗ
ଶ୍ୱେତାଙ୍ଗମାନଙ୍କ କବର-ଗିନିଦେଶର ଉପକୂଳ
ଶ୍ଵେତ ହସ୍ତୀର ଦେଶ-ଥାଇଲାଣ୍ଡ
ପ୍ରାଚ୍ୟର ମୁକ୍ତା-ହଂକଂ
ହେଙ୍ଗୁର ଦେଶ-ଆଫଗାନିସ୍ତାନ
ଆନ୍ତର୍ଜାତିକ ନଦୀ-ଦାନିୟୁବ୍
ତରୁଣ ଦେଶ-ବ୍ରାଜିଲ
ବଜ୍ରବିଦ୍ୟୁତର ରାଜ୍ୟ-ଭୁଟାନ
ଗୋପାଳର ଦେଶ-ଡେନମାର୍କ
ପବନ ଚକିର ଦେଶ-ହଲାଣ୍ଡ
ଆରବ ସାଗର ରାଣୀ-କୋଟନ ବନ୍ଦର
ସ୍ୱପ୍ନଚୂଡ଼ା ନଗରୀ-ଆକସଫୋଡ଼
ୟୁରୋପର ରୋଗୀ-ତୁର୍କୀ
ମୋଟର ଗାଡ଼ିର ସହର-ଡିଟ୍ରୀୟସ
ଇଂଲଣ୍ଡର ଉଦ୍ୟାନ-କେଣ୍ଟ
ମରୁଭୂମିର ଜାହାଜ-ଓଟ
ଚିରନ୍ତନ ନଗରୀ-ରୋମ
ରୋଗଗ୍ରସ୍ଥ ସ୍ଥାନ-ହିରୋସୀମା
ସୂର୍ଯ୍ୟାସ୍ତର ଦେଶ-ଋଷିଆ
ଆଫ୍ରିକାର ପିଠାଝୁଡି-ଇଥିପିଆ
ନିଷିଦ୍ଧ ନଗରୀ-ଲାସା
ମାର୍ବଲ ପ୍ରସ୍ତରର ଦେଶ-ଇଟାଲୀ
ଆଫିକାର ଶୃଙ୍ଗ-ସୋମାଲିଆ
ଦକ୍ଷିଣର ରାଣୀ- ସିଡନି
ନୀଳ ନଦୀର ଦାନ- ମିଶର
ଖବର କାଗଜର ଦ୍ଵୀପ- ନିଉଫାଉଣ୍ଡଲାଣ୍ଡ
ପ୍ରସାଦମୟୀ ନଗରୀ- କଲିକତା
ଲବଙ୍ଗ ଦ୍ଵୀପ-ଜାଞ୍ଜିବର
ଚିର ସବୁଜର ଭୂମି- ନାଟାଲ
ଭାରତର ସୂଚୀପତ୍ର- ହିମାଳୟ
ପୃଥିବୀର ଫୁସଫୁସ୍- ଆମାଜନ୍ ନଦୀକୂଳ ଜଙ୍ଗଲ
ସହସ୍ର ହ୍ରଦର ଦେଶ- ଫିନଲାଣ୍ଡ
ନାହିଁ ନାହିଁର ଦେଶ- ମେରୁ ଅଞ୍ଚଳ
କଫିଘର-ବ୍ରାଜିଲ
ପବିତ୍ର ପର୍ବତ-ଫୁଜିଆମା
କାନାଡ଼ାର ବିସ୍ମୟ ପ୍ରଦେଶ- କଲମ୍ବିଆ
ଭୂମଧ୍ୟ ସାଗରର ଚାବି- ଜିବ୍ରାଲଟର
ସପ୍ତ ପାହାଡ଼ ଦେଶ- ରୋମ
ବଜ୍ରପାତର ଦେଶ- ଜାପାନ
ନିଶୀଥ ସୂର୍ଯ୍ୟର ଦେଶ- ନରୱେ
ପୃଥିବୀର ଚିନିପାତ୍ର-କ୍ୟୁବା
ମୁକ୍ତାର ଦ୍ଵୀପ-ବାହେରୀନ୍
ୟୁରୋପର ଫଳ ବଗିଚା-ଇଟାଲୀ
କଷ୍ଟମୟ ଅଞ୍ଚଳ-ଟାଇଗା ଅଞ୍ଚଳ
ଘନ କୁହୁଡିର ଦେଶ- ନିଉଫାଉଣ୍ଡଲାଣ୍ଡ
ବତାସର ଘର- ଭୋଷ୍ଟକ
ମସଲା ଦ୍ଵୀପ-ମାଲକାମ ଦ୍ଵୀପପୁଞ୍ଜ
ଅନନ୍ତ ସହର- ରୋମ
ଉଦ୍ୟାନର ମାଳୀ-ଚୀନର କୃଷକ
ତମସାଛନ୍ନ ମହାଦେଶ-ଆଫ୍ରିକା
ସନ୍ୟାସ ଦେଶ- କୋରିଆ
ଦୂର୍ବଳତାର ଅଞ୍ଚଳ-ବିଷୁବମଣ୍ଡଳୀୟ ଅରଣ୍ୟ
ପର୍ଯ୍ୟଟକର ସ୍ବର୍ଗ- ହାୱାଇ ଦ୍ଵୀପପୁଞ୍ଜ
ଭାରତର ଦ୍ଵାର- ବମ୍ବେ
କାଠ ଓ କାଗଜର ଦେଶ- କାନାଡା
ବାୟୁ ନଗରୀ- ଚିକାଗୋ
ଶିକାରୀର ସ୍ବର୍ଗ- ସାଭାନା
ତଳତେଲର ଦେଶ- ନାଇଜେରିଆ
ପ୍ରାକୃତିକ ପଶୁଶାଳା- ସୁଦାନ
ପାତାଳ ଦେଶ- ନେଦରଲ୍ୟାଣ୍ଡ
ଋଷି ରାଜ୍ୟ- କୋରିଆ
ବଜ୍ରପାତର ଦେଶ- ଜାପାନ
ଲୋତକର ଦ୍ଵାର-ବାମେଲ ମାଣ୍ଡବ ପ୍ରଣାଳୀ
ତାରକା ଦେଶ- ଆମେରିକା
କାନାଡ଼ାର ବିସ୍ମୟ ପ୍ରଦେଶ- କଲମ୍ବିଆ
ସ୍ଵର୍ଣ୍ଣ ସହର- ଜୋହାନସବର୍ଗ
ସ୍ଵର୍ଣ୍ଣ ଶୃଙ୍ଗ- ଇସ୍ତାନବୁଲ୍
ଚିର ସବୁଜର ଭୂମୀ – ନାଟାଲ
ତୁଷାର ଜନନୀ- ଫୁଜୀୟାମା
ଭାରତର ଚାବି- ହେରାଟ
ଦ୍ଵୀପ ମହାଦେଶ- ଅଷ୍ଟ୍ରେଲିଆ
ସାଗରର କୃଷକ- ଜାପାନର ଅଧିବାସୀ
ପୀତନଦୀ- ହୋୟାଂହୋ
ପବିତ୍ର ରାଜ୍ୟ- ପାଲେଷ୍ଟାଇନ
ଭୂସ୍ୱର୍ଗ – କାଶ୍ମୀର
ମର୍ତ୍ତ୍ୟର ନନ୍ଦନକାନନ- ଡାମାସ୍କସ