Application for Reopening Bank Account in Odia : If you are experiencing difficulties with your current bank account, or would like to open a new one, please visit our website for more information. You can find all the necessary forms and instructions there, and our team will be happy to assist you. Thank you for your patience as we work to address all your banking needs.
Application for Reopening Bank Account in Odia
ବନ୍ଦ ବ୍ୟାଙ୍କ ବହି କାର୍ଯ୍ୟକାରୀ କରିବା ନିମନ୍ତେ ଦରଖାସ୍ତ l
To
The Branch Manager
State Bank of India.
Subject: Request for reopen Bank Account
Reference : – XXXXXXXXX (A/c No.)
Dear Sir,
This is Jobalert 360. I am a bank saving account holder in your branch. My bank account no. :- 128722637738 which has present status as inactive as there has not been any transaction for the last one year.
I want to Reactivate my account may Please be Reopen so that I can perform bank transaction again.
I am enclosing the KYC duly fiied in and signed and cerified xerox copy of PAN Card and AAdhaar Card for doing the needful.
Thanking you
Regards
Signature
ମାନନୀୟ,
ଶ୍ରୀଯୁକ୍ତ/ ଶ୍ରୀମତୀ ବ୍ୟାଙ୍କ
ମ୍ୟାନେଜର, ——-ବ୍ୟାଙ୍କ
————-
ବିଷୟ: ବନ୍ଦ ବ୍ୟାଙ୍କ ବହି କାର୍ଯ୍ୟକାରୀ କରିବା ନିମନ୍ତେ ନିବେଦନ
ମହାଶୟ/ ମହାଶୟା ,
ନିବେଦନର ଅଭିପ୍ରାୟ ଏହିକି ଯେ ମୁଁ————
————— ବ୍ୟାଙ୍କର ଜଣେ ଜମାକାରୀ ଅଟେ l ମୋର ବ୍ୟାଙ୍କ ଆକାଉଣ୍ଟ ନମ୍ବର—————- ଅଟେ l ପ୍ରାୟ————– ହେଲାଣି ମୋ ଆକାଉଣ୍ଟରୁ କୌଣସି ଟଙ୍କା ଉଠାଯାଇନାହିଁ କି ଜମା ମଧ୍ୟ କରାଯାଇନାହିଁ l ମୁଁ———————– ଟଙ୍କା ଉଠାଇବାକୁ ଯାଇଥିଲି କିନ୍ତୁ ବ୍ୟାଙ୍କ ଅଧ୍ୟକ୍ଷ ମୋତେ କହିଲେ କି ମୋର ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି l ଏଣୁ ମୋତେ ମୋର ବ୍ୟାଙ୍କ ବହିଟିକୁ ପୁନଶ୍ଚ କାର୍ଯ୍ୟକାରୀ କରିବାକୁ ହେବ l
ଏଣୁ ସବିନୟ ଅନୁରୋଧ କରେକି ଆପଣ ଦୟାପରବଶ ହୋଇ ମୋର ବ୍ୟାଙ୍କ ବହିଟିକୁ କାର୍ଯ୍ୟକାରୀ କରାଇଦେଲେ ମୁଁ ଆପଣଙ୍କ ନିକଟରେ ଚିରୋପକୃତ ହେବି l
ଇତି
ଆପଣଙ୍କର ବିଶ୍ୱସ୍ତ
ନାମ-
ସ୍ଥାନ-
ତାରିଖ-
Leave Application Format for Employee | Click Here` |