Political Science Chapter 1: Introduction to Democracy | ଗଣତନ୍ତ୍ର

Facebook
Telegram
WhatsApp
LinkedIn

Explore the fundamentals of democracy in Chapter 1 of Political Science. Learn about the key concepts, principles, and significance of ଗଣତନ୍ତ୍ର (Democracy) in shaping governance and society. Ideal for students and enthusiasts seeking a comprehensive understanding of democratic systems.

+2 Poltical Science
Chapter -1
Subject : ଗଣତନ୍ତ୍ର

1. ଗଣତନ୍ତ୍ରର ଇଂରାଜୀ ପ୍ରତିଶବ୍ଦ ହେଉଛି —–?
A. ସରକାର
B.ଡ଼ିମୋକ୍ରେସୀ
C. ସାଂସଦ
D. ବିଧାନସଭା
Ans : B.ଡ଼ିମୋକ୍ରେସୀ
2. ଗଣତନ୍ତ୍ର ରେ “ଡିମୋସ ” ଶବ୍ଦର ଅର୍ଥ ହେଉଛି —–?
A.କ୍ଷମତା
B. ଲୋକ
C. ଶାସନ
D. କୌଣସିଟି ନୁହେଁ
Ans :B. ଲୋକ
3. ଗଣତନ୍ତ୍ର ରେ “କ୍ରାସିଆ ” ଶବ୍ଦର ଅର୍ଥ ହେଉଛି —–?
A. କ୍ଷମତା
B. ଲୋକ
C. ଶାସନ
D. କୌଣସିଟି ନୁହେଁ
Ans :A. କ୍ଷମତା
4. Demos + kratia = ?
A. ସରକାର
B.ଡ଼ିମୋକ୍ରେସୀ
C. ସାଂସଦ
D. ବିଧାନସଭା
Ans : B.ଡ଼ିମୋକ୍ରେସୀ
5. ଡେମୋକ୍ରେସି ଶବ୍ଦଟି ଦୁଇଟି —- ଶବ୍ଦରୁ ଆନୀତ ?
A. ଫ୍ରାନ୍ସ
B. ଗ୍ରୀସ
C. ଜାପାନ
D. କାନାଡ଼ା
Ans :B. ଗ୍ରୀସ
6. —- ହେଉଛି ଏକ ସରକାର ଯେଉଁଥିରେ ଲୋକମାନେ ଵା ଜନସାଧାରଣ ହେଉଛନ୍ତି ସବୋଚ ଶାସନ କର୍ତ୍ତା ?
A. ସରକାର
B. ଗଣତନ୍ତ୍ର
C. ସାଂସଦ
D. ବିଧାନସଭା
Ans :B. ଗଣତନ୍ତ୍ର
7. —– କ ମତରେ ଗଣତନ୍ତ୍ର ଜନତାର ବାଣୀକୁ ଇଶ୍ଵରଙ୍କ ବାଣୀ ସହ ସମାନ ବୋଲି ବିବେଚନା କରାଯାଏ ?
A. ରୋଷୋ
B. ଡାଇସୀ
C. ଅବ୍ରାହମ ଲିଙ୍କନ
D. ଅରିଷ୍ଟାଟଲ
Ans :A. ରୋଷୋ
8. —- କ ମତରେ ଗଣତନ୍ତ୍ର ହେଉଛି ଏକ ସରକାର ଯେଉଁଠି ପ୍ରତେକଙ୍କର ଭାଗ ରହିଛି ?
A.ସିଲି
B. ଡାଇସୀ
C. ଅବ୍ରାହମ ଲିଙ୍କନ
D. ଅରିଷ୍ଟାଟଲ
Ans : A.ସିଲି
9. —- ଙ୍କ ମତରେ ଗଣତନ୍ତ୍ର ହେଉଛି ସରକାରଙ୍କ ଏକ ରୂପ ଯେଉଁଥିରେ ଶାସକଗୋଷ୍ଟି ତୁଳନାତ୍ମକ ଭାବେ ସମୁଦାୟ ଜନସଂଖ୍ୟାର ବହୁଳାଂଶ କୁ ନେଇ ଗଠିତ ?
A.. ଋଷୁ
B. ଡାଇସୀ
C. ଅବ୍ରାହମ ଲିଙ୍କନ
D. ଅରିଷ୍ଟାଟଲ
Ans :B. ଡାଇସୀ
10. ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି କିଏ ?
A.. ଋଷୁ
B. ଫାଗେଟ
C. ଅବ୍ରାହମ ଲିଙ୍କନ
D. ଅରିଷ୍ଟାଟଲ
Ans :. ଅବ୍ରାହମ ଲିଙ୍କନ
11. —- ଙ୍କ ମତରେ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କପାଇଁ ଉଦିଷ୍ଟ ସରକାର ?
A.. ଋଷୁ
B. ଫାଗେଟ
C. ଅବ୍ରାହମ ଲିଙ୍କନ
D. ଅରିଷ୍ଟାଟଲ
Ans :. ଅବ୍ରାହମ ଲିଙ୍କନ
12. —— ଙ୍କ ମତରେ ଗଣତନ୍ତ୍ର ଏକ ସୁସ୍ଥ ସ୍ୱାଭାବିକ ଓ ଉତ୍ତମ ଶାସନ ବ୍ୟବସ୍ଥା ନୁହେଁ ?
A.. ଋଷୁ
B. ଫାଗେଟ
C. ଅବ୍ରହାମ ଲିଙ୍କନ
D. ଅରିଷ୍ଟାଟଲ
Ans :D. ଅରିଷ୍ଟାଟଲ
13. —- ମତରେ ଗଣତନ୍ତ୍ର ହେଉଛି ଅଯୋଗ୍ୟତାର ଶାସନ ?
A. ଋଷୁ
B. ଫାଗେଟ
C. ଅବ୍ରହାମ ଲିଙ୍କନ
D. ଅରିଷ୍ଟାଟଲ
Ans :B. ଫାଗେଟ
14. —– ମସିହାରେ ଆମେରିକାରେ ସ୍ୱାଧୀନତା ଘୋଷଣା ହୋଇଥିଲା ?
A..1688
B.1789
C.1776
D.1709
Ans :C. 1776
15. —- ମସିହାରେ ଫରାସୀ ରାଷ୍ଟ୍ର ବିପ୍ଳବ ହୋଇଥିଲା ?
A..1688
B.1789
C.1776
D.1709
Ans :B. 1789
16. ଗଣତାନ୍ତ୍ର — ଟି ମୁଖ୍ୟ ଖମ୍ବ ଉପରେ ଦଣ୍ଡାୟମାନ ?
A.ଏକ
B. ପାଞ୍ଚ
C. ଚାରି
D. ଛଅ
Ans :D. ଛଅ
17. ଛ ଟି ଖମ୍ବ ହେଉଛି ଆଇନ, ସ୍ୱତନ୍ତ୍ରତା, ସମାନତା, ଅଧିକାର, ନ୍ୟାୟ, ଓ —-
A. ଆଇନ
B. ସ୍ୱତନ୍ତ୍ରତା
C. ସମାନତା
D. ଭ୍ରାତୃଭାବ
Ans :D. ଭ୍ରାତୃଭାବ
18. ଖ୍ରୀଷ୍ଟାପୂର୍ବ —- ଶତାବ୍ଦୀରେ ଗଣତନ୍ତ୍ର ପଦଟି ସୃଷ୍ଟି ହୋଇଥିଲା ?
A.5ମ
B. 10 ମ୍
C.6 ମ୍
D.3 ମ୍
Ans:A. 5ମ

19. —– ମସିହାରେ ଇଂଲଣ୍ଡ ରେ ଗୌରବମୟ ବିପ୍ଳବ ହୋଇଥିଲା ?
A.1688
B.1789
C.1776
D.1709
Ans :A. 1688
20. ଗଣତନ୍ତ୍ର —- ପ୍ରକାର ?
A.ଏକ
B. ପାଞ୍ଚ
C. ଚାରି
D. ଦୁଇ
Ans :D. ଦୁଇ
21. ପ୍ରତ୍ୟକ୍ଷ ଗଣତନ୍ତ୍ରକୁ ମଧ୍ୟ କଣ କୁହାଯାଏ ?
A. ପ୍ରତ୍ୟକ୍ଷ
B. ପରୋକ୍ଷ
C. ପ୍ରତିନିଧିମୂଳକ
D. ବିଶୁଦ୍ଧ
Ans :D. ବିଶୁଦ୍ଧ
22. —– ଦେଶର ନଗର ରାଷ୍ଟ୍ରମାନଙ୍କରେ ବିଶୁଦ୍ଧ ଗଣତନ୍ତ୍ର କାର୍ଯ୍ୟ କରୁଥିଲା ?
A. ଗ୍ରୀସ
B ଆମେରିକ
C. ଜାପାନ
D. ଫ୍ରାନ୍ସ
Ans :A. ଗ୍ରୀସ
23. ସ୍ୱିଜରଲାଣ୍ଡର କେତେକ କଣ୍ଟନରେ —– ଗଣତନ୍ତ୍ର ପ୍ରଚଳିତ ?
A.. ପ୍ରତ୍ୟକ୍ଷ
B. ପରୋକ୍ଷ
C. ପ୍ରତିନିଧିମୂଳକ
D. ଲାଣ୍ଡମ୍ୟାନ
Ans :A.. ପ୍ରତ୍ୟକ୍ଷ
24. ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ଓ ଅଷ୍ଟ୍ରଳୀୟ ରେ ମଧ୍ୟ୍ୟ —– ଗଣତନ୍ତ୍ର ପ୍ରଚଳିତ ?
A.. ପ୍ରତ୍ୟକ୍ଷ
B. ପରୋକ୍ଷ
C. ପ୍ରତିନିଧିମୂଳକ
D. ଲାଣ୍ଡମ୍ୟାନ
Ans :A.. ପ୍ରତ୍ୟକ୍ଷ
25. ପ୍ରତ୍ୟକ୍ଷ ଗଣତନ୍ତ୍ର କୁ —- ଭାଗରେ ବିଭକ୍ତ କରାଯାଇଛି ?
A.ଏକ
B. ପାଞ୍ଚ
C. ଚାରି
D. ଦୁଇ
Ans :D. ଦୁଇ
26. —- ହେଉଛି ବିଶୁଦ୍ଧ ଗଣତନ୍ତ୍ରର ଏକ ପରିପୂର୍ଣ ?
A.ଗଣମତ
B. ଗଣଉଦ୍ୟୋଗ
C. ପ୍ରତ୍ୟାହାର
D. ମୁକ୍ତାକାଶ
Ans :D. ମୁକ୍ତାକାଶ
27. ବ୍ୟବସ୍ଥାପିକ ଦ୍ୱାରା ପ୍ରଣୀତ ଆଇନକୁ ମାତାଦାତାମାନଙ୍କ ବିଚାର ନିମନ୍ତେ ପ୍ରେରଣ କରି ତାଙ୍କର ମତଦାତା ଲୋଡ଼ିବାକୁ —— କୁହାଯାଏ ?
A.ଗଣମତ
B. ଗଣଉଦ୍ୟୋଗ
C. ପ୍ରତ୍ୟାହାର
D. ମୁକ୍ତାକାଶ
Ans : A.ଗଣମତ
28. ସ୍ୱିଜରଲାଣ୍ଡରେ —– ପ୍ରକାର ଗଣତନ୍ତ୍ର ପରିଚାଳିତ ହୋଇଥାଏ ?
A.. ପ୍ରତ୍ୟକ୍ଷ
B. ପରୋକ୍ଷ
C. ପ୍ରତିନିଧିମୂଳକ
D. ଲାଣ୍ଡମ୍ୟାନ
Ans :A.. ପ୍ରତ୍ୟକ୍ଷ
29. ଗଣଦ୍ୟୋଗ ——- ଦେଶରେ ପ୍ରଚଳିତ ?
A. ଭାରତ
B. ଜାପାନ
C. ଯୁକ୍ତରାଷ୍ଟ୍ର ଆମେରିକା
D. ସ୍ୱିଜରଲାଣ୍ଡ
Ans :D. ସ୍ୱିଜରଲାଣ୍ଡ
30. ଗଣଦ୍ୟୋଗ —– ପ୍ରକାର ଅଟେ ?
A.ଏକ
B. ପାଞ୍ଚ
C. ଚାରି
D. ଦୁଇ
Ans :D. ଦୁଇ
31. ସ୍ୱିଜରଲାଣ୍ଡ ର ଦୁଇଟି ଓ ଯୁକ୍ତରାଷ୍ଟ୍ର ଆମେରିକାର କେତେକ କଣ୍ଟନରେ —– ଗଣତନ୍ତ୍ର ପ୍ରଚଳିତ?
A. ପ୍ରତ୍ୟକ୍ଷ
B. ପରୋକ୍ଷ
C. ପ୍ରତିନିଧିମୂଳକ
D. ପ୍ରତ୍ୟାହାର
Ans :D. ପ୍ରତ୍ୟାହାର
32. କଣ୍ଟନ ସରକାରର ମୁଖ୍ୟ ସଭାରେ ଅଧକ୍ଷତା କରନ୍ତି ତାଙ୍କୁ କଣ କୁହାଯାଏ ?
A. ପ୍ରତ୍ୟକ୍ଷ
B. ପରୋକ୍ଷ
C. ପ୍ରତିନିଧିମୂଳକ
D. ଲାଣ୍ଡମ୍ୟାନ
Ans :D. ଲାଣ୍ଡମ୍ୟାନ
33. ଯେଉଁ ଗଣତନ୍ତ୍ର ରେ ଜନସାଧାରଣ ସରକାରୀ ଵା ରାଜନୈତିକ କ୍ଷମତା ଲାଭା ଓ ଶାସନ ପରିଚାଳନା ସିଧାସଳଖ ନକରି ନିଜର ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ପରୋକ୍ଷ ଭାବେ କରନ୍ତି ତାହାକୁ କଣ କୁହାଯାଏ ?
A. ପ୍ରତ୍ୟକ୍ଷ
B. ପରୋକ୍ଷ
C. ପ୍ରତିନିଧିମୂଳକ
D. ଯୌଗିକ
Ans :B. ପରୋକ୍ଷ
34. ପ୍ରତିନିଧିମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଇଥିବାରୁ ପ୍ରରୋକ୍ଷ ଗଣତନ୍ତ୍ରର ଅନ୍ୟ ନାମ ?
A. ପ୍ରତ୍ୟକ୍ଷ
B. ପରୋକ୍ଷ
C. ପ୍ରତିନିଧିମୂଳକ
D. ଯୌଗିକ
Ans :C. ପ୍ରତିନିଧିମୂଳକ
35. ଯଦି ନିର୍ଦିଷ୍ଟ ସଂଖ୍ୟକ ମତଦାତା କୌଣସି ବିଷୟ ରେ ଆଇନ ତିଆରି କରିବ ପାଇଁ ନିଜ ଆଡୁ ପ୍ରସ୍ତାବ ଦିଅନ୍ତି ତେବେ ତାହାକୁ —— କୁହାଯାଏ ?
A.ଗଣମତ
B. ଗଣଉଦ୍ୟୋଗ
C. ପ୍ରତ୍ୟାହାର
D. ମୁକ୍ତାକାଶ
Ans :B. ଗଣଉଦ୍ୟୋଗ
36. ନିର୍ବାଚିତ ପ୍ରତିନିଧି ସେମାନଙ୍କ କାର୍ଯ୍ୟ ସମ୍ପାଦନରେ ଅକ୍ଷମ ହେଲେ ଵା ଅବହେଳା କଲେ କାର୍ଯ୍ୟକାଳ ସରିଵା ପୂର୍ବରୁ ଜନସାଧାରଣ ସେମାନଙ୍କୁ ଫେରାଇ ଆଣିବାକୁ —— କୁହାଯାଏ ?
A.ଗଣମତ
B. ଗଣଉଦ୍ୟୋଗ
C. ପ୍ରତ୍ୟାହାର
D. ମୁକ୍ତାକାଶ
Ans :C. ପ୍ରତ୍ୟାହାର
37.ନବଜାଗରଣ, ଇଂଲଣ୍ଡର ଗୌରବମୟ ବିପ୍ଳବ, ଆମେରିକାର ସ୍ୱାଧୀନତା ସମର ଓ ଫରାସୀ ରାଷ୍ଟ୍ର ବିପ୍ଳବ — ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ସହାୟକ ହୋଇଥିଲା ?
A. ପ୍ରତ୍ୟକ୍ଷ
B. ପରୋକ୍ଷ
C. ମିଳିତ
D. ଯୌଗିକ
Ans :B. ପରୋକ୍ଷ
38. ଗଣତନ୍ତ୍ର ହେଉଛି —– ଙ୍କ ଶାସନ ?
A. ପିଲାମାନଙ୍କ
B. ଲୋକମାନଙ୍କ
C. ମହିଳାମାନଙ୍କ
D. ପୁରୁଷମାନଙ୍କ
Ans :B. ଲୋକମାନଙ୍କ
39. —– ରେ ଜନସାଧାରଣଙ୍କ ହାତରେ ସାର୍ଵଭୌମ୍ୟ କ୍ଷମତା ନ୍ୟସ୍ତ ଥାଏ ?
A. ଶାସନ
B. ଗଣତନ୍ତ୍ର
C. ପ୍ରତିହାର
D. ମୁକ୍ତାକାଶ
Ans :B. ଗଣତନ୍ତ୍ର
40. —– ସରକାର ଜନମତ ଵା ସଂଖ୍ୟଗରିଷ୍ଠ ମତ ଉପରେ ପ୍ରତିଷ୍ଠିତ ?
A. ଶାସନ
B. ଗଣତନ୍ତ୍ର
C. ପ୍ରତିହାର
D. ମୁକ୍ତାକାଶ
Ans :B. ଗଣତନ୍ତ୍ର
41. —- ହେଉଛି ଆଇନ ଓ ଶାସନ କ୍ଷମତା ର ମୂଳ ଉତ୍ସ ?
A. ଶାସନ
B. ଗଣତନ୍ତ୍ର
C. ପ୍ରତିହାର
D. ମୁକ୍ତାକାଶ
Ans :B. ଗଣତନ୍ତ୍ର
42. —- ଏକ ମୁକ୍ତ ସମାଜ ପ୍ରତିଷ୍ଠ କରେ ?
A. ଶାସନ
B. ଗଣତନ୍ତ୍ର
C. ପ୍ରତିହାର
D. ମୁକ୍ତାକାଶ
Ans :B. ଗଣତନ୍ତ୍ର
43. —- ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ?
A . ଭାରତ
B. ଜାପାନ
C. ଯୁକ୍ତରାଷ୍ଟ୍ର ଆମେରିକା
D. ସ୍ୱିଜରଲାଣ୍ଡ
Ans :A . ଭାରତ.
44. ମୋଟ ଘରୋଇ ଉତ୍ପାଦ ଓ କ୍ରେନ୍ଦ୍ରୀୟ ସମତୁଲ୍ୟତା ଆଧାରରେ 2017 ରେ ଭାରତ ବିଶ୍ୱର ଶ୍ରେଷ୍ଠ 10ଟି ଦେଶ ମଧ୍ୟରେ —- ସ୍ଥାନ ହାସଲ କରିଛି ?
A. ପ୍ରଥମ
B. ଦ୍ୱିତୀୟ
C. ତୃତୀୟ
D. ଚତୁର୍ଥ
Ans :C. ତୃତୀୟ
45. ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତ ହେଉଛି —- ସର୍ବବୃହତ ଅସମ ଦେଶ ?
A. ପ୍ରଥମ
B. ଦ୍ୱିତୀୟ
C. ତୃତୀୟ
D. ଚତୁର୍ଥ
Ans :B. ଦ୍ୱିତୀୟ
46. ମହିଳା ସାକ୍ଷୀରତା କ୍ଷେତ୍ର 135 ଟି ଦେଶ ମଧ୍ୟରେ —- ର ସ୍ଥାନ 123 ?
A . ଭାରତ
B. ଜାପାନ
C. ଯୁକ୍ତରାଷ୍ଟ୍ର ଆମେରିକା
D. ସ୍ୱିଜରଲାଣ୍ଡ
Ans :A . ଭାରତ.
47. ନକ୍ସଲବାଦ —– ମସିହାରେ ଉତ୍ତର ପଶ୍ଚିମବଙ୍ଗ ଦର୍ଜିଲିଙ୍ଗ ଜିଲ୍ଲାରେ ନକ୍ସଲଵାଦର ପ୍ରଚାର ଓ ପ୍ରସାର କରାଇଥିଲେ ?
A.1688
B.1789
C.1967
D.1709
Ans :C. 1967
48. ପ୍ରସିଦ୍ଧ ନକ୍ସଲ ନେତା —- ପ୍ରାରମ୍ଭିକ ଅବସ୍ଥାରେ ନକ୍ସଲଵାଦର ପ୍ରଚାର ଓ ପ୍ରସାର କରିଥିଲେ ?
A. ଚାରୁ ମଜୁମଦାର
B. ନାଗଭୂଷଣ ପଟନାୟକ
C. ଅରିଷ୍ଟାଲ
D. ଅବ୍ରାହମ ଲିଙ୍କନ
Ans :A. ଚାରୁ ମଜୁମଦାର
49. ଓଡ଼ିଶାର ନକ୍ସଲ ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ନେତା ଥିଲେ —–?
A. ଚାରୁ ମଜୁମଦାର
B. ନାଗଭୂଷଣ ପଟନାୟକ
C. ଅରିଷ୍ଟାଲ
D. ଅବ୍ରାହମ ଲିଙ୍କନ
Ans :B. ନାଗଭୂଷଣ ପଟନାୟକ

Leave a Comment